ଦରମା ଟଙ୍କାରେ କଣ କରୁଛନ୍ତି ରାଷ୍ଟ୍ରପତି ? କହୁ କହୁ କହିଦେଲେ। President Droupadi Murmu on positive thoughts

Поделиться
HTML-код
  • Опубликовано: 26 июл 2023
  • ଦରମା ଟଙ୍କାରେ କଣ କରୁଛନ୍ତି ରାଷ୍ଟ୍ରପତି ? କହୁ କହୁ କହିଦେଲେ। President Droupadi Murmu on positive thoughts
    #pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like Our Facebook Page
    : / pratidinodisha
    Subscribe To Our RUclips Channel: / @pratidintvodisha
    Subscribe To Our Hashtag Channel: / @hashtag6187

Комментарии • 540

  • @fakirmohansahoo2079
    @fakirmohansahoo2079 Год назад +76

    ଆପଣଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ମ୍ୟାଡାମ୍, ଆପଣଙ୍କ ପାଇଁ ସତରେ ଓଡ଼ିଶା ଗର୍ବିତ,ଜୟ ଜଗନ୍ନାଥ 🙏🙏🙏

  • @user-cv5mv1wi5c
    @user-cv5mv1wi5c Год назад +164

    ଜଣେ ନିଚ୍ଛକ ମଣିଷ ର ସତ୍ୟ କାହାଣୀ କହିଲେ ଜଣେ ରାଷ୍ଟ୍ରପତି ତାଙ୍କ ଜୀବନ ର ମୂଲ୍ୟ ବୁଝିଛନ୍ତି ଆମେ ମାନେ ବୁଝିବା ଆବଶ୍ୟକ.... ସମସ୍ତେ ସାଧାରଣ ଜୀବନ ଅବଲମ୍ବନ କରିବା ଦରକାର.. ଏହା ଭାରତ ଦେବ ଭୂମି ରେ ସମ୍ଭବ 🚩🇮🇳🕉️🙏

    • @santosh34554
      @santosh34554 Год назад

      Organic life. Chemical free life.

  • @saraqueen0619
    @saraqueen0619 Год назад +47

    ଏ ହେଉଛନ୍ତି ସତରେ ଓଡ଼ିଆଣୀ 🙏, ସେ ଏତେ ବଡ଼ ପଦବୀ ବୋହିବା ସତ୍ୱେ ବି ମନରେ ଟିକେ ଗର୍ବ ନାହିଁ, ଆଉ ଓଡ଼ିଆ କହିବାରେ ଟିକେ ବି ତାଙ୍କୁ ଲଜ୍ଜିତ ମନେ ହେଉନାହିଁ, ଧନ୍ୟ ତୁମେ, ଏ ସମାଜ କୁ ଆପଣଙ୍କୁ ବହୁତ ଜ୍ଞାନ ଶିଖାଇବା ର ଅଛି 🙏🙏🙏🙏🙏🙏🙏

    • @busrakhatoon6479
      @busrakhatoon6479 10 месяцев назад

      000000⁰000000000000000000000000000000000000000000000000000000000000000000000000⁰00⁰0⁰000000000000000000000000000000000000000000000000000⁰⁰00000000000000000000000000000000000000000000000000000000⁰00000000000⁰000000000000000000⁰00000000⁰000000000000000000⁰0000⁰⁰00⁰0000000000000000000000000000000000000000000000000000000000000000000000000000000000000000000000000000000000000000000000000⁰0000000000000000000000

  • @bismayakhilar3526
    @bismayakhilar3526 Год назад +95

    ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ, ଆମ ରାଷ୍ଟ୍ର ମୁଖ୍ୟ ବହୁତ ସୁନ୍ଦର କଥା କହିଲେ।

