Sarathi jail bahare rahile ye babu nka problem.... cause money matters...ebe ye babu kahuchanti channel chadili...cause kn??Aame janichu Sarathi case pain news 7create heithila.... Sarathi case pare gayab....
Mr Santosh is a very talented journalist, nija life ku risk re pakeiki se ete parisram kariki sata samna ku anile..He should be in a good position as a journalist for the betterment of our society.
Excellent podcast . We were never aware about such a daring journalist was at the back. Mr santosh swain deserves a much better place in our society. Only becoz this is Odisha his talent is not being recongnized otherwise timesnow and republic tv are paying so much for investigative journalism.
Santosh swain bhai nku mora dil se ❤❤Namaskar 🙏🙏au dukha laguchi gote loka ta jibana ku bajilagei samajh ra mangal karichhanti, kintu tanku aji pajyanta odisha government tanku uchit sanmaan deinahanti.
Salute to Sri Santosh Swain, the investigative reporter who dismentalled Baba Sarathi to Santosh Raul. I was anxious to see this man. We need more such reporters today. Thanks to the channel which backed him whole-heartedly,100% & telecaste that breaking news 100hrs non-stop.
Very honest and tilented investigating reporter. We are proud of you real hero of our society. May god bless you. Be long live I am bowing to your parent
Nice.. This sort of operation must be encouraged for the betterment of our society.. Reporters like these should be highly paid and decorated for their efforts and honesty.. God bless you my brother
Apananka episode suniba purbaru mu dhanyabad dei rahiparuni. God bless u always, be happy and healthy. Au adhika kichhi kahi Baku chahuni, scoundrel sarathi bisayare. Kintu etiki kahibi apana masta bada bhul karuchhanti sarathi purbaru srimad lagei jaha "srimad" sabda ra apamana heuchhi, ethiru tike nibhruta rahile bhagaban Shanti paibe.
Salute sir 🙏 Apana nka pari Manisa duniare kom. Gote swachhato sambadika! Prabhu jagannath emiti manisa mananku dharaprusthaku pathaontu. Jagatara mangala hebo. Jay jagannath 🙏🙏🙏
Bahut bahut dhanyabad sontosh bhai. U r great. Jadi setebele news 7 ku sarathi .aquar karithanta. Tamara sesa Bela nischita heijaithanta . Dhanyabad news 7 ku au tamaku
❤❤❤ Debasis
Power of Army Personnel 💜
😮question
Please don't interrupt him while talking, tanka katha sarini apana au gote qes karuchanti, complete karibaku diantu at least.
ମୋ ପୁଅ ପରି ପୁରା ଡେଜହଦେଖା ଯାଉଛନ୍ତି ଏତେବଡ ଦାୟିତ୍ୱ ନେଇ ଜୀବନକୁ ପାଣି ଛଡାଇ ସମାଜର ଉପକାର କଲେ, ଭଣ୍ଡ ବାବାଙ୍କ ମୁଖା ଖୋଲିଲେ ଅଶେଷ ଅଶେଷ ଧନ୍ୟବାଦ ଶହ କୋଟି କଲ୍ୟାଣ କରୁଛି
ଉତ୍ତରା ନାୟକ ପାଟକୁରା
D
.
M
@@Wiswamohan_ଵିଶ୍ଵ😊😊😊😊😊😊😊😊😊. Lo😊😊😊😊😊😊😊😊😊😊😊😊pp000ppppppppppllllllll
ଜୀବନ କୁ ବାଜି ଲଗାଇ ସତ୍ୟକଥା ସମସ୍ତ ଙ୍କ ସାମନା କୁ ଆଣିଥିବାରୁ ବହୁତ ଧନ୍ୟବାଦ
ଜଣେ ex Army ର ଲୋକ ହି ଏତେବଡ଼ ଅପେରସନ କୁ open କରିପାରିବ. ଧନ୍ୟବାଦ ସ୍ୱାଇଁ Sir. ଜୟ ହିନ୍ଦ, ଜୟ ଭାରତ. 🇮🇳
xxx
@@HarishNaik-kn1vl to bou ku dekha 😂
ମୁଁ ସ୍ୟାଲୁଟ କରୁଛି ସନ୍ତୋଷ ସ୍ୱାଇଁ ସାରଙ୍କୁ.. 🚩ଜୟ ଶ୍ରୀରାମ 🚩
ନିର୍ଭୟରେ ସାମ୍ବାଦିକତା କରିଥିବାରୁ ସାଧୁବାଦ୍,ଏହା ମନୁଷ୍ ଜୀବନର ମୂଲ୍ୟବୋଧ,। ଧନ୍ୟବାଦ୍
ସାର ଏଭଳି ସାମ୍ବାଦିକ ଙ୍କୁ ସବୁଠାରୁ ବଡ଼ ପୁରସ୍କାର ମିଳିବା ଦରକାର, ନମସ୍କାର
To vauni ku de gehibo
Nirvik and swachh sambadikapain anek anek dhanyabad
Superly correct
Mu undercover sambadikata karibaku chahuchi, plz reliable source miluni. Kintu Swain sir nka saha mor meet karantu plz..I liked Swain sir.
