Exactly the same thing was written by Karl Marx in Capital Vol. 1 , Vol 2. The cause of the Famine of 1866 was export of tons of rice to Madagascar, Australia and other parts.
Dr Hrushikesh Panda is a symbol of Odisha icon and ASMITA who never compromised with ideology..... His views should be taken seriously and matter of debate for all Odia intellectuals
Dr Hrushikesh Panda from Kalidaspur, Narasinghpur, Bhadrak District? If yes, I'm from Basudevpur. We are proud of Hrushikesh Panda, India best IAS of his time. Your health has been detoriorated Sir!
Sir apana ete kn patala hei galeni...bahut Dina pare sir nku dekhili..one of an honest officer...jou Dina retirement kale seidina quarter chhadi deithile
Instead of doing anything for the betterment of education the education minister has spoken to change the name of Ravenshaw university,it shows his inefficiency. The British introduce trains in our country can we stop?
Personally I like Dr. Panda, though he is not my colleague, but as a good administrator. Similarly, Mr. Ravenshaw saab will be liked for his contribution towards education. Especially no Ravenshavian can respect this debate on change of name of Ravenshaw College. Moreover, all the administrators can be like Dr. Panda.
ଆପଣ କାହାକୁ କାହା ସହ ତୁଳନା କରୁଛନ୍ତି। One is all india topper and another is all odisha joker, ବେଳେ ବେଳେ ନିଜକୁ ଧିକ କାର ଲାଗେ ଆମ ଓଡ଼ିଆ ମାନସିକତା କୁ ଅନୁଧ୍ୟାନ କରି।😮😢
Sabuthu ascharjya katha heuchi je Bhartruhari nka article prakas paiba pare Sudarshan Das, Lenin Mohanty, Soumya Ranjan Patnaik kehibi tanka jukti ku challenge na kari tankara personal attack kale. Ebhali kama murkha mane hin karanti.
Sudarson babu and kuhalia gyenda chhatukara Lenin ku Jana nahei odia kan . Joker bhali gapuchhanti . Odisha Lokamana sabu janichhanti . I request both are learn real history behind it and watch Mr. Panda discussion . Thank panda sir.
ସାର୍ ନମସ୍କାର ।ବହୁତ୍ ଦିନ ପରେ ଆମର ଜଣେ ପୂର୍ବତନ ଏବଂ ଦକ୍ଷ ପ୍ରଶାସକ ଡ. ହୃଷୀକେଶ ପଣ୍ଡା ଙ୍କ ସାକ୍ଷାତକାର ବହୁତ୍ ଭଲ ଲାଗିଲା । ନିସନ୍ଦେହ ରେ ତାଙ୍କ ଠାରୁ ବହୁତ କିଛି ଜାଣିବାକୁ ମିଳିଲା ।ବହୁତ୍ ଧନ୍ୟବାଦ୍ ସାର
ନମସ୍କାର ଆଜ୍ଞା ମାନେ, ରେଭେନ୍ସା ସାହେବ୍ ଦୁର୍ଭିକ୍ଷର ଠିକ୍ ଭାବେ ମୁକାବିଲା ନ କରି ପାରି ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଲେ। କଟକ କଲେଜ ପ୍ରତିଷ୍ଠା ଓଡ଼ିଶା ଲୋକ କରି ଥିଲେ, ଅନେକ ରାଜା ଅର୍ଥ ଦାନ କରି ଥିଲେ। ଓଡ଼ିଆ ପିଲାମାନେ ଭଲ ପାଠ ପଢ଼ି ରେଭେନ୍ସା କଲେଜର ନାମ କୁ ପ୍ରସିଦ୍ଧ କରି ଛନ୍ତି। ଦୁଃଖର କଥା ଅନେକ ଓଡ଼ିଆ ନାମ ପରିବର୍ତ୍ତନ କୁ ବିରୋଧ କରୁଛନ୍ତି।ବିଗତ ପ୍ରାୟ ପଚିଶ ବର୍ଷ ଧରି ରେଭେନ୍ସା କଲେଜ ବିଶେଷ କିଛି ଉଲ୍ଲେଖ ନୀୟ କୃତିତ୍ୱ ପ୍ରଦର୍ଶନ କରି ପାରି ନାହିଁ। ଯେଉଁ ମାନେ ନାମ ପରିବର୍ତ୍ତନ କୁ ବିରୋଧ କରୁଛନ୍ତି ସେମାନେ ଗୋଲାମୀ ମାନସିକତାରେ ପୀଡ଼ିତ। ଧନ୍ୟ ବାଦ ।
ଇତିହାସ ର ସଠିକ ଉପସ୍ଥାପନା କରିଥିବାରୁ ଡଃ ହୃଷିକେଶ ପଣ୍ଡା ଙ୍କୁ ଧନ୍ୟବାଦ ।
With all due regards to Dr panda I shall try to congratulate Mr durgamadhab& his chanel for such discussion& explore the real facts.
