ଅଟୋ ଚାଳକଙ୍କ କାମ ଦେଖି ଗୋଡ଼ ଧରିଲେ ମହିଳା | Humanity of Auto Driver | Odisha Reporter

Поделиться
HTML-код
  • Опубликовано: 20 ноя 2024

Комментарии • 1,7 тыс.

  • @pramodnayak557
    @pramodnayak557 9 месяцев назад +761

    ଅଟୋ ଚାଳକ ଙ୍କ ଏ ମଣିଷ ପଣିଆ ବାସ୍ତବରେ ଉଚ୍ଚ ପ୍ରଶଂସନୀୟ। ତାଙ୍କର ସଚ୍ଚୋଟତା ସମସ୍ତଙ୍କ ପାଇଁ ଉଦାହରଣ। ସେ ପ୍ରମାଣିତ କରିଛନ୍ତି ମାନବିକତା ହିଁ ଶ୍ରେଷ୍ଠ ଧର୍ମ। ଈଶ୍ୱର ତାଙ୍କୁ ଏବଂ ତାଙ୍କ ପରିବାରର ସଦା ମଙ୍ଗଳ କରନ୍ତୁ।

    • @surajkumarpanda5862
      @surajkumarpanda5862 9 месяцев назад +16

      Bhai mun b kori thili hele gorib nuhe dhoni ro gote bag 3 ta mobile saha 10k tanka au 4 ta atm ..pan adhar card..call korili sei mobile ru number bahar kori ta uncle pakhaku asila bag dhorila polaila..no thanks no word to mee ..

    • @surajkumarpanda5862
      @surajkumarpanda5862 9 месяцев назад +4

      Sie mote ki6i kohi lani bas nei gola ta bag .seida b tar mansa pania.. jete hele dhoni soo

    • @ChutkiPapaFun
      @ChutkiPapaFun 9 месяцев назад +1

      Tears rolling down

    • @ChutkiPapaFun
      @ChutkiPapaFun 9 месяцев назад

      ​@@surajkumarpanda5862may God bless you brother

    • @Kalandicharansahoo-pz6gj
      @Kalandicharansahoo-pz6gj 9 месяцев назад +2

      Right❤❤❤❤❤❤❤

  • @Ajitsadangi4839
    @Ajitsadangi4839 9 месяцев назад +70

    ଏଇଠି ଦେଖ ଜଣେ ମୁସଲମାନ ଭାଇଙ୍କର ମାନବିକତା,,,,ଏଇଠି ମଣିଷ ହିଁ ଖରାପ ଆଉ ଭଲ ଥାଆନ୍ତି,କୌଣସି ଜାତି କି ଧର୍ମ ଖରାପ୍ ନୁହଁ

  • @gobindabhoi9994
    @gobindabhoi9994 9 месяцев назад +528

    ଭାଇ ହେଉଛନ୍ତି ପ୍ରକୃତ ହିରୋ
    ଏଭଳି କାମ ପାଇଁ ଭାଇଙ୍କୁ ହୃଦୟରୁ ନମସ୍କାର 🙏

  • @deepaksethi2822
    @deepaksethi2822 9 месяцев назад +53

    ସ୍ୱାର୍ଥପର ଦୁନିଆଁରେ, ସଚ୍ଚୋଟ ପଣିଆର ଏହା ଏକ ବାସ୍ତବିକ ଉଦାହରଣ 🙏🙏

  • @harekrushnabehera3138
    @harekrushnabehera3138 9 месяцев назад +385

    ରାମରାଜ୍ୟ ଫେରି ଫେରି ଆସୁଛି । ଏ ଦୁନିଆ ବିଚାରରେ ରାମମୟ ହୋଇ ଯାଉ । ଜୟ ଶ୍ରୀରାମ।

    • @dipukendujhar100
      @dipukendujhar100 9 месяцев назад +5

      Jay shree ram

    • @Trader-hy4rh
      @Trader-hy4rh 9 месяцев назад +3

      Sahara Paisa paaile jaaniba Rama raajya pheri aashiba

    • @chittaranjannayak8527
      @chittaranjannayak8527 9 месяцев назад +1

      ଜୟ ଶ୍ରୀ ରାମ

    • @enakshisahu8985
      @enakshisahu8985 9 месяцев назад +2

      True 😭😭Jai Shree Ram 🙏🙏🙏🙏

    • @satyamevajayate4081
      @satyamevajayate4081 9 месяцев назад +3

      Pothano thu sikha bhala kama kemiti karajae... Khali Shreeramnka nama japiki loka dekhania kama karani.. Shreeramnku mano

