Это видео недоступно.
Сожалеем об этом.

Newsmaker: Rationalist Vs Astrologist | Discussion On Rationalism By Indian Culture

Поделиться
HTML-код
  • Опубликовано: 31 дек 2022
  • Newsmaker: Rationalist Vs Astrologist | Discussion On Rationalism By Indian Culture
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Rationalist #Astrologist

Комментарии • 882

  • @likurout9162
    @likurout9162 Год назад +65

    ମୋର ମୋ ପ୍ରଭୁ ଉପରେ ବରଷା ଅଛି ଜୟ ଜଗନ୍ନାଥ ଯୁଗେ ଯୁଗେ ଜଗନ୍ନାଥ 🙏🙏

  • @satyapandaofficial4844
    @satyapandaofficial4844 Год назад +87

    ମୁଁ ଭଗବାନ ଙ୍କୁ ବିଶ୍ୱାସ କରେ ଜୟ ଜଗନ୍ନାଥ 🙏

    • @Humanity299
      @Humanity299 Год назад +4

      ମୁଁ ସୂର୍ଯ୍ୟ କୁ ବିଶ୍ୱାସ କରେ ନାହିଁ ଏହା କହିଲା ପରେ ସୂର୍ଯ୍ୟ ଗାୟବ୍ ହେଇ ଯାଆନ୍ତି ନାହିଁ।

    • @iamatheist.8924
      @iamatheist.8924 Год назад +1

      @@Humanity299 biswas nakale bi dekhi parucha...tanka kama kan janicha...surjya dwara kan hauchi janucha.
      Bhagwan dwara kan hauchi kuha ?

    • @puspalatabehera4077
      @puspalatabehera4077 Год назад

      @@iamatheist.8924 bhagwan nka dwara tame banchicha kintu tume nije nija ku jani naha

  • @basantarout9538
    @basantarout9538 Год назад +36

    ଏଇ କେଇଟା ହେତୁ ବାଦୀଆ ଙ୍କୁ ଦେଖିଲା ମାତ୍ରେ ମୋତେ ଘୃଣା ଲାଗୁଚି, ପ୍ରଭୁ ଜଗନ୍ନାଥ ଏମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏

    • @Kamal-gr4qo
      @Kamal-gr4qo Год назад

      A magiha hetubadi ku badeyiki maridionti

  • @rabinarayanpradahan9380
    @rabinarayanpradahan9380 Год назад +30

    ସେ ଯାହାବି ହେଉ, ପ୍ରଫେସର ରଥଙ୍କର ଅହଂ ଭାବ ଟା ଜଳ ଜଳ ଦିଶୁଛି,,,, ଯୁକ୍ତି ହେଉ କିନ୍ତୁ ନିଜକୁ ଏତେଟା ବଡ଼ ବଳବାନ, ବଡ଼ ବୁଦ୍ଧିମାନ ଭାବନା ଠିକ୍ ନୁହେଁ,,,
    ଆଚରଣ ଆଉ ଉଚ୍ଚାରଣ ଗୋଟେ ସଭ୍ୟ ସମାଜରେ ଜମା ଗ୍ରହଣୀୟ ନୁହେଁ

    • @satya2145
      @satya2145 Год назад +1

      Thik katha
      Bopa maa thik na thibe tara.

    • @nickreynold
      @nickreynold Год назад +3

      ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.

    • @debasishray9494
      @debasishray9494 Год назад +1

      ପତିଆ ଟା ଭାଡୁଆ ଟେ।

    • @iamatheist.8924
      @iamatheist.8924 Год назад +1

      Tuma sabhya samaja lokanka uparaku gobar mare ? Mada pi mada gola kare ?

    • @rabinarayanpradahan9380
      @rabinarayanpradahan9380 Год назад

      @@iamatheist.8924 ଯେସାକୁ ତେସା ... 🤣

  • @dharmyodha4083
    @dharmyodha4083 Год назад +24

    ଖ୍ରୀଷ୍ଟିୟାନ ନୁଆ ବର୍ଷ ରେ କାହିଁକି ଶ୍ରୀମନ୍ଦିର ସଜା ହେଇ ସ୍ୱାଗତ ଲେଖା ହେଲା? ଏହା କଣ ହିନ୍ଦୁ ସଂସ୍କୃତି ପାଈଁ ଲଯ୍ୟା ଜନକ କଥା ନୁହଁ କି?

  • @nibasexpress
    @nibasexpress Год назад +19

    ସମାଧାନ ବାହାରି ପାରିଲା ନାହିଁ ସାର୍। ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛ ଯେ। ଉତ୍ତର ଜାଣିବାକୁ ଚାହୁଁଛି। ଏଥି ନିମନ୍ତେ ମୁଁ ବାରମ୍ବାର ଆଲୋଚନା ଜାରି ରହି ଥାଉ

  • @dipakkumarjena45
    @dipakkumarjena45 Год назад +12

    ହେତୁ ବାଦି ହେବା ପାଇଁ ସାହସ ଓ ତର୍କ ଦରକାର

  • @DineshKumar-nj8wr
    @DineshKumar-nj8wr Год назад +65

    ଏ ରଥ କୁ ଥରେ ଏକା ଛଡା ଜଉ ଲୋକ ଙ୍କ ଆଗରେ ତ ପରେ ଛାଡି ଜୀବ ତା ହେତୁ ବାଦି ବୁଦ୍ଧି

    • @Pk2018-d2h
      @Pk2018-d2h Год назад +3

      Jaha Munda re gobar thae...tarka Kari Jane ni

    • @dangergaming9959
      @dangergaming9959 Год назад +1

      @@todaynation3152 magiha

    • @samirkumarpradhan8646
      @samirkumarpradhan8646 Год назад

      Magiha

    • @asmoviejunction8409
      @asmoviejunction8409 Год назад

      @@Pk2018-d2h pendita auu

    • @Humanity299
      @Humanity299 Год назад

      ଖାଲି ପିଟି ସବୁ ସମାଧାନ ହେଇ ଯାଏନି। ସେ ରଥ ଭାଗବାନଙ୍କୁ ଏଇଥି ପାଇଁ ମାନନ୍ତି ନାହିଁ କାରଣ ଗୋଟେ ଛୁଆ ଯେତେବେଳେ ବିକଳାଙ୍ଗ ହୋଇ ଜନ୍ମ ହେଉଛି ତାହାକୁ ଭଗବାନ ଠିକ୍ କରୁନାହାଁନ୍ତି କାହଁକି, କିନ୍ତୁ ସେ ଜାଣି ନାହାଁନ୍ତି ଯେ ତାହା ହେଉଛି ତାହାର କର୍ମ ର ଫଳ, ସେ ଏ ଜନ୍ମ ପୂର୍ବରୁ କିଛି କୁକର୍ମ କରିଥିଲା ସେଥିପାଇଁ ତ ଭଗବାନ ତାହାକୁ ସେମିତି କରିଛନ୍ତି, ନହେଲେ ସେ ହେଉଛନ୍ତି ଭଗବାନ। କିନ୍ତୁ ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି।