ହୃଶୀକେଶ ପଣ୍ଡା ମହାଶୟ କୁଂ ନମସ୍କାର। ସେ ଜଣେ ଦକ୍ଷ ପ୍ରଶାସକ ଓ ସୁଲେଖକ। ବହୁ ନୂତନ ତଥ୍ଯ ପ୍ରଦାନ କରିଥିବାରୁ ଧନ୍ୟବାଦ। କେନ୍ଦୁଝର ରାଜା ମଧ୍ଯ ତତ୍କାଳୀନ କଟକ କଲେଜ କୁ ଅର୍ଥ ଦାନ କରିଥିଲେ ।
Exactly the same thing was written by Karl Marx in Capital Vol. 1 , Vol 2. The cause of the Famine of 1866 was export of tons of rice to Madagascar, Australia and other parts.
❤❤❤
@@TheNayakSir ଦୁଃଖ ର ବିଷୟ ହୃଶୀକେଶ ପଣ୍ଡା ଆଇଏଏସ ଟପ୍ପର ଙ୍କୁ ମୁଖ୍ୟଶାସନ ସଚିବ କରାଗଲା ନାହିଁ।
Very good explanation by panda sir.
ଯେଉଁମାନେ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ଚାହୁଁଛ ଲାଇକ୍ କର । ❤
ସାର ବହୁତ ଧନ୍ୟବାଦ. ଇତିହାସ କୁ ଠିକ ଭାବରେ ଉପସ୍ଥାପନା କରିଥିବାରୁ. 🙏
ଆପଣଙ୍କ ବକ୍ତବ୍ୟ ମୂଲ୍ୟବାନ୍ ,
ଆପଣ କହିଦିଅନ୍ତୁ ଏ ଅନୁଷ୍ଠାନର
ନାମ କଣ ହେବ?ଆପଣଙ୍କ
ସିଦ୍ଧାନ୍ତ ଗ୍ରହଣଯୋଗ୍ୟ |
Thanks to Dr panda for presenting the past history of odisha
ପ୍ରକୃତ ସତ୍ୟ ଓ ଇତିହାସକୁ ସ୍ପଷ୍ଟ ଭାବରେ ଚିତ୍ରିତ କରିବାରେ ପଣ୍ଡା ସାର୍ ଏକମାତ୍ର ଦକ୍ଷ ଲେଖକ ଏବଂ ପ୍ରଶାସକ ମଧ୍ୟ। ସାର୍ ଙ୍କୁ ପ୍ରଣାମ
ଡକ୍ଟର ହୃଷୀକେଶ ପଣ୍ଡାଙ୍କ ସାହିତ୍ୟ ଇଂରାଜୀ ଭାଷାରେ ଅନୁଦିତ ହେଲେ ସାରା ଭାରତରେ ସବୁ ଲୋକ ମାନଙ୍କୁ ଜଣାଇଲେ ବହୁତ ଭଲ ହେବ 🙏
Yes Cuttack University.
