Are bhai se sabu tara husband ra plot business ra paisa...janina ki vigilange wala sabu chota chota loka ku hoirana karanti..officer ghare kebe raid hebara dekhicha ki
Ta husband real-estate ghapla kari koti koti rakhithiba media wala murkha anganwadi didi ku pacharuchanti Ta husband real-estate ghapla kari koti koti rakhithiba media wala murkha anganwadi didi ku pacharuchanti
Dfo pakhare kete tanka achhi taku check karuni vigilance nahele gote officer ku podiki mari parithanta ki money dhali n thile ?Au kie kn kola tanku bhalo se check karajauchhi.Law samastonko pai saman hoba darkar .
ଆଉ କାହା ସମ୍ପତ୍ତି ଦୁଶୁନି ; ଦିଦିଙ୍କ ସମ୍ପତ୍ତି ଦୁଉଚି !
ଜଣେ ଛୋଟ ଲୋକ sampdi ଏତିକି. ଆଉ ଆମ ନେତା ମନ୍ତ୍ରୀ ଉପରେ ଛଡାଉ କରାଯାଇ. ଆମ ସରକାର ଏହାର ଜବାବ ଦେବେ କି.
ନେତାଙ୍କର ଛାଇ ବି ମାଡିପାରିବେ ନାହିଁ !
ଠିକ୍ କଥା ଭାଇ
ଅବଶ୍ୟ ଦିଦି ଠିକ କହୁଛନ୍ତି, ଏଥିରେ କିଛି ସନ୍ଦେହ ନ ଥାଇ ପାରେ, କିନ୍ତୁ ଏଠି କଥା ହେଉଛି ଯେଉଁ ମାନେ ଦେଶ ର କୋରଡ଼ କୋରଡ଼ ଟଙ୍କା ହଡପ କରି ଋଣ ଭାର ସାଧାରଣ ଜନତାଙ୍କ ଉପରେ ଲଦି ଦେଉଛନ୍ତି ସେମାନଙ୍କ ପାଇଁ କଣ ଆଖି ଫୁଟି ଯାଇଛି...
U r absolutely right
Baas ...thik katha kahicha bhai...aga nabin ,pandian thu check karajau...
Amiti musa ga ku jail patha jau
Ur right
Thik kahilo
ଆଜିକାଲି 4 କୋଟି କିଛି ନୁହଁ , ଭିଜିଲାନ୍ସ ହାତୀ ଛାଡି ପିମ୍ପୁଡି ଧରୁଛି. 😄😄😄
Y R8
True
Saala patrol rate kete helani aama gandi phati jauchhi 4 koti Bhandara Bhala
U r right
Bhai Mora 5lakh darkar....dabaki
ଆରେ ଭାଇ
4 କୋଟି ଟଙ୍କା କିଛି ବଡ କଥା ନୁହଁ ।
୪00 କୋଟି ଵାଲା ଙ୍କୁ ଧର
ତାହେଲେ ତମ ଦମ ଜଣା ପଡିବ
Right
ଦିଦି ଅଭାବରୁ ଉପରକୁ ଉଠିଛନ୍ତି ।କାଲି ଯେତେବେଳେ ଅଭାବରେ ଥିଲେ,କିଏ ସାହାଯ୍ୟ କରିଥିଲେ କି?
Right 🙏
Right
ସରକାର ର ଯେତେବେଳେ କାଳିଆ ଯୋଜନା ଭଳି, କାମରେ ପଇସା ର ଅଭାବ ହୁଏ, ସେତେବେଳେ ସେ ଛୋଟ ଛୋଟ ଲୋକଙ୍କୁ ଖୋଜେ, ତା ରାଜକୋଷ ଭରିବା ପାଇଁ, ଦୟାକରି ଏ ଯୋଜନା ସବୁରୁ ଦୂରେଇ ରହି, ନିଜ ଗୋଡ଼ରେ ଠିଆ ହେବାପାଇଁ ଚେଷ୍ଟା କରନ୍ତୁ... 🙏
Right
Maghia gov ku a randia Didi...wahhh 😁😁😁mst planing nabina ro lokonku bhoneeiba pai
ଏକଦମ ସତକଥା
Anganwadi didi nirdosh but nabin pattnaik jhintika mari bani posiba chhadantu.
