ଓମ୍ କୁମାର ଙ୍କ ଛତିଶଗଡ଼ ଘର ପରିବାର ସିଙ୍ଗର କୋଣାର୍କ ଗଣନାଟ୍ୟ // om kumar home family anchor Krishna Kumar

Поделиться
HTML-код
  • Опубликовано: 24 сен 2024
  • ଓମ୍ କୁମାର ଛତିଶଗଡ଼ ସିଙ୍ଗର କୋଣାର୍କ ଗଣନାଟ୍ୟ ଘର ପରିବାର
    #omkumar #omkumarsinger #konarkgananatya
    om kumar
    home family
    anchor Krishna Kumar

Комментарии • 707

  • @nrupamajhi9654
    @nrupamajhi9654 3 дня назад +16

    ଓମ କୁମାରଙ୍କ ପରିବାର କୁ ଦେଖାଇ ଥିବାରୁ ଧନ୍ୟବାଦ ଭାଇ.

  • @ranjanvlogs2611
    @ranjanvlogs2611 2 дня назад +9

    କ୍ରିଷ୍ଣା ଭାଇ ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଓମ କୁମାର ଙ୍କର ଘରକୁଯାଇ ଭିଡିଓ କଲେ ଆଉ ତାଙ୍କ ସୁନ୍ଦର ପରିବାର କୁ ଦେଖାଇଲେ 🙏 Love From Bargarh Odisha ଜୁହାର

  • @akshayasahoo1896
    @akshayasahoo1896 2 дня назад +5

    କ୍ରିଷ୍ଣା ଭାଇ ନମସ୍କାର 🙏🙏🙏ଜୟ ଜଗନ୍ନାଥ 🙏🙏🙏🙏ତୁମକୁ ବହୁତ ଧନ୍ୟବାଦ ଓମ କୁମାର ଙ୍କ ପରିବାର କୁ ଦେଖାଇ ଥିବାରୁ ବହୁତ ଭଲ ଲାଗିଲା ❤❤❤❤❤❤❤❤❤❤❤

  • @sankarentertainment1224
    @sankarentertainment1224 День назад +1

    କ୍ରୀଷ୍ଣା ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଓମ କୁମାର ଙ୍କ ଘରକୁ ଗଲେ ଆଉ ତାଙ୍କ ପରିବାର ର ସମସ୍ତଙ୍କ ସହିତ ସୁନ୍ଦର ଭାବରେ ଆଲଚନା କଲେ ଆଉ ଆମ ମାନଙ୍କର ଗୋଟେ ଇଛା ଥିଲା ଓମ କୁମାରଙ୍କ ପରିବାର ର ଲୋକଙ୍କ ଗୋଟେ ଭିଡ଼ିଓ କେବେ ଆସିବ ବଲି ଯାହା ହଉ ଆଜି ଭିଡ଼ିଓ ଆସିଲା ବହୁତ ଖୁସି ଲାଗିଲା ତାଙ୍କ ପରିବାର ର ସମସ୍ତଙ୍କୁ ମା ତାରିଣୀ ଭଲରେ ରଖିଥାନ୍ତୁ ଜୟ ମା ତାରିଣୀ....

  • @lakshmanchindra7114
    @lakshmanchindra7114 3 дня назад +8

    ସଂଗୀତ ଜଗତର ଜଣେ ଉଜ୍ୱଳ ନକ୍ଷତ୍ର

  • @ranjitdasdas8617
    @ranjitdasdas8617 2 дня назад +4

    ବିଛା ରାଶି ପାଇଁ ହଳଦିଆ, ଲାଲ, ଏବଂ କମଳା ରଙ୍ଗ ସୁହାଇବ କ୍ରିଷ୍ଣା ଭାଇ ❤️❤️❤️

  • @ShubhaMangal
    @ShubhaMangal 3 дня назад +5

    ଲାଗୁଛି ଓଡ଼ିଶାର ଗୋଟିଏ ଗାଁ। ବହୁତ ସୁନ୍ଦର।

  • @kanhupatra9968
    @kanhupatra9968 22 часа назад

    ବହୁତ ଧନ୍ୟବାଦ କ୍ରିଷ୍ଣା କୁମାର , ଆପଣ ଏତେଦିନ ପରେ ଏମିତି video ଦେଖାଇଲେ ମନଟା ପୁରା ଖୁସ୍ ହୋଇଗଲା କାରଣ ଓମ୍ କୁମାର ଯେତିକି ସରଳ ପରି ଦେଖାଯାଆନ୍ତି ତାଙ୍କର ପରିବାର ମଧ୍ୟ ସେତିକି ସରଳ ପରି ଲାଗିଲି , many many thanks all team member❤🙏🏻🙏🏻🙏🏻