Yes Yes
ଅଶେଷ ଧନ୍ୟବାଦ ମହାଶୟ।
ଆପଣ ଙ୍କ କାମ ସର୍ବଦା ପ୍ରଶଂସନୀୟ।
ଜୟ ଜଗନ୍ନାଥ।
ରେଭେନ୍ସା ବିଶ୍ଵବିଦ୍ୟାଳୟ ର ନାମ କରଣ ବିତର୍କରେ ଡ଼ଃ ହୃଷୀକେଶ ପଣ୍ଡାଙ୍କ ନିର୍ଭୀକ ସ୍ପଷ୍ଟ ମତ ପ୍ରଦାନ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ରେଭେନ୍ସା ଙ୍କ ପ୍ରକୃତ କଳା କାରନାମା ସଂପର୍କରେ ତଥ୍ୟ ପ୍ରଦାନ କରି ଓଡିଶା ବାସୀଙ୍କ ଆଖି ଖୋଲିଦେଇଛନ୍ତି।,🙏
One of the expensive, essential, existential interview and information.
Many thanks to Durga Madhav for such daring start-up.
ଅନନ୍ୟ ସ୍ପଷ୍ଟବାଦୀ ହୃଷୀକେଶ ପଣ୍ଡାଙ୍କ ବିଶ୍ଳେଷଣ ତଥ୍ୟଭିତ୍ତିକ । ତାଙ୍କ ର ଇତିହାସ ଉପରେ ଗବେଷଣା ତାଙ୍କ ଲେଖା ଭିତରେ ସ୍ପଷ୍ଟ ବାରି ହେଇଯାଏ । ଆଶା ଭିନ୍ନ ମତ ରଖୁଥିବା ତଥାକଥିତ ବୁଦ୍ଧିଜୀବୀ ଏହାକୁ ଗମ୍ଭୀର ଭାବେ ନେଇ ଅହମ୍ ଭାବ ଛାଡି ଓଡ଼ିଆ ର ସ୍ୱାଭିମାନ କୁ ଆଖିରେ ରଖି ମତ ବଦଳେଇବେ। ଧନ୍ୟବାଦ ହୃଷୀକେଶ ବାବୁ । ଆପଣ ଚିର ନମସ୍ୟ
Right,bro 🙏
ସତ୍ୟକୁ ପରିପ୍ରକାଶ କରି ଥିବାରୁ ଶ୍ରୀଯୁକ୍ତ ପଣ୍ଡାଙ୍କୁ ନମସ୍କାର
Dr Hrushikesh Panda is a symbol of Odisha icon and ASMITA who never compromised with ideology.....
His views should be taken seriously and matter of debate for all Odia intellectuals
Fakir Mohan Senapati
Kan wrong information provide karichanti tanka book raa jiaa saa time raa thila
ବାଃ ଖୁବ ଗହନ କଥା ପ୍ରକାଶ କଲେ ଆଜ୍ଞା, ପ୍ରଣାମ ଆଜ୍ଞା.
Sir, Namaskar, Your opinion is very good and educative.
Dr Panda, first IAS topper of Odisha.
🙏
ନମସ୍କାର। ବହୁବର୍ଷ ପରେ ଆପଣଙ୍କ ସାକ୍ଷାତକାର ଦେଖି ଆନନ୍ଦ ମିଳିଲା।
ବହୁତ ଗୁରୁତ୍ବପୁର୍ଣ ତଥ୍ୟ ପାଇଁ ଧନ୍ୟବାଦ।
ଦକ୍ଷ ପ୍ରଶାସକ ଏବଂ ସୁଲେଖକ ହିସାବରେ ଜଣେ ଯୋଗଜନ୍ମାଙ୍କୁ ଶତ ଶତ ପ୍ରଣାମ।
ଏତେ ସୁନ୍ଦର ବିସ୍ତୃତ ବିଶ୍ଳେଷଣ, ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ ।
Very nice interview.