Aau gote Banda jojona chintaa chalichi
ଏମିତି ବହୁତ ଅଛନ୍ତି ସମସ୍ତ ଙ୍କୁ ଚେକ୍ କରାଯାଉ
ମନ୍ତ୍ରୀ ଗୋଟିଏ ଦିନରେ କୋଡିଏ ଟା ଟ୍ରକ କିଣିଲେ ଚଳିବ, ହେଲେ ଆଊ କିଏ business କରି କୋଟି ପତି ହେଲେ ଅସୁବିଧା କାହିଁକି? ଦେଶରେ ଖାଲି ବିଧାୟକ ସାଂସଦ ମାନେ ହିଁ ଠିକା ନେଇଛନ୍ତି ଦେଶକୁ ଲୁଟିବାକୁ!
BJD govt bhai eithi Sabu chaliba
Right bhai
Right
Right
Hii Ajay
ଏପ୍ରକାର ଛୋଟ ମାଛକୁ ଧରି ଲାଭ କଣ?ବଡ ମାଛକୁ ଧରିପାରିଲେ ହେଲା।
ବଡ ମାଛକୁ ଧରିବାକୁ ସାହାସ ନାହିଁ
ବିଜେଡ଼ି ସରକାର ରେ ଏମିତି ହୁଏ
ମ୍ୟାଡାମ୍ ଜାହା କହୁଛନ୍ତି ମତେ ଠିକ୍ ଲାଗୁଛି ତାଙ୍କ କଥାରୁ ଜଣାପଡ଼ୁଛି ସେ ଅନ୍ୟାୟ ଉପାୟରେ କିଛି କରିନାହାଁନ୍ତି ମିଡ଼ିଆ ବାଲାଙ୍କୁ ଅନୁରୋଧ ସେମାନେ ବଡ଼ ଅଫିସର ଓ ତାଙ୍କ ବିଭାଗ କୁ ଦେଖନ୍ତୁ
ଆରେ ତାର ଚାକିରି ଜୀବନ ରେ govt ତାକୁ 2 ଲକ୍ଷ୍ୟ ଟଙ୍କା ର ଜିନିଷ ଦେଇ ନ ଥିବ, ମୂର୍ଖ ଭଳି ଯାଇକରି 4 କୋଟି ଟଙ୍କାର ଅକଳନ କଣନା govt ପଇସା ଖାଇଛି 😡ମହା ମହା govt ଚୋର ବାହାରେ ଛାତି ଫୁଲାଇ ଚାଲୁ ଛନ୍ତି
ସଳା ଗୋଟେ ନାଟକ, ଅଙ୍ଗନ ବାଡି କେନ୍ଦ୍ରକୁ ସରକାର ମୂଲ୍ୟବାନ ଅଡୁଆ ବାଳ ଦେଉଛନ୍ତି ତୋ, ଦିଦି ବିକ୍ରି କରି କୋଟି କୋଟି ଟଙ୍କାର ମାଲିକ,
ଭିଜିଲାନ୍ସ ବିଭାଗ ବି ବଡ ବେଲଜ୍ୟା ,ଛାଡ ଅଦା ବେପାରୀ ଆମେ, ଜାହାଜ କଥା କାହିଁ ବୁଝିବା
🤔🤔🤔🤔
ପୁରା ମିଛ କହୁଛନ୍ତି ଓଡ଼ିଶାର ସବୁ ଅଙ୍ଗନବାଡି କର୍ମୀମାନଙ୍କୁ ଚେକ୍ କରାଯାଉ
Pura Vodroloko 😠
ଦିଦି ଯାହା କହୁଛନ୍ତି ଠିକ୍
ମନେ ହେଉଛି ଖଟିକିଆ ପଇସା। ଯଦି ପାରୁଛନ୍ତି ବଡବଡିଆ ଯଥା ମନ୍ତ୍ରୀ ଓ class 1 officers ମାନଙ୍କୁ ଧରି ବାହାଦୁରି ଦେଖାଅ, ଜଣାଯାବ vigର power କେତେ ।
ସାରା ରାଜ୍ୟରେ କୋଟି ପୋତି ଦିଦି ମାନେ ....