  • @abhimanyusutar4466
    @abhimanyusutar4466 9 часов назад

    ଜୟ ଜଗନ୍ନାଥ ସବୁ ବେଳେ ଖୁସୀରେ ଅଗଣା ରଖନ୍ତୁ ପରିବାରକୁ

  • @jugalmishra9110
    @jugalmishra9110 2 дня назад +4

    ସୁଟୁ ପାଳି ଗାଁ କୀର୍ତ୍ତନ ବହୁତ ପୁରୁଣା କୀର୍ତ୍ତନ, ନା ଅଛି, ଓମ କୁମାର ଙ୍କ ବାପା ମଧ୍ୟ ଜଣେ ଅଭିଜ୍ଞ କଲା ପ୍ରେମୀ👌ବହୁତ ସୁନ୍ଦର ଭିଡ଼ିଓ କ୍ରିଷ୍ଣା ଭାଇ 👌ଜୟ କଲା 🙏

  • @parthasarathi7720
    @parthasarathi7720 3 дня назад +5

    Krishana bhai 🙏 & trimurti ❤❤❤ God bless you❤ love you all

  • @debabratatripathy1897
    @debabratatripathy1897 День назад

    କଠିନ ପରିଶ୍ରମ ପରେ ମୋ ଭାଇ ଆଜି ଓମ୍ କୁମାର୍ ଙ୍କ ଘର ଗାଁ ଦେଖାଇଲେ ବୋହୁତ ଖୁସି ଲାଗିଲା ଭାଇ ଲୋଭ ୟୁ କ୍ରିଷ୍ଣା ଭାଈ 👍🏻

  • @GhenaBhai-x3o
    @GhenaBhai-x3o 3 дня назад +11

    ଧନ୍ୟବାଦ କ୍ରିଷ୍ଣା ଭାଇ ଓଁ କୁମାରଙ୍କ ଗାଁ ଯାଇଥିବାରୁ

  • @giteshparhi27
    @giteshparhi27 7 часов назад

    मैं भी छत्तीसगढ़ से हूँ भाई जय जगन्नाथ 🙏

  • @PraveenPradhan-wc2tw
    @PraveenPradhan-wc2tw 3 дня назад +5

    हम छत्तीसगढ़ के लिए बहुत गर्व की बात है जो उड़ीसा का फेमस अपेरा नाटक कोणार्क पार्टी का टॉप गायक ओम कुमार भाई ओडिसा ,छत्तीसगढ़ के दर्शक के दिल में छा गए है ,we proud you, saraipali cg

  • @sanjayabhoi247
    @sanjayabhoi247 3 дня назад +2

    ଓମ୍ କୁମାର ଙ୍କ ପରିବାର ର ଭାଈ ଚାରା ଦେଖି ମୁଁ ବହୁତ ବହୁତ ଖୁସି ଏତିକୀ ବଡ଼ ପରିବାର ଉଭୟ ପ୍ରତୀ ଭଲପାଇବା ଦେଖି କ୍ରୀଷ୍ଣା ଭାଈ ଏ ପରିବାର ର ଭାପାଇବ ଜୀବନର ଶେଷ ପାହାଚ ପର୍ଯ୍ୟନ୍ତ ଏମିତି ଭଲପାଇବା ଥାଉ କ୍ରୀଷ୍ଣା ଭାଈ ଆମର ପରିବାର ମଧ୍ଯ ଚାରିଭାଇ joint family ଭାଈ ଓମ୍ କୁମାର ଙ୍କ ପରିବାର ଏ vlogs ତିନି ରଥ ଦେଖି ସାରିଲିଣି love you all family members ❤❤