ଜଣେ ସାହସୀ, ସ୍ପଷ୍ଟବାଦୀ ଓ ସଚ୍ଚୋଟ ଆଇ. ଏ. ଏସ୍ ଭାବେ ଡ. ପଣ୍ଡା ଜଣାଶୁଣା। ବହୁତ ସୁନ୍ଦର ଓ ତଥ୍ଯ ଭିତ୍ତିକ ଆଲୋଚନା।
ତାଙ୍କ ଅଧୀନରେ ୨ବର୍ଷ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିଥିବାରୁ ମୁଁ ଗର୍ବିତ।
🙏🙏🙏
Most welcome for "Katak University"
🙏ଆମେ ଓଡିଆ ଆମ ଓଡିଶାର କଥା ପୁନଃ ଉପସ୍ଥାପନ ନିତାନ୍ତ ଆବଶ୍ୟକ🙏
ଏଇ ସାକ୍ଷାତାରରେ ପାଇଁ ଆପଣଙ୍କୁ ବହୁତ୍ ଧନ୍ୟବାଦ ଦୁର୍ଗା ବାବୁ
ସାହସୀ ହୃଷିକେଶ ପଣ୍ଡା 🙏
ମୁଁ ପ୍ରଶାସକ ତଥା ଇତିହାସକାର ଡ. ହୃଷିକେଶ ପଣ୍ଡାଙ୍କର ବଳିଷ୍ଠ ଯୁକ୍ତିକୁ ସଂପୂର୍ଣ୍ଣ ସମର୍ଥନ କରେ।
Right,sister
କଟକ ଲୋକେ ଚିନ୍ତା କରନ୍ତୁ। ରେଭେନ୍ସା କଲେଜର ନାମ Cuttack University ହଉ।
ବହୁ ମୂଲ୍ୟବାନ ଓ ଯୁକ୍ତିସଂଗତ, ନ୍ୟାୟୋଚିତ ମନୁବ୍ୟ ପାଇଁ ଅଶେଷ ଧନ୍ୟବାଦ୍ | ରେଭେନ୍ସାର ନାମ ପରିବର୍ତ୍ତନ ଆବଶ୍ୟମ୍ଭାବୀ । ଜାତିପ୍ରେମୀ ପ୍ରତ୍ୟେକ ଓଡ଼ିଆ ଏହାକୁ ସମର୍ଥନ କରିବା ବାଞ୍ଛନୀୟ।
British and Ravenshaw lover do not understand the odisha's rich cultural heritage.
British and Ravenshaw lover do not understand the odisha's rich cultural heritage.
Dr Panda is absolutely right. ଇଂରେଜ ମାନେ ଶୋଷକ, ଓଡ଼ିଶାରେ ଇଂରାଜୀ ଭାଷା ବନ୍ଦ ହେବାକଥା, ସବୁ English school କୁ ବନ୍ଦ କରାଯାଉ, ଇଂରେଜ ମାନେ ଉଦ୍ଭାବନ କରିଥିବା ବିଜ୍ଞାନ / ଜିନିଷ ପତ୍ର ଯଥା ପ୍ୟାଣ୍ଟ ଶାର୍ଟ, ଟୋପି, ଚଷମା ଏପରିକି ଗାଡ଼ିମାଟର, ଏରୋପ୍ଳାନକୁ ଓଡ଼ିଶାରେ ban କରିବା କଥା. ଓଡିଶାରୁ କେଉଁ ମାନେ ଇଂଲଣ୍ଡ ଆମେରିକା ଅଷ୍ଟ୍ରେଲିଆ ରେ ରହୁଛନ୍ତି ତାର ତାଲିକା ପ୍ରକାଶ ହେବା ଦରକାର,
❤thank s sir very good messg dek odia
Best interview
ହୃଷିକେଶ ପଣ୍ଡାଙ୍କୁ ଲୋକେ ସବୁବେଳେ ମାନେ ରଖିବେ ଆଉ ସାଚ୍ଚୋଟତା ପ୍ରସଙ୍ଗ ଆସିଲେ ତ ନିଶ୍ଚିତ ମନେ ପଡ଼ିବେ।
Panda sir is a renowned writer and administrator. He is proud of Odisha . I like him very much.
ଆପଣଙ୍କୁ ଶତ ଶତ ପ୍ରଣାମ। ରେଭେନ୍ସା କାହିଁକି କିଛି ବୋକଚା ବୁହା ଙ୍କୁ ମହା ମହ ବାସୁଚି ବୁଝି ହଉନି।
Thanks.I fully support to yr views. I am in dilemma that all these Odia with ignorancy .will enable to overcome.
