ବହୁ ଦିନ ପରେ ଯାତ୍ରା ପେଣ୍ଡାଲ ରେ singer ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ଧୀରେ ଧୀରେ ଚାଲ ଗୋରୀ anchor Krishna Kumar

Поделиться
HTML-код
  • Опубликовано: 23 дек 2024

Комментарии • 268

  • @chinmayakumarrout4088
    @chinmayakumarrout4088 8 месяцев назад +25

    ଆହାଃ କି ସୁନ୍ଦର କଣ୍ଠ..... ସିଧା ଛାତିକୁ ଲାଗୁଛି 🙏🙏🙏 ଯଦି ଭବିଷ୍ୟତରେ ଏ ମହାଶୟ କଉଠି ଦେଖା ହୁଅନ୍ତି ତାହେଲେ ତାଙ୍କ ପାଦ ଛୁଇଁବି ନିଶ୍ଚୟ..... ଭଗବାନଙ୍କୁ ବହୁତ ଧନ୍ୟବାଦ ଆମ ଓଡ଼ିଶାରେ ଏଇଭଳି ପ୍ରତିଭାଙ୍କୁ ଜନ୍ମ ଦେଇଛନ୍ତି 🙏🙏

    • @routparesh7460
      @routparesh7460 8 месяцев назад

      ଆମ ଗାଁ କୁ ଆସିଥିଲେ ପୀତବାସ ସର୍ । ଆମ ଡ୍ରାମା ରେ ଗାୟକ ଆପଣ ମାନେ ଦେଖି ପାରିବେ ମୋ channel ରେ

  • @gouranganaik6378
    @gouranganaik6378 8 месяцев назад +30

    କଉଡ଼ି ଖେଳ, ବାକି ରହି ଗୋଲା ହାଟ ସଉଦା, ସିନ୍ଦୂର କହିବ ସ୍ବାମୀ କାହାର, ଦୁଃଖ ଦେଇ ଗୋଲା ଦୋରଦୀ ବନ୍ଧୁ, ଇତ୍ୟାଦି ଇତ୍ୟାଦି ବହୁତ ସୁନ୍ଦର ସୁନ୍ଦର ନାଟକ ସେ ସମୟରେ ଥିଲା ଏବେକାର ସମୟରେ ସେ ପୋରିକା ନାଟକ ଦେଖିବା ପାଇଁ ମିଳୁନି ,😢😢

  • @durgaprasadhota
    @durgaprasadhota 8 месяцев назад +11

    ମନକୁ ଛୁଇଁଲା ପରି ଗୀତ।।
    ବହୁତ୍ ଖୁସି ଲାଗିଲା ଆଜି ଏ ଗୀତ ସୁଣିକି
    Old is gold

  • @rangeen_rangamancha
    @rangeen_rangamancha 8 месяцев назад +22

    The soulful voice he has .... ଜଣେ ନିଷ୍ଠାବାନ ନହେଲେ ଏତେ ବର୍ଷ ପରେ ବି ସେମିତି ସମାନ ସ୍ଵରରେ ଗୀତ ଗାଇ ପାରିବନି । It's really amazing to listen to him again.

  • @GaurangPradhan-bl7nm
    @GaurangPradhan-bl7nm 8 месяцев назад +4

    ଅତି ସୁନ୍ଦର ସୂର ଭାଇ ପ୍ରଣାମ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ଜୟ ଜଗନ୍ନାଥ ସ୍ବାମୀ

  • @sanjayabhoi247
    @sanjayabhoi247 8 месяцев назад +63

    କ୍ରିଷ୍ଣା ଭାଈ ଆପଣ ଙ୍କୁ ମୋର ମଥା ନୂଆଁ ନମସ୍କାର ଏ ଗୀତ ଶୁଣିଲେ କେଜାଣି ମୋ ଦେହରେ ଶିହରଣ ଖେଳିଯାଏ ବାର ବାର ଶୁଣି ବାକୁ ମନ ହୁଏ ଶୋଇବା ବେଳେ ବେଡ଼ରେ ପ୍ରତେକ୍ ଦୀନ ଗୀତ ଶୁଣେ ❤❤

