ପିରିୟଡ଼ ହେଲେ କାନରେ କହିବି କାହିଁକି? || podcast_with_debasis || Binduja_Upadhyay || EP_8

Поделиться
HTML-код
  • Опубликовано: 4 фев 2025

Комментарии • 598

  • @HemantaTandy-qv3yg
    @HemantaTandy-qv3yg 5 месяцев назад +197

    ଧନ୍ୟବାଦ ମେଡମ,ବହୁତ ଭଲ ଟପିକ ଆଲୋଚନା କଲେ,ନାରୀ ଆଗକୁ ଆସିଲେ ଦେଶ ଆଗକୁ ବଢିବ

  • @Priyanshuslearningactivity
    @Priyanshuslearningactivity 5 месяцев назад +113

    ଧନ୍ୟବାଦ ଭଉଣୀ ଆପଣଙ୍କୁ 🙏❤️🙏
    ମୋତେ ବି ବହୁତ ଖରାପ ଲାଗେ 😢😢 ହେଲେ oppose କରିଲେ ଘରେ ଝଗଡା ।so silent ରୁହେ । ଏସବୁ ଆମ ସମାଜରୁ ବିଲୋପ ହେବା ଦରକାର।

  • @cutybehera9281
    @cutybehera9281 5 месяцев назад +335

    ଯେଉଁ ପୁରୁଷମାନେ ସବୁ ଖରାପ କମେଣ୍ଟ କରୁଛନ୍ତି ଥରେ ଗୋଟେ ନାରୀ ର ଜାଗାରେ ରହିକି ଦେଖ

  • @shaikhishaqahmed9886
    @shaikhishaqahmed9886 4 месяца назад +31

    ଏହା ଗୋଟିଏ ମାଆ ସ୍ତ୍ରୀ ଭଉଣୀ ର ନିୟମିତ ମାସିକ ପ୍ରକ୍ରିୟା ଏଣୁ ଏହା ବିଷୟରେ ସମସ୍ତେ ଜାଣି ରଖିବା ଉଚିତ୍ ଆଉ ଏ ଅନ୍ଧ ବିଶ୍ୱାସ ଉପରେ awareness ଦରକାର

  • @RubindraMallick-mr4nr
    @RubindraMallick-mr4nr 5 месяцев назад +74

    ଠିକ ବିଷୟ ଅଲଚନା କୁ ଆଣିଛ 👌👌👌👌🙏

  • @atithimediacreations7791
    @atithimediacreations7791 5 месяцев назад +95

    ଦେବାଶିଷ ବାବୁ ମୁଁ ରମାକାନ୍ତ ସାହୁ (ସଂଗୀତ ନିର୍ଦେଶକ )ଆପଣଙ୍କର ସବୁ Podcast ମୁଁ ଦେଖୁଛି ଆପଣଙ୍କର ପଚାରିବା ଶୈଳୀ ବହୁତ ସୁନ୍ଦର.... 👌👌👌

  • @sushreesubhasmitanayak4169
    @sushreesubhasmitanayak4169 4 месяца назад +12

    🥰 periods is beautiful gift of God. Aau jadi pain jahaku bilkul huyeni se swabhagyaban.

  • @ayamcreation1308
    @ayamcreation1308 5 месяцев назад +52

    ଧନ୍ୟବାଦ ସରକାର ଓ ବିନ୍ଦୁଲତା କୁ

  • @Smile-queen-eti
    @Smile-queen-eti 4 месяца назад +17

    Thik kahichha didi mate tumar sabu katha bhala lagila❤ Dil se salute ❤

  • @sadhudas2758
    @sadhudas2758 5 месяцев назад +53

    ଖୁବ ସୁନ୍ଦର ବିଷୟ

  • @enakshisahu8985
    @enakshisahu8985 4 месяца назад +3

    Hats off to you Ma'am 🙏🙏🙏🙏 absolutely true nari hi nari ra dushman... Exactly Maam 3 days are really very painful

  • @subhashreejena9062
    @subhashreejena9062 4 месяца назад +5

    100% correct...thik kahuchhanti madam 😊..
    Aaji ka date re b ae sabu ku-prathaa chalichhi...

