Prabhu Tume Michha Kahila - ପ୍ରଭୁ ତୁମେ ମିଛ କହିଲ | Patitapabana Das | ଭକ୍ତଙ୍କ ପାଖରେ ପ୍ରଭୁ ମିଛ କହିଲେ

Поделиться
HTML-код
  • Опубликовано: 10 сен 2024
  • Song : Prabhu Tume Michha Kahila
    Singer :Patitapabana Das
    Album : Prabhu Tume Michha Kahila
    Album No : JE- 7605
    Lyrics : Alekh Biswal
    Music : Arabinda Muduli
    Music Released by : Sidharth Music
    Producer : Sitaram Agrawal & Namita Agrawal
    ------------------------------------------------------
    ♪ Full Song Available on ♪
    Gaana :
    JioSaavn :
    Wynk :
    Apple Music :
    Amazon Prime Music :
    iTunes :
    Spotify :
    RUclips Music :
    ------------------------------------------------------
    Set Caller Tune ; Operator Codes:
    Vodafone Subscribers Dial
    Airtel Subscribers Dial
    Idea Subscribers Dial
    BSNL (South / East) Subscribers sms BT To 56700
    Also available on Jio Tunes
    ------------------------------------------------------
    "Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Arabinda Muduli" RUclips Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    -----------------------------------------------------
    Watch & Subscribe to our other RUclips Channels:
    👉 Sidharth TV : / sidharthtv
    👉 Sidharth Bhakti: / sidharthbhakti
    👉 Sidharth Music: / sidharthmusic
    ------------------------------------------------------
    Enjoy & stay connected with us!
    👉 Like us on Facebook : / namitaagrawalofficial
    ------------------------------------------------------
    #ArabindaMuduli #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal

Комментарии • 472

  • @Srikanta-81
    @Srikanta-81 9 дней назад +9

    ଆଜି ମୁଁ ଅନୁଭବ କରୁଛି, ଜଗନ୍ନାଥ ଙ୍କ କୃପା ମୋ ପ୍ରତି ଅଛି, ନହେଲେ ଏ ଭାବପୂର୍ଣ୍ଣ ପରିବେଷଣ ଦେଖିପାରିନଥାନ୍ତି l

  • @rakeshnath2438
    @rakeshnath2438 Месяц назад +34

    ବହୁତ୍ ଦିନ ହେଲା ଏ ଭଜନ ଶୁଣିବା ପାଇଁ RUclips ରୁ ଖୋଜୁ ଥିଲି ହେଲେ ଆଜି ମିଳିଗଲା ଅଜି ମୁଁ ବହୁତ୍ କାନ୍ଦିଚି 😢 ଏ ଭଜନ ଶୁଣି ଜୟ ଜଗନ୍ନାଥ 🙏

    • @AlokDas-rk5uq
      @AlokDas-rk5uq Месяц назад +3

      Bhai, mu madhya khojuthili. Aji miligala. Mu khub khusi.

    • @pujasenapati3069
      @pujasenapati3069 13 дней назад +1

      🙏🏻mu bi e video apekshya re thili 🙏🏻

    • @anandamohakuda4943
      @anandamohakuda4943 6 дней назад

      Jay Jagannath 🙏🙏🙏😢😢😢

  • @sudhirnayak8995
    @sudhirnayak8995 День назад

    ଅତି ସୁନ୍ଦର ଭଜନ, ଶୁନି ଲୋମ ଟାଙ୍କୁରୀ ହେଇଯାଉଛି, ହେ ପ୍ରଭୁ ତୁମେ ଦୟାମୟ, ଆଦିଅନନ୍ତ, କ୍ଷମାମୟ, ଜୟ ପ୍ରଭୁ ତୁମ ଚରଣରେ ଏ ଭକ୍ତର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏

  • @user-ov5jy2iw9p
    @user-ov5jy2iw9p Месяц назад +80

    ଆହା କି ସୁନ୍ଦର ଭଜନ 🙏🏻 ଆଖି ଓଦା ହେଇଗଲା ଭାବ ରେ ମଣିମା 🙏🏻😭

    • @Raja443.
      @Raja443. Месяц назад +18

      ଜୟ ଜଗନ୍ନାଥ ❤❤❤🚩🚩🚩🙏🙏🙏

    • @Pujajani123
      @Pujajani123 Месяц назад +2

      Jay shree jagannath bless you all ❤❤❤

    • @BrahmaNandaDash-pt8qt
      @BrahmaNandaDash-pt8qt 29 дней назад

      Lovhan

    • @DibakarKhuntia-tp5jb
      @DibakarKhuntia-tp5jb 28 дней назад

      ​@@Raja443.😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @RajkishoreMuduli-ge6uq
      @RajkishoreMuduli-ge6uq 25 дней назад +1

      Jayjaganata........omshanti

  • @sanatsenapati4236
    @sanatsenapati4236 28 дней назад +5

    ଏମିତି ଭାବପୂର୍ଣ୍ଣ ଭଜନ କୁ ପାରିବେଷଣ କରିଥିବାରୁ ହୃଦୟରୁ ଅନେକ ଅନେକ ଦଣ୍ଡବତ 🙏🏻🙏🏻🙏🏻, ଏହି ଭଜନକୁ ଶୁଣିଲା ବେଳକୁ ଆଖିର ଲୁହ ଓ ଛାତିର କୋହ କୁ ରୋକି ହେଉନାହିଁ ମଣିମା 🙏🏻🙏🏻🙏🏻
    ଜୟ ମହାବାହୁ

  • @pintuvillagetour
    @pintuvillagetour Месяц назад +34

    ଆଜି ଅରବିନ୍ଦ ମୁଦୁଲିଙ୍କୁ ବହୁତ ମନ ଝୁରୁଛି 😭😭 କୁଆଡ଼େ ଗଲା ତାଙ୍କର ସେ ଭାବପୂର୍ଣ୍ଣ ଭଜନ .. ଜୟ ଜୟ ଜଗନ୍ନାଥ 🚩🙏🙏

  • @AntaryamiSamal-nc6uo
    @AntaryamiSamal-nc6uo Месяц назад +6

    ଏ ଜୀବନ ଧନ୍ୟ ହେଇଗଲା ପ୍ରଭୁଙ୍କର ଏ ଭଜନ କୀର୍ତ୍ତନ ସୁଣି ଜୟ ଜଗନ୍ନାଥ

  • @chandiniojha3926
    @chandiniojha3926 29 дней назад +7

    ଅତି ଚମତ୍କାର କହିଲେ ବି କମି ଯାଉଛି ଜୟ ଜଗନ୍ନାଥ 🙏🙏🙏🙏🙏 ଜୟ ଜଗନ୍ନାଥ🙏🙏🙏🙏🙏🙏🙏

  • @spcreationpintukonark5071
    @spcreationpintukonark5071 Месяц назад +16

    ଏହି ଭାବପୂର୍ଣ୍ଣ ପରିବେଷଣ ରେ 😢 ଆଃ ଆତ୍ମା ସାନ୍ତ ଲାଗୁଛି ଅତି ଚମତ୍କାର

  • @nilakanthadalai3458
    @nilakanthadalai3458 4 дня назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ
    ଭବ ତୁମେ 🙏🙏🙏🙏🙏
    ଅତି ସୁନ୍ଦର ଭଜନ ଶୁଣିବାକୁ ମିଳିଲା
    ସିଦ୍ଧାନ୍ତ tv ମଧ୍ୟମରେ ଜୟ ଜଗନ୍ନାଥ 🙏🙏🙏

  • @LBMUSICALODIA
    @LBMUSICALODIA 4 дня назад

    ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଭାବଭକ୍ତି ଭରା ସଙ୍ଗୀତ ଟିଏ ସତରେ ପ୍ରଭୁ ତୁମର କି ଅପୂର୍ବ ଲୀଳା........ ଚମତ୍କାର 🙏ଚମତ୍କାର 🙏ଚମତ୍କାର🙏ହେ ମଣିମା ଏଇଠୁ ଥାଇ ଏଇ ଅଧମର ଦଣ୍ଡବତ ଗ୍ରହଣ କର 🙏🙏🙏😭😭😭😭😭