Right
ଖୁବ ଭଲ ଲାଗିଲା, ଅନେକ ଅଜଣା ଟେକ୍ନିକାଲ କଥା ଶୁଣି ଖୁସି ଲାଗିଲା ଯେ ସଚ୍ଚୋଟ ସାମ୍ବାଦିକତା କେତେ କଷ୍ଟକର କାମ, ଅଶେଷ ଧନ୍ୟବାଦ୍ ।
ଧନ୍ୟବାଦ ପରଦା ପଛର ନାୟକ ଙ୍କୁ ପରଦା ଆଗକୁ ଅଣିଥିବାରୁ
ସନ୍ତୋଷ ସ୍ୱାଇଁ ଙ୍କୁ ବହୁତ ବହୁତ ଧନ୍ୟବାଦ
ସମାଜରେ ଏଭଳି କିଛି ନିର୍ଭିକ ସାମ୍ବାଦିକ ରହିବା ନିହାତି ଆବଶ୍ୟକ l ସନ୍ତୋଷ ବାବୁଙ୍କୁ ଏଥିପାଇଁ ହୃଦୟରୁ ଧନ୍ୟବାଦ l 🙏
Really ସାମ୍ବାଦିକ ଭାଈ ମହାନ୍, ଏଭଳି ସବୁ ସାମ୍ବାଦିକ ହବାଦରକାର୍
ବହୁତ ଗୁରୁତ୍ବପୁର୍ଣ ସହିତ କାର୍ଯ୍ୟ କରିଛନ୍ତି, ବହୁତ ବହୁତ ଶୂଭକାମନା
ସନ୍ତୋଷ ବାବୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି 🙏👍
ମୋ ସହ ସାମାନ୍ୟ ମିଶିଲେ ଅନେକ ଷ୍ଟୋରି ଦେବି। ସାହସିକତା ପାଇଁ ଧନ୍ୟବାଦ। କିନ୍ତୁ ଆଜିକାଲି ଗଳିତ ସାମ୍ବାଦିକତା କୁ ମୁଁ ଘୃଣାକରେ। ଆଜିକାଲି ରେ ସାମ୍ବାଦିକ ମାନେ ବିକ୍ରୀ ହେଉଛନ୍ତି। ସତ୍ୟତା ତାଙ୍କ ପାଖରେ ନାହିଁ, ନିଜ ଆଡୁ ଷ୍ଟୋରି ବନେଇ ନିଜେ ତିଆରି କରନ୍ତି। କିନ୍ତୁ ଆଜି ଜଣେ ସଚ୍ଚୋଟ ସାମ୍ବାଦିକ ପାଇଲି।
ଧନ୍ୟବାଦ୍ ସନ୍ତୋଷ ବାବୁ । ଆପଣଙ୍କ ପାଇଁ ଏତେବଡ ସତ୍ୟ ଲୋକ ଲୋଚନକୁ ଆସି ପାରିଲା । ବର୍ତ୍ତମାନ ଆପଣ କେଉଁ ଚାନେଲ ରେ କାମ କରୁଛନ୍ତି
ସନ୍ତୋଷ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ସାହସିକତା ପାଇଁ।🙏🙏🙏 ଆପଣଙ୍କ ଭଳି ସାମ୍ବାଦିକ ଆମର ଓଡ଼ିଶା କୁ ନିହାତି ଦରକାର।
Tu kia mg
Tu sala bhanda sarathi bhanda cala@@ManojKumar-h5p7v
@@ManojKumar-h5p7v tu mg kie be
@@ManojKumar-h5p7v tu sarathi giha
ଓଡିଶା ବାସୀଙ୍କ ଆଗକୁ ଏ ବିରାଟ ସତ ସନ୍ତୋଷ ସ୍ୱାଇଁ ସାର ସାମନା କୁ ଆଣିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏
ମୁଁ ବହୁ ଦିନରୁ ଭାବୁଥିଲି ,କିଏ ସେ ମହାନାୟକ ଏତେ ପରିଶ୍ରମ କରିଥିବା ଆଉ ଏ ଖଳନାୟକ ର ମୁଖା ଖୋଲିବା ବ୍ୟକ୍ତି ବିଶେଷ କିଏ?ଆଜି ଜାଣିଲି ଆଉ ବହୁ ଖୁସି ଲାଗିଲା, ସେ ମହାଶୟ ଙ୍କୁ ମୋର ସତ୍ ସତ୍ ନମସ୍କାର ଆଉ ଅଭିନନ୍ଦନ।ତମ news କୁ ଧନ୍ୟବାଦ।
@@AvinandanExpress334 sabu TRP..
