Gopabandu ta nahanti. But Gopabandu nka tharu bi ahuri adhika puni jane lady.salute salute koti koti salute he "sabya" tume a yugara pativrata mahiyasi maa. Speech less.
Apananka ai mahan kama pain jete prasansa kale bi kam padiba. Prabhu Jagannath apananku au apananka family ku sada sarbada asirbad karantu. Jhia heibi Apananka ai kama pain apana sada pujya. Apananku koti koti naman 🙏🙏🙏🙏
ମହିୟସୀ ନାରୀ ତୁମେ ♥️
ଭଗବାନ ତୁମ ପରିବାରକୁ ମଙ୍ଗଳ କରନ୍ତୁ 🙌
ମହାନ୍ ମହିୟସୀ ମହିଳା medom ଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସରକାର ପୁରସ୍କୃତ କରିବା ଦରକାର❤❤❤❤
ଆଜ୍ଞା ଏମାନଙ୍କୁ କେହି ଚିହ୍ନି ନଥିବେ ହେଲେ ରୂପା ପିନ୍ଟୁ ସମସ୍ତେ ଜାଣି ଥିବେ
ନିହାତି ଦେଵାଦରକାର
Sure she deserved it🎉🎉🎉
Yes
ଠିକ୍ କହିଲେ@@Sinusahoowd2dm
ମାଡାମଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଅଗାମୀ ଦିନରେ ମନନୀତ ହୁହନ୍ତୁ
ଜୟ ଜଗନ୍ନାଥ
ପ୍ରତ୍ୟେକ ମହତ କର୍ମର ମଧୁର return ଥାଏ...👍👍 ଈଶ୍ଵର ଆପଣଙ୍କୁ ସପରିବାର ସୁସ୍ଥ ନୀରୋଗ ରଖନ୍ତୁ 🙏💚
ଓଃ ବହୁତ୍ ସୁନ୍ଦର କମେଣ୍ଟ.....
🙏
ଭାଷା ର ଅଭାବ ପଡିଯାଉଛି ଏଭଳି କର୍ମର ପ୍ରଶଂସା ଓ ତୁଳନା କରିବାପାଇଁ।ଅକଳ୍ପନୀୟ ଓ ଅବର୍ଣ୍ଣନୀୟ। ଯାହା ସ୍ୱପ୍ନରେ ଭାବିଲେ ଭୟରେ ଦେହ ଥରି ଉଠୁଛି, ଏଭଳି କର୍ମକୁ ଯେ ଜୀବନର ବ୍ରତ କରିପାରେ.....................
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ମଧୁସ୍ମିତା ଝିଅ । ଯେତେ ଧନ୍ୟବାଦ ଦେଲେ ମଧ୍ଯ କମ ପଡ଼ିବ ଭଗବାନ କୋଟି ପରମାଯୂଂ ଦିଅନ୍ତୁ । ତୁମେ ଜଣେ ମହାନ ମହୀୟସୀ ନାରୀ ।
ଆପଣଙ୍କ ପରି ମଣିଷ ମାନଙ୍କ ପାଇଁ ସମାଜରେ ଧର୍ମ ଏବଂ ସନ୍ତୁଳନ ରକ୍ଷା ହେଇପାରୁଛି । ଆପଣ ସମସ୍ତଙ୍କୁ ହୃଦୟର ସହ ପ୍ରଣାମ । 🙏
ଏ medam ଙ୍କୁ ହୃଦୟ ରୁ ସତ ସତ ପ୍ରଣାମ, medam ଙ୍କୁ ଭଗବାନ ଦୀର୍ଘାୟୁ କରନ୍ତୁ ଓ ସେ ଏମିତି ଜନ ସାଧାରଣ ଙ୍କ ଉପକାର କରୁଥାନ୍ତୁ
ଝିଅ ତୋତେ ଅଶେଷ ଧନ୍ୟବାଦ,
ପ୍ରଭୁ ତୁମର ତୁମ ପିଲା ଙ୍କର ମଙ୍ଗଳ
କରନ୍ତୁ ମୋର ପ୍ରଭୁଙ୍କ ପାଖରେ ଏତିକି
ପ୍ରାର୍ଥନା l
ପରମପିତା ଆପଣଙ୍କୁ ଏହି ପରି ଅସୀମ ଶକ୍ତି ଦିଅନ୍ତୁ। 🙏🙏