  • @sarojpanda8334
    @sarojpanda8334 9 месяцев назад +14

    କାଦ୍ରି ଭାଇ, ତୁମେ ସାରା ଓଡ଼ିଶା କଣ ସାରା ଭାରତ ବର୍ଷର ଲୋକ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ଓ ଉଦାହରଣ ପାଲଟି ଯାଇଛ ଓ ହୃଦୟ ଜିତି ଯାଇଛ। ତୁମକୁ ପ୍ରଣାମ 🙏

  • @DontMindDost
    @DontMindDost 9 месяцев назад +253

    ଏହି ଭଳି ଲୋକଙ୍କୁ ଉଚ୍ଚ ସଂମାନ ଦେବା ନିହାତି ଦରକାର....🎉🎉🎉🎉❤❤

  • @bikashjyotitripathy1450
    @bikashjyotitripathy1450 9 месяцев назад +8

    ବହୁତ୍ ବଢିଆ କାମ କରିଛ ଭାଇ ଭାଗବାନ ଆପଣଙ୍କୁ ସବୁବେଳ ଆଶୀର୍ବାଦ କରିବେ ..... ଭଲ କାମର ଭଲ ଫଳ ପ୍ରକାଶ ପାଇବ।

  • @minaketan5562
    @minaketan5562 9 месяцев назад +379

    ଭଗବାନ୍ ସେଇ ଅଟ ଚାଳକ ଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ।

    • @ROBINVLOGS2902
      @ROBINVLOGS2902 9 месяцев назад

      Muslim loka ta ebe deshdrohi kahuna

    • @tripuraribehera8679
      @tripuraribehera8679 9 месяцев назад +5

      ଖୁସିରେ ଥିବା ଲୋକଙ୍କ ଲୋଭ ନଥାଏ।
      ଯିଏ ଲୋଭୀ ସିଏ କେବେବି ଖୁସିରେ ରହିପାରିବନି।
      ଏ ଭାଇ ସବୁଦିନ ଖୁସିରେ ରୁହ।

    • @Lawrence-u2l
      @Lawrence-u2l 9 месяцев назад

      ​@@ROBINVLOGS2902tame jadi abdul kalam bhali hele bhala sia kahibe aame abjal khan habu tahele loka aatankwadi desadrohi kahibeni

    • @manojkumarsingh6285
      @manojkumarsingh6285 9 месяцев назад +4

      Yes 💯

    • @kamalsahu9333
      @kamalsahu9333 9 месяцев назад

      ​@@ROBINVLOGS2902samaste Samana nuhanti

  • @KumarDilip-d5f
    @KumarDilip-d5f 9 месяцев назад +1

    ଯଦି ମଣିଷ ହୋଇକି ମଣିଷ ପଣିଆ ନଥିବା ତାହାଲେ ସେ କି ମଣିଷ ଯଦି ମଣିଷ ଭିତରେ ମଣିଷ ପଣିଆ ଥିବ ତାହାଲେ ସେ ଭଗବାନ୍ ଠୁ ବି ଉପରେ ତାଙ୍କର ସ୍ଥାନ ଭାଇ ଆପଣଙ୍କ ଭିତରେ ଥିବା ମଣିଷ ପଣିଆ କୁ ହୃଦୟୄରୁ ପ୍ରଣାମ🙏🙏🙏🙏🙏🙏

  • @gajendramallick6549
    @gajendramallick6549 9 месяцев назад +128

    ଏହା ହେଉଛି ପ୍ରକୃତ ମଣିଷ ପଣିଆ
    ଏହା ସମସ୍ତଙ୍କ ପାଖରେ ରହିଲେ ରାମରାଜ୍ୟ ପୁଣି ଫେରିଆସିଵ

  • @criminalgaming5053
    @criminalgaming5053 9 месяцев назад +1

    ସମାଜ କୁ ଏଭଲି ଲୋକ ଙ୍କ ନୁହେଁ ଆମକୁ ଏଭଲି ହେବା ଆବଶ୍ୟକ 👍❤️❤️

  • @ashoknaik4542
    @ashoknaik4542 9 месяцев назад +166

    ଧନ୍ୟବାଦ ଭାଇ,ତୁମକୁ ନମସ୍କାର୍ ତୁମର ବିଶାଳ ହୃଦୟ କାହିଁକିନା ତୁମ ଠାରେ ଲୋଭ ନାହିଁ ମୁଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛି ସମସ୍ତ ଙ୍କୁ ପ୍ରଭୁ ଏ ପରି ବୁଦ୍ଧି ଦିଅନ୍ତୁ ।

