@@gyanyatra03there is no concept of God in Sanatan Dharma If you ask what is Bhgwan what is Paramatma, what is Takura,… then there are answers.. In one line I can say - Nirguna Nirakara, Saguna Sakara Janiba pai hele Gyana O bhakti ra abasyaka
@@gyanyatra03 I didn’t say it’s the conclusion. Even no one can conclude “Hari Anant Hari Katha Ananta….” In a RUclips comment how much I can say with an one liner I tried it I am a Software Engineer by profession and I found Sanatan Dharma is as logical as science. If you really want to know regarding this then please follow any authentic guru parampara then you can know.. And if you want to just argue then please ignore this thing.. khao peeo maje karo.. 😊😊 Haribol 🙏🏼
@@iamatheist.8924 kie andha bhakta ketubadinkara......... Ketubadinkara jadi ___ re pani achi other religion re munda puratu, semane tanka _____ re pureidebe.... Badmas KETUBADI.......... 😡😡😡😡😡
The Religion has true knowledge and it helps universal for the benefit of human race . Similarly, Science has been established on the truth of knowledge.
I salute sir... ବାସ୍ତବ କଥା କହୁଛନ୍ତି
ବିଜ୍ଞାନ ସତ କିନ୍ତୁ ଭଗବାନ ସତ ❤🎉
Can u tell me what is God
@@gyanyatra03there is no concept of God in Sanatan Dharma
If you ask what is Bhgwan what is Paramatma, what is Takura,…
then there are answers..
In one line I can say - Nirguna Nirakara, Saguna Sakara
Janiba pai hele Gyana O bhakti ra abasyaka
@@amitbehera8454 How did u know it's Nirgun Nirakara and Sagun Saakara . How did u reach on this conclusion. Explain it with logic.
@@gyanyatra03 I didn’t say it’s the conclusion. Even no one can conclude
“Hari Anant Hari Katha Ananta….”
In a RUclips comment how much I can say with an one liner I tried it
I am a Software Engineer by profession and I found Sanatan Dharma is as logical as science.
If you really want to know regarding this then please follow any authentic guru parampara then you can know..
And if you want to just argue then please ignore this thing..
khao peeo maje karo.. 😊😊
Haribol 🙏🏼
@@amitbehera8454 A true science graduate should have relays on facts and logic not on belief systems. Jai vigyan
ଜୟ ବିଜ୍ଞାନ
ସାର୍ ଆପଣଙ୍କୁ ଧନ୍ୟବାଦ, ଏମତୀ ଲୋକଙ୍କର ଆଖି ଖୋଲନ୍ତୁ
ଜୟ ବିଜ୍ଞାନ❤❤❤
Sex kariba ta normal katha to maa ku tike mate peliba ku dabu na mun tanka debi
Rath sir you are great
Great ? Eita maha badmash !
@@swayammishra4999Brahman ku badhuchi...bepar band haba boli😂😂😂
ଯାହା ପାଖରେ କହିବା ପାଇଁ ଯୁକ୍ତି ନଥାଏ ସେ ଖାଲି ରାଉ ରାଉ ହୁଏ.....
ରଥ ଅଜା ତମେ ଆଉ ବେଶିଦିନ ଲାଷ୍ଟିଙ୍ଗ ନୁହଁ ବାଳ ଖାଇ ଯିବ
ସାର୍ ଗୋଟେ କଥା କହିବି କି?ଆଗରୁ ଲୋକେ ୧୦୦ ରୁ ୧୨୦ ବର୍ଷ ବଞ୍ଚୁଥିଲେ କିନ୍ତୁ ଏବେ କାହିଁକି ୬୦ ରୁ ୬୫ ବର୍ଷ ରେ ମରି ଯାଉଛନ୍ତି।
@@Odiasmruti ଆପଣଙ୍କ ପାଖରେ ଆଜି କେତୋଟି ଗାଈ କିମ୍ବା ମହିଶ ଅଛି? ବୋଧହୁଏ କିଛି ନ ଥିବ।ପୂର୍ବ ଯୁଗରେ ଲୋକ ମାନେ ଯାହା କହୁଥିଲେ ସବୁ ଗୁଡ଼ିକ ପ୍ରାକୃତିକ ଥିଲା।କିନ୍ତୁ ଆପଣ ଆଜି ଯାହା ଖାଉଛନ୍ତି ସବୁ ଗୁଡ଼ିକ ରାସାୟନିକ ଯୁକ୍ତ।ସବୁଥିରେ ୟୁରିଆ,କୀଟ ନାଶକ ସହିତ ଭୋଜନ କରିବାକୁ ପଡୁଛି।ଖୀର,ଘିଅ ସବୁ ଭେଜାଲ ,ତାହାହେଲେ ମଣିଷ ର ଆୟୁଷ ବଢିବ ନା କମିବ ନିଜେ ଚିନ୍ତା କରି ପାରିବେ।
😂 ଆଗରୁ କେହି 120 ବର୍ଷ ପୂର୍ବରୁ ମରୁନଥିଲେ😂😂😂😂
@rudraprasadbehera3153 ଯଦି ଜଗତର ନାଥ ଜଗନ୍ନାଥ ଙ୍କୁ ଆରାଧନା କରୁଛନ୍ତି ,ବିଲକୁଲ ମୃତ୍ୟୁ ପାଖକୁ ନ ଆସିବା ଉଚିତ।
ଏଠାରେ ୧୨୦ ବର୍ଷ କିମ୍ବା ୬୦,୭୦ ବର୍ଷ ର ପ୍ରଶ୍ନ ଉଠୁଛି କାହିଁକି?
