ମୁଁ ସ୍କୁଲ ରେ ବହୁତ୍ ମାଡ଼ ଖାଉଥିଲି !CM mohan majhi conversation withTeachers, Schematic recruitment.

Поделиться
HTML-код
  • Опубликовано: 20 ноя 2024
  • ମୁଁ ସ୍କୁଲ ରେ ବହୁତ୍ ମାଡ଼ ଖାଉଥିଲି! CM mohan majhi heartfelt conversation with new Teachers, Schematic recruitment. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 240

  • @SBM2687
    @SBM2687 Месяц назад +16

    ଜୟ ଜଗନ୍ନାଥ ଜୟ ଓଡ଼ିଶା ଜୟ ମୁଖ୍ୟମନ୍ତ୍ରୀ ମୋହନ ବାବୁ❤❤❤🙏🙏🙏💐💐💐

  • @hksahoo8755
    @hksahoo8755 Месяц назад +35

    ହାଇସ୍କୁଲ ମାଷ୍ଟର ଙ୍କ ଦରମା କମ୍ କର ଯାଉ, ପ୍ରାଇମେରୀ ସ୍କୁଲ ଶିକ୍ଷକ ଦରମା ଅଳ୍ପ ଅଧିକ ହେଉ, ପାଠ ଠିକ୍ ଚାଲିବ,❤

    • @KMSMATHEMATICS
      @KMSMATHEMATICS Месяц назад

      @@hksahoo8755 ohhh patha tike aau padhithanta high school teacher te hei hele thanta

    • @benudharpradhan9451
      @benudharpradhan9451 Месяц назад +2

      Primary 8ta class but high school 2ta class high salary kahiki?

    • @KMSMATHEMATICS
      @KMSMATHEMATICS Месяц назад

      @@benudharpradhan9451 upper primary re 8ta class 😁😁😁

    • @yashodabehera5898
      @yashodabehera5898 Месяц назад +2

      +2 Ct ଅପେକ୍ଷା +3 B.ed ରେ ଅଧିକ ଖର୍ଚ୍ଚ ସହିତ ପାଠପଢ଼ା ରେ ବି ଢେର ବେଶି ପରିଶ୍ରମ ଲାଗିଥାଏ ଆଜ୍ଞା... ଯେମିତି Labour ଅଧିକ ପରିଶ୍ରମ କରେ କିନ୍ତୁ Head ମିସ୍ତ୍ରୀ ଠୁ କମ୍ ପଇସା ମିଳେ 🤔🤭

    • @sushiltanty6982
      @sushiltanty6982 Месяц назад

      ​@@yashodabehera5898 bhai ta kamse kam 20k ta milu. Janankara 50k thiba au au janankara 9k thiba eyita ta bhala nuhe. Ete gap Mistry au labour ra b nahi 👍

  • @binaykumarpradhan7414
    @binaykumarpradhan7414 Месяц назад +3

    ସାର୍ ଆମ ରାଜ୍ୟର ଯୋଗାଣ ସହାୟକ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ

  • @AshikMajhi-m1y
    @AshikMajhi-m1y Месяц назад +3

    ଧନ୍ୟବାଦ ମୋହନ ମାଝୀ
    🎉

  • @BenudharJena-c4u
    @BenudharJena-c4u Месяц назад +5

    Thanks our best C M of Odisha

  • @bibhutibhusannayak6445
    @bibhutibhusannayak6445 Месяц назад +3

    ଭାଷା ଓଡ଼ିଆ । ଭାରୀ ବଢିଆ । କାନ ପବିତ୍ର ହୋଇଯାଉଛି ।

  • @hksahoo8755
    @hksahoo8755 Месяц назад +16

    ଓଡିଶା ର ଯୋଗ୍ୟ ମୁଖ୍ୟମନ୍ତ୍ରୀ ❤ ଜୟ ଜଗନ୍ନାଥ ❤

    • @debarajmanika
      @debarajmanika Месяц назад

      3 masare jogya , wait aau kichhi masa , Hindi janaki? English Jana ki? Odia thik lekhi Jani chhanti , nija ichhare kichhi kariparibeni modi Bina?

  • @basudevprusty9741
    @basudevprusty9741 Месяц назад +2

    Thankyou sir

  • @trilochonmohanta4396
    @trilochonmohanta4396 Месяц назад +12

    ପ୍ରାଥମିକ ଶିକ୍ଷକ ମାନଙ୍କୁ 2ବର୍ଷରେ ଥରେ ବଦଳୀ କରାଯାଉ,ପଞ୍ଚମ ଶ୍ରେଣୀ ପିଲା ଉଡିଆ ପଢ଼ିପାରୁନାହାନ୍ତି ,ସରକାରୀ ଶିକ୍ଷକ ପଠପଢ଼ାଉଇ ନାହାନ୍ତି

  • @rituparnan3964
    @rituparnan3964 Месяц назад +3

    Heart taching filing kahile sir

  • @DhyanchandraNaik
    @DhyanchandraNaik Месяц назад +2

    Thank very thank

  • @pitarsabar2313
    @pitarsabar2313 Месяц назад +20

    କେତେ ବର୍ଷ ପରେ ଓଡିଶା ରେ ଓଡିଆ ମୁଖ୍ୟମନ୍ତ୍ରୀ ମୁଖ ରୁ ଓଡ଼ିଆ ଭାଷା ଭାଷଣ ଶୁଣୁଛୁ

  • @SalkhanHembram-yp5us
    @SalkhanHembram-yp5us Месяц назад +13

    କ୍ୱିସୁନ୍ଦର ଭାଷଣ ଓଡ଼ିଶାରେ 25 ବିତିଗଲା ଏଭଳି ନବୀନ ପଟନାୟକ ପାଖରେ ଭାଷଣ ମିଳୁନଥିଲା

    • @anandamohakuda4943
      @anandamohakuda4943 Месяц назад +2

      Odiya re bhasana kn darkar, utkala mani madhusudan das 😂😂😂😂

  • @prakashkumarjena.babusan.n3760
    @prakashkumarjena.babusan.n3760 Месяц назад +1