  • @Sibaram12370
    @Sibaram12370 7 месяцев назад +1

    Jaya Jagannath🙏🙏🙏 ଧନ୍ଯ ବାଦ ଭାଇ❤❤❤👍

  • @pravapfood9021
    @pravapfood9021 9 месяцев назад +122

    ଅଟୋ ଚାଳକ ଙ୍କୁ ସଲ୍ୟୁଟ ତାଙ୍କ ମହାନତା ପାଇଁ, ଏମିତି ମଣିଷ କୋଟିଏ ରେ ଗୋଟିଏ ଚିର ନମସ୍ୟ ମଧ୍ୟ🙏🏻

    • @amitpauluss
      @amitpauluss 8 месяцев назад

      I proud to be a odia

  • @SubratSahoo-s3n
    @SubratSahoo-s3n 9 месяцев назад +1

    ମୁଁ ଇଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରୁଛି ସେହି ଅଟୋ ଚାଳକ ତା ଜୀବନରେ ବହୁତ ଉନ୍ନତି କରୁ ।

  • @Panda-ix5nl
    @Panda-ix5nl 9 месяцев назад +90

    ଏମିତି କିଛି ଲୋକଙ୍କ ପାଇଁ ଦୁନିଆଁ ଚାଲିଛି. ମହାନ୍ କାମ କରିଛ ଭାଇ. ଭଗବାନ ସର୍ବଦା ଖୁସିରେ ରଖିବେ ❤❤🎉🎉

  • @pratapmoharana7045
    @pratapmoharana7045 9 месяцев назад +1

    ସତ ରୁ ମହା ପୂଣ୍ୟ ବଢିଥାଏ, ଏହା ମହତ ଲୋକଙ୍କର କାର୍ଯ୍ୟ, ଏଭଳି ଲୋକଙ୍କର ଚରଣ ସେବା ବଡ଼ ଧର୍ମ,

  • @jchoudhury274
    @jchoudhury274 9 месяцев назад +69

    ଆଜି ବି ମଣିଷ ପଣିଆ ବଞ୍ଚିଛି ଏ ମାନଙ୍କ ପାଇଁ ଦେଶ ଚାଲିଛି ଜୟ ଜଗନ୍ନାଥ

  • @gopaldandasena6242
    @gopaldandasena6242 9 месяцев назад +3

    ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭଗଵାନ ଆପଣଙ୍କୁ ସଦାସର୍ବଦା ଖୁସି ରେ ରଖିଥାନ୍ତୁ ।

  • @mrutyunjaymahalik3821
    @mrutyunjaymahalik3821 9 месяцев назад +95

    ଧନ୍ୟବାଦ ତମର ମଣିଷ ପଣୀୟା କୁ ଜୟ ଜଗନ୍ନାଥ

  • @MalatiHansda-o5z
    @MalatiHansda-o5z 9 месяцев назад +1

    ଅଟ ଭାଇଙ୍କୁ କୋଟି କୋଟି ପ୍ରଣାମ

  • @gitanjaliswain-vw6qm
    @gitanjaliswain-vw6qm 9 месяцев назад +58

    ଆମ ଶାସନ ପ୍ରଶାସନ ରେ ଥିବା ବ୍ୟକ୍ତି ବିଶେଷ ଯଦି ଏପରି ହୃଦୟର ହୁଅନ୍ତେ, ପ୍ରକୃତ ରାମରାଜ୍ୟ ହୋଇ ପାରନ୍ତା

  • @firojsahu565
    @firojsahu565 9 месяцев назад +3

    ସତରେ ଏହି ଅଟୋ ଚାଳକ ଭାଇକୁ ବହୁତ ବହୁତ ଧନ୍ୟବାଦ ଏହି ଅଟୋ ଚାଳକ ଭାଇଙ୍କ ପାଇଁ ବାକି ସବୁ ଅଟୋ ଚାଳକ ଭାଇମାନେ ମଧ୍ୟ ଗର୍ବମନେକରିବା କଥା ଓ ଏହି ଭାଇଙ୍କଠାରୁ ଆମ ସମସ୍ତଙ୍କୁ ମଧ୍ୟ କିଛି ଶିଖିବାକଥା, ସତରେ ଏହାକୁହିଁ କହନ୍ତି ପ୍ରକୃତ ମଣିଷ ପଣିଆ ❤❤❤❤❤🙏🙏🙏🙏🙏