  • @rahul23sks
    @rahul23sks День назад

    Om bhai is a nice human being n a man of simplicity ❤ lots of love from Bargarh... Tankara culture pura sambalpuri❤ thanks Krishna bhai ❤

  • @sanatpatra3020
    @sanatpatra3020 День назад

    I love you ALL..... Om Kumar... Great bhai.... From (Bargarh, )Badikata.. (Padampur)

  • @PradeepKumar-mv7hg
    @PradeepKumar-mv7hg 2 дня назад +2

    Jaha heu khushi lagila omm bhai nka family, village ku dekhi and krishna bro dhanyavaad tamaku

  • @NarottamSa-n1w
    @NarottamSa-n1w 2 дня назад +2

    Dil de diya hea. ବହୁତ ଭଲ ଲାଗଲା ଓଁ ଦାଦା

  • @itssangramvlogs952
    @itssangramvlogs952 3 дня назад +9

    ଧନ୍ୟବାଦ ♥️ କ୍ରିଷ୍ଣା ଭାଇ. 🤗 ଓଁମ କୁମାର ଙ୍କ ପରିବାର କୁ ସାମ୍ନା କୁ ଅଣିଥିବାରୁ. 🥰

    • @AnchorKrishnaKumar
      @AnchorKrishnaKumar  3 дня назад +1

      Tq

    • @itssangramvlogs952
      @itssangramvlogs952 3 дня назад

      @@AnchorKrishnaKumar Wq ♥️

    • @basantaparida9704
      @basantaparida9704 3 дня назад +1

      ଜୟ ଜଗନ୍ନାଥ କ୍ରିଷ୍ଣା ଭାଇ ଓମ କୁମାର ଙ୍କ ପୁରା ପରିବାର କୁ ମିଡ଼ିଆ କୁ ଆଣି ଥିବାରୁ 🙏🏻

  • @bishisushanta7214
    @bishisushanta7214 3 дня назад +12

    ସମ୍ବଲପୁରୀ କଥା କହୁଛନ୍ତି ବହୁତ ବଢିଆ ଜୟ ମା ସମଲେଶ୍ବରୀ

  • @PintuPadhan-rp4tx
    @PintuPadhan-rp4tx 9 часов назад

    Amar samalpuri kalchar an bahut bhal lagu che. love bargarh

  • @pratappatra7388
    @pratappatra7388 5 часов назад

    Bahut dhanyabad Krishna bhai

  • @sushantakumarkhamunia3161
    @sushantakumarkhamunia3161 2 дня назад +1

    Om Kumar is the Best Singer in odia Jatra industry...

  • @DhanpatiBhue-f2k
    @DhanpatiBhue-f2k День назад

    Bhai bahut bhala lagila om kumar paribar ku dekhein la love u bro jay jaganath

  • @antaryamisahu32
    @antaryamisahu32 2 дня назад

    ଭାଈ ସମ୍ବଲପୁରୀ କଣ ଓଡ଼ିଆ ନୁହେଁ । ମିଠା କଥା ହେଉଛି ସମ୍ବଲପୁରୀ ଭାଷା । ଜୟ ମା ସମଲେଇ 🙏🚩🚩🚩

  • @santappradhan
    @santappradhan 33 минуты назад

    ସୁପର ଭାଇ

  • @PremBag-sm5rk
    @PremBag-sm5rk 2 дня назад +2

    Bahut val lagu chhe sambalpuri kahu6n j om Kumar

  • @ganeshkumarsethy6638
    @ganeshkumarsethy6638 День назад

    Krishna bhai bahut bhala khabar deuchha

  • @ranjanpradhan3446
    @ranjanpradhan3446 3 дня назад +1

    କ୍ରିଷ୍ଣା ଭାଇ ଆପଣଙ୍କ ସୁନ୍ଦର ପ୍ରୟାସ କୁ ଶହେ ସଲାମ ଭାଇ ଅତି ସୁନ୍ଦର 🙏🙏🙏q❤❤❤❤

  • @amitvlog2618
    @amitvlog2618 День назад

    Krishna bhai om kumar nka ghara oh paribara dekheithibaru bohut bohut dhanyabaad

  • @ChandramaniPradhan-jb9kj
    @ChandramaniPradhan-jb9kj 3 дня назад +2

    जय जगन्नाथ भाई छत्तीसगढ़ के पावन भूमि में आपका स्वागत है ओम कुमार के गांव का ब्लॉग अच्छा लगा❤