ତୁମରି କଥାରେ ମୁଁ ଏକ ମତ ! କୁହ ଗୋଟେ
ଅଙ୍ଗନୱାଡି କେନ୍ଦ୍ରକୁ ସରକାରୀ ଅନୁଦାନ କେତେ ଆସୁଥିବ ! ଯଦି ମାସକୁ 1 ଲକ୍ଷ
1ବର୍ଷରେ 12 ଲକ୍ଷ !
4 କୋଟି ହେବାପାଇଁ କେତେ ବର୍ଷ ଲାଗିବ ହିସାବ କରି ମୋତେ କୁହ ? ଏବଂ ସେ କେତେ ବର୍ଷ ହେଲାଣି ଚାକିରୀ କରିଛି ! ସବୁ ଦିଗକୁ ଦେଖନ୍ତୁ !
I agree with you
Right
Are bhai se sabu tara husband ra plot business ra paisa...janina ki vigilange wala sabu chota chota loka ku hoirana karanti..officer ghare kebe raid hebara dekhicha ki
1 lakho nuhe Bhai 🙏
90'000 yearly
ଆମ କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡ଼ି ଦିଦି ମାନଙ୍କୁ ବି ବେକିଙ୍ଗ୍ କର
ଭଗବାନ ତୁମକୁ ସାହା ହୁଅନ୍ତୁ ଦିଦି,
ବିଆ ବିକ୍ରୀ କରି ୪ କୋଟି ଟଙ୍କା ରଖିଥିଲା ଆଜ୍ଞା
ଏତେ ସମ୍ପତି ଥାଇ ଅଙ୍ଗନବାଡ଼ି ଚାକିରି କଣ ଦରକାର ଥିଲା👍🏼ଅତି ଲୋଭ ରୁ ତନ୍ତିନାସ
Sir apan thore khaila pore bhuko menti Gola ta mane kn apan Sabu Dino pain khaiba çhhadi debe Ki nai naa..
Amo peto khorap hei jau but ame khaiba kebe 6adi paribani thik semiti amo future v
Kete bele kn Kaha sahito durghotona hobo seita kehi kohi paribeni Aggyan
ମୋ ସାଇକେଲ ଦୁର୍ନୀତିର ତଦନ୍ତ ସିବିଆଇ କରୁ..
Mo bus bi
IAS, OAS OFFICERS MANANKU DHARANTU ,MAHAGIA VIGILANCE BALA TUMA KU OFFICERS MANANKU DEKHAJAUNI.
⁰
Officar mankathu pice khau6i vigilance bala
Tanku baanda dekhha jauchhi
👍🏻
Tame vigilance maane Raja neta maananku jaanch kara .....maagia maananku laaja laguni gote angana baadi ghare jaanch karuchhi
ଓଡ଼ିଶାରେ ଯେତେ ଅଙ୍ଗନବାଡ଼ି ଦିଦି ଅଛନ୍ତି, ସେମାନେ ଛୋଟ ଛୋଟ ପିଲାଙ୍କ ଅଣ୍ଡା ଛତୁଆ ମାରିକି ଖାଉଛନ୍ତି, ମୋର ସରକାର ଙ୍କ ପାଖରେ ଆବେଦନ ଯେ ସେମାନଙ୍କୁ ଭଲଭାବରେ , ଯାଞ୍ଚ କରନ୍ତୁ ବେଶୀ କରି (ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ) ଏମିତି ହେଉଛି !
ଆଜିକାର ଅଙ୍ଗନବାଡି ଦିଦି ମାନଙ୍କୁ ବିଶ୍ୱାସ ନାହିଁ, ଆମ ଗାଁ କଥା କହୁଛି, ମାସକୁ ଦୁଇଗୋଟି ଅଣ୍ଡା ମିଳୁଛି ତାହା ବି କହିଲେ ଛୋଟ ଛୁଆ ଙ୍କ ଠୁ କେତେ ଟଙ୍କା ଉପାର୍ଜନ କରିବେ.ଭଗବାନ ଦେଖୁ ଛନ୍ତି ଧର୍ମ ସହିବ ନାହିଁ ?
