ରାତି ଅଧରେ ଆସୁଛ ଲାଇନ୍ କାହିଁକି କାଟୁଛ ? Public vs LineMan | Papu Pom Pom New Comedy | Aeita Bayata
HTML-код
- Опубликовано: 5 май 2023
- #aeitabayata #nandighoshatv #powercut #lineman #public #electricdepartment #viralvideo
ରାତି ଅଧରେ ଆସୁଛ ଲାଇନ୍ କାହିଁକି କାଟୁଛ ? Public vs LineMan | Papu Pom Pom New Comedy | Aeita Bayata
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ଆପଣମାନଙ୍କ comedy show ମତେ ବହୁତ ଭଲ ଲାଗେ
Papu bhai concept good, ଚଉଠି ପରା ରାସ୍ତା କଡରେ, ଲାଇନ୍ କଟିଗଲା କଣ ଅସୁବିଧା ହେଲା
So informativ video...bhala lagila😊
ବିଦୁତ୍ ବିଭାଗ (TATA) ରାଷ୍ଟ୍ରପତି ଙ୍କୁ ବି ଛାଡୁନାହାନ୍ତି, ସାଧାରଣ ଲୋକ ତ ପୋକ ମାଛି😂😂
ଧନ୍ୟବାଦ ଜନତା ଙ୍କୁ କିଛି ବୁଦ୍ଧି ଶିଖେଇବାରୁ 😄😄👌
Thank You Papu Bhai & Team
ପପୁ ସାର ଆପଣ କଣ ଆଉ ଅନଲାଇନ କରିବନି ଆମକୁ କଣ ମୂର୍ଖ କରିବ ନା କଣ 😔😔😔😔😔😔
Nice concept of Papu babu
ଯଦି ସରକାର ଦୋଷ ଦେବେ କମ୍ପାନୀ ର ତାହେଲେ କମ୍ପାନୀ ର ଚୁକ୍ତି କରିଛି କିଏ? ଆଉ ସରକାର ଏତେ ଅପାରଗ ହେଲେ କେମିତି? କାହିଁ କମ୍ପାନୀ କୁ ବିତରଣ ଦାୟିତ୍ଵ ଦେବାକୁ ପଡ଼ିଲା। ସରକାର ଏହାର ଉତ୍ତର ଜନତା ଙ୍କୁ ଦେବେ କି?
Garam dine delivery band eita b samvidhan re passheba uchit 😁😁😁😁👍👍👍👍🙏 Jai Srikrishna 🙏
Sahara re kana manisa, gaan re kana sabu panasa🤣🤣🤣🤣🤣..... what a dialogue
ମାଷ୍ଟର ଆଜି ଟିକେ ବେଶୀ ବିଜେଡି ବିଜେଡି ବାସୁଛି.... ଯଦି ଲାଇନ ଯିବ ଶକ୍ତି ମନ୍ତ୍ରୀ ବେଶୀ ଜୋରସେ କହିବା କଣ ଦରକାର.. ଲାଇନ କଟିବ ବୋଲି
Nabina babunka program re powercut heithile 10 jankara chakiri jaisarithanta.....😂😂
ପପୁ ଭାଇ ri8 side re👌👌👌👌👌♥️♥️
Comedy nuhe esabu ama nitidinia katha ... Ethire gurujana nku samman achhi jou time re comedy re heba katha comedy b heuchhi au social msg bi achhi
Tq papu sir 💯🙏 video 💖❤️❤️💖💯💯💯
Chauthi ratire current jiba dukha kiye bhogichha😂
ପୂର୍ବ ଅପେକ୍ଷା ଏବେ ସେଟ ଟା ଭଲ ଲାଗୁନି।
ଖାଉଛ ପିଉଚ ଦୁର୍ବଳିଆ kahniki ହଉଛ papu super acting 👌👌👌👌👌👌👌👌👌👌👌qqq
Respect all electrician ❤