  • @ramachandraojha5172
    @ramachandraojha5172 9 месяцев назад +69

    ଆପଣ ଙ୍କ ଉତ୍ତମ କାମ ପାଇଁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏

  • @minipanda705
    @minipanda705 9 месяцев назад +1

    ଡ୍ରାଇଭର ଭାଇଙ୍କ ମହାନତା ତାଙ୍କୁ ଭଗବାନଙ୍କର ଆର୍ଶୀବାଦ ର ଯୋଗ୍ୟ କରିଛି। ଓମ୍ ଶାନ୍ତି।

  • @pintuvillagetour
    @pintuvillagetour 9 месяцев назад +57

    ମଣିଷ ପଣିଆର ଶ୍ରେଷ୍ଠ ଉଦାହରଣ 👍👍💐💐❤️❤️❤️❤️❤️❤️

  • @dinabandhusubudhi4815
    @dinabandhusubudhi4815 8 месяцев назад +1

    ଧନ୍ୟବାଦ୍ ଅଟୋ ଚାଳକ ବନ୍ଧୁଙ୍କୁ । ପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ ତାଙ୍କୁ କୋଟି, କୋଟି ପରମାୟୁ ଦିଅନ୍ତୁ । ଏ ହେଉଛି ଗୋଟିଏ ମଣିଷ ପଣିଆ କୁ ବୁଝାଏ । ଜୟ ଜଗନ୍ନାଥ ଭରଷା ପ୍ରଭୁ । ଅଶେଷ, ଅଶେଷ ଧନ୍ୟବାଦ୍ ଜଣାଉଛୁ ଅଟୋ ଚାଳକ ବନ୍ଧୁଙ୍କୁ ।

  • @satyaprakashsahoo7630
    @satyaprakashsahoo7630 9 месяцев назад +33

    ଜୟ ସୀତାରାମ 🙏 ଏମିତି ଲୋକ ମାନଙ୍କ ପାଇଁ ଏ ଦୁନିଆ ଚାଲିଛି

  • @sanmativlogs-eo9tk
    @sanmativlogs-eo9tk 9 месяцев назад +8

    ଏମିତି ସମସ୍ତେ ହେବା ଦରକାର, ଅନ୍ୟବାଦ ଆଜ୍ଞା

  • @jugalsahu6671
    @jugalsahu6671 9 месяцев назад +57

    ଜୟ ଶ୍ରୀ ରାମ ଜୟ ଜଗନାଥ ହେ ପ୍ରଭୁ ଇଟା ଗୁଟେ ବହୁତ ବଡ ଶିକ୍ଷିଆ ନମସ୍କାର.. ଭାଇ ଭଗବାନ ତୁମକୁ ଭହୁତ ଭଲ ରେ ରଖୁ

  • @manasranjanjena2360
    @manasranjanjena2360 9 месяцев назад +1

    ଆପଣ ମାନଙ୍କ ପରି ମଣିଷ ଙ୍କୁ ଭଗବାନ ସବୁବେଳେ ଖୁସିରେ ରଖନ୍ତୁ 🙏🙏🙏jay ଜଗନ୍ନାଥ 🚩🚩🙏🙏🙏q

  • @kubernayak5737
    @kubernayak5737 9 месяцев назад +35

    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଆପଣଙ୍କ ପାଇଁ ଜଣେ ସାଧାରଣ ଲୋକ ତାର ସବୁ ମୂଲ୍ୟବାନ ଅଳଙ୍କାର ଫେରି ପାଇଲା ❤❤

  • @SantoshRaulo-c3e
    @SantoshRaulo-c3e 9 месяцев назад +7

    A bhaliya news dekheile Lokonku kichi sikhibaa pai milliba se bhai nku thanks

  • @jasobantapanda310
    @jasobantapanda310 9 месяцев назад +13

    ଭାଇ ତୁମ ମଣିଷ ପଣିଆକୁ ସତ ସତ ପ୍ରଣାମ | ସତରେ ଆପଣଙ୍କ ଭଳି କିଛି ସହୃଦୟ ବ୍ୟକ୍ତି ବିଶେଷ ଙ୍କୁ ଭଗବାନ ସଦା ସର୍ବଦା ଚକ୍ର ଆଢୁଆଳ ରେ ରଖନ୍ତୁ |ଏହା ମୋର ଭଗବାନ ଙ୍କ ନିକଟରେ ପାର୍ଥନା କରୁଛି 🙏