Egudanku jakal,hero nuha...hero sei pila...jahaku murder Kara heichi...
Kutta sabu tume... setebele ete information delani kahinki???
Only Sarathi punishment paile...other people kuade gale??
Sarathi jail bahare rahile ye babu nka problem.... cause money matters...ebe ye babu kahuchanti channel chadili...cause kn??Aame janichu Sarathi case pain news 7create heithila.... Sarathi case pare gayab....
ଆପଣଙ୍କ ଭଳି ଜଣେ ନିର୍ଭିକ ସାମ୍ବାଦିକ ଦେଶର ଗୋଟେ ଧର୍ମ ଯୋଦ୍ଧା. ଆପଣଙ୍କୁ dil ସେ salute. ଦେଶ ପାଇଁ ଆପଣଙ୍କ ଅବଦାନ ଅବିସ୍ମରଣୀୟ. ବଡ ଇଛା ଆପଣଙ୍କ ସହ ଥରେ meet କରିବାକୁ
ଆପଣଙ୍କ ସ୍ଥାନ ସମାଜରେ ସ୍ୱତନ୍ତ୍ର, ପୃଥିବୀ ମା କୁ ଏମିତି ସନ୍ତାନ ମିଳୁଥାଉ, ଜୟ ଜଗନ୍ନାଥ 🙏🙏🙏
😂😂😂😂😂@@abhayajena9099
ବହୁତ୍ ସୁନ୍ଦର୍ ଥିଲା podcast, ପ୍ରକୃତ ସାହସୀ ସାମ୍ବାଦିକ, କୋଉ ସିନେମା କାହାଣୀ ଠାରୁ କମ୍ ନଥିଲା, ପୁରା story କୁ ଅନୁଭବ କରିହେଉଥିଲା।
ଧନ୍ୟବାଦ ସ୍ୱାଇଁବାବୁ , ଦେବାଶିଷ ବାବୁଙ୍କୁ ଧନ୍ୟବାଦ୍ ଜଣାଉଛୁ ଏଭଳି Podcast କରିଥିବାରୁ ।
ଅତି ସୁନ୍ଦର Topic ଥିଲା, ଖୁବ୍ ସୁନ୍ଦର ଲାଗିଲା ।
ସନ୍ତୋଷ ବାବୁଙ୍କ ସାମ୍ବାଦିକତା ସବୁ ସାମ୍ବାଦିକଙ୍କ ଭିତରେ ରହିବା ଆବଶ୍ୟକ । ଦେବାଶିଷ ବାବୁଙ୍କୁ ଧନ୍ୟବାଦ ଦେବି ଏଭଳି topic ଏବଂ ପରଦା ପଛର କାହାଣୀକୁ ଆଗକୁ ଦେଖେଇବାକୁ ।
ବହୁତ୍ ବହୁତ୍ ଧନ୍ୟବାଦ୍
Yes
ସୁନ୍ଦର ଉପସ୍ଥାପନା। ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।
ସନ୍ତୋଷ ସ୍ଵାଇଁ ବାବୁ ଙ୍କ ପାଇଁ ଆମେ ଗର୍ବିତ।
Chi chi
Odisha bhasi gala
Finally sei mahan byakti jananku aji dekhi bahut khusi lagila aau tanke karithiba sangharsa pain ashes ashes dhanyawad 🙏 Jay jagannath 🙏
This person is in another level. Very fearless rare personality. Hats off to you
Very well done, Debasis. Press is vital for democracy, it should be preserved and it's freedom upheld.