  • @sunildalai6796
    @sunildalai6796 8 месяцев назад +15

    ମନକୁ ଛୁଇଁଲା ଭଳି ଗୀତ 👌👌👌

  • @priyanka6959
    @priyanka6959 8 месяцев назад +7

    ଏ ଗିତ ମୋ ଜୀବନର ଗତି ପଥ ବଦଳାଇ ଦେଇଛି । ଧନ୍ଯ ବାଦ ପିତବାସ ବାବୁ ।

  • @mitusahoo4207
    @mitusahoo4207 8 месяцев назад +4

    ସେତେବେଳର ଏସବୁ ନାଟକର ବହୁତ ଦମ ଥିଲା.
    ଏବେବି ଏସବୁ ଗୀତ ଶୁଣିଲା ବେଳକୁ ବହୁତ ସୁନ୍ଦର ଲାଗୁଛି. ଏବେବି ଆମ ଏରିଆ ରେ ଯେତେବେଳେ ପ୍ରୋଗ୍ରାମ ହୁଏ ଭାଇ ଏହିସବୁ ଗୀତଗୁଡିକୁ ଦର୍ଶକ ମାନଙ୍କୁ ଶୁଣିବାର ସୁଯୋଗ ଦିଅନ୍ତି. ପୀତବାସ ଭାଇ ଆମ ବାରବାଟୀ ଏରିଆ ର

  • @basantnayak-xo4mz
    @basantnayak-xo4mz 8 месяцев назад +23

    ବନ୍ଧୁ ଙ୍କ ଗୀତ ମୋତେ ଅଧୀର କରେ। ସେ ଜଣେ ଆଗ ଧାଡ଼ି ର ଗାୟକ। ଆମେ କଲେଜ୍ ରେ ପଢିଲା ବେଳେ ଏଇ ଯେ ପାହାଡ଼ ସେପାଖେ ମୋ ପ୍ରିୟା ର ଗାଁ ଗୀତ ଗାଈ ସମସ୍ତ ଙ୍କୁ ବିମୋହିତ କରିଦେଇଥିଲେ। ତାଙ୍କ ଏଇଟା ସହଜାତ ଗୁଣ।

  • @pks4343
    @pks4343 8 месяцев назад +18

    ଯାତ୍ରା ର no 1 ଗାୟକ 🙏❤️

  • @shibaprasadpattnaik5492
    @shibaprasadpattnaik5492 6 месяцев назад +5

    Dukha Dei gala Daradi Bandhu.... Excellent 👌👍 Beautiful fantastic... Hrudaya Sparshi. Jay Jagannatha Prabhu bless You Respected Singer

  • @SATYANANDAKHUNTIA-um5hr
    @SATYANANDAKHUNTIA-um5hr 8 месяцев назад +11

    ପିତବାସ ବାବୁ ଙ୍କୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖି ଥାନ୍ତୁ ❤

  • @sanjayabhoi247
    @sanjayabhoi247 8 месяцев назад +6

    ସୁପର Sunday morning କରୁଣା କର ଭାଈ ଙ୍କ ସୁମଧୁର କଣ୍ଠ ସ୍ବର ଯାଦୁ ରେ ସମସ୍ତ ଯାତ୍ରା ପ୍ରେମୀ ମାନଙ୍କୁ ସତେଜ୍ କରିଥିବ ନିଚିନ୍ତ jolly wood legend voice of କରୁଣା କର ଭାଈ ସତରେ ଗୀତ ଶୁଣି ଅଜି ବି ମୋ ଦେହରୁ ଲୋମ ଟାଙ୍ଗୁରୀ ଗଲା ❤❤

  • @Prasant216
    @Prasant216 8 месяцев назад +5

    ପିତବାସ କର ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଏ ଯାତ୍ରା ଗୀତ ସେ ଗାଈ ସେ ତ ଧନ୍ୟ ଆମେ ସେ ଗୀତ ସୁନି କି ଆମେ ବି ଧନ୍ୟ ❤

  • @badalrout5874
    @badalrout5874 6 месяцев назад +14

    ଏଇ ନାଟକ ପୁନର୍ବାର ହେଲେ ବି ଦର୍ଶକ ଙ୍କ ମନ କୁ ଛୁଇଁ ପାରନ୍ତା ବୋଲି ମନରେ ଆଶା ଅଛି.. 👍🙏

    • @skcreation3466
      @skcreation3466 6 месяцев назад +2

      Han hele sei actor mane kale besi bhala lagiba

    • @binaykrushnagiri900
      @binaykrushnagiri900 Месяц назад

      Bt sa hero or heroine nahi au ta kamiti haba sa natak puni thara Hale kintu bhala hei thanta

  • @LifeCapturedbyPk
    @LifeCapturedbyPk 8 месяцев назад +3

    More pila dinara sabu nataka konakrk ganantya ra dekhichhi . Really heart touching story .. Specially mindblowing team thila...