ଏହି ଚାନେଲ ପାଇଁ ଦୁଇଜଣ ଅଦ୍ଭୁତ ମଣିଷ କୁ ଦେଖିବକୁ ମିଳିଲା, ଜଣେ ମହା ମୂର୍ଖ ଆଉ ଜଣେ ଅତି ଶିକ୍ଷିତ ଯୋଗୁ ଏଭଳି ଅବସ୍ଥା 😂😂😂
Chup bey pela muhaan!
Mention Kara kiye kan
Sir is 100% correct 🙏
ସେ ପାଗଳ ଭୁତ ସଭାପତି ଏବଂ ରଥ Sir ଙ୍କୁ ଟିକେ ସାମ୍ନା ସାମ୍ନି କରନ୍ତୁ ନିଶ୍ଚୟ, ଆମେ ଭି ଜାଣିବାକୁ ଚାହୁଁଚୁ ସତ୍ୟତା କଣ...
Maja asiba
ମିଡ଼ିଆ ବାଲାଙ୍କର ଆଉ କିଛି କାମ ନାହିଁକି,ଖାଲି ହେତୁ ବାଦୀଙ୍କର ବାଇଟ୍ ନଉଛନ୍ତି ସନାତନ ଧର୍ମର ଆସ୍ଥା ଉପରେ।ଯଦି G ରେ ଦମ୍ ଅଛି ଇସଲାମ ଆସ୍ଥା ବିରୁଦ୍ଧରେ ବାଇଟ ଦେଖାଉନ।ଯଦି ଗୋଟିଏ ଵାଇଟ ଦେଇ ଦିଅନ୍ତି, ତା ପରଦିନ ଉଭୟ ମିଡ଼ିଆ ବାଲା ଓ bite ଦେଲାବାଲା ଗଣ୍ଡି ରୁ ମୁଣ୍ଡ ଅଲଗା ହୋଇଯାଇଥିବ।
କୋଉ ଜ୍ୟୋତିଷ କହିଲା ବିଜ୍ଞାନ ବାଲା ଖାଲି ଭାଣ୍ଡାମୀ? ସେଇ ଜ୍ୟୋତିଷ ନାଁ ଟା କହନ୍ତୁ ମିଡ଼ିଆ ଭାଇ।ଖାଲି ମିଡ଼ିଆବାଲା trp ବଢେଇବା ପାଇଁ ଏସବୁ ନାଟ କରୁଛନ୍ତି।
Nandighosh tv re heithila bhai search kariki dekha
😂😂😂😂
ରଥ ସାର୍ ଆପଣ right,ଆପଣ ସଚେତନର ଏକ ମୁଳଦୁଆ ପକେଇଛନ୍ତି ଆଗକୁ ନିଶ୍ଚୟ ସଫଳ ମିଳିବ, ଲୋକ ସଚେତନ ହେବେ ସତ୍ୟ କୁ ଲୋକ ଆପଣାର କରିବେ, ଅନ୍ଧବିଶ୍ଵାସକୁ ଦୁରେଇ ଦେବେ
Hlo sir andha visbas hele.... Holi dina tike hei adress ku asibe.... Nabarnagpur, jharigaon dhamanaguda panchayat..... Reeee
@@ramakantabanua5772kan dekheiba ki
Rath sir is a good person
Rath sir you are 100 parcent right
ପାଗଳ ଲୋକ ଖାଲି ବିଜ୍ଞାନ, ବିଜ୍ଞାନ ହେଉଛି ବିଜ୍ଞାନ ଦୁନିଆକୁ ଆସିବା ପୂର୍ବରୁ ଜଣେ କିଏ ସବୁ ବ୍ୟବସ୍ଥା କରିସାରିଥିଲା, ଯେମିତି pump set (heart and lungs ) filter (kidney), volunter atery ଲେନ୍ସ (retina ) ଏସବୁ କୁ କଣ ବିଜ୍ଞାନ ମଣିଷ ଦେହରେ fitting କରିଥିଲା,
👌👌👌
Na to bhagaban karithila...😂😂
ବହୁତ ସୁନ୍ଦର sir