  • @88811900
    @88811900 27 дней назад +3

    ଏତେ ସୁନ୍ଦର ଭଜନ ଆମ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।

  • @nm.moharana4318
    @nm.moharana4318 Месяц назад +9

    ଆହା କି ସୁନ୍ଦର ଭାବପୂର୍ଣ୍ଣ ପରିବେଷଣ 🙏🏻 ସୁନ୍ଦର ଭାବପୂର୍ଣ୍ଣ ଭଜନ ଶୁଣି ଆଖି ଭାବରେ ଭିଜି ଗଲା ମଣିମା 🙏🏻 ଜୟ ଶ୍ରୀ ଜଗନ୍ନାଥ🙏🏻

  • @Prasannakumar-hu1qu
    @Prasannakumar-hu1qu 28 дней назад +3

    ମନ ମୂଦ୍ଧ ହୋଇ ଗଲା, ଭଉତ ଅନୁରୋଧ ପରେ ଆସିଲା, ଓଃ କି ଭାବ ଲୁହ ଭାରି ଯାଉଛି ଆଖିରୁ 👍🙏

  • @sarojakumardas7898
    @sarojakumardas7898 Месяц назад +6

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ତୁମ ଶ୍ରୀ ଚରଣାର ଵିନ୍ଦେ କୋଟି କୋଟି ନମୋ ନମଃ

  • @ghasinathbehera7298
    @ghasinathbehera7298 Месяц назад +14

    ଆଜି ଏ ଭଜନ ଶୁଣି ଅରବିନ୍ଦ ମୁଦୁଲି ଙ୍କୁ ମନେ ପଡି ଜାଉଛି ଜୟ ଜଗନ୍ନାଥ

  • @gyanapriya4477
    @gyanapriya4477 5 дней назад

    Jay Jagannath prabhu..aahaa ki sundar ae Bhajan...

  • @LikuRout-or7si
    @LikuRout-or7si 7 часов назад

    ଏ ଭଜନ ଶୁଣି ମନ ଏବଂ କାନ ପବିତ୍ର ହେଇ ଗଲା ଜୟ ଜଗନ୍ନାଥ ❤❤❤❤❤

  • @balarampradhan3078
    @balarampradhan3078 13 дней назад +2

    Wah.... କି ଭାବ, କି ପ୍ରେମ ମନ ଉତ୍ଫୁଲ ହେଇଗଲା

  • @sudarsannayak8164
    @sudarsannayak8164 8 дней назад

    ସାବାସ ବନ୍ଧୁ ଆପଣଙ୍କ ଗାୟନ ପ୍ରଣାଳୀ ଅତି ଉତ୍ତମ

  • @ripanmishra8004
    @ripanmishra8004 4 дня назад

    ସତରେ ବହୁତ୍ ଭବବିହୋଲ ଲାଗିଲା କିନ୍ତୁ ,
    ହେ ପ୍ରଭୁ ଜଗନ୍ନାଥ ❤

  • @basudevpradhan7694
    @basudevpradhan7694 8 дней назад

    ଆଖିରେ ଲୁହ ଆସିଗଲା.... ହେ ମହାବାହୁ 🙏🙏

  • @SatyaParida-hb6wy
    @SatyaParida-hb6wy 3 дня назад +1

    Jaya jagarnath 🙏🙏🙏🙏🙏🙏🙏 Bhuta Sundar Bajana Jaya jagarnath ❤️❤️❤️❤️❤️🙏🙏🙏🙏🙏🙏

  • @saileshsekharmahanta1156
    @saileshsekharmahanta1156 Месяц назад +4

    ଆହା କି ସୁନ୍ଦର ଭାବପୂର୍ଣ୍ଣ ଭଜନ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ମହାପ୍ରଭୁ। ସତରେ ଏ ଭଜନ ଶୁଣିଲେ ଆଖିରୁ ଲୁହ ଆସିଯାଉଛି ।