ଶଳା କେତେ ସିଙ୍ଗଡ଼ା ବିକିଲା ଯେ building ବାଡେଇଲା..... ଧିକ ଶଳା ଜୀବନ.... ଆଉ ବଞ୍ଚି ହବନି.... Finally ସିଙ୍ଗଡ଼ା ବେପାର ଆରମ୍ଭ..... 🤓🤓🤓🤓🤓🤓
Bhai sata kahucha
Right
Ta husband real-estate ghapla kari koti koti rakhithiba media wala murkha anganwadi didi ku pacharuchanti
Ta husband real-estate ghapla kari koti koti rakhithiba media wala murkha anganwadi didi ku pacharuchanti
ତୁଇ , ଠେଙ୍ଗ ଉପର କରି ଶୋଇଥା ରେ, ଧୋନ୍ ଟା ପାଇବୁ।ଲକ୍ ଚା ବିକି 2ତାଲା କରୁଛନ।
ବୋଧେ ଦିଦି ବରା ପିଆଜି ଦୋକାନ ଟଙ୍କାକୁ
ସୁଧକୁ ଲାଗେଇକି ଆଗକୁ ବଢ଼ି ଯାଇଛନ୍ତି😢
ଚାକିରୀ କରି ଏମିତି କରିବା ସପ୍ନ ରେ ବନ୍ଧୁ
ସବୁ ଅଙ୍ଗନବାଡ଼ି ଦିଦି ମାନଙ୍କୁ ଏମିତି ଭିଜିଲାନ୍ସ ଚଢ଼ାଉ କରାଯାଉ
Naveen and pandiyan deouchanti ahi didi ku 🎉
ଏମିତି ମହୁ ମାଛି ଭଳି ସଂଚୟ କଲେ ଦିନେ ନା ଦିନେ କିଏ ଆସି ଝାଡ଼ି ନେଇ ଯିବ ଦିଦି .
right katha.. kahila didi. full support. didi
ବଡ଼ ହସ୍ତୀ ଙ୍କୁ ଧର,
I support you mam
କୀବେ ବଡ଼ ମାଛ ଧର,,, ଛୋଟ ଠୁ ଯଦି ଏତେ ବଡ଼ ଧରିଲେ ନିହାତି ବଢିବ
ଦିଦି ଏବେ ଭିଜିଲାନ୍ସ ଜାଲରେ ଟଙ୍କା ଦେବାକୁ ପଡିବ
ଅଣ୍ଡା ଛତୁଆ ବିକି ଟଙ୍କା କରିଛି
ସେଇଟା ତାଙ୍କ ସ୍ୱାମୀଙ୍କ ବ୍ୟକ୍ତିଗତ ପଇସା। କାରଣ ଜୀବନ ସାରା ଚାକିରୀରେ ଏତେ ପଇସା କରିପାରିବେନି।ସେମାନେ ଅଣ୍ଡା ଛତୁଆରେ ଉପୁରୀ କରିପାରିବେନି।କାରଣ ପ୍ରତି ମାସରେ ହିସାବରେ ଲୋକଙ୍କୁ ଦିଆଯାଏ।ଲୋକ ଠିକ ସମ୍ବାଦ ଗ୍ରହଣ କରିବା ଦରକାର। ସରକାରଙ୍କର ଶିଶୁ କଲ୍ୟାଣ ଯୋଜନାରେ ମୁଖ୍ୟ ଅଫିସର cdpo ଥାନ୍ତି।ସେ ଜଣେ ଓଏସ। ତାଙ୍କୁ ଧରନ୍ତୁ କାରଣ ଉପୁରୀ ସେ କରନ୍ତି।କଥାରେ ଅଛି ତଳିଆ ମୁଣ୍ଡରେ ଫାଳିଆ।
ଗଞ୍ଜାମ ଜିଲ୍ଲାର କିଛି ଅଙ୍ଗନବାଡି କୋଟିପତି ଅଛନ୍ତି ଅଙ୍ଗନବାଡି ଚାକିରୀକରି ଗାଁରେ ନରହି ବ୍ରହ୍ମପୁରରେ ରହୁଛନ୍ତି ll
Ekdam right kahuchhanti ...
