ଧର୍ମ ମଣିଷ ତିଆରି କରିଛି କିନ୍ତୁ ଭଗବାନ ନୁହେଁ | Jagannath Mahima | Dr. Srikanta Parija | Odisha365

Поделиться
HTML-код
  • Опубликовано: 25 ноя 2024

Комментарии • 440

  • @srikantaparija2054
    @srikantaparija2054 3 года назад +59

    ପ୍ରତ୍ୟେକ ବ୍ୟବହାରିକ ପଦାର୍ଥକୁ କିଏ ଜଣେ ଗଢିଛି । ଏତେ ବଡ ସୃଷ୍ଟିକୁ ଗଢିଛି କିଏ ??? ବହୁ ଗବେଷଣା ପରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଲେ ଯେ, *ଏକ ମହାଶକ୍ତି ଦ୍ବାରା ଏହି ମହାବିଶ୍ଵ ତିଆରି। ଏହି ମହାଶକ୍ତିକୁ ସେମାନେ ନାମ ଦେଇଛନ୍ତି "କସ୍ମିକ ଏନର୍ଜି" ବା "ମହା- ଜାଗତିକ ଶକ୍ତି।" ଏହି "କସ୍ମିକ ଏନର୍ଜି" ହିଁ 'ସୃଷ୍ଟିକର୍ତ୍ତା' ବା 'ଗଡ୍' ବା 'ଈଶ୍ବର'।*
    ଏହି "କସ୍ମିକ ଏନର୍ଜି" ବା "ମହା-ଜାଗତିକ ଶକ୍ତି" ଉପରେ ଗବେଷଣା କରାଯାଇ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏହି *ମହାଶକ୍ତି ଚାରି ପ୍ରକାର ଶକ୍ତିର ସମାହାର।*
    ଏମାନେ ହେଲେ *"Dark Energy", "White Energy", "Negative Energy" and "Consciousness". (କୃଷ୍ଣଶକ୍ତି, ଧବଳଶକ୍ତି, ନାରୀଶକ୍ତି ତଥା ଚେତନା ଶକ୍ତି।)*
    *ବିଶ୍ଵକର୍ମା ନିଜେ ସୃଷ୍ଟିକର୍ତ୍ତାଙ୍କ ଛଦ୍ମବେଶରେ ମହାରଣା ସାଜି ନିରାକାର ମହାପ୍ରଭୁଙ୍କର ଆକାର ଆଙ୍କିଲେ। *ନିଜର ଶେଲଫି କେବେ ଭୂଲ ଚିତ୍ରିତ ହୁଏନା।* "କସ୍ମିକ ଏନର୍ଜି" ବା "ମହାଜାଗତିକ ଶକ୍ତି" ବା *"ପରଂ-ବ୍ରହ୍ମ"ଙ୍କର ଚାରି ରୂପକୁ ନାମ ଦେଇଗଲେ ଚତୁର୍ଦ୍ଧା ମୂର୍ତ୍ତିରେ ; ଯାହା ପ୍ରାସଙ୍ଗିକ।*

    (କ) *"Dark Energy ; “ଜଗନ୍ନାଥ":* ଜଗତର ନାଥ ; ସୃଷ୍ଟିର ସବୁଠାରେ ଅଛନ୍ତି।

    (ଖ) *"White Energy ; “ବଳଭଦ୍ର"; Divine Energy ; ସ୍ବର୍ଗୀୟ ମହାଶକ୍ତି।"*
    (ଗ) *"Negative Energy"; 'ସୁଭଦ୍ରା' ; "ନାରୀ ଶକ୍ତି" ବା "ଦେବୀ ଶକ୍ତି"; "Divine Maa."*
    (ଘ) *"Consciousness" ; "ଚେତନା ଶକ୍ତି" ; 'ସୁଦର୍ଶନ' ; "ଦିବ୍ୟ ଦୃଷ୍ଟି" ; "Energy To conceive ପରମାତ୍ମା।"*
    ମୁଁ ପରା ତୋର ସ୍ନେହକାଂଗାଳ କାଳିଆ ସାଆନ୍ତ। ଥରେ ମୋ ଶ୍ରୀଅଂଗରେ ଭକ୍ତର ଶରୀର ମିଶି ଗଲା ପରେ ଆଉ ସେ ଶରୀର, ଶରୀର ହୋଇ ରହେନା ରେ। ପାପ ମୁଁ, ପୂଣ୍ୟ ବି ମୁଁ। | ବିଦ୍ୟା ମୋ ଠାରୁ ଆରମ୍ଭ ଆଉ ଅବିଦ୍ୟା ମୋ ଠାରେ ଶେଷ। ସବୁବେଳେ ଖୋଜି ବୁଲୁଥାଏ ମୋ ପାଇଁ ସ୍ନେହ, ଭଲ ପାଇବାର ପସରା ଧରି ବସିଥିବା ମଣିଷଟିକୁ। ”

    • @biswadarsi999
      @biswadarsi999 3 года назад +1

      Sir , your voice is very sweet. Kindly share more experience on this channel.