    • @sukultudu137
      @sukultudu137 Год назад +1

      ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ❤❤❤

    • @santosh34554
      @santosh34554 Год назад

      Sobutharu dourbhagya bhasa odia

    • @jagatjeevan2049
      @jagatjeevan2049 Год назад

      ​@@sukultudu137I know you are just a crypto Christian. And rice bag convert

  • @sudhabcartoon
    @sudhabcartoon Год назад +79

    ରାଷ୍ଟ୍ରପତି ଙ୍କ କଥା ସୁଣି ମତେ ବହୁତ ଭଲ ଲାଗିଲା
    ଜୟ ଜଗନ୍ନାଥ 🙏🙏🙏

  • @akshayasanjaycreations488
    @akshayasanjaycreations488 Год назад +27

    ଜୁହାର ନମସ୍କାର ରାଷ୍ଟ୍ରପତି ଦିଦି 🙏🙏🙏
    ଆମ ଦେଶବାସୀଙ୍କୁ , ଓଡ଼ିଶା ବାସୀଙ୍କୁ ନିଶ୍ଚିତ ଭାବରେ ଭଲ କଥା କହିଛନ୍ତି । ଆପଣଙ୍କ ମତରେ ସମସ୍ତେ ଏଠି ସମ୍ମାନ ସହିତ ବଞ୍ଚିବେ , ସମାନ ଭାବରେ ବଞ୍ଚିବେ, Bharat Maata ki Jay 💓💓💓

  • @mithunabhoi8732
    @mithunabhoi8732 3 месяца назад +2

    ବହୁତ ସୁନ୍ଦର କଥା ମାଁ 🕉🕉🕉
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ
    ଜୟ ଶ୍ରୀ ଶ୍ରୀକୃଷ୍ଣ ହେ ମହାପ୍ରଭୁ
    ଜୟ ଶ୍ରୀ ରାମ ହେ ମହାପ୍ରଭୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @gaganbeharibehera7121
    @gaganbeharibehera7121 Год назад +53

    ମହାମହିମ ରାଷ୍ଟ୍ରପତି କଟକ ଆସି ଓଡ଼ିଶାର ଜନସାଧାରଣଙ୍କ ମନମୋହିନେଲେ ମହୋଦୟାଙ୍କୁ ମୋର ବିନମ୍ର ଅନୁରୋଧ ମଣିପୁରକୁ ରକ୍ଷା କରନ୍ତୁ

  • @AjayKumar-rr2mv
    @AjayKumar-rr2mv Год назад +345

    ମହାମହିମ ଯାହା ନୀତିବାଣୀ ହିତାଉପଦେଶ ଦେଲେ ପ୍ରଶଂସା ଯୋଗ୍ୟ ହେଲେ ଯେଉଁଠି ରାଷ୍ଟ୍ରପତି ଙ୍କ ପ୍ରମୁଖ ଭୂମିକା ନେଲେ ଗୋଟେ ରାଜ୍ୟ ରେ ଶାନ୍ତି ଫେରିବ, ଅନେକ ସଂସାର ଉଜୁଡିବାରୁ ବଞ୍ଚିଯିବି ଅନେକ ନାରୀଙ୍କୁ ଇଜ଼ତ ବଂଚିବ ସେଠି କିଛି କରନ୍ତୁ, ଦଳୀୟ ସ୍ୱାର୍ଥ କୁ ଉପରକୁ ଉଠି କିଛି କରନ୍ତୁ ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିବୁ

  • @bishnuprasadpanigrahi4238
    @bishnuprasadpanigrahi4238 Год назад +28

    ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଅସାଧାରଣ ଆଧ୍ୟାତ୍ମିକ ମହାତ୍ମ୍ୟ ରହିଛି 🙏!...