ଦିଦି ସତରେ ଆପଣ ମହାନ୍ ❤ ପ୍ରଭୁ ଜଗନ୍ନାଥ ସର୍ବଦା ତୁମର ମଙ୍ଗଳ କରନ୍ତୁ 😊
ମଧୁସ୍ମିତା madam ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ
🙏🙏🙏🙏ଆପଣଙ୍କ ହୃଦୟ ଓ ବିଚାର ର ତୁଳନା ନାହିଁ, ପରମାତ୍ମା ହିଁ ତୁମକୁ ତାଙ୍କର ଅଭୟ ଛତ୍ର ଛାୟା ତଳେ ସୁରକ୍ଷିତ ରଖି ବାକୁ ପ୍ରାଥନା...... 🙏🙏🎉🎉🎉
Mahan ledi
ତୁମକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତୁମ ଭଳି ମହିୟସୀ ମହିଳାଙ୍କ କଥା ସମସ୍ତେ ଜାଣିବା ଦରକାର। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ଏ ପ୍ରକାର ସେବାର ତୁଳନା ନାହିଁ, ନାରୀ ନୁହେଁ ତୁ ନାରାୟଣୀ
ମାମ ଙ୍କୁ ମୁଁ ହୃଦୟ ରୁ ପ୍ରଣାମ 🙏
ଧନ୍ୟବାଦ ସାର ଆପଣ ଙ୍କୁ 🙏
Gopabandu ta nahanti. But Gopabandu nka tharu bi ahuri adhika puni jane lady.salute salute koti koti salute he "sabya" tume a yugara pativrata mahiyasi maa. Speech less.
ହୃଦୟରୁ କୃତଜ୍ଞତା ଆଉ ଭୂମିଷ୍ଠ ପ୍ରଣାମ madam 🙏🙏🚩🚩 ଏଇ ତ ଆମ ସନାତନୀ ହିନ୍ଦୁ ଓଡ଼ିଆଣୀ🙏👏👏👏👏
ଅନେକ ଅନେକ ସାଧୁବାଦ୍ 🙏 ଆପଣକଂ ପାଇଁ ସାରା ଓଡିଶାବାସି ଗର୍ବିତ। ଯେଉଁମାନେ ଆପଣଙ୍କୁ ଘୃଣା କରୁଛନ୍ତି, ସେମାନେ ମଣିଷ ନୁହଁନ୍ତି ଅମଣିଷ। ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଆପଣକୁ ବହୁତ୍ ଭଲ ରେ ରଖନ୍ତୁ।🙏🙏
ଭଉଣୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛି। ଦିବ୍ୟ ଜନନୀ ଆପଣଙ୍କୁ ସଦା ସର୍ବଦା ସହାୟ ହୁଅନ୍ତୁ।
ଶୁଭରାତ୍ରି ନମସ୍କାର
ବହୁତ୍ ବହୁତ୍ ଧନ୍ୟବାଦ୍ ଭଉଣୀ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ରହି ଥାଉ।
ଏଇ ଭଉନି ଙ୍କୁ ମୋର ଶତ ଶତ ପ୍ରନାମ୍❤❤
ଯେତେ ଶୁଭେଛା ଦେଲେ ଆପଣଙ୍କୁ କମ୍ ପଡିବ 🎉🎉🎉 ଆପଣଙ୍କୁ ମହାପ୍ରଭୁ ସର୍ବଦା ନିରୋଗ ରଖନ୍ତୁ
ମୋ ଦିଦି ଜଣେ ଏହି ଟ୍ରଷ୍ଟରେ ଅଛନ୍ତି ❤and I am very proud of her❤
Madam ଙ୍କ ବିଷୟ ରେ ଜାଣି ବହୁତ ଭଲ ଲାଗିଲା... ନିଶ୍ଚିତ ଭବରେସେ ମହତ୍ କାମ କରୁଛନ୍ତି... ଭଗବାନ ତାଙ୍କୁ ଦୀର୍ଘାୟୁ ରକାନ୍ତୁ...ଗୋଟେ କଥା ବୁଝି ହେଲାନି Facebook ru ଭଲପାଇବା ଆରମ୍ଭ ହେଇଥିଲା କହିଲେ.. ବାହାଘର ୨୮ ବର୍ଷ ହେଲାଣି କହିଲେ...୨୮ ବର୍ଷ ପୂର୍ବରୁ କଣ ଫେସବୁକ୍ ଥିଲା??? ଏତେ ବଡ଼ Mistake kemiti ହେଇପାରେ?????????