    • @srikantaparija2054
      @srikantaparija2054 3 года назад +3

      @@biswadarsi999 If Mapravu blessed...Thanks .Stay blessed with the holy blessings of Mahapravu Shree Jagannath...

    • @manaspradhan4168
      @manaspradhan4168 3 года назад +1

      Greatest discovery. Thanks a lot🌹 sir👏

    • @DB-gj1ig
      @DB-gj1ig 3 года назад +1

      Ae Mahaprabhu 🌷😔

    • @srikantaparija2054
      @srikantaparija2054 3 года назад +1

      ​@@manaspradhan4168 Stay Blessed with the holy blessings of Mahapravu....

  • @thirdeye9492
    @thirdeye9492 3 года назад +32

    ଆଖିରେ ଲୁହ ଆସିଗଲା, କେତେ ସୁନ୍ଦର କଥା,
    ଏଣିକି ଧର୍ମ ଧ୍ବଜା ଧାରୀ ମାନେ ଚେତନ୍ତୁ, ଆମର ଧର୍ମ ମାନବ ଧର୍ମ, ମଣିଷ ହୋଇ ବଞ୍ଚନ୍ତୁ, ଜୟ ଜଗନ୍ନାଥ l

  • @jagannathmahima2023
    @jagannathmahima2023 3 года назад +7

    ମହାପ୍ରଭୁ ଜଗନ୍ନାଥ ଙ୍କ ଏହି ପବିତ୍ର କଥା ଶୁଣି କର୍ଣ୍ଣ ପବିତ୍ର ହୋଇ ଯାଉଛି। ଧନ୍ୟବାଦ ଆଜ୍ଞା 🙏
    ଜୟ ଜଗନ୍ନାଥ 🙏

  • @shreejagannathpuriodisha4694
    @shreejagannathpuriodisha4694 3 года назад +6

    ଓଡିଶା 365 channel ର ସମସ୍ତ କର୍ମଚାରୀ ମାନଙ୍କ ଏହି ଚେଷ୍ଟା ଅବର୍ଣ୍ଣନୀୟ, ଅତୁଳନୀୟ... ଆପଣମାନଙ୍କୁ ବିନମ୍ର ନିବେଦନ ଯେ ଏହି ପ୍ରକ୍ରିୟା କୁ ବନ୍ଦ କରିବେ ନାହିଁ,,, ଜୟ ଦୀନବନ୍ଧୁ, କୃପାସିନ୍ଧୁ, ଜଗବନ୍ଧୁ ପତିତ ଉଦ୍ଧାରକାରୀ ତୁମ ନାମ ଗାଇ ଗାଇ ପିଣ୍ଡରୁ ମୋ ପ୍ରାଣ ଯାଉ ବାହାରି,,,🙏🙏🙏🙏🙏🙏

  • @keshabnayak9038
    @keshabnayak9038 3 года назад +3

    ମହାପ୍ରଭୁ ଙ୍କ ମହିମା କୁ ପ୍ରକାଶ କରିଥିବାରୁ ଆପଣ ଙ୍କୁ ଧନ୍ଯବାଦ ସାର। ମନରେ କୋହ ଆଖରେ ଲୁହ ଆସିଗଲା। ଆପଣ ବି ଧନ୍ଯ ସାର। ସେହି ଲୋକଟିର ଦର୍ଶନ କିରିକି। ଧନ୍ଯ ଧନ୍ଯ ମହାପ୍ରଭୁ ଧନ୍ଯ ତୁମ ମହିମା। ତୁମ ଭକତ ଚରଣେ ମୋର କୋଟି ଶରଣ🙏🙏🙏

  • @sanjibkumarrout8591
    @sanjibkumarrout8591 3 года назад +2

    Wow... Jai Jagannath

  • @rabindranathpradhan4378
    @rabindranathpradhan4378 3 года назад +2

    Jay jagganatha swami nayana patha gami bhaba tume prabhu 🙏🙏🙏🙏🙏🙏

  • @srikantaparija5482
    @srikantaparija5482 3 года назад +7

    Jay Jaganath.. May Mahaprabhu bless all

  • @Targetteachership
    @Targetteachership 3 года назад +6

    ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଶରଣରେ ଏହି ପବିତ୍ର କାହାଣୀର ସତ୍ ଭାବନା ସମର୍ପିତ 🙏🙏🙏🙏🙏🙏🙏🙏🙏🙏

  • @atulyadas
    @atulyadas 3 года назад +2

    Very heart Touching. Jai Jagannath

    • @srikantaparija2054
      @srikantaparija2054 3 года назад

      Stay blessed with the holy Blessings of Mahapravu Shree Jagannath

  • @gayatrijena2150
    @gayatrijena2150 3 года назад +1

    Hee mahaprabhu, samastankra upare tumara krupa thau,sarbe bhavantu sukhi nama, sarbe santu niramaya sarbe bhadrani pashyantu ,maa kaschit dukha bhag bhaved, Jay Jagannath 🙏🙏🙏