  • @SHIVANSH5639
    @SHIVANSH5639 8 месяцев назад +2

    Mora pilabela, feverit song,and
    Mora pratham jatra,,dekhiba ra
    ,Tq so much sir, nice song

  • @trilochanmuna8345
    @trilochanmuna8345 3 месяца назад +4

    ଏ ଗୀତ ମୁଁ ଛୋଟ ବେଳୁ ଶୁଣିଛି ଆଉ ଯାତ୍ରା ଆମ ଗାଁ ଛକ ରେ ପଡିଥିଲା ମୁଁ ତିନି ରାତିରେ 3 ଖଣ୍ଡ ନାଟକ ଦେଖିଚି ସେ ଦିନଠୁଁ ମୁଁ ଯାତ୍ରା ପ୍ରିୟ

  • @PratapSahoo-ly1oj
    @PratapSahoo-ly1oj 8 месяцев назад +16

    କୋଣାର୍କ କୁ ଜିଏ ଖରାପ ଭାବୁଛି ଭାବୁ କୋଣାର୍କ କୋଣାର୍କ❤

    • @chaitanyabariki810
      @chaitanyabariki810 2 месяца назад

      😂😂😂😂😂😂
      କୋଣାର୍କ ଯେଉଁଠି
      ଦର୍ଶକ ସେଇଠି

  • @biswanathsahoo2888
    @biswanathsahoo2888 8 месяцев назад +3

    Jibanara nichhak sata gita...❤❤❤dukha deigala daradi bandhu..love KRISHNA bhaai ...jay Jagannath 🎉🎉🎉🎉🎉🎉🎉

  • @Santanuking446
    @Santanuking446 8 месяцев назад +3

    Jaha kuha bhai very unique voice. Very talented ❤❤. Vida vitaru vinrna voice ❤❤

  • @HrudayaRanjan-jq7uh
    @HrudayaRanjan-jq7uh 7 месяцев назад +2

    Mor fvt Sng Pitabas kar...Tankara voice swatantra Niara and jatra voice......swatatra..........❤❤❤ooohooooo...............❤

  • @Rubisushant123
    @Rubisushant123 8 месяцев назад +2

    Super song my fav... Krisna
    Bhai

  • @bhagyabhusanmahapatra2457
    @bhagyabhusanmahapatra2457 6 месяцев назад +2

    Wow 🎉🎉🎉❤❤❤.
    Jagatara nath Jagannath apnanku bhala re rakhantu

  • @sudarsanmantri1210
    @sudarsanmantri1210 8 месяцев назад +3

    Thank you Krishna Bhai Remember one viral song in the jatra industry.

  • @amarendraparida5599
    @amarendraparida5599 5 месяцев назад +4

    କ୍ରିଷ୍ଣା ଭାଇ ଏ ଗୀତ ଶୁଣି ମୋ ମନରେ କଣ ଭାବନା ଆସୁଛି ମୁଁ ତ କହିପାରିବିନି କିନ୍ତୁ ଏତିକି କହିବି , ଲୋମ ଟାଙ୍କୁରୀ ଉଠୁଛି ଶରୀରରେ ରକ୍ତ ର ଗତି ପ୍ରଭାବ ବହୁତ ବଢିଯାଉଛି ଆଉ କଣ କହିବି ମୁଁ ଜାଣିପାରୁନି, ମୁଁ ବି ଜଣେ ଯାତ୍ରାର ବଡ ରୁ ଅତି ବଡ ଦର୍ଶକ ଯାତ୍ରାକୁ ମୁଁ ଏତେ ଭଲ ପାଏ ଯେ ଯଦି ମୋତେ କାଟିବେ ବି ମୋ ରକ୍ତ ରେ ଯାତ୍ରା ହିଁ ଯାତ୍ରା ବାହାରିବ 🙏ଆଉ ଆପଣଂକୁ ଏତିକି ଧନ୍ୟବାଦ ଦେବି ସବୁ ମୁହୂର୍ତ ରେ କିଛି ନା କିଛି ଯାତ୍ରା ଖବର ପହଞ୍ଚେଇବା ପାଇଁ 🙏ଜଗନ୍ନାଥ ଆପଣଂକୁ ଭଲରେ ରଖନ୍ତୁ 🙏ଜୟ ଜଗନ୍ନାଥ 🙏🙏 ଆଉ ମୋ ଫନ କଲ ରିସିଭ କରିବେ ଟିକେ 🙏

  • @mrutyunjayakar8835
    @mrutyunjayakar8835 6 месяцев назад +1

    Pride of Bhadrak college. Thanks for giving so beautiful song.