DHANYABAD CBI CHHATUA ANDA ETE TANKA HEBA KI JAY JAGANNATH
ଦିଦି ତ ପୂରା reporter ଭଳିଆ nonstop କଥା କହୁଛନ୍ତି
Didi thik kohuchanti 👍
ହଁ ଲୋ ମା ବରା ସିଙ୍ଗଡ଼ା ରେ ତ 4କୋଟି ହେବନାହିଁ । କାଇଁ ଆମର ବିଶ୍ବାସ ହଉନି
😂😂🤣🤣
ଯଦି କାକୁଡି ଚୋପା ବରା ପିଆଜୀ ବିକିକି କୋଟିପତି ହୋଇଯାଆନ୍ତେ ତାହାଲେ ଦିଦି ଆମକୁ କୁହ ଆମେ ବି ବିକିବୁ 😂😂😂😂ଆମେ ବି କୋଟିପତି ହେବୁ
jaiki bika
ଏ ସବୁ ଆକରଷ ମୁଳକ
ଆରେ ଭାଇ ମୋରଗୋଟିଏନାତୁଣି9ମାସରତାକୁଗୋଟିଏଅଣ୍ଡାକିଗୋଟିଏଛଢୁଆଏଯାଏମିଳିନିଯାହାକୁକହିଲେସେଇଆଡୁସିଆଡୁବୁଝାଇଦେଉଛନ୍ତିଶୁଣୁନାହାଲନ୍ତି
ପିଲାଙ୍କ ଅଣ୍ଡା ଛତୁଆ ପଇସା ଖାଇ ଖାଇ ମୋଟି ହୋଇଯାଇଛି।
Bala na maghia
ଦିଦି ଗଞ୍ଜେଇ,ଧଳାଜହର, ବେପାର ଚଲେଇ ଥିବେ
Tu bedhapua
ହେ ଭଗବାନ ଏମାନଙ୍କୁ କଣ କରିବ 😭😭😭
ଭିଜିଲାନ୍ସ କ'ଣ ଦୁର୍ନୀତି ଠାରୁ ଉର୍ଦ୍ଧରେ?
କଣ ଅଙ୍ଗନବାଡି ଦିଦି ଏତେମିଛ ଆଉ କୁହନାହିଁ ଆମେ ବି କାକୁଡି ଚୋପା ଆଳୁ ଚୋପା ଛୋଡ଼େଇକି କୋରଡ଼ ପୋତି ହେବୁ ଟିକେ ପ୍ଲାନ ଟା କହିଦିଅ
Rati dina soibunahi munda jala tunde mari kasta karibu bagb ana nischaya sahajya karaibe
DFO କୁ କେବେarrest କରିବ
Bhai ki katha kahila ma,DFO sir para sarakaranka loka
Bada badia mundare hata bulantu neta mantri ea ta chhota sapa
4 କୋଟି କୁ ଧରୁଛ ସେପଟେ 4000 କୋଟି ର ରକ୍ତ ଚନ୍ଦନ ଚାଲାଣ କାରୀ କୁ ଧରୁନ,,
Sabu angan badi didi vijlans hau Emane Sabu eggs bikenlena
This madam is right
Any government employee will never have a good flat in Bhubaneswar from salary.