  • @prasantanayak7583
    @prasantanayak7583 23 дня назад +2

    Excellent, extraordinary step mom ❤

  • @snehasahu5166
    @snehasahu5166 День назад

    Real truth.... Definitely i will go with you❤🎉

  • @jaduroyalcomedy14
    @jaduroyalcomedy14 Месяц назад +9

    A didi thu sikha kichi sikhya, bahut Bhala sikhya dele didi Thanks

  • @PuspaExpress123
    @PuspaExpress123 5 месяцев назад +6

    Periods gote normal katha . Manauchhi bahutu pain full thae . Aau e pain ku pua katha chhadantu se bujhibi be ki nahi jana nahi but Jhia gote Jhia ra pain ku bujhipareni 😢😢😢😢

  • @Sudarsan-Mohanty
    @Sudarsan-Mohanty 2 месяца назад +4

    ବହୁତୁ ସୁନ୍ଦର ଉପସ୍ଥାପନା 👍👍👍🙏🙏🙏

  • @ramapanda6817
    @ramapanda6817 2 месяца назад +3

    ସମାଜରେ ଚାଲିଆସୁଥିବା କୁପ୍ରଥାକୁ ବଦଳାଇବାକୁ ହେଲେ ଏହିପରି ମହିଳା ଆଉ ପୁରୁଷ ମାନଙ୍କର ଆବଶ୍ୟକତା ରହିଛି। Thanks Mam .... Thanks for good discussion both this channel.

  • @lokanathdas5246
    @lokanathdas5246 5 месяцев назад +13

    Good discussion and public awareness . Thanks 👍

  • @salokyakumardas5290
    @salokyakumardas5290 4 месяца назад +10

    ସୁନ୍ଦର ଉପସ୍ତାପନା
    ଧନ୍ଯବାଦ

  • @satyapirasahoo6262
    @satyapirasahoo6262 5 месяцев назад +6

    Its high time everyone must respect women and take care of them when they undergo mental stress and physical pain in their lives. We must understand women are backbone of our life and real maker of human beings. They deserve respect and caring and its our duty to show our gratitude and support towards them.

  • @HarapriyaBarad-r3k
    @HarapriyaBarad-r3k 6 дней назад +3

    ସମସ୍ତେ ରଜ ପର୍ବ ପାଳନକୁ ଗୁରୁତ୍ଵ ଦେଉଛେ। ତ ସେହି ରଜ ପର୍ବ କଣ ପାଇଁ ପାଳନ କରାଯାଏ ପ୍ରଥମେ ଭାବ। ସେହି ସମୟରେ ମା ବସୁଧାଙ୍କର ଋତସ୍ରାବ ହୋଇଥାଏ। ସେହି ସମୟକୁ ଯେତେବେଳେ ସବୁବର୍ଷ regularly ଧୂମଧମ୍ ରେ ପାଳନ କରୁଛ, ତ ସେଇ ଝିଅକୁ କାହିଁକି ଏପରି ଘୃଣଭାବ ଦେଖୋଉଛ। ଯଦି scientifically କହିବି ତେବେ ଲୋକଙ୍କ ମନରେ ବହୁତ୍ ଭୁଲ ଧାରଣା ଅଛି। ପିରିୟଡ଼ ଏମିତି କିଛି ବହୁତ୍ ବଡ଼ ଘଟଣା ନୁହେଁ।ପିରିୟଡ଼ ବହୁତ୍ ଜରୁରୀ ଅଟେ ଜଣେ ସ୍ତ୍ରୀ ପାଇଁ ,ମାତୃତ୍ଵ ଲାଭ କରିବା ପାଇଁ। ଏହି ସମୟରେ ବାସ ହର୍ମୋନର ପରିମାଣ ଅଧିକ କମ ହୁଏ। ବହୁତ୍ ଲୋକ ଭାବନ୍ତି ଯେ ଏହା ଦ୍ବାରା ସ୍ତ୍ରୀ ଦେହରୁ ଅପରିଷ୍କାର ରକ୍ତ ଚାଲିଯାଏ, ଯାହାକି 1% ସତ ନୁହେଁ। ଯେଉଁ ମାନେ ସାଇନ୍ସ ପଢିଥିବେ ସେମାନେ ନିଶ୍ଚିତ ଜାଣିଥିବେ କି ରକ୍ତ ପରିଷ୍କାର ସହ ପିରିୟଡ଼ ର କିଛିବି ସମ୍ପର୍କ ନାହିଁ। ଯଦି ମହିଳା ଦେହରେ ପିରିୟଡ଼ ମାଧ୍ୟମରେ ରକ୍ତ ସଫା ହୁଏ ତେବେ ପୁରୁଷ ଦେହରେ କଣ ରକ୍ତ କେବେବି ଅପରିଷ୍କାର ହୁଏନି, ନା ତା ପାଇଁ ପୁରୁଷ ମାନଙ୍କର କିଛି ଅଲଗା ସାଇକଲ ଚାଲିଥାଏ। ଯଦି ସିଧା ସିଧା କହିବି ତାହେଲେ , ଗର୍ଭାଶୟ ର 3 ଟି ସ୍ତର ରହିଛି। ପିରିୟଡ଼ ବେଳେ ସେହି ମଧ୍ୟରୁ ବାହାର ସ୍ତରତି ଖସିଯାଏ,ତାକୁ ଲାଗି ଯେଉଁ ରକ୍ତ ପ୍ରଶିର ଥାଏ, ତାହା ଛିଣ୍ଡିଯାଏ ତ ରକ୍ତ ପ୍ରବାହ ହୁଏ। ଆଉ ପିରିୟଡ଼ ହେବାର କାରଣ ହେଉଛି ସ୍ତ୍ରୀ ଟି ପ୍ରେଗ୍ନେଣ୍ଟ ହୋଇନି। ଯଦି ସ୍ତ୍ରିଟି ପ୍ରେନାଂଟ ହୋଇଛି ତାର ପିରିୟଡ଼ ହେବନାହିଁ। କାହିଁକି ତା ଭିତରେ already ଛୁଆ ଅଛି।