  • @ramakrushnasamantaray1503
    @ramakrushnasamantaray1503 5 месяцев назад +1

    ଆମ ଅଞ୍ଚଳ ରେ କୋଣାର୍କ ଯାତ୍ରା ପରିବେଷଣ କରୁଥିଲାବେଳେ ନାଟକ ସହିତ ଗିତ ମନରେ ରୋମାଞ୍ଚିତ କରୁଥିଲା ଆଜି ସେମିତି ଲାଗିଲା

  • @sanjaybehera890
    @sanjaybehera890 8 месяцев назад +2

    Konark all staff always best in jollywood industry

  • @ashisdalai2064
    @ashisdalai2064 8 месяцев назад +3

    Beautiful video Krishna bhai ❤

  • @rohitabisoyi1703
    @rohitabisoyi1703 8 месяцев назад +2

    Bahut sunder Gita ti khali babina apa binoda bhai nahanti🙏🌹🙏🌹

  • @ritaranimaharna7500
    @ritaranimaharna7500 8 месяцев назад +2

    Superb mind-blowing fantastic

  • @manmathmajhi1092
    @manmathmajhi1092 8 месяцев назад +2

    Love you krishna sir, No1 singer pitabasha sir

  • @jagannathbeheratec9898
    @jagannathbeheratec9898 8 месяцев назад +2

    No 1 singar pitabas bhai

  • @tapaskumarsahoo5071
    @tapaskumarsahoo5071 8 месяцев назад +6

    ଏହି ଗୀତରେ କିଛି ଯାଦୁ ଅଛି

  • @AjaykumarBhoi-q6n
    @AjaykumarBhoi-q6n 8 месяцев назад +1

    Very nice singer pitabasa

  • @linkudas5450
    @linkudas5450 8 месяцев назад +2

    No 1 singger , always ever green

  • @susantaprusty873
    @susantaprusty873 8 месяцев назад +2

    Mahima alekha Prabhu 🙏 Bhai very excellent voice

  • @dinabandhupadhi9079
    @dinabandhupadhi9079 7 месяцев назад

    ଯାଦୁଭରା ଓ ରୋମାଞ୍ଚିତ ଭରା ସଙ୍ଗୀତ ପରିବେଷଣ 🥰🥰🥰💐💐💐🚩🚩🚩

  • @chandrakantapanda3213
    @chandrakantapanda3213 8 месяцев назад +2

    My favourite song ete barsa pare bi same voice great sir...

  • @dinabandhudakua4521
    @dinabandhudakua4521 8 месяцев назад +1

    ❤ jane kalakara kalaa chhadi rahiparibani. Kalaa ra khusi service ru milibani. Singing continue karantu ,sir.Thank you. God bless you.

  • @subhaacharya3664
    @subhaacharya3664 8 месяцев назад +2

    Badhia singer. Love 💕💕💕

  • @diptimayeekar433
    @diptimayeekar433 8 месяцев назад +4

    Mo bapa 🌍😘❤️...

  • @Z50creation
    @Z50creation 8 месяцев назад +1

    Purba gita ku mane pakei sakalu pura dilkhush karidele bhai pura mind blowing singer& song many many thanks bhai ❤❤❤

  • @satyabratasutar7685
    @satyabratasutar7685 8 месяцев назад +2

    Most Talented singer. 💯💯💯

  • @keshabchandramohapatra3098
    @keshabchandramohapatra3098 8 месяцев назад +3

    Same voice bhai jagannath tumaku bhala re rakhantu

  • @pareshchand341
    @pareshchand341 8 месяцев назад +2

    Krishna babu aapanku aanek aanek dhanyawad j pitabasa sirnku aauthare utube video madhaymare represent karithibaru....sirnka voice suni nijaku dhanya mane kalu