ସାର୍ ନମସ୍କାର ,ଧନ୍ୟବାଦ୍ ବିଶେଷ ମନ୍ତବ୍ୟ ପାଇ
Ravenshaw should be changed to Netaji bose university or Gopabandhu das University or Madhusudan Das University
ମୁଁ ଶୁଣିଚି ଡ ହୃଷିକେଶ ପଣ୍ତା Retd IAS ବାଲେଶ୍ବର ଫକୀର ମୋହନ କଲେଜର ଛାତ୍ର ଭାରି ସଚ୍ଚୋଟ ବ୍ୟକ୍ତି ପ୍ରକୃତ ତଥ୍ୟଟି ଉପସ୍ଥାପନ କରିଛନ୍ତି । ❤🙏🙏🙏
IAS topper
Bhadrakh college student thile
Let's support The change
❤ଓଡ଼ିଶାର ଦକ୍ଷ ଲୋକପ୍ରିୟ ପ୍ରଶାସକ ଓଡ଼ିଆର ଗର୍ବ ଗୌରବ ପ୍ରଣାମ ଜୟ ଜଗନ୍ନାଥ
Hrushikesh Sirnku Pranam au Dhanybad sir. Nice Story
Not story but fact.
Dr Hrushikesh Panda from Kalidaspur, Narasinghpur, Bhadrak District?
If yes, I'm from Basudevpur. We are proud of Hrushikesh Panda, India best IAS of his time. Your health has been detoriorated Sir!
Right,💯👍
We are with panda sir,🙏🙏🙏🙏
ଡଃ ହୃଷୀକେଶ ପଣ୍ଡା ଜଣେ ଦକ୍ଷ,ନିର୍ଭୀକ୍ଷ ରାଜନୀତିଜ୍ଞ ଏଵଂ ସଚ୍ଚୋଟ ପ୍ରକାଶକ କୈାଣସି ରାଜନେତାଙ୍କୁ ଭୟ କରନ୍ତିନି ସେ ତାଙ୍କ ସମୟରେ IAS TOPPER ଥିଲେ, ତାଙ୍କର ମତାମତର ଯଥେଷ୍ଟ ପ୍ରାଧାନ୍ୟ ରହିଛି।
I support the opinion of Dr. Hrushikesh Panda
ଓଡିଶା ର ସୁନାମ ଧନ୍ୟ ଇତିହାସ କାର ଡ଼କ୍ଟର ହୃଷିକେଶ ପଣ୍ଡା ଙ୍କ ସାକ୍ଷାତକାର ପାଇଁ ଅନେକ ଧନ୍ୟବାଦ 🙏
Let's change
Cuttack ନାମରେ ରେଭେନ୍ସା ମହାବିଦ୍ୟାଳୟ କୁ ନାମିତ କରାଯାଉ।
Netaji Subs Bose
ବହୁ ମୂଲ୍ୟବାନ ତଥ୍ୟ ଆମମାନଙ୍କ ଗୋଚରାଥେ ଜଣାଇଥିବାରୁ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ 🙏
I will convey thanks to this web channel, bring Right person, Right subject in appropriate time.May Bhagwan Shri Ramakrishna bless this channel.
ହୃଷିକେଶ ପଣ୍ଡା ସାର୍ ଭଳି ଜଣେ ଦକ୍ଷ ପ୍ରଶାସକ ସକ୍ରୀୟ ରାଜନୀତିକୁ ଓହ୍ଲାଇ ଓଡ଼ିଶାର ସକଳ ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ଜରୁରୀ
Worthy discussion with Dr Panda 🎉❤🎉
Thanks Dr. PANDA.
PL RERSUE ON
Sir apana ete kn patala hei galeni...bahut Dina pare sir nku dekhili..one of an honest officer...jou Dina retirement kale seidina quarter chhadi deithile
ସମ୍ମାନନୀୟ ହୃଷୀକେଶ ପଣ୍ଡା ମହାଶୟ ଯାହା କହୁଛନ୍ତି; ତାକୁ ବି ଆପଣ କ'ଣ ବିରୋଧ କରିବେ!!!