  • @PrasantaMohapatra-yg8fo
    @PrasantaMohapatra-yg8fo 4 дня назад +1

    ଯୁଗେ ଯୁଗେ ଦୂର୍ଯୋଧନ , ଦୁଃଶାସନ ରହିବେ....କଣ କରିଵା.....,ଶୃଷ୍ଟି ଆରମ୍ଭରୁ ଶେଷ ଯାଏ ...ଵୋଧ ହୁଏ ଏହା ଶୃଷ୍ଟିର ଏକ ଧାରା..... ଯେମିତି ସତ...ମିଛ, ଧର୍ମ.....ଅଧର୍ମ, ଖଟା .....ମିଠା..........

  • @santoshkumarmishra2620
    @santoshkumarmishra2620 5 месяцев назад +83

    ଖୋଲାଖୋଲି ଆଲୋଚନା ପାଇଁ ଉଭୟ ମହାଷୁରୁଷଙ୍କୁ ଧନ୍ଯବାଦ. ଯଦି ଆଉ କିଛି ଜଣାଅଛି ଖୁଲମଖୁଲା ଆଲୋଚନା କର.

    • @manishamanaswini958
      @manishamanaswini958 5 месяцев назад +16

      Apana Mane a sabu katha ku kharap boli kn pain bhabuchanti 😊

    • @BeatsofBandu
      @BeatsofBandu 5 месяцев назад

      ​@@manishamanaswini958 sikhya ra abhaba

    • @bhupendudas9349
      @bhupendudas9349 5 месяцев назад

      21:44 21:51 21:55 22:28 23:41 23:43

    • @SrideviMishra-u4t
      @SrideviMishra-u4t 2 месяца назад +1

      Acha , bahut kichi kharap katha alochana parisar bhitaraku asuchi
      Eita ta gote nari ra katha.asubidha kouthi rahila.dhanyabad,Bhai aau didi.

    • @SrideviMishra-u4t
      @SrideviMishra-u4t 2 месяца назад +1

      Hygiene maintain Kariba katha kintu mental torture hebaku pade.aau sete bele bahut badhe

  • @welcometosriyanshi5003
    @welcometosriyanshi5003 5 месяцев назад +6

    Nice topics medam,same mu bi mo period 3 days aram kare mo pain golden day bhabe mrg pare 😊😊😊

  • @pabitrapatra3577
    @pabitrapatra3577 5 месяцев назад +19

    I really appreciate this. I m a doctor. I support this .

