ଏମିତି ଦୁଃଖ କାହାଣୀ କେବେ ଶୁଣିନଥିବେ || Amiyabala Parida is a real-life hero in every sense of the word.
HTML-код
- Опубликовано: 29 янв 2025
- ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସାହସ ଦିଅନ୍ତୁ || Amiyabala Parida is a lecturer by profession from Patrapada, in the outskirt of Bhubaneswar. Approximately one year back her young son was killed in a road accident. It was a huge setback for her. She got disheartened. Yet, after some days she consoled herself and decided to do something, by which no other woman would have to be a victim like her. She registered a Trust in the name of her son and worked on road safety. Amiyabala Parida is a real-life hero in every sense of the word || Podcast with Amiya bala parida || #amiyabalaparida #podcastwithdebasis #amiyabalaparidapodcast #podcastwithamiyabalaparida #debasispodcast #podcast
🎙️ Welcome to Debasis Story! 🎙️
▶ Dive into the world of captivating tales and insightful conversations with your host, Debasis. Every week, we bring you three- four new episodes packed with engaging stories, thought-provoking discussions, and exclusive interviews that keep you hooked.
Whether you're a lover of compelling narratives, a seeker of wisdom, or just in need of some inspiring content, Debasis Story has something for you. Join our growing community of listeners and discover stories that entertain, inform, and inspire.
🔔 Subscribe now and never miss an episode! Tune in for fresh content and get ready to embark on an auditory journey like no other.
👉 Don’t forget to like, comment, and share with your friends. Your support helps us keep the stories coming!
Credits:
Manoranjan Sahoo
Asis Kumar Dey
ମା ଠାରୁ ବଡ ଦୁନିଆରେ ଆଉ କେହି ହୋଇପାରେ ନାହଁ.. ଶହ ଶହ ପ୍ରଣାମ ମା 🙏🙏