  • @binaynayak548
    @binaynayak548 Год назад +6

    ତୁମେ ମାନ କି ନା ମାନ ଧର୍ମ ର ପାଳନ ସମସ୍ତେ କରୁଛନ୍ତି..ନିଜ ଜାଣତରେ ହେଉ କି ଅଜାଣତରେ ସମସ୍ତେ ଧର୍ମ ଆଉ ଅଧର୍ମ କରୁଛନ୍ତି 🥰ଜିଏ ସମାଜ ର କ୍ଷତି କଲା ତାହା ବିଧର୍ମ ରେ ଜୀବ ଯେ ସମାଜ ର କଲ୍ୟାଣ ରେ କାମ କରେ ସେ ଧର୍ମ ରାସ୍ତାରେ ଅଛନ୍ତି 😍
    ଜୟ ଜଗନ୍ନାଥ 🙏
    ଜୟ ସତ୍ୟ ସନାତନ🚩🚩🥰

  • @pintuvillagetour
    @pintuvillagetour 11 месяцев назад +2

    ଟିଭି ଚ୍ୟାନେଲ କେବଳ ନିଜର ବ୍ୟବସାୟ ବଢାଇବା ପାଇଁ ପ୍ରତାପ ରଥ ଭଳି ମୂର୍ଖ ଅଜ୍ଞାନୀ ମାନଙ୍କୁ ଡ଼କାଉଛି 👍👍 ପଣ୍ଡିତ ମାନଙ୍କ ସହିତ ତର୍କ ବିତର୍କ ହେଲେ କିଛି ଶିକ୍ଷା ମିଳିବ କିନ୍ତୁ ଏ ପ୍ରତାପ ରଥ ଠାରୁ କ'ଣ ଶିଖିବ ????

  • @shampadan8506
    @shampadan8506 Год назад +35

    Our Constitution is not ours...it is a copied idea from other country...but our traditional knowledge is ours...Jay Jagannath 🙏❤️ Pranam Rathsharma mahodaya...🙏❤️ Love you Odisha...❤️❤️

    • @Incredible_India_Insight12
      @Incredible_India_Insight12 Год назад

      Right 🙏 Jay Jagannath

    • @shouryadeepkundu
      @shouryadeepkundu Год назад

      People like you are so much brainwashed by these brahmins that If swati system, child marriage was not abolished in 1856 , you people would still practice it now in the name of jaganath sanskruti. Listen idiot keep your jaganath sanskruti to yourself because human rights matters the most then comes religion in a Democratic state and india is the largest democratic state in the world.

    • @devharpal5911
      @devharpal5911 Год назад +5

      Indian Constitution is the best in the world
      Sabu samvidhan ku bhala se study kari ki sabu desha ra bhala bhala jinish ku adopt kara jaichhi Constitution re aau samastanku Saman adhikaar dia daichhi tora traditional knowledge re kana achhi Andha biswas, no scientific research, no argument, caste system etc.

    • @iamatheist.8924
      @iamatheist.8924 Год назад

      Murkha uneducated brainless Andhabhakta thu besi kichhi expectations nahi

    • @BandeBharatGaming
      @BandeBharatGaming Год назад

      Rath jagannath birodhi

  • @biplabideabucket296
    @biplabideabucket296 Год назад +68

    ପ୍ରତାପ ଆଜ୍ଞା କୁ ସବୁ ଜଣା କେବଳ ବ୍ୟବହାର ଜଣା ନାହିଁ ।

    • @M.JAGANNATH
      @M.JAGANNATH Год назад +7

      ତୁ ଯେମିତି ବ୍ୟବହାରରେ PhD କରିଛୁ

    • @papundandasena7901
      @papundandasena7901 Год назад +2

      @@M.JAGANNATH ସତ କହିଲେ ଭାଇ

    • @biplabideabucket296
      @biplabideabucket296 Год назад +4

      @@M.JAGANNATH 🙏
      😟କଣ ବ୍ୟବହାର ପାଇଁ PHD କରିବାକୁ ପଡେ! ❗
      🙏ମୁଁ ଜାଣିନି ମହୋଦୟ...!!!
      🤷ଅନ୍ୟ ମାନେ ତ ନିଜ ମା ବାପା ଙ୍କ ଠାରୁ ବ୍ୟବହାର ଶିଖନ୍ତି ।
      🙏ଭାଇ
      👉ଏଠାରେ କିଏ ଠିକ୍ କିଏ ଭୁଲ ତ ପର ର କଥା ପ୍ରଥମେ ତର୍କ ତ ସଠିକ୍ କରିବା କଥା।
      🙏ପ୍ରତାପ Sir ଜଣେ Teacher ଏଣୁ ତାଙ୍କୁ ପ୍ରଣାମ ।
      କିନ୍ତୁ
      👉ଏପରି ବ୍ୟବହାର ଯେପରି କି ଅନ୍ୟ ଜଣେ ମୂର୍ଖ ଓ ପ୍ରଦୀପ ଆଜ୍ଞା ଙ୍କ ମତ୍ତ ହିଁ ଶୁଣିବା କୁ ବାଧ୍ୟ । ଏହା ଉଚିତ୍ ବ୍ୟବହାର କି ?
      🇮🇳ISRO ରୁ Satellite ଛାଡ଼ିବା ପୁର୍ବ ରୁ ବିଜ୍ଞାନୀ ଭଗବାନ ଙ୍କୁ ପ୍ରାଥନା କରିଲେ। ସେହି ବିଜ୍ଞାନୀ ମୂର୍ଖ ନା ଅପରାଧୀ ।⁉️
      👉ଓଡ଼ିଶା, ଭାରତ ଓ ସଂପୂଣ୍ଣ ପୃଥିବୀ ରେ ତ ଅନେକ ମୋନୋ ବିଜ୍ଞାନୀ, ଭାରତ ରେ ବହୁତ ଉଚ୍ଚ ଶିକ୍ଷିତ ଗୁରୁ, ଶିକ୍ଷକ ତ ପ୍ରତାପ sir training ଦିଅନ୍ତୁ କାରଣ କେବଳ ପ୍ରଦୀପ sir ହିଁ ଠିକ୍ ।
      👉ନଚେତ ଭାରତ ସରକାର ଓ ହାଇକୋର୍ଟ ସୁପ୍ରିମକୋର୍ଟ ରେ ଆବେଦନ କରନ୍ତୁ।
      👉ଯାହାକୁ ଭୁଲ କିମ୍ବା ସମାଜ ଦ୍ରୋହି ଭାବୁଛନ୍ତି ସେମାନଙ୍କର ଉପରେ FIR କରନ୍ତୁ।
      👉ଏପରି ଅନ୍ୟ ଜଣଙ୍କୁ କହିବା କୁ ନ ଦେବା । କେବଳ ନିଜ କଥା ହିଁ ଠିକ୍ ଭାବି ଅନ୍ୟ ଙ୍କୁ ବାରମ୍ବାର କହିବା କାହାର ଲକ୍ଷଣ।
      🙏ହଁ, ପ୍ରତାପ ଆଜ୍ଞା ନିଜ ପରିବାର ଠାରୁ ବ୍ୟବହାର ଶିଖୁଛନ୍ତି । କିନ୍ତୁ ବ୍ୟବହାର କରିବା ସମୟ ରେ ନିନ୍ଦିତ ବ୍ୟବହାର, ବ୍ୟଙ୍ଗାତ୍ମକ ଓ ଅଯଥା ମନ୍ତବ୍ୟ ଦିଅନ୍ତି ।
      🙏ଭାଇ ମୋର ଆପାଙ୍କ ସହିତ କୌଣସି ଶତ୍ରୁତା ନାହିଁ।
      👉କେବଳ ବିଚାର ଭିହ୍ନ ।
      🇮🇳ଜୟ ହିନ୍ଦ୍🙏🛐