ଜ୍ୟୋତିର୍ବିଜ୍ଞାନ ବହୁ ପଛରେ ବିଜ୍ଞାନ ତାପରେ ହେତୁ ବାଦି କୋଉ ବିଜ୍ଞାନରେ ଲେଖା କିନ୍ତୁ ସବୁ ପାଗଳ କେବଳ ଅହଙ୍କାର ରେ ବୁଡ଼ିଛନ୍ତି ହାର୍ଟ ଆଟକ କେବଳ ହେତୁ ବାଦୀଙ୍କ ବିଶୃଙ୍ଖଳା ପାଇଁ ଏ ଲୋକ ଭାବୁଚି ଆଇନଷ୍ଟାଇନ ଗାଲିଲିଓ ଠାରୁ ଆହୁରି ବଡ ସେମାନେ ଭଗବାନ ନକୁମନୁଥିଲେ
ଜ୍ୟୋତିଷ ପାଇବ ୦ ମାର୍କ ଓ ହେତୁ ବାଦି ବା ବିଜ୍ଞାନ ପାଇବ ୧୦୦ ମାର୍କ।
Bhai bigyan bhagwan baneichanti jagannath na chanhi thile COVID Jai na thantnta Bhai e sala katha kahuchu 4 stage cancer ku bhala Kari pariba bigyan ?
@@Chhotu-t8gCancer ହେଲେ ଜଗନ୍ନାଥ ନାମ ଜପିବ ଦେଖିବ ଭଲ ହୋଇଯିବ। 😂😂
@@imshree99 no doubt bhala hei jiba doctor bhala Kari paribani kintu jap bhi sei bhalia heba uchit bigyan bhagwan hini baneichanti
Bhala upadesa daucha @@imshree99
ବାଳ ନା
ରଥ ସାର୍ 👍❤🙏
ବିଜ୍ଞାନ କୋଉଠୁ ଆସିଛି ତୋ ଘରୁ ରେ ହେତୁ ବାଦି
Very good sir
ମନ୍ତ୍ର ସତ୍ୟ ପୂଜା ସତ୍ୟ . ସତ୍ୟ ଦେବ ନିରଞ୍ଜନ. ଗୁରୁ ବାକ୍ୟ ସଦା ସତ୍ୟମ ସତ୍ୟ ଦେବ ନିରଞ୍ଜନ..
ସାର୍ ଆପଣଙ୍କ ତଥ୍ୟ ସମ୍ପୂର୍ଣ୍ଣ ଠିକ୍।
Sir I. respect you for your scientific opinion 👌 💯 we are with you ❤️ ♥️.
Sir you are right
Rath sir ଏଠି ଆପଣକଂ କଥା କେହି ଶୁଣିବେ ନାହିଁ। କିନ୍ତୁ ଆପଣକଂ ପ୍ରୟାସ କୁ ସମ୍ମାନ
Rath sir 100·/ right.
Really good👍
Jisu upare kahiba sunniba budha
-@@bharatbehera8671
Mu bi sahamata thili kintu earthquake kemiti odisha re hela pura biswas hauni panji November re lekhaheithila
Right sir 👍 athi sundara katha kahila
ରଥ ଜେଜେ ଆପଣଙ୍କ ବାଳ ସହିତ, ଆପଣଙ୍କ ବୁଦ୍ଧି ବି ସୁନୁପାମ୍ପୁଡ଼ି ହେଇଗଲାଣି, ଦୟାକରି ଆପଣଙ୍କର ସପ୍ଟୟାର ଅପଡେଟ୍ କରନ୍ତୁ ରହୁଛି good bye tata
Au habani E bayasha re 😅
😂😂😂
Tora gyana kete ....murkha andhabhakta
God bless U sir
Wahhh sir wahh 👏👏👏🙏🙏😅😅
Sir, I Like this.
