Strictly taken action against that person only for criticising ours great mythological character like Lakshaman ji..How dare you saying all that things..yours feelings keep on yours own mind
@@Inner.divinity pura duniya ko gyan kisne diya, plastic surgery, zero, ancient math, 9 planets, distance between sun and earth, pushpak viman, multiverse, energy nahi Marega,darthi gol,speed of light in rig Veda, How to create universe, tu phle naga sadu k pass jake puch lena ki aap log kitne pade lika hai aur foreigners bhi naga sadu ban rahe hai. Tu murk hai isiliye sanatan ka gyan nahi pata, sanatan ka mantras ek ek code hai password hai,mei tuje sabkuch nahi bataungha tu murk hi tik hai, do Tara ki log hote hai aastik aur nastik inmese tu ek koi bat nahi, hamara dharm science, math, history, geography sab kuch hai aur ye sab dusra dharm mei nahi hai I love sanatan dharm very much ❤❤❤🙏🚩🇮🇳
@@rajkishor1546are murkha low iq creature, pushpak viman gote kavya re lekha heithiba fiction 😁😁 science o fiction bhitare difference kana jana age andh bhakt..Vedas, Upanishads padh kar kya ghanta ukkhad diya kisi ne science mein ?
Gote Dina na khaile mari jaucha nai kire pelei pua .. Ramayan Mahabharat Gita michha nai samasta nku patha padhauchu ........tame Sabu kaliyug ra gote gote sikhita gehi chua....
Dr.B.R Ambedkar, a highly educated intellectual and scholar left Hinduism and converted to Buddhism along with thousands of his followers ...he and his followers took 22 vows including not to worship Brahma, Vishnu and Shiva or any Hindu deity
@@AmitKumarAlphaX Are bhai tori valia kukura chinta dhara loka nku Raja kareithile boli bharat ku 700+400 barsha sasan vogi baku padithila Banda dhire dhire Bikash hauchi chodi hauchu kahiki
@@VICKY-xn7ib Norway, Finland, Sweden, Denmark, Iceland, Estonia, Latvia, Lithuania, Montenegro, China, Russia - esabu desha ra majority hele NAASTIKA. Baki European desha, US, Canada au Australia ra bi adha adhi jana sankhya hele NAASTIKA. Jeun desha re SHIKHYA au BIGYAANA ra maana jete unnata, se desha gudika ANDHA VISHWASA thu setiki durei rahanti.
Ei video ku jathasighra viral kari ei murkha ku danda dia jiba uchit... Sara odisha ra mauda mani mahapravu jagannath nku apaman karuc hhi .. Mourjyada purusa ramachandra Nku ninda karichhi laxman nku ediot kahichhi e murkha byakti
@@Inner.divinity to bou ku tu gehi daunu... science kahuchi jie jah ku gehile b kichi problem...tu gehi sare ame jaiki to bhauni ku gehibu tk ok...au to maikina ku b kaha nanagala heiki buliba...
Lord Jagannath (Ram , Krishna)is the supreme God.He is the lord of infinite universe (ଅନନ୍ତ ବ୍ରହ୍ମାଣ୍ଡ ର ସ୍ଵାମୀ) .No one can above him. He is the cause of all causes.
@@lijadas1852 Sister,You didn't understand my words. Jagannath is the lord of infinite universe. No one can above him. (ଜଗନ୍ନାଥ ହେଉଛନ୍ତି ଅନନ୍ତ ବ୍ରହ୍ମାଣ୍ଡ ର ସ୍ଵାମୀ । ତାଙ୍କ ଠାରୁ କେହି ବଡ ନୁହଁନ୍ତି।)
Se tanka parents bisayare kichhi kahi nahanti Super true kahuchhanti Tanku badha diantu nahi Se nijaku tthaku nahanti Sir heuchhanti actually reformer History ku biswas karantu Science ku biswas karantu Mythology ku nuhe
କ୍ଷମା ମାଗି ଗୋଟେ କଥା କହିବି.ଗୋଟେ କାମ କର ତମ ଝିଅ କୁ ତମ ପୁଅ ସହ ବାହା କରେଇ ଦିଅ କାରଣ ବୈଜ୍ଞାନିକ ମତ ଅନୁସାରେ ଗୋଟେ ପୁରୁଷ ଗୋଟେ ମହିଳା ମିଶିଲେ child heithae...ପରମ୍ପରା କଣ ସଂସ୍କୃତି କଣ l aapanka pain jhia bahu bhauni maa samaste kebala nari heithbe.. (କାରଣ ଯାହାସହ ଶୋଇଲେ ଵି ମଜା ଏକା ଆସିବ )
ଏହା ଆମ ସଂସ୍କୃତି ପରମ୍ପରା ଶିଖେଇ ଛି ଆଜ୍ଞା କଣ କରବା ଉଚିତ କଣ ଅନୁଚିତ
A sala ti shoisaribani
Bayash helani na
Abusuletly right
Aa Banda badi ku mada darakara. Sala budda halani bhudhi sudhi nahi
Eeita pura harami ta.
Satare bhai mane se budha ku ate raga laguchhi ama sahita samna karuni sala maghia budha ra bigyan chhadei debi...
ତୋ ଟୋପି ଉଡ଼ିଯିବରେ ପୁଅ । ଜଗନ୍ନାଥ ଙ୍କୁ ତୁ ଯୋଉ ଅପମାନ କରିଛୁ ଅତି ଶିଘ୍ର ଫଳ ଦେବେ। ଅପେକ୍ଷା କର।
dekhiba samayaku apekhya kariba
Dekhilani , sarathi baba ra kana hela.......se bi bhagwan nku emiti kahuthila....phala paila ki na....kuhantu
Kichi punya ra phala sethi pai ye pajanta banchichi nahele kebethu calijayantani😂
Tu jaldi marijibu bhagwan ku apaman karuchhu
Sure
ଶୁଣିଥିଲି ବୟସ ବୃଦ୍ଧି ହେଲେ ଜ୍ଞାନ ବୃଦ୍ଧି ହୁଏ, କିନ୍ତୁ ଏଇ ପାଗଳ କେମିତି ହେଲେ 🤔🤔🤔🤔
Tu pagal re
ଇରେ ମlଘୀଆ 🤦 ଆଉ କଣ କହିବି ଏ ଲୋକକୁ?? ଖାତମ... ଟାଟା.... Bye... Bye
ତମକୁ ଏ ଗୋଡେଇ ଘରେ ପଶି ଗାଣ୍ଡି ମାରି ଛୁଆ ଛାଡ଼ିବି ଆସିବ ଅପେକ୍ଷା କର
Tote kichi Jona nahi
ତୋତେ ସବୁ ଜଣା ବେ
ଶଳା ତୋର ବୋଧହୁଏ ପରିବାର ସଂପର୍କ ନାହିଁ। ତୁ ଯଦି ପରମ୍ପରା କୁ ମାନୁନାହୁଁ, ତୁ ତୋର ଝିଅ କୁ ତୋ ପୁଅ ସାଥୀରେ ବିବାହ କରିଦେ। ସରକାରୀ ପଦବୀ ରହି କିଛି ପଇସା ଚୋରି କରିଦେଇ ଭଗବାନ ହୋଇଗଲୁ ଭାବୁଛୁ।ବଳୀ , ବାଳି,ରାବଣ, ଜରାସନ୍ଧ, କଂସ, ଏମାନେ ସମସ୍ତେ ଭଗବାନ ଙ୍କୁ ଗାଳି ଦେଉଥିଲେ ମୁକ୍ତି ପାଇବା ପାଇଁ। ତୋର ମଧ୍ୟ ବହୁତ ଶିଘ୍ର ହେବ ।
ଆମ ସମାଜ ମୂର୍ଖ ଲୋକଙ୍କ ପାଇଁ ନୁହେଁ କିଛି ଶିକ୍ଷିତ ଲୋକଙ୍କ ମୂର୍ଖ ସ୍ଵଭାଵ ଯୋଗୁଁ ନଷ୍ଟ ହଉଛି।
Bala na
@@deepakgouda2216 au kn be sala bujhiparunu ki odia
@@Bhadrapila123 50/50 kaha be sala
ଏହା ଭଳି ମୂର୍ଖ ଯୋଗୁଁ ଆମ ସମାଜ ନଷ୍ଟ ହେଉଛି
ଯୋଉ ଧର୍ମ ଓ ସଂସ୍କୃତି ରେ ସାମାଜିକ ନ୍ୟାୟ, ବନ୍ଧୁତା , ସମାନତା ନାହିଁ , ଯୋଉ ଧର୍ମ ଅନ୍ଧ ବିଶ୍ୱାସ , ଜାତିବାଦ ଓ ପୁରୋହିତବାଦ ଉପରେ ଆଧାରିତ , ସେ ଧର୍ମ ର ବୋକଚା ବୁହା ଗଧ ହେବା ଅତ୍ୟନ୍ତ ଲଜ୍ଜ୍ୟାକର କଥା |
ଏ ଲୋକଟି ନିଶ୍ଚିତ ଏକ ଦେହଜୀବି ର ଛୁଆ ହୋଇଥିବ, ଯାହାରା ନିହାତି 200 -300 ବୋପା ଥିବେ🤣🤣🤣🤣
Budhi hino tume
Yes
Ya bapa ku dosa dei lava nahin kintu ae bhali loka mada bina sudhuribeni.
😂😂
😡ଇଏ ହେଉଛନ୍ତି ପ୍ରକୃତ ନାସ୍ତିକ ର ଜ୍ୱଳନ୍ତ ଉଦାହରଣ 😡😡😡
ଯୋଉ ଧର୍ମ ଓ ସଂସ୍କୃତି ରେ ସାମାଜିକ ନ୍ୟାୟ, ବନ୍ଧୁତା , ସମାନତା ନାହିଁ , ଯୋଉ ଧର୍ମ ଅନ୍ଧ ବିଶ୍ୱାସ , ଜାତିବାଦ ଓ ପୁରୋହିତବାଦ ଉପରେ ଆଧାରିତ , ସେ ଧର୍ମ ର ବୋକଚା ବୁହା ଗଧ ହେବା ଅତ୍ୟନ୍ତ ଲଜ୍ଜ୍ୟାକର କଥା |
Ye budha name Ramachandra kie dela???. Ye bhagwaan nkara apaman
@@Inner.divinitytu pakka jisu chutiya ki mankada allha ra dharma ra heithibu
@@Basudev-t1ire andh bhakt , to katha ru laguchi tu school kebe jainu, nastik mane bhi e dunia re achanti 😜🤣
@@Inner.divinity are madarsa chap BTech karuchhi
Ramayan maha ପୁରାଣ ଙ୍କୁ ଅପମାନ ଓ ନିଦା ପାଇଁ ଏଟା ପାଗଳ ତୁରନ୍ତ ଆରେଷ୍ଟ୍ କର
Right
Sahaje murkha achhu tate jana padibani ja andha Biswas re budi rah
Eita kn Hindu ki muslim para
Vai ta ayusa kala puri lani
ତମେ ପାଗୋଳ, ଅନ୍ଧ ବିଶ୍ବାସୀ,ଏବେ ହେଲେ ସତ୍ୟ ଜାଣ ଅନ୍ଧ ଭକ୍ତ
ଆ ର ନା ରେ ହାଇ କୋର୍ଟ ଓଡ଼ିଶା ରେ ପିଟିସନ ଦେବାକୁ ସମସ୍ତ ସନତାନି ଭାଇ ମାନଙ୍କୁ ଅନୁରୋଧ 🙏
Right
right
Aai maghiya pagala hei galani
case nuhe pitibaa uchit
Ki
ତ କହିବା ଅନୁସାରେ ତ ଝିଅ କୁ ତ ପୁଅ ସହିତ ବାହା କରିଲେ ବି ଚଲିବ 😭 ହେ ଜଗନ୍ନାଥ ପ୍ରଭୁ ଆକୁ ଭଲ ବୁଦ୍ଧି ଦିଅ 🙏⭕❗⭕
Pura correct katha kahila Bhai
I am agree with you
କଣ କହିଲ ମା ଭାଇ ପୁରା ଠିକ୍
Are labda tu kau duniya re achhu be.. Bhagaban tor ghare janam hoichhan kai...