    • @papan2470
      @papan2470 Год назад

      @@M.JAGANNATH name justified ur mentality as u r an adivasi may b converted to Christianity.. so it's not what can't be expected frm u

    • @manojpadhan5337
      @manojpadhan5337 Год назад +1

      Pratap is a med man

  • @nickreynold
    @nickreynold Год назад +33

    ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି

    • @muktidwar
      @muktidwar Год назад +1

      ଖୁବ ସୁନ୍ଦର ବିଶ୍ଳେଷଣ କରିଛନ୍ତି, ଏକଦମ୍ ଠିକ୍ କହିଛନ୍ତି, ଅଜସ୍ର ଅଜସ୍ର ସାଧୁବାଦ ଆପଣଂକୁ । ଜୟ ଜଗନ୍ନାଥ 🙏

    • @nickreynold
      @nickreynold Год назад

      @@muktidwar ଆପଣଙ୍କୁ ବି ବହୁତ ଧନ୍ୟବାଦ କଥା ବୁଝିଥିବାରୁ. ଜୟ ଜଗନ୍ନାଥ.

    • @ganesharout3234
      @ganesharout3234 Год назад +1

      prnam

    • @nickreynold
      @nickreynold Год назад

      @@ganesharout3234 Namaskar

    • @Humanity299
      @Humanity299 Год назад +1

      ଧର୍ମ/righteous କହିଲେ ଏମାନେ ସମ୍ପ୍ରଦାୟ/religion ବୁଝୁଛନ୍ତି କର୍ତ୍ତବ୍ୟ କୁ ନୁହେଁ। ସମ୍ବିଧାନ ସମ୍ବିଧାନ କହୁଛନ୍ତି ସେ ସମ୍ବିଧାନ ଥାଇ ମଧ୍ୟ କିଛି ଭଲ ନ୍ୟାୟ ହେଇ ପାରୁନି, ଦଣ୍ଡ ର ବ୍ୟବସ୍ଥା କୁ କମ କରିଦିଆ ଯାଇଛି।

  • @dilseindian1077
    @dilseindian1077 Год назад +32

    Each to his own... Every one has equal rights to live his life as he likes...

    • @LEGENDCRICKET123-45C
      @LEGENDCRICKET123-45C Год назад +6

      Han sabko apna apna life jine ka adhikar hai ...par kisi bejuban ko maarne ka adhikar apko koun deta hai ???

    • @Humanity299
      @Humanity299 Год назад

      Hmm isliye ta Sambidhan choro nku chrori kariba pain kam dand karideichhi, Sambidhan kichhi kama ku nuhan.

    • @dilseindian1077
      @dilseindian1077 Год назад +2

      @@LEGENDCRICKET123-45C Insaan aur janwar me fark ko Samvidhan manta hai...

    • @devharpal5911
      @devharpal5911 Год назад

      @@Humanity299 Duniya k top scholars ne SAMBIDHAAN likhe hai tu anpad gawar yaha samvidhan ko Galat thehra raha hai
      Shame on you

    • @digimaza5238
      @digimaza5238 Год назад +2

      Kya dusro ko kast deke tum apna like k hisab se jioge ??
      Wesa to ravan bhi karta tha, without any kindness

  • @suryasadhika4157
    @suryasadhika4157 Год назад +6

    ସମ୍ବିଧାନରେ ବିଜ୍ଞାନକୁ ମାନିବାକୁ ଲେଖାଯାଇଅଛି । ବିଜ୍ଞାନ ସବୁ ବିଷୟରେ ଜବରଦଖଲ କରି ଝଗଡା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ହୋଇନାହିଁ । ବିଜ୍ଞାନକୁ ଅତିରଞ୍ଜିତ କରି ସମାଜ ବିଶୃଙ୍ଖଳା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ନାହିଁ ।

  • @sukantakumarpradhan8127
    @sukantakumarpradhan8127 Год назад +15

    ଅସମ୍ପୂର୍ଣ୍ଣ ଆଲୋଚନା , ଆଙ୍କର ମହାଶୟ। ନିଜେ ଅଧିକା କହିଲେ,ତର୍କରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ କମ୍ ସୁଯୋଗ ମିଳିଲା।

  • @samarendrarout4341
    @samarendrarout4341 Год назад +3

    Jay Jagannath 🙏❤

  • @chintusveggiesamayal1826
    @chintusveggiesamayal1826 Год назад +6

    Thanks professor pratap sir.

  • @ramasika970
    @ramasika970 Год назад

    Very good Kanak news emiti discussion anantu ...bhala laguchi

  • @prakashghose7518
    @prakashghose7518 Год назад +10

    No one can force not to eat or eat something in any day..

  • @jagadash6790
    @jagadash6790 Год назад +5

    Good anchoring skill and voice....