  • @abanilab3463
    @abanilab3463 3 дня назад +3

    Bahut Badhia paribar 🫡 love from bargarh 🎉 Jay maa Samlei 🎉🙏

  • @ChetabaniNaik
    @ChetabaniNaik 2 дня назад +1

    Bahut bhal laguchhe sambalpuri bhasa om kumar my favorite singer

  • @BhimesenMajhi
    @BhimesenMajhi 2 дня назад +1

    ବହୁତ୍ ବହୁତ୍ ସୁନ୍ଦର୍ ପରିବାର ଏବଙ୍ଗ ସୁନ୍ଦର ଗୀତ

  • @sabitarani6363
    @sabitarani6363 2 дня назад +1

    ସତକହିଲେ ଶ୍ରୀ ଓମକୁମାର, ଯେଉଁ ମାଟିରେ କାଳଜୟୀ କବି କାଳିଦାସଙ୍କୁ ଜନ୍ମ ହୋଇଥିବା ସେହିମାଟିର ଗର୍ବ । ତାଙ୍କ ର ଆଗକୁ ଆହୁରି ବଢନ୍ତୁ, ମନୋରଞ୍ଜନ କରୁଥାନତୁ, ଧନ୍ୟବାଦ

  • @raghunathpanda9797
    @raghunathpanda9797 2 дня назад +1

    ଭାଇ ଓମ୍ ଭାଇ ଙ୍କ ଘର କୁ ଯାଇ ଥିବାରୁ ମୁଁ ବହୁତ ଖୁସି ଆଉ କ୍ରିଷ୍ଣା ଭାଇ କୁ ଵହୁତ ବହୁତ ଧନ୍ୟବାଦ

  • @BIJAYAKUMARMALLABIJAYA
    @BIJAYAKUMARMALLABIJAYA 3 дня назад +3

    Om Kumar nka 🦂Bichha rasi hele, tanku 👉Red and maroon color best heba👍

  • @sudhansupradhan7581
    @sudhansupradhan7581 23 часа назад

    Very very nice 👍👍 thanks you 🎉🎉🎉🎉🎉❤❤❤

  • @amirthethua7346
    @amirthethua7346 3 дня назад +2

    I love sambalpuri love from Bargarh attabita

  • @jaydevadha488
    @jaydevadha488 3 дня назад +1

    ସଂଗୀତ ଜଗତ ର ସୁନାମ ଧନ୍ୟ ଗାୟକ ଓ଼ମ କୁମାର

  • @REEMACREATION
    @REEMACREATION 2 дня назад +1

    Krishna bhai dil se dhanyawad 🎉🎉🎉 love you om Kumar

  • @jaydevadha488
    @jaydevadha488 3 дня назад +2

    ବହୁତ ସୁନ୍ଦର ଭିଡ଼ିଓ 🙏

  • @shreyanshworld6008
    @shreyanshworld6008 3 дня назад +4

    Bahut Sundar

  • @JaydevmajhiODJAYDEV
    @JaydevmajhiODJAYDEV 2 дня назад +1

    ମୁଁ ଏତିକି ପ୍ରାର୍ଥନା କରୁଛି ଓମ କୁମାର ଙ୍କୁ ଓ ତାଙ୍କ 𝑭𝒂𝒎𝒊𝒍𝒚 କୁ ଭଗବାନ ଭଲ ରେ ରଖନ୍ତୁ ଆଉ ର୍କୋଣାକ 𝑭𝒂𝒎𝒊𝒍𝒚 ଙ୍କୁ ଭଲ ରଖନ୍ତୁ ଓମ କୁମାର ଙ୍କୁ 𝑫𝒊𝒍𝒍 𝒔𝒆 𝒍𝒐𝒗𝒆 𝒖 𝒐𝒎 𝒌𝒖𝒎𝒂𝒓 ❤❤❤❤ 𝒊 𝒍𝒐𝒗𝒆 𝒖 𝒐𝒎 𝒌𝒖𝒎𝒂𝒓❤❤❤❤❤
    𝑪𝒐𝒎𝒆𝒏𝒕 𝒇𝒓𝒐𝒎 𝒌𝒆𝒐𝒏𝒋𝒉𝒂𝒓 𝒇𝒐𝒓𝒎 𝑩𝒉𝒊𝒎𝒌𝒖𝒏𝒅𝒂 ❤❤