ଆମେ ବିଜ୍ଞାନକୁ ମନୁଛୁ , କିନ୍ତୁ ଆପଣ ଧର୍ମ ଭାବନା କୁ ସମ୍ମାନ ଦେଉ ନାହାନ୍ତି ,ଦୁର୍ଭାଗ୍ୟ
Kebala Sanatan Dharma ku kahibe au kou Dharma ku kahibara Sahas nahi e Hetubadi
@@SabyasachiSatapathy-p9tଆରେ ଭୂତ ତୋ ଗାଣ୍ଡିରେ ଦମ୍ ନାହିଁ ଏକା ଏକା ସାମ୍ନା କରିବାକୁ ତେଣୁ ସନାତନ, ହିନ୍ଦୁ ଏପରି ଶବ୍ଦ ବ୍ୟବହାର କରି ସମର୍ଥକ ସୃଷ୍ଟି କରୁଛୁ ଏହା ତୋ ଜାତି ବୁନିଆଦି ର ଲକ୍ଷଣ । ଏଠି ପ୍ରୋଫେସର ରଥ ସାର୍ ହେଁ ବଡ ପାଟିରେ ମସଜିଦ ଚର୍ଚ୍ଚ ତଥା ସମସ୍ତ ତମ ଭଳି ଭାଣ୍ଡାମି କୁ ଚ୍ୟାଲେଞ୍ କଲେ ତୋ କାନରେ ବାଣ୍ଡ ପଶିଛି ।
ଯେଉଁ ଦିନ science ମୃତ୍ୟୁ କୁ ଜିତିଯିବ ସେହିଦିନ ମଣିଷ science upare ସମ୍ପୂର୍ଣ୍ଣ ବିଶ୍ୱାସ କରିବେ।
Gret Bhai ka kahila
Science mrutuko jitiparibani bhakti atkeidaba na re
ରଥ sir ଆପଣ ନା ବିଜ୍ଞାନ କୁ ଠିକ୍ ସେ ପଢ଼ିଛନ୍ତ୍ତି ନା ଧର୍ମ ଶାସ୍ତ୍ର l ସବୁଠି ଅଧା ଅଧା knowledge ରଖି ଆପଣ ନିଜେ ଘାଣ୍ଟି ହଉଛନ୍ତି।
ଡାକ୍ତର ଅପରେସନ ପରେ କାହିଁକି କହୁଛି, ଭଗବାନଙ୍କୁ ଡାକ.... କଣ କହିବେ
Daktara bi andhabiswasi...
Right bhai
ଡାକ୍ତର ତାଙ୍କ କର୍ତ୍ତବ୍ୟ ସାରିଲା ପରେ ଶେଷରେ ଭଗବାନଙ୍କ ଉପରେ ଆଶା ରଖେ ।।
ଦେଖିଥିବେ ବହୁତ ବଡ଼ ଅପରେସନ ରୁ ବର୍ତ୍ତି ଯାଇଥିବା ବେଳେ, ଛୋଟିଆ କ୍ଷତ ରୁ ଜୀବନ ଚାଲିଯାଏ ।
ପାଗଳ ଙ୍କୁ ବି ଓଡ଼ଶା ଚେନେଲ ଵାଲା ପ୍ରଶୟ ଦେଲେନି
ବିଧର୍ମୀମାନେ ଯେତେ ଚେଷ୍ଟାକଲେ ମଧ୍ୟ ଧର୍ମ ନଷ୍ଟ ହେବ ନାହିଁ...
Dharma kan????? Sc st😂😂😂😂😂😂 Chhuinle semana nku chhuan😂😂😂😂
ରଥ ସାର୍ ! ନମସ୍କାର ।
ଏଟା ବି ବଧ ପାଗଳ ବତୀସୀ ନମ୍ବର
Absolutely right..Ratha sir.. true advice...