  • @viewfact7898
    @viewfact7898 Год назад +13

    ପ୍ରଥମତଃ ମଣିଷ ଗୋଟିଏ ସାକାହାରି ପ୍ରାଣି ଅଟେ ପ୍ରଥମେ ମଣିଷ ଯେତେବେଳେ ବାନର ଥିଲେ ପରେ evaluation ହେଲେ ସେମାନେ ସାକାହାରୀ ଥିଲେ । ପରବର୍ତ୍ତୀ ସମୟରେ ମାଂସ ଖାଇଲେ କେବଳ homo ପ୍ରଜାତିର ମଣିଷ କୁ ଛାଡିଦେଲେ ମାଙ୍କଡ. , ସିମ୍ପାଜୀ, ଗରିଲା ଇତ୍ୟାଦି କୈଣସି ଆମଭଳି ପ୍ରଜାତି ଆସିଷ ଭକ୍ଷଣ କରେ ନାହିଁ କାରଣ ଆମର ଶରୀର ଆସିଷ୍ ଭକ୍ଷଣ ପାଇଁ ଉପଯୁକ୍ର ନୁହେଁ

    • @rudrakhuntia5583
      @rudrakhuntia5583 Год назад

      😂

    • @iamatheist.8924
      @iamatheist.8924 Год назад +1

      Wrong knowledge... please update yourself

    • @priyacharandas653
      @priyacharandas653 Год назад

      ମଣିଷ ଜଣେ ସାକାହାରି ପ୍ରାଣୀ

    • @user-fh8yj9cl7u
      @user-fh8yj9cl7u 10 дней назад

      ​@@iamatheist.8924ତୁ ବଡ ପଣ୍ଡିତ ମନେ ମନେ.. ନା ରେ... ମୂର୍ଖ ମାଗି ଖିଆ... ସବୁ reservation ନେଇକି ତମର ସବୁ ଚେର ଲାଗି ଗଲାଣି ନାହିଁ ରେ ଚୋର ଦଳ..

  • @BabaAndBaby11
    @BabaAndBaby11 Год назад +2

    This astrologer is my uncle’s best friend. His maternal grandfather house is in Tumuraput Sasan , Banapur. He is very good in nature

  • @raghunathjena3361
    @raghunathjena3361 23 часа назад

    You are great Mr Rath.

  • @kailashchandrasethi6435
    @kailashchandrasethi6435 6 дней назад

    Jay jagannath 🙏🙏🙏

  • @benudharpradhan7915
    @benudharpradhan7915 Год назад +10

    ସମ୍ବିଧାନ, ବିଜ୍ଞାନ ଓ ଧାର୍ମିକ ପରମ୍ପରା ସବୁ ଅଲଗା

  • @prafullaojha8242
    @prafullaojha8242 Год назад +5

    ଏ ହେତୁବାଦୀ ରଥ ବୁଢା 2023 କରନାରେ ରାମ ରାମ ସତ୍ୟ ହେ

    • @Pk2018-d2h
      @Pk2018-d2h Год назад +1

      Kahi ete ashisnu....Corona re Jagannath bhakta kehi male nahi ki

    • @user-bw6ci7oe5q
      @user-bw6ci7oe5q Год назад

      Tu bi jibu

    • @Humanity299
      @Humanity299 Год назад

      @@Pk2018-d2h କର୍ମ ର ଫଳ କୁ ଭକ୍ତି ଅନୁସାରେ କମ କରି ଦେଇଥାନ୍ତି ଭଗବାନ୍। ପ୍ରହଲ୍ଲାଦ ପରି ଭକ୍ତ ପୂର୍ଣ୍ଣ ରୂପେ ଶୁଦ୍ଧ ହେଲେ ସିନା କରୋନ ରୁ ପୂର୍ଣ୍ଣ ସୁରକ୍ଷିତ ହେଇ ପାରିବ।

    • @Humanity299
      @Humanity299 Год назад

      🤣 ଆରେ ଆରେ ଏମିତି କୁହନ୍ତୁ ନି, ବରଂ କୁହନ୍ତୁ ଯେ ତାଙ୍କ ବୁଦ୍ଧି ବିବେକ ବୃଦ୍ଧି ହଉ।

  • @user-fu9ws3or2f
    @user-fu9ws3or2f 8 дней назад

    Jai Jagannath 🙏 🙏 🙏

  • @dayanidhipadhi8949
    @dayanidhipadhi8949 Год назад +1

    Jay Jagannath 🙏🌹

  • @somanathnayak5250
    @somanathnayak5250 Год назад +3

    ସୃଷ୍ଟିରେ ଯେତେ ଉପାଦାନ ଅଛି ଯଥା - ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ବାୟୁ, ଉଦ୍ଭିଦ.... ସେମାନଙ୍କର ଧର୍ମ ସେମାନେ ଠିକ୍ ଭାବରେ ପାଳନ କରୁଛନ୍ତି, କିନ୍ତୁ ମଣିଷ କେବଳ ନିଜ ମାନବ ଧର୍ମ ପାଳନ ନ କରି କେବଳ ସମ୍ବିଧାନ ର ଦ୍ୱାହି ଦେଇ ନିଜକୁ ସ୍ୱାହିଲା ଭଳି କର୍ମ କରୁ ଅଛି।

  • @nickreynold
    @nickreynold Год назад +8

    ଅନ୍ଧବିଶ୍ୱାସ କେବଳ ଗୋଟିଏ ଧର୍ମରେ ଅଛି,ଅନ୍ୟ କୋଉଠି ନାହିଁ? କାରଣ ଶସ୍ତା ପଡିଛି ଏଠି,କହିଲେ ବେଶୀ କିଛି ହେବନି,ଅଲଗା ଜାଗାରେ ଜୀବନ ବିପଦ.ଏମାନଙ୍କୁ ସମର୍ଥନ ଦେବାରେ ଆମରି ନିଜର ଗୋଛିକଟା ଲୋକ ଅଛନ୍ତି,କଳା ପାହାଡ଼,ଧଳା ପାହାଡ଼ ସବୁ. ବିଦେଶୀ ଆସିକି ହରେ କୃଷ୍ଣ ହରେ ରାମ ଜପୁଛନ୍ତି,ଶୁଦ୍ଧ ନିରାମିଷାଶୀ ପାଲଟୁଛି,ଆମେ ଜିହ୍ୱା,କାମନା ଲାଳସାରେ ମାତିଛୁ.ମୋ ବୋଉଙ୍କ କଥା ମାନି ୨୩ ବର୍ଷ ହେଲା ନିରାମିଷାଶୀ,ତମ୍ବାଖୁ,ମଦ,ଗୁଟଖାକୁ ହାତ ମାରିନି ଆଜି ଯାଏଁ. ହଁ ଆଉ ଗୋଟେ ଦୁର୍ବାର ଆକର୍ଷଣର ମୋହମାୟା ଫାସରେ ପଡିନି ଆଜିଯାଏଁ କି ଛୁଇଁ ନାହିଁ ଥରେ. ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ,କିନ୍ତୁ ମୁଁ ବି ମଣିଷ ଆଉ ବଂଚିଛି ଆଜିଯାଏଁ. ତେଣିକି ଯାହାର ବିବେକ ଯାହା କହୁଛି,ଆମ ବିବେକ କଥା ଆମେ ଶୁଣିଲୁ. ପ୍ରଥା ଏବଂ ପରମ୍ପରା ମଧ୍ୟରେ କଣ ଫରକ ଅଛି ସେଇଟା ପ୍ରଥମେ ଜାଣିବା ଦରକାର.କାଲିକି କହିବେ ଗୁରୁଜନଙ୍କୁ ସମ୍ମାନ ଦେବା କାହିଁକି,ସେମାନେ ବି ମଣିଷ,ଗୁରୁଜନଙ୍କୁ,ଗୁରୁଙ୍କୁ ସମ୍ମାନ ଦେବେ ପରମ୍ପରା,ପ୍ରଥା ନୁହେଁ,ଯେମିତି ଯୌତୁକ ପ୍ରଥା,ପରମ୍ପରା ନୁହେଁ. ପରମ୍ପରା ହେଉଛି ଯୋଉଟା ଆମ ବେଦ,ଶାସ୍ତ୍ର,ଉପନିଷେଦରେ ଲେଖା ଯାଇଛି ଯେମିତି ଗୁରୁକୁଳ,ଗୁରୁ-ଶିଷ୍ୟ ପରମ୍ପରା ଇତ୍ୟାଦି.

