ସରିଗଲା ମାଂସ, ଗୋଡ ଧରିଲେ ଝିଅର ବାପ, ବାହାହେବାକୁ ମନା କଲା ଝିଅ, ଗୋଡ ଧରିଲା ବର
HTML-код
- Опубликовано: 19 ноя 2024
- Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews
ହୃଦୟରୁ ତୁମକୁ ଧନ୍ୟବାଦ ଭଉଣି ❤
Ik
Very nice jhio❤👍
ସାବାସ ଝିଅ ,ତୁମର ଏହି ଉପଯୁକ୍ତ ପଦକ୍ଷେପ ପାଇଁ ବହୁତ ବହୁତ ଧନ୍ୟବାଦ ଏବଂ ତୁମକୁ ହୃଦୟରୁ କୋଟି କୋଟି 🙏 ପ୍ରଣାମ । ତୁମେ ହିଁ ପ୍ରକୃତ ରେ ମା ନାରୀ ରୁପି ନାରାୟଣୀ । ତୁମର ଆଗାମୀ ଭବିଷ୍ୟତ ନିଶ୍ଚୟ ଉଜ୍ଜଳମୟ ହେବ ।
ସବୁଠୁ ସୁନ୍ଦର ଝିଅ.. ଭାଗ୍ୟବାନ ସେ ଝିଅ ର ପିତା ମାତା. ଏକ ଉଚିତ ଶିକ୍ଷା ପୁରୁଷ ସମାଜ ପାଇଁ. ଧନ୍ୟବାଦ ମା.. କୋଟି ପରମାୟୁ ପାଇ ଥା. 👌👌
Start practice karate now.
@@susantasahoo4310yes sure🎉
@@susantasahoo4310 👆 with
ବହୁତ ବହୁତ ଧନ୍ୟବାଦ ଭଉଣୀ। ଭଗବାନ ତୁମର ମଙ୍ଗଳ କରିବେ
ଭଉଣୀ ଜମାରୁ ମନ ଦୁଃଖ କରନି ଭଗବାନ ତୋପାଇଁ ଦୁନିଆର ସବୁଠୁ ସୁନ୍ଦର ଜୀବନ ସାଥି ରଖିଛନ୍ତି ଜଗନ୍ନାଥ ତୋ ମଙ୍ଗଳ କରିଛନ୍ତି
ସବୁ ଝିଅ ଠାରୁ ତୁମେ ଅଲଗା ଜିଏ କାହିଁକି ତୁମର ହୃଦୟ ବହୁତ ନିର୍ମଳ ତୁମକୁ ଯିଏ ବାହା ହେବା ସେ ବହୁତ ଭାଗ୍ୟବାନ,,ମୁ ତୁମର ସୁଭ ମାନାଶୁଚି
ବହୁତ ଭଲ ପଦକ୍ଷେପ ନେଈଛି ଝିଅଟି। ଧନ୍ୟବାଦ।
ଏହା ଏକ ଶିକ୍ଷା ଏହି ଲୋଭି ମଣିଷ ମାନଙ୍କୁ।
Good decision
Right 👍
Right sister
Thik
U r right 👍
ऐसे बेटी को दिल से प्रणाम
ଝିଅ ତୁମର ଧର୍ଯ୍ୟ ସାହସ ଏବଂ ଉଚିତ ନିଷ୍ପତି ପାଇଁ ତୁମକୁ ଧନ୍ୟବାଦ, ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
ଝିଅ ହେବତ ଏମିତି ।
Right 👍🏾👍🏾
@@khusbucreations9090ed
Right decejan
ଭ ଗ ଵା ନ ତୁ ମ ମଙ୍ଗଳ କ ନ୍ତୁ... ଜମା ସ ମ ଲା ଇ
ଧନ୍ୟବାଦ୍ ଦିଦି ଆପଣ ଯାହା କରିଛନ୍ତି ଠିକ୍ କରିଛନ୍ତି ନିଜ ବାପା ମାଙ୍କ ସମ୍ମାନ ସହିତ ନିଜର ସମ୍ମାନ ବଂଚେଇଦେଇଛନ୍ତି 👍
ସମାଜ ପାଇଁ ଗୋଟିଏ ବଡ ଉଦାହରଣ ସାବାସ ଝିଅ ଧନ୍ୟବାଦ୍ ବାପ ମା ଙ୍କ ପାଇଁ ଗୋଟେ ଗର୍ବ ର କଥା
, ସବୁ ଝିଅ ଏମିତି ହେବା ଦରକାର ସାବାସ ଭଉଣୀ
ବହୁତ ସୁନ୍ଦର ନିଷ୍ପତ୍ତି...ଏମିତି ପାନେ ଦେବା ଉଚିତ.... 💐💐💐💐
ଉଚିତ୍ ନିଷ୍ପତି ନେଇଛନ୍ତି ଦିଦି, ଏହାକୁ ହୃଦୟରୁ ସ୍ବାଗତ ଯୋଗ୍ୟ.