Sekatha tume kahuchha, se kahu nahanti.
Report mara ei video ku bycot
Quran says be a Muslim, Bible Says be a Christian,baba ambedker said be a Buddha but Gita Says be a human being 🙏🙏🙏❤
Esabu gyana kauthu paila Bhai.Buddhism is the only scientific religion of this world.
@@thechallengeforlife4177 Buddhism itself is derived from hinduism . If you wanna debate , I can serve you facts
ଯାହା ଜଣାପଡୁଛି ତମ ଘରେ ବାପ ଝିଅ ମା ପୁଅ ଭିତରେ ସହବାସ ପାଇଁ ବାଛ ବିଚାର ନଥିବ କାହିଁକି ନା ତମେ ପରମ୍ପରାବାଦୀ ନୁହେଁ।
ଏ ଲୋକଟା ବହୁତ କଥା କହୁଛି । ମନେ ମନେ ବଡ଼ ଜ୍ଞାନୀ । ସାମ୍ବାଦିକ ଭାଇମାନେ ତାକୁ ପଚାରନ୍ତୁ ଭାରତୀୟ ସମ୍ବିଧାନର ଧାରା 25 ରୁ 28 ପଢିବ, Which is rights to Religion. ଆମେ ସମସ୍ତେ ଶିକ୍ଷିତ, କେହି ମୂର୍ଖ ନୁହଁ । କାହା ବିଶ୍ୱାସ ଉପରେ ଆଘାତ ଦେବାକୁ ଏଇ ଲୋକ କିଏ ? ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଅପମାନିତ କରୁଛି, ପୁଣି ଲକ୍ଷ୍ମଣ ବନବାସରେ ଭାଇ ଭାଉଜ ସହିତ ଯାଇଥିଲେ ବୋଲି ତାଙ୍କୁ ଚରିତ୍ରହୀନ ବୋଲି କହୁଛି । ଏଇ ଶଳା ଲୋକର ବାପା ଠିକ ନଥିବ । ଏଇଟା ଗୋଟାଏ ବଷ୍ଟାର୍ଡ ହେଇଥିବ । ତେଣୁ ସଂସ୍କାର ଜାଣିନି । ଏଗୁଡ଼ାକ ମୂଲ୍ୟହୀନ ଲୋକ । କାହିଁକି ଏଗୁଡାଙ୍କ ସାକ୍ଷାତକାର ଆଣୁଛନ୍ତି ? ଏଗୁଡା ସମାଜକୁ ବିଭ୍ରାନ୍ତ କରୁଛନ୍ତି ।
Right 💯💯💯
right
Right👍
Maghia ku mada darakar
Right 🙏
ମୋତେ ଲାଗୁଚି କଳିଯୁଗର ଶେଷ ସମୟ ଆସିଗଲାଣି ଜଗନ୍ନାଥ କେବଳ ତୁମେ ସାହା ଭରଷା 🙏🙏🙏🙏
ହେ ପ୍ରଭୁ ଏହି ମାଘିଆ କୁ ଭଲ ବୁଦ୍ଧି ଦିଅ
ତମେ ଭଗବତ ବିଶ୍ୱାସୀ ଏକା ସବୁ ବଞ୍ଚିବ tension ନିଅନ୍ତୁ ନାହିଁ ।। ବାକି ସବୁ ମରିବେ
@@tapanmalik5473 tu prashame maghia
Andh bhakt mane sabu bele ete insecure kahinki ?
@@Inner.divinityAbe jisu ra laude Tora kahi gandi fatuchhi
His dressing sense explaining everything .... not less than a joker 😂😂😂 RIP 🙏....
Aa maghiya ku khali odia gali
😂😂😂true
Ha ha ha🤣🤣🤣
Murkha loka nku media bhai Mane kahinki cover karuchanti...
He don't have any idea about science also...
ଯଦି ଜଣେ ଲୋକ ନିୟମ୍ ପରମ୍ପରା କୁ ମାନିବେନି
ହେଲେ ନିଜ ଭଉଣୀ କୁ ବିବାହ କଲେ ବି ଛୁଆ ହବ
କିଛି ପ୍ରୋବ୍ଲେମ ହେବ କି
ବିଜ୍ଞାନ ଅନୁସାରେ ବିବାହ ହବ କି ?
ବିଜ୍ଞାନ ଜ୍ଞାନ ରୁ ସୃଷ୍ଟି
ମାନବ ମାନେ ମାନିବା
ସବୁ ନୀତି ନିୟମ୍ କୁ ମାନି କି ଚଳିବା
Maghia ra maikina ku nangala kariki jaydevbihar chhaka re gehiba darkar
Best katha te kahila
Are agyani balak.. kie kaha ku bibah Kariba se karha bigyan sthir kare nahin
ହେତୁବାଦୀ ନାରାୟଣ ରେଡ୍ଡୀ ଜେଲ ଦଣ୍ଡ ଭୋଗିଲା ଏବେ ତୁ ଗୁଡିସେଠି ପିଲା ର ପାଳି
ଭାଇ ଓ ଭଉଣୀ ମାନେ ଜଦି ଭଗବାନ ଙ୍କୁ ଆପଣ ମାନେ ବିଶ୍ଵାସ କରନ୍ତି ତ ଜୟ ଶ୍ରୀ ରାମ ଲେଖି Comment କରନ୍ତୁ ,🙏🙏🙏
Jay Shree Ram Jay Jagannath 🙏🙏🙏
1000000.... ଜୟ ଶ୍ରୀରାମ 🚩🙏
ଜୟ ଶ୍ରୀରାମ
Jay sree ram
ଚପଲ ମାଡ ଦରକାର
ରାମଙ୍କ ଭାଇ ଲକ୍ଷ୍ମଣ ହେଉଛନ୍ତି ଯଦି ଇଦିଏଟ ତୁ ତାହେଲେ ହେଉଛୁ ଗୋଟେ ସୁପର ଇଦିଏଟ. ବୁଝିଲୁ ବ୍ୟକ୍ତିଗତ ଭାବରେ ତୁ ମୋ ସହିତ ଦେଖାହ ତାପରେ ମୁଁ ତୋତେ ବୁଝେଇବି
Eitaku bhadrami sikha binasha kale biparita buddhi
Sanatana dharamaku ninda karuchi
@@pujapattanayak192 madam mun sanatan ଧରମ କୁ ନିନ୍ଦା କରୁନି ବରଂ ସନାତନ ଧର୍ମ ବିରୁଦ୍ଧରେ ଯାଉଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ମୁଁ କହୁଛି. ଆପଣ ମୋତେ ଭୁଲ ବୁଝୁଛନ୍ତି.
Nai bhai tamaku nuhan ei hetubadinku kahili
Tame thik katha kahicha je yaku personal dekha heiki bhujhaiba katha
ଗଣ ମାଧ୍ୟମ ଏ ଭଳି ମନ୍ତବ୍ୟକୁ ଦେଖାଇବା ନୀନ୍ଦନୀୟ l news channel ସାମାଜ କୁ କଣ ଶିକ୍ଷା ଦବାକୁ ଚାହୁଁଚି?
ଏଇଟା ହିନ୍ଦୁ ନୁହଁ ସେଥିପାଇଁ laxmana ଙ୍କୁ idiot କହିଲା... Media wala ବି ଛକ୍କା ସେଥିପାଇଁ ତାକୁ ଆପଣ ଆପଣ କହିକି question ପଚାରୁଛନ୍ତି... ମୁ ହେଇଥିଲେ ତା ଅନ୍ତ ବୁଜୁଳା ବାହାର କରି ଦେଇ ଥାନ୍ତି
Tu chhaka Khali RUclips re dhamak dei paribu 😁😂 bhukila kukur kaumde nahin
@@Inner.divinity କାଇଁ ବେ maghia ତତେ ତ ଭାରି ଭଲ ଲାଗୁଚି ନା ହିନ୍ଦୁ ଦେବଦେବୀ ଙ୍କ ଉପରେ ଖରାପ comment ଶୁଣିବାକୁ.. ତୁ ଗୋଟେ ପରମ ମଘୀଆ ହେତୁବାଦୀ...
@@Inner.divinity କୁକୁର ତୋ ବୋଉ କୁ ଗେଂହିଲା ପରେ ତୋ ଭଳିଆ madarchod ନାଥୁଲାଲ ଚୋବେୟା ଜନ୍ମ ହେଇଚି ସେଥିପାଇଁ ତୁ କୁକୁର ଠୁ ଭି ବେଶୀ ଭୁକୁଛୁ...
@@swarupmohanty3655 bhuk kukur bhuk, to beka re chain pakei tote buleibi
@@swarupmohanty3655 ଯଦି ମୋ ପୋଷ୍ଟ ପଢି କୌଣସି ଅନ୍ଧ ଭକ୍ତ ଙ୍କ ସମ୍ବେଦନଶୀଳ ଅଙ୍ଗ ରେ ରେ ପୋଡା, ଜଳା ଅନୁଭୂତ ହୁଏ, ତାଙ୍କୁ burnol କିଣିବା କୁ ନମ୍ର ଅନୁରୋଧ |
୧) ଆମେ ପୁରାଣ ର କାଳ୍ପନିକ ଦେବୀ ସରସ୍ବତୀ ଙ୍କୁ କାହିଁକି ଶିକ୍ଷା ର ଦେବୀ ବୋଲି ମାନିବୁ ଓ ପୂଜା କରିବୁ ? ସେ କେତେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ଖୋଲିଛନ୍ତି ? ବରଂ ଦଳିତ କନ୍ୟା ଙ୍କ ଶିକ୍ଷା ନିମନ୍ତେ ଭାରତ ରେ ପ୍ରଥମ ସ୍କୁଲ ଖୋଲି ଥିବା ସାବିତ୍ରୀ ଦେବୀ ଫୁଲେ ଶିକ୍ଷା ର ପ୍ରକୃତ ଦେବୀ ଭାବେ ଆମ ସମ୍ମାନ ପାଇବା କୁ ଯୋଗ୍ୟ |
୨) ଆମର ଆଦର ଓ ସମ୍ମାନ ନିମନ୍ତେ କିଏ ଅଧିକ ଯୋଗ୍ୟ ?ପୁରାଣ ର କାଳ୍ପନିକ ଦେବୀ, ଦେବତା ଯେଉଁ ମାନେ କାହା ଉପରେ ଅନ୍ୟାୟ , ଅତ୍ୟାଚାର ହେଲେ କେବେ କିଛି କରନ୍ତି ନାହିଁ ନା ସାମାଜିକ ନ୍ୟାୟ , ସମାନତା ଓ ଦଳିତ ବର୍ଗ ର ଲୋକ ଙ୍କ ଅଧିକାର ନିମନ୍ତେ ଲଢ଼ି ଥିବା ଡ଼କ୍ଟର ବି ଆର ଆମ୍ବେଦକର ?