  • @manojmohapatra798
    @manojmohapatra798 9 месяцев назад +4

    ବହୁତ ଧନ୍ଯବାଦ ଭଗବାନ ଏ ଦୁନିଆରେ ଅଛନ୍ତି

  • @binodkunayak9804
    @binodkunayak9804 9 месяцев назад +25

    ଏହିପରି ମୁସଲିମ ଭାଇଦେଶ ପାଇଁ ଦରକାର. ଅବଦୁଲ କଲମଙ୍କ ପ୍ରକୃତ ଦାୟାଦ

  • @kanhuachary8767
    @kanhuachary8767 9 месяцев назад +3

    ଏଇପରି ସମସ୍ତଙ୍କୁ ହେବା ଉଚିତ ଓ ନିଶ୍ୱାଥ ପର ହେବା ଅତିଆବସକ ଭାଇ ତୁମକୁ କୋଟି କୋଟି ପ୍ରଣାମ

  • @jugalsahu6671
    @jugalsahu6671 9 месяцев назад +15

    ସତରେ ଗୋଟେ ଭଲ news ଆସିଲା ବହୁତ ଭଲ ଲାଗୁଛି କୋଟି କୋଟି ନମସ୍କାର ଭାଇ ତୁମକୁ

  • @dearmonk1947
    @dearmonk1947 8 месяцев назад +3

    Dhanyabad ODISHA REPORTER e valia news dekhauthibaru

  • @maheswardigalofficial
    @maheswardigalofficial 9 месяцев назад +30

    ମୁ ଆପଣଙ୍କ କାମ ପାଇଁ ଖୁସି ଅନୁଭବ କରୁଛି ଆପଣ ସଦା ସର୍ବଦା ଏମିତି ଜୀବନ ଥିବା ଯାଏ କାମ କରନ୍ତୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ 🙏🙏🙏❤️❤️❤️

  • @rajnikantsenapati-wz8ir
    @rajnikantsenapati-wz8ir 9 месяцев назад +2

    Aaji Kali emitika loka Kam dedhibaku mele. You are God bhae. 👍🙏

  • @JagannathaBadatya
    @JagannathaBadatya 9 месяцев назад +20

    ଏମିତି ଲୋକଙ୍କ ପାଇଁତ ସଂସାର ଚାଲିଛି ଜଗନ୍ନାଥ ଆପଣଙ୍କ ପରିବାରଙ୍କୁ ଖୁସିରେ ରଖିଥାନ୍ତୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @Mishu.digitally.
    @Mishu.digitally. 9 месяцев назад +4

    Bahut bahut sukrya ese insano kaa

  • @rskanhar7249
    @rskanhar7249 9 месяцев назад +34

    ମାନବିକତା ହିଁ ମଣିଷ କୁ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି ବିଶେଷରେ ପରିଚୟ ଦେଇଥାଏ। ଅଟୋ ଭାଈ ତୁମକୁ ସଲାମ।

  • @SantanuDas-861
    @SantanuDas-861 9 месяцев назад +9

    Really you r great......aji kali duinare emiti keteta lokaku dekhibaku miluchi

  • @sarojransingh710
    @sarojransingh710 9 месяцев назад +23

    ଅଟୋ ଚାଳକକୁ ମୋଅ ତରଫରୁ ସାଧୁବାଦ ଜଣାଉଛି ଜୟ ଜଗନ୍ନାଥ ❤❤❤

  • @prasantajena2318
    @prasantajena2318 8 месяцев назад +1

    ଭଗବାନ ତୁମଙ୍କୁ ଆଶ୍ରିବାଦ କରନ୍ତୁ, ତୁମେ ଉର୍ନତି କର

  • @harishchandrasahoo6523
    @harishchandrasahoo6523 9 месяцев назад +18

    .ସେଇଥି ପାଇଁ ଓଡ଼ିଶା ମହାନ ଜୟ ଜଗନ୍ନାଥ ବହୁତ ଧନ୍ୟବାଦ ଭାଇ

  • @narluyam9589
    @narluyam9589 9 месяцев назад +1

    Dekhila na......emtey huanti manisha.......❤❤❤❤

  • @sudhirkumar-zr8cl
    @sudhirkumar-zr8cl 9 месяцев назад +18

    ଏ ଭଳି ଲୋକ ଙ୍କୁ ମୋର ସାଦରେ ପ୍ରଣାମ , ଏ ହେଉଚି ସଚ୍ଚୋଟ ମଣିଷ । ଧନ୍ୟ ଏ ଭାଇ ଜଣଙ୍କୁ ,ଆଉ ଆମ ନେତା ଛି କି କଦର୍ଯ୍ୟ ।