  • @tapanrath9165
    @tapanrath9165 11 месяцев назад +4

    ବହୁତ ସୁନ୍ଦର କଥା। କିନ୍ତୁ ଆପଣ ରାଷ୍ଟ୍ରପତି ଭାବରେ ମଣିପୁର ପାଇଁ କଣ କରୁଛନ୍ତି? ମୋଦୀ ସରକାରର ଅପାରଗତା ପାଇଁ ଆପଣ କାହିଁକି ଚୁପ୍ ରହିଛନ୍ତି? ନାରୀ ମାନଙ୍କ ନିର୍ଯାତନା ପାଇଁ ଆପଣ କାହିଁକି ଚୁପ୍ ବସିଛନ୍ତି? ଧାର୍ମିକ ପ୍ରବଚନ ଆପଣଙ୍କ କାମ ନୁହେଁ। ପ୍ରଥମେ ରାଷ୍ଟ୍ର ପ୍ରତି ଆପଣଙ୍କ ଦାୟୀତ୍ଵ ନିଭାନ୍ତୁ। ଏହା ଆପଣଙ୍କ ଠାରୁ ଆଶା କରା ଯାଏ।

  • @hemantakumar9510
    @hemantakumar9510 Год назад +74

    ବହୁତ ଭଲ ନୀତିବାଣୀ ମହାମହିମଙ୍କର. ମାତ୍ର ଓଡିଶାକୁ ନବୀନ ଓ ପାଣ୍ଡିଆନ ଠାରୁ ଦୁରେଇ ରଖନ୍ତୁ

    • @soumyaranjanmohapatra1829
      @soumyaranjanmohapatra1829 Год назад

      Naveen tanka bhai

    • @tapankumardas8427
      @tapankumardas8427 Год назад +6

      ଆଉ ଭାରତରେ ଯାହା ହେଉଛି। ତାକୁ ଇଜ୍ଜତ ଏବଂ ନ୍ୟାୟ ଧର୍ମ ଭାବରେ ସହିଯାଅ। ନାରୀଙ୍କୁ ଲଙ୍ଗଳା କରି ବୁଳଲାଇବା ଏବଂ ବିହାର ପ୍ରଦେଶରେ ସାଧାରଣ ଜନତାଙ୍କୁ ଗୁଳି କରି ପୋଲିସ୍ ହତ୍ଯା କରିବା ଏବଂ କୃଷକମାନଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିବା। ଏସବୁ ସମ୍ବିଧାନର ନିୟମ ବା ଆଇନ୍ କାନୁନ ଅଟେ। ବାଃ ରେ ମୋଦି ଭକ୍ତ ତୋର ଦେଶ ପ୍ରେମ!!!!!

    • @soumyaranjanmohapatra1829
      @soumyaranjanmohapatra1829 Год назад

      @@tapankumardas8427 haha right bro

    • @rohitabisoyi1703
      @rohitabisoyi1703 3 месяца назад

      A mane kana sikhichanti bhai khali apana Mane khusita🙏Jay jagannath

  • @SD-wo3pm
    @SD-wo3pm Год назад +13

    ଆମ ରାଷ୍ଟ୍ରପତି ଆମ ସ୍ବାଭିମାନ 🙏

  • @saivlog8760
    @saivlog8760 Год назад +29

    ମହାମହିମି ରାଷ୍ଟ୍ରପତି ଙ୍କୁ ମୋର ହୃଦୟ ରୁ ❤କୋଟି ପ୍ରଣାମ 😢

  • @jashodamahananda
    @jashodamahananda Год назад +30

    ମା ଆପଣଙ୍କୁ ପ୍ରଣିପାତ ଧନ୍ୟହୋଇଗଲୁ ଆମେ ଓଡିଆ ଲୋକ ବନ୍ଦେ ମାତରଂ

  • @user-fh5jm3by3h
    @user-fh5jm3by3h 3 месяца назад +2

    ଶତ ପ୍ରତିଶତ ସଠିକ କଥା କାହିଛନ୍ତି ଆଜିର ବୃଦ୍ଧ ବାପା ମାଆଙ୍କ ସ୍ଥାନ ବୃଦ୍ଧାଶ୍ରମ

  • @prasannaparhi2875
    @prasannaparhi2875 Год назад +1

    ସୁନ୍ଦର ଭାଷଣ

  • @durbasasahu6481
    @durbasasahu6481 Год назад +7

    ବଡ ଲୋକଙ୍କ ବାଣୀ ରେ କିଛି unique ଜିଣିଷ ହିଁ ରହିଥାଏ , ତାହା ଜଣେ layman ବୁଝିବା ନିଶ୍ଚିତ କଷ୍ଟକର । ପ୍ରକୃତ ରେ ଆମ ଦେଶର ରାଷ୍ଟ୍ରପତି ଆଜି ତାହାର ଏକ extremely example. ,🙏