    ଜୟ ଜଗନ୍ନାଥ ଜୟ ମୋହନ ସାରା 🙏❤️❤️🙏

  • @AsharamBhatra-b3q
    @AsharamBhatra-b3q 4 дня назад

    ମହନ ସାହାର ଧନ୍ୟବାଦ

  • @hksahoo8755
    @hksahoo8755 Месяц назад +20

    ଓଡ଼ିଶା ରେ ଶିକ୍ଷାକୁ ପ୍ରାଇଭେଟ୍ କରାଯାଉ, ପାଠ ପଢା ଠିକ୍ chaliba, ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ମାନେ ୫୦୦୦, ରେ ବି ଉନ୍ନତ ଶିକ୍ଷା ଦେଉଛନ୍ତି ❤

    • @baidyanathdehury6939
      @baidyanathdehury6939 Месяц назад +2

      Jau school re patha padha ଭଲସେ ନହେଲେ ଦରମା ବନ୍ଦ

    • @prahladgiri4820
      @prahladgiri4820 Месяц назад +2

      Verygood

    • @madanmohansial3485
      @madanmohansial3485 Месяц назад

      Pagla

    • @bikashmohapatra4807
      @bikashmohapatra4807 Месяц назад +2

      Private chua nku ghare parents podhanti bhujilo

    • @yashodabehera5898
      @yashodabehera5898 Месяц назад

      Private Schools ଛୁଆ ଙ୍କୁ home tuition ଅଧିକ ଗୁରୁତ୍ୱ ଦିଅନ୍ତି, ପ୍ରାୟତଃ ଧନୀଶିଳ

  • @mahuntabhoi119
    @mahuntabhoi119 13 дней назад +1

    ଆପଣ ଭାଷଣ ଶୁଣି ମୁ ବହୁତ ଖୁସି ହେଲି

  • @amitkumarnaik6414
    @amitkumarnaik6414 Месяц назад +16

    ମୋ ମତରେ ଦଣ୍ଡ ଯୁକ୍ତ ହେବା ନିହାତି ଆବଶ୍ୟକ ।

    • @ARajeswariDora
      @ARajeswariDora Месяц назад

      କିନ୍ତୁ ଦାୟୀ କିଏ ହେବ

    • @bhimamarndi9533
      @bhimamarndi9533 Месяц назад

      Nai ଭାଈ,, ଏଇଟା ଠିକ୍ ନୁହଁ,, ଦୋଣ୍ଡ ମୁକ୍ତ ହିଁ ରୋହୁ

  • @sibaramsahu8873
    @sibaramsahu8873 Месяц назад +30

    ପାଠ ପଢୁ ନଥିବ ଉତ୍ପାତ ହେଉଥିବ ସେଥିପାଇଁ ମାଡ଼ ଖାଉଥିଲ ।

  • @AnnapurnaDas-ic9cz
    @AnnapurnaDas-ic9cz Месяц назад +1

    Thank u Manyabar (CM)Mohodaya
    Very Good Speech. 🙏🙏🙏

  • @nibeditamohapatra1612
    @nibeditamohapatra1612 Месяц назад +2

    👍👍👍👍👍

  • @sibapati8437
    @sibapati8437 Месяц назад +3

    ସବୁ cm କରିଦେବେ

  • @Diludildar
    @Diludildar Месяц назад +1

    ସବୁ କରନ୍ତୁ 👉👉କିନ୍ତୁ କିଛି ବିକ୍ରୀ କରନ୍ତୁ ନାହିଁ 🙏🙏🙏🙏👍

  • @Lucky_Lucky63
    @Lucky_Lucky63 Месяц назад +2

    Great thinking

  • @kambupanipradhan1473
    @kambupanipradhan1473 Месяц назад +30

    ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଥିଲେ ଯେ ସମାନ କାମକୁ ସମାନ ଦରମା ତ ଏବେ ଆପଣ କଣ କଲେ JT ଙ୍କ ପାଇଁ 11000/_ଦେଲେ ଏତିକି ରେ କଣ ଜଣେ ଶିକ୍ଷକ ଚଳି ପାରିବ କି ?

    • @BhabanisankarMahanta-up7cm
      @BhabanisankarMahanta-up7cm Месяц назад

      Paribo nahi kii ,jetedele hebo nii tamo kuu

    • @SENSEI814
      @SENSEI814 Месяц назад

      ​@@BhabanisankarMahanta-up7cmidiot , don't cmt without knowing the selection process.