  • @raazbhairajabhai2878
    @raazbhairajabhai2878 9 месяцев назад +2

    ଦୁନିଆଁରେ ଭଲ ଲୋକ ଅଛି ବୋଲି ଦୁନିଆ ଆଜିବି ଚାଲିଛି ❤❤❤❤❤

  • @fakirmohansahoo2079
    @fakirmohansahoo2079 9 месяцев назад +13

    ଅଟୋ ଭାଇ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏

  • @nityanandapatra8848
    @nityanandapatra8848 9 месяцев назад +1

    ଧନ୍ଯବାଦ ଭାଇ, ଆଜିର ଏ ସମାଜ ପାଇଁ ପଂକରୁ ପଦ୍ମ ଫୁଟିବା ସଦୃଶ

  • @prasanta600
    @prasanta600 9 месяцев назад +17

    ଏମିତିକା 1:48 ମଣିଷମାନଙ୍କ ପାଇଁ ମଣିଷ ତିଷ୍ଠି ରହିଛି, ଭାଇକୁ 🙏🙏🙏🙏🙏

  • @vapianjali8901
    @vapianjali8901 9 месяцев назад +9

    Thank you bhai
    You are great odisha ikon
    God bless you your family 🙏🙏🙏

  • @Fiftyshadesoffood
    @Fiftyshadesoffood 9 месяцев назад +15

    ସ୍ୱାର୍ଥପର ଦୁନିଆ ରେ ଆପଣ ଙ୍କ ଭଳିଆ ନିଃସ୍ଵାର୍ଥପର ମଣିଷ ବହୁତ୍ କମ୍ ମିଳନ୍ତି ଭଗବାନ୍ ଆପଣ ଙ୍କୁ ସବୁବେଳେ ଖୁସି ରଖନ୍ତୁ🙏❤️

  • @sisirbhuyan9278
    @sisirbhuyan9278 9 месяцев назад

    ଏଥିପାଇଁ କହନ୍ତି କେଉଁଜନ୍ମ ର ସମ୍ପର୍କ ଥାଏ ଆଜି ଏହି ଭାଇ କରି ଦେଲେ l🙏

  • @KabirajSahu-v4n
    @KabirajSahu-v4n 9 месяцев назад +17

    ଭଗବାନ କେବେହେଲେ ସେହି ଚଳକଙ୍କୁ ଅର୍ଣ୍ଣ ଓ ବସ୍ତ୍ର ଅଭାବ କରନ୍ତୁଁ ନାହିଁ

  • @naturelover5848
    @naturelover5848 9 месяцев назад

    ଧନ୍ୟ ତୁମେ ଲୀଳାମୟ ଠାକୁର

  • @sarupabrek3343
    @sarupabrek3343 9 месяцев назад +28

    ଅଟୋ ଚାଳକ କଣ ମଣିଷ ନାହିଁ କି, ଲୋକ ଙ୍କୁ ଠିକ୍ ଜାଗାକୁ ପହଞ୍ଚାଇ ଥାଆନ୍ତି ପରା ସେମାନେ, ସେମାନେ କଣ ଭଗବାନ୍ ଙ୍କ ଠୁ କମ୍ କି

  • @HemantLilySambalpuriVlog
    @HemantLilySambalpuriVlog 9 месяцев назад

    ଅଟୋ ଚାଳକ ଭାଇଙ୍କୁ ଭଗବାନ ଭଲ ରେ ରଖନ୍ତୁ 🙏🙏

  • @pramodmallik
    @pramodmallik 9 месяцев назад +35

    ଇନାୟତ ଭାଇ ଙ୍କ ଏ ମହାନ୍ କାର୍ଯ୍ୟ ଓ ସାଧୁତା ବିଷୟରେ ଶୁଣି ତାଙ୍କ ଆଗରେ ମୋ ମଥା ନତ ହେଇ ଯାଉଛି।
    ଅଲ୍ଲାହ ତାଙ୍କୁ ସର୍ବଦା କୃପା କରନ୍ତୁ।

    • @ganeshdalabehera6738
      @ganeshdalabehera6738 8 месяцев назад

      ଭଗବାନ ଓ ଆଲ୍ଲା ତାଙ୍କର ମଙ୍ଗଳ କରନ୍ତୁ।

  • @SurendranathMallick-d8m
    @SurendranathMallick-d8m 9 месяцев назад +2

    Bhai Tama padatale koti namaskar mo akhiru luha asuchhi jayajaganath godbless you