ହେ ଜଗନ୍ନାଥ ସେହି ପରିବାରକୁ ସମସ୍ତ ପ୍ରକାର ସାହା ଭରଷା ହୁଅନ୍ତୁ। ତାଙ୍କ ଜୀବନରେ କେବେ ଦୁଃଖ ନ ଆସୁ। ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେମାନେ ପର ସେବାରେ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିବାର ଶକ୍ତି ଦିଅନ୍ତୁ।ଜୟ ଜଗନ୍ନାଥ 🙏
ଦିଦି ଆପଣଙ୍କୁ କେଉଁ ଭାଷାରେ ଧନ୍ୟବାଦ ଦେବି ମୋ ପାଖରେ ଭାଷା ନାହିଁ, ସତରେ ଦିଦି ଆପଣ ବହୁତ ବଡ ମହାନ କାମ କରୁ ଛନ୍ତି, ଭଗବାନ ତୁମର ମଙ୍ଗଳ କରନ୍ତୁ
ଏଭଳି ଏକ ମହିୟସୀ ମହିଳାଙ୍କୁ ମୋର ପ୍ରଣାମ 🙏🙏 ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ 🎉🎉
ତୁମକୁ ଯେତେ ଧନ୍ୟବାଦ ଦେଲେ କମ ହେବ 👌ମହିଳା ଜାତିକୁ ଗୌରବ ମଣ୍ଡିତ କରିଥିବା ଭଉଣୀ ଙ୍କୁ କୋଟି କୋଟି ନମସ୍କାର ମହାପ୍ରୂଭୁଙ୍କର ଆଶ୍ରିବାଦ ସଦାସର୍ବଦା ରହିଥାଉ 🙏
ମଧୁସ୍ମିତା ମାଡ଼ମ୍, ଆପଣଙ୍କୁ ହୃଦୟରୁ ଧନ୍ୟବାଦ୍ ।💐
ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କର ଉପରେ ରହୁ।
ଆପଣଙ୍କ ସେବା ସତରେ ଅତୁଳନୀୟ ।🙏🙏🙏
ଭଉଣୀ ତୁମକୁ କୋଟି ଧନ୍ୟବାଦ୍ ଆଉ ତୁମ ସାହସିକତା,,,,,,
ଏ ଭିଡ଼ିଓ ଦେଖି ଶବ ପୋଡିବା ର କିଛି କଥା ଜାଣିବାକୁ ମିଳିଲା ଜୟ ଜଗନ୍ନାଥ 🙏🙏🙏
ଆପଣ ହେଉଛନ୍ତି ସମାଜ ର ପ୍ରକୃତ Hero । Hero ନୁହଁ Shero ❤
ଗର୍ବର କଥା ବି କାମ ❤❤❤🌄🌄ଧନ୍ୟ ବାଦ
ଆପଣ ବୟସରେ ମୋଠାରୁ ସାନ ତଥାପି ଆପଣଙ୍କ ମହାନତା ପାଇଁ ପ୍ରଣାମ।
ଝିଅ ତୁମର କଥାଶୁଣି ମୋ ଆଖିରୁ ଲୁହ ଆସିଗଲା ।ଧନ୍ଯବାଦ୍ ତୁମର ପିତାମାତା ଧନ୍ଯବାଦ୍ ତୁମର ସ୍ବାମୀ ।ଧନ୍ଯବାଦ୍ ତୁମର ଟ୍ରଷ୍ଟ ମେମ୍ବରମାନଙ୍କୁ ।
ଜୟ ଜଗନ୍ନାଥ ମହାପ୍ରଭୁ ସବୁବେଳେ ସୁସ୍ଥ ଆଉ ସୁଖୀ ଜୀବନ ଦିଅନ୍ତୁ
ଧନ୍ୟବାଦ madam ପ୍ରଭୁ ତୁମକୁ ଆହୁରି ସାହସ ଦିଅନ୍ତୁ ପ୍ରଭୁ ତୁମକୁ ନିରୋଗ ଆଉ ଲମ୍ବା ଆୟୁଷ ଦିଅନ୍ତୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସବୁ ଖୁସି ତୁମକୁ ମିଳୁ
A great salute to this lady. You are doing a great work..