ପୁରା ମିଛ । ଜଦି ଦିଦିଙ୍କର ବରା ପିଆଜିରେ ଭଲ ବେପାର ହଉଥିଲା ତାହାଲେ ୬ ହଜାର ଟଙ୍କାର ଚାକିରି କିଏ ଖୁଜେ। ପୋବ୍ଲିକ୍ କୁ ମେଣ୍ଢା ଭାବୁଚନ୍ତି ନା ନିଜର ପରିଚୟ ଦଉଚନ୍ତି। ମୁଁଜଣେ ମେଣ୍ଢି ଅଙ୍ଗନ ବାଡିର ଦିଦି ହେଇଚି ।
ଅଙ୍ଗନ ବାଡି କେନ୍ଦ୍ରକୁ ସରକାର ମୂଲ୍ୟବାନ ଅଡୁଆ ବାଳ ଦେଉଛନ୍ତି ତୋ, ଦିଦି ବିକ୍ରି କରି କୋଟି କୋଟି ଟଙ୍କାର ମାଲିକ,
ଦମ୍ ଅଛି ତ ଯାଇକି Govt officers ଙ୍କୁ ଧର
Madam ଆପଣ ଯଦି ଠିକ କାମରେ ଉନତି ହଇଛନ୍ତି ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ
ଏହି ସମୟରେ ବରା ଛାଣ
Thik katha 🙏
ଦିଦି 2 no 4 number କାମ କରନ୍ତି ରାତିରେ ୩ number କରି ଏତେ ପଇସା କମେଇ ଓଡ଼ିଶା ର ଗରିବ େଲାକମାନଙ୍କ ପଇସା ଜେମିତିକି କରିଛ ସେମିତି ମରିବ
ଅଣ୍ଡା ଛତୁଆ ର ଦାମ ଚାରି କୋଟି ହେଲେ ତ ଭଲ ।
ଫରେଷ୍ଟ ଅଫିସର କ ବଡ଼ ବଡ଼ ଅଫିସର ମାନଙ୍କୁ ରେଡକର ଜଙ୍ଗଲ ର ସମସ୍ତ ସମ୍ପତ୍ତି ଲୁଟୁଅଛନ୍ତି
Thank you vijilance sir mane , 4 core dekhahela hele 40 core or 400 core dekha jauni
Maa geha maa gihafasi
ଭାଇ ମାନେ ଜାଣି ନାହାନ୍ତି ଅଙ୍ଗନବାଡି କୁ କେତେ ଟଙ୍କା ର ଅଣ୍ଡା ଓ ଛତୁଆ ଆସୁଛି.ଖାଲି ବିକିଲେ 100%କୋଟି ପତି ହେବ.
God blessu
ପଚାରିବାର କଣ ଅଛି
ତୃତୀୟ ମହଲରୁ ଆସିଛି
ଗରିବ ଖଟିଖିଆ ସିନା କିଛି ପାଏନି ଏଠି
ହେଲେ ଏମାନଙ୍କୁ ସବୁ ମିଳୁଛି
Sabu anganbadi didi apati. Check to all
Vigilance mananka ghare first red Heba darkar.
ମୂଲିଆ କାମ ବଳି ସିମେଟ୍ କେତେ ଛୋଡ କାମ କରିଛୁ /ସାଲି ମିଛ କହୁଛି
Poltician 5 year me kese crorepati hote hey
Really madam , right kathha
Praya 90/ neta,officer,peon koti pati kemiti heleye kebeye ta inqury nabina karuni
Jay Jagannath
Odisha ra medical,sikhya, police station etc jahaku dauat hauchi chan vin kara bahut kichi miliba.
ଆଲ୍ଲା ଜବ୍ ଦେତା ହେ ତ ଛପର୍ ଫାଡ କେ ଦେତା ହେ ଆଲ୍ଲା ନେ ଦିୟା ହୁଗା ଅବ୍ ଛପର ଫାଡ଼ କେ ଲେଗାୟା😂😂
Vigilance BJD netanka ପାଖକୁ କାହିଁଙ୍କି ଯାଉନାହାନ୍ତି
ଖାଇଯାଅ,କିଛି ଛାଡନି,ଅଣ୍ଡା ଛତୁଆ ଛାଡନି ସବୁ ଚାଟିଦିଅ,ସବୁ ଅଙ୍ଗନବାଡି ଦିଦିଙ୍କ ସମ୍ପତି ଚେକ୍ କରାଯାଉ,ଗୋଟି ଗୋଟି କରି ଚେକ କର,ପୁରା ଓଡିଶାକୁ ଘାଣ୍ଟିଦିଅ,
Kehi kichhi karibeni...... Khali faltu drama..... Anganbadi didi kichhi money deidele sabu chup heijibe...... All r corrupted
Sila sili pata akase uduchi kintu ei anjan badi pachare vigilance..... Kichi gote kam te darkar na..