  • @ranjeeta2583
    @ranjeeta2583 3 года назад +5

    Mahaprabhu jagannatha nka mahima sunile luha asi jauchi , Jay jagannath

  • @priyacharandas7352
    @priyacharandas7352 3 года назад +1

    ଜୟଶ୍ରୀ ଜଗନ୍ନାଥ ଜୟ ଗୋମାତା ଜୟ ସନାତନ ଧର୍ମ ।ଆମ ଓଡ଼ିଆ ସଂସ୍କୃତି କୁ ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ କିନ୍ତୁ ଦୁଃଖର କଥା ଆମେ ବିଦେଶୀ ଖ୍ରୀଷ୍ଟିୟାନ ସଭ୍ୟତା କୁ ଅନୁକରଣ କରୁଛୁ ଧିକ୍କାର ଆମକୁ

    • @srikantaparija2054
      @srikantaparija2054 3 года назад

      Hey Mahapravu --Bhaba dianthu,Bhakti diantu,Bhala paieba dianthu....

  • @linakhiswain9875
    @linakhiswain9875 3 года назад +2

    Jay jagannath...really se sabu dekhe au sabu sune

    • @srikantaparija2054
      @srikantaparija2054 3 года назад

      Stay Blessed with the Holy Blessings of Mahapravu Shree Jagannath...

  • @MithunJagadala-sr8cd
    @MithunJagadala-sr8cd 2 месяца назад

    ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🏵️🌹🍎🌷🌺🍓🍇🏵️🌹🍎🌷🌺🍓🍇🏵️🌹🍎🌷🌺🍓🍇ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻⭕‼️⭕🙏🏻🙏🏻🙏🏻

  • @prpradhan9068
    @prpradhan9068 3 года назад +1

    Bahut badhia.
    bhala lagila.

    • @srikantaparija2054
      @srikantaparija2054 3 года назад

      Stay blessed with the holy Blessings of Mahapravu Shree Jagannath

  • @rupendrakanhar8536
    @rupendrakanhar8536 3 года назад +2

    ଭାବରେ ବନ୍ଧା ଜଗନ୍ନାଥ
    ହେ ବିଭୁ ଅନାଥର ନାଥ ।
    🙏ଜୟ ଜଗନ୍ନାଥ🙏

  • @balabantaparidabalabantapa3046
    @balabantaparidabalabantapa3046 3 года назад +1

    ଓ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭଵ ଧନ୍ୟବାଦ୍

  • @narayandasnarayandas8036
    @narayandasnarayandas8036 3 года назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,,,,,

  • @gayatrijena2150
    @gayatrijena2150 3 года назад +1

    Jay Jagannath 🙏🙏🙏 pranam sir,apana bahut mahan,mahaprabhu nkara krupa apananka upare achi,

  • @balabantaparidabalabantapa3046
    @balabantaparidabalabantapa3046 3 года назад +1