ବହୁତ ବଢିଆ ଲାଗିଲା, ମୋର ଅନୁରୋଧ ନେତା ଓ ଅଫିସର ମାନଙ୍କର ଦୁର୍ନୀତି କେଳେଙ୍କାରୀ ବି ଏମିତି ଲୋକଲୋଚନକୁ ଅଣାଯାଉ
Thik Katha
Please subscribe
@@Anulifestyle12 🥹🕴️
Hebani
ଆପଣଙ୍କ ମନୋନୀତ ଅତିଥି ଆଲୋଚନା ଖୁବ ସୁନ୍ଦର ।
Mr Santosh is a very talented journalist, nija life ku risk re pakeiki se ete parisram kariki sata samna ku anile..He should be in a good position as a journalist for the betterment of our society.
Excellent podcast . We were never aware about such a daring journalist was at the back. Mr santosh swain deserves a much better place in our society. Only becoz this is Odisha his talent is not being recongnized otherwise timesnow and republic tv are paying so much for investigative journalism.
Odia Podcast is on High level.
Need more this type of Podcast.
ସନ୍ତୋଷ ସ୍ବାଇଁ ସାର ଙ୍କୁ ବହୁତ ବହୁତ ଧନ୍ଯବାଦ ଏ ମିଛୁଆ ବାବା କେ ଗିରଫ କରିଥିବାରୁ
Court ta taku ebe prabachan pain permission deichi. Tara kichhi hebani.
ଏତେ ଦିନ ପରେ ଲାଗିଲା Real podcasts channel ଆମ ଓଡ଼ିଶା ରେ ଅଛି ବୋଲି❤❤
Real Hero Santosh bhai 👌👌
ଏଭଳି ସତ୍ୟତା ଘଟଣାର ଉନ୍ମୋଚନ କରିଥିବାରୁ ବହୁତ ବହୁତ ଧନ୍ୟବାଦ 👍👍ଆଗକୁ ଯାନ୍ତୁ ବଡ ବଡ ଦୁର୍ନୀତିର ଖୁଲାସା କରନ୍ତୁ ମହାପ୍ରଭୁ ଆପଣଙ୍କ ସାଥ ଦେବେ ନିଶ୍ଚିତ 🙏
Many many thanks for your courage and truthfulness Mr Santosh aswain.
Thanks to ସନ୍ତୋଷ ଭାଇ you are real hero
ଧନ୍ୟବାଦ୍ ଭାଇ ଅଗକୁ ବଢି ଚାଲ
ବୋହୁତ ଭଲ ଲାଗିଲା ସାର୍
Santosh swain bhai nku mora dil se ❤❤Namaskar 🙏🙏au dukha laguchi gote loka ta jibana ku bajilagei samajh ra mangal karichhanti, kintu tanku aji pajyanta odisha government tanku uchit sanmaan deinahanti.
ବହୁତ ଧନ୍ୟବାଦ ସନ୍ତଷ ଭାଇ
ସାମ୍ବାଦିକତା ଆଜି ଆମର ଗର୍ବ,
ଏକଥା ପ୍ରମାଣିତ କରିଦେଲେ ଆଜି ଆମ ସାମ୍ବାଦିକ ଭାଇ.ସନ୍ତୋଷ କୁମାର ସ୍ୱାଇଁ,
ବହୁତ ବହୁତ ଧନ୍ୟବାଦ.
Han
Sirnku mo tarafaru koti koti pranam satya au dharmara maryada rakhi thibaru
Actually Santosh Swain As A Great Inveseting Reporter,,,! As A Army Man He Also One Man Army,,, I Salute Santosh Brother🌹🙏
Through this channel, we knew about Sri Santosh Swain.