Sir sabu bela practical katha kuhanti thanku sir 🙏
Right sir 👍
Great sir
Science great👍👍👍👍
Absolutely right sir ❤❤❤❤❤❤❤❤❤
ମୁଁ ଆପଣଙ୍କ କଥା କୁ ସମ୍ମାନ କରେ କିନ୍ତୁ ପ୍ରକୃତି କି ହରେଇବା ପାଇଁ ବିଜ୍ଞାନ ସେ କଥା ରେ ମୁଁ ସହମତ ନୁହେଁ.. ପ୍ରକୃତି ହିଁ ବିଜ୍ଞାନ ର ଉଦ୍ଭାବକ.... ଏ ବିଷୟରେ ଟିକେ ଚିନ୍ତା କରିବେ
You are absolutely right sir
ଏଗୁରାକ ହେତୁବାଦୀ ନୁହେଁ, ଏ ସବୁ କେତୁବାଦୀ
କେତୁବାଦୀ, କେତୁବାଦୀ, କେତୁବାଦୀ......
Tu kan...OBC ...murkha backward
@@iamatheist.8924 Bhai tamara kain poduchi ki......????
Tame bi kn ketubadi.........
😀😀😀😀😀
@rabindrakumarmaharana3334 na hetubadi...poduni maja asuchi andhabhakta nka majak udeiki😂😂😂
@@iamatheist.8924 kie andha bhakta ketubadinkara.........
Ketubadinkara jadi ___ re pani achi other religion re munda puratu, semane tanka _____ re pureidebe....
Badmas KETUBADI..........
😡😡😡😡😡
ରାହୁ ବୁଢା ତତେ ରହିଲା ରାଣ, ତୋ ଚନ୍ଦା ମୁଣ୍ଡରେ ଫଟେଇବି ବାଣ....।।।।।
😂😂😂😂😂
ରଥ ସାର ଙ୍କ କଥା କୁ ଯେବେ ଭାରତ ବର୍ଷ ଗ୍ରହଣ କରିବ ସେତେବେଳେ ଭାରତ ବର୍ଷ ବହୁତ ଆଗକୁ ଯିବ
Ete aaga ku jiba je au kebe feri paribani😂😂😂
Right @@lijupradhan3037
ସାର ବିଜ୍ଞାନ କେଇଠୁଁ ସୃଷ୍ଟି ସାର
ପାଞ୍ଜି ଲେଖିଲା ବାଲା ଆଗାମୀ ବର୍ଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟ ଦେଉଛନ୍ତି ବିନା ଯନ୍ତ୍ରରେ,ରଥ ବାବୁ କହିପାରିବେ କି , ଆସନ୍ତା ବର୍ଷର ଗ୍ରହଣ ଓ ପରାଗ ଦିବସ ଓ ସମୟ?? ଦ୍ବିତୀୟତଃ ପାଞ୍ଜି ମଧ୍ୟ ଏକ ବିଜ୍ଞାନ। ଜ୍ୟୋତିର୍ବିଜ୍ଞାନର ଗାଣିତିକ ଗାଢ ତଥ୍ୟ ଓ ତତ୍ତ୍ୱ ରେ ଏହା ଲିଖିତ । ବିଜ୍ଞାନ ମାନେ କେବଳ ରାଡାର ଓ ସାଟେଲାଇଟ ନୁହେଁ।ଆଉ ଉଭୟଙ୍କୁ ଜଣାଇବି ହାର୍ଟ ଆଟେକ ଖାଲି ନୁହେଁ,ଯେ କୌଣସି ଶରୀର କଷ୍ଟରେ ମନୁଷ୍ୟ ପ୍ରଥମେ ମା, ଭଗବାନ ଙ୍କୁ ଡାକିଥାଏ। ଡାକ୍ତର ମଧ୍ୟ ଅପରେସନ ପୂର୍ବରୁ ନିଜ ନିଜ ଇଷ୍ଟଙ୍କୁ ସ୍ମରଣ କରନ୍ତି।ଏ ରିପୋର୍ଟର ଓ ରଥ କେବେ ଗାଁ ବୁଢା ବ୍ରାହ୍ମଣ ଆଗରେ ପଡିଲେ ତମ ଅବସ୍ଥା ରହିବନି। ଦୁହେଁ ଯାକ ନିର୍ଲଜିଆ ଗାଲୁଆମି କରୁଛନ୍ତି।
Right sir
@@debabrata_satpathy.10 ବିଜ୍ଞାନଟା କଣ ଖାଲି ହେତୁ ବାଦୀ ଓ ଜୟ ଭୀମ ବାଲାଙ୍କର, ହିନ୍ଦୁ ଧର୍ମୀରେ କଣ ବିଜ୍ଞାନ ଗଣିତ,architecture,ଚିକିତ୍ସା ନଥିଲା, ଯଦି ନ ଥିଲା ଏବେ ଏଡ଼େ ବଡ଼ ବଡ଼ ମଦିର, ମୂର୍ତ୍ତି କେମିତି ତିଆରି କରିଥିଲେ 5000ବର୍ଷ ତଳର ମଦିର ଆଜି ଯାଏ କେମିତି ନିଖୁଣ ଭାବରେ ଅଛି ହେଲେ ସିମେଣ୍ଟ, ରଡ଼ ଘର ଭୁଶୁଡି ଯାଉଛି
ୟେ ପର୍ଯ୍ୟନ୍ତ ଗୋଟେ କ୍ୟାଲେଣ୍ଡର ବାହାର କରି ପାରିଲନି ଖାଲି ଗପ କହିଲେ କଣ ହେବ କହିଲ ହିନ୍ଦୁ ର କେଉଁ କ୍ୟାଲେଣ୍ଡର କେତେ ପୁରୁଣା...?