    • @Abhi-panda
      @Abhi-panda Месяц назад +3

      ​@@SENSEI814 କାଇଁ ଏମିତି ହଉଚ ମୋ ଭାଇ, ମାଝୀ ବାବୁ next election re ବିରୋଧୀ ଦଳ ନେତା ହେବେ ସେଥିପାଇଁ ଏବେ ଠୁଁ ସଜବାଜ ହଉଛନ୍ତି

    • @KMSMATHEMATICS
      @KMSMATHEMATICS Месяц назад

      Bhai jt pai hete hi miliba aau jadi kam laguchhi tike adhika padhithanta hele

    • @Shaan839
      @Shaan839 Месяц назад

      ​@@BhabanisankarMahanta-up7cmJane sunderghar asi kendrapara 11000 ru pf kati 9000 tanka re se ghara bhada da ba khaiba puni ghara ku kemiti paisa pathaiba

  • @rajkumardas4947
    @rajkumardas4947 Месяц назад

    Sir ଆପଣଙ୍କୁ ଅନୁରୂଧ ଆପଣ.
    ଓଡିଶା ରେ curruption bandh କରାନ୍ତୁ.
    ଯାହା ଖାଲି ଆପଣ କରି ପାରିବେ.
    Osssc ର RI EXAME କୁ CANCEL କରାଯାଉ. 🙏🏻🙏🏻🙏🏻

  • @BabuliBehera-zs2ko
    @BabuliBehera-zs2ko Месяц назад +2

    ତମେ ଯୋଉ ପାଠ ପଢୁଥିଲ ଆମେ ଯାଣି ସାରିଲଣୁ😊

  • @Satyajit-w3x
    @Satyajit-w3x Месяц назад +1

    ଏବେ ଜନସାଧାରଣଙ୍କ ଠାରୁ ଆଉ ଫରକ୍ କ'ଣ?

  • @chanduramhembram2025
    @chanduramhembram2025 Месяц назад

    ସବୁ ବେସରକାରୀ ସ୍କୁଲ ବନ୍ଦ କରାଯାଉ

  • @AsharamBhatra-b3q
    @AsharamBhatra-b3q 4 дня назад

    ମହନ ଓଡ଼ିଶାରେ ପଢ଼ିଛନ୍ତି ଵଲି ସବୁଜାଣେ ନବିନବିଦେଶ ପଢ଼ିଛନ୍ତି ଅଳ୍ପ ଜାଣିଛନ୍ତି

  • @SpiritualGyan4
    @SpiritualGyan4 Месяц назад

    Mohan ch. Sir prerak and prerika mananku tike apana Daya kale ame banchijibu.

  • @dhanjaysoren9000
    @dhanjaysoren9000 Месяц назад

    ଆଜି କାଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଉ standard ରେ ପଢ‌ଉ ଛନ୍ତି, ଛାତ୍ର, ଛାତ୍ରୀ ମାନେ +୨ ରେ A B C D ଶିଖୁଛନ୍ତି।

  • @88955
    @88955 Месяц назад +5

    mohan babu , aji orientation na cycle station kale , salary katha kichhi nokahi 9000/ tankare ki baiplabika paribarta anibe khali dekhibaku baki rahila , sikhyaka nkra peta pudijauthiba se ki gunatmanka sikhya deba , tame dine kahuthila saman kamanku ,saman darama e tumara menu fest kuade gala .

  • @kailashpanigrahi6705
    @kailashpanigrahi6705 Месяц назад

    Good 👍 Morning 🌄

  • @sanjulatabehera7975
    @sanjulatabehera7975 Месяц назад +8

    Bjd/bjp r same...
    Orientation program kn pain...
    Lajya laguni 9,000 re ete bhasana maruchha..
    Nije anya district re 9k re chaliki dekha... Ame dekhibu..
    Amathu money neiki neta mananku lakhya lakhya deba..
    Au ama peta ku lata maruchha.....

    • @Abhi-panda
      @Abhi-panda Месяц назад

      Job chadi ଦିଅ,ଘରେ ବସ, ନ ହେଲେ ହାତ ରୁ ଖାଇ ବେଠି ଖଟ

  • @BasantaMajhi-bu6gt
    @BasantaMajhi-bu6gt 8 дней назад

    Sikhya heuchhi sarba srestha sikhya heuchhi unnati ra bata sikhya ku diantu dhyana odisha ra. C. M sir sree jukta. Mohan. Charana. Majhi. .ji

  • @Snkr2012
    @Snkr2012 Месяц назад

    Good caltural program

  • @PrabhasiniPandab-xl6fj
    @PrabhasiniPandab-xl6fj Месяц назад

    Nonformal Teacher mananka pai kichi karantu sir very good morning❤❤❤❤❤❤🎉🎉🎉🎉😮😮😮😮😮😊😊😊😊

  • @SatrughanNayak-qf1rt
    @SatrughanNayak-qf1rt Месяц назад +13

    ଖାଲି ମାର୍ଗ ଦର୍ଶନ କରିଲେ ଚାଲିବ ନାହିଁ ରେଗୁଲାର କେବେ କରିବେ କହିଲେ ନାହିଁ, ପେଣ୍ଡାଲ ଛାଡ଼ିପଳେଇଲେ

  • @mathbysanatana836
    @mathbysanatana836 Месяц назад +23

    Mo Banda cm

    • @Abhi-panda
      @Abhi-panda Месяц назад +1

      😆😆😆😆😆

    • @debarajmanika
      @debarajmanika Месяц назад +1

      Ohh yes b,,, cm right

    • @prakashkumarjena.babusan.n3760
      @prakashkumarjena.babusan.n3760 Месяц назад

      ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଛନ୍ତି.....

  • @satyasecret123
    @satyasecret123 Месяц назад +2

    Yes Sarapancha.....