    ଜୟ ଜଗନ୍ନାଥ ଭରସାରେ ଓ ଶାନ୍ତି ଓ ଶାନ୍ତି ଓ ଶାନ୍ତି

  • @kalashreea6031
    @kalashreea6031 3 года назад +3

    ଓଃ କି ଚମତ୍କାର ସ୍ମୁତି !
    ସତରେ‐‐
    "ମୋ ପୁଅ କ'ଣ ତୋ ପୁଅ ନୁହେଁ" ?
    ଏତିକିରେ ମହାପ୍ରଭୂ ଜଗନ୍ନାଥ ଭକ୍ତର ଭାବ ପ୍ରକଟକୁ ବୁଝିବା ଏବଂ ସେଇ ଜବନ ପୁଅକୁ କୋଳେଇ ନେବା ହିଁ ଜଗନ୍ନାଥଙ୍କ "ମହିମା"
    ଆଜି ବାଲେଶ୍ବର (ଭଦ୍ରକ) ର ମୋର ଜଣେ ବଂଧୁଙ୍କ ଠାରୁ ଶୁଣିଲି ପଞ୍ଚାଅଶି ବର୍ଷର ଜଣେ ମୁସଲମାନ ବ୍ଯକ୍ତି ଯିଏକି ପାରଂପାରିକ ସତ୍ଯପୀର ପାଲା ମାଧ୍ଯମରେ ସାରା ଓଡିଶାରେ ହିନ୍ଦୁ ମୁସଲିମ୍ ସମନ୍ବୟ ଓ ସଂହତି ର ବାର୍ତ୍ତା ପ୍ରଚାର କରି ଆସୁଛନ୍ତି l
    ବାସ୍ତବରେ ଆମେ ସିନା ନିଜକୁ ହିନ୍ଦୁ ହିନ୍ଦୁ ବୋଲି କହି ବୁଲୁଛୁଁ , କିନ୍ତୁ ଅଣହିନ୍ଦୁ ହୋଇ ମଧ୍ଯ ବହୁ ମୁସଲମାନ୍ ସାଧକ ପ୍ରଭୂ ଜଗନ୍ନାଥଙ୍କୁ ନିଜର ଆରାଧ୍ଯ ଭାବେ ହୃଦୟ ମଧ୍ଯରୁ ଭକ୍ତି କରି ଆସୁଛନ୍ତି l ଯାହାକି ଅନେକ ସମୟରେ ଆମ ନିକଟରେ ଦୃଷ୍ଟାନ୍ତ ଭାବେ ରହି ଆସିଛି l
    ଏହି କଥାର ସତ୍ଯତା ପ୍ରଭୂ ଜଗନ୍ନାଥଙ୍କ ପରମ ଭକ୍ତ ଖଣ୍ତପଡାର ସଂଗୀତଜ୍ଞ ସ୍ବର୍ଗତ ଭିକାରୀ ମହମ୍ମଦଙ୍କ ଠାରୁ ପ୍ରତୀୟମାନ ହୋଇଥାଏ l
    ପ୍ରଭୂ ଜଗନ୍ନାଥ ହେଉଛନ୍ତି ଜଗତର ନାଥ "ଜଗନ୍ନାଥ" l ସେ ନିଶ୍ଚୟ ସର୍ବବ୍ଯାପୀ ଓ ସର୍ବ ଶକ୍ତିମାନ !
    ମନେପଡେ ଜଣେ ବିଦଗ୍ଧ କବିଙ୍କ ଭାଷାରେ‐‐
    "ସେହି କାଳିଆ ଠାକୁର ଜଣେ
    ମୋର ମନକୁ ମଉନେ ଟାଣେ"
    ବାସ୍ତବରେ ଜଗନ୍ନାଥ ଦର୍ଶନର ଗବେଷକ ଡଃ. ଶ୍ରୀକାନ୍ତ ପରିଜା ମହାଶୟଙ୍କ ଉପସ୍ଥାପନା ଅତି ଚମତ୍କାର l କାରଣ‐ ଏହା ଅନୁଭବ ର କଥା ‐ ‐ ‐
    ଯେହେତୁ ଜଗନ୍ନାଥ ଖଣ୍ତିଆ ହାତ ଏବଂ ଯାହାର ପାଦ ମଧ୍ଯ ନଥିବାର କୁହାଯାଉଛି, ତଥାପି ସିଏ ସର୍ବ ବ୍ଯାପକ ଓ ସର୍ବମୟ ଶ୍ରୀଜଗନ୍ନାଥ l
    ତେଣୁ ଭକ୍ତ ଯେତେବେଳେ ତାଙ୍କୁ କୁଣ୍ଢାଇ ଥିବ ସେତେବେଳେ ଶ୍ରୀକ୍ଷେତ୍ର କାଳିଆ (ଜଗତର ନାଥ ଶ୍ରୀଜଗନ୍ନାଥ) ମଧ୍ଯ ତାହାକୁ କୃପା ନେତ୍ରରେ ଟିକିଏ ଆଡ ନେତ୍ରରେ ନିଶ୍ଚୟ ଦେଖି ଦେଇଥିବେ l ଯାହା ଦ୍ବାରା ଜଗତ ଜଗନ୍ନାଥମୟ ହୋଇ ଉଠିବ ଓ ସମସ୍ତ ଭକ୍ତମାନେ ପ୍ରଭୂଙ୍କ ଅଭୟ ପ୍ରାପ୍ତ ହେବା ସହିତ ସୁଖ ଶାନ୍ତି ଓ ପରମ ଆନନ୍ଦ ଲାଭ କରିବେ l
    ଏତେ ସୁନ୍ଦର ତଥ୍ଯ ସହିତ "ଜଗନ୍ନାଥ ମହମା" କୁ ଜାଣିବାର ସୁଯୋଗ ଦେଲେ , ତେଣୁ ଡଃ. ଶ୍ରୀକାନ୍ତ ପରିଜା ମହୋଦୟଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ! ପ୍ରଣାମ !
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ !
    ‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
    ଗୁରୁ ଆଲୋକ ଦାସ --ବଲାଙ୍ଗୀର ‐‐
    ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ‐
    ସଂଗୀତ ସଂଯୋଜକ‐‐ତବଲା ଓ ପଖାଉଜ ଶିଳ୍ପୀ ‐ ଆକାଶବାଣୀ ଏବଂ ଦୂରଦର୍ଶନ ‐
    ପ୍ରତିଷ୍ଠାତା‐‐ସଂପାଦକ‐‐ ସର୍ବଭାରତୀୟ ଯୋଗିନୀ ମହୋତ୍ସବ "ଝରିଏଲ୍ " ମୋ‐‐9438028857--8018910901-- 9337576742

    • @srikantaparija2054
      @srikantaparija2054 3 года назад

      Stay Blessed with the holy blessing of Mahapravu...Pranam

  • @jyotirmayeemohapatra8001
    @jyotirmayeemohapatra8001 3 года назад +2

    Mo prabhu ta bhaktara bhagaban. And I am lucky to be associated with Srkant Bhai. Always eagerly wait to hear more and more from him.