  • @pintuvillagetour
    @pintuvillagetour Месяц назад +12

    ମୁଁ ଏ ଗୀତ ୪ ଥର ଦେଖିଲାଣି , ତଥାପି ଆହୁରି ଦେଖିବାକୁ ଇଛା ❤❤ସୁନ୍ଦର ଅଭିନୟ ସହିତ ସୁନ୍ଦର ଭାବପୂର୍ଣ୍ଣ ଭଜନ
    ଜୟ ଜୟ ଜଗନ୍ନାଥ 🚩🙏🙏🙏🙏🙏

  • @ajitkumarnath6859
    @ajitkumarnath6859 Месяц назад +4

    ଅତ୍ୟନ୍ତ ଭାବ ଯୁକ୍ତ ଗୀତ,, ଆଖିରେ ଲୁହ ଆସିଗଲା

  • @jugejugejaganath
    @jugejugejaganath Месяц назад +15

    ଭଜନ ଶୁଣିଲା ପରେ କିଛି ଶବ୍ଦ ନାହିଁ ଲେଖିବା ପାଇଁ 🙏🙏🙏🙏🙏 ସବୁ ସେଇ କାଳିଆ ର ଲୀଳା 🙏

  • @jitenkumardas7652
    @jitenkumardas7652 29 дней назад +7

    ହେ ମହାତ୍ମା ଆପଣ ମତେ କନ୍ଦେଇ ଦେଲେ।
    ଜୟ ଜଗନ୍ନାଥ
    ⚫‼️⚫

  • @bijayakumarsahoo4623
    @bijayakumarsahoo4623 25 дней назад +1

    ଜୟ ଜଗନ୍ନାଥ ,,, ସତରେ ଏତେ ସୁନ୍ଦର ପରିବେଷଣ ଛାତିର କୋହ ଆଖିର ଲୁହ ହୃଦୟରେ ଏକାକାର ହୋଇଗଲା।

  • @nidhibhoi-ns8ph
    @nidhibhoi-ns8ph 9 дней назад

    😢 ହେ ମହାପ୍ରଭୁ କାଳିଆ ❤❤❤ ସାଆନ୍ତ ❤❤😢😢😢

  • @sukantabehera8370
    @sukantabehera8370 7 дней назад

    ଆହା କି ସୁନ୍ଦର ଏହି ଭଜନ ଆଖି ଓଦା ହେଇ ଯାଉଛି 😭😭😭😭😭

  • @ramakantabehera3242
    @ramakantabehera3242 Месяц назад +4

    ବହୁତ ସୁନ୍ଦର ଉପସ୍ଥାପନା। ମୁଁ ବାରମ୍ବାର ଶୁଣୁଛି।ଜୟ ଜଗନ୍ନାଥ 🙏🙏🙏💐🌺

  • @niranjanpatra5772
    @niranjanpatra5772 Месяц назад +4

    ଅତି ସୁନ୍ଦର l
    ଜୟ ଜଗନ୍ନାଥ 🙏🙏

  • @user-en2fm5ff1d
    @user-en2fm5ff1d 20 дней назад

    ଜୟ ଜଗନ୍ନାଥ ମଣିମା ଙ୍କ ର ଜୟ ହହୁ, ତୁମେ ଭଲରେ ରୁହ ମଣିମା,⭕‼️⭕🙏🙏🙏🙏

  • @prasantbarik2135
    @prasantbarik2135 28 дней назад +4

    ଶ୍ରୀ ଅରବିନ୍ଦ ମୁଦୁଲିଙ୍କ ରଚିତ ଅତି ସୁନ୍ଦର ଭାବପୂର୍ଣ୍ଣ ଭଜନ ପରିବେଷଣ 🙏ଜୟ ଜଗନ୍ନାଥ ସ୍ବାମୀ ⭕❗⭕🙏🚩🚩🚩