  • @asingh5083
    @asingh5083 25 дней назад

    🙏🙏🙏🙏🙏🙏

  • @rakeshkumarsahoo2734
    @rakeshkumarsahoo2734 Месяц назад +1

    Cm sir kuhantu agaku sabu school re teacher post full fill haba ki ?
    Au private school tharu govt school bhala education diajiba ki?
    Au Bjd Sarkar marithiba Macha ku Bhaji kuhantuni ambhe rohi marichu.
    Jadi paruchanti declare karantu 5 yrs bhitare kete post recruitment karibe

  • @KHERWAL_BAZAAR
    @KHERWAL_BAZAAR Месяц назад

    ମୋହନ୍ ମୁହଁରେ 5T School କଥା ❤❤❤

  • @BenuMDl
    @BenuMDl Месяц назад +7

    Great cm

    • @SarojKumar-tf4hk
      @SarojKumar-tf4hk Месяц назад

      ଠକ cm ସମାନ କାମ କୁ ସମାନ ଦରମା ଗଲା କୁଆଡେ BJP ଓଡ଼ିଶା ରେ ପଞ୍ଚାୟତ ନିର୍ବାଚନ ମୂଳ ପୋଛ ହେବ ଯଦି ପ୍ରଥମିକ ଶିକ୍ଷକ ଙ୍କ ଦୁଃଖ ନ ଶୁଣେ

    • @fearlesssoul1356
      @fearlesssoul1356 Месяц назад

      Bala naaa

  • @simanchalpattnaik3678
    @simanchalpattnaik3678 Месяц назад

    Apanku path padhauthiba teacher apananku misibaku apekshya karuthiba katha kahila bele aapananku garv laguchhi bodhe. Mancha upare apanku padhai thiba sikshyanka nku pranam karithile junior teacher mane uschhahit hoi thante. Aapana nija sikshyak nka nam kahi bahar ku bi kanjushi kale.