    • @srikantaparija2054
      @srikantaparija2054 3 года назад

      Stay blessed with the holy Blessings of Mahapravu Shree Jagannath

  • @dipakkumarbal8318
    @dipakkumarbal8318 3 года назад +1

    ସବୁ ସେହି ଲୀଳାମୟ ଙ୍କ ଲୀଳା। ଆଖି ଲୁହରେ ଭିଜିଗଲା ସାର୍। ସାରସ୍ବତ ପ୍ରଣାମ ଆପଣଙ୍କୁ। ସୁନ୍ଦର ଉପସ୍ଥାପନା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

    • @srikantaparija2054
      @srikantaparija2054 3 года назад

      Stay blessed with the holy Blessings of Mahapravu Shree Jagannath..Sey hin semiti tanka katha kahiley luha asie jaye au tanka katha sunie ley antara luha rey bhari jaye

  • @azimazim9370
    @azimazim9370 2 года назад +1

    ଧର୍ମ ହିଁ ଈଶ୍ୱର ଆଲ୍ଲାହ ଙ୍କ ଅବଦାନ ,
    ଧର୍ମ ଯୁଗେ ଯୁଗେ , ମଣିଷ ଯୁଗ ଧର୍ମ ଅନୁସାରେ ଈଶ୍ଵରଙ୍କ ଶରଣାଗତ ହେବାର ପ୍ରେରଣା ଯୁଗ ଅବତାର ଓ ଯୁଗ ଧର୍ମ ଶାସ୍ତ୍ର ଅନୁସାରେ ପାଇଥାଏ ,
    ଈଶ୍ଵର ଅଜନ୍ମା ଓ ଅନାଦି ,
    କରି କରାଇ ଥାଏ ମୁଁହି (ଈଶ୍ଵର ଆଲ୍ଲାହ)
    ମୋ ବିନୁ ଅନ୍ୟ ଗତି ନାହିଁ
    ଧନ୍ୟବାଦ

  • @manaspradhan4168
    @manaspradhan4168 3 года назад +4

    Beautiful sir. You are great Sir👏

    • @srikantaparija2054
      @srikantaparija2054 3 года назад

      Stay Blessed with the holy blessings of Mahapravu....

  • @sudarsansamal4673
    @sudarsansamal4673 2 года назад

    Sir ଆପଣଙ୍କ ଉପସ୍ଥାପନା ଶୈଳୀ ଏତେ ହୃଦୟ ସ୍ପର୍ଶୀ ଶୁଣିଲା ବେଳେ ଆଖିରୁ ଲୁହ ଝରି ଆସୁଛି...... ଆପଣ ଏହି ପରି ମୋ ମହାପ୍ରଭୁଙ୍କର ମହିମା ଲୋକଲଚନା କୁ ଆଣୁଥାନ୍ତୁ jai ଜଗନ୍ନାଥ 🙏🙏🙏🙏🙏🙏

  • @sabitaswain5513
    @sabitaswain5513 3 года назад +9

    Dunia ra sabuthu bada daktar🙏
    Mohaprabhu koti koti pranam🙏🙏

    • @srikantaparija2054
      @srikantaparija2054 3 года назад +1

      Stay Blessed with the holy blessings of Mahapravu....

  • @gitapradhan2346
    @gitapradhan2346 3 года назад +3

    ଆଉ ତୋ ଭଲପାଇବା ର ଲୁହ ରେ ତାଙ୍କୁ ବାନ୍ଧି ଦେଉଛୁ ଧନ୍ୟ ତୁ ଧନ୍ୟ ଆମେ 🙏ଜୟ ଜଗନ୍ନାଥ 🙏

  • @drchittaranjansahani8324
    @drchittaranjansahani8324 3 года назад +10

    Very thoughtful msg to our society.......
    Jay Jagannath

    • @gitapradhan2346
      @gitapradhan2346 3 года назад

      ଆଉ ତୋ ଭଲପାଇବା ର ଲୁହ ରେ ତାଙ୍କୁ ବାନ୍ଧି ଦେଉଛୁ ଧନ୍ୟ ତୁ ଧନ୍ୟ ଆମେ 🙏ଜୟ ଜଗନ୍ନାଥ 🙏

  • @biswadarsi999
    @biswadarsi999 3 года назад +2

    Jaya Mahaprabhu ShreeJagannatha Swami.

  • @kanaklatapatra3935
    @kanaklatapatra3935 3 года назад +1

    Jai Jagannath 🙏 Prabhu samastankara mangala karantu 🙏

  • @chittaranjansahoo7835
    @chittaranjansahoo7835 3 года назад +2

    Jay Jagannath Mo maha pravhu

  • @sumitamahapatra9251
    @sumitamahapatra9251 3 года назад +2

    Jay Jagannatha 🙏🙏🙏 suniki karna pabitra heigola dhanyawad sir

    • @srikantaparija2054
      @srikantaparija2054 3 года назад

      Stay Blessed with the holy blessings of Mahapravu...