ସବୁଠୁ ଭଲ କାମ ଆପଣ କରୁଛନ୍ତି mam ✅✅✅✅✅👌👌👌👌
ଆପଣଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ପ୍ରଣାମ
Manabikata Sarbocha Sthanare Iswar apankanku anichanti......you are great Mother and Father
ବହୁତ ବହୁତ ଧନ୍ୟବାଦ mam
People with true Education can only do this.
Swami nku bahut bhala pao ❤ tame.tame bahut khusi re ruha
Actually aei madam nku bht purbru interview nabara thila....she is very brave girl.. we proud of u madam...
ମୁଁ salute କରୁଚି,ଭଉଣୀ
ଏପରି ମହୀୟସୀ ମହିଳାଙ୍କୁ ମୋର ଶତକୋଟି ପ୍ରଣାମ।
ହୀନ ରାଜନୀତି କରୁଥିବା ଅନେତାମାନେ ସେବା କି ଜିନିଷ ବୋଲି ଟିକେ ତ ଶିଖନ୍ତୁ।
ଭାଷଣବାଜି ଅଥବା ବିବୃତି ପ୍ରଦାନରେ ସେବା ହୁଏନି।
ଜୟ ଜଗନ୍ନାଥ!!!
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ମାଡାମ୍,
ଆପଣଙ୍କୁ ଭୂମିଷ୍ଠ ପ୍ରଣାମ, ଆପଣ ଜଣେ ମହିୟସୀ ନାରୀ, ଏ ସମାଜ ପାଇଁ ଆପଣ ଦିଗଦର୍ଶନ
Garba laguchi mam...Jibana ra prakruta sukha Anya seba re hin thaae..🙏 God bless you both 🙏
ଅଜାଣତ ରେ କେତେ ବେଳେ ଯେ like ହେଇଗଲା video ଓ madam ଙ୍କ କଥା ଶୁଣି ଶୁଣି ମୋ ଆଖିରେ ବି ଲୁହ ଆସିଗଲା ,ସତରେ କଣ ଅଛି ଏ ଜୀବନରେ ଦିନ ଆସିବ ମାଟିର ଶରୀର ମାଟିରେ ମିଶିବ ହେଲେ କିଛି ଭଲ କାମ ଆମକୁ କେତେ ଯେ ବର୍ତ୍ତମାନ ଆଉ ପରବର୍ତ୍ତୀ ସମୟ ରେ ଖୁସି ଦିଏ ତାହା madam ଙ୍କ କଥା ଆଉ କାମ ଜଣେଇ ଦିଏ😢😊
Samaste Kari paribeni amiti kamo 😢..apano nku koti koti Naman 🙏🥺
ଜଗନ୍ନାଥେ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ
Jay jagannath madam. Great personality madam. Mahaprabhu bless you both madam and sir with happy and prosperous life
ମାଉସୀ ନମସ୍କାର ଆପଣଙ୍କୁ ମୋ ର ହୃଦୟ ରୁ ଶୁଭେଚ୍ଛା 🙏🥺🎉🎉/ ଜୟ ଶ୍ରୀ ଜଗନ୍ନାଥ
Great salute mdhusmita mdm.realy u r great.mu Debasis babunka podcast ra mu Jane niyamita darshaka.
Bhagaban apannku ahuri Sakti diantu.
Big Salute Ma'am for your service to mankind.
Iam proud feel odia girl good job mam Jay Jagannath
ବହୁତ ବହୁତ ଧନ୍ୟବାଦ ଆପଣଂକୁ, ଜଗନ୍ନାଥ ଆପଣଂକୁ ଭଲରେ ରଖନ୍ତୁ l
ଭଗବାନ ଆପଣଙ୍କୁ ଭଲରେ ରଖିବେ
Debasis Babu nku thanks amaku amitia news sabu janouchhanti
ଭଗବାନ ସର୍ବଦା ସହାୟ ହୁଅନ୍ତୁ।
Dhanyavaad to the journalist for this information and . 🙏to Madhusmita madam
You are a brave lady I bow down your feet.