  • @swadhikarbetaj3768
    @swadhikarbetaj3768 Месяц назад +6

    ମୁଁ ଯେତେବେଳ ମୂଁ ଯେତେବେଳ କହି ଏମିତିଆ ହାଲୁକା ମନ୍ତବ୍ଯ ଦିଅନ୍ତୁ ନାହିଁ।

  • @byomakeshbehera7223
    @byomakeshbehera7223 Месяц назад +7

    କଥା ପ୍ରବଳ କାମ ଦୁର୍ବଳ

  • @bijanrout1153
    @bijanrout1153 Месяц назад

    ବିଗତ ସରକାରର କିଛି ବାସ୍ତବତା ନାହିଁ।କାରଣ ପାଣ୍ଡୁ ଯୋଜନାରେ ଶିକ୍ଷକ ନିଯୁକ୍ତି ରାଜ୍ୟଭିତ୍ତିକ କରି ଶିକ୍ଷକ ମାନଙ୍କୁ ଅନ୍ୟ ଜିଲ୍ଲାକୁ ପଠେଇଲେ।ଉଦ୍ଦେଶ୍ୟ ଶିକ୍ଷକ ଅନ୍ୟ ଜିଲ୍ଲାରେ ରହି ହଇରାଣ ହେବ।ଦରମା ସବୁ ଖର୍ଚ୍ଚ ହୋଇଯିବ ଦୂରରେ ଥିବାରୁ। ବଦଳି ତ ହୋଇପାରିବନି ବିଲକୁଲ୍।ଇତିଶ୍ରୀ ମାନେ ରାୟଗଡ଼ା ଆଦି ଅନ୍ୟ ଜିଲ୍ଲାରେ ମରିଯିବେ।ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନ କରିପାରିବେନି।ପୁଣି ମାହାଲମାଣ୍ଡା ଉପାଖ୍ୟାନ ନ କହିବା ଭଲ।ଇଏ ହେଲା ପାଣ୍ଡୁର ଶିକ୍ଷକ ଶୋଷଣ ଯୋଜନା।ଲେନିନ୍ ମହାନ୍ତି ଆଦିବାବୁ ମାନେ ଏବେ ଭଲ ଭାବେ ବୁଝ ତୁମ ନବିନ୍ ପାଣ୍ଡୁ ସରକାରର ପ୍ଲାନ୍। ଯେଉଁଥିପାଇ ପାଇଁ ଆଜି ଜିଲ୍ଲାଭିତିକ କରିବାପାଇଁ ବିଗତ ସରକାର ଦ୍ଵାରା ଆରମ୍ଭ ଯୋଜନାକୁ ବିରୋଧ କରାଯାଉଛି।ଆଉ ମିଡ଼ିଆ କୁ ତୁମେ କଣ ସଫେଇ ଦେବେ ବିଜେଡି ନେତୃବୃନ୍ଦ ?ବିଜେଡି ସରକାରକୁ ଆସି କରିବ କଣ?ଅତି କମ୍ ରେ ୫ବର୍ଷ ଅପେକ୍ଷା କର।ବିକଳ ହୋଇ ରାଜ୍ୟବାସୀଙ୍କୁ ଦିଅଁ ଦେଖେଇବାକୁ ଚେଷ୍ଟା କରୁଛ।ଆଉ ପାରିବନି।କେହି ଶୁଣିବେନି ବିଜଡିର ଭାଷଣ। ଏବର ସରକାର ବୁଝନ୍ତୁ ବିଗତ ସରକାରର ପ୍ଲାନ୍।ସବୁ ଅନ୍ୟ ଜିଲ୍ଲାରେ ଶିକ୍ଷକଙ୍କୁ ବଦଳି କରି ଦିଅନ୍ତୁ ନିଜ ଜିଲ୍ଲାକୁ।ତା ପରେ ଯଦି ଯେଉଁ ଜିଲ୍ଲାରେ ଖାଲି ରହିବ ପଦଵି ସେଗୁଡିକୁ ପୁରଣ କରାଯାଉ।ଏବର ଜନପ୍ରିୟ ସରକାର ପାଣ୍ଡୁ ତଥା ନବିନ ସାର୍ ଙ୍କ ମାଷ୍ଟର ପ୍ଲାନ୍ କୁ ବୁଝି କାର୍ଯ୍ୟକାରୀ କରିବାକୁ ଲାଗିପଡିଲେ ପୂର୍ବ ସରକାରର ହୀନ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହିଁ ହେବ।ଏବେ ବି ଶହ ଶହ ପିଲା ଅନ୍ୟ ଜିଲ୍ଲାରେ କାର୍ଯ୍ୟରତ।ଛୁଟି ନେବା ବି ତାଙ୍କ ପକ୍ଷରେ କଷ୍ଟ।ଯିବା ଆସିବାରେ ଛୁଟି ସମୟ ସରିଯାଉଛି। ଶିକ୍ଷା ସହାୟକ ନିଯୁକ୍ତି ଆରମ୍ଭ ବେଳେ ନିୟମ ରହିଥିଲା ନିଜ ଗ୍ରାମ/ପାଖ ଗ୍ରାମ/ପାଖ ପଞ୍ଚାୟତ ରେ ଚାକିରୀ କରିବାର। ପରେ ସରକାର ଜାଣି ଜାଣି ନିଯୁକ୍ତିକୁ ରାଜ୍ୟସ୍ତରୀୟ କରିବା ସହିତ ଉପକୂଳ ଜିଲ୍ଲାରେ ପଦବୀ ବାହାର ନକରି ବାର ବାର ପଶ୍ଚିମ ,ଦକ୍ଷିଣ ,ଉତ୍ତର ଜିଲ୍ଲା ଗୁଡ଼ିକରେ ଅଧିକ ପଦବୀ ବାହାର କରିଥିଲେ।ଶହ ଶହ ପିଲା ଏବେ ନିଜ ଜିଲ୍ଲା ବାହାରେ ରହି ହଇରାଣ ହେଉଛନ୍ତି। ଶିକ୍ଷାଦାନ କରିବା କଷ୍ଟକର ତାଙ୍କ ପକ୍ଷରେ ଏଅସୁବିଧା ସବୁ ଥିବାରୁ।ବର୍ତ୍ତମାନର ପିଲାମାନେ ଏ ଯେଉଁ ସମସ୍ୟା ଭୋଗ କରିବାକୁ ଯାଉଛନ୍ତି ତାହା ବିଜେଡି ସରକାରର ହାତ ଗଢା କାମ।ମନ୍ତ୍ରୀ ଯେଉଁ କହୁଛନ୍ତି ପିଲାମାନେ ଚଏସ୍ ଲକ୍ କରିଛନ୍ତି ,ନିଜେ ସେ ଜିଲ୍ଲା ବାଛିଛନ୍ତି,ଦରଖାସ୍ତ କରିଛନ୍ତି ଚାକିରୀ ପାଇଁ ସେମାନେ ତ କରିବେ।ଏହା ନୂଆ କଥା ନୁହେଁ।ପ୍ଲାନ୍ ପାଣ୍ଡୁ ତଥା ବିଗତ‌ସରକାରର।ସରକାର ଏସବୁ ଭଲ ଭାବେ ବୁଝି ନିଜ ଜିଲ୍ଲାକୁ ଫେରେଇ ଦିଅନ୍ତୁ ।କଷ୍ଟକର କାମ ଏହା ।ତଥାପି ସରକାର ଯୋଜନା କରି ଫେରାନ୍ତୁ ନିଜ ଜିଲ୍ଲାକୁ।ଶିକ୍ଷକ ମାନେ ଆଗ ବଞ୍ଚନ୍ତୁ ଭଲରେ। ଯେଉଁ ଜିଲ୍ଲାରେ ଛାତ୍ର ଛାତ୍ରୀ ସେଇ ଜିଲ୍ଲାରେ ପାଆନ୍ତୁ୍ ଚାକିରୀ।ସମସ୍ୟା ସମାଧାନ ହୋଇଯିବ।🙏🏻🙏🏻🙏🏻*

  • @pradeepsahoo8678
    @pradeepsahoo8678 Месяц назад +2

    ଭାରତ,କୁ ଧାରତ ଲେଖିବୁ ମାଡ଼ khaiba

  • @gurucharanmundari7439
    @gurucharanmundari7439 Месяц назад

    ମୁଖ୍ୟ ମନ୍ତ୍ରୀ ପାଇଁ ଯୋଗ୍ୟ ନୁହଁ

  • @ranjankumarmohanta2003
    @ranjankumarmohanta2003 Месяц назад +2

    11,000 ଟଙ୍କା ରେ ପେସା ଭାବରେ ହିଁ ଗ୍ରହଣ କରାଯିବ .... ଆପଣ ଖୁବ୍ ଶୀଘ୍ର REGULAR ଘୋଷଣା ନ କଲେ MDM ଟଙ୍କା ଲୁଟ୍ କରି 30,000 ପହଁଞ୍ଚେଇବା ହେଉଛି ମୁଖ୍ୟ ଟାର୍ଗେଟ ....