  • @pramilanayak7325
    @pramilanayak7325 3 года назад +1

    Mo pravu Jagannath Se je Kamala kanta.Srikhetra Purusottam Biswabasi Sarbgnya, Sarbadarshi, SarbaSaktiman .Sarbahruday sware.🙏🙏🙏🙏🙏🙏🙏🌾🌾Jay Jagannath. Arogya pradata kalki paramjyoti ammabhagavan ki jay ho jay ho jay ho 🙏🙏🤲🤲🙌🙌🙌🙌🙌🙌🙌

    • @srikantaparija2054
      @srikantaparija2054 3 года назад

      Stay blessed with the holy Blessings of Mahapravu Shree Jagannath

  • @minakshimohanty1801
    @minakshimohanty1801 3 года назад +2

    Very nice story sir, heart touching,

  • @jparija8544
    @jparija8544 3 года назад +2

    Jagannath nkara apurba lila
    Jaya Jagannath,koti pranam

    • @srikantaparija2054
      @srikantaparija2054 3 года назад

      Stay Blessed with the holy blessings of Mahapravu....

  • @odishathespark4492
    @odishathespark4492 3 года назад

    Bahut Bahut sundar! Jai jagannath Swami 🙏🏽🪔

  • @jayjagannathbhajan5819
    @jayjagannathbhajan5819 3 года назад +2

    Jay jagannath swami nayan patha gami bhaba tume mahaprabhu nka bina gachha ru patra bi halena sabu tankari ichha jay prabhu kalia saanta🌺🌺🌷🌷🌷🙏🏼🙏🏼🙏🏼hari bola

  • @ratemundaratemunda111
    @ratemundaratemunda111 2 года назад

    ଜୟ ଜଗନ୍ନାଥ 🙏🙏🙏 bahut emotional kahani 😭😭😭

  • @rameshkar7638
    @rameshkar7638 3 года назад +2

    ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏

  • @suchismitapattanaik
    @suchismitapattanaik 3 года назад +1

    Heart touching.. Jai Jagannatha🙏🙏

  • @SM-pm3fp
    @SM-pm3fp 3 года назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏

  • @chittaranjanpattnaik4602
    @chittaranjanpattnaik4602 3 года назад +2

    Jay Jagannath. Kana au kahibi, Mahaprabhu nka mahima suniki akhiru luha asigala.

    • @srikantaparija2054
      @srikantaparija2054 3 года назад

      Stay Blessed with the holy blessings of Mahapravu....

  • @radharani1952
    @radharani1952 3 года назад +4

    Jay kripa Sagar Sri Jagannath

  • @satyaprangya5095
    @satyaprangya5095 3 года назад +2

    Mo Prabhu Srijagnnath 🙏🙏❤️

  • @pipitripathy8961
    @pipitripathy8961 3 года назад +4

    Jay Jagannath! I'm so much elated to listen one of the uncountable glories of Lord Jagannath in your voice which was based on factual representation of one of your experiences in the capital city Hyderabad with a cobbler which implies a reflection of strong believe in Lord Jagannath, his dedication, love and affection towards the Supreme.
    Srikant bhai! You are simply Great like our Lord Jagannath.

    • @srikantaparija2054
      @srikantaparija2054 3 года назад

      Stay blessed little . After a long day nice to hear U.Me nt he is nt only great but also he is only great..

  • @umaagrawal6155
    @umaagrawal6155 3 года назад +11

    Baikunth me bhi na mile sukh Prabhu tere dham me hai . Har mushkil ka samadhan tere naam me hai . Jai jagganath Mahaprabhu 🙏🙏🙏🙏

  • @susantajena9518
    @susantajena9518 3 года назад +1

    Jay jagannath prabhu

  • @sunilnath3572
    @sunilnath3572 3 года назад +2

    Jay jagannath maha prabhu nkara jay heu

  • @bkbarik2322
    @bkbarik2322 3 года назад +2

    ଜୟ ଜଗନ୍ନାଥ👏👏

  • @swahashreesahoo9933
    @swahashreesahoo9933 3 года назад +6

    Jai Jagannath

  • @satyajitparida9195
    @satyajitparida9195 3 года назад +4

    Bahut hrudaya sparsi , akhi luhare bhari gala . Satare mo bhagaban Kan aemity krupa barasanti .Jay Jagannath Swami 🙏

  • @amitmallick2150
    @amitmallick2150 3 года назад +1

    Jay Jagannath 🙏 bhabare budigali apanka Katha suniki❤️

    • @srikantaparija2054
      @srikantaparija2054 3 года назад

      Stay blessed with the holy Blessings of Mahapravu Shree Jagannath

  • @gopalagrawal8200
    @gopalagrawal8200 3 года назад +3

    Hey Mahaprabhu 🙏

  • @chandrasekharparida7490
    @chandrasekharparida7490 2 года назад

    Amazing experience I have heard this 6 times today My Mahaprabhu belongs to every body