  • @rosysmagicmehendi3546
    @rosysmagicmehendi3546 5 месяцев назад +13

    Thanks madam for this issue. many many thanks 🙏🏻

  • @smitaparidashortsvlogs4144
    @smitaparidashortsvlogs4144 4 месяца назад +6

    ବହୁତ୍ ସୁନ୍ଦର୍ podcast,Good concept,❣️Great madam go ahead 👍

  • @ranjitatiki-gd9ys
    @ranjitatiki-gd9ys 5 месяцев назад +6

    I am so proud of you sister ❤❤❤❤❤

  • @Sahu-e3i
    @Sahu-e3i 5 месяцев назад +11

    Best discussion ❤❤❤❤❤ with 👍👍👍

  • @rilijena-ne3ol
    @rilijena-ne3ol 2 месяца назад +2

    Bohuti badhiaa kahile Myam ❤❤❤

  • @gitanjalikarna6377
    @gitanjalikarna6377 5 месяцев назад +12

    I like this discussion❤❤

  • @rasmitabehera3364
    @rasmitabehera3364 5 месяцев назад +10

    Mo manara katha kahila didi bahut bhala lagila❤❤

  • @nareshpanda4485
    @nareshpanda4485 5 месяцев назад +28

    ସବୁବେଳେ ଜଣେ ନାରୀ ଟର୍ଚର ହେଉଛି କାହିଁକି ଭାବୁଛ. ମୁଁ କହୁଛି ଆଜିର ଦିନରେ 90%ପୁରୁଷ ବି ଟର୍ଚର ହେଉଛନ୍ତି କିନ୍ତୁ ନିଜ ସମସ୍ୟା କୁ ବାହାରେ ଦେଖାନ୍ତି ନାହିଁ.

    • @Broo401
      @Broo401 5 месяцев назад +2

      ଇଣ୍ଡିଆ ରେ ନାରୀ ପାଇଁ ଏତେ law ଅଛି ଯେ କୋଉ country ରେ ନାହିଁ, କେତେ ମିଛ case ରେ ଭି ପୁରୁଷ ଜେଲ୍ ଭୋଗୁଛନ୍ତି, as per record 72% rape cases r found false but the accused arrested and jailed and released after few yrs. Many men committed suicide bcz of false cases. ଚାକିରି ରେ ନାରୀ reservation, kichi state ରେ bus free, Govt ରେ କେତେ ଯୋଜନା ଯେ ଗଣି ହବନି, still ଏମାନଙ୍କୁ ଆହୁରି ଦରକାର୍

  • @RigaiTudu-cl3xz
    @RigaiTudu-cl3xz 5 месяцев назад +95

    ପିରିଅଡ ସମୟ ରେ ବାରଣ କୁପ୍ରଥା ନୁହେଁ ସଫା ସୁତୁରା

    • @Broo401
      @Broo401 5 месяцев назад +5

      Right

    • @Sonali_699
      @Sonali_699 5 месяцев назад +1

      Thakura ghare rosei ghare pasile kan asana heijiba ghara ki 🙄 ame nije safa sutura hin rahun ghara loka Mane hin kupratha bhabuchanti

    • @muralikumar2704
      @muralikumar2704 4 месяца назад +3

      ଆରେ ପେରିଅଡ ହେଲେ କଣ ଆଉ ସଫା ସୁତରା ହଉ ନାହାନ୍ତି କି ଝିଅ ତା ମାନେ ନୁହେଁ ଯେ ସବୁ କଥା ରେ ବାରଣ କରିବ ଗୋଟେ ଝିଅ ର ପିରିଅଡ ହେଲେ କେତେ କଷ୍ଟ ପାଏ ପେଟରେ ଏପଟେ ଯନ୍ତ୍ରଣା ସେପଟେ ଅନ୍ୟ ମାନେ tourcher କରୁଥିବ ସେଇ time ରେ ସେ ଝିଅ କୁ କେତେ କଷ୍ଟ ହଉଥିବ ସେ ହିଁ ଜାଣିଥିବ 🙄

    • @bijaya4944
      @bijaya4944 4 месяца назад +2

      ​@@Sonali_699 ମନ୍ଦିର ଜିବା ଏବଂ ଠାକୁର ପୁଜା କରିବା ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ।

  • @AmeliMohanty
    @AmeliMohanty 14 дней назад +1

    Absolutely right mam

  • @B.Mahakul
    @B.Mahakul 4 месяца назад +3

    I appreciate this....100% right

  • @sarangadharranarana6783
    @sarangadharranarana6783 5 месяцев назад +12

    Atti.sundar.prayash..jay.hind.