    • @Abhi-panda
      @Abhi-panda Месяц назад +1

      ହୃଦୟ ଜିଣି ନେଲ ମୋ ଭାଇ , କିନ୍ତୁ MDM ଟା HM ହାତ ରେ ରୁହେ , JT ମାନେ କେବଳ MDM ଖାଇବେ

    • @JyotiranjanSahu-xw1xg
      @JyotiranjanSahu-xw1xg Месяц назад +1

      Ha ha ha

    • @ranjankumarmohanta2003
      @ranjankumarmohanta2003 Месяц назад +2

      @@Abhi-panda ହଁ ଭାଇ HM ହାତରେ ରହେ BUT HM ଗୁଡାଏ TENSION ରେ ରହୁଥିବେ , ବହୁତ କାମ ତାଙ୍କର ଆଉ BP HIGH ହେଇଯାଉଥିବ ତେଣୁ HM ଙ୍କୁ TENSION ରୁ ମୁକ୍ତ କରିବା ପାଇଁ MDM ଚାର୍ଜ ନେଇ ହେବ .... DAILY ପିଲାଙ୍କ ATTENDANCE FULL PRESENT କରାଯିବ ...😂🤣😀🤓🤣

    • @Abhi-panda
      @Abhi-panda Месяц назад +1

      @@ranjankumarmohanta2003 ମାଝୀ ତ g ମାରିଦେଲା, ଆମେ HM ର g ମାରିଦେବା 😆😆

    • @ranjankumarmohanta2003
      @ranjankumarmohanta2003 Месяц назад +1

      @@Abhi-panda 🤓😂😀🤣🤓😂

  • @ashissahu6038
    @ashissahu6038 Месяц назад

    ପ୍ରଥମେ ପରୀକ୍ଷା ସ୍ବଚ୍ଛତା କର

  • @udaya2475
    @udaya2475 Месяц назад +19

    ଅଯଗ୍ୟ ମୂଖ୍ୟ ମନ୍ତ୍ରୀ... ହେଉ ହେଉ ହେଇଗଲେ, ତା କଥା ଶୁଣିବାକୁ ଇଛା ହେଉ ନାହିଁ..

    • @MadhavKumardas-g1m
      @MadhavKumardas-g1m Месяц назад +2

      Naveen buda chela Mane janito Naveen buda Naku matra CM thila but actually CM role thlia vk pandian.ethire Naveen buda ajhoghya CM

    • @hansdahcreation4k849
      @hansdahcreation4k849 Месяц назад +1

      Tu murkha gehi

    • @amitkumarnaik6414
      @amitkumarnaik6414 Месяц назад

      ତୁ କ'ଣ ଜାଣିଛୁ ବେ ଦଣ୍ଡ ମୂଲ୍ୟ କ'ଣ

    • @amitkumarnaik6414
      @amitkumarnaik6414 Месяц назад +1

      ଆଜିକା ସମାଜ ପାଇଁ ଦଣ୍ଡ ଯୁକ୍ତ ବିଦ୍ୟାଳୟ ହେବା ନିହାତି ଆବଶ୍ୟକ ହେଇଗଲାଣି

    • @tukunakabi425
      @tukunakabi425 Месяц назад +1

      Suna nahi bhai kiye kahichhi ଶୁଣିବାକୁ ta Mane jaluchha semiti jaluthiba

  • @ganeshprasadpanda5549
    @ganeshprasadpanda5549 Месяц назад +2

    ଡ୍ରପଆଉଟ କମିବ ନା ବଡ଼ିବ?
    ଏ ପରି ଯୋଜନା ନ କରି
    ଓଡିଶା ର ପ୍ରଗତି ନିମନ୍ତେ
    ଯୋଜନା କରନ୍ତୁ ଲ
    ନିଜ ପକେଟ ବା ବାପା
    ଟଙ୍କା ଭାବି ଯୋଜନା ପରେ ଯୋଜନା କରନ୍ତୁ ନାହଁl🙏ଏ ପରି କରେ
    ପରପିଡି ଆପଣକୁ ଛାଡି ବେ ନାହିଁ l🙏🙏🙏🙏🙏🙏🙏🙏🙏

  • @adds8322
    @adds8322 Месяц назад +2

    Paatho aau kan darkar.. Aapono jadi CM hei paarile ebe kehi b CM hei paaribe.. Bas luck thiba darkar..

  • @jogeswargond6379
    @jogeswargond6379 Месяц назад +2

    ଆମକୁ ଦରକାର ନାହିଁ ଥୁମ ଆଦିବାସୀ ଯୋଜନା ଜିଲ୍ଲା ବୀର୍ତ୍ତିକ କରିପାରୁନ ତୁମେ କିଏ

  • @Tiger-t8r
    @Tiger-t8r Месяц назад

    ତୁମେ ପାଠ ପଢିଛ ପାଠ କଣ ଯେ ଜାଣିଛ ମୁଁ 25 ବର୍ଷ ହେଲାଣି ଦେଖୁଛି ସବୁ ବର୍ଷ ପିଲା ଫେଲ କରୁ ଛନ୍ତି କି ଶିକ୍ଷା ମିଳୁ ଛି ଓଡିଶା ରେ 25ବର୍ଷ ବିଜେଡି ର ରାଜ଼ ଥିଲା ଏବେ ବିଜେପି ର ରାଜ଼ ଚାଲୁଛି ତୁମହାତରେ ଛୁଆ ମାନଙ୍କର ଭବିଷତ୍ୱ

  • @sushantdas8073
    @sushantdas8073 Месяц назад +3

    Boycott bjp from odisha

  • @88955
    @88955 Месяц назад +18

    Tamaku vote dei bahut bhul he I gola .