ଦିଦି 🙏🙏🙏
ଯାହା ହଉ ଭଗବାନ୍ ବଞ୍ଚେଇ ଦେଲେ। ସେ ଝିଅ ପାଇଁ ତାର ହେବାକୁ ଯାଉଥିବା ଶାଶୁ ଘର ଠିକ୍ ନଥିଲା। ସାବାସ୍ ଭଉଣୀ।❤❤❤
Yes 100
Yes
Eita sabu ade huye
Bhala karicha jhia ❤❤
Right
ଏହି ଜଗତରେ ଏମିତି ଝିଅ ଅଛନ୍ତି
ମୋ ଭଗବାନ ପ୍ରାର୍ଥନା କରୁଛି ସେହି ଝିଅକୁ ଭଗବାନ ସାତ଼଼ ରହିଥାଉ ନିଷ୍ପତିକୁ ଠିକ ଅଛି very very thanks sister
ଏଭଳି ସର୍ବ ଗୁଣ ସମ୍ପନ୍ନ ଝିଅ ଙ୍କୁ ହୃଦୟ ରୁ ନମସ୍କାର ।🙏
Great action😊
ବହୁତ ଭଲଝିଅ
❤
Dhanuabad jhia
ତୁ ପୁଅ ଖୋଜିଦେ
ସେ ବାପା ମା ନିଶ୍ଚିତ ଗର୍ବିତ ମନେ କରିବାର କଥା, ଏ ଭଳି ଝିଅ କୁ ଜନ୍ମ ଦେଇଛନ୍ତି, very well decision
ସାବାସ୍ ଝିଅ ତୋ ପରି ଝିଅ ନାରୀ ସମାଜ ପାଇଁ ଏକ ଉଦାହରଣ ତୋ ବାପା ମା ଧନ୍ୟ ତୋ ପରି ଝିଅ ପାଇ,I SALUTE YOU BETA
ଏ ଭଳି ନାରୀ ମାନେ ଆମ ଦେଶ ପାଇଁ କୋଟି କୋଟି ସଲାମ ❤
ବହୁତ ବଢିଆ ପଦକ୍ଷେପ। ଭଗବାନଙ୍କ ଆର୍ଶୀବାଦ ଓ ଆମ ମାନଙ୍କ ଶୂଭେଛା ସବୁବେଳେ ତୁମ ସାଙ୍ଗରେ ଅଛି।
ଧନ୍ୟବାଦ ଝୀଅ ତୋ ପରି ଝୀଅ ସମସ୍ତ ବାପା ଙ୍କୁ ମିଲୁ l
ବହୁତ ସାହାସିକତା ର ପଦକ୍ଷେପ ❤🙏🏻
👍👍ଝିଅକୁ ଅଶେଷ ଧନ୍ୟବାଦ l
ଭଗବାନ ତାଙ୍କର ମଙ୍ଗଳ କରନ୍ତୁ l
ଏଭଳି ନିଷ୍ପତ୍ତି କିଛି ଅପରାଧ ନୁହେଁ l
Nise sister ❤❤❤
ବହୁତ ସୁନ୍ଦର ଏମିତି ଘରକୁ ଯାଇ ଥିଲେ ଦିନେ ତତେ ମାରି ଖାଇ ଦେଇଥା ନ୍ତା.... ମାଂସ ସହିତ ମାଡ଼ ବି ଦରକାର ଥିଲା ବର ଯାତ୍ରୀଙ୍କୁ
Thik karici e vauni
ଭଉଣୀ ଚିନ୍ତା କରନି ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ଅଛି ତୁମେ ଗୋଟେ ଭଲ ଆଉ ସଂସ୍କାରୀ ଘରକୁ ବହୂ ହେଇକି ଯିବ ।ମୋର ପୁରା ବିଶ୍ୱାସ ଅଛି। God bless you ଭଉଣୀ 🙂🧡❤️
👍❤️
ଅତି ଉତ୍ତମ ନିଷ୍ପତ୍ତି ତଥା ଏପରି ଲୋକଙ୍କୁ ଏକ ସମୁଚିତ ଶିକ୍ଷା ।
ଅତି ଉତ୍ତମ ନିଷ୍ପତି I ବାହା ନହେଇ ମଧ୍ୟ ଲୋକ ରହିଛନ୍ତି .....