  • @NakulNayak-v6x
    @NakulNayak-v6x 5 месяцев назад +25

    ଆପଣ ପଚାରିଥିବାରୁ ଧନ୍ୟବାଦ

  • @janmajoymahanta8245
    @janmajoymahanta8245 5 месяцев назад +15

    Salute to you

  • @SuchitraMohanty-n6y
    @SuchitraMohanty-n6y 5 месяцев назад +2

    Tq aeita gote bahut bhala Katha. Mu mam nka katha re Pura akamata

  • @rashminirmaltutorial8207
    @rashminirmaltutorial8207 5 месяцев назад +2

    This is a great decision binduja mam. Thanks alot

  • @ideaswithlisamohanty5722
    @ideaswithlisamohanty5722 5 месяцев назад +6

    Samaste ragibeni mam joumane ei kasta ku bujhichhanti eita gote nari pain kasta samaste muhn kholiparantini kintu apana ei bisayare thik kahichhanti

  • @CharankumarBhoi
    @CharankumarBhoi 3 месяца назад +1

    ଦି ଦୀ ତୁମେ ମା ନ ସି କୀ ସ୍ତରରେ ବହୂ ଷ୍ଟ୍ରଙ୍ଗ 🙏

  • @Cookwithsilirani55
    @Cookwithsilirani55 20 дней назад +1

    Good advice madam 👍🏻👍🏻🙏🏻🙏🏻

  • @yasmin-zaf
    @yasmin-zaf 4 месяца назад +1

    Nice topic ❤❤❤❤❤❤❤ many many love blessings respects to you and your family

  • @KishoriPadhan-j8m
    @KishoriPadhan-j8m 5 месяцев назад +7

    Nari heuchhi narira satru apana sata kahithibaru dhanyabad medam

  • @krishnamohanty02
    @krishnamohanty02 4 месяца назад +1

    Real truth.. Definitely I will go with u.

  • @Saiol669
    @Saiol669 Месяц назад +1

    Pura thik katha Madamji

  • @priyankaswaroopsuryanshi1871
    @priyankaswaroopsuryanshi1871 5 месяцев назад +11

    Right mam...u r great mam❤wow.i like u

  • @ankitadas5967
    @ankitadas5967 5 месяцев назад +12

    I am also a girl 😢. So I realise how much pain this time.🥺🙏

    • @riyannayak1450
      @riyannayak1450 5 месяцев назад

      U r 2000s kid+ educated+ independent+ smart but still it's pain. Think only one time those who were born before independence,, uneducated,, illiterate female

    • @Broo401
      @Broo401 5 месяцев назад +1

      It's okay natural process, men have more pain mentally through out the life, we all have to accept n move on

    • @ankitadas5967
      @ankitadas5967 5 месяцев назад +2

      Okay that's right 💯 🙏

  • @bijuharpal8821
    @bijuharpal8821 5 месяцев назад +21

    Excellent madam you say right

  • @niky5249
    @niky5249 4 месяца назад +3

    Absolutely right mam....E bisay re goan gahali re ANGANWADI Di mane bujheiba darkar...thik se explain kariki andha biswas ku dur Kariba darkar nahle.. Technology jae MANGALYAAN..tathapi ANDHA BISWAS rahithiba...
    Seithi Pain Ama AREA AMA DESH low development...
    Jai jagannath ⭕‼️⭕🙏