ତେବେ ଓଡ଼ିଶାରେ ପ୍ରକୃତ ବିଜ୍ଞ ବା ବୁଦ୍ଧିଜୀବୀ
କାହାକୁ କହିବା?
ଚାମଚାଗିରି ଛାଡି ସ୍ଵାଭିମାନୀ ହୁଅରେ ପ୍ରିୟ ଓଡିଆ ଜାତି।
☀️ Thank you Sir....................👍
ଗର୍ବ କରିବାର କଥା ବହିରେ ଡ. ହୃଷୀକେଶ ପଣ୍ଡା ସବୁ ଖୋଲି ଲେଖିଛନ୍ତି ।
ବରିଷ୍ଠ ପ୍ରଶାସନିକ ଅଧିକାରୀ ଥାଇ ପଣ୍ଡାବାବୁ ଖାଲି ବଦଳି ହେଉଥିଲେ କାହିକି ?
କାଳିଦାସପୁର ନିଜ ଗାଆଁରେ ଏପରି ହୁଏ କାହିକି ?
ଗାଆଁରେ ପୁରୁଷ ଲୋକ କେହି ନାହାନ୍ତି, ସମସ୍ତେ ଦାଦା ।
Nice interview with Dr Panda.
ପରିବର୍ତନ ଅବଶ୍ୟମ୍ଭାବି
ଗୋଲାମ ମାନେ ଏ କଥା ଶୁଣୁଛନ୍ତି କି !!!
Instead of doing anything for the betterment of education the education minister has spoken to change the name of Ravenshaw university,it shows his inefficiency. The British introduce trains in our country can we stop?
Best officer
ପଣ୍ଡା ସାର କଂର ସଠିକ ବିଶ୍ଳେଷଣ
ଏହାକୁ କହନ୍ତି ଯଥାର୍ଥ ଆଲୋଚନା ।
ରେଭେନ୍ସାଙ୍କୁ ସେ ଛୋଟଲୋକ କହିଲେ । ତାଙ୍କ ଛୋଟଲୋକୀର ଉଦାହରଣ ବି ଦେଲେ ।
ହଁ ପ୍ରକୃତରେ ଭାରତ ସ୍ବାଧୀନ ପରେ ରେଭେନ୍ସା ସାହେବ ଓ ରେଭେନ୍ସା ମହାବିଦ୍ୟାଳୟ ବିଷୟରେ କେହି କେଭେ କିଛି ଭାବି ନାହାଁନ୍ତି। ତା ହୋଇଥିଲେ ଆଜି ପର୍ଯ୍ୟନ୍ତ କାହିଁକି ସମସ୍ତେ ଶୋଇଥିଲେ । ଏବେ ଯେଉଁମାନେ ନା ବଦଳାଇବାକୁ କହୁଛନ୍ତି ସେମାନେ ମଧ୍ୟ ଆଗରୁ ଶୋଇଥିଲେ। ଏହାର ଉତ୍ତର ମୋ ମତରେ ଗୋଟିଏ ନାଁ ପଛରେ କେହି ପଡି ନଥିଲେ କିମ୍ବା ଇତିହାସ ସତ କି ମିଛ କେହି ପରୀକ୍ଷା କରି ନଥିଲେ। ଆଉ ପ୍ରକୃତରେ ଯଦି ନଅଙ୍କ ଦୁର୍ଭିକ୍ଷ ର କାରଣ ରେଭେନ୍ସା ତା'ହେଲେ ତୁରନ୍ତ ନାମ ବଦଳାଇବା ଦରକାର। କିଛି ବର୍ଷ ପାଇଁ ପୂର୍ବତନ ଅଧ୍ୟାପକ ଓ ଛାତ୍ରମାନେ ପଛେ ଯେଉଁଟା କଟକ ଇଉନିଭରସିଟ ତାହାହିଁ ରେଭେନ୍ସା ଥିଲା ବୋଲି କୁହନ୍ତୁ।
ଜୟ କଳା
ସବୁ ଓଡ଼ିଆ ଏହି ପୁସ୍ତକ ଟି ପଢିବା କଥା.
କୋଉଠି ମିଳିବ!