    • @SENSEI814
      @SENSEI814 Месяц назад

      Right

    • @Abhi-panda
      @Abhi-panda Месяц назад

      ଠିକ୍ ହେଇଛି, ନବୀନ ବି ହାରିବା ଜରୁରି ଥିଲା, next election re ମୋହନ୍ ହାରିବ

    • @JyotiranjanSahu-xw1xg
      @JyotiranjanSahu-xw1xg Месяц назад

      Eaaa valia apadartha jadi CM hei paru chhi ...mu vi vabu chhi Eii thara bodhe....Mu CM hei ji bi....😂😂😂😂 Gote akala kusumanda asi odisha ku jutilaaa

  • @sunilpattnaik3291
    @sunilpattnaik3291 Месяц назад +5

    ଆପଣ ଆପଣଙ୍କ ଶିକ୍ଷକଙ୍କ କଥା କହିଲା ସମୟରେ ବି ତଳକୁ ବାରମ୍ବାର ଦେଖିବା ଟା କଣ ଦର୍ଶାଉଛି ସାର୍??

    • @Hjkh3855
      @Hjkh3855 Месяц назад +1

      Drama script. He always needs written papers.

  • @banils_shorts
    @banils_shorts Месяц назад +1

    5000 ଦେଲେ ଟ୍ରେନ ଟିକେଟ କରୀକି ସେଇ ୫୦୦୦ ଧରିକି ପିଲା ସୁରଟ ପଳେଇବେ

  • @byomakeshbehera7223
    @byomakeshbehera7223 Месяц назад +1

    5t ନାଁ ନେଲୁ ଟି... ତୁ ନିଜେ ପlo ପଢିନୁ ତୁ କଣ ଯୋଜନା କରିବୁ

  • @sbkumar15
    @sbkumar15 Месяц назад +1

    Ri exam jemiti heichi au ମାଡ଼ ପଡ଼ିବ

  • @byomakeshbehera7223
    @byomakeshbehera7223 Месяц назад +2

    ହିନ୍ଦୀ, English, ଓଡ଼ିଆ thik se ପଢିପାରିନୁ... ସେଇଥିପାଇଁ ମାଡ଼ ଖାଉଥିବୁ

    • @musicon5982
      @musicon5982 Месяц назад +2

      ଭାଇ ଯାହା ବି ହଉ ସେ ଆମର ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନ ଦେବା କୁ ଚେଷ୍ଟା କର।

    • @byomakeshbehera7223
      @byomakeshbehera7223 Месяц назад

      @@musicon5982ଆଉ କେମିତି କହି ଦଉଚି ଯୋଗ୍ୟ ଲୋକ ନାହାନ୍ତି, drafting, computer operator ନାହାନ୍ତି.. ନିଜେ ତ ଧାଡି ଟେ ପଢି ପାରୁନି... ପିଲା strike କଲେ ପିଲା ଙ୍କୁ ସାମ୍ନା କରିପାରୁନି.. ଲୁଚୁଛି delhi ଯାଇକି... ଆଗ govt ପରି ପଇସା ମାରିକି ଖାଉଛି ଏଟା କୁ କିଏ ସମ୍ମାନ ଦବ

  • @jayadevbehera2568
    @jayadevbehera2568 Месяц назад

    କଥା ରେ ନୁହଁ କାମ କରି ଦେଖାଅ।

  • @kamalakantabehera5391
    @kamalakantabehera5391 Месяц назад +2

    Corruption hato odisha bachau....

  • @diptiranjansahoo6572
    @diptiranjansahoo6572 Месяц назад

    Sir bidyut bibhag re kete nijukti haba❓❓

  • @payalentertainment877
    @payalentertainment877 Месяц назад

    Bhala

  • @GkguruRoyal
    @GkguruRoyal Месяц назад +4

    JTS job rate Abe kete achhi??
    10 lakh Or 15 lakh???

    • @Abhi-panda
      @Abhi-panda Месяц назад

      Free free free, ବେଠି ଖଟିବାକୁ ପଇସା ଲାଗୁନି

    • @JyotiranjanSahu-xw1xg
      @JyotiranjanSahu-xw1xg Месяц назад

      Odisha re kintu bethi khati baku...paisa lage....10 lksh ru 20 lksh

  • @rajkishordash8353
    @rajkishordash8353 Месяц назад +1

    Sabu micha Katha kahu chanti sir ok

  • @ranjankumarmohanta2003
    @ranjankumarmohanta2003 Месяц назад +8

    11000 ରେ କେମିତି ଆନନ୍ଦମୟ ହେବ ଆପଣ ହିଁ କୁହନ୍ତୁ ...ଆପଣ REGULAR କଲେ ହିଁ ଆନନ୍ଦମୟ ହେବ .....