  • @Akshaya431
    @Akshaya431 5 месяцев назад +7

    ପିରିଅଡ୍ସ ବେଳେ ରୋଷେଇ ନ କରିବାର ମୂଳ କାରଣ ଆଗୁରୁ ଅଲଗା ଥିଲା। ପିରିଅଡ୍ସ ସମୟରେ ନାରୀମାନେ ଶାରୀରିକ ଅସୁବିଧା ଓ ଥକାବାଟରେ ରହନ୍ତି, ତା'ପାଇଁ ସେମାନଙ୍କୁ ଯଥେଷ୍ଟ ବିଶ୍ରାମ ଦରକାର ଥିଲା। ଏହି ବ୍ୟବସ୍ଥା କୌଣସି ମାନସିକ କିମ୍ବା ଧାର୍ମିକ ନିୟମ ଆଧାରିତ ନଥିଲା, କିନ୍ତୁ ପରେ ଏହା ଧାର୍ମିକ ମହତ୍ବ ଓ ନିୟମ ରୂପେ ବଦଳି ଯାଇଥିଲାପିରିଅଡ୍ସ ହେଲେ ଭୋଜି କାହିଁକି ଦିଅନ୍ତି? ରାଜା ପର୍ବରେ ଆମେ ବସୁମତୀଙ୍କ ମେନସ୍ଟ୍ରୁଏସନ୍‌କୁ ସେଲିବ୍ରେଟ୍ କରୁ, ଯାହାରେ ପୃଥିବୀ ଧନ-ଧାନ୍ୟରେ ପୂର୍ଣ୍ଣ ହୁଏ।
    ପ୍ରାଚୀନ କାଳରେ ଲୋକମାନଙ୍କୁ ଏହା ବିଶ୍ୱାସ କରାଯାଇଥିଲା ଯେ, ପିରିଅଡ୍ସ ସମୟରେ ନାରୀମାନେ ଯନ୍ତ୍ରଣାରେ ରହନ୍ତି, ତେଣୁ ସେମାନଙ୍କୁ ବିଶ୍ରାମ ଦରକାର ଓ ସେମାନେ କାମ କରିବା ଉଚିତ୍ ନୁହେଁ।
    ପିରିଅଡ୍ସ ରେ ପୂଜା କରିବା ବର୍ଜିତ କରିବା ଉଚିତ୍ ନୁହେଁ। ଯଦି ସଫା ଓ ସୁତୁରା ରହନ୍ତି, ତେବେ ପୂଜା କରିବାରେ କୌଣସି ଅସୁବିଧା ନାହିଁ, ପୁରୁଷ ହେଉ କି ନାରୀ। ଯଦି କିଉଁ ଦିନ ଅଶୁଚି ଅଛି, ତା’ପରି ମଧ୍ୟ ପୂଜା କରିବା ଉଚିତ୍ ନୁହେଁ।
    ନାରୀମାନଙ୍କୁ ତୋର୍ଚର୍ କେବଳ ସମାଜ ନୁହେଁ, ତାଙ୍କର ମା, ଭଉଜ, ଜେଠାନି, ଆଈ, ସାସୁ ଓ ନନାନ୍ଦମାନେ ମଧ୍ୟ ନାରୀ ଜୀବନକୁ ପ୍ରତିକୂଳ କରିଦିଅନ୍ତି।

  • @ramachandrapatra5039
    @ramachandrapatra5039 5 месяцев назад +12

    ଧନ୍ୟବାଦ ସିସ୍ଟିଏର

  • @Sandhyavlog02
    @Sandhyavlog02 5 месяцев назад +8

    ପ୍ରହସନ କେବେ ବନ୍ଦ ହେବ? ଏ ଛୁଆଁ ଛୁତି କେବେ ଯିବ🙏ଯଦି ସେଇଠୁ ମଣିଷ ଆରମ୍ଭ ତାହେଲେ ସେଇଠି କେମିତି ଆସିଲା? ମୁଁ ବି ଏ କଥା ଗୁଡା କୁ ନେଇକି ବିରୋଧ କରେ....science କହୁଛି :- Refusal to bathe during menstruation!