Apananka ai mahan kama pain jete prasansa kale bi kam padiba. Prabhu Jagannath apananku au apananka family ku sada sarbada asirbad karantu. Jhia heibi Apananka ai kama pain apana sada pujya. Apananku koti koti naman 🙏🙏🙏🙏
ଭଉଣୀ ତୁମକୁ ଅନେକ ଅନେକ ଶୁଭକାମନା 🙏🙏🙏
ଭଗବାନ ତମକୁ ସବୁ ବେଳେ ଖୁସି ରେ ରୁହନ୍ତି ❤❤❤❤
Madam bahut vala Kama karuchanti salute madam nku ❤
Odisha,s no- 1 news. I am salute mam
Bhagaban tuma paribara ku mangala karanti
Ek ajana siharana, adbhuta mahiyasi mahila bhauni Madhusmitanku koti pranam.
ପ୍ରଭୁ ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ସର୍ବଦା ଘଣ୍ଟ ଘୋଡ଼େଇକି ରଖନ୍ତୁ 🙏🙏🙏🙏😭😭😭😭😭😭ଆପଣଙ୍କ କର୍ମ ମହାନ....ଆପଣଙ୍କ କଥା ଶୁଣି ଲୁହ ଝରିଗଲା 😭😭😭😭ଜୟ ଜଗନ୍ନାଥ 🙏🙏🙏🙏🙏
You are unique among all the peoples of the world. You are really the Goddess. Crores of pranam to you from my heart.
Apananku jete dhanyabad dele Kam padiba...... Prabhu Jagannatha sabubele apananku bhalare rakhantu...sata koti pranam mam🙏🙏🙏🙏🙏Jay Jagannath 🙏🙏🙏🙏🙏
Koti koti pranam Madam Apnanku🙏🙏🙏🙏 Jagannath Swami 🙏🙏🙏🙏 apanku au apanka pariwar ku sabuvele khusi re rakhantu
Salute salute madam. Jagannath apanka upre Saha
Ati sundar karjya karusanti mam parameswer asribada karantu
Mu hrudayaru apankanku pranam janauchhi debasis babu ea podcast ku ea madam nku daki thibaru.ea episod ta bht vala lagila.
ଭଗବାନଙ୍କର ଆଶୀର୍ବାଦ ସବୁେବେଳେ ତୁମ ଉପରେ ରହିଛି।
Such personality should admired by everyone.. huge respect
ମହାନ୍ ମହୀୟସୀ ,
ବହୁତ ବହୁତ ଧନ୍ୟବାଦ ଭଉଣୀ
ଆପଣଙ୍କ କର୍ତ୍ତବ୍ୟ ପାଇଁ ହୃଦୟରୁ ସଲାମ ଆପଣଙ୍କୁ
I salute you madam.pranam karuchi.Tame devi
ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ
Apana agyan Jane God nka swaroop Jane mahan 🙏🙏🙏🙏
God apanku bless karantu
Salute 🙏 mam
Madam hrudayara sahita koti koti dhanyabad Bhagaban apanku dhirghayu jibon ......korontu
Thanks madam.apan.jane.mahan.mu.jagannathnlu.pathana.karichhi.apankara.paribar.vlare.rakhantu.jay.jagannah.👺❤❤❤
ହେ ମହାନ ମହିୟସୀ ମହିଳା. ଆପଣଙ୍କୁ ହୃଦୟରୁ ଶତ କୋଟି ପ୍ରଣାମ
Thank u madam,God bless u.
Apnanku bhagawan kebe pblrm re rakhibeni mam...salute to you mam n sir ...jiban re samastanka respect n blessing samastankara achi ...
ମଧୁସ୍ମିତା ମାଡାମ୍ ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ
Salute for mam
Ma'am apananku koti koti 🙏🙏
Maa apana nku koti koti pranam Jay guru maa 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤🪔😭
Thank you sister God bless you your bright future
Apananku koti koti pranam mam apana 🙏🙏🙏🙏🙏🙏 nija khusi pachare pakei lokanka seba karuchhanti, bhagaban nka saha saman
Heartfelt respect to this madam.
Bhagawan tamaku sabubele bhalare rakhantu au bahut bahut dhanyawad 🙏🥺