ଯେଉଁ ବ୍ୟକ୍ତି ନିଜ ପିତୃପୁରୁଷଙ୍କୁ ସମ୍ମାନ ଦେବା ଜଣା ନାହିଁ ତାଙ୍କ କଥା କେତେ ଗ୍ରହଣୀୟ ହେଇପାରେ।
ବିଲକୁଲ ଗ୍ରହଣୀୟ ନୁହେଁ ଜାରଜ ଛୁଆ ଇ ୟ
ଯଦି ମୋ ପୋଷ୍ଟ ପଢି କୌଣସି ଅନ୍ଧ ଭକ୍ତ ଙ୍କ ସମ୍ବେଦନଶୀଳ ଅଙ୍ଗ ରେ ରେ ପୋଡା, ଜଳା ଅନୁଭୂତ ହୁଏ, ତାଙ୍କୁ burnol କିଣିବା କୁ ନମ୍ର ଅନୁରୋଧ |
୧) ଆମେ ପୁରାଣ ର କାଳ୍ପନିକ ଦେବୀ ସରସ୍ବତୀ ଙ୍କୁ କାହିଁକି ଶିକ୍ଷା ର ଦେବୀ ବୋଲି ମାନିବୁ ଓ ପୂଜା କରିବୁ ? ସେ କେତେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ଖୋଲିଛନ୍ତି ? ବରଂ ଦଳିତ କନ୍ୟା ଙ୍କ ଶିକ୍ଷା ନିମନ୍ତେ ଭାରତ ରେ ପ୍ରଥମ ସ୍କୁଲ ଖୋଲି ଥିବା ସାବିତ୍ରୀ ଦେବୀ ଫୁଲେ ଶିକ୍ଷା ର ପ୍ରକୃତ ଦେବୀ ଭାବେ ଆମ ସମ୍ମାନ ପାଇବା କୁ ଯୋଗ୍ୟ |
୨) ଆମର ଆଦର ଓ ସମ୍ମାନ ନିମନ୍ତେ କିଏ ଅଧିକ ଯୋଗ୍ୟ ?ପୁରାଣ ର କାଳ୍ପନିକ ଦେବୀ, ଦେବତା ଯେଉଁ ମାନେ କାହା ଉପରେ ଅନ୍ୟାୟ , ଅତ୍ୟାଚାର ହେଲେ କେବେ କିଛି କରନ୍ତି ନାହିଁ ନା ସାମାଜିକ ନ୍ୟାୟ , ସମାନତା ଓ ଦଳିତ ବର୍ଗ ର ଲୋକ ଙ୍କ ଅଧିକାର ନିମନ୍ତେ ଲଢ଼ି ଥିବା ଡ଼କ୍ଟର ବି ଆର ଆମ୍ବେଦକର ?
ମାଳିକା କହିଛି ଘୋର କଳି ଆସିଲେ ଲୋକଙ୍କ ବୁଦ୍ଧି ଭ୍ରଷ୍ଟ ହେବ
Pura Satya khata
Absolutely 👍 💯
Yes
Malika jia lekhithile Se bhala bhabe Jani thila Loka esabu bisayare dine prasna utheibe,sethipy SE Bada chaturata Saha emiti lekhichhanti
Right bro
Strictly taken action against that person only for criticising ours great mythological character like Lakshaman ji..How dare you saying all that things..yours feelings keep on yours own mind
ମିଡିଆ ଭାଇ ମାନଙ୍କୁ ଅନୁରୋଧ ଏ ଭଳି ମାନସିକ ବିକାର ଗ୍ରସ୍ତ ପାଗଳ ର କଥା କୁ ଦୂରେଇ ରୁହନ୍ତୁ🙏🏻
ଯୋଉ ଧର୍ମ ଓ ସଂସ୍କୃତି ରେ ସାମାଜିକ ନ୍ୟାୟ, ବନ୍ଧୁତା , ସମାନତା ନାହିଁ , ଯୋଉ ଧର୍ମ ଅନ୍ଧ ବିଶ୍ୱାସ , ଜାତିବାଦ ଓ ପୁରୋହିତବାଦ ଉପରେ ଆଧାରିତ , ସେ ଧର୍ମ ର ବୋକଚା ବୁହା ଗଧ ହେବା ଅତ୍ୟନ୍ତ ଲଜ୍ଜ୍ୟାକର କଥା |
ହେ ମହାପ୍ରଭୁ , କୋଟିକୋଟି ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କର ଭାବାବେଗକୁ ଏ ପାଷାଣ୍ତ ଆଘାତ କରୁଛି ! ତୁମେ ଜଦି ସତରେ ଭାବରଠାକୁର ତା'ହେଲେ ଏଇ ଅଳ୍ପଦିନ ଭିତରେ ୟା'ର ଏମିତି ଅବସ୍ଥାକର ପ୍ରଭୁ , ଯେମିତି କେହି ୟା'ଭଳି ଆଉ କହିବେନି !
ଚକା ଆଖି ସବୁ ଦେଖୁଛି
ଜୟ ଜଗନ୍ନାଥ 🙏
Good Bhai aeta mariba
Yes
ତୁର ଅବସ୍ଥା ଖରାପ ହେବାରେ ବାବୁ,ହେଲେ ବୁଢା ର କିଛି ହେବା ର ନାହିଁ,ସତ୍ କଥା ପୁରା ରେଡ ଚିଲି 🌶️ ହା ହା ହା
Bhagaban bhi andhaviswas nku virodh karanti.
ବିନାଶ କାଳେ ବିପରୀତ ବୁଦ୍ଧି
Right
True
Right 👍
ଏମିତି ଲୋକ ଙ୍କୁ ଗିରଫ କରା ଯାଉ ଏମାନେ ଧାର୍ମିକ ଉତ୍ତେଜନା ସୃଷ୍ଟି କରୁଛନ୍ତି
Bilkul bhai
ଲକ୍ଷ୍ମଣ ଇଡିଅଟ ତୁ ଭଲ, ହେ ବେଧ ପିଲା.... ତୁ ନାସ୍ତିକ, ଠିକ୍ ଅଛି... ମୋ ଧାର୍ମିକ ଭବନ କୁ ଆଘାତ କରିବାକୁ ତୋର ସାହସ କେମିତି ହେଲା ରେ ପେଲେଇ ପୁଅ
Bichara andh bhakt mane kete kashta pauchanti 😂😁
ଯୋଉ ମାନେ ଏଠି କମେନ୍ଟ ସେକ୍ସନ ରେ ଧର୍ମ ଧର୍ମ ବୋଲି ବୋବାଳି ଛାଡ଼ୁଛନ୍ତି , ସେମାନଙ୍କୁ ପ୍ରଶ୍ନ - ତୁମ ପରିବାର ର ପିଲା ମାନେ ଭବିଷତ୍ୟ ରେ କଣ ହେବ ବୋଲି ଚାହୁଁଚ ? ଇଞ୍ଜିନିୟର , ଡ଼କ୍ଟର, ସାଇଣ୍ଟିଷ୍ଟ ନl ଲଙ୍ଗଳା ନାଗା ସାଧୁ, ଅଘୋରୀ ବାବା, ପଣ୍ଡା, ପୂଜାରୀ, ମଠ ମହନ୍ତ କିମ୍ବା ରାସ୍ତା କଡ ରେ ବସି ହାତ ଦେଖୁ ଥିବା ଜ୍ୟୋତିଷ ?ତୁମ ଦେହ ଖରାପ ହେଲେ ଡାକ୍ତର ଙ୍କ ପାଖ କୁ ଯାଉଛ ନା ମନ୍ଦିର, ମଠ କୁ ? ଔଷଧ ଖାଉଛ ନl ଚନ୍ଦନ, ସିନ୍ଦୁର ବୋଳି ହେଇ ଭଜନ, କୀର୍ତନ କରୁଛ ?
@@Inner.divinity pura duniya ko gyan kisne diya, plastic surgery, zero, ancient math, 9 planets, distance between sun and earth, pushpak viman, multiverse, energy nahi Marega,darthi gol,speed of light in rig Veda, How to create universe, tu phle naga sadu k pass jake puch lena ki aap log kitne pade lika hai aur foreigners bhi naga sadu ban rahe hai. Tu murk hai isiliye sanatan ka gyan nahi pata, sanatan ka mantras ek ek code hai password hai,mei tuje sabkuch nahi bataungha tu murk hi tik hai, do Tara ki log hote hai aastik aur nastik inmese tu ek koi bat nahi, hamara dharm science, math, history, geography sab kuch hai aur ye sab dusra dharm mei nahi hai I love sanatan dharm very much ❤❤❤🙏🚩🇮🇳
@@rajkishor1546are murkha low iq creature, pushpak viman gote kavya re lekha heithiba fiction 😁😁 science o fiction bhitare difference kana jana age andh bhakt..Vedas, Upanishads padh kar kya ghanta ukkhad diya kisi ne science mein ?
@@rajkishor1546 ଭାରତ ରେ ଧର୍ମ ଓ ସଂସ୍କୃତି ଯୋଗୁଁ କୌଣସି ବିପ୍ଳବ ହେଇ ପାରିଲା ନାହିଁ , ଇଉରୋପ ରେ ଫ୍ରେଞ୍ଚ ବିପ୍ଳବ ପରେ ସମାନତା , ନ୍ୟାୟ , ସ୍ୱାଧୀନତା ଓ ବନ୍ଧୁତା ଉପରେ ଆଧାରିତ ସମାଜ ର ଭିତ୍ତିଭୁମି ପଡିଥିଲା , ନବ ଜାଗରଣ ପରେ ଶିଳ୍ପ ବିପ୍ଳବ ହେଲା | କିନ୍ତୁ ଭାରତ ରେ ଧୂର୍ତ୍ତ ବ୍ରାହ୍ମଣ , ପଣ୍ଡା, ପୂଜାରୀ ବର୍ଗ ର ଲୋକ ମାନେ କାଳ୍ପନିକ ପୌରାଣିକ ଦେବୀ,ଦେବତା ଙ୍କ ଭକ୍ତି, କର୍ମ, କାଣ୍ଡ, ଓ ଅନ୍ଧ ବିଶ୍ୱାସ ରେ ଲୋକ ଙ୍କୁ ଏମିତି ଭୁଆଁ ବୁଲେଇ ରଖିଛନ୍ତି ଯେ ଏଠି କୌଣସି ବଡ ଧାରଣ ର ସାମାଜିକ କ୍ରାନ୍ତି ଓ ଶିଳ୍ପ ବିପ୍ଳବ ହେଇ ପାରିଲା ନାହିଁ |
ଇଏ ମାଗିହା ବାପଛୁଆ ନୁହେଁ ଏହାର ବାପା ଅଲଗା କିଏ ଜଗନ୍ନାଥଙ୍କୁ ନିନ୍ଦା କରୁଛି ଅଳ୍ପଦିନରେ ଗାଣ୍ଡିମାରେଇବ..... ଜୟ ଜଗନ୍ନାଥ 🙏
Hm..