Thanks to him🎉
ବହୁତ ବହୁତ ଧନ୍ୟବାଦ୍ ବାବାଙ୍କ ସତ୍ ସତ୍ ମୁଖା ବାହାର କରିଥିବାରୁ
Apananku jaggannath sabubele bhala re rakhantu❤
ଅତିଥିଙ୍କ ଉତ୍ତର ବହୁତ ଭଲ ଲାଗିଲା କିନ୍ତୁ ପ୍ରଶ୍ନକର୍ତ୍ତା ଅପରିପକ୍ୱ
ଧନ୍ୟ ଧନ୍ୟ ଏପରି news reporter ଙ୍କୁ । Award prize ମିଳିବା କଥା ।
ବହୁତ୍ ସୁନ୍ଦର୍
Salute to Sri Santosh Swain, the investigative reporter who dismentalled Baba Sarathi to Santosh Raul. I was anxious to see this man. We need more such reporters today. Thanks to the channel which backed him whole-heartedly,100% & telecaste that breaking news 100hrs non-stop.
Thank you Santosh Bhai.Santosh Swain vs. Santosh Raul (bhanda sarathi).Heartly Thanks for Santosh ji sir
ସନ୍ତୋଷ ସାର u r great ଆପଣ ନିଜେ ଗୋଟେ news channel କରନ୍ତୁ ଦୟା କରି 🙏
ବହୁତ୍ ବହତ୍ ଧନ୍ୟ ବାଦ,
ସାର ଆପଣ ଙ୍କୁ ବହୁତ୍ ବହୁତ ଧନ୍ୟବାଦ୍
ଭାଇ ସତରେ ତମେ ବହୁତ ଗ୍ରେଟ, ତମ ପାଇଁ ବହୁତ ଘର ରକ୍ଷା ପାଇଚି,
@@khageswarbehera73 କୋଉ ନିର୍ଭୀକ କଥା କହୁଛନ୍ତି, ଯେତେବେଳେ ସମ ହସ୍ପିଟାଲ ରେ ନିଆଁ ଲଗିଲା. ଲୋକ ମୃତ ସହିତ ଆହତ ହେଲେ .... କିନ୍ତୁ News 7 ଆଉ ପ୍ରମେୟ ଖବର କାଗଜ କଣ କଣ ଖବର ପ୍ରସାରିତ କରି ଥିଲେ ଆପଣଙ୍କର ମନେ ଅଛି ତ... କଣ ପାଇଁ ଭୁଲ୍ ତଥ୍ୟ ଦେଇ ଥିଲେ... ଆପଣ କେବେ ଶ୍ୱର ଉଠାଇ ଥିଲେ..
କେବଳ ସାଧୁ ସନ୍ଥ ଙ୍କର କଳା କାରନାମା ଆପଣ ମାନଙ୍କୁ ଦେଖା ଯାଉଚି. ଆଉ ଧର୍ମ ରକ୍ଷା କଥା ଆସିଲେ... ଘରେ ମୋବାଇଲ ଦେଖିବେ. ଆମ ସନାତନ ସଂସ୍କୃତି କୁ ଅପଭ୍ରଂଶ ଓ ନାଶ କରି ବାକୁ ଯୋଉ ଷଡଯନ୍ତ୍ର ଚାଲିଛି.... ସେଠି ପ୍ରତି ବୀରତ୍ୱ ଆସୁନି କାହାର. ନା କଣ ଇଶ୍ୱର ରକ୍ଷା କରିବେ.
ସଚ୍ଚୋଟ ସାମ୍ବାଦିକତାର ପ୍ରମାଣ
Love U Sir ❤❤❤
Bhanda baba ku dhanda dharei thibaru Thanks
ଭାଇ ତମେ ବହୁତ୍ ଭଲ 😮 one man army brave ❤🙏
ସନ୍ତୋଷ ସ୍ଵଇଁ କୁ ଧନ୍ୟବାଦ, ପ୍ରକୁତ ସାମ୍ବାଦିକ,
ଅଶେଷ ଧନ୍ୟବାଦ sir heartly salute
Kichhi andhabhakta paine aaji manisa rupi kichhi baba sabu loka nku loot karibaku sujog pauchhanti ..