ହେ ଭଗବାନ ମୋ ଆୟୁଷ ଏ ମାଆଙ୍କୁ ଲାଗୁ ,ଏ ସଂସାର କୁ ଏମିତି ମଣିଷଙ୍କର ଆବଶ୍ୟକତା ରହିଛି
Right 😢😢
ମା ହେଉଛି ପ୍ରଥମ ଗୁରୁ ❤❤❤❤
ଏମାନେ ହେଉଛନ୍ତି ପ୍ରକୃତରେ ସ୍ୱୟଂସିଦ୍ଧା ମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏😢
ଆପଣଙ୍କ ଧର୍ଯ୍ୟ ସହନଶୀଳତା କୁ ମା ବହୁତ ଧନ୍ୟବାଦ ଜୀବନରେ ଏମିତି ସବୁ ଆସେ ଆସିବ ବୋଲି ଆପଣ ସବୁ ବୁଝି ପାରିଛନ୍ତି ବୋଲି ଆଜି ଆପଣ ମଜବୁତ ହୋଇ ଅଛନ୍ତି ଭାଙ୍ଗି ପଡ଼ିନାହାନ୍ତି ତେଣୁ ଆପଣଙ୍କ ମହାନତା କୁ ବହୁତ ଧନ୍ୟବାଦ 🙏🙏🙏🙏🙏🙏🙏
ମା ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻ଆଜି ନାରୀ ମାନେ ଆପଣ ଙ୍କ ଷ୍ଟୋରୀ ଶୁଣି କିଛି ଶିଖିବା ଆବଶ୍ୟକ. ଆପଣ ଙ୍କ ଭଳି ମା ଙ୍କ ପାଇଁ ଏ ସଂସାର ଚାଲିଛି. ଆପଣଙ୍କ ଧର୍ଯ୍ୟ କୁ ପ୍ରଣାମ 🙏🏻🙏🏻🙏🏻
ଆପଣ ସ୍ଵୟଂ ଦେବୀ ।
🙏 maa
😂😂@@minaketanjena4152
🙏🙏🙏
Maa aaji first time aapananku dekhili mo aakhire prabala luha. Really maa you are very great maa
Maa mora be pua Swami a dhuniya re nahanti tama pari mu dhuki pus accident au Swami rage re
ଆପଣଙ୍କୁ ମା କୋଟି ପ୍ରଣାମ।
Madam apna nku hrudayaru pranama you are my inspiration 💯❤❤
ଏମିତି ମାଁ ଙ୍କୁ ମୋର କୋଟି ପ୍ରଣାମ। ଏଇ ମାଁ ଙ୍କ ଆଖିରେ ମୁଁ ଈଶ୍ବର ଙ୍କୁ ଦେଖି ପାରୁଚି। ଜଗତ ର ମଧୁରୀମା କୁ ଉପଲବ୍ଧି କରୁଛି। ଏହି ପରି ମାଁ ସ୍ୱର୍ଗ ରୁ ସ୍ଵତନ୍ତ୍ର ଭାବେ ପ୍ରେରିତ ହୋଇ ମର୍ତ୍ତ୍ୟକୁ ଆସି ଥାଆନ୍ତି। ଈଶ୍ବର ହିଁ ପଠାଇ ଥାଆନ୍ତି । ଏହି ମାଁ ଈଶ୍ବର ଙ୍କ ଜଣେ ପ୍ରିୟ ସନ୍ତାନ। କୋଟି ପ୍ରଣାମ।
😢
ମା ତମକୁ ଯେତେ ଧନ୍ୟବାଦ୍ ଦେଲେ କମ୍ ପଡ଼ିଯିବ ତମେ ଆମ ସମାଜ ପାଇଁ ପେରଣ ଦାୟକ ଜୟ ବାଲିଆ ଠାକୁର
ଜଣେ ମା' ଙ୍କୁ କେବେବି ବୁଝାଇ ହେବନି। ମା ଶକ୍ତି ସ୍ୱରୂପା ବୋଲି ଯୁଗେ ଯୁଗେ ପୂଜିତା। ନମସ୍ଯା ପ୍ରେରଣାଦାୟୀ ମା।
ଏମିତି ମା ଙ୍କୁ ମୋର କୋଟି ପ୍ରଣାମ 🙏
ଭଗବାନ ଆପଣ ଙ୍କୁ ଏତେ ଧର୍ଯ୍ୟ ଦେଇଛନ୍ତି ଆପଣ ଙ୍କୁ ମୋର ପ୍ରଣାମ 🙏🏻
Ameti maa ku koti koti pranam🙏🙏🙏🙏🙏🙏🙏🙏🙏🙏🙏🙏🙏
ଏ ମାଆଙ୍କୁ ପ୍ରଭୁ ଜଗନ୍ନାଥ ସଦାସର୍ବଦା ଖୁସିରେ ରଖନ୍ତୁ ଏବଂ ଧର୍ଯ୍ୟଶକ୍ତି ପ୍ରଦାନ କରନ୍ତୁ 🙏🙏🙏ଏ ମାଆଙ୍କୁ ମୋର ହୃଦୟରୁ ପ୍ରଣାମ 🙏
ମାଆ ଆଇ ଲବ ୟୁ❤❤❤
Salute you ma'am... for your patience...🙏Pray JAGA 24×7..🙏