ଏମିତିକା ଝିଅ ସମାଜ ପାଇଁ ଦରକାର ।ତାହେଲେ ସମାଜ ସୁଧୁରିଯିବ ।ଏହି ଝିଅଙ୍କର ବିବେକର ପଦକ୍ଷେପ ପାଇଁ ହାର୍ଦ୍ଧିକ ଶୁଭକାମନା ସହ ଅଶେଷ ଅଶେଷ Congratulations ଜଣାଇ ଉତ୍ତରାତ୍ତୋର ମଙ୍ଗଳ କାମନା କରୁଛି ।
ପ୍ରକୃତରେ ଏଇଭଳି ଝିଅ ପ୍ରତ୍ୟେକ ବାପାଙ୍କୁ ପ୍ରାପ୍ତ ହେବା ଦରକାର୍। ଝିଅଟି ର ନିଷ୍ପତି କୁ ମୁଁ ସ୍ବାଗତ କରୁଚି ଆଉ ଆଶୀର୍ବାଦ ବି କରୁଚି ଯେ ଏଭଳି ଝିଅ ଟିକୁ ଗୋଟେ ଭଲ ପାତ୍ର ଟିଏ ପ୍ରାପ୍ତ ହେଉ ଏହା ପ୍ରଭୁଙ୍କ ଠାରେ ପ୍ରାର୍ଥନା।
ଧନ୍ୟବାଦ ଝିଅ ହେଵତ ଏମିତି କା
ଅଯୁଗ୍ୟ ବର ବୋଲି ଜାଣିଥିବାରୁ ଆଓ ଗୋଟେ
ଧନ୍ୟବାଦ
ପ୍ରକୃତ ସାହସୀ ଝିଅ। ଭଗବାନ କରନ୍ତୁ, ଏ ଝିଅ ପାଇଁ ଭଲ ବର ଟିଏ ମିଳୁ।
ସାବାସ୍ ଭଉଣୀ, ସଲାମ ତୁମ ସାହସ ଆଉ ସମ୍ମାନପୂର୍ଣ ନିଷ୍ପତ୍ତିକୁ👍👏👏👏
ଧନ୍ୟବାଦ୍ ଦିଦି ତୁମର ଏ ସାହାସ କୁ କୋଟି ପ୍ରଣାମ
ସାବାସ ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଭଳି ଚରିତ୍ରହୀନ ମଣିଷକୁ ବାହା ହେବାକୁ ମନା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।👌🙏👏
ଝିଅଟି ବଢିଆ ନିଷ୍ପତ୍ତି ନେଇଛି ଏତେ ସୁନ୍ଦରୀ ଝିଅକୁ ବି ଭଲ ବରପାତ୍ର ର ଅଭାବ ରହିବନି।
ଦେଖିବ ସେ ବର ଶିଶୁପାଳ ହେଇ ନିଜ ଘରକୁ ଫେରିଲା ପରେ ସାମାନ୍ୟ ମାଂସ ବିକଳିଆ ବୁଦ୍ଧି ପାଇଁ ସବୁଠି ଖାଲି ଲୋକହସା ହେବ।
Guna bi sundar.