  • @rajendrapradhan2604
    @rajendrapradhan2604 Год назад +7

    Odisha re କିଛି କମ୍ପନି କରନ୍ତୁ ଓଡିଶା ଭଲ ରେ ଆଗୋକୁ ଜିବୋ ଏବେ ଟାଇମ୍ ଅଛି ଆପଣଙ୍କୁ
    ଅନୁରୋଧ କରୁଛି ଜୟ ଜଗନ୍ନାଥ

  • @neverevergiveup674
    @neverevergiveup674 Год назад +47

    I am A Odia & I proud to be an Odian For Our President Srimati Droupadi Murmu Mam ❤️❤️❤️❤️🇮🇳🇮🇳🙏🙏🙏

  • @chinmayjena3788
    @chinmayjena3788 Год назад +4

    ସତରେ ମା ଆପଣ ମହାନ. ଆପଣଙ୍କ କଥାରେ ମିଠା ପଣ ଦେଖି ନିଜକୁ ଗର୍ବ ଲାଗୁଚି ଯେ ଆମେ ଓଡ଼ିଆ 🙏🙏🙏❤❤❤

  • @prabhatabehera9315
    @prabhatabehera9315 Год назад +65

    ଦ୍ରୌପଦୀ ମୁର୍ମୁ ମାମ ଙ୍କୁ ମୋର କୋଟି କୋଟି ପ୍ରଣାମ,ଓଡ଼ିଶାର ସବୁ ଜିଲ୍ଲା କୁ ଆସି ବୁଲିକି ଯାଆନ୍ତୁ ଆଉ ଓଡ଼ିଶା ର ଗରିବ ଲୋକଙ୍କ ଦୁଃଖକୁ ଦୂର କରନ୍ତୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ,ଜୟ ବଜରଙ୍ଗ ବାଲି ଜୟ

  • @damargond4102
    @damargond4102 3 месяца назад +1

    ରାଷ୍ଟ୍ରପତି ଙ୍କ କଥା ସୁଣି ମତେ ବହୁତ ଭଲ ଲାଗିଲା
    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @akshyakumarmishra2703
    @akshyakumarmishra2703 Год назад +11

    ଯୟ ଓଡିଶା ଜୟ ଉକକ୍ତଳଜନି

  • @adhirasethy9295
    @adhirasethy9295 Год назад +1

    🙏🎉ମା ଜୟ ଜଗନ୍ନାଥ

  • @purnachandrabehera8602
    @purnachandrabehera8602 Год назад +3

    Bande Utkal janani 🇮🇳🇮🇳🇮🇳🇮🇳
    Mam salute you to indian 1st women to
    Odisha president(Jay Jaganatha)

  • @roshnisahoo778
    @roshnisahoo778 Год назад +2

    Om shanti ❤

  • @gagankumargiri7293
    @gagankumargiri7293 Год назад +63

    Down to earth our beloved president ❤️❤️❤️

  • @dipuradipali7348
    @dipuradipali7348 Год назад +3

    ଆପଣଙ୍କୁ ହୃଦୟରୁ ଧନ୍ୟବାଦ ମାଡାମ 🙏🏼🙏🏼🙏🏼

  • @sabitakhila6588
    @sabitakhila6588 Год назад +2

    Omm ଶାନ୍ତି 🙏🏼🙏🏼

  • @duryodhanmahanand6581
    @duryodhanmahanand6581 Год назад +40

    Very nice spiritual speech from our president .

  • @kabitasahoo8385
    @kabitasahoo8385 Год назад +25

    🙏👍❤️ excellent speech, Mrs Murmu. I love you. God bless you and keep you healthy 🙏.