Humble Regards Dr Panda 🙏
Garba Karibara Katha, friends Publishers, cuttack. Bookstores in old busstand, bbsr.
Also through Amazon
ବହୁତ ଦିନ ପରେ sir କୁ interview ଦେଖିବାକୁ ମିଳିଲା । ଜଣେ ଦକ୍ଷ ପ୍ରଶାସକ। Omfed କୁ ଏକ ଲାଭକାରୀ ଅନୁଷ୍ଠାନ କରିଥିଲେ । Bjp govt sir ka ସାହାଯ୍ୟ ନେଇ ଓଡ଼ିଆ ତଥା ଓଡ଼ିଶା ର ଉନ୍ନତି ପାଇ କାଜ୍ୟ କରାଯାଇ ପାରିବ।
Name change politics hides basic need of public.
What basic needs?
ଇତିହାସ ତଥ୍ୟ ଯେଉଁମାନେ ପଢ଼ି ନାହାନ୍ତି ସେମାନେ ସମର୍ଥନ କରୁଛନ୍ତି, ରେଭେନ୍ସା ନାଆଁ ରହୁ । କହନ୍ତି ଡ. ହୃଷୀକେଶ ପଣ୍ଡା ।
ଧନ୍ୟବାଦ। ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଶ୍ରୀ ପଣ୍ଡା ଙ୍କର। ସତ୍ୟ ଚେତନାର ମଣିଷ ସେ। ତାଙ୍କୁ ମୋର ଅନୁରୋଧ ବର୍ତମାନ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ସୁଚିନ୍ତିତ ମତାମତ ଦେବେ।
Dr Hrushikesh panda deserves praise for his analysis
Bahut sundar upastapana🙏🙏
Apna ku sunila pare name change thick laguchi
୨୦୧୪ ପର ଠାରୁ ସମଗ୍ର ଭାରତ ରେ ଏବେ ବର୍ଷଦିନିଆ ବେଙ୍ଗ ମାନେ ପ୍ରତ୍ୟେକ ବିଷୟରେ ନିଜର କୁ ପାରଦର୍ଶିତା ପ୍ରକାଶ କରିବା ଆରମ୍ଭ ହେଇ ଯାଇଛି। ସରକାରଙ୍କ ଅର୍ଥ ରେ ମେଡିକାଲ ପାଠପଢି, ଆଇଏଏସ ହୋଇ ଥିବା ବ୍ୟକ୍ତି ରେଭେନ୍ସା ଙ୍କ ବିଷୟ ରେ କିଛି ଜାଣିନାହାନ୍ତି। କୁପ ମଣ୍ଡୁକ ସଦୃଶ୍ୟ ଏ ବ୍ୟକ୍ତି
We as a 0dia expect Mr.Panda to lead in politics.
I think Katak University is the right name.
ନଅଙ୍କ ଦୁର୍ଭିକ୍ଷ ଇଂରେଜ ସରକାର କରାଇଥିଲେ । କହନ୍ତି ଡ. ହୃଷୀକେଶ
ପଣ୍ଡା ।
Bahut din pare sir kun dekhi khusi lagila,aji kali Ka officer sir Kan tharu honestly kemiti kama Kariba sikhiba katha,
Sadhubada sradha purna naman.
Panda sir nkara au interview anantu🙏
IAS topper Hrusikes panda.
ରେଭେନ୍ସା କୁ ଖୁସୀ କରିବାକୁ ତତ୍କାଳୀନ ତୋସାମଦ କାରୀ ମାନେ ରଖିଥିଲେ l
Yessss...... "Cuttack University"
Personally I like Dr. Panda, though he is not my colleague, but as a good administrator. Similarly, Mr. Ravenshaw saab will be liked for his contribution towards education. Especially no Ravenshavian can respect this debate on change of name of Ravenshaw College. Moreover, all the administrators can be like Dr. Panda.