Bro
Please forgive him
କିଏ ମାରେଇବ ତୁ ନା ତୋ ଜଗନ୍ନାଥ
@@COCministry tu au tora jishu maghia mareiba
Iska time aagaya bahi only 30% loka banchibe
Really a progressive thinking.
ମାଲିକ ବଚନ ନହୋଇବ ଆନ। ଜାହା ଲେଖିଥୀଲେ ବହୁ ବରଷ ତଳେ ତାହା ଘଟୁଛି ଏହି କାଳରେ, କଳିଜୁଗ ମଣିଷ ଟିକିଏ ତ ସଜାଗ ହୁଅ।
Gote Dina na khaile mari jaucha nai kire pelei pua .. Ramayan Mahabharat Gita michha nai samasta nku patha padhauchu ........tame Sabu kaliyug ra gote gote sikhita gehi chua....
@@dukhishyambisoi169 Mahabharat re pandab panch bhai gote stree ku baha hei thile, tume bhi nija family ra jhia nku 5 ta bara saha baha dia 🙏😂
ମୂର୍ଖ ଲୋକ ଏଇଟା ପ୍ରଭୁ ଜଗନ୍ନାଥ ନିଛିତ ଦଣ୍ଡ ଦେବେ ୟାଙ୍କୁ.. ଜୟ ଜଗନ୍ନାଥ 🙏🙏🙏🙏
Dr.B.R Ambedkar, a highly educated intellectual and scholar left Hinduism and converted to Buddhism along with thousands of his followers ...he and his followers took 22 vows including not to worship Brahma, Vishnu and Shiva or any Hindu deity
ଯୋଉ ମାନେ ଏଠି କମେନ୍ଟ ସେକ୍ସନ ରେ ଧର୍ମ ଧର୍ମ ବୋଲି ବୋବାଳି ଛାଡ଼ୁଛନ୍ତି , ସେମାନଙ୍କୁ ପ୍ରଶ୍ନ - ତୁମ ପରିବାର ର ପିଲା ମାନେ ଭବିଷତ୍ୟ ରେ କଣ ହେବ ବୋଲି ଚାହୁଁଚ ? ଇଞ୍ଜିନିୟର , ଡ଼କ୍ଟର, ସାଇଣ୍ଟିଷ୍ଟ ନl ଲଙ୍ଗଳା ନାଗା ସାଧୁ, ଅଘୋରୀ ବାବା, ପଣ୍ଡା, ପୂଜାରୀ, ମଠ ମହନ୍ତ କିମ୍ବା ରାସ୍ତା କଡ ରେ ବସି ହାତ ଦେଖୁ ଥିବା ଜ୍ୟୋତିଷ ?ତୁମ ଦେହ ଖରାପ ହେଲେ ଡାକ୍ତର ଙ୍କ ପାଖ କୁ ଯାଉଛ ନା ମନ୍ଦିର, ମଠ କୁ ? ଔଷଧ ଖାଉଛ ନl ଚନ୍ଦନ, ସିନ୍ଦୁର ବୋଳି ହେଇ ଭଜନ, କୀର୍ତନ କରୁଛ ?
ଭାଇ ଆମେ କେମିତି ଜାଣିବା ସିଏ ଦଣ୍ଡ ପାଇବେ ବୋଲି? ??
ମୁଁ ଯଦି ସାମ୍ବାଦିକ ହେଇଥାନ୍ତି...
ସତ କଥା କହୁଛି ମୋ କ୍ୟାମେରା ମାନ ଙ୍କୁ କହିଥାନ୍ତି ବାବୁ ରେ ବୁମ୍ ଟା ଧରେ..
ତା ପରେ ଶାଲା ବୁଢ଼ା କୁ ଗୋଟେ ଶକ୍ତ ଚାପୁଡା ପାରିଥାନ୍ତି😡😠
Right 👍👍👍👍👍
A mg cameraman b sala smt......tanka bhauni ku jadi kie gehinbe ea khali interview nebe au maja dekhibe
ଏହି ମହାଶୟଙ୍କ ଅନୁସାରେ ବିଜ୍ଞାନରେ ପାପ ପୁଣ୍ୟ କିଛି ନାହି। ଦେବାଦେବୀ ସବୁ ମିଛ। ତେଣୁ ତାଙ୍କ ଘରେ କଣ ଚାଲିଛି କିଏ କହିବ। ବାପା - ଝିଅ, ମା - ପୁଅ, ଭାଇ - ଭଉଣୀ କେହି ବି କାହା ସହ ସମ୍ପର୍କ ରଖିଥିବେ। କାରଣ ବିଜ୍ଞାନ ରେ ପାପ ନାହିଁ ଆଉ ଯଦି ଦୁଇଜଣଙ୍କ ଭିତରେ ବୁଝାମଣା ହେଇଗଲା, ତାହେଲେ ସବୁ ଠିକ୍।
ତୁ ଆଉ କିଛି ଦିନ ଦେଖ୍ ଯଦି ତୁ ଶ୍ରୀ ଜଗନ୍ନାଥ ମହା ପ୍ରଭୁ ଙ୍କ ପାଖରେ ନ ଯିବୁ ହେଲେ ତୋ ଛୁଆ ପିଲା ତୋ ପାଇଁ ହି ଦୁଃଖ ପାଇ ବେ ସେତେ ବେଳେ କହିବୁ ବାପା ର ଋଣ କାହିଁ କି ସୁଝିବାକୁ ପଡି ଥାଏ
ଏଇ ଲୋକର ଘରେ ସବୁ ବେଳେ ଦୁଃଖ ଲାଗି ରହି ଥାଉ ବୋଲ ଆନନ୍ଦେ ଏକ ବାର ହରି ହରି ବୋଲ ମୋ ଜଗନ୍ନାଥ ପ୍ରେମୀ ଭାଇ ମାନେ ସମସ୍ତେ ହରି ବୋଲ ଦିଅନ୍ତୁ।
Binasa kala asigala Yara...jay jagganath 🙏🙏🙏
Haribol
ହରିବୋଲ
ବୋଲ ଆନନ୍ଦେକବାର ହରିବୋଲ
ଏହିଭଳି ନାସ୍ତିକ ବ୍ୟକ୍ତି ମାନଙ୍କ ପାଇଁ ହିଁ ଆଜି ମାନବ ସମାଜ ସର୍ବସ୍ବାନ୍ତ ହେବାକୁ ବସଲାଣି।
ବାପ ଧନ ! ସବୁ କର ପଛକେ ଆମ କାଳିଆ ସାଆନ୍ତଙ୍କୁ ନିନ୍ଦା କଲେ ଭୟାବହ ପରିଣତି ଭୋଗିବୁ ନିଶ୍ଚୟ। ପ୍ରତିଦିନ ମିଛଟାରେ ତେବେ ଶ୍ରୀକ୍ଷେତ୍ରକୁ ଯେଉଁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି, ସେମାନଙ୍କୁ କ'ଣ ପାଗଳl ବିଲୁଆ କାମୁଡ଼ିଛି କି ?
ହରି ନାମେ କି ରସ ଅଛି...
ପାନ କଲା ଲୋକ ସିନା ଜାଣିଛି।
ଯାହାର ଯେମନ୍ତ ସ୍ଵଭାବ
ଗୁରୁ କହିଲେ କିସ ହେବ।।
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
🙏🙏🙏🙏🙏🙏🙏
Kain nai ta! Sabuthu adhika NASTIKA JOU DESHA RE ACHHANTI, SE DESHA GUDIKA TA SABUTHU ADHIKA BIKASHITA!! 🔥🔥🔥🔥
@@AmitKumarAlphaX Are bhai tori valia kukura chinta dhara loka nku Raja kareithile boli bharat ku 700+400 barsha sasan vogi baku padithila
Banda dhire dhire Bikash hauchi chodi hauchu kahiki
@@AmitKumarAlphaX kou desa? Jani pare?
@@VICKY-xn7ib Norway, Finland, Sweden, Denmark, Iceland, Estonia, Latvia, Lithuania, Montenegro, China, Russia - esabu desha ra majority hele NAASTIKA. Baki European desha, US, Canada au Australia ra bi adha adhi jana sankhya hele NAASTIKA. Jeun desha re SHIKHYA au BIGYAANA ra maana jete unnata, se desha gudika ANDHA VISHWASA thu setiki durei rahanti.
@@AmitKumarAlphaX Norway finland Iceland ra flag re kou chinha similar achi 😂 jai dekha janijiba kou dharma ku semane follow karanti 😂😂😂
ଆରେ ସତରେ କଳିଯୁଗ ର ଶେଷ ସମୟ ଆସିଗଲା 🙏
Banda kotha na...Guni Garedi Jodi Andha Biswas tebe Pooja Kariba b gotiye andha biswas banda
😂 right katha bro
ହଁ ପରା ଭାଇ।। ଜଉ କଥା କହିଲେ ଏ ପଣ୍ତିତ ସାରେ ଜଣକ !! COVID time ରେ ଯେତେବେଳେ ଜଗନ୍ନାଥ fail heigale ଆଉ ନବୀନ ସରକାର ମନ୍ଦିର ରେ ତାଲା ମାରିଦେଲେ ଏ କଥା ସୁଣିଲ ତ ଭାଇ ତମେ ??? ଅନ୍ୟ ଲୋକ ଯେତେବେଳେ ମରିଗଲେ ନବୀନ ସରକାର କିଛି ତାଙ୍କର chodi ପାରିଲା କି ଭାଇ ?? ସେତେବେଳେ ନବୀନ ସରକାର କୁଆଡେ ଗାଣ୍ଡି marauthila ଜଉ ମାନେ COVID re ମରିଗଲେ !! ପୁନର୍ବାର ଜୀବନ ଦେଇପରିଲା କି ନବୀନ ।।
ବାପା ମରିଗଲେ ବି ସେଦିନ ଭୋଜି କରି ଖାଇବା , ଜନସଂଖ୍ୟା କମିଯିବ ନା ,ବିଜ୍ଞାନ ଖୁସି ହେଵ
@@modernentertainmentchannel7322 tu ta nahele gote Banda janichu
To bapa male tu chicken Kari khaibu
ଏ ଟୋପି ପିନ୍ଧା ବୁଢ଼ା ମଘୀୟା କୁ ପିଟ ତାପରେ ଦେଖିବା, ମଘୀୟା ଶଳା ନିଜକୁ ଅଇନିଷ୍ଟାଇନ ଦେଖାଉଛି
ବଦମାସ ରାମାୟଣ ର ରଚୟକ ଇଏ?