  • @RupeshPradhan-jj6rw
    @RupeshPradhan-jj6rw 4 дня назад

    Bhai so beautiful song Jay Krishna

  • @satyabratamohanty826
    @satyabratamohanty826 8 месяцев назад +4

    Krishna Bhai dukha deigala daradi bandhu singer nka interview nia jau

  • @AkhilaSahoo-ty9vf
    @AkhilaSahoo-ty9vf 8 месяцев назад +2

    Singer number 1

  • @NarendrakumarBehera-lw5gw
    @NarendrakumarBehera-lw5gw 8 месяцев назад +2

    Khub sundar

  • @lazarmandalmusic8105
    @lazarmandalmusic8105 Месяц назад

    ଅତି ସୁମଧୁର ସ୍ୱର

  • @sahadevpanada9572
    @sahadevpanada9572 3 месяца назад

    Krishna Kumar Bhai Apanaku pratham me Dhanyawad Bhai 👍🙏 tapare sigar Star ⭐⭐ ku Mora Dhanyawad Bhai 👍🙏

  • @AnilkumarKar-k5h
    @AnilkumarKar-k5h 5 месяцев назад +1

    Tama prayas bahuta sundar

  • @somanathmaharana2918
    @somanathmaharana2918 8 месяцев назад +2

    love you Krishna Babu and pitabas sir ❤❤❤

  • @sudarsandalei5842
    @sudarsandalei5842 8 месяцев назад

    Krishna bhai
    You are absolutely great

  • @rupelicreation8185
    @rupelicreation8185 8 месяцев назад

    ଏଇ ଗୀତ ଟି ପଶ୍ଚିମ ଓଡ଼ିଶା ରେ ସବୁ କୀର୍ତ୍ତନ ଗାୟକ ମାନେ ଏବେ ବି ଗାଉଛନ୍ତି ବହୁତ ପଇସା ଦିଅନ୍ତି ଦର୍ଶକମନେ ଏହି ଗିତ ଶୁଣି ଖୁସି ହୋଇ ଯାନ୍ତି krishan kumar sir mu sonepur district samalaichua pakha gaa ru kahuchhi namaskar grahana karibe mora bartaman apankara deha kemiti achhi sir 😢😢😢

  • @biswanathsahoo2888
    @biswanathsahoo2888 8 месяцев назад +2

    Pitabaas bhaai you are my favorite singer ♥ ❤ 💕

  • @bibekanandakar222
    @bibekanandakar222 8 месяцев назад +1

    Great singer and great writer

  • @aloknath5408
    @aloknath5408 6 месяцев назад

    ତମେ କୋଣାର୍କ ଯାତ୍ରା ଯେତିକି ହିଟ୍ ଗୀତ ଗାଇଚ ସେ ସବୁ ଏବେ ବି ଶୁଣିଲେ ନୂଆ ଲାଗୁଚି,,, ଜଗନ୍ନାଥ ତୁମକୁ ତୁମ ପରିବାର କୁ ଘଣ୍ଟ ଘୋଡାଇ ରଖନ୍ତୁ,,, 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sarmilabehera9743
    @sarmilabehera9743 8 месяцев назад +2

    ଜୟ ଶ୍ରୀ କୃଷ୍ଣ 🙏

  • @shubhamshashi7506
    @shubhamshashi7506 8 месяцев назад +2

    Come back Pitabas Bro.... Really you are a legendary singer..... ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤..

  • @PiyusPratikSahoo
    @PiyusPratikSahoo 8 месяцев назад +2

    Last one is my favourite song ❤

  • @uniquekirtandhara
    @uniquekirtandhara 8 месяцев назад +1

    Bhala lagila pura dekhi

  • @sumantkrana3137
    @sumantkrana3137 5 месяцев назад

    Voice pura heart ku touch karuchi❤❤❤

  • @biswanathsahoo2888
    @biswanathsahoo2888 8 месяцев назад +2

    From Paradeep, JAGATSINGHAPUR ❤❤❤❤❤❤heartly die hard fans your's ❤❤❤❤❤❤

  • @Bikash-wm5ok
    @Bikash-wm5ok 8 месяцев назад +2

    Very nice voice

  • @srikantmallick8632
    @srikantmallick8632 6 месяцев назад

    ❤best song &best singer of Odia jatra industries

  • @pradeeppatijknoblockingpo1459
    @pradeeppatijknoblockingpo1459 8 месяцев назад +1