    • @iamatheist.8924
      @iamatheist.8924 Год назад +1

      Try karithili...hele semane kahile nija Dharma ru andhabiswas pakhandvad jatibad etc ku band kala pare ama pakhaku asibu...nija ghara agey thik kar

  • @gopinathmahanandia311
    @gopinathmahanandia311 Год назад +24

    Ratha sir. U r great 🙏🏿🙏🏿🙏🏿

    • @satyasanatani-oj5vl
      @satyasanatani-oj5vl Год назад +2

      bala na

    • @akshayamahapatra5513
      @akshayamahapatra5513 9 дней назад

      Tu magia pakka Bhim wala party 100%

    • @HNT156
      @HNT156 8 дней назад

      Great au mg kichi problem hele ratha sir pakhaku jibu bhagawan nka pakhaku jibuni

  • @nandakishorejena9831
    @nandakishorejena9831 Год назад +3

    ସବୁଠାରୁ ମହାନ ଗ୍ରନ୍ଥ ସମ୍ବିଧାନ ତା ଠାରୁ ବଡ଼ କେହି ନାହିଁ
    ଜୟ ସମ୍ବିଧାନ ଜୟ ବିଜ୍ଞାନ

    • @Humanity299
      @Humanity299 Год назад +1

      ହଁ ସବୁଠାରୁ ମହାନ୍ ଗ୍ରନ୍ଥ ସମ୍ବିଧାନ 🤣 କାରଣ ଯେଉଁ ସମ୍ବିଧାନ ଥାଇ ମଧ୍ୟ ନଥିଲା ସହିତ ସମାନ କାରଣ ଚୋର ଠକ ଲୋକ ତାଙ୍କ କାମ ଅତି ସହଜରେ କରି ପାରୁଛନ୍ତି। ସମ୍ବିଧାନ ନିଜେ ପ୍ରମାଣ ଦେଉଛି ଯେ ସେ କଣ କିନ୍ତୁ ଧନ୍ୟ ସେ ସମ୍ବିଧାନକୁ ମାନିବା ଲୋକ ଓ ଲେଖିଯାଇଥିବା ଲୋକ। ଲୋକେ କଷ୍ଟ କରି ଆଇଏଏସ, ଡାକ୍ତର ହେବେ, କିନ୍ତୁ ମନ୍ତ୍ରୀ ମାନେ ଦଶମ ଶ୍ରେଣୀରେ ଅସଫଳତା ହାସଲ କରି ସେମାନଙ୍କଠୁ ଉପରେ ରହିବେ।
      ଚୋର ଖଣ୍ଟଙ୍କ କାମ ଆହୁତି ସହଜରେ ହେଇ ଯାଉ
      ବୋଲ ଆନନ୍ଦେ ଏକବାର୍ ଜୟ ସମ୍ବିଧାନ🤣

    • @iamatheist.8924
      @iamatheist.8924 Год назад +1

      @@Humanity299 Samvidhan pain etiki kahuchu re dhana...north korea ku jaunu...kim Jong un ra jhia Na aau se desha sra kehi dei paribeni boli recent rule heichi ..bujhilu

  • @bbinod87
    @bbinod87 Год назад +3

    Rationalism is great...

  • @chandramadhabdash6908
    @chandramadhabdash6908 Год назад +2

    ଯାହା ହଉ ବିଜ୍ଞାନ ସବୁବେଳେ ସନାତନ ଧର୍ମ ସହିତ ଦ୍ଵନ୍ଦ କରେ 🙂🙂🙂
    କିନ୍ତୁ ବିଶ୍ବାସ ଯେଉଁଠି ଭଗବାନ ସେଇଠି 🙏🏼

    • @iamatheist.8924
      @iamatheist.8924 Год назад +1

      So...biswas nahi ta bhagaban nahi .. simple

  • @nksahoo4123
    @nksahoo4123 Год назад +2

    Nice

  • @anilbhuyan1239
    @anilbhuyan1239 5 дней назад

    Jay Jagannath

  • @user-xx8ys7ro1i
    @user-xx8ys7ro1i 10 дней назад

    Jay Jagannath🙌🙌🙌 🙏🙏🙏🙏🚩🚩🚩🚩🚩

  • @ramaniranjanmahakud8189
    @ramaniranjanmahakud8189 6 месяцев назад

    Jay jagannath 🙏

  • @maheswarparida8745
    @maheswarparida8745 Год назад +6

    Jay jagannath swami nayana patha grami bhaba tume🙌 🙏🙏🙏🙏🙏

  • @binodiniharipal5944
    @binodiniharipal5944 Год назад

    Jay Jagannath 🙏

  • @Debaprasadsamal-ge9es
    @Debaprasadsamal-ge9es Год назад

    4:26 exactly... we also have our choices.. who give you the rights to question us... jay jagannath🚩🚩

  • @chiranjibnayak635
    @chiranjibnayak635 Год назад +2

    Kanak News pura sasta heigala

  • @ZeeMusicLab
    @ZeeMusicLab Год назад +16

    See conversion between swami Vivekanand amd Nikola Tesla. 😊
    Rath Sir is right👍👍👍. I love the philosophy of gautam Budhha and Vivekanand...thats scientifically
    Energy is ultimate truth and no one can refuse it........see the Multiverse, Higs boson particle and lots of.........
    You will shock and all energies are integrated to a form called god...
    Bhagwat Geeta thats it 😎😎😎