ପ୍ରଭୂ ଲକ୍ଷ୍ମଣ ଙ୍କ ଉପରେ ଦେଇଥିବା ଟିପ୍ପଣୀ ଅସଂଖ୍ୟ ପାପ କରିଛୁ ରେ
ସତ୍ୟ ଭାଇ
Ei video ku jathasighra viral kari ei murkha ku danda dia jiba uchit...
Sara odisha ra mauda mani mahapravu jagannath nku apaman karuc hhi ..
Mourjyada purusa ramachandra
Nku ninda karichhi laxman nku ediot kahichhi e murkha byakti
ଯଦି ମୋ ପୋଷ୍ଟ ପଢି କୌଣସି ଅନ୍ଧ ଭକ୍ତ ଙ୍କ ସମ୍ବେଦନଶୀଳ ଅଙ୍ଗ ରେ ରେ ପୋଡା, ଜଳା ଅନୁଭୂତ ହୁଏ, ତାଙ୍କୁ burnol କିଣିବା କୁ ନମ୍ର ଅନୁରୋଧ |
୧) ଆମେ ପୁରାଣ ର କାଳ୍ପନିକ ଦେବୀ ସରସ୍ବତୀ ଙ୍କୁ କାହିଁକି ଶିକ୍ଷା ର ଦେବୀ ବୋଲି ମାନିବୁ ଓ ପୂଜା କରିବୁ ? ସେ କେତେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ଖୋଲିଛନ୍ତି ? ବରଂ ଦଳିତ କନ୍ୟା ଙ୍କ ଶିକ୍ଷା ନିମନ୍ତେ ଭାରତ ରେ ପ୍ରଥମ ସ୍କୁଲ ଖୋଲି ଥିବା ସାବିତ୍ରୀ ଦେବୀ ଫୁଲେ ଶିକ୍ଷା ର ପ୍ରକୃତ ଦେବୀ ଭାବେ ଆମ ସମ୍ମାନ ପାଇବା କୁ ଯୋଗ୍ୟ |
୨) ଆମର ଆଦର ଓ ସମ୍ମାନ ନିମନ୍ତେ କିଏ ଅଧିକ ଯୋଗ୍ୟ ?ପୁରାଣ ର କାଳ୍ପନିକ ଦେବୀ, ଦେବତା ଯେଉଁ ମାନେ କାହା ଉପରେ ଅନ୍ୟାୟ , ଅତ୍ୟାଚାର ହେଲେ କେବେ କିଛି କରନ୍ତି ନାହିଁ ନା ସାମାଜିକ ନ୍ୟାୟ , ସମାନତା ଓ ଦଳିତ ବର୍ଗ ର ଲୋକ ଙ୍କ ଅଧିକାର ନିମନ୍ତେ ଲଢ଼ି ଥିବା ଡ଼କ୍ଟର ବି ଆର ଆମ୍ବେଦକର ?
@@Inner.divinityto bou bia
ସମସ୍ତେ ଦେଖ, ଶୁଣ,ଜାଣ ଆଉ ସମସ୍ତେ ସାକ୍ଷୀ ହେଇ ରହିଲ। ଆଜି ପ୍ରମାଣିତ ହେଇଗଲା ମାଳିକା କଥା ସତ ବୋଲି।
ଏମାନେ ଭଗବାନ ଙ୍କୁ ମାନୁନାହାନ୍ତି। ଏ ଯୁଗର ଧ୍ୱଂସ ହେବା ଟା ଥୟ। ଏମାନେ ଆମ ସନାତନ ଧର୍ମ କୁ କୁଠାର ଘାତ କରିଲେଣି, ଏମିତି କି ଭଗବାନ ଶ୍ରୀଜଗନ୍ନାଥ ଙ୍କୁ ମାନୁ ନାହାଁନ୍ତି ଏ ମୁର୍ଖ ହେତୁବାଦୀ ମାନେ। ସମୟ ପୁରା ପାଖରେ।
ଏଥର ବିନାଶ ସୁନିଶ୍ଚିତ। ଏ ଯୁଗର ଧ୍ୱଂସ ହେବା ଦରକାର। ହଉ ଚକା ଆଖି ସବୁ ଦେଖୁଛି ଏଥର ଲୀଳା ଆରମ୍ଭ ହବ।
ହେ ମହାପ୍ରଭୁ ଏଥର ତମେ ଆସ ତମର ଧ୍ୱଂସ ର ତାଣ୍ଡବଲୀଳା କର ଚଉଷଠି ଯୋଗିନୀ ଙ୍କୁ ନେଇ ଆଣ। ହେ ମହାପ୍ରଭୁ ଏ ଯୁଗ କୁ ତମେ ନିଜେ ଧ୍ୱଂସ କରିଦିଅ।
ଏଥର ସନାତନ ଧର୍ମ ଏବେ ତମ ହାତରେ ମହାପ୍ରଭୁ।🙌🙏🏻
ଆସୁଅଛି ତେଇଶି ଅଙ୍କ
ଜୟ ଜଗନ୍ନାଥ 🙏🏻
Jaggannatha, prathame Shri Mandira bhitara Panda nku thik kara, semane lootoo chanti lokanku.....
Semti Daki Daki Tama Tanti Sukhi Jiba Kehi Jogoni,Pisachuni Asibeni 😂😂😂😂😂
ଯଦି ମୋ ପୋଷ୍ଟ ପଢି କୌଣସି ଅନ୍ଧ ଭକ୍ତ ଙ୍କ ସମ୍ବେଦନଶୀଳ ଅଙ୍ଗ ରେ ରେ ପୋଡା, ଜଳା ଅନୁଭୂତ ହୁଏ, ତାଙ୍କୁ burnol କିଣିବା କୁ ନମ୍ର ଅନୁରୋଧ |
୧) ଆମେ ପୁରାଣ ର କାଳ୍ପନିକ ଦେବୀ ସରସ୍ବତୀ ଙ୍କୁ କାହିଁକି ଶିକ୍ଷା ର ଦେବୀ ବୋଲି ମାନିବୁ ଓ ପୂଜା କରିବୁ ? ସେ କେତେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ଖୋଲିଛନ୍ତି ? ବରଂ ଦଳିତ କନ୍ୟା ଙ୍କ ଶିକ୍ଷା ନିମନ୍ତେ ଭାରତ ରେ ପ୍ରଥମ ସ୍କୁଲ ଖୋଲି ଥିବା ସାବିତ୍ରୀ ଦେବୀ ଫୁଲେ ଶିକ୍ଷା ର ପ୍ରକୃତ ଦେବୀ ଭାବେ ଆମ ସମ୍ମାନ ପାଇବା କୁ ଯୋଗ୍ୟ |
୨) ଆମର ଆଦର ଓ ସମ୍ମାନ ନିମନ୍ତେ କିଏ ଅଧିକ ଯୋଗ୍ୟ ?ପୁରାଣ ର କାଳ୍ପନିକ ଦେବୀ, ଦେବତା ଯେଉଁ ମାନେ କାହା ଉପରେ ଅନ୍ୟାୟ , ଅତ୍ୟାଚାର ହେଲେ କେବେ କିଛି କରନ୍ତି ନାହିଁ ନା ସାମାଜିକ ନ୍ୟାୟ , ସମାନତା ଓ ଦଳିତ ବର୍ଗ ର ଲୋକ ଙ୍କ ଅଧିକାର ନିମନ୍ତେ ଲଢ଼ି ଥିବା ଡ଼କ୍ଟର ବି ଆର ଆମ୍ବେଦକର ?
ଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏
ଜୟ ଜଗନ୍ନାଥ 🙏
Hn
ଏଇ ମୁର୍ଖ ଜଗନ୍ନାଥ ଙ୍କୁ ଅପମାନ କଲା ଭଗବାନ ନାହାଁନ୍ତି ବୋଲି କହିଲା ।ଲକ୍ଷ୍ମଣ ଙ୍କୁ ଇଡିଅଟ କହିଲା ।ଏଇ ଟା ଗୋଟିଏ ପରମ ମାଗିଆ ଭଉଣୀଗିଆ ଟା । ଏଇଟା ଗୋଟିଏ ବେଶ୍ଯା ପିଲା। ତୋ ଭଳି ମାଗିଆ ଯୋଗୁଁ ଆମ ଧର୍ମ ରେ ବିଭ୍ରାଟ ଦେଖାଯାଉଛି । ଯଦି ଭଗବାନ ନାହାଁନ୍ତି ତୋ ବାପା ତା ବାପା, ଗୋଷେଇଁ ବାପା ଆସିଲେ କୋଉ ଠୁ ।
ସମ୍ବିଧାନ ରେ ନାଁ ପରେ sc, st, obc, gen ଲେଖା ହୋଇଛି ଏହା ତ ପରମ୍ପରା ମାନୁଛି କିପରି?
Sc କୁ gen କରିଦେଉନି?
ଏ ପାଗଳ ମାନଙ୍କୁ କିଏ କହିଲା ବିଜ୍ଞାନ ବିଷୟ ରେ କହିବା ପାଇଁ, ଏମାନେ ହେଲେ ଆଜି କାଲିର ରାବଣ l
ଏମାନଙ୍କୁ ରାଞ୍ଚି ପାଗଳ ଡାକ୍ତରଖାନା କୁ ତୁରନ୍ତ ପଠାଇ
ଦିଅନ୍ତୁ l
Vai a Magiha ku Ravan nk pari mahagyani nk sah tulana karani
Pls
Right bro
Andh bhakt mane acharan drushti ru Ravan ra anugami
ସତରେ କଳି ଯୁଗ ସମାପ୍ତର ଗୋଟିଏ ଉଦାହରଣ...... 💗
Satakatha
Tu nije sampata hei jibu Kali Yuga sampta heba aga ru
ଯୋଉ ଧର୍ମ ଓ ସଂସ୍କୃତି ରେ ସାମାଜିକ ନ୍ୟାୟ, ବନ୍ଧୁତା , ସମାନତା ନାହିଁ , ଯୋଉ ଧର୍ମ ଅନ୍ଧ ବିଶ୍ୱାସ , ଜାତିବାଦ ଓ ପୁରୋହିତବାଦ ଉପରେ ଆଧାରିତ , ସେ ଧର୍ମ ର ବୋକଚା ବୁହା ଗଧ ହେବା ଅତ୍ୟନ୍ତ ଲଜ୍ଜ୍ୟାକର କଥା |
ପରମ୍ପରା ସଂସ୍କୃତି ୟେ ସବୁ କିଛି ନୁହେଁ?ଲକ୍ଷ୍ମଣ କଣ ପାଇଁ ଯାଇଥିଲା ସେ ବିଷୟରେ ତଥ୍ୟ ନେବାକୁ ହେଲେ ସାଧୁ ସନ୍ୟାସି ମାନଙ୍କ ପାଖକୁ ଯା ଜାଣିବୁ ସେଠି କଥା କହିପାରିବୁନି ତୁ ତୁ ମେଁ ମେଁ ହେବୁ ତୁ କଣ ଜାଣିଛୁ? ଏହି ମାନଙ୍କ ପାଇଁ ଦେଶ ନଷ୍ଟ ହେଉଛି ୟେ ପୋକଡା ବାଇଗଣ ସଦୃଶ ୟେ କେତେବେଳେ ତା ନିଜ ମା କୁ ବିବାହ କରିପାରେ ଛି ଛି ୟେ ଗୋଟିଏ ବଣୁଆ 🐒.