  • @somanathdalai4077
    @somanathdalai4077 9 месяцев назад +10

    ଭାଇ ତମ ପାଇଁ ମତେ ଆଜି ଗର୍ବ ଲାଗୁଛି ,🙏🙏💫🙏🙏

  • @BhagabanDora-v2x
    @BhagabanDora-v2x 9 месяцев назад

    ତାଙ୍କୁ ଧନ୍ୟବାଦ

  • @P.kPramodvlogs
    @P.kPramodvlogs 9 месяцев назад +4

    ଆଜି ବି ଆମ ସମାଜ ରେ ମାନବିକତା ବଞ୍ଚି ରହିଛି... ତାଙ୍କୁ ଭଗବାନ ମଙ୍ଗଳ କରିବେ 🙏🙏

  • @saiprincessmamun3921
    @saiprincessmamun3921 9 месяцев назад +2

    God bless you sabubele bhagwan khushi re rakhantu moush apannku

  • @ChutkiPapaFun
    @ChutkiPapaFun 9 месяцев назад +45

    *Odisha Government should be given award for awareness*

    • @Rojalin447
      @Rojalin447 9 месяцев назад +1

      💯 right 👍

    • @ssnmaneuver2142
      @ssnmaneuver2142 9 месяцев назад +1

      Award Dena chahiye unko

    • @Economics365
      @Economics365 8 месяцев назад

      Should give, your meaning government should be awarded

  • @Shreeram2004
    @Shreeram2004 9 месяцев назад +7

    I appreciate the auto driver and salute to him profoundly of my heart as he done grate work towards the humanity .I hope this reflects respect of others . this is the great message to our society and the new generation .
    Even today's humanity is still remaining. This is our own culture that we have as well.
    God bless him ever for his kindness,love and humanity towards society.
    Jai jagarnnath❤❤❤

  • @soumyaswagat
    @soumyaswagat 9 месяцев назад +4

    ବାଃ ବାଃ ରେ real hero ଅଟୋ ଭାଇ ।ତମ ଭଳି କିଛି ଅଟୋ ଭାଇ ଙ୍କ ପାଇ ଏ ଦୁନିଆ ଚାଲିଛି🙏 ସଲାମ❤

  • @abinashbhukta4223
    @abinashbhukta4223 9 месяцев назад +1

    ଭାଈ ଆପଣ ମହାନ୍ 😢😊

  • @akshyasahu4335
    @akshyasahu4335 9 месяцев назад +20

    ଦୁନିଆଁ ରେ ସଚୋଟ ଭଦ୍ର ନମ୍ର ଅଛନ୍ତି, ଇଏ ଗୋଟେ ଉଦାହରଣ 🤔

  • @sudhansusekhardash9010
    @sudhansusekhardash9010 9 месяцев назад

    ଭଗବାନ ମଙ୍ଗଳ କରନ୍ତୁ। ଦୀର୍ଘାୟୁ କରନ୍ତୁ। ମନ, ମାନବିକତା, ମହାନତା ମଣିଷ କୁ ମହାନ୍ କରେ।

  • @pradeepkumarsinha803
    @pradeepkumarsinha803 9 месяцев назад +16

    Auto driver is a real hearted man and representative of God..

  • @lrajam609
    @lrajam609 9 месяцев назад +1

    ସେ ଅଟୋ ଚାଳକ ନୁହଁ, ଈଶ୍ୱର ସ୍ୱରୂପ ମଣିଷ ଟିଏ

  • @babunamallick5594
    @babunamallick5594 9 месяцев назад +4

    ସେକ୍ କାଦ୍ରି ଭାଇ ଙ୍କୁ ହୃଦୟରୁ ସଲାମ୍ ଭାଇ ଆପଣ ଏତେ ସାରା ସୁନା ଅଳଙ୍କାର ପାଇ, ଟିକେ ବି ଲୋଭ ନ କରି, ସେ ଭଉଣୀ ଙ୍କୁ ଫେରେଇ ଦେଇ, ଏ ମାନବ ସମାଜ କୁ ଏକ ସୁନ୍ଦର ବାର୍ତ୍ତା ଟେ ଦେଇଛନ୍ତି, ସତରେ ମାନବିକତା ଆଗରେ ଏ ଟଙ୍କା ଏବଂ ସୁନା ର ମୂଲ୍ୟ କିଛି ନୁହେଁ,( ଜୟ ଜଗନ୍ନାଥ 🙏)