I agree with Dr Panda
Best discussion
Jay shree Jagannath 🙏
ସୁଦର୍ଶନ ଦାସ ଓ ଲେଲିନ ମହାନ୍ତି ଥରେ ହୃଷୀକେଶ ପଣ୍ଡାଙ୍କ ତଥ୍ୟ ଶୁଣ ଏକଥା ରେ ରାଜନୀତି ପୁରାନି ।ବରାଦି ଇତିହାସ ପଢି ଅଜଥା ଯୁକ୍ତି କରନି ।ଟିଭିରେ ହାଇଲାଇଟ ହେବାକୁ ଅବାସ୍ତବ କଥା ନ କହି ଓଡିଆ ମାନଙ୍କୁ ଭ୍ରମିତ କରନି ।
ସେଗୁଡ଼ା ରାଜନୀତି ଟାଉଟର ସବୁ
ଓଡ଼ିଆ ହେଇ ତାମିଲ ପାଦ ଚଟା
ଆପଣ କାହାକୁ କାହା ସହ ତୁଳନା କରୁଛନ୍ତି। One is all india topper and another is all odisha joker,
ବେଳେ ବେଳେ ନିଜକୁ ଧିକ କାର ଲାଗେ ଆମ ଓଡ଼ିଆ ମାନସିକତା କୁ ଅନୁଧ୍ୟାନ କରି।😮😢
Phampa mathia ra sabada beshi. Seguda murkha au apaganda...
Better to be wise.
Sabuthu ascharjya katha heuchi je Bhartruhari nka article prakas paiba pare Sudarshan Das, Lenin Mohanty, Soumya Ranjan Patnaik kehibi tanka jukti ku challenge na kari tankara personal attack kale. Ebhali kama murkha mane hin karanti.
Excellent interview.
ବ୍ରିଟିଶ ସମୟର ଶାସନର ବଦଲା ନେବାର ସୁଯୋଗ ଆମ ହାତରେ ନାହି ! କିନ୍ତୁ ଗତ 25ବର୍ଷରେ ଓଡ଼ିଶାର ଦୁର୍ଗତିପାଇଁ ବିଜେଡି ଦଳର ବଦଲା ନେବାକୁ ସକ୍ଷମ ! ଅଯୋଗ୍ୟ ମଦୁଆ ଟାକୁ ବିଶ୍ୱାସକରି ଯେଉଁ ମୂର୍ଖଗୁଡା ଏବେବି ହାରମଜାଦାର ଗୁଣଗାନ କରୁଛନ୍ତି ସେଗୁଡାଙ୍କୁ କଡ଼ା ମୁକାବିଲା କରିବାର ସମୟ ଆସିଯାଇଛି ! ଶଳା ବର୍ବାଦ କରିଦେଲା ଓଡିଶାକୁ, ବ୍ରିଟିଶଠାରୁ ଅଧିକ ମାରାତ୍ମକ ଅଣଓଡ଼ିଆ କୁଳାଙ୍ଗାର !
Righttttttt bro,🙏💯👍👍👍👍👍👍,sala hinjida nabin ku dalal pandu,akala mrutyu bhabhah,👺
ବହୁ ମୁଲ୍ୟବାନ ଅଜଣା ତଥ୍ୟ ଜଣିବାକୁ ପାଇଲୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ
Sudarson babu and kuhalia gyenda chhatukara Lenin ku Jana nahei odia kan . Joker bhali gapuchhanti . Odisha Lokamana sabu janichhanti . I request both are learn real history behind it and watch Mr. Panda discussion . Thank panda sir.
Right,bro ,🙏💯👍,Amara odia re gote dhaga achhi,se ta hela, " dehe mandakini Raja lagai,grama sukara ki hoiba gaii" 😂 thik semiti athhi Lenin,go te grama sukara,bujhila,😂😂💯
☀️ Very Nice Discussion...👍 🌺🌹🌺 Thanks..... ODISHA PULSE news.💗 📰 🌱💙🌱💛🌱♥️🌱🖤🌱🤍🌱💚🌱🧡🌱💙🌱🖤🌱♥️🌱💛🌱💙🌱🤍🌱🖤🌱🧡🌱💙🌱 💛🌱♥️🌱💙🌱🖤🌱💚🌱
Right sir
My deepest regards to Him🙏🙏🙏
Nama parivartan heu.
Really true fact