Salute ଏଭଳି ସାମ୍ବାଦିକ ଙ୍କୁ
ଧନ୍ୟବାଦ ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ. ଆପଣ ଯଦି ଏମିତି କରି ନ ଥାନ୍ତେ. ସେ ଶଳା ସାରଥୀ କେତେ ଝିଅ ମାଇକିନା ଙ୍କର ଆଣ୍ଠେଇ ପେଟେଇ କେତେ କ୍ଷୀର ପିଇ ଥାନ୍ତା. ତାର ହିସାବ ନ ଥାନ୍ତା
Ethire sarathi ra kichhi dosha nahin jeumane khira piauthile semane bdamash,😡
😂😂😂😂
ବହୁତ ସୁନ୍ଦର କାର୍ଯ୍ୟକ୍ରମ।
Real hero in reporting profession.salute sir.
ସାମ୍ବାଦିକ ତା ଏହି ଭଳି ହେବା ଦରକାର 👍👍
Lekha e Vali heba darkar nahi
🎉
ସନ୍ତୋଷ ରାଉଳଙ୍କୁ ଧରିବାରେ ସନ୍ତୋଷ ସ୍ବାଇଁ ବୋଲି ଜଣେ ଲୋକ ଜନ୍ମ ନେଇଥିଲେ ବା ଭଗବାନ ଙ୍କ ର କି ଲିଳା ଜଗନ୍ନାଥ
ରାବଣ କୁ ପ୍ରଭୁ ରାମ ଯେମିତି
ଉଭୟ ରାଶି ସମାନ ହେଲେ ଏମିତି ହୁଏ ଯେମିତି କି ଚିତ୍ରାଙ୍ଗଦ କୁ ଚିତ୍ରାଙ୍ଗଦ
Pura thik kahile❤❤
Perfect
This type of podcast is very informative and enlightening
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏହି ତଥ୍ୟାକୁ ପ୍ରକାଶ ପାଇଁ ଥିବାରୁ, ସୁଜିତ କୁମାର ବେହେରା.
🙏ସାର୍ ଆପଣଙ୍କ ପରି ବରିଷ୍ଠ ସାମ୍ବାଦିକ ରହିବା ଦରକାର ।
ଅନେକ ଅନେକ ଧନ୍ୟବାଦ୍ ଭାଇ ଆପଣଙ୍କୁ, ଏତେ ରିସ୍କ୍ ନେଇ ଭଣ୍ଡ ସାରଥୀ ର ପର୍ଦ୍ଦାଫାଶ କରିଥିବା କାରଣରୁ 🙏🏻🙏🏻🙏🏻🤗🤗
ଭଗବାନ୍ ଆପଣଙ୍କର ମଙ୍ଗଳ କରନ୍ତୁ 😇🙏🏻
ଅତି ସୁନ୍ଦର ଉପସ୍ଥାପନା
ବହୁତ୍ ଭଲ ଲାଗିଲା ସନ୍ତୋଷ ବାବୁଙ୍କ ସଫଳତାର କାହାଣୀ ଶୁଣି।
ଏଙ୍କର ବିନାକାରଣରେ,ମଝିରେ ମଝିରେ କଥା କହି କହି ବେକାରରେ ଡିଷ୍ଟବ କରୁଛନ୍ତି।
The guy is very immature..let him speak.
@@swapnendukumar3230anchor pura murkha wtf
Anchor ra journalism below average ...
ସନ୍ତୋଷ ସ୍ୱାଇଁ sir... You are really great hero... ତଥାପି ଆଜିର କିଛି ଅନ୍ଧ ଭକ୍ତ ସାରାଥି ପାଇଁ ପାଗଳ,, ଯାହା ଅତ୍ୟନ୍ତ ଲଜ୍ଜ୍ୟା ଜନକ।
Bahut bhala lagila👌... Jay Jagannath 🙏
Santosh babu aapan swavibani reporter, thank you sir , yathi sabu mayare baya kahibe kahaku sunib kiye,god bless you
Very honest and tilented investigating reporter. We are proud of you real hero of our society. May god bless you. Be long live I am bowing to your parent
It's real brave journalist... Sontosh Sir don't leave from journalism please continue reporting..❤❤❤
Jai Jagannath...