ମଘୀଆ ଇଂରେଜ ମାନଙ୍କ ଭଳିଆ ଦେଖାଯାଉଚୁ
ଆଉ ପ୍ରକୁତି ବି ତାଙ୍କରି ଭଳିଆ
🤣😂🤣😂🤣😂🤣😂🤣😂🤣😂🤣😂🤣😂🤣😂🤣😂🤣😂
Hindu naei se ea bahurupi forener chuaa
RIP UNCLE 💐
I like you great job
ନିର୍ଘାତିଆ ମାଡ ହେଲେ ଚେତନା ପଶିବ ଯାହା ଲାଗିଲାଣି
Biriyani ଭଳିଆ ତେଲିଆ ଖାଦ୍ୟ ଖାଇକି ପେଟ ର ଯତ୍ନ ନିଆଯାଏ ବୋଲି ପ୍ରଥମ ଥର ଜାଣିଲି ଆଜି😂। ଭାଇ ବୋଧେ ଉପବାସ ର ଉପକାରିତା ଜାଣି ନାହାନ୍ତି । କିନ୍ତୁ ବିଜ୍ଞାନ କୁ ବିଶ୍ୱାସ କରୁଛନ୍ତି ବୋଲି କହୁଛନ୍ତି
ଏଇ ଲୋକଟି ଲୋକମାନଙ୍କ ଠାରୁ ନିଶ୍ଚୟ ମାଡ଼ ଖାଇବ
Chaarbaak ra last time re ebhali avasthaa hoithilaa....jaahaa aapana kahile sehi pari!
ସାର ଆପଣଙ୍କ ଭଳି ଜ୍ଞାନୀ ପୃଥିବୀରେ କେହିନାହିଁ. ଆପଣ ମହାନ, ଏହି ଲୋକଙ୍କୁ ତୁରନ୍ତ ରାଞ୍ଚି ପଠେଇ ଦିଅ. କେତେବେଳେ ନିଜ ଝିଅ କି ବୋଉ ସହ ବାହା ହୋଇଯିବ. ମହା ଜ୍ଞାନୀ 😃😃😃
Right bro
ଜଣା ପଡୁଚି ଏ mg ତା ଝିଅ ବୋହୁ ପାଖରେ ଶୋଇଚି, ପାଗଳ ଶଳା ଟା
Bhai ranchi ku nuho agra ku ....
Right bro😂
ଏ ବ୍ୟକ୍ତି ଜଣକ ଅଲଗା ଗ୍ରହରୁ ଆସିଛନ୍ତି । ସେ ଏକ ନୂଆ system ଆରମ୍ଭ କଲେଣି। କିନ୍ତୁ କେତେ ଦିନ ଚାଲିବ ଦେଖିବା କଥା।
ଯୋଉମାନେ ଏ ମହାଶୟ ଙ୍କୁ ବିରୋଧ କରୁଛନ୍ତି ସେମାନେ ନିଜ ଛୁଆ ଙ୍କୁ ଐଶ୍ଵରିକ ବିଦ୍ୟାଳୟ ପଢିବାକୁ ପଠଉଛନ୍ତି କି ସାଧାରଣ ବିଦ୍ୟାଳୟ (up school, saraswati sisu mandir, DAV )ପଢିବା ପାଇଁ ପଠଉଛନ୍ତି
ଯୋଉମାନେ ଐଶ୍ଵରିକ ବିଦ୍ୟାଳୟ ପଠଉଛନ୍ତି ସେମାନେ ଏ ମଉସାଙ୍କୁ ବିରୋଧ କରିବା ସମ୍ପୂର୍ଣ ଠିକ ହେଲେ ଯୋଉମାନେ ସାଧାରଣ ବିଦ୍ୟାଳୟ ପଠେଇ ଏଠି ଭଗବାନ ଙ୍କ କଥା କହୁଛନ୍ତି ସେମାନେ ଭଗବାନ ଙ୍କୁ ଚୁତିଆ ଭାବୁଛନ୍ତି କି ସମାଜ କୁ ଚୁତିଆ ବନାଉଛନ୍ତି କାରଣ ସେମାନେ ଦୃଢ଼ ନିଶ୍ଚିତ କି ଭଗବାନ ନାହାନ୍ତି ସେଥିପାଇଁ ଭଗବାନ ଙ୍କ ଉପରୁ ଭରଷା ଛାଡି ସେମାନେ ଐଶ୍ଵରିକ ବିଦ୍ୟାଳୟ ନ ପଠେଇ ସାଧାରଣ ବିଦ୍ୟାଳୟ ପଠାଉଛନ୍ତି ହେଲେ ଏଠି ଭଗବାନ ଙ୍କ ସପକ୍ଷରେ ବଡ଼ ବଡ଼ ଭାଷଣ ମାରୁଛନ୍ତି, ଦୟାକରି ଭଗବାନ ଏବଂ ସମାଜ କୁ ଆଉ ଚୁତିଆ ବନେଇବା କାମ ବନ୍ଦ କରନ୍ତୁ 🙏
ସବୁ ବିଦ୍ୟାଳୟରେ ଈଶ୍ୱର ଈଶ୍ୱରୀଙ୍କର ବର୍ଷକୁ ଦୁଇ ଥର ପୂଜା ହୁଏ ଏତିକି ଜାଣିନୁ । ଗଣେଶ ପୂଜା ଏବଂ ସରସ୍ୱତୀ ପୂଜା ହୁଏ। ସବୁ ବିଦ୍ୟାଳୟ ଈଶ୍ୱରଙ୍କର ।
ସବୁ ବିଦ୍ୟାଳୟରେ ଈଶ୍ୱର ଈଶ୍ୱରୀଙ୍କର ବର୍ଷକୁ ଦୁଇ ଥର ପୂଜା ହୁଏ ଏତିକି ଜାଣିନୁ । ସବୁ ବିଦ୍ୟାଳୟରେ କ୍ଳାସ ହେବା ପୂର୍ବରୁ ଈଶ୍ୱରଙ୍କୁ ପ୍ରାର୍ଥନା କରାଯାଏ,ସବୁଗୁଡାକ ବିଦ୍ୟାଳୟ ଈଶ୍ୱରଙ୍କର । ଗଣେଶ ପୂଜା ସରସ୍ୱତୀ ପୂଜା ହୁଏ ।
@@suryasadhika4157 ଐଶ୍ଵରିକ ବିଦ୍ୟାଳୟ ଏବଂ ଈଶ୍ୱର ଙ୍କ ବିଦ୍ୟାଳୟ ଭିତରେ ଯଦି ଆପଣ ଫରକ ଜାଣି ନାହାନ୍ତି ତେବେ ମୁଁ ଆପଣଙ୍କୁ ପ୍ରତିଉତ୍ତର ଦେବା ମୋର ଭୁଲ, ମୁଁ ଆପଣଙ୍କୁ ଆପଣ କହୁଛି.. ଆପଣଙ୍କ ଈଶ୍ୱର କଣ ଆପଣଙ୍କୁ ତୁ ତା କରିବାକୁ ଶିଷ୍ଠାଚାର ଶିଖେଇଛନ୍ତି. ଯଦି ଏମିତି ହେଇଥାଏ ତାହେଲେ ଆପଣଙ୍କ ମନ୍ତବ୍ୟ ସମ୍ପୂର୍ଣ ଠିକ
ସେ ଦେବତା ହୁଅନ୍ତୁ ବା ମାନବ ହୁଅନ୍ତୁ ଅଥବା ଦାନବ ହୁଅନ୍ତୁ.. ଯେ କେହି ହୁଅନ୍ତୁ ନା କାହିଁକି,
ଆମେ ଯଦି କାହାଙ୍କର ପ୍ରଂଶସା ଗାଇ ନ ପାରିବା ନିନ୍ଦା ଗାଇବା କ'ଣ ଦରକାର?
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
🙏🙏🙏🙏🙏🙏🙏
Are maghia to gandi re baunsa purei debi
Sala tora bapa keteta be
Sare na mo banda dakuna taku, sala tame mane sunucha sethi
Andh bhakt mananka komal bhavan ku aghat kariba bhul
ରାମଚନ୍ଦ୍ର ବାବୁ ଆପଣଙ୍କ ସତ୍ ସାହସ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .
ତ ଵଉ ବଡ ବେଧେଈ ଆଉ ଗୁଡିସେଠି 🐎 ଘୋଡା ଗେଁହିଁ ପୁଅ
May this Uncle Rest In Peace.
ଏ ଲୋକ ମୂର୍ଖପଣ ଦେଖ , ମାୟା କୁ ମଣୁଅଛି ସୁଖ ,,, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏
ହାରାମି ବୁଢା ଜଗନ୍ନାଥ ଜଡ଼ି ଭାରତ ନାଥ ନୁହନ୍ତି , ଭାରତର ନାଥ ମାନେ କଣ ପାଇଁ ଜଗନ୍ନାଥଙ୍କ ପାଖକୁ ଆସନ୍ତି , ଭାରତର ପୂର୍ବତନ ରାଷ୍ଟ୍ରପତି ( ନାଥ ) ପ୍ରଣବ ମୁଖାର୍ଜୀ , ପ୍ରତିଭା ପାଟିଲ , ବର୍ତ୍ତମାନ ର ନାଥ ଦ୍ରୌପଦୀ ମୁର୍ମୁ ଙ୍କୁ , ଅମିତ୍ ଶାହା , ନରେନ୍ଦ୍ର ମୋଦି, ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନଙ୍କ , ନବୀନ ପଟ୍ଟନାୟକ, ଜାନକୀ ପଟଟନାୟକ , ପଣ୍ଡିଆନ , ଶାଳ ଚୋର ତୋ ନାଥ ସମସ୍ତ ମୁଖ୍ୟ ସଚବଙ୍କୁ ପଚାରେ ଭାରତର ନାଥ ଜଗନ୍ନାଥ ନା ଆଉ କିଏ , କୁକୁର ଶଳା
Emiti kahiba ta tankara thik nuhe but samastanka natha heuchanti parambrahma .jahankara kichi rupa nai se arupa.
@@lijadas1852 Jagannath is both nirankar and sakar. You don't know about lord Krishna (Jagannath).He is the supreme God.