  • @Reenabehera0
    @Reenabehera0 Год назад +7

    Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @nrusinhatripathy6930
    @nrusinhatripathy6930 Год назад +2

    ♥️🙏♥️🙏♥️🙏♥️🙏♥️ happy new year ♥️🙏♥️🙏

  • @saradaparida8217
    @saradaparida8217 Месяц назад

    Jay Jagannath Swami ❤❤❤❤

  • @rajeshmallick7570
    @rajeshmallick7570 Год назад +1

    Jay jaganatha

  • @subratbehera2754
    @subratbehera2754 Год назад

    Jay Jagannath🙏🙏🙏🙏

  • @ayurvedicguru8010
    @ayurvedicguru8010 Год назад

    Jay jagannath

  • @krishnapradhan9332
    @krishnapradhan9332 14 дней назад

    Jai jagannatha

  • @spsoumyakantapriyadarshi3313
    @spsoumyakantapriyadarshi3313 Год назад

    ❤❤

  • @liju1332
    @liju1332 Год назад +5

    Personal choice......

  • @biwajitviswajeet
    @biwajitviswajeet Год назад +1

    ❤ ରଥ ଶର୍ମା

  • @santoshkumarmishra2620
    @santoshkumarmishra2620 Год назад +2

    ଦୀପିକା ଭଉଣୀ .🙏🙏🙏

  • @chandrasekharsingh3243
    @chandrasekharsingh3243 Год назад +5

    Ratha sir you are 👍 👌 👍 👌 👍 salute to you sir...

  • @raghunathdas5454
    @raghunathdas5454 Год назад

    Jay Jagannath 🙏🙏🙏👍👍🚩🚩🚩🚩🚩🚩🚩 Jay

  • @Harekrishna....947
    @Harekrishna....947 Год назад

    Jay jaganath

  • @user-pt3hn9tt8x
    @user-pt3hn9tt8x 9 дней назад

    ଜୟ ହେତୁ ବାଦୀ ସତ

  • @masterbijaykumarjena4649
    @masterbijaykumarjena4649 Год назад

    Very very good news

  • @ranjankumarbiswal6994
    @ranjankumarbiswal6994 12 дней назад +2

    ରଥଶର୍ମା ଦିନେ ସନ୍ତୋଷ ରାଉଳ କୁ ଭଗବାନ ମାନୁଥିଲେ.

  • @amazingodisha420
    @amazingodisha420 Год назад +23

    ବିଜ୍ଞାନକୁ ମଧ୍ୟ ଅନ୍ଧଭଳି ବିଶ୍ୱାସ କରିବା ଏକ ଅନ୍ଧବିଶ୍ୱାସ, କେବେ କୋଉ ନେତା ଓ ବୈଜ୍ଞାନିକ ମାନେ ସମ୍ବିଧାନକୁ ସମ୍ପୁର୍ଣ୍ଣ ମାନିଛନ୍ତି?? ଏହା ଅସମ୍ଭବ କାହିଁକି ନା ପରିବର୍ତ୍ତନଶୀଳ ସମ୍ବିଧାନ!!!

    • @vaishs385
      @vaishs385 Год назад +1

      Bigyan sabubele change hue au view v. Bigyan challenge kare. Kehi bigyan ku andha bhabare bishwas karantini. Bigyan proof dekhae.
      Au Bigyan kaha bishwas ki abishwash upare depend kareni.

    • @rudrakhuntia5583
      @rudrakhuntia5583 Год назад +1

      bigyana proof dekhae re murkha. kehi andha valia biswas karantini hela.

    • @Humanity299
      @Humanity299 Год назад +1

      @@rudrakhuntia5583 ଠିକ୍ କଥା ଯେ ଜ୍ଞାନୀ ମହାଶୟ, ସେ ସେଇ ବିଜ୍ଞାନକୁ ଅନ୍ଧ ଭାବରେ ମାନୁଥିବା ଲୋକ ବିଷୟରେ କହୁଛନ୍ତି ଯିଏ କି ବିଶ୍ୱାସ କରେ ନାହିଁ ଯେ ଭଗବାନ ଅଛନ୍ତି ବୋଲି, କାରଣ ସୃଷ୍ଟି ଅଛି ତ ସୃଷ୍ଟି କର୍ତ୍ତା ବି ଅଛନ୍ତି ନା।

    • @iamatheist.8924
      @iamatheist.8924 Год назад

      @@Humanity299 srusti Mane kan ??? Science universe evolution bisyare padhithile sina janantu....tu ta murkha ta Bramha ra kouthu janma heichu kahunu

    • @vaishs385
      @vaishs385 Год назад

      @@Humanity299 Srusti achi ta Mane nuhe je kehi srusti karta v thibe. Au jadi v achanti kehi ta as per ur logi se strusti karta ku kie strusti kale ? Au aji jaha v heichi it's because of evolution.

  • @odiaallgk3504
    @odiaallgk3504 Год назад +2

    Pratap sir 🙏🙏🙏🙏

  • @suryasadhika4157
    @suryasadhika4157 Год назад +3

    ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ।

  • @subashlakra1908
    @subashlakra1908 Год назад

    Praise the lord

  • @suratratha7376
    @suratratha7376 Год назад

    How blind even educated people, onion, garlic nonveg! But milk, curd, ghee, paneer, pureveg what's a amazing

  • @krushnasahoo7401
    @krushnasahoo7401 Год назад +2

    Hetubadi na phaltubadi?

  • @kishorekumarcreative
    @kishorekumarcreative Год назад +5

    ଏହି ଯେଉଁ ହେତୁ ବାଦି ମଣିଷ ବସିଛନ୍ତି, ତାଙ୍କୁ ମୁଁ ପଚାରୁଛି ଆଗରୁ କେଉଁଠି ଥିଲେ ଆପଣତ ୨୦୨୨ ରେ ଜନ୍ମ ହୋଇ ନାହାଁନ୍ତି, ଆଗରୁ ବିରୁଦ୍ଧ କରୁ ନଥିଲେ,,, ଏ ୨୦୨୨ ରେ ମନେ ପଡିଲା ସଚେତନ କରାଇବା ପାଇଁ🙏🙏🙏

    • @debasisjena5535
      @debasisjena5535 Год назад

      Vai paisa ta padiI nathila pocket re...se pain waiting re thile...

    • @chittcreativity
      @chittcreativity Год назад

      Bhai.... Nijaku first se sansodhan karichanti, paribar ku sudharichanti... Tapare 2022 asichi bhai......