ଏହା ମୁଁ ଆଗରୁ ଦେଖିଥିଲି । ସବୁଠାରୁ ମୋତେ ଅଧିକ ଦୁଃଖ ଦେଇଥିଲା ଏହିଭଳି ଦୁଃଖ ଆଉ ଭଗବାନ କାହାକୁ ନ ଦିଅନ୍ତୁ । ବେଶୀ ଦୁଃଖ ଲାଗିଥିଲା ଆଜି ପର୍ଯ୍ୟନ୍ତ ଯାହା ମୁଁ ଭୁଲିନାହିଁ ତାହା ହେଲା ପୁଅର ଫଟ କୁ ଧରି ଯେତେବେଳେ ସ୍ଵାମୀ ଙ୍କ ମୁଖଗ୍ନୀ ଭିଡିଓ ଦେଖି ମୁଁ ଆଜି ପର୍ଯ୍ୟନ୍ତ ଭୂଳିନାହିଁ । ଜୟ ଜଗନ୍ନାଥ 🙏🙏🙏
🙏🏻🙏🏻🙏🏻😥😥
❤❤🙏🙏🙏
🙏🙏
❤❤❤❤🙏🙏
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ମାଆକୁ ମୋର କୋଟି କୋଟି ପ୍ରଣାମ , ଭଗବାନ୍ ତାଙ୍କୁ ଅଧିକରୁ ଅଧିକ ଶକ୍ତି ଓ ଧର୍ଯ୍ୟ ଦିଅନ୍ତୁ
ଜୟ ଜଗନ୍ନାଥ
Maa Pranam 🙏🙏🙏
Amiya Bala real Hiro
Mother always grace you fidi🙏🙏🙏🙏🙏🌹🌹🌹🌹
ଜୟ ଜଗନ୍ନାଥ ଶ୍ଵାମି
Maa tujhe salam
ମାଆ ଆପଣଙ୍କୁ କୋଟି ନମସ୍କାର
❤
🙇♂️🙇♂️🙇♂️କିଛି କହିବାର ଶକ୍ତି ନାହିଁ 🙇♂️🙇♂️🙇♂️
Maa apanku mo antara ru pranam🙏🙏🙏
ମା ମା ମା ୧୦୦୦୦..…...ମା❤
ଜଣେ ମା ପାଖରେ ଏତେ ଶକ୍ତି, ସାହସ ଓ ଧର୍ଯ୍ୟ ଥାଏ ମାଆ ଅମୀୟ ଵାଳା ତାର ଏକ ବଡ଼ ଉଦାହରଣ। ମା ଙ୍କୁ କୋଟି କୋଟି ପ୍ରଣାମ। ଧନ୍ୟ ତୁମେ ମାଆ। 🙏🙏🙏🙏
Satare bhagaban amiti kasta kahaku nadiantu.😢😢God bls u maa🙏🙏😭
ଆପଣଙ୍କ ଦୁଃଖରେ ମ୍ରିୟମାଣ ତଥାପି ଆପଣଙ୍କ ଜୀବନ ଚର୍ଯ୍ଯା ପାଇଁ ନତ ମସ୍ତକ ..
Proud of you maa🙏🙏🙏
ମା ତମ ଜୀବନ ରେ ବହୁତ ଦୁଃଖତମ କଥା ସୁଣି ମୁଁ ସତରେ ଲୁହ କୁ ରକିପାଇ ଲିନି😢😢😢😢❤
MAA. 🎉🎉🎉🎉🎉🎉
Jay maa ❤❤
U r great maa ❤
So great❤
Maa love u🙏
କିଛି ବି ଶଦ୍ଦ ନାହିଁ ଏ ମାଆ ଙ୍କ ଦୁଃଖ କୁ ବ୍ୟାଖ୍ୟା କରିବା ପାଇଁ, କେବଳ ଏତିକି କହିବି ଭଗବାନ୍ ଏ ମାଆ ଙ୍କୁ ଦୀର୍ଘାୟୁ କରନ୍ତୁ ଓ ସେ ସବୁଦିନ ଏ ସମାଜ ର ସେବା କରିଥାନ୍ତୂ।🙏🙏🙏🙏🙏🙏🙏🙏 🫡🫡🫡🫡🫡🫡🫡🫡
Such a great mother❤
Pupun uncle &aunty samastanku jagannath ka aashirvaad rahu
ମାଆ ପରି ମାଆଟିଏ ❤️❤️❤️😍😍😍😭😭😭
Maa❤😊😊
Love you maa 😢🙏
ମାଆ ଆପଣଙ୍କ କଥା ଶୁଣି ମୋ ଅଖିରୁ ଲୁହ ବାହାରି ଗଲା 🙏🙏god bless you maa🙏🙏
😢😢
ଏତେ ଦୁଃଖ ଭଗବାନ କେମିତି ଦେଲ 😢🙏
Love u maa
Maa 🙏🙏🙏🙏
ଭଗବାନ ସର୍ବଦା ତୁମ ସହିତ ଥାନ୍ତୁ 🙏
MAA 🙏🙏🙏
Koti koti juhar apanku. Bhagaban apanku ahuri bahut sahasa diantu 🙏🙏❤️❤️
Yes Mem , bahut achhanti , Amitabala achanti , i am always with u
He mahiyasi mahila tamaku koti koti pranam janauchi👏👏
ଭଗବାନ ତୁମକୁ ଆଉରି ସାହାସ ଦିଅନ୍ତୁ
ମାଆ ମାଆ ମାଆ କଷ୍ଟ ପାଇଥାଏ ମାଆ ଆରମ୍ଭ ମାଆ, ଆଉ ଶେଷ ମଧ୍ୟ ମାଆ, ମାଆ ବିନା ଦୁନିଆ ଅଧୁରା ଦିନ ଆସିବ ଏହି ମାଆ ଜଣେ ହେବେ ଦୁନିଆ ର (ଜଗତଜନନୀ ବିଜୟୀଶିନୀମାଆ)ଉଦାହରଣ (ଦ୍ରୋପତୀ ମୁର୍ମୁ ମାଆ) Indian president God bless you ମାଆ