Please read Bhagavad Gita
Yaku immediately arrest karantu
ଭଗବାନ୍ ତମକୁ ସଦ୍ ବୁଦ୍ଧି ଦିଅନ୍ତୁ ହେ ଅଭଦ୍ର ମଉସା
🤣🤣🙏🙏🙏🙏
ତୁମେ ମାନେ ସବୁ ଗୁଟେ ଗୁଟେ ଅସୁର ସବୁ ମରିବ ସଳା ମାନେ ଆମ ଭଗବାନଙ୍କ ଇଡିଏଟ କହୁଚୁ ମରିବୁ
ଯୋଉ ଧର୍ମ ଓ ସଂସ୍କୃତି ରେ ସାମାଜିକ ନ୍ୟାୟ, ବନ୍ଧୁତା , ସମାନତା ନାହିଁ , ଯୋଉ ଧର୍ମ ଅନ୍ଧ ବିଶ୍ୱାସ , ଜାତିବାଦ ଓ ପୁରୋହିତବାଦ ଉପରେ ଆଧାରିତ , ସେ ଧର୍ମ ର ବୋକଚା ବୁହା ଗଧ ହେବା ଅତ୍ୟନ୍ତ ଲଜ୍ଜ୍ୟାକର କଥା |
ତୁମେ ଯାହା ବୁଝିକି କହିଲ ଆଜ୍ଞା ବହୁତ ଭଲ ଆଉ ଯେଉଁ ମାନେ ଆପଣଙ୍କୁ ପାଗଳ କହୁଛନ୍ତି ସେମାନେ ହଁ ପାଗଳ ।
To bou ku gehi daunu science kouthi kahichi tu to bou ku gehi paribunu
@@smrutiranjanacharya2621 ଯଦି ମୋ ପୋଷ୍ଟ ପଢି କୌଣସି ଅନ୍ଧ ଭକ୍ତ ଙ୍କ ସମ୍ବେଦନଶୀଳ ଅଙ୍ଗ ରେ ରେ ପୋଡା, ଜଳା ଅନୁଭୂତ ହୁଏ, ତାଙ୍କୁ burnol କିଣିବା କୁ ନମ୍ର ଅନୁରୋଧ |
୧) ଆମେ ପୁରାଣ ର କାଳ୍ପନିକ ଦେବୀ ସରସ୍ବତୀ ଙ୍କୁ କାହିଁକି ଶିକ୍ଷା ର ଦେବୀ ବୋଲି ମାନିବୁ ଓ ପୂଜା କରିବୁ ? ସେ କେତେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ଖୋଲିଛନ୍ତି ? ବରଂ ଦଳିତ କନ୍ୟା ଙ୍କ ଶିକ୍ଷା ନିମନ୍ତେ ଭାରତ ରେ ପ୍ରଥମ ସ୍କୁଲ ଖୋଲି ଥିବା ସାବିତ୍ରୀ ଦେବୀ ଫୁଲେ ଶିକ୍ଷା ର ପ୍ରକୃତ ଦେବୀ ଭାବେ ଆମ ସମ୍ମାନ ପାଇବା କୁ ଯୋଗ୍ୟ |
୨) ଆମର ଆଦର ଓ ସମ୍ମାନ ନିମନ୍ତେ କିଏ ଅଧିକ ଯୋଗ୍ୟ ?ପୁରାଣ ର କାଳ୍ପନିକ ଦେବୀ, ଦେବତା ଯେଉଁ ମାନେ କାହା ଉପରେ ଅନ୍ୟାୟ , ଅତ୍ୟାଚାର ହେଲେ କେବେ କିଛି କରନ୍ତି ନାହିଁ ନା ସାମାଜିକ ନ୍ୟାୟ , ସମାନତା ଓ ଦଳିତ ବର୍ଗ ର ଲୋକ ଙ୍କ ଅଧିକାର ନିମନ୍ତେ ଲଢ଼ି ଥିବା ଡ଼କ୍ଟର ବି ଆର ଆମ୍ବେଦକର ?
@@Inner.divinity to bou ku tu gehi daunu... science kahuchi jie jah ku gehile b kichi problem...tu gehi sare ame jaiki to bhauni ku gehibu tk ok...au to maikina ku b kaha nanagala heiki buliba...
ବେ ଧର୍ମୀ କୁ କାହିଁକି ମିଡିଆ ମାନେ ପଚାରୁଛନ୍ତି ଦେଉଛନ୍ତି,
Accupressure ଗୋଟେ ଜିନିଷ ଅଛି ଆପଣ ଜାଣନ୍ତି , ସେଇ Accupressure ପାଇଁ ପରିଶ୍ରା କରିବାବେଳେ କାନରେ ପଇତା ଦିଆଯାଏ ଆଉ କେବଳ ସେଇଟା ପୁଅମାନେ ଦିଅନ୍ତି କାରଣ ପୁଅମାନଙ୍କର ପରିଶ୍ରା ଏକା ସମୟରେ ସମ୍ପୂର୍ଣ୍ଣ ଭାବେ ଆସିନଥାଏ ,ଶେଷକୁ ଟିକେ ରହିଯାଏ ଆଉ ସେଇଟା ଶରୀର ପାଇଁ ଭଲ ନୁହେଁ ସେଥିପାଇଁ କାନରେ ସୂତା ଅର୍ଥାତ ପଇତା ଦେଲେ acupressure ହେଇକି ପରିଶ୍ରା ସମ୍ପୂର୍ଣ୍ଣ ଭାବେ ବାହାରି ଆସେ। ହଁ ଏଇଟା ସତ ବ୍ରାହ୍ମଣମାନେ ବହୁତ ଚାଲାକ ସେଥିପାଇଁ ସେଇ ପ୍ରଥାଟା ସେମାନଙ୍କ ପାଇଁ ରଖିଛନ୍ତି ଆଉ କୌଣସି ଜାତିର ଲୋକଙ୍କ ପାଇଁ ନାହିଁ।ଆପଣ ତ ବିଜ୍ଞାନକୁ ନେଇକି ବହୁତ କଥା କହୁଛନ୍ତି ଏଇକଥା ଜାଣିଛନ୍ତି ୟା ପଛରେ କାରଣ କଣ ? ଆପଣ ପରମ୍ପରାକୁ ଅନ୍ଧବିଶ୍ୱାସ ସହ ଯୋଡିକି ଯୋଉ କଥା କହୁଛନ୍ତି ତା ପଛରେ କେଉଁ logic ରହିଛି ଟିକେ କୁହନ୍ତୁ? ଆଉ ରାମାୟଣ ଜ୍ୟେଷ୍ଠଙ୍କ ପ୍ରତି ସମ୍ମାନର କଥା କହେ , ସବୁ କାମ ପଛରେ କାରଣ ରହିଛି ,ଯଦି ରାମଚନ୍ଦ୍ର ବନକୁ ଯାଇନଥାନ୍ତେ ତାହେଲେ କେମିତି ରାବଣର ବଦ୍ଧ ହେଇଥାନ୍ତା? ଆଉ ଜଗନ୍ନାଥ ପରୀକ୍ଷାରେ ଫେଲ ହେଇଛନ୍ତି ବୋଲି ଯେ କହୁଛନ୍ତି ସେଇଟା ସେଇ ଜଗା ଜାଣିଛି ସେ pass କି fail !!!!
Ahha..pua nka parishra upare ete gyana rakhicha, your future is bright
@@Inner.divinity ମୁଁ ବିଜ୍ଞାନ ଠିକ ଭାବେ ପଢ଼ିଛି ସେଥିପାଇଁ ତା ଉପରେ ଭଲ ଜ୍ଞାନ ଅଛି ଆଉ ଯିଏ ଭଲ ପଢ଼ିବ ତା ଭବିଷ୍ୟତ ନିଶ୍ଚିତ ଉଜ୍ଜ୍ବଳ ହିଁ ହବ।
ଯଦି ତମେ ସବୁ ଭଲ ଖାଇବା ପାଇଁ ବଞ୍ଚିଚ ସମୟ ଆସିବ ଖାଇବ ଥିବ ତମ ଶରୀର ବି ଥିବ କିନ୍ତୁ ତମେ ଖାଇ ପାରୁ ନଥିବ ଖାଇବା ତମେ ଖାଉଚ୍ଚ ତାକୁ ହଜମ୍ କରି ବାକୁ ଶକ୍ତି କିଏ ଦଉଚି ହଜମ କରି ବାକୁ ବଡ଼ ଭାଷନ ଦଉଚୁ ତାକୁ ତମ ଏତେ କଥା କହି ବାକୁ ଶକ୍ତି କିଏ ଦଉଚି
Right 💯
Emite samya asiba nija jiha ku marriage karibe sala kahibe Scincefit kichhi nahi
ଆରେ ମୁର୍ଖ ଶଳା, ଯଦି ଭଗବାନ ଦୁନିଆ ରେ ନାହାନ୍ତି ତା ହେଲେ ,ଜନ୍ମ ରୁ ମୃତ୍ୟୁ ଚକ୍ର ତୁ କରି ଥିଲୁ ନା ଶଳା ତୋ ଵିଜ୍ଞାନ କରି ଥିଲା, ମାଘିଆ ଶଳା ଵିଜ୍ଞାନ ରେ ଏତେ ଯଦି ଭରସା ତା ହେଲେ ମଣିଷ ସବୁଦିନ ଅମର ହୋଇ ରହି ଯିବ, କାଇଁ ମରୁ ଛନ୍ତି , ଆଉ ରହିଲା ଶଳା ତୁ ମରି ଵା ସମୟରେ ଵିଜ୍ଞାନ କୁ ଡାକିଵୁ ଆସିକ ଚିରଞିଵୀ କରି ଦେବ
Right bhai
Absolutely right
କେଉଁଠି ଲେଖାଯାଇଛି ବ୍ରାହ୍ମଣ କେବଳ ମନ୍ଦିର ପୂଜା କରିବେ,, ପୁଣି କେହି ଧର୍ମ ର ତ ଜାତି ପ୍ରଥା ନାହିଁ ହିନ୍ଦୁ ଧର୍ମ ରେ ଜାତି ପ୍ରଥା ଆସିଲା କେମିତି
Right bhai
Kan janichu dhrm bisyre
Dhram re jati na thae Bhai mana dekha jae aau karma@@rajeshjena6534
Jati pratha jogu rojgar thila eine kahiki rojgar heiparuni?
ଭୀଷଣ ମାଡୁଆ ଅଛି..