Au jhia ku kehi baha hebeni, jhia bapa Mansa deiparibina kahibe tebe kn heba
@@lipunpradhan9459 tamar jetebele nijara gote jhia haba setebele janiba
@@lipunpradhan9459 କାହିଁକି ବାହା ହେବେନି ବହୁତ୍ ଭଲ ପିଲା ମିଳିବେ
@@jayadevdas5832 ରୂପ ସହିତ ଯଦି ଗୁଣ ସୁନ୍ଦର୍ ତେବେ ବହୁତ୍ ଭଲ ଭଲ ପିଲା ଆସିବେ
Good ଏପରି ଝିଅ ଆମ ସମାଜର ଗୌରବ ମୋଗ ଏପରି ଝିଅ ଦରକାର ଏଝିଅର ବାପା ହେବା ସୌଭାଗ୍ଯ ର କଥା
ମନୋଜ ୭୦୭୭୯୨୭୪୭୫
କୋଉ ଜନ୍ମ ରେ କି ପ୍ରୂନ୍ୟ କରିଥିଲ ଭଗବାନ୍ ବଡ ବିପଦରୁ ରକ୍ଷା କଲେ ଝିଅ ଘର ଲୋକଙ୍କୁ🙏🙏🙏
ଧନ୍ୟବାଦ୍ ଭଉଣୀ,ଏ ସମାଜ ପାଇଁ ଏହା ଏକ ଶିକ୍ଷା,ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ରୁ ତମକୁ ବହୁତ୍ ସୁନ୍ଦର ଜୀବନ ସାଥୀ ଟିଏ ମିଳିବ ନିଶ୍ଚିତ,
Salute u sister
U r so brave ❤❤❤❤❤
Bhala decision apari lokankar hata chhadiba thik
Very nice 👍
❤
Super Sister
Heartily respect to this sister who taught a great legal lesson to the society. May God bless her
Brave girl. Really proud that such daughters are there in our society. I wish her all the best for a bright future.
Jhia habta emiti , jeea nejar bapaku sanman kare thankyou so much
👍👍👍
Tu bhari sanskar ghara ra chua ta
@@chamanasumana9902 Tu sanskara ghara ra nuha ki.... To ra kainki fatuchi??
You are the example for next generation ❤
ଝିଅ ରେ ତୋ ବାପା ଓ ମାଆ ଙ୍କୁ କୋଟି ପ୍ରଣାମ, ତୋ ଭଳି ଝିଅ ଜନ୍ମ କରିଥିବାରୁ 👍
ଧନ୍ୟ ରେ ତୁମ ଜୀବନ, ସାମାନ୍ୟ କେଇ ଖଣ୍ଡ ମାଂସ ପାଇଁ ଏତେ ନିଚ ବ୍ୟବହାର କରୁଛ, ବରଯାତ୍ରୀ ନୁହଁ ତୁମେ ସବୁ ମାଂସ ବିକଳିୟା ଦଳ!
I'm from Sambalpur, i feel proud of our daughter. Yr decision is a lesson to the society. I wish for a bright future of our daughter
Yes💪,.. Lesson to the society... Think over it....
ସବୁ ଝିଅ ଏମିତିକା ହେବା ଦରକାର
Sabas mahila
Sabas.salam
You are right
Right bro👍👍👍
Maa tate Salaam tumor ahi pada khepaku,
ସଂସ୍କାରି ପରିବାର ସଂସ୍କାରି ଝିଅ 🙏🙏🙏🙏🙏
Thankyou. Good good
ଏହିପରି ଝିଅ ପୃଥିବୀରେ ବିରଳ ହେବା ଦରକାର ଏପରି ବରକୁ କେହି ଝିଅ ଦିଅନ୍ତ ନାହିଁ ❤❤
ସବାସ ଝିଅ 👌
ଏ ପଦକ୍ଷେପ କୁ ମୁଁ dilse salute କରୁଛି.
💪💪💪💪💪💪💪💪💪💪
ଏମିତି ପଶୁଙ୍କୁ ବିଭାହେବା ଅପେକ୍ଷା ସାରାଜୀବନ ଏକା ରହିବା ଉଚିତ ହେବ.
🙏🙏🙏
ଧନ୍ୟବାଦ ଭଉଣୀ ତୁମର ଉଚିତ୍ ନିଷ୍ପତ୍ତି ପାଇଁ
ସମୟ ଆସିବ ଭଉଣୀ ପାଇଁ
ବର ଙ୍କ ର ଲାଇନ୍ ଲାଗିବ
Ilove you my sister ❤❤
ତୁମର ଏହି ଗୁଣ ପାଇଁ ମୁ ବହୁତ୍
ଗର୍ଭ ଅନୁଭବ କରୁ ଛି
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଝିଅ ହେବ ତ ଏମିତି
ସାହସୀ ହେବା ଦରକାର
Good🎉
Proud of you Jhia❤❤❤ Love from Your Brother ❤❤
ଝିଅ ତୁମେ ସମାଜ ପାଇଁ ଉଦାହରଣ । I am proud of you
Good dissision in real time sister,God bless you.