    No 1 singer bhai

  • @tofanhunter215
    @tofanhunter215 Месяц назад

    ଆଇଟମ ଝିଅ ଙ୍କୁ ନ ଡାକି ଏମଟୀ ସିଙ୍ଗର ମାନଙ୍କୁ ଦକାଯାଉ ❤

  • @PaikraBehera
    @PaikraBehera 6 месяцев назад

    🎉🎉🎉🎉bahut sundar bhai

  • @JaladebBarik
    @JaladebBarik 2 месяца назад

    ❤❤❤❤namr1

  • @priyabratasahu1755
    @priyabratasahu1755 6 месяцев назад +1

    Odisa ra top singer

  • @pratapkumarsahu4583
    @pratapkumarsahu4583 4 месяца назад

    Hats up pitabas babu🎉🎉❤❤

  • @melody_of_odisha.03
    @melody_of_odisha.03 8 месяцев назад +3

    Public demand pitabas kar return to konark gananatya...❤

  • @sunilkumarpanda4479
    @sunilkumarpanda4479 8 месяцев назад

    Mind blowing.... Excellent

  • @PravinBhue
    @PravinBhue 2 месяца назад

    Tuma voice ku koti koti namaskarbhai

  • @sumantmohanty5408
    @sumantmohanty5408 3 месяца назад

    Tq krishan babu🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @ajaysahani933
    @ajaysahani933 7 месяцев назад +1

    Super ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @akshaykumarmishra1575
    @akshaykumarmishra1575 8 месяцев назад +1

    Thy best singer with song

  • @sujitpal3854
    @sujitpal3854 8 месяцев назад +1

    Sir please com to konark jatra

  • @AmusedRockBand-bn3qp
    @AmusedRockBand-bn3qp 8 месяцев назад +1

    Bahutu sundar singer

  • @krishnapadman
    @krishnapadman 8 месяцев назад +1

    Ever green 💚 heart touching ❣️

  • @binodkumarbiswal7208
    @binodkumarbiswal7208 7 месяцев назад

    One of the BEST 🎉 singer

  • @mycutesister6702
    @mycutesister6702 2 месяца назад

    Nice song with nice voice.❤

  • @rkpihu_odia
    @rkpihu_odia 6 месяцев назад

    Krishna sir ଆପଣ ପୁରୁଣା ସ୍ମୃତିକୁ ମନେନେପକାଇ ସିଙ୍ଗର ଭାଇଙ୍କୁ ଉପସ୍ଥିତ
    କରାଇଥିବାରୁ ଆପଣଙ୍କୁ କୋଟି ପ୍ରଣାମ ଭାଇ

  • @jitumajhi6292
    @jitumajhi6292 5 месяцев назад

    Bhai manaku pura chuni gala ❤❤❤

  • @NrushingaSethy
    @NrushingaSethy 8 месяцев назад +2

    Jay Jagannath 🙏🙏🙏

  • @sureshparida5586
    @sureshparida5586 6 месяцев назад

    Best singer of odia yatra

  • @sailendrabehera6999
    @sailendrabehera6999 8 месяцев назад +1

    Super👌👌👌👌👌 saga

  • @ChandanNayak-u9i
    @ChandanNayak-u9i 8 месяцев назад +1

    Super singer Bhai

  • @kunabehera1453
    @kunabehera1453 8 месяцев назад +5

    Pitabas sir nka life story ku gute vlog re anantu bhai

  • @funnypm57
    @funnypm57 8 месяцев назад +1

    Bhainkar sabu Gita hit

  • @biswajitbapi9339
    @biswajitbapi9339 4 месяца назад

    I proud of you pitabas sir 🙏

  • @BINAPANI--BALIARSINGH--
    @BINAPANI--BALIARSINGH-- 8 месяцев назад

    My favorite jatra and favourite actors 🎉🎉🎉🙏🙏🙏🙏❤

  • @ritaranimaharna7500
    @ritaranimaharna7500 8 месяцев назад +1

    Kete bhadra loka mu bhala se janichi superb men

  • @ramakrushnasamantaray1503
    @ramakrushnasamantaray1503 5 месяцев назад

    ସୁନ୍ଦର

  • @kailashchsahoo3016
    @kailashchsahoo3016 8 месяцев назад +1

    Super Singer

  • @DeepakKumar-qb1iz
    @DeepakKumar-qb1iz 8 месяцев назад +1

    Very nice singer