  • @adhikariakshayakumardash421
    @adhikariakshayakumardash421 3 года назад +1

    🌷🌹🙏omshanti JayOdisa Jayjagannath JayOdisa🙏🌹🌷

  • @ratikantalenka4573
    @ratikantalenka4573 3 года назад +2

    ଜୟ ଜଗନ୍ନାଥ ସ୍ୱାମୀ

  • @shivarampatnaik4138
    @shivarampatnaik4138 3 года назад +1

    Jai Jai jaganath mahaprabhu

  • @binapanimallik4628
    @binapanimallik4628 3 года назад +7

    When I listen Jagannath mahima my eyes r full of tears ,👏👏🪔

  • @nitaidey3104
    @nitaidey3104 3 года назад +2

    😭😭😭 🙏🙏🙏 jai jagannath 🙏🙏🙏

  • @trinathsahoo7404
    @trinathsahoo7404 10 месяцев назад

    ମୋ ମହାପ୍ରଭୁଙ୍କ ଜୟ ହେଉ

  • @tukumama4813
    @tukumama4813 3 года назад

    Jay Jagannath Prabhu 🌼🌾🌿🌼🌾🌿🌼🌾🌿🌼🌾🌿🙏🏻🙏🏻🙏🏻🙏🏻

  • @pravatmohanty1052
    @pravatmohanty1052 3 года назад

    Srikant Babu 🙏
    He is the wonder of wonders. We are wandering around falsely.
    Jay Jagannath 🙏🙏🙏

  • @ssamal2000
    @ssamal2000 3 года назад

    ମହାପ୍ରଭୁ ଆପଣଂକ ପାଦ ପଦ୍ମରେ କୋଟି କୋଟି ପ୍ରଣାମ
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @DB-gj1ig
    @DB-gj1ig 3 года назад +2

    🌷🌷Ae Mahaprabhu🌷🌷
    🙏🙏🙏🙏🙏🙏🙏🙏🙏🙏🙏

  • @devidattasahoo325
    @devidattasahoo325 3 года назад +2

    Maha prabhu. 🙏🙏🙏🙏🙏

  • @madhabakapriyasi4971
    @madhabakapriyasi4971 3 года назад

    No words to say🙏😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭only tears can say something 🙏🙏🙏🙏🙏🙏❤️❤️🙏❤️❤️🙏❤️❤️😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭🙏🙏😘😘😘😘😘😘😘😭😭😭😭🙏🙏🙏🙏🙏

  • @pranobondhusabar8645
    @pranobondhusabar8645 3 года назад +1

    Jai Jagarnnath Swamy nayana pathgamy bhabatume....

  • @gitapradhan2346
    @gitapradhan2346 3 года назад +9

    ଯାହାଙ୍କ ଇଛାରେ ସଚରାଚର ଜଗତ ପରିଚାଳିତ, ଯେଉଁଠି ଭକ୍ତ ଆକୁଳ ଭାବରେ ତାଙ୍କ ନାମ ଗାନ ରେ ପ୍ରବୃତ , ସେହି ସ୍ଥାନ ହିଁ ତାଙ୍କ ବାସସ୍ଥାନ।ଭକ୍ତ ହିଁ ତାଙ୍କ ପ୍ରାଣ ,ଭକ୍ତ ଆଖିର ନୀରବ ଅଶ୍ରୁ ଟୋପା ପାଇଁ ଭଗବାନଙ୍କ କେତେ ଯେ ପ୍ରତୀକ୍ଷା ,ଭକ୍ତ ଆଖିର ଲୁହ ରେ ରତ୍ନ ସିଂହାସନ ତାଙ୍କର ଅସ୍ଥିର , ଧାଇଁ ଆସନ୍ତି ସେ କୋଳେଇ ନେବା ପାଇଁ। ମହାପ୍ରଭୁ ହେ ମହାବାହୁ 🙏 🙏🙏🙏🙏

    • @srikantaparija2054
      @srikantaparija2054 3 года назад

      Stay Blessed with the holy blessings of Mahapravu Shree Jagannath...

  • @laxmikantakar1685
    @laxmikantakar1685 3 года назад +2

    🙏🙏🙏ଜୟ ଜଗନ୍ନାଥ

  • @pramodbal1
    @pramodbal1 3 года назад +1

    Jay jagannath bhai sunder rachana karichanti

  • @manashpalai5238
    @manashpalai5238 3 года назад +1

    He anath ra nath maha pranhu jagannath 🙏

  • @ashutoshnayak9323
    @ashutoshnayak9323 3 года назад +1

    ଜୟ ଜଗନ୍ନାଥ

  • @butudandapat9890
    @butudandapat9890 3 года назад +2

    jai jagrnnath

  • @lifeisadyashavlog781
    @lifeisadyashavlog781 3 года назад +2

    Hey pravu samastanku vala re rakha.....shanti and niswartha mana nei thantu samaste

    • @srikantaparija2054
      @srikantaparija2054 3 года назад

      Stay Blessed with the Holy Blessings of Mahapravu Shree Jagannath...