  • @bhabanishankartripathy2753
    @bhabanishankartripathy2753 4 месяца назад +1

    ପ୍ରଫେସର ଜଣେ ଏମିତି ବାର୍ତା ସଂସାର କୁ ଦେଇ ଏକ ନିନ୍ଦନୀୟ ପରିଚୟ ଦେଇଛନ୍ତି

  • @prakashmishra7750
    @prakashmishra7750 Год назад

    It shouldn't be debated .

  • @splendidswarna
    @splendidswarna Год назад +2

    ଆଜ୍ଞା... ଆପଣ ଯାହାକୁ ମାଷ୍ଟ୍ର କହୁଛନ୍ତି.... ଆମ ଶିକ୍ଷା ଆଉ ସଂସ୍କାର ତାକୁ ଶିକ୍ଷକ କୁହେ 🙏🏻

    • @iamatheist.8924
      @iamatheist.8924 Год назад

      Ta asubidha kouthi rahila...master kahile kichhi problem achhi ki madam ?

  • @prakashnayak9146
    @prakashnayak9146 Год назад +6

    Prof. Rath is great

  • @suryasadhika4157
    @suryasadhika4157 Год назад +12

    ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ତେଣୁ ବିଜ୍ଞାନ ପାଇଁ ଗ୍ରହଣର ମାନ୍ୟତା କାଟି ଦିଆଯାଇ ପାରିବ ନାହିଁ ।

    • @iamatheist.8924
      @iamatheist.8924 Год назад

      Ha ha ha...grahna ta kou bada jinisa ta ki ??? Emiti react karucha.

  • @ODJITU108
    @ODJITU108 Год назад +4

    1 kilo chiken moton beep re 17000 hajar litre Pani kacha hauchi hetu badi sir mo kaon sayantra Rashtra Sanstha akada kahuchi

  • @abinashcomedyandmotivation816
    @abinashcomedyandmotivation816 Год назад +1

    Super. Ratha

  • @shriramnayak950
    @shriramnayak950 Год назад +30

    ହେତୁବାଦୀ ପ୍ରଫେସର ପ୍ରତାପ ରଥ. ଆମ ଓଡିଶା ର ସଂସ୍କୃତି କୁ ବୁଡେଇ ବାକୁ ବସିଛି . ଜୟ ଜଗନ୍ନାଥ 🙏🏻

    • @priyacharandas653
      @priyacharandas653 Год назад +1

      ଜୟ ଶ୍ରୀ ଜଗନ୍ନାଥ

    • @chittaranjangachhayat6363
      @chittaranjangachhayat6363 Год назад +5

      ପ୍ରଫେସର ପ୍ରତାପ ରଥ ଅନ୍ଧ ବିଶ୍ୱାସ ସମାଜ ରୁ ଦୂର କଲେ

    • @veerpaika
      @veerpaika Год назад +2

      @@chittaranjangachhayat6363 a bhali bhaba re dine tume gote pabitra dharma ku hareiba .
      Keep doing this & if you have time please read Bhagwat Gita before you turning towards nastik.

    • @debashishmohanty4798
      @debashishmohanty4798 Год назад +2

      New year celebrations ru Jana padichhi tame sabu kete odia sanskriti ku tekiki rakhichha.

    • @nickreynold
      @nickreynold Год назад

      ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି

  • @biswanathmajhimajhi2130
    @biswanathmajhimajhi2130 Год назад

    Jay shree jagannath 🪔🙏

  • @jayaprakashswain7953
    @jayaprakashswain7953 Год назад +4

    It's only for TV TRP.

  • @abhimanyudash8360
    @abhimanyudash8360 Год назад +4

    Pratap Sir you are absolutely right.. hai manabta

  • @ramasika970
    @ramasika970 Год назад +20

    Rationalism 🙏👏

    • @Humanity299
      @Humanity299 Год назад +2

      ତାହେଲେ ଭଗବାନ ନାହାଁନ୍ତି କି?

    • @Richardson894
      @Richardson894 Год назад

      @@Humanity299 ହଁ ଭାଇ ଭଗବାନ ବୋଲି ସେମିତି କେହି ନାହାନ୍ତି

    • @iamatheist.8924
      @iamatheist.8924 Год назад

      @@Humanity299 no

    • @satyasanatani-oj5vl
      @satyasanatani-oj5vl Год назад

      @@Richardson894 sethipani tame sale chiken khaucha

    • @satyasanatani-oj5vl
      @satyasanatani-oj5vl Год назад

      @@iamatheist.8924 acha tu bada mg

  • @onedayyouandme3268
    @onedayyouandme3268 Год назад +4

    *According to you and our Indian Constitution Article 51 A (H) is saying about HUMANITY. Then where was your humanity while killing CHICKEN and MUTTON. If you restrict sacrifice then it's good , if you stop people to give milk to snake then it's good because it's cruelty. But you are taking innocents life by saying we are ହେତୁବାଦୀ . It's not acceptable.*

  • @laxmanlakshya7244
    @laxmanlakshya7244 Год назад

    Pratap rath sir great thinker just people need to understand him

  • @sahoovlogs727
    @sahoovlogs727 Год назад +10

    ଆରେ ପେଲେଇପୁଅ ରଥ ସମ୍ବିଧାନ କଣ ତୋ ବୋଉ ଘଇତା ଲେଖିଥିଲା

    • @Brijeshmallick
      @Brijeshmallick Месяц назад +2

      ନା ରେ ତୋ ବୋଉ ଲେଖିଥିଲା 😂

  • @gameforu8714
    @gameforu8714 Год назад +2

    Surjya ratha Sharma bhali honest person...eei bhali faltu channel ku asibara nathila.....

  • @bikashbehera4805
    @bikashbehera4805 Год назад

    Aei hetubadi saha Puri ra advocate piku bhai nka Saha alochana heithile Bahut vala heithanta

  • @SMASHBEAST1
    @SMASHBEAST1 Год назад +2

    Always with science ❤💪

    • @shaitansingh9698
      @shaitansingh9698 Год назад

      Bhai science ku kaha without using any natural resources make something alive thing

    • @shaitansingh9698
      @shaitansingh9698 Год назад

      Bhai tu gote AI robot ki??jadi nai to body re atma kouthu asila, body to parents dele atma kouthu asila.
      Jebe tora pilabele kichi health issue hauthila to parents ku pachar kete bhagwan nku Puja kara heichi

    • @SMASHBEAST1
      @SMASHBEAST1 Год назад

      @@shaitansingh9698 atma kn ??

    • @shaitansingh9698
      @shaitansingh9698 Год назад

      @@SMASHBEAST1 tame odia???