  • @chitaranjansahu1199
    @chitaranjansahu1199 Год назад +10

    ରାଷ୍ଟ୍ରପତି ମଧ୍ୟରୁ ଜଣେ ଥିଲେ a.p.j Abdul Kalam ଏବଂ ଏବେ droupati murmu ଯିଏକି ଅତି ସରଳ ଓ ନିରାଡାମ୍ବର ଜୀବନ ଯାପନ କରୁଛନ୍ତି ମନରେ ଟିକେବି ଗର୍ବ କି ଅହଙ୍କାର ନାହିଁ

  • @animeshpatra9669
    @animeshpatra9669 Год назад +25

    100% true.we have to accept it with no doubt.

  • @shubhasmitagadapalla5357
    @shubhasmitagadapalla5357 Год назад +8

    ❤❤❤ ବହୁତ୍ ସୁନ୍ଦର୍

  • @madhumitamaity3798
    @madhumitamaity3798 Год назад +49

    I pay my deep debt of gratitude to our honourable president Draupadi ma'am. She is from our district. And we are extremely proud for her.

    • @aratipradhan3724
      @aratipradhan3724 Год назад

      🎉😊😊😊😊😊😊😊😊😊😊😊😊😊😊😊

    • @santosh34554
      @santosh34554 Год назад

      From your district so you are proud. Otherwise not proud

  • @ranjankumargiri9618
    @ranjankumargiri9618 Год назад +3

    ଖାଲି ଭାଷଣ ମାରିଲେ ହବନି କରି ଦେଖାଇବାକୁ ହେବ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଭାରତର କେତେ ଗରିବ ଲୋକ ନିଶା ଖାଇ ଗୁଟକା ଖାଇ ରୋଗା କ୍ରାନ୍ତ ହେଉଛନ୍ତି ଆଉ ମରୁଛନ୍ତି ବରଂ ଜେଲରେ ସେମାନେ ଭଲରେ ଅଛନ୍ତି

  • @RankanathaBadajena-wq8uv
    @RankanathaBadajena-wq8uv Месяц назад

    ଆମ ଓଡ଼ିଶା ର ପ୍ରକୃତ ରେ ମା ଦୌପ୍ରଦି ମୁର୍ମୁ ଆମ ଭାରତ ର ରାଷ୍ଟ୍ରପତି।ଆମ ର ଗର୍ବ ଆଉ ଗୌରବ।ଜୟ ହିନ୍ଦୀ।

  • @nabinchandramajhi2703
    @nabinchandramajhi2703 Год назад +9

    I am So Proud of Our President of INDIA, and really salut you Ma'am. As well as your proverbs are so Deep, Meaningfull and Tangible, Peace be upon you.... 🙏🙏

  • @srinathmishra649
    @srinathmishra649 Год назад +42

    My salute to this great personality.

  • @bhagabanpradhan7500
    @bhagabanpradhan7500 Год назад +1

    ଦେଶର ମହାମହିମ ରାଷ୍ଟ୍ରପତିଙ୍କ ହୃଦୟସ୍ପର୍ଶୀ ଉପଦେଶ ଭାଷଣ
    ଜୟ ଜଗନ୍ନାଥ

  • @rajudasbaburaju24
    @rajudasbaburaju24 Год назад +9

    Very down to earth 🙏 God always with you madam

  • @bholeswarbehera5194
    @bholeswarbehera5194 Год назад +12

    I really love this special speech mam ... And really proud to you for honorable president belong to our odisha...

  • @ramakrishnasmart4479
    @ramakrishnasmart4479 Год назад +7

    Great speech mam ji I m very inspiring of your valuable words it's touching to herat 🎉🎉🎉

  • @ranjanaditya8945
    @ranjanaditya8945 Год назад +14

    Great personality .... Great philosophy....