Jay Jagannath mama Jagannath aapanankara magala karanti 😭😭
ମା ତୁଝେ ସଲାମ 🙏🙏❤️❤️
𝒯𝓇𝓊𝓁𝓎 𝓎𝑜𝓊 𝒶𝓇𝑒 𝑔𝓇𝑒𝒶𝓉 𝓂𝒶𝒶 👏👏👏👏👏❤️❤️❤️❤️❤️
ମା ❤
🙏🙏Mam
Such a Brave lady .. great salam..mu bahuta kandichi a video dekhi ki❤❤❤❤
Mu b bahut kandichi😢
Maa Prabhu Jagannath apanku bhala re rakhantu🙏🏻
ମା ମା ମା
Maa Aapana Mahan Maa🙏
Agaru au jane maa ra jibana kahani sunithili seama desara pratham nagarika droupadi maa Abe ea jane maa manibaku padiba apananka dharjya ku jagannath nka pakhare prathana apananku amiti dharya DIANTU jay jagannath 🙏🙏🙏
ମାଆ ଙ୍କୁ ବେଶୀ ପାଚରନ୍ତୁ ନାହିଁ, ତାଙ୍କ ଧର୍ଯ୍ୟ ମାନିବାକୁ ପଡିବ 🙏RIP for both SOLE
Maa apananku ହୃଦୟରୁ ପ୍ରଣାମ ମୁଁ ସୋସିଆଲ work କରିବାକୁ ଚାହୁଁଛି
Love you maa❤🙏🙏🙏😭😭😭😭
ଏ କାହାଣୀ ଟି ଯେଉଁ ମାନେ ଦୁଃଖ ରେ ଅଛନ୍ତି ସେମାନେ ଶକ୍ତି ପାଇବେ l
Thanks maa ❤🙏Really you are great maa
Great maaa 🥺
Really you are great Maa ❤❤🙏🙏
Bahat bara dekhichi
Sunila belaku akhiru luha jhari ase ....speechless
Maaaa koti koti pranam..❤
Sabu bidhaba maa gotia gotia soldiers.....😭😭😭🙏🏼
Jay jagannath
Real mother of odisha
ମାଆ ଆପଣଙ୍କୁ ଶହେ ସଲାମ 🙏🙏🙏🙏
Maa, I am speechless. I love you and salute and accept you as my spiritual inspiration.. I will remember you when I will face any problematic situation. Really, you are great maa. May Lord Jaganntha bless you with all the courage and patience. 🙏🙏🙏🙏
Jay jagannatha
Really miss you maa
Thank you Madam
ଏମିତି ମା ଙ୍କୁ ମୋର କୋଟି କୋଟି ପ୍ରଣାମ
🙏ପ୍ରଣାମ ମାଆ, ମାଆ ସବୁ କିଛି କରିପାରେ, ଜଗନ୍ନାଥ ଆପଣଙ୍କୁ ଧର୍ଯ୍ୟ, ଶକ୍ତି, ସାହସ ସବୁ ଦିଅନ୍ତୁ 🙏
ମା ବହୁତ କଷ୍ଟ ହେଉଛି ଆପଣଙ୍କ କଥା 😭😭🙏🙏
Apnkanku koti koti pranam maa
Can feel your pain.I have lost my bother when he was 26 and have seen my parents going through unbearable pain. Salute your spirit! God has given you the strength to bear so much of pain!