    • @Abhi-panda
      @Abhi-panda Месяц назад

      ସାର୍ କହିଲେ ହାତ ରୁ ଖାଇ ଦେଶ ସେବା କର

    • @_mr___rajput
      @_mr___rajput Месяц назад

      Private scl ra teacher nka salary 5000-6000 kintu sabuthire private pila agare 😅

  • @debarajmanika
    @debarajmanika Месяц назад

    School re thikse padha heuchhiki cm sir ? Anu sandhan karibeki? Masa sesare Salary , chaula anda soyabody pathaidele pila sikhita hoi jibeni sir

  • @rathbaisalini8872
    @rathbaisalini8872 Месяц назад +1

    Great CM. But madha singh hata kharchha dele sehi tanka tanka bapa maa nkara extra income heijiba..tanka ku Tanka nebe but school asibeni...karana agaru magana uniform,MDM,notebook,Books,sanitary pad,scholarship bi drop out kameiba paain diagala..tebe bi pila school asileni..ebe 5000 paile semananka parents chasabasa re kharchha karibe..pila kichhi janiparibeni..bcoz parents nka account ku hin tanka jiba...so stop this yojana😂

  • @Odisha-FarmerNews
    @Odisha-FarmerNews Месяц назад +1

    ପପୁ comedian କଥା ହେଲେ କଣ ହେବ 😔action କାଇଁ ବିରୋଧି ଦଳ ପାଇଁ

  • @chinmayabhoi628
    @chinmayabhoi628 Месяц назад +2

    Sir kn kabi kahuchhanty

  • @rajkumarhembram1303
    @rajkumarhembram1303 Месяц назад

    ସେତେ ବେଳେ ମାଡ଼ ଖାଉଥିଲ ଏବେ ମଦ ଖାଉଛ

  • @deepakmohanty9719
    @deepakmohanty9719 Месяц назад

    Aditional general advocate kebe

  • @DayamayaPadhi
    @DayamayaPadhi Месяц назад +1

    Pl don't abuse our simple cm.he is speaking from heart

  • @kalingaffgamers8787
    @kalingaffgamers8787 Месяц назад

    Hebe bi School re ପଡିବ ମାଡ କାହିଁବ କାରଣ hebe bi ଓଡ଼ିଆ ଲେକି ପାରୁନ

  • @sunarammurmu8371
    @sunarammurmu8371 Месяц назад

    ଆଉ ବାବାତିଲକା ମାଝୀ କଣ କରୁଥିଲା ମୋହନ ମାଝିକୁ ଜୋଗୁଥିଲା କି ? ହିର୍ଲା ବାବା ତିଲକା

  • @mitrabhanudash2797
    @mitrabhanudash2797 Месяц назад

    Madho Singh yojana should be given to all economically weaker sections.

  • @Pradipkisan-x9s
    @Pradipkisan-x9s Месяц назад +3

    Pat chor thile mohan sir

  • @BijaykishoreBeura
    @BijaykishoreBeura Месяц назад

    4000 re we maintained in past but why you can not manage in11000 re

  • @Gautamhial1987
    @Gautamhial1987 Месяц назад +1

    Dipa tale andhara😊😊😊

  • @satyajitsahu5816
    @satyajitsahu5816 Месяц назад

    Se speech aao dia nahi sir jadi speech dabar achi courption aao osssc department upore diantu

  • @SanjayKumarLenka-v1m
    @SanjayKumarLenka-v1m Месяц назад

    Jagannath mukhyamantri.

  • @msanatanrao2858
    @msanatanrao2858 Месяц назад +1

    Murkha Mukhyamantri

  • @BinodiniSahu-tx7gt
    @BinodiniSahu-tx7gt Месяц назад +1

    Bahut bada bada kathaa kahuchi😂

  • @karunakarpalei1539
    @karunakarpalei1539 Месяц назад

    News channel vai pls chesta karibe emananko katha kete matra re sato heuchi ki bises kariki jaha kahithile se sabu sato habo to

  • @odishaclasses9976
    @odishaclasses9976 Месяц назад +1

    Accidental minister......

  • @jujeetbabu7157
    @jujeetbabu7157 Месяц назад

    ବାଳ ମନ୍ତ୍ରୀ ଜିଲା ଭିତିକ କରିପାରୁ ନାହିଁ

  • @sabitribehera3
    @sabitribehera3 Месяц назад +3

    Ajogya cm

  • @lingarajgingira2762
    @lingarajgingira2762 Месяц назад

    bahut bhalheba baymane girl bhalkarbe

  • @Gbdgnp1919
    @Gbdgnp1919 Месяц назад

    High school teacher starting salary=50,000
    Aau
    Primary teacher n ka salary=11,000
    A sabu odishare kn chalichi
    😂😂😂

    • @Abhi-panda
      @Abhi-panda Месяц назад +2

      Job chadi ଦିଅ,ଘରେ ବସ, ନ ହେଲେ ହାତ ରୁ ଖାଇ ବେଠି ଖଟ

    • @KMSMATHEMATICS
      @KMSMATHEMATICS Месяц назад

      @@Gbdgnp1919 bhai tame tike adhika padhithanta aau high school teacher heithanta

  • @SamapikaRoja-fz6wo
    @SamapikaRoja-fz6wo Месяц назад +2

    Jay Navin 🙏

  • @PradeepMohanty-y2g
    @PradeepMohanty-y2g Месяц назад +4

    Sete bele Banda mukta achala thila.

  • @nirakarrout1973
    @nirakarrout1973 Месяц назад +1

    ମାଡ଼ ଖାଉଥିଲ। କ'ଣ ହେବ ଏବେ ବି ସୁଧିରିନାହ

  • @KarunaKar-d3x
    @KarunaKar-d3x 10 часов назад

    Tulasee starting tul,,,,,,,,

  • @sanatansahu5805
    @sanatansahu5805 Месяц назад

    Vidyalayon Ebe Bala mukta anchal