  • @anitabehera7034
    @anitabehera7034 Месяц назад +2

    Right mam❤👌🙏

  • @muodia2002
    @muodia2002 5 месяцев назад +8

    ସୁନ୍ଦର ଊପସ୍ତାପନା

  • @SarbeswarNayak-o1f
    @SarbeswarNayak-o1f 5 месяцев назад +8

    Nice topic

  • @susantanaik7566
    @susantanaik7566 4 месяца назад +3

    Atisundar

  • @ChinusmitaRout
    @ChinusmitaRout Месяц назад +1

    ନାରୀଟିଏ ପିରିୟଡ଼ ହେଲେ କଣ ମନ୍ଦିର କୁ ଯାଇପାରିବ ବିବାହିତ ନାରୀଟିଏ ପିରିୟଡ଼ ହେଲେ କଣ ପତି ପତ୍ନୀ ଏକାଠି ହେଇପରିବେକି
    ଜୟ ଜଗନ୍ନାଥ 🙏

  • @miliranidash3552
    @miliranidash3552 4 месяца назад +3

    Satta kahila didi boutu bhala kathate kahilo di apnaku mora🙏🙏🙏🙏sarakara chuti dela bouta bhala houta sir🙏anurutha mora sir🙏

  • @RanjitKumarSethiRanjitKumarSet
    @RanjitKumarSethiRanjitKumarSet 25 дней назад +1

    Good 💯 bhagwan ki sursti

  • @KamalPaikaray-u3s
    @KamalPaikaray-u3s 3 месяца назад +1

    Good discussion.

  • @dipikanayak5874
    @dipikanayak5874 5 месяцев назад +2

    Beautiful presentation!!!!👌👌

  • @Sunitavlogs51
    @Sunitavlogs51 5 месяцев назад +2

    Absolutely right❤❤

  • @lokanathdas5877
    @lokanathdas5877 5 месяцев назад +2

    Mam apan jaha kahile total thick katha.agudik andhabiswasha.a katha samaj ru dura heba abashyak.

  • @gautamchandrarout605
    @gautamchandrarout605 5 месяцев назад +12

    Congratulations 👏

  • @labanyapatel3397
    @labanyapatel3397 3 месяца назад +2

    Period ପାଇଁ ସ୍ଵାଧୀନ ପରାଧୀନ କଣ ମାଡାମ୍ bleeding ପାଇଁ ଆପଣ ଅସୁବିଧା ହେଉଛି ପୁଣି କିଚେନ ଯିବା କଣ ଜରୁରୀ ବେକାର କଥା ଗୁଡା discus କରନ୍ତୁନି l ଆପଣ ମାନେ ସେକ୍ସ ବିଷୟରେ କଥା ହେବା ପାଇଁ ସହଜ ହେଉଛି l ଆପଣ ଯେତେ ଚାହିଁ ଲେ ବି ଏମିତି ଚାଲିବ l

  • @Pinkcolour21adhaswami
    @Pinkcolour21adhaswami 4 месяца назад +17

    ମ୍ୟାଡ଼ାମ ଯାହା କହୁଛନ୍ତି ଠିକି, but ଆପଣଙ୍କ କଥାରେ ବି ଅନେକ ଭୁଲ୍ଲ ଅଛି, ଋତୁଶ୍ରାବ ବି ଗୋଟେ ଶୌଚ କର୍ମ ପରି, ଆମେ ଯେମିତି ଲାଟିନ ଗଲେ ଧୋଇ ହୁଏ, ଗାଧାଏ, ଠିକି ସେହି ପରି,,, ଆପଣ ବିଜ୍ଞାନ କୁ ଗ୍ରହଣ କରନ୍ତି, ଆଉ ଆପଣଙ୍କ ପରିବାର ଶାସ୍ତ୍ର କୁ,,,, ଆଉ ଯଦି ଆପଣ କୁହନ୍ତି ଆପଣଙ୍କ ପରିବାର ମା,ଜେଜେ ମା ଭୁଲ୍ଲ କହୁଛନ୍ତି,ତାଙ୍କ ଚିନ୍ତା ଧାରା ଖରାପ, ଅନ୍ଧ ବିଶ୍ୱାସ ତ ଆପଣ ଏଇଟା ପ୍ରମାଣ କରୁଛନ୍ତି କି ଆପଣଙ୍କ ପରିବାର ମୂର୍ଖ ଆଉ ଆପଣଙ୍କ ପରିବାର ରେ ସଂସ୍କାର ନାହିଁ,, ଯଦି ନାହିଁ ତ ଆପଣ ଏତେ ଶିକ୍ଷିତ ଜ୍ଞାନୀ କେମିତି ହେଲେ