  • @ChinmayaKuBehera-yd2oy
    @ChinmayaKuBehera-yd2oy Месяц назад +11

    ଜୟ ଜଗନ୍ନାଥ ଲେଖି ରହିପାରିଲିନି।
    ହେ କାଳିଆ ସାଆନ୍ତ ତୁମ ଲୀଳା ଅପାର ପ୍ରଭୁ।
    ଏ ଭଳି ଗୀତ ହୁଏତ ଓଡ଼ିଆ ବାସୀଙ୍କ ଦେହରେ ଥିବା ସମସ୍ତ ଲୋମ ଟାଙ୍କୁରିଦେବା ଭଳି ହୋଇଛି। ଅତି ସୁନ୍ଦର, ଅବର୍ଣ୍ଣନୀୟ, ଅତୁଳନୀୟ .... ଏମିତି ଯେତେ ଶବ୍ଦ ଲେଖିଲେ ହୁଏତ କମ୍ ଲାଗୁଛି।
    ସବୁ ପ୍ରଭୁଙ୍କ କୃପାରୁ ଏ ଭଳି ଗୀତଟି ମୁଁ ଆଜି ଶୁଣିବାକୁ ପାଇଲୀ।❤❤❤❤❤

  • @sanjuktaranisahu7532
    @sanjuktaranisahu7532 24 дня назад

    Joy jagannath ki joy bhajan manku mugadha karidela radhey radhey koti koti pranam

  • @SatyaParida-hb6wy
    @SatyaParida-hb6wy 5 дней назад +1

    Jaya jagarnath vari Beautful suppr Song🙏🙏🙏🙏🙏🙏

  • @HimansuMalik-zc4vf
    @HimansuMalik-zc4vf Месяц назад +5

    ଆଗକୁ ଏମିତି ଅନେକ ପୋଗ୍ରାମ କରିବା ପାଇଁ ପତିତପାବନ ନନା ଙ୍କୁ ସୁଯୋଗ ଦିଆଯାଉ

  • @managobindadas6498
    @managobindadas6498 День назад

    Jay gobind Jay arvind, ehipari bhajan sunile roma tankuri uthuchi, akhire luha asijauchhi

  • @jaymaamangala4297
    @jaymaamangala4297 26 дней назад +3

    ଲେଖିବା ପାଇଁ କିଛି ଶବ୍ଦ ନାହିଁ କେବଳ ଆଖିରେ ଲୁହ ଆଉ ଲୁହ😭😭😭

    • @jubulabehera3087
      @jubulabehera3087 9 дней назад

      👌👌👌👍👍🙏🙏🙏🎉🎉🎉🎉🙏🙏🎉🎉🙏🙏🙏🙏🙏🙏🙏🙏🪔🪔🙏🙏🙏🙏🙏🙏🙏🙏🙏🙏🙏🙏🎉🎉🎉

  • @subhaprasadchanda3200
    @subhaprasadchanda3200 7 дней назад

    ମୋ ପ୍ରଭୂ ଶ୍ରୀ ଜଗନ୍ନାଥ 🙏🚩🙏

  • @jadumanipradhan6692
    @jadumanipradhan6692 23 дня назад +1

    अतिसुन्दर, ह्रदय स्पर्शी l जय जगन्नाथ!🙏🌹🙏

  • @ManojkumarJena-g8v
    @ManojkumarJena-g8v 10 дней назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @PravatkumarBehera-v8h
    @PravatkumarBehera-v8h Месяц назад +4

    A sunder gita katijaithila patitapaban sirnkara... Dhanyawad sidharth music... A gita suni atma santi hoijauchi... Gote alga prakara bhaba asuchi

  • @sangramcreation8827
    @sangramcreation8827 Месяц назад +3

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏ପ୍ରଭୁ ପାଖରେ କୋଟି ପ୍ରଣାମ🙏🙏🙏🙏🙏।