ଏହି ଝିଅର ନିଷ୍ପତ୍ତି କୁ ମୋର ହୃଦୟରୁ ସ୍ୱାଗତ 👍
ଝିଅ ମାନଙ୍କୁ ଏଭଳି ଏକ ସାହସିକ ପଦକ୍ଷେପ ନେବା ପାଇଁ ଏକ ଉଦାହରଣ ।।।
ଧନ୍ୟବାଦ ତୁମକୁ ଝିଅ 👍
ଶୁଭ ବିବାହରେ ଅଶୁଭ ଦାବି ପାଇଁ ଉଚିତ ଜବାବ 👏
very good , salut sister....
ଠିକ କରିଛୁ ଭଉଣୀ
ହୃଦୟରୁ ଧନ୍ୟବାଦ। ଝିଅ, ତୁମ ପାଇଁ ଏ ଦେଶ ଆଜି ଗର୍ବିତ। ପ୍ରକୃତରେ ତମେ ରାଣୀ ଲକ୍ଷ୍ମୀ ବାଇ, ମା ଦୂର୍ଗା, ଲକ୍ଷ୍ମୀ, ସରସ୍ଵତୀ ଓ ସାବିତ୍ରୀଙ୍କ ଅବତାର। ତୁମର ଏ ମହାନ କର୍ମ ଅନ୍ୟ ଝିଅ ମାନଙ୍କ ପାଇଁ ପ୍ରେରଣା ହେଉ।
Thank you sister good bells you
ବହୁତ ବହୁତ ଧନ୍ୟବାଦ ଝିଅ ଉଚିତ ଶିକ୍ଷା ଦେଇଛ ଦେଶର ସବୁ ଝିଅ ଏମିତି ହେବା ଦରକାର
ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି ଝିଅ ଯୟ ଶ୍ରୀ ଜଗନ୍ନାଥଙ୍କ
ଧନ୍ୟବାଦ ରେ ମା ତୋର ଏତେ ବୁଦ୍ଧି ତୁ ଝିଅ ସମାନ ହେଲେବି ତୋତେ ମୋର ବହୁତ ଆଶୀର୍ବାଦ ତୋତେ ସହ ସହ କାହିଁ ହଜାର ହଜାର ସୁ ବର ପ୍ରାପ୍ତି ହଉ 🙏🙏
ତୁମ ସାହାସକୁ ଧନ୍ୟବାଦ। ତୁମ ବାପାମା ପରିବାର ବର୍ଗ ଙ୍କୁ ମଧ୍ୟ ଧନ୍ୟବାଦ। ବ୍ୟସ୍ତ ବିବ୍ରତ ହୁଅନା। ଭଗବାନ ତୁମ ପାଇଁ ନିଶ୍ଚିତ ସଥୀଟିଏ ସୃଷ୍ଟି କରିଛନ୍ତି। ସମୟକୁ ଅପେକ୍ଷା କରନ୍ତୁ।
ଉଚିତ୍ ଶିକ୍ଷା ଦେଇଥିବାରୁ ମୁଁ ଏ ଦିଦି ଙ୍କୁ ୧୦୦୦ ପ୍ରଣାମ.
ବହୁତ ବଢିଆ ପଦକ୍ଷେପ ଭଗବାନଙ୍କ ଆଶ୍ରିବାଦ ଓ ଆମ ମାନଙ୍କ ଶୁଭେଚ୍ଛା ସବୁବେଳେ ତୁମ ସାଙ୍ଗରେ achi
ଧନ୍ୟବାଦ ଭଉଣୀ
ଜୟ ଜଗନ୍ନାଥ 🙏🙏🙏...
Old culture vs. New trend...
Today's society should remember our old culture...
ହରେ କୃଷ୍ଣ 🙏🙏🙏
ଜୟ ଜଗନାର୍ଥ.. ସେ ଝିଅକୁ ଆଶୀର୍ବାଦ କରନ୍ତୁ.. ସେ ଝିଅକୁ. ବହୁତ ଭଲ ପିଲା ମିଳୁ.. ତାଙ୍କର ଜୀବନ ସୁଖମୟ ହେଉ....