Amiti didi bahut achanti
Dfo pakhare kete tanka achhi taku check karuni vigilance nahele gote officer ku podiki mari parithanta ki money dhali n thile ?Au kie kn kola tanku bhalo se check karajauchhi.Law samastonko pai saman hoba darkar .
Its possible to earn legally with what she said, but they have not paid income tax.
Bhai didi nku kan pain chadhau Kala Sabu police nka ghara red kariparibe
Super machi
ଆରେ ଶଳେ ସେ ଅଣ୍ଡା ବିକ୍ରି କରି କେହି 4 କୋଟି ଟଙ୍କା ରଖିପାରେ? ଦିଦି ଠିକ କହୁଛନ୍ତି. ଆଗରୁ ଜମି ସେ କିଛି ରଖିଥିବେ. ଟା ମୂଲ୍ୟ ଏବେ ବଢ଼ିକି ଏତିକି ହେଇଚି. ସେ କଣ ଓଡିଶା ସାରା ର ଅଣ୍ଡା ନେଇଛି. ବାଜେ ଧନ୍ଦା. ଧିକ ପୋଲିସ ଧିକ ୟେ ଭିଜିଲାସନ୍ସ
ମାଡାମ ଠିକ କହୁଛନ୍ତି, ତାଙ୍କର କେତେ ସମ୍ପତି କରିଛନ୍ତି ତାହା ମୂଳ ପ୍ରଶ୍ନ ନୁହଁ, ସେ କିପରି ସମ୍ପତି କଲେ ତାହା ବ୍ୟକ୍ତିଗତ କଥା, ସେ କଣ ଲୁଟି ଖାଇଛନ୍ତି ତାହା ଦେଖ, ଅଯଥା ବଦନାମ କରନାହିଁ l
Aga nabin au pandiyan sampati check karajau.
ପାଣ୍ଡିଆନ୍ ଘରେ ଚଢ଼ାଉ କର ୪୦୦୦କଟି ଟଙ୍କା ର ମିଳିବ
ତୁମେ ଦିଦି ଆଣ୍ଡା ଆଉ ଛତୁଆ ବିକି ମିଛ କହୁଛ,
ଆରେ ଇଲିଗଲ କଣ କରିଛି ଦେଖାଅ, ସେ ବାଳ ଭିଜିଲାନ୍ସ, କେଉଁ ଗ୍ରାଉଣ୍ଡ ରେ ଆସିଲା, କଣ ସରକାରୀ ସମ୍ପତି କେଉଁଠୁ ସେ ଲୋକ ହଡପ କରିଛି କି, ଶଳା ନେତା ମନ୍ତ୍ରୀ ଙ୍କୁ ପଚାରୁନ ତାଙ୍କ ସମ୍ପତି କେଉଁଠୁ ଆସିଲା,,
ଧନ୍ୟ ଧନ୍ୟ
Government should cheque all anganbadi didi welth.
ମାଡାମ କୁବେର ପୁର ରେ ବରା, ସିଙ୍ଗଡ଼ା ବିକୁଥିଲେ ସେଥିପାଇଁ କୋଟିପତି... 😜😜😜ଆମେ ବି ବିକିବୁ ଟିକେ ଜାଗା ନାମ ଟି କୁହନ୍ତୁ. ରେଡ ହେଲା ଭଲ କଥା ଖାଲି ସେ ମାଡାମ ଙ୍କୁ ନୁହେଁ ସମସ୍ତ ସରକାରୀ ଚାକିରିଆ ଙ୍କୁ ତଦନ୍ତ କଲେ ଜଣାପଡିବ ଦୃନୀତି ର ଚେର କେତେ ଲମ୍ବା 👍👍
ସବାସ ଦିଦି
Minister mananku dhara