ମହଙ୍ଗା ପରିବାକୁ ଜଗିଛନ୍ତି ବଡିଗାର୍ଡ | Vegetable Vendor Hires Bouncers | PapuPomPomComedy | Aeita Bayata
HTML-код
- Опубликовано: 14 июл 2023
- #aeitabayata #vegetablespricehike #bouncer #papupompomcomedy
ମହଙ୍ଗା ପରିବାକୁ ଜଗିଛନ୍ତି ମୋ ବଡିଗାର୍ଡ | Vegetable Vendor Hires Bouncers | PapuPomPomComedy | Aeita Bayata
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219 - Приколы
ସମସ୍ତେ ଯଦି technology, computer ପଢ଼ିବେ ତେବେ କିଏ ଚାଷ କରିବ ଆଗରୁ କୃଷି subject ପଢ଼ିଲେ ସିନା ସମସ୍ତଙ୍କୁ ଚାଷ କରିବା ପାଇଁ interest ଆସିବ
ପପୁ ଭାଇ ❤️❤️❤️
ବୋଲବମ ଉପରେ ଗୋଟେ ହଉ
ବଢ଼ିଆ ହୋଇଛି
Pariba rate hela bali comedy karu6 aau alaga jinisa rehte hele soipadu6 bhala heichhi jay kishan
ଭାଇ ଥରେ outsourcing ଚାକିରି topic ଉପରେ ଗୋଟେ episode କରନ୍ତୁ
ହାଲଚାଲ ଏବେ ପରିବା ବଜାରର
ଯିବା ପାଇଁ ଲାଗୁଛି ପ୍ରବଳ ଯେ ଡର
କିଏ କହେ ପାତଲ ଘଣ୍ଟା କିଏ କହେ ଟମାଟର
ଆକାଶ ଛୁଆଁ ଯେ ତାହାରି କିଣିବା ଦର..
ପୋଟଳ କହେ ଦେଶୀ ବଢିବ ଦର ମୋର
କଲରା ବାଇଗଣ ହେଇଗଲେଣି ଅଶି ପାର
କଞ୍ଚା ଲଙ୍କା କହେ ଚାହିଦା ଅଛି ମୋର
ଦୁଇଶହ ଦର ମୋ ଆତ୍ମ ସନ୍ନମାନର...
ଭେଣ୍ଡି ଆଉ କୁନ୍ଦୁରି କଥା ସେ ଦୁଇ ସାଙ୍ଗର
ଷାଠିଏ ଟଙ୍କାରେ ତୋଳିଛନ୍ତି ତାଙ୍କରି ଘର
ଫୁଲ ଆଉ ବନ୍ଧା ପାଖାପାଖି ଘର ତାଙ୍କର
ଶହେ ହେଲା ସେମାନଙ୍କର ମୋବାଇଲି ନମ୍ବର..
ଆଳୁ ଆଉ ପିଆଜ ବୁଝନ୍ତି ଦୁଃଖ ଆମର
ସେ ଦୁଇ ସାହା ଭରଷା ଆମ ରୋଷେଇ ଘରର
ବୋଇତ ଆଳୁ ଲୁହ ପୋଚୁଛି ଆମ ବ୍ୟାଗର
ସାରୁ କହୁଛି ମତେ କରିଦିଅ ତୁମଠୁ ଦୂର.....
କାଙ୍କଡ଼ କଲରା ସେ ଅନ୍ୟ ଦୁନିଆର
ନବେ ସ୍ପିଡ଼ରେ ଚଳାନ୍ତି ଗାଡି ଯେ ତାଙ୍କର
ସଜନା ଛୁଇଁ ମାତ୍ର ସେ ସତୁରି ବରଷର
ବାଡା ବାଡ଼ି ହୁଅନ୍ତି ବିଟ ଆଉ ଗାଜର...
ମହାଶୟ ଅଦା ବାବୁ ଆପଣଙ୍କୁ ନମସ୍କାର
ତୁମ ପାଖକୁ ଯିବା ପାଇଁ ଆଂଜ୍ଞା ପାଉନି ସାହସ ମୋର
ଚାରିଶହ ମିଟର ଉପରେ ପ୍ରାସାଦ ଯେ ତୁମର
ରସୁଣ ଅଜା ଆମର ଶହେକୋଡ଼ିଏ ବରଷର....ମାନା 🥦 🌶️🍅🍆🥒🍅🍅🍅🍅
Sir ati sundar ବ୍ୟଙ୍ଗତ୍ମକ କବିତା।🙏
Sgb
ବହୁତ୍ ସୁନ୍ଦର୍ ଲେଖା
9😊
Bahut sundar lekha🙏
Chasi bhai mane tama khusira dina asila 😊🙏 jay jagannath
ଚାଷୀ କେବେ ବି ଖୁସି ନୁହନ୍ତି production ହୋଇପାରୁନି ବର୍ଷା ହେଉ ନାହିଁ
Nandhi gosh tv comedy video କଲେ ଭଲ ହେବ news ripoting ବନ୍ଧ କଲେ ଭଲ ହେବ
Bbbbbbbbbbbb
ଅଲଗା ଜିନିଷ ଉପରେ ତମର ନଜର ନାଇ ଚାଷୀ ଭାଇ ଙ୍କ ଜିନିଷ ଉପରେ ତମର ନଜର ରହୁଛି l
Supar..👌👌👌👌👌👌
Awesome actor
Am waiting ❤
Badhia topic
ଯାହା ହଉ ବଢିଆ ଲାଗିଲା 😂
👏👏👏👏
Excellent, Fantabulous
Excellent
Very nice ❤♥️♥️♥️♥️
ସୁସା ବେଷ୍ଟ ଭାଇ
Very nice
Super stores
Super acting
Papu sir ❤❤❤
Pappu sir bahat achhaa comedy
Always bast🎉
Wow super comedy
ବହୁତ ମନୋଲୋଭା ହେଇଛି ।
Bherigood
Papu Bhai the great...we are expecting you to invite our next Holi mohatsav
Papu bhai best comedy
Execellent.