Very good
Avadra family r pua sosupal hebata thik
Very good sister SE gharaku jaina bhala heichi
ବର୍ ପିଲାଟା ତାର୍ ବୁଆର୍ ଦିନେ କେଭେଁ ମାଂସ ନାଇଁ ଖାଇଥିବା..
ସଲାକେ ଠିକ୍ ହେଇଛେ...
ସାବାସ୍ ଝିଅ..ବହୁତ ବଢିଆ ପଦକ୍ଷେପ..।
ବହୁତ ଭଲ ନିଷ୍ପତ୍ତି,ତୁମ ପଦକ୍ଷେପ ସାରା ଓଡ଼ିଶା ପାଇଁ ସ୍ବାଗତଯୋଗ୍ୟ 👍
ଝିଅ କୁ ଭଲ ପିଲ୍ଲା ଦେଖି ବାହାଘର କର ସେ ଗରିବ ହେଲେ ବି ଚଳିବ ଝିଅ କୁ ଖୁସି ରଖୁ ପାରୁ ଥିବ ❤️
Mate diantu mu chakiri karuchhi keonjhar medical re bhal se rakhibi sohela padampur r 2024 re marriage karibar achhi
BHAI PILA JADI KHARAP HEI THILE BI JADI PAISA ACHHE BELE TUKEL DEUCHHEN AAU KENTA HEBA ARU JETE BELE CHHOT GHAR GUTE TUKEL DEKHI JIBA BELE PILA KICHHU NI KAR BAR BALBE PILA JETEBI BHAL HEI THAU HELA 😢 MUI BHABI PARUCHHE TUKEL KE KENTA LAGU THIBA HELA
ବହୁତ୍ ବଢ଼ିଆ କରିଛନ୍ତି ଝିଅ ଜଣକ।
ଆଜିର ଆଧୁନିକ ଶିକ୍ଷିତ ଯୁବତୀଙ୍କ ସମୟୋପଯୋଗୀ ପଦକ୍ଷେପ ! ସ୍ବାଭିମାନ ନିମନ୍ତେ ଅଶେଷ ଶୁଭେଚ୍ଛା !❤
ଦିଦି ଯଉ ପିଲା ମାଂସ ଖାଇବା ପାଇଁ ବାପା ଙ୍କ ସହ ଏମିତି ବ୍ୟବହାର କଲା ତାକୁ ତମେ ବାହା ହେଇଥିଲେ କେତେ କଷ୍ଟ, ଭାଗିଥାନ୍ତ ଆଉ ତମେ ବାପା ଙ୍କ ସମ୍ମାନ ଫେରେଇ ଆଣିଛ ଏହି ନିର୍ଣ୍ଣୟ ନେଇକି ସବୁବେଳେ ଖୁସି ରେ ରହିବ ଦିଦି Love You 💓 ଦିଦି 🙌☺️
Real daughter of odisha. I regard her full hearts 💕. Pride girl of odisha
Yes . Mujhe bhi ase karni thi but bcz of my parents I shut my mouth
ଧନ୍ୟବାଦ ଝିଅ ବାହାଘରକୁ ମନାକରି ପୁରା ଠିକ୍ କରିଛ ଭଗବାନ ତୁମଲାଗି କିଛି ଭଲ ଲେଖିଛନ୍ତି ସେମାନଙ୍କର ଯୋଗ୍ୟତା ନାହିଁ ତୁମକୁ ବୋହୁ ଭାବରେ ପାଇବାକୁ।
ସବୁ ଝିଅ ଏ ଝିଅଠାରୁ ଶିଖିବା ଉଚିତ I ଏହା ସମ୍ପୂର୍ଣ ଝିଅସମାଜ ସମର୍ଥନ କରିବା ଉଚିତ I
Father's respect is everything for a daughter
Correct disition
ମାନିବାକୁ ପଡିବ ମୋ ମା କୁ, ବାପା ମା ଙ୍କର ସଂମାନ ରଖି ଥିବାରୁ, ଭଗବାନ ତାର ମଙ୍ଗଳ କରନ୍ତୁ 👍🏻❤️
Excellent answer.good job.god bless you.