  • @SudhanshushekharJena
    @SudhanshushekharJena 2 дня назад +1

    ସୁନ୍ଦର ପରିବାର ଏମିତି ବହୁତ କମ୍ ଦେଖିବାକୁ ମିଳେ

  • @luisswastikentertainment7795
    @luisswastikentertainment7795 2 дня назад +1

    Amar Sambalpuri bhasa ta chhtish garh re sabe kahuchhan seta bahut bhal laguchhe,,,Bhai Baud jiba bele Burda chhak re,,, apankar sahit sakhyata karibar Echha thila,,,,, Om kumar🎉

  • @abhaypadhan4666
    @abhaypadhan4666 2 дня назад +1

    Ajira vlog bahut bhala lagila Krishna bhai.Nice to see the village of Om Kumar.❤

  • @pravasinibaral6915
    @pravasinibaral6915 3 дня назад +2

    Jaha hou omm nka ghara tike dekhi parili thanku so much

  • @bhudharasahoo5298
    @bhudharasahoo5298 День назад +1

    Krishna bhai Jane hi You Tuber jiye ki samastanka comment ra reply dianti thank you so much bro

  • @ASISH_SATYA_VLOGER
    @ASISH_SATYA_VLOGER 3 дня назад +5

    ଭାଇ ଆଜି ଭାରି ଖିସିଲାଗିଲା ଓମ୍ ଭାଇଙ୍କ ପରିବାର ଅତି ସୁନ୍ଦର୍ ଭିଡିଓ ମାଧୈମରେ ଦେଖେଇଥିବାରୁ ଆପଣଙ୍କୁ ଧନ୍ୟବାଦ୍

  • @bhabanibhue4885
    @bhabanibhue4885 3 дня назад +39

    ଛତିଶଗଡ ରେ ଯେତେ ସମ୍ବଲପୁରୀ ଭାଷା ଭାଷୀ ଲୋକ ଅଛନ୍ତି ଯେତେ ବେଳେ ଓଡ଼ିଶା ରେ ଜିଲ୍ଲା ବିଭାଜନ ହେଲା ସମ୍ବଲପୁର ରୁ ବରଗଡ ଅଲଗା ହେଲା ସେତେ ବେଳେ ଓଡ଼ିଶା ରୁ ଅଲଗା ହେଲେ ତା ପୂର୍ବ ରୁ ଏମାନେ ଓଡ଼ିଆ ରେ ପାଠ ପଢ଼ୁ ଥିଲେ ଏବେ ବର୍ତ୍ତମାନ ହିନ୍ଦୀ ରେ ଆପଣ କିଛି ଲୋକଙ୍କୁ ପଚାର ତାଙ୍କ ପାଖ ରେ ବହି ଖାତା କିଛି ମିଳିଯିବ ସେ ସମୟ ର ସେମାନେ ଆମ ପଶ୍ଚିମ ଓଡ଼ିଶା ର ଲୋକ ଆମ କୋଶଳ ରାଜ୍ୟ ର ଲୋକ ଯେବେ କୋଶଳ ରାଜ୍ୟ ହେବ ଏମାନେ କୋଶଳ ରାଜ୍ୟ ରେ ମିଶିବେ ଏଇଟା ସତ୍ ଆପଣ intarbhiu ନେଇ ପାରିବେ ।

    • @AnchorKrishnaKumar
      @AnchorKrishnaKumar  3 дня назад +1

      Jay Jagannath

    • @dillipkumarswain5649
      @dillipkumarswain5649 3 дня назад +2

      Bargarh Zilla hela bele emane alga nai hei , Odisha seperate state hela bele emane MP re rahigale aau Sadheikala Singhbhum dist. Bihar re rahigala

    • @SushilKumar-s2f5f
      @SushilKumar-s2f5f 2 дня назад

      କୋଶଳ କହି ଓଡ଼ିଆ ଜାତି ଆଉ ଓଡ଼ିଶା କୁ ବିଭାଜନ କରିବ...