Jay Jagannath ok thanks
Welcome all are best actors
Kie eita bayta program ra bada fan
Thanks 🙏 for like my comment
@@Sinusahoowd2dm good morning
Manoj bhai nice
1 number
Kml bhaii👍
I like you🎉😂❤
Bhai ❤ super
Papu bhai nice comedy ❤
Nice 👍
Super
If the farmer is rich, then so is the nation.
Tu maghiya ta ki be ???
Indian peoples be like
if farmers become rich they will not do farming its a typical mentality farmers dont feel proud to call themselves farmers but liquor shop owners feel very proud of themselves coz of the profit margin
Superb 😅
Bhala heichhi aahuri rate badhu
Outstanding
Wow❤
Offline cyber fraud case.....brilliant concept...
ପୁରା କପି ହେଇଛି ଦାସ ବାବୁ ଚିକେନ ସେନ୍ଟର😅😮
Papu sir no 1
My favorite papu Sir
Gjb
Papu sir comedy hero
Excellent 👌👌
Sipun zxxx.......... Super
ଏଟା ବାୟା ଟା
Kn popu bhai tame ete bada star hei yutuber mañanka Saha video karuchha
👌👌👌
Good
❤❤️💐
❤❤❤❤
Best comedy
ପପୁ ଭାଇ ଗୋଟେ ୟୁଟୁବ ଚେନେଲ ଖୋଲ
❤❤❤
ପରିବା ଦୋକାନ ରେ ଆଉ ଅଲଗା କଣ ବିକ୍ରୀ ହେଉଥିବ😜😜😜
Hasa laguchi
Super acting 🎉🎉🎉
Pariba rate heba nihati darkar
Nice
😊😊😊😊
👍
Jay
Satha katha😂😂😂😂😂😂😂😂😂😂😂😂
👍🏻
Pura Thick😊
ବହୁତ ସୁନ୍ଦର 👌🙏👍🙏
Sumit best actor
bhala
😊😊😊
Super hero
Papu sir op 🤣🤣🤣🤣🤣
Madichal
ଆଉ ଯୋଉ ମୁଲିଆ ମାନଙ୍କ ଦରମା ବଢୁଛି ସେଇଟା ତ କହିଲନି ଖାଲି ପଇବା ରେଟ ବଢିଲା ବୋଲି କହିଲ ସମସ୍ତେ ତ ବାବୁ ହବ ଚାଷ କରିବ କିଏ
Next episode
ଅଲଗା ଜିନିଷର ଦାମ୍ ବଢ଼ିଲେ କିଛିନାହିଁ
ଖାଲି ଚାଷ ଜିନିଷର ମୂଲ୍ୟ ବୃଦ୍ଧି ହେଲେ ସମସ୍ତଙ୍କର ମୁଣ୍ଡ ବିନ୍ଧୁଛି
ହଁ ଭାଇ
Papu Bhai Ada au tomato 6gp power
ଏଇଟା ଆନ୍ଦ୍ରା କାଙ୍କଡ଼ 😂😂😂😂 Ashish best inocent and natural Acting ❤
❤😂
❤😊
@@pavitrasunani4604😮😮😮😮😮😮
😂😂😂👌👌👌👌
Sadananda❤❤❤
Ebe samaste town muhan.Kehi bi chasa karibeni kintu vegetable kam rate re darkar.kemiti possible heba.
Hm right
Right
😎😎😎😎😎😎😎😎
😂😂😂😂
Mara salute bida kara...😂
I
B
Emitia gote touter achhi ama cuttack Kishornagar ra samantarapur re
Very funny
I know everything about india.
Studio version ta bhala thila...
Amoro badire pariba achhi no tension..jete rate hauchi hau🤷
Tahale tme dhani hoie jiba au😅😅
Hahaha😂...👌👌
Popu bhai ye Aatyachar 😂😂😂
Papu Bhai video ta vhla laGila