ଭଗବାନ୍ ତୁମେ ହିଁ ନିଜେ, ଯଦି ତୁମ ଉତ୍ତର ପୀଢି ପାଇଁ ତୁମେ ଭଲ, ତୁମର ଥିଓରୀ ଓ ଥିଙ୍କିକ୍ ତାଂକୁ ଭଲ ଲାଗିଲା। ସେହିପରି ସେହି ଲକ୍ଷ୍ମଣ ମଧ୍ୟ ସେହି ସମୟ ର ଲୋକ ଙ୍କ ପାଇଁ ଆଦର୍ଶ ଓ ଭଗବାନ୍ । ଆପଣ ଅନ୍ୟ ବ୍ୟକ୍ତି ଙ୍କୁ ଆକ୍ଷେପ କରିବା ବଡ଼ ମୂର୍ଖାତା।
ପରମ୍ପରା ହିଁ ତୁମ ବାପା। ଏହା ଯଦି ତୁମେ ମାନୁନ, କାହିଁ ପରମ୍ପରା ଗତ ଭାବେ ପୋଷାକ ପିନ୍ଧୁଛନ୍ତି ?, ଖୋଲି ଦିଅନ୍ତୁ । କାହିଁ କେଉଁ କାଳ ରୁ ଚାଲିଆସୁଥିବା ପରମ୍ପରା ଗତ ରନ୍ଧା ଖାଦ୍ୟ ଖାଉଛନ୍ତି?, ପୂର୍ବ ପରି ସ୍ୱତନ୍ତ୍ରତା ଭାବେ କଞ୍ଚା ମାଂସ ଖାଆନ୍ତୁ। ପରମ୍ପରା କୁ ଘୃଣା କରୁଥିବା ହେ ପ୍ରିୟ ମଣିଷ ! କାହିଁ ମାଆ ପେଟ ରୁ ପରମ୍ପରା ଗତ ଭାବେ ଜନ୍ମ ନେଲ? ଆକାଶ ରୁ ଗଳି ପଡ଼ି ନଥାନ୍ତ।
ଏହି ମୂର୍ଖ ବ୍ୟକ୍ତି ଟି ଯେପରି ଯୁକ୍ତି ବାଢ଼ି ଚାଲିଛି ନା, ମଣିଷ ଅତି ହେଲେ ତାର ଇତି ହେଲା ପରି ମନେ ହେଉଛି। (ବିନାଶ କାଳେ ବିପରୀତ ବୁଦ୍ଧି)
ଏହି ପରି ବ୍ୟକ୍ତି ମାନେ ସମାଜ ରେ ନିଜ କୁ ଶିକ୍ଷିତ ଓ ସଂସ୍କାରକ ର ଆକ୍ଷ୍ୟା ଦେଇ ନିଜେ ବୃତ୍ତୀୟ ଗତି ରେ ଆଗକୁ ଯାଇ କେତେ ନିମ୍ନ ରେ ଅଛନ୍ତି,ତାର ହିସାବ ପାଇପାରନ୍ତି ନାହିଁ। ପ୍ରକୃତପକ୍ଷେ ଏମାନେ ସାମଜ ରେ ଜଣେ ଜଣେ କୃମି ଅଟନ୍ତି।
ଏମାନେ କହିବା ପାଇଁ ସାହସ କହୁଥିରୁ ପାଉଛନ୍ତି ଭାଇ ଏତେ ସାହସ ଆସିଲା କଉଠୁ
ଠିକ କଥା 👍👍👍👍
Scince ku soport
Right bhai
Sola haramiku langala kariki marore odisha basi
ଆପଣ ହେଉଛନ୍ତି ପାଠ ପଢା ବଳଦ
ବେଶି ଭାଷଣ ଦଉଛି। ପରମ୍ପରା ତୋ ବୋଉ ।
Absolutely right😄😄😄😄😄
ପୃଥିବୀର ଧ୍ୱଂସ ହେବାରେ ଏଭଳି ଲୋକଙ୍କର ଅନେକ ହାତ ରହିଛି
ଆରେ ବୋପା! ହଜାରେ ବାପା ର ଯେ ଜନ୍ମ ସେ ଏଭଳି ଚିନ୍ତା ଧାରା ତୁ ପାଟି ଦିନେ ଆସିବ ଭଲ ପୁଛା ଗାନ୍ଧିବ.
ରାମ ଓ ଲକ୍ଷ୍ମଣ କୁ ନିଦା କରୁଛୁ କିଛି ଗଣିନୁ. ଭାଇ ପ୍ରତି ତୁମର ସ୍ନେହ, ଶ୍ରଦ୍ଧା ନାହିଁ. ତୁ ପରା ଭାଇ ଭହୁ ସହ ସମ୍ପର୍କ ରଖିଛୁ.
All the best for ur comming days....May Bajrang_Dal bless u
Banda na ....
😃😃😃
Bahut blessing miliba agaku bajrang dala ru
@@modernentertainmentchannel7322 han seita v tote bajrang dala wala debe 😂
@@VICKY-xn7ib kiye Banda asu ta maa ro biya re bando purei debi .....Bando kotha na....
ଯଦି ଭଗବାନ ସଂସାର ନାହାଁନ୍ତି। ତାହେଲେ ସୂର୍ଯ୍ୟ, ଚନ୍ଦ୍ର,ବାୟୁର ନିର୍ମାତା କିଏ?
ୟାକୁ ସଦ୍ବୁଧି ଦିଅ ପ୍ରଭୁ
ଏ ସଳାଟା ପାଗଳ ହେଇଗଲାଣି ଆର ଖରାପ ସମୟ ଆସିଲାଣି ଜଗନ୍ନାଥ ଦେଖେଇେଦେବେ ଜୟ ଜଗନ୍ନାଥ 🙏🙏🙏🙏🙏
Ea kn Nabin patnaik thhu bada pagala
Right se time asuchi
ସେ ପଞ୍ଚଟଙ୍କିଆ ପ୍ଲେଟ ମୁଣ୍ଡରୁ ଯୋଉଦିନ କାଢ଼ିବୁ ମାଗିହା ସେଇ ଦିନ ତୋ ପେଳୁକୁ କଟିକି ସିଝେଇକି ହାଇବ୍ରିଡି ମାଗୁର କୁ ଖାଇବାକୁ ଦିଆହବ ହେତୁବାଦି ନା ମାଓବାଦୀ ମଗିହା.....
Thank you so much Sir 💕😌 please Apananka Thinking Apananka pakhare rakhantu.🙏
Thanku so much sir I respect you
To bou bia
Maghia
Lord Jagannath (Ram , Krishna)is the supreme God.He is the lord of infinite universe (ଅନନ୍ତ ବ୍ରହ୍ମାଣ୍ଡ ର ସ୍ଵାମୀ) .No one can above him. He is the cause of all causes.
ଏକ ନମ୍ବର ପାଗଳ।ପାଗଳ କି ବଲେ ନା ଛାଗଲ କି ଖାଏ।ଆକୁ ଶଳା କରୋନା ହେବା ଦରକାର।ତା ପରେ ଯାଇ ଜାଣିବ ଜଗନ୍ନାଥ କିଏ।ଏଇଟା ଗୋଟେ mixture ଛୁଆ।
Only Param brahma no one else.He is the lord of all brahmanda.
@@lijadas1852 Sister,You didn't understand my words.
Jagannath is the lord of infinite universe. No one can above him.
(ଜଗନ୍ନାଥ ହେଉଛନ୍ତି ଅନନ୍ତ ବ୍ରହ୍ମାଣ୍ଡ ର ସ୍ଵାମୀ ।
ତାଙ୍କ ଠାରୁ କେହି ବଡ ନୁହଁନ୍ତି।)
Jai Jagannath swami
God is one without a second and He is the master of infinite universe. The absolute King-God.
Right Sir 👍
ବେଶୀ ଦିନ ଏ ଲୋକ ଯିବନି
Great sir🙏🏻🙏🏻🙏🏻
ଏ ମହାଶୟ ଜଗନ୍ନାଥ ସଂସ୍କୃତି କୁ ମାନୁନାହାନ୍ତି l ନିଜ ପିତା ମାତା ଙ୍କୁ ଏ ମହାଶୟ ମାନନ୍ତିନି l ଏ ମହାଶୟ ଜନ୍ମ ହେଲେ କେମିତି l ଏ ମହାଶୟ............ ସନ୍ତାନ l
ଜାରଜ ଟା😁👍
Se tanka parents bisayare kichhi kahi nahanti
Super true kahuchhanti
Tanku badha diantu nahi
Se nijaku tthaku nahanti
Sir heuchhanti actually reformer
History ku biswas karantu
Science ku biswas karantu
Mythology ku nuhe
@@seemamohanty6277 ଏମାନଙ୍କୁ ବର୍ଣ୍ଣସଙ୍କର ଜାରଜ କହନ୍ତି ଆଗ୍ଯା 🤔
ଏଗୁଡା ସବୁ communist ମାଓ ଚିନ୍ତା ଧାରା ଲୋକ...ଏମାନେ ଚାଣକ୍ୟ, ଶଙ୍କରାଚାର୍ଯ୍ୟ ଙ୍କୁ follow ନକରି ବାହାର ମାଓ ଚିନ୍ତା ଧାରା କୁ follow କରନ୍ତି...ଏମାନଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଛି। ତେଣୁ ଏଗୁଡା କୁ just go to hell କହି ଆଦୌ ପଚାରିବା କଥା ନୁହଁ...ଏମାନେ କିଏ ନା scientist!! ନା ଡକ୍ଟର!! କିଏ ଏମାନେ କଣ ପାଇଁ ଏମାନଙ୍କ ର ଏତେ interview ନଉଛନ୍ତି ମିଡିଆ?? ଇଏ ମିଡିଆ ବି କମ ନୁହଁ।
ତତେ ମୁଁ ଯେବେ ଦେଖିବି ପିଟିବି, ମୋ ସହିତ ଆସିବ କିଏ
Mu
Mu
ରାତି ଅଧରେ ବାହାଘର କରିବ ଠିକ ଅଛି ତମ ଘର ଆଗରେ ରାତି ଅଧାରେ ଡିଜେ ବଜେଇବ ଶୋଇଦେବନି ତମକୁ ଭଲ ଲାଗିବ
He jagannath emiti sunibaku paduchi prabhu tume hni saha hua ei kalijuga Manisa nku..
Brand noble, intellect, wisdom, great thinking. Salute to you sir.
Very good Sir.
ହେ ଜଗନ୍ନାଥଙ୍କ ଏହି ବୁଦ୍ଧ ଙ୍କୁ ଟିକେ ବୁଦ୍ଧି ଦିଅ 🙏🙏🙏🙏🙏
Jagannath nai sala manku khali thia pela darkar
@@deepakbehera5334 right 🤣🤣
Bhagaban tanku budhi diantuni. Direct utheidiantu🤣.
Hindu birodhi manaba
ଛେଚ👊👊 ସେ ବୁଢା କୁ...🤭😄 ମତି ଭ୍ରଷ୍ଟ ହେଇଯାଉଛି ଏମାନଙ୍କର...
Tume se budha ku chechi jail re chaki pesa, ame tuma ku outside support dabu
ବିନାଶ କାଳେ ବିପରୀତ ବୁଦ୍ଧି
ତୋ ଗୋଷ୍ଠୀ କି......।
ଯାହାଙ୍କ ଲାଗି ସୂର୍ଯ୍ୟ ଚନ୍ଦ୍ର ଆତ ଜାତ ଯାହାଙ୍କ ଲାଗି ତୋ ନିଃଶ୍ୱାସ ଚାଲୁଛି ତୁ ତାଙ୍କୁ କିଏ ବୋଲି ପ୍ରଶ୍ନ କରିବାକୁ କିଏ ରେ ତୁ ।।