    • @LolitKumar-ip6mn
      @LolitKumar-ip6mn 2 дня назад

      ​@@AnchorKrishnaKumarଭାଇ, driver ଭାଇଙ୍କର ଘର କୋଉଠି

    • @amanmohapatra7231
      @amanmohapatra7231 2 дня назад

      Bhai mo pakhara bargarh badi achi Bhubaneswar aslie debi mu bbsr ruha

  • @rabindrasahoo4707
    @rabindrasahoo4707 2 дня назад

    ବହୁତ ସୁନ୍ଦର ଲାଗିଲା

  • @laxmankamalia3773
    @laxmankamalia3773 2 дня назад +1

    ବହୁତ ବଢିଆ ଭାଇ ଧନ୍ୟବାଦ

  • @dambaruchhatria-xr5lk
    @dambaruchhatria-xr5lk 2 дня назад

    God bless you all of them family members,🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Jay jagannath Jay jagannath

  • @KailashPatel-sz4pt
    @KailashPatel-sz4pt 3 дня назад +2

    Krishna bhai mai Raigarh Chhattisgarh se belonge karta hu ..or mai ek baat bolna chahta hu mai jaatra dekh kar oriya bhasha bolna or padhna seekha hu ... Aama chhattisgarh mati ra pua om kumar sabu bele progress karantu au sabu bele maa saraswati taanku aashirwad karantu....jai jagannath jai chhattisgarh....jai konark gananatya......maadi chala....😢

  • @udayanathKanhar
    @udayanathKanhar 2 дня назад

    ବହୁତ ବହୁତ ଅବିନନ୍ଧନ ଓମ୍ କୁମାର ଭାଈ ଙ୍କର୍ ପରିବାର ଦେଖୀଇଲା ପରେ ମୁଁ ସଭୁବେଲେ ଭାବୁଥାଏ ଅଲଗା ନା କଣ ହେଇଥିବ ଆଜି ଜାଣିବାକୁ ପାଇଲି ନୀଳାଚଳ ସୁରୁ ଵାବୁ ବହୁତ ଖୁସୀ ଲାଗୁଲା ଧନୀୟ ବାଦ 🎉

  • @S.Kumar................
    @S.Kumar................ 3 дня назад +1

    Emiti kau gote bi comment nahi....jaha kharap hei thibara...!! Actually really re omm kumar jane middle class family yaar....god bless you omm kumar..& love you

  • @Hrudanandah
    @Hrudanandah 3 дня назад +2

    Very good Family members and all the best for your future

  • @subasbhanja4293
    @subasbhanja4293 3 дня назад +1

    Krishana bhai best vlogs, best family, Mahanga, cuttack, sridharbhai, kaliabhai,omm kumar best jatra singer, jay jaganatha

  • @SudhanshushekharJena
    @SudhanshushekharJena 2 дня назад +1

    ଓଡିଶା ର ଉଦିତ ନାରାୟଣ

  • @barunkumarlenka3934
    @barunkumarlenka3934 2 дня назад

    Om Kumar best singer & Krishna Kumar is the best anchor

  • @sandeepsahu1166
    @sandeepsahu1166 2 дня назад

    Krishna bhai omm kumar fan from sariya...chattishgarh..

  • @BapinaBiswal-xh2tk
    @BapinaBiswal-xh2tk 2 дня назад

    ଅତି ସୁନ୍ଦର ♥️🙏

  • @SudamMahapatra-e5c
    @SudamMahapatra-e5c 2 дня назад +1

    Dhanyabad krisna Bhai om dada ghara ku Jai thibaru tumra pachapte chir thili selfi neiparini bhut dukha ligila