Mate ta bahut kanda lagila esabu suniki😢😢😢😢debasish bhai b kanduchhanti....u r great maa🙏
ଆପଣଙ୍କୁ ମା କୋଟି ପ୍ରଣାମ,ଏତେ ଧର୍ଯ୍ୟ ଶକ୍ତି ,ସମାଜସେବା ର ଗୁଣ ଜଣେ ମହାନ୍ ନାରୀ ପାଖରେ ଥାଏ,ଆପଣ ଙ୍କୁ ପୁଣି କୋଟି କୋଟି ପ୍ରଣାମ,ଭଗବାନ ଆପଣଙ୍କ ପଥ ସୁଗମ କରନ୍ତୁ
Right
ଆପଣଙ୍କ ଭଳି ମାଙ୍କୁ କୋଟି କୋଟି ନମସ୍କାର ଆପଣଙ୍କ ଧର୍ଯ ବା ସାହସିକତାକୁ କୋଟି ସଲାମ୍ ଏଭଳି ତାଙ୍କୁ ପୂଜା କରିବାକୁ ଇଛା 🎉😭😭🙏🙏🙏🙏🙏🙏🙏🙏🙏🙏🌹🪷🪔🚩🙏🙏
Love you so much maa.....🙏🙏🙏
Maa koti koti pranam ❤
Apon nku bohut bohut dhanyabad Madam apon nkara sahas ku mor pranaam
Great mother
ପ୍ରଣାମ ମା
God bless you maaa
ଭଉଣୀ ଆପଣଙ୍କୁ ପ୍ରଣାମ। ଆପଣ ଏହି ପରି ଧୈୟ୍ଯ ର ସହ ଆପଣଙ୍କ କାମ କରି ଚାଲିଥାନ୍ତୁ।
❤maa
❤🎉Ma tum pakhhru bahuta sikhhibar achhi ma tumaku god sha
Thanks your excellence patience and courage.
ମା ସବୁବେଳେ ପୂଜନୀୟ ଆଉ ସବୁବେଳେ ବନ୍ଦନୀୟ । ମା ତୁମେ ମହାନ ଅଟ। ଭଗବାନ ତୁମକୁ ଅସୀମ ଶକ୍ତି ଓ ସାହସ ଦିଅନ୍ତୁ ।
ଟ୍ରାଫିକ ନିୟମ ବହୁତ କଡା ହେବା ଦରକାର, ସୁପ୍ରିମ court guideline କେବଳ କାଗଜ କଲମ ରେ। ଆପଣଙ୍କ channel ରେ ଏହା ସରକାର ଙ୍କ ଦୃଷ୍ଟି କୁ ଆଣନ୍ତୁ
ଯେମିତି ଆଉ କାହାର ଅବସ୍ଥା ସେମିତି ନହେଉ
Maa sahe salam
😭😭😭😭😭😭 lov u maa
Maa tumku koti pranam ❤ ❤