  • @sibasankarsahoo
    @sibasankarsahoo Месяц назад +3

    ହୃଦୟ ସ୍ପର୍ଶି ଭଜନ ଟିଏ ⭕‼️⭕🙏🙏🙏🙏🙏

  • @ashokkumarnayak499
    @ashokkumarnayak499 24 дня назад

    ବହୁତ ହ୍ରୁଦୟ ଷ୍ପର୍ଶି ଭଜନ

  • @Tanmayasahubhajan4526
    @Tanmayasahubhajan4526 Месяц назад +14

    ମୋ ଠାକୁର ମିଛ କହିଲେ ହେଲେ ଭକ୍ତ ଗୋଟି ଗୋଟି ସତ ବଖାଣିଲେ 😢

  • @rahasbehera9578
    @rahasbehera9578 16 дней назад

    ଓଡ଼ିଆ ଙ୍କ ବଳ।
    ଏ ଭକ୍ତ ଙ୍କ କଣ୍ଟଶ୍ବର।

  • @user-ml3yv2nz5y
    @user-ml3yv2nz5y 2 дня назад

    Excellent ki sundar bhajans jay Jagannath

  • @pramodadash2261
    @pramodadash2261 Месяц назад +3

    Jai jagannath,jay odia,Sundar upasthapana .

  • @deepanjalimaharana9078
    @deepanjalimaharana9078 Месяц назад +3

    କିଛି ବି ଆଉ ଶବ୍ଦ ନାହିଁ 😢😢😢ଜୟ ଜଗନ୍ନାଥ 🙏🙏🙏🙏

  • @JyotchhnaraniSahu
    @JyotchhnaraniSahu 22 дня назад +2

    ଭଜନ ଗାୟକ ଉଭୟ ଅତି ଚମତ୍କାର ।

  • @aradhyabisoyi5805
    @aradhyabisoyi5805 26 дней назад

    Aha ki sundar Gita mana kini neigala pravu

  • @SumitraMunda-qd5ui
    @SumitraMunda-qd5ui 22 дня назад

    ଜୟ ଜଗନ୍ନାଥ ⭕‼️⭕ ଜୟ ଜଗନ୍ନାଥ ⭕‼️⭕ ଜୟ ଜଗନ୍ନାଥ ⭕‼️⭕ ନମସ୍କାର 🙏🏻 ଯୋଉଠି ଥାନ୍ତୁ ଭଲରେ ଖୁସିରେ ଶାନ୍ତିରେ ଥାନ୍ତୁ ଜୟ ଜଗନ୍ନାଥ ⭕‼️⭕

  • @jayantinayak3816
    @jayantinayak3816 26 дней назад

    Jay jaganath he pravu

  • @sarangadharranarana6783
    @sarangadharranarana6783 21 день назад

    Atti.sundar.bhajan.jayjagannath.prabhu.tuma.he.saha.

  • @raajkumarpadhy9391
    @raajkumarpadhy9391 Месяц назад +2

    ଭକ୍ତ ର ଠାକୁର କଳା ସାଆନ୍ତ🙏

  • @sriyabasupal7800
    @sriyabasupal7800 3 дня назад

    Emitika Gita suniba ati biral...Jay jaganath 😢😢😢

  • @khageswarrout4290
    @khageswarrout4290 Месяц назад +2

    ଅତି ସୁନ୍ଦର ଜୟ ଜଗନ୍ନାଥ

  • @adcreations6514
    @adcreations6514 29 дней назад +1

    ଆଗକୁ ଏମିତି ଭାବପୂର୍ଣ୍ଣ ଭଜନ ଶୁଣିବାକୁ ମିଳୁ 🙏
    ଆପଣଙ୍କ ମଣିମା 🙏ଡାକରେ...... କି ଅପୂର୍ବ ଅନୁଭବ 🙏🙏