ରଥବାବୁ ଜଣେ value less ବ୍ୟକ୍ତି, ତାଙ୍କର କିଛି quality ନାହିଁ, ସେ ଭଞ୍ଜଙ୍କ ଭଳି କବିତା ଲେଖିପାରିବେ ନା ବିଶୁମାହାରଣ ଭଳି କୋଣାର୍କ ନିର୍ମାଣ କରିପାରିବେ,ପ୍ରାଣକୃଷ ପରିଜା ଭଳି ବୈଜ୍ଞାନିକ ନା ଗୋପବନ୍ଧୁଙ୍କ ଭଳି ସମାଜ ସେବା ନା ମଧୁବାବୁଙ୍କ ଭଳି ଓଡିଶା ଗଠନରେ ଭାଗିଦାରୀ ଅଛନ୍ତି ଖାଲି ଗପ, ଗପ ଛଡା ଆଉ କିଛି ଅଛି କି, କଥାବାର୍ତ୍ତାରୁ ଯାହା ଜଣାଯାଏ ସେ ଜଣେ phycologists ନୁହଁ, ମୂର୍ଖ ଙ୍କ ଭଳି କଥା, କାହିଁକି ଏଭଳି ଲୋକଙ୍କୁ tv ରେ ଦେଖାଇ highlight କରୁଛ
@@skjofficial5076banda ta dr ambedkar is great scholar
❤️❤️❤️🙏🙏
ପ୍ରକୃତରେ ପାଣିପାଗ ବିଶେଷଜ୍ଞ ଙ୍କ ଆକଳନ କୁ ଆମେ ମାନୁ. ୟେ ବାଳ ଜ୍ୟୋତିର୍ବିଦ ଙ୍କୁ କିଏ ମାନେ 😂😂??
ନମସ୍ତେ ପ୍ରଫେସର ମହୋଦୟ |ଏ କୁସଂସ୍କାର ଗ୍ରସ୍ତ ଓ ସ୍ଵାର୍ଥପର ସମାଜ ବାସ୍ତବତାକୁ ଗ୍ରହଣ କରିବାପାଇଁ କୁଣ୍ଠିତ , ତଥାପି ଆପଣଙ୍କ ଉଦ୍ୟମ ପାଇଁ ଶତଧନ୍ୟବାଦ ।
Trust is God🙏
Sir ବିଜ୍ଞାନ ବି ଠିକ, ଈଶ୍ୱର ବି ଠିକ.
Hindu dharma re sabu andhabiswasa jauta rama,krushna,sita, jagannath,balaram 33 koti boluchhanti sabu kalpanika aemane bhagban nuhanti
ଏ ପାଗଳ ଟା, ୟା କୁ ଦେଖାନ୍ତୁ ନାହିଁ, ୟେ Cong ନ ହେଲେ communist ହେଇଥିବ,ଛାଡ ଏମାନଙ୍କୁ ଦେଖାଇ yt ଖରାପ କରୁଛ। ଜୟ ଜଗନ୍ନାଥ
ଏ ବିନା ବିକ୍ରମ ର ବେତାଳ 😂😢😅😊
😂😂😂😂😂
ସେ ନିଜେ କହିଲେ ଯେ ଦାନାକୁ ଆସିବାକୁ ଦେବେ ନାହିଁ। ଏହା ତାଙ୍କର ଚାଲେଞ୍ଜ ଆପଣ କ'ଣ ଚାଲେଞ୍ଜ ଦେବେ
ସାମ୍ବାଦିକ ଭାଇ ଙ୍କୁ ନମସ୍କାର।
Uncle cool cool..