  • @pramodkumarbhoi68
    @pramodkumarbhoi68 3 дня назад +3

    Sweet family,Go ahead Om Bhai, MAA SAMLEI bless you, Krishna Bhai JAY MAA SAMLEI

  • @nareshdas3461
    @nareshdas3461 3 дня назад +1

    Dhanyabad krishna bhai om kumarnka ghara vlog maadhyamare dekhiparilu.Nice family of him.jay jagannath ❤❤🎉🎉

  • @manojpradhan7693
    @manojpradhan7693 3 дня назад +2

    Excellent vlog krishna bhai

  • @ranjanvlogs2611
    @ranjanvlogs2611 2 дня назад

    ଆପଣଙ୍କୁ, ଆପଣଙ୍କ ଅନୁଷ୍ଠାନ କୁ ଓ ଓମ କୁମାର ଙ୍କୁ ଧନ୍ୟବାଦ 🙏 ଜୁହାର ଜୟ ମାଁ ସମଲେଇ

  • @basudevdas2818
    @basudevdas2818 2 дня назад +1

    Krishna bhai tamara katha kahiba style sabu tharu mate bahut bhala lage

  • @santoshjena2537
    @santoshjena2537 2 дня назад

    ଅତି ସୁନ୍ଦର କ୍ରିଷ୍ଣା ଭାଇ ଓମ୍ କୁମାର ତାଙ୍କ ଗାଁ ଯାଇଥିବାରୁ ଧନ୍ୟବାଦ୍

    • @AnchorKrishnaKumar
      @AnchorKrishnaKumar  2 дня назад

      jay Jagannath

    • @santoshjena2537
      @santoshjena2537 2 дня назад

      କେମିତି ଅଛନ୍ତି ଭାଇ ଭଲ ସବୁ

    • @santoshjena2537
      @santoshjena2537 2 дня назад

      ବାସୁଦେବପୁର କାଳୀ ପୂଜାରେ ଆସୁଛନ୍ତି ନାଁ ଭାଇ

  • @LOKANATH94
    @LOKANATH94 2 дня назад +2

    Bahut badhia Krishna Bhai mubi ganjam pila tamara jane suscriber auu sabubele vdo deke tamara auu Puri nimapada bi kebela konark ra mitalo tate sata mote micha dekhibaku jaithili mu mote jyatra sabuthu pasand auu mo gam jyatra re mubi acting kare hero bhumikare garba laguchi tame ama ganjama loka odisha re bahut naa karithibaru ganjam digapahandi mo ghara ...Jay Jagannath

  • @ajayakumarmohanty9582
    @ajayakumarmohanty9582 3 дня назад +1

    ବହୁତ ଭଲ ଲାଗିଲା। ଧନ୍ୟବାଦ।

  • @gajendraprasad9635
    @gajendraprasad9635 2 дня назад +1

    ଭାଇ ମୁଁ ବୋହୁତ ଦିନ ହେଲା ଅପେକ୍ଷା ରେ ଥିଲୀ.. ଓମ କୁମାର ଭାଇ ଙ୍କ ଘର ର ଭିଡ଼ିଓ ଟିକେ ଦେଖିବା ପାଇଁ.. ଯାହା ହେଉ ଜଗନ୍ନାଥ ଙ୍କ କୃପାରୁ ମୁଁ ଫରେନ କଣ୍ଟ୍ରି ରେ ଥାଇବି.. ଭିଡ଼ିଓ ଟା ଦେଖି ପାରିଲି.. ମୋ ଆଖି ଆଜି ପବିତ୍ର ହେଇଗଲା 🙏🙏🙏

  • @omprakashkhamari-cv2kc
    @omprakashkhamari-cv2kc 2 дня назад +1

    Sabse badhia Chhattisgadia omkumar bhai very good me bi Chhatisgarh mahasamund district saraipali se hamare grama at bastipali shishupal parbat ghuda dhar gauntia bahut achha laga ki omkumar ki tarap se mere ko bi mauka mile to me bi konarka ganatiya abhinaya karibaku

  • @MalayaPradhan-z4i
    @MalayaPradhan-z4i 3 дня назад +3

    1936 purbaru se sabu odisha thila

  • @TeraJena-yu3py
    @TeraJena-yu3py 3 дня назад +3

    Bahut Badia Family And Om Kumar Song A Class And Konark Gananaty yeha Sabse Badhia Hai