  • @sangramkesharisahoo1180
    @sangramkesharisahoo1180 3 года назад +4

    Jai Jagannath Swami

  • @pitabasrautaray3312
    @pitabasrautaray3312 3 года назад +3

    Wonderful rendering of Mahima of Lord Jagannath. This incident written by Dr Srikant Parija was first published in the book Anannya SriJagannath based on on real life incident on Lord Jagannath

  • @bikashbarik9809
    @bikashbarik9809 3 года назад +6

    Jay jagannath 🙏🙏

  • @jogeswarchoudhury6523
    @jogeswarchoudhury6523 3 года назад +1

    Jai,jagannath

  • @heygovinda4787
    @heygovinda4787 3 года назад +2

    Mo Jagannatha ......Mo prabhu.......

  • @basantpanda9419
    @basantpanda9419 3 года назад +2

    JAY JAGANNATH SWAMI . HE PRABHU🌹

  • @brajendrapanigrahi2813
    @brajendrapanigrahi2813 3 года назад +1

    Very nice

  • @Devudala
    @Devudala 3 года назад +2

    Bastabik bohut hrudaya sparshi Mahaprabhu Jay Jagannath 🙏🙏🙏

  • @MrPramodsahu
    @MrPramodsahu 3 года назад +2

    हृदयस्पर्शी जय जगन्नाथ 🙏🙏🙏🙏💐💐💐💐💐💐💐

  • @dwiti1000
    @dwiti1000 3 года назад +6

    Appreciated your sincere efforts. We pray your efforts get wide recognition 🙏🙏🙏

  • @manojkumarmahalik5086
    @manojkumarmahalik5086 3 года назад +2

    Jay Jagannath........🙏🙏🙏🙏

  • @ansujit6473
    @ansujit6473 3 года назад +1

    Nice

  • @purusottamreddy2992
    @purusottamreddy2992 3 года назад +2

    ହୃୟସ୍ପର୍ଶୀ

  • @jagabandhu3066
    @jagabandhu3066 3 года назад +4

    ଜଗବନ୍ଧୁ

  • @sushantakumarnayak7501
    @sushantakumarnayak7501 3 года назад

    ତୁମରି ଆଶିଷେ ଆହେ ଜଗନ୍ନାଥ ପୃଥିବୀ ମହିମାମୟ
    ଭୁଲି ଭେଦଭାବ ରହୁଅଛୁ ସାଥେ ଏହି
    ଆମ ପରିଚୟ

  • @ramakant5826
    @ramakant5826 3 года назад +3

    ଭୋ ନାଥ ତୋହର ମହିମା । କେ ଜାଣି ପାରେ ଗୁଣସିମା ।।
    ଏଣୁ ଅଭୟ ପଦ୍ମ ପାଦ । ହରଇ ଦୁରିତ ବିଷାଦ ।।
    ସୃଷ୍ଟି ପାଳନ ସଂହାରଣ । ତୁ ନାଥ ଜଗତ କାରଣ ।।
    ଏଣୁ ଅଭୟ ପଦ୍ମ ପାଦ । ହରଇ ଦୁରିତ ବିଷାଦ ।।
    ମହାଶୟ ଆପଣଙ୍କ ଅନୁଭବ ଶୁଣି କରି ଆନନ୍ଦିତ ହେଲି, : ମହାପ୍ରଭୁ ଆପଣ ଙ୍କୁ ଦୀର୍ଘ ନିରୋଗ ଜୀବନ ପ୍ରଦାନ କରନ୍ତୁ । କୋଟି ପ୍ରଣାମ

  • @rakhimohanty649
    @rakhimohanty649 3 года назад +2

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @yogaranjanbehera654
    @yogaranjanbehera654 3 года назад +1

    👍👍👍👍👍👍👍👍👍👍👍👍👍👍👍👍👍🙏👍👍👍👍👍👍

  • @anjalimohapatra9679
    @anjalimohapatra9679 3 года назад

    ଆପଣଙ୍କ ର ପ୍ରତିଟି କଥା ହୃଦୟ ସ୍ପଶୀ

  • @ranjanmalla1124
    @ranjanmalla1124 3 месяца назад

    Jay jaganath ❤❤❤❤❤❤
    I want more truthfully❤❤❤❤❤❤❤❤❤❤❤❤❤❤

  • @hemalinbiswal472
    @hemalinbiswal472 3 года назад +2

    JAI JAGANNATH SWAMI NAYANA PATHA GAMI VABA TUME ⛳🙏

  • @kanhapattnaik495
    @kanhapattnaik495 3 года назад

    ମହାପ୍ରଭୁ ଙ୍କ ର ଲୀଳା ଯେତେ ଶୁଣିଲେ ଦେହ ଶିହରୀ ଉଠୁଛି 😭😭😭🙏

  • @hemalinbiswal472
    @hemalinbiswal472 3 года назад +2

    🙏🕉🌷⛳●🔺️●⛳🕉JAI JAGGANATH SWAMI NAYANA PATHA GAMI VABA TUME 🕉⛳🙏🌷

  • @rinkypatnaik1990
    @rinkypatnaik1990 3 года назад +2

    This was really very blisfull to hear...D way u r narrating reflects ur deep devotion..He is all powerful to do anything. .Miracles like this is nt at all difficult thing for him..🙏