  • @abhimanyusahoo8735
    @abhimanyusahoo8735 14 дней назад +1

    ଅତି ସୁନ୍ଦର 🙏🙏🙏
    ସବୁ ସେ ମଣିମା ଲୀଳା... ଜୟ ଜଗନ୍ନାଥ 🙏🙏🙏🙏🙏

  • @bhabasahu5060
    @bhabasahu5060 2 часа назад

    Jai jagannath

  • @narayankhuntia9804
    @narayankhuntia9804 21 день назад

    ଅତି ସୁନ୍ଦର ଭଜନ,, 🙏🙏

  • @kalupalatasingh1163
    @kalupalatasingh1163 21 день назад

    ଉଚ୍ କୋଟିର ଭଜନ୍ ଉପସ୍ଥାପନା କରୁଛନ୍ତି ଅତି ସୁନ୍ଦର

  • @nirmalkumarparida688
    @nirmalkumarparida688 13 дней назад

    ଆପଣଙ୍କ ସ୍ବର ଶୁଣିଲେ ମନକୁ ଶାନ୍ତି ଲାଗେ

  • @harikrushnasahu3193
    @harikrushnasahu3193 6 дней назад

    Jay jagannath 🙏🙏🙏🙏 manimaa 🙏🙏🙏🙏😭

  • @skyisthelimit49
    @skyisthelimit49 Месяц назад +2

    Ati hrudayasparshi,bhabapurna...
    Jaya jagannath

  • @pratapjena1232
    @pratapjena1232 Месяц назад +2

    ଜୟ ଜଗନ୍ନାଥ ସ୍ଵାମୀ
    ନୟନ ପଥଗାମୀ
    ଭବତୁମେ 🙏🙏🙏💐💐💐

  • @rinibehera3864
    @rinibehera3864 Месяц назад +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।🙏🙏🙏😭

  • @SarangiPratap-ef9sj
    @SarangiPratap-ef9sj 23 дня назад +1

    Bahut Bhala Lagila......❤❤❤Jay JAGANNATH ❤❤❤

  • @user-jn2tr4dv1i
    @user-jn2tr4dv1i 12 дней назад

    ଭଜନ ଟି ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଗାଇଥିଲେ ,,ଏବେ ପୀତବାସ ଙ୍କ କଣ୍ଠ ରେ ମଧ୍ୟ ସୁନ୍ଦର୍ ଭାବରେ ଭଜନ ଟି ଗାଇଛନ୍ତି ,,

  • @pradipchakra7182
    @pradipchakra7182 24 дня назад

    ଜୟ ଜଗନ୍ନାଥ ପ୍ରଭୁ ❤

  • @ashoksamal7683
    @ashoksamal7683 5 дней назад

    ଆଜି ପ୍ରଭୁ ମୋ ଦୁଃଖ ଶୁଣିବକି 😭

  • @Artbyombadatya
    @Artbyombadatya 16 дней назад

    Bahut sundar. Jay jagannath 🙏🙏🙏🚩

  • @ChinmayaKuBehera-yd2oy
    @ChinmayaKuBehera-yd2oy Месяц назад +10

    ଏ ଭଜନ ସ୍ବର୍ଗ ସୁଖ ପ୍ରଦାନ କରୁଛି। ସ୍ଵଂୟ ବିଶ୍ଵନିୟନ୍ତା ଜଗନ୍ନାଥ ବି ଶୁଣିବାକୁ ଇଚ୍ଛା ରଖିଛନ୍ତି। ସତେ ଯେମିତି ତାଙ୍କ ଇଚ୍ଛାରେ ଆପଣ ଗାଇଛନ୍ତି।

  • @rashmipradhan2508
    @rashmipradhan2508 28 дней назад +2

    Jay Shree Radhe Radhe 🙏 Jay Shree Jagannath 🙏 ♥️ Jay Shree Ram 🙏 Jay Shree Hanuman 🙏

  • @Mahalaxmi1184
    @Mahalaxmi1184 Месяц назад +2

    Jaya jagannath 🙏🌹❤️

  • @TAPASMOHANTY-ut9cv
    @TAPASMOHANTY-ut9cv 7 дней назад

    Maha Prabhu Sri Krushna

  • @ଜୟଜଗନ୍ନାଥ1995
    @ଜୟଜଗନ୍ନାଥ1995 25 дней назад

    ଆଜି ସତରେ ସୁଣିକି ମନ ❤ ପ୍ରଫୁଲିତ୍ ହେଇଗଲା ଧନ୍ୟ ତୁମେ ଲୀଳାମୟ ଧନ୍ୟ ତୁମ ଅପାର କରୁଣା ଧନ୍ୟ ତୁମ ମହିମା