    • @imrr23
      @imrr23 6 месяцев назад

      ​@@SMASHBEAST1wah kete pratical pila 😅

  • @prasantapanda1703
    @prasantapanda1703 Год назад +16

    ସମ୍ବିଧାନ ତ କହିଛି ସବୁ ଧର୍ମକୁ ସଂମାନ ଦେବା ତୁ ଏ କଥା ଭୁଲି ଯାଉଛୁ ମାଗିହା ହେତୁବାଦୀ

    • @Humanity299
      @Humanity299 Год назад

      ସେଇ କଥା ତ ଭୁଲ୍ ଲେଖା ଯାଇଛି। କାରଣ ଧର୍ମ/କର୍ତ୍ତବ୍ୟ ଓ ସମ୍ପ୍ରଦାୟ/religion ମଧ୍ୟରେ ପାର୍ଥକ୍ୟ ଅଛି। ସମ୍ପ୍ରଦାୟ/religion ଭୁଲ୍ ବି ହେଇ ପାରେ ଯେମିତି କି Islam/ମୁସଲମାନ୍ ସମ୍ପ୍ରଦାୟ ଯିଏ କି ଅନ୍ୟ ଲୋକଙ୍କୁ ମାରିବା ପାଇଁ କହୁଛି।

    • @prasantapanda1703
      @prasantapanda1703 Год назад

      @@Humanity299 ତେବେ ଏ ହେତୁବାଦୀ କାହିଁକି ବାରମ୍ବାର ସମ୍ବିଧାନ କଥା କହୁଛି ତେବେ ସିଏ ଯୋଉ ସମ୍ବିଧାନ କଥା କହୁଛି ତାହା ବି ଭୁଲ ହେଇପାରେ, ଶେଷରେ ଗୋଟିଏ କଥା କହିବି ଜଣେ ଡାକ୍ତର ଅପେରସନ କରିବା ପୂର୍ବରୁ ଭଗବାନଙ୍କୁ ଡାକୁଛି, ଜଣେ ବୈଜ୍ଞାନିକ କିଛି ପରୀକ୍ଷଣ ପୂର୍ବରୁ ଭଗବାନ ଙ୍କୁ ଡାକୁଛି, ଅବଦୁଲ କଲମ ବି ଜଣେ ମହର୍ଷିଙ୍କୁ ଗୋଡ଼ ଧରି ନମସ୍କାର କରୁଥିବା ଭିଡ଼ିଓ ଦେଖିଥିବେ, ଏ ବୈଜ୍ଞାନିକ ମାନେ କଣ ଏତେ ମୂର୍ଖ କେବଳ ଏହି ମାଗିହା ହେତୁବାଦୀ ମାନେ ଶିକ୍ଷିତ

  • @ODJITU108
    @ODJITU108 Год назад +1

    ଅଣ ଭେଜିଟେରିଆନ୍ ଖାଦ୍ୟ ହେତୁ ଜଳ ସଙ୍କଟ

  • @imhuman3869
    @imhuman3869 Год назад

    କେବଳ ପାଟିର ଲାଳସା ପାଇଁ, ଯେ କୌଣସି ଜୀବକୁ କଷ୍ଟ ଦେଇ, ହତ୍ୟା କରି, ତାର ମାଂସ କୁ ଭୋଜନ ରୁପେ ଗ୍ରହଣ କରିବା, କେବେ ବି ମାନବୀୟ ଧର୍ମ ନୁହେଁ। ଏହା ଆସୁରିକ କାର୍ଯ୍ୟ।
    ଆପଣ ନିଜେ ଜାଣନ୍ତୁ, ଆପଣ କ'ଣ ଅସୁର ନା ମଣିଷ ?

  • @anantamurmu453
    @anantamurmu453 Год назад +1

    Pratap Rath sir is always grt

  • @subratkumar2185
    @subratkumar2185 11 месяцев назад

    Love you ❤RATH SIR.

  • @shan_alok
    @shan_alok Год назад +2

    Ratha mgh ku amara puri piku pattnayak sir nku dakantu se Thik utttar debe se mgh ratha barabandia chua tara bapa nahi

  • @ManojManoj-io8xs
    @ManojManoj-io8xs Год назад

    Hetu badi is tha gteat hetu badi sir ku mora suppert

  • @syamaprasadmahapatra
    @syamaprasadmahapatra Год назад +18

    ବେଧ ପିଲା ଟା କିରେ , ତୁ ତ ଆମିଷ ଖାଉନୁ ଆମକୁ କ'ଣ ପାଇଁ ବିରିୟାନୀ‌ ଖାଇବାକୁ କହୁଚୁ‌ 😡 🤦 ଏ ମାଘିଆ ମାନେ ଭିତରେ ହିନ୍ଦୁ ଧର୍ମ ବିରୋଧ ରେ ଚକ୍ରାନ୍ତ କରୁଛନ୍ତି।

  • @samilpatamajhi7365
    @samilpatamajhi7365 Год назад +4

    Media bala hi sabura dayee....

  • @abhidas6032
    @abhidas6032 Год назад +2

    ରଥ ଜଣେ ଅଧା ପାଗଳ,,,,ହେତୁ

    • @Rajeshsingh-jc8or
      @Rajeshsingh-jc8or Год назад

      Se pagal heithile professor na thanta tu bi tike patha padha

  • @devanandabehera
    @devanandabehera Год назад

    Jai jagannath orissa

  • @nickreynold
    @nickreynold Год назад +8

    ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.

  • @CREATIVEWRITING123
    @CREATIVEWRITING123 Год назад +1

    ହୁଁ ଟା ମନୋରଂଜନ ମିଶ୍ରଙ୍କ ସ୍ୱର ଭଲି ଜଣାପଡୁଛି

  • @srikantakumarnayak6791
    @srikantakumarnayak6791 Год назад

    ପ୍ରତାପ ରଥ ଜଣେ ମହାମୁର୍ଖ ଏହାର ଯଥେଷ୍ଟ ପ୍ରମାଣ ରହିଛି।ଆବଶ୍ୟକ ହେଲେ ତାଙ୍କର ସମସ୍ତ ପ୍ରତିକ୍ରିୟା ଗୁଡ଼ିକୁ ପରିବେଷଣ କରାଯିବ । ଜଣେ ମହାମୁର୍ଖ ଏବଂ ଏପରି ଧର୍ମଦ୍ରୋହୀ ଏବଂ ମହାମୁର୍ଖ ପ୍ରତାପ ରଥ କୁ ଆଗକୁ କେହି କୌଣସି media ମଞ୍ଚ ରେ ନ ବସାଇବାକୁ ସମସ୍ତ ମିଡିଆ ମାନଙ୍କୁ ଅନୁରୋଧ ।