  • @skcookinghub3349
    @skcookinghub3349 4 месяца назад

    Exllent thought 🎉🎉🎉

  • @BETTING_SAGAR
    @BETTING_SAGAR 4 месяца назад

    Well done sister ✅❤

  • @deberajodisha9230
    @deberajodisha9230 4 месяца назад

    Beautiful episode best 👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @NarottamBehera-e6d
    @NarottamBehera-e6d 3 месяца назад +1

    ପିଅଡ ଭୋଗଵାନକ ଶୁଷ୍ଟି 🙏

  • @surekhabarik4881
    @surekhabarik4881 5 месяцев назад +3

    Right madam🙏🙏🙏🙏🙏

  • @umasankarbisoimgproduction2373
    @umasankarbisoimgproduction2373 4 месяца назад +2

    ମଦ ବନ୍ଦ ହେବା ଦରକାର

  • @pramilasahu2346
    @pramilasahu2346 5 месяцев назад +8

    Thanx mam many many thanx👌👍🙌

  • @bharatidas7169
    @bharatidas7169 4 месяца назад

    Well done mam keep it up👌👌 😊

  • @JharanaMamuni
    @JharanaMamuni 5 месяцев назад +1

    Nice topic

  • @rajalaxmirout6370
    @rajalaxmirout6370 4 месяца назад

    Perfect 👍 bahutu sundar

  • @SatyaOdia-um5ii
    @SatyaOdia-um5ii 3 месяца назад

    Right mam mo manara katha kahile apana amaku kahinki ate baran karajauchi

  • @PrajnaPriyadarshaniSahu
    @PrajnaPriyadarshaniSahu 5 месяцев назад +1

    Thank you mam....❤❤❤❤

  • @himansubhusanpanda5913
    @himansubhusanpanda5913 2 месяца назад

    ଧନ୍ୟ ବଡ

  • @bharatidas7169
    @bharatidas7169 4 месяца назад

    Nice discussions👌👌

  • @susantabehera5940
    @susantabehera5940 3 месяца назад

    Mythological concept.....bhuji bhata dia jae karana ama jhia matrutoa labha karipariba sei khusire

  • @dillipranivlogs.4721
    @dillipranivlogs.4721 5 месяцев назад

    I am happy to hear right 👍👍👍👍👍👍👍

  • @bijulisahoo9462
    @bijulisahoo9462 5 месяцев назад +1

    Good discussion

  • @AnupamaPaikaroy
    @AnupamaPaikaroy 2 месяца назад

    Thanks ❤️ madam

  • @Rinky30
    @Rinky30 5 месяцев назад +1

    Right sis❤❤❤

  • @Satya-pq8vt
    @Satya-pq8vt 4 месяца назад

    Very good discussion thank u Mam

  • @balaramsahoo103
    @balaramsahoo103 2 месяца назад

    Right 🙏

  • @subhalaxmirout4609
    @subhalaxmirout4609 3 месяца назад

    Did , I agree with you❤

  • @NiranjanBehera-q8f
    @NiranjanBehera-q8f 5 месяцев назад +5

    Nyc didi

  • @gudisahu3735
    @gudisahu3735 3 месяца назад

    I agree your topic👍

  • @JemamaniOjha
    @JemamaniOjha 5 месяцев назад +2

    Absolutely 👌

  • @RajeshRajesh-cq9cm
    @RajeshRajesh-cq9cm 5 месяцев назад +4

    Right didi 😭 😭😭😭😭

  • @PujaGiri176
    @PujaGiri176 3 месяца назад

    Thank you mam

  • @basudebabaral3870
    @basudebabaral3870 5 месяцев назад +1

    Right❤❤❤❤

  • @malatipurty456
    @malatipurty456 5 месяцев назад +1

    Madam sundar Katha kahichanty

  • @ManiSahoo-or7ii
    @ManiSahoo-or7ii 5 месяцев назад

    Yes madam aapna nku bahut bahut bahut dhanya bada madam Dil ❤️ se 🙏