ଭଉଣୀ ତୁମ ଜୀବନ୍ ରେ ଆହୁରି ବହୁତ୍ ବହୁତ୍ ବହୁତ୍ ଖୁସି ଅଛି..... 🙏
ଜଗନ୍ନାଥ ତୁମ ଚଲାପଥ କୁସୁମିତ କରନ୍ତୁ ଜୟ ଜଗନ୍ନାଥ 🙏🙏🙏
ଏ ଭଳି ଝିଅ କୁ ଯେତେ ପ୍ରନ୍ସସା କଲେ ବି ବହୁତ କମ୍ ପଡିବ।ଏ ଭଳି ରାକ୍ଷସ ମାନକୁ ଠିକ୍ ଏଭଳି ସଜା ଦରକାର। ଜଗନ୍ନାଥ ଝିଅ କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ 🌹
Right disition
ଏମିତି ଝିଅଙ୍କୁ ସତରେ କୋଟି କୋଟି ନମସ୍କାର ଆଉ ଧନ୍ୟବାଦ ଏହି ଝିଅକୁ ସତରେ ଯିଏ ପାଇବ ସେ ବହୁତ ଭାଗ୍ୟବାନ ହେବ ଆପଣଙ୍କୁ ନିଶ୍ଚୟ ଭଲ ପିଲା ମିଳିବ ସବାସ ଝିଅ ଆପଣ ବହୁତ ଭଲ କାମ କରିଛନ୍ତି 👍👍
ଝିଅଟିକୁ ଅନେକ ଧନ୍ୟବାଦ। ଅନ୍ୟମାନେ ଶିଖନ୍ତୁ।
Salute to her she is icon of every one those who have self respect.
Such daughter never fall or down in society .
God Always help you .
Many, many, thanks,jhia,god,bless, you
ଧନ୍ୟବାଦ ଝିଅ । ଏ ଭଳି ଝିଅ ସବୁ ବାପା ମାଆଙ୍କୁ ମିଳୁ । ସେଇ ମାନଙ୍କୁ ନମିଳୁ ଯିଏ ଝିଅକୁ ଆଦର ସମ୍ମାନ କରି ଶିଖି ନାହାଁନ୍ତି । ଆଉ ଏଭଳି ଜ୍ବାଇଁମାନେ ସବୁବେଳେ ଶିଶୁପାଳ ହିଁ ହୋଇଥାନ୍ତି ।
ଧନ୍ୟବାଦ ଝିଅ ଏମିତି ହିଁ ହେବା ଦରକାର
ଏପରି କନ୍ୟା ଜନ୍ମଦେଇ ବାପ ମାଆ ଧନ୍ୟ ହେଲେ ଜୟ ଜଗନ୍ନାଥ।
ଧନ୍ୟବାଦ ଭଉଣୀ 🙏 ବହୁତ ଭଲ ପଦକ୍ଷେପ ନେଇଛ । 🙏
ଏହି ଭଳି ଝିଅ ଙ୍କୁ କୋଟି କୋଟି ସଲାମ ❤
Rright right ❤❤❤❤❤❤❤
A jhia alaga kou toka lafadare aachhi
@@dinasubham2988tume dekhi thila ki
@@lover_boy_1039 ❤
@@lover_boy_1039p hu 0😊😊 ni ni bhi hu
ଝିଅମା ତୁମପାଇଁ ଭଗବାନ ଓ ବାପା ମାଙ୍କ ଆଶୀର୍ବାଦ ଅଛି ।
I salute to this lady..a bold and correct decision at the right time saved her own life. ,ଜୀବନ ବଞ୍ଚାଇ ଲେ ନିଜର ❤ A great message to the society as large. So I always like the idea of temple marriages, very Sustainable, nature friendly and budget friendly. Jai ma Annapurna, jai Mahadev, jai jagannath. Boys be like Ram then you will definitely get ur dream girl like ma sita 🙏
ତୁମ ଭଳି ଝିଅଙ୍କୁ ସତ ସଲାମ
❤❤❤❤❤❤❤
Thank you sister very good 👍👍
ସାବାସ ସେ ଝିଅ ଙ୍କୁ 🥰
ଝିଅ କୁ କୋଟି କୋଟି ଆଶୀର୍ବାଦ❤❤
I proud of you Sister i proud of you God bless you 🙏 well done 👍👍👍👌👌👌🙏🙏🙏🤗🤗🤗🤗🤗🤗🤗
ଏତେ ଦିନ ପରେ ମନକୁ ଛୁଇଁ ଲା ଭଳି ଖବର ଦେଖିବାକୁ ମିଳିଛି ଧନ୍ୟବାଦ ଜଣାଉଛି ସେଇ ଝିଅକୁ