ପାଞ୍ଜି ପୁରୁଣା ନା ବିଜ୍ଞାନ
Panji sampurna rupe
ଏ ପାଗଳ ବୁଢ଼ା ତୁମେ ଟିକେ ମୁସଲମାନ ଓ ଖ୍ରୀଷ୍ଟ୍ରୀୟାନ ବିଷୟରେ କୁହ
🥷🏻
Hindu darma re bechi andha biswas achi....seti pahi hindu ku target koruchi.....
@@jsgmg758musalman malapare 72 sundari mananku nei jannat re ayas karanti eita bahut sata katha .
kahila pa church sabu close thila covid 19 samayare full video dekhantu
apan tk bhl se sunantu se sabu bisyare kahuchanti
ମଣିଷ ଯଦି ମାଙ୍କଡ ମାନଙ୍କ ପର ବର୍ତି ବଂଶଧର ଏବେ କାହିଁକି ମାଙ୍କଡ଼ରୁ ମଣିଷ ଜନ୍ମ ହେଉ ନାହାନ୍ତି
ସବୁ ଯଦି ବିଜ୍ଞାନ କରିଛି ଆପଣ ସାର କେଉଁଠୁ ସୄଟି କୁହନ୍ତୁ
ହେତୁ ବାଦି ଙ୍କୁ ପଚାରନ୍ତୁ ଆମ ମହାପ୍ରଭୂ ଓଡିଶାର ମୂରବି ମହାପ୍ରଭୂ ଙ୍କୁ ଜାଣନ୍ତିକି ନାହିଁ ତାଙ୍କୂ ଆମେ କାହିଁକି ମାନୁ
Mahaprabhu batya hela Dina bhayare rati 9 ru soipadile.ki mahaprabhu ho😂😂😂
Sir apana Bohut sundar katha kahu chhanti sir ❤
U. R right Rath sir
ରଥ ସାର ଜିନ୍ଦାବାଦ 🙏🙏
ଏ ବୁଢ଼ା ତ ମନୋବିଜ୍ଞାନୀ, ବୈଜ୍ଞାନିକ ନୁହଁ l ତେଣୁ ବିଜ୍ଞାନ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ୟା ପାଖରେ ନାହିଁ l ଇଏ କଣ ବିଜ୍ଞାନ ବିଷୟରେ ବୁଝେଇବ l
Great scientist Einstein's said without religion science is lame, without science religion is blind.
ସାର ଠିକ କଥା କହିଲେ ଏଥର ସିମେଣ୍ଟ ଗାଈ ରଖାଯାଉ 😜ଖିର ଅଭାବ ରହିବନି 😜
ସାର ଯାହା କହିଲେ ଠିକ୍ କଥା କହିଲେ ଅନ୍ଧ ବିଶ୍ୱାସ କରିକୀ ଲୋକ ମାନଙ୍କୁ ଠକୁଛନ୍ତି
Thik kahichanti Pratap sir
ଏ ଲୋକ ଜନ୍ମ ଜାତକ ରେ ଗୁରୁଚ।ଣ୍ଡଳ ଯୋଗ ନିଶ୍ଚିତ ଥିବା ଭଳି ମନେ ହୁଏ
😂😂
ରଥ ବାବୁ ଆପଣ କେବେ ମରିବେ ମୁଁ 11ଦିନ ଯିବି ପୁରୀ ଦେବ ନ
ଏ ହେତୁ ବାଦି ଙ୍କ ର ବିନାଶ ଶମୟ ଆସିଲାଣି
Absolutely right
ହେତୁ ବାଦୀ ମାନେ ଏକ ବିଦେଶୀ ଷଡ଼ ଯନ୍ତ୍ର କାରୀ. ବିଭିନ୍ନ ଧତୁ ପଦାର୍ଥ ଉଦଭାବକ କିଏ. ଆଦୁନୀକ ନା ଇତିହାସ.