  • @preetiparija25
    @preetiparija25 9 месяцев назад +4

    Really great. God bless this man. Regards

  • @dasjagandas6532
    @dasjagandas6532 9 месяцев назад +11

    Bhagwan karantu apona life re valo re Khushi re rakhantu

  • @saradaprasadpatra6291
    @saradaprasadpatra6291 9 месяцев назад

    ଅଟୋ ଡ୍ରାଇଭରର ଙ୍କ ମଣିଷ ପଣିଆ କୁ ନମସ୍କାର 🙏🙏

  • @stevenharijan1694
    @stevenharijan1694 9 месяцев назад +5

    Dhanyawad uncle tamo yehi kamo pai...sabu bele khusi re ruha. Tamo pura pariwar

  • @sunlipatra4426
    @sunlipatra4426 9 месяцев назад +2

    Really you great.... God bless you 🎉🎉

  • @PurnachandraChoudhuri
    @PurnachandraChoudhuri 9 месяцев назад +6

    Well done by Auto Driver ❤ It's called humanity 🎉

  • @vijayalaxmi2314
    @vijayalaxmi2314 9 месяцев назад +3

    Superb humanity is Still there. Satya mewa jaiyate. Jai Jagannath ❤

  • @technofuze
    @technofuze 9 месяцев назад +4

    This man is an example of an Honest and trustworthy human being. Jai Jagannath. Every minister, Police, and government officer should learn from this.

  • @minusahu7248
    @minusahu7248 Месяц назад +1

    Bhagaban Tamara Mangal karantu bhai

  • @Jasomatiram
    @Jasomatiram 9 месяцев назад +4

    Jagannath sabu bele khusi re rakhantu se bhai nku🙏

  • @mscl9512
    @mscl9512 2 месяца назад +1

    Jay jagnnath Prabhu
    Bhai apanku dhanyawad Bhai namskar
    Amit sabu.man.ry.rakhily.sabu.badalijiba

  • @AlineOp
    @AlineOp 9 месяцев назад +6

    ଏଇ ମାନଙ୍କୁ କୁହାଯାଏ ମଣିଷ।ଯେତେବଡ କୋରଡ ପତି ହେଉ ପଛେ ଏଇ ଭଳି ମଣିଷକ ପାଖରେ ତୁଛ

  • @DRJKP
    @DRJKP 7 месяцев назад +1

    ❤🎉 Salute to the Auto driver ❤🎉

  • @kailashchandrameher-by4tf
    @kailashchandrameher-by4tf 9 месяцев назад +5

    ସତରେ ଏ ଅଟୋ ଚାଳକ ଙ୍କୁ ମୋର କୋଟି ନମସ୍କାର

  • @dwarikanathdas6906
    @dwarikanathdas6906 9 месяцев назад

    ଧନ୍ୟ ତୁମେ ଧନ୍ୟ କର୍ମ

  • @Prasana18Mishra
    @Prasana18Mishra 9 месяцев назад +22

    Great humanity ❤

  • @GayamaniNayak
    @GayamaniNayak 4 месяца назад +1

    You are great bro ❤❤❤❤❤

  • @Nifty50Trader
    @Nifty50Trader 9 месяцев назад +16

    God bless you. Your are such genius and outstanding then others🎉🎉

  • @maasamaleiworld
    @maasamaleiworld 9 месяцев назад +2

    Good job bhai god bless you

  • @earthisbeautiful2527
    @earthisbeautiful2527 9 месяцев назад +13

    Great heart. ❤❤❤we pray god for the honest man. hats off brother.🙏🙏🙏

  • @SusantKumarJena-x8g
    @SusantKumarJena-x8g 9 месяцев назад +2

    Radhe krishna 🙏🙏🙏🙏Jay shree Rama Rama Rama Rama Rama Rama Rama Rama Rama Rama Rama Rama Rama Rama Rama🙏🙏🙏🙏🙏🙏 super to super🙏🙏 sir

  • @khirabatisanani4319
    @khirabatisanani4319 9 месяцев назад +12

    ମାଉସୀ ଅଟୋ ବଲାଙ୍କଙ୍କୁ ଭାଇକରିନିଆନ୍ତୁ ସେ ଭଲଭାବରେ ରକ୍ଷା କରିବେ

  • @nirmalchandranayak3156
    @nirmalchandranayak3156 8 месяцев назад +1

    Great work.Thanks so much to the auto driver.God bless him and his family for this great work.