  • @sampurnakumarpasayat8900
    @sampurnakumarpasayat8900 29 дней назад

    ଜୟ ଜଗନ୍ନାଥ ମହାପ୍ରଭୁ

  • @SanjayakumarPadhi-m2o
    @SanjayakumarPadhi-m2o 15 дней назад

    Bahuta sundara gauchantyy angya atama Santi hei jauchi Jay jagannath

  • @biswajeetnayak8734
    @biswajeetnayak8734 29 дней назад +2

    Satare tu Jaga hatia thakura.. ❤

  • @suriyavlogs5076
    @suriyavlogs5076 Месяц назад +7

    Oh my God Apana kiye mu janine,first time apanankara a pravachan & vajan sunili satatre akhiru luha aasigala...
    Ate vala lagila j imagine kariparuni....
    Jay Jagannath 🙏

  • @SimadeviNayak-k6e
    @SimadeviNayak-k6e 28 дней назад

    ପତିତ ପାବନ ନନାଙ୍କୁ ଅନେକ ଅନେକ ଧନ୍ୟବାଦ ଆମକାଳିଆ ସାଆନ୍ତ ଙ୍କୁ ଅନେକ ଲୋକଙ୍କୁ କହିବାକୁ ହେବ କେତେ ଭଲ

  • @AbhinkumarBishi
    @AbhinkumarBishi 16 дней назад

    He prabhu mu papi ku tamar saranre rakhaprabhu

  • @jayantimishra4991
    @jayantimishra4991 29 дней назад

    ଭାବପୂର୍ଣ୍ଣ ଭଜନ🙏🙏🙏

  • @sankarsanbrahma2154
    @sankarsanbrahma2154 День назад

    Jay Jagannath. Heart touching Bhajan.

  • @adcreations6514
    @adcreations6514 29 дней назад +2

    ଆହାଃ 🙏 କି ଭକ୍ତ ଆପଣ 🙏

  • @susantamohanty5237
    @susantamohanty5237 6 дней назад

    ବହୁତ୍ ସୁନ୍ଦର ଭଜନ

  • @prabhatsahoo7131
    @prabhatsahoo7131 20 дней назад

    Jay jagannath Swami
    Mo Kalia Santa coti Odia R mouda mani Eai sansar Beitarani nouka ray eai papi adham ku pari karidio
    Hay biswa nouri
    Atay sundar Bhajan Ray
    Hrudarua koho Samali parunahi
    Jay jagannath Swami ❤❤❤

  • @manojparida2082
    @manojparida2082 27 дней назад

    JAI jagannath Prabhu 🙏🙏🙏

  • @SaritaBal-tq3ke
    @SaritaBal-tq3ke 28 дней назад +1

    Prabhu tum a Bhajan suni akhi mora bhijigala Prabhu.

  • @Mohanjyoti648
    @Mohanjyoti648 19 дней назад

    ଆହାକି ସୁନ୍ଦର ଭଜନ

  • @shyamalinimohanty3194
    @shyamalinimohanty3194 Месяц назад +1

    Bahut sundar vajan.thank you

  • @tusharkantaghose3745
    @tusharkantaghose3745 28 дней назад

    ଚମତ୍କାର ଆତ୍ମା ଶାନ୍ତି ପାଇଲା
    ଆଖିରୁ ଧାରା ବୋହିଲ
    Jay Jagannath

  • @belalsenpradhan038
    @belalsenpradhan038 26 дней назад

    ଜୟ ଜଗନ୍ନାଥ ବଡଭାବବିହଳକରିଦେଲା ଏଭଜନ

  • @laxmipriyabehera1262
    @laxmipriyabehera1262 28 дней назад +1

    Mo pravu... Bhababinodiaa 😢😢😢😢vabara thakura... Mo jagannatha mo dhana mo jeebana😢😢😢🙏🙏🙏🙏

  • @batakrushnabhoi3300
    @batakrushnabhoi3300 Месяц назад +1

    Bahut sundar Jagannath swami bhajan