  • @upendrapatel3503
    @upendrapatel3503 3 дня назад +1

    Thanks Krishna Bhai Bahut Sundar Super

  • @debasisbed4075
    @debasisbed4075 3 дня назад

    ଧନ୍ୟବାଦ କ୍ରିଷ୍ଣା ଭାଇ ❤️ଓଁମ କୁମାର ପରିବାର କୁ ସାମ୍ନା କୁ ଆଣିଥିବାରୁ.. ଜୟ ଜଗନ୍ନାଥ 🙏🏻

  • @peasantkumardas7471
    @peasantkumardas7471 15 часов назад

    Bahut badhia vlogs lagila krishna bhai. Omm kumar nka pura femily ku dekheilo bhai, jay jagannath🙏

  • @chinmayadeep2447
    @chinmayadeep2447 День назад

    Jay maa Samaleswali🎉

  • @laxmandharai8768
    @laxmandharai8768 2 дня назад +1

    Bahut badhia lagla bhai

  • @TrilochanSahu-m2c
    @TrilochanSahu-m2c 2 дня назад

    Krishna Bhai big fen

  • @ajaykumarmohanta5073
    @ajaykumarmohanta5073 3 дня назад +2

    Ty Krishna Bhai.....❤

  • @AlokranjanNayak-bs5ic
    @AlokranjanNayak-bs5ic 2 дня назад

    Very nice video bhai

  • @RoutDeelip
    @RoutDeelip 2 дня назад +1

    Ati sundar family

  • @bhabanibhue4885
    @bhabanibhue4885 3 дня назад +3

    ଏ ଭିଡିଓ ଟା ଭଲ ଲାଗିଲା ❤ ମୁ ଆପଣଙ୍କ ଜଣେ ସସ୍କ୍ରାଇବର୍ ଭେଡେନ ବ୍ଲକ ବରଗଡ ଜିଲ୍ଲା

  • @ajitkumarbiswal7359
    @ajitkumarbiswal7359 2 дня назад +1

    Mo favorite singer omm kumara, and thank u krishna bhai

  • @Hrudanandah
    @Hrudanandah 3 дня назад +3

    Maa ku namaste

  • @debendrabhoi5616
    @debendrabhoi5616 3 дня назад +1

    Om kumar bhai lege roho loveli femili i love bhai

  • @adarshpadhan7949
    @adarshpadhan7949 2 дня назад

    ଏ ଅଂଚଳ ରେ ସମ୍ବଲପୁରୀ କୁହନ୍ତି

  • @BipinBagartti-e6n
    @BipinBagartti-e6n 2 дня назад +1

    ❤❤❤bahut.bhal.lagila bhai
    Red bhai gadi sutupali .brrgarh
    Mamaunda ru

  • @sawanbebarta2704
    @sawanbebarta2704 День назад

    Jay maa samlaiswari 🙏

  • @rameshchandraswain9092
    @rameshchandraswain9092 2 дня назад

    Om kumarbabu your
    Lovely family👍

  • @MahabirCreation24
    @MahabirCreation24 2 дня назад +2

    ବହୁତ୍ ସୁନ୍ଦର୍ ଇଣ୍ଟ୍ରଡକ୍ସନ ଭିଡିଓ
    ସାଲୁଟ❤ Anchor କ୍ରିଷ୍ଣା & Singer ଓମ୍ କୁମାର

  • @prahladsahu4457
    @prahladsahu4457 2 дня назад

    Bahut badhiya om kumar and krishna bhai

  • @dipesheditingzone1751
    @dipesheditingzone1751 День назад

    Om bhai ❤❤

  • @bhudharasahoo5298
    @bhudharasahoo5298 День назад

    Om kumar love you bro

  • @pikulifestyle2023
    @pikulifestyle2023 3 дня назад +2

    ଧନ୍ୟବାଦ୍ କ୍ରିଷ୍ଣା ଭାଇ.....
    ସୁରୁବାବୁ (ଓମ୍ କୁମାର ) - କଂଗାଁଓ ପରିବାରକୁ ଦେଖି ବହୁତ ଖୁସି ଲାଗିଲା....
    ନୂଆଁଖାଇ ଜୁହାର....