U r my idol
Sar,100%ok
ମିଡିଆ ଭାଇଙ୍କୁ ମୋର ଅନୁରୋଧ ଏ ଲୋକ କୁ ମିଡ଼ିଆ ସାମ୍ନା କୁ କାହିଁକି ଆଣୁଛନ୍ତି । ଏହାରି ପାଇଁ ବିଗତ ଦିନରେ ଝଡ଼ ସୃଷ୍ଟି ହୋଇଥିଲା ।
ଆରେ ହାଲୁଆ ମହାବାତ୍ୟା ଲେଖା ହେଇନି ବାତ୍ୟା ଲେଖା ହେଇଚି
ପାଗଳ
Sabash gurudev apana mahan
ମୁସଲମାନମାନେ ଚନ୍ଦ୍ରକୁ ମାନନ୍ତି,ଝାଡଫୁଂକ କରନ୍ତି। ଖ୍ରୀଷ୍ଟିଆନମାନେ ଶକ୍ତି ସଂଚାର କରି ,ମନ୍ତୁରା ପାଣି ଦେଇ ରୋଗ ଭଲ କରନ୍ତି।ଏ ଵାଵଦରେ ଥରେ କହନ୍ତୁ। ସାମ୍ବାଦିକ ଭାଇମାନେ ବି ଏ ସମ୍ପର୍କରେ ପ୍ରଶ୍ନ ପଚାରିଲେ ଭଲ ହେବ।ଆମେ ଅପେକ୍ଷା ରେ ରହିଲୁ।
ମଦ କିଏ ତିଆରି କରିଥିଲେ❤
ଶ୍ରୀମଦ୍ ଭଗବଦ୍ ଗୀତା ପଢ଼ ହେତୁ ହେବ,ଆଉ ସବୁ ବାଦ ଫାଦ ଗାତକୁ ଚାଲିଯିବ,
Chinese Japanese american europian Gita napadhi murkh heijaichanti nuhe😂😂😂
The Religion has true knowledge and it helps universal for the benefit of human race . Similarly, Science has been established on the truth of knowledge.
ପାଞ୍ଜିରେ ପ୍ରତିବର୍ଷ ବାତ୍ୟା ବନ୍ୟା ପାଳକ ଗଣନା କରାଯାଏ ନୁଆ ପାଞ୍ଜିରେ ପାଞ୍ଜିକୁ ନେଇ ଭାଣ୍ଡାମି କଣ ପାଇଁ ଚାଲିଛି
ଏ ଗାଲୁ କଥା କହୁଛୁ
Perfect ଏକଦଉମ........ ✌️✌️
Science is also right . We exist due to science. But There is some energy which work beyond science that is only GOD
ଆଛା ଭାଇ ମାଷ୍ଟର ର ମାଷ୍ଟର କିଏ। ତାର ମାଷ୍ଟର କିଏ।
ୟାକୁ ସାବାଡ କରିବାକୁ ମୁଁ ଏକା ଯଥେଷ୍ଟ
ଏଇଟାକୁ ମାଡ଼ ର ଆବଶ୍ୟକତା ଥିଲା ଭଳି ଲାଗୁଛି
Se thika Katha kahichhi
Tu b goittha khaibu re bedha chhua!
ତୁ କିଏ ରେ
ରଥ ବାବୁ ଙ୍କ ମତାମତକୁ ମୁଁ ସ୍ୱାଗତ କରୁଛି
ନିଜର ମନ୍ତବ୍ୟ ରଖିବା ପୁର୍ବରୁ ଭାବିଚିନ୍ତି କହିବା ଦରକାର । କାହାରି ଧାର୍ମିକ ଭାବନାକୁ ଆଘାତ ଦେଲା ଭଳି ଟିପ୍ପଣୀ ଦେବା ଆଦୈଓ ଗ୍ରହଣୀୟ ନୁହେଁ ଯାହାଫଳରେ ଆଇନଗତ ସମସ୍ୟା ଉପୁଜିବ । ତଳ ଦିନେ ହେତୁ ବାଦି ମାନଙ୍କ ଏମିତି କିଛି ମନ୍ତବ୍ୟ ପାଇଁ ବିଭିନ୍ନ ସ୍ଥାନରେ ମାଡ଼ ଖାଇବାକୁ ପଡ଼ିଥିଲା ଏଣୁ ଏମିତି ବିବୃତି ରୁ ଯେତେ ଦୁର ସମ୍ଭବ ଦୁରେଇ ରୁହନ୍ତୁ । ନଚେତ୍ ଆଗକୁ ଜନସାଧାରଣଙ୍କ ଅକ୍ରୋଶର ଶିକାର ହେବେ ।
Tk kahile sir
ଏଠି ସତକୁ କେହିବି ମାନିବେନି
ପଇସା ଯୋଉବାଟେ ସେପଟେ ସମସ୍ତେ ଯାଉଛନ୍ତି
Ratha Sir Thankyou
ରଥ ସ।ରେ ୧୦୦ ମାର୍କ