ଆପଣଙ୍କ ପରି ମଣିଷକୁ ଓଡ଼ିଶା ବାସି ସାଲୁଟୁ
Tq
Hi lipa
Hii
Hii
Lipa ମୋ ବେଷ୍ଟ ଫ୍ରେଣ୍ଡ୍ ହବ ? ପ୍ଲିଜ
ଆପଣଙ୍କୁ ଶତ ଧନ୍ୟବାଦ। ଭଗବାନ ଙ୍କ ନାମରେ ଦ୍ୱାହି ଦେଇ ଏଭଳି ଜଣେ ଭଣ୍ଡ ନିଜକୁ ଦ୍ୱିତୀୟ ବାସୁଦେବ କହୁଥିବା କବଳରୁ କିଛି ସରଳ ଭକ୍ତ ଙ୍କୁ ଉଦ୍ଧାର କଲେ। କିନ୍ତୁ ଏବେ ମଧ୍ୟ ଅନେକ ଅନ୍ଧ ଭକ୍ତ ସାରଥୀ ଙ୍କୁ ସମର୍ଥନ କରୁଛନ୍ତି।ଏକ ଅଦ୍ଭୁତ ମାନସିକତା!
Nice.. This sort of operation must be encouraged for the betterment of our society.. Reporters like these should be highly paid and decorated for their efforts and honesty.. God bless you my brother
Sata Katha Jani mu bahut khushi Kati Kati dhanyawad sir Jai jagannath ❤🎉❤
Apananka episode suniba purbaru mu dhanyabad dei rahiparuni. God bless u always, be happy and healthy. Au adhika kichhi kahi Baku chahuni, scoundrel sarathi bisayare. Kintu etiki kahibi apana masta bada bhul karuchhanti sarathi purbaru srimad lagei jaha "srimad" sabda ra apamana heuchhi, ethiru tike nibhruta rahile bhagaban Shanti paibe.
Salute sir 🙏
Apana nka pari Manisa duniare kom. Gote swachhato sambadika! Prabhu jagannath emiti manisa mananku dharaprusthaku pathaontu. Jagatara mangala hebo.
Jay jagannath 🙏🙏🙏
ପୂଜା କରୁଥିଲେ ନୁହେଁ ଏବେ ବି କିଛି ମୁର୍ଖ ଭକ୍ତ ଅଛନ୍ତି ପୁଜା କରୁଛନ୍ତି।
ଜୟ ଜଗନ୍ନାଥ ଭରଷା ଦିଅନ୍ତୁ ଭାଇକୁ
Thank you debasis bhai and Santosh sir...🙏🙏🙏
Bhai nku more bahuta bahut Salam sabu kathaa kahithibaaru.
Satosh babu babanku lokalochana ku anile. Bahuta sunder prayasa.0peration ra pachapatar nayaka. Bahuta dhanyabada.❤❤️
Swain Sir ! Many many thanks for doing such a great.job.
Santosh babu nku koti pranam
Bhanda Sarathi baba ku dhareibaru Bahut bahut dhanyawad sir 👏💯❣️
Aana ku many many thanks ete tyaga bartaman duniare kie karuchhanti dhanyabad.
Sambadika. Bhaimananku.. Bahut. Dhanyabad
ପ୍ରଶ୍ନକର୍ତ୍ତାଙ୍କୁ ଆହୁରି ବହୁତ କିଛି ଶିଖିବାକୁ ପଡ଼ିବ।
Bahut bahut dhanyabad sontosh bhai. U r great. Jadi setebele news 7 ku sarathi .aquar karithanta. Tamara sesa Bela nischita heijaithanta . Dhanyabad news 7 ku au tamaku
ସାହାସି ସାମ୍ବାଦିକ ସନ୍ତୋଷ ଭାଈ। ❤❤❤
ବାବା ସାରଥୀଙ୍କ ଧରିବାରେ ସମସ୍ତ ଙ୍କର ହାତ ନିୟୂଜ୍7 କେନ୍ଦ୍ରାପଡ଼ା ରିପୋର୍ଟର ପଲମ୍ବର କେନ୍ଦ୍ରାପଡ଼ା ସମସ୍ତଙ୍କୁ ଧନ୍ୟବାଦ
Bravo to Santosh swain. & Thanks to debasis. For bringing such daring journalist
Eie hele real sambadika 9 hele bhaskar bhalia khali kou jhia love Kariki kaha duare basila seia dekheiba
U r really great person sir tq u for your reporting 🙏🏻
Apananka sangramaku many many thanks
Sir,You R Odisha's Realy Hero.We Salute you.Aap ko Koti Koti Dhanyabad.God Bless You,God Bless You & God Bless You.Aage badhte Jaiye