  • @rameshmalikeducationacadem9697
    @rameshmalikeducationacadem9697 Год назад +2

    ପରିବାରର ସଂସ୍କାର ଆଉ ସୁଶିକ୍ଷା ଦିକ୍ଷାର ପ୍ରଭାଵ ପାଇଁ ଆପଣ ଅଜି ଏତେବଡ ପଦବୀର ଅଧିକାରୀଣି ହୋଇପାରିଛନ୍ତି . ଆପଣଙ୍କ ବାର୍ତ୍ତା କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହେବ . ଜୟ ହିନ୍ଦ୍ 🙏🙏🙏🙏🙏

  • @user-cw9gp5ty9f
    @user-cw9gp5ty9f Год назад +13

    The speech delivered by our President D.Murmu bears Practical philosophy of life.Really the life is like an onion.Her speech is only an outcome of her self introspection .

  • @hkmishramishra851
    @hkmishramishra851 Год назад +11

    Draupadi Maa Kotipranam🙏

  • @bidyutprabhamahanta4686
    @bidyutprabhamahanta4686 Год назад +2

    ରାଷ୍ଟ୍ରପତି ମୋହଦୟ ଆପଣାଙ୍କ କଥା ଚିରସ୍ମରଣିୟ ହୋଇ ରହିବ 🙏🙏🙏🙏🙏

  • @brajakishormajhi2324
    @brajakishormajhi2324 Год назад +3

    Aap ki choronome koti koti pranam 🙏🙏🙏🙏

  • @SAROJKRISHNASHADANGI
    @SAROJKRISHNASHADANGI Год назад +5

    Bahut sundar bhasana

  • @rojalinibehera016
    @rojalinibehera016 Год назад +2

    I love your sppech Draupadi mam,your sppech ar ❤tauching,apanka vavana jaha samastanka vabana seya huanta hele odisare kebe bi garib ruhanteni ,I pray lord of Jagannath apanku sabubele valare rakhantu.n Anya Mane apanka sppech ru kichhi sikhantu.

  • @saurabhastravelvlog8088
    @saurabhastravelvlog8088 Год назад +20

    We all are proud for our president 🙏

  • @Roseshrt_024
    @Roseshrt_024 Год назад +1

    Bahut sundar tako ❤️ &kathabarta🙏🙏🙏

  • @a15laxmipingua43
    @a15laxmipingua43 Год назад +2

    ଆମ ରାଷ୍ଟ୍ରପତି ଙ୍କ ପ୍ରବଚନ ସୁଣିକି ବହୁତ ଖୁସି ଲାଗିଲା ଆଉ ଗୋଟିଏ କଥା ତାଙ୍କର ଗର୍ଭ ଅହଙ୍କାର ନାହିଁ ସବୁବେଳେ ଖୋଲା ମନ

  • @fakirabhuyan8538
    @fakirabhuyan8538 Год назад +1

    Great madam🎉🎉 yoar speech thanks 👍 for sopprt all Right this

  • @brjcreatives3770
    @brjcreatives3770 Год назад +3

    ❤❤❤❤❤🙏🙏🙏🙏🙏🙏🙏🙏 ବହୁତ ସୁନ୍ଦର ସନ୍ଦେଶ

  • @pramodbisoyi3332
    @pramodbisoyi3332 Год назад +63

    ଏ ଓଡିଶା କୁ ନବୀନା ଓ ପାଣ୍ଡିଆନ ଠାରୁ ବଞ୍ଚାନ୍ତୁ.....

  • @manaskhatua5965
    @manaskhatua5965 10 месяцев назад +1

    She is an inspiration for people of Odisha as well as India in teaching many lessons of life.

  • @PrabhatRanjanSatapathy7229
    @PrabhatRanjanSatapathy7229 Год назад +1

    ଶୁ ପ୍ରଭାତ, ମାନନୀୟ ସନ୍ମାନିୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ ଏବଂ ଉପସ୍ଥିତ୍ତ ସମସ୍ତ ସଂମାନୀୟ ତଥା ଶ୍ରଧ୍ୟୟ ଉପସ୍ଥିତ ମଣ୍ଡଳୀ...

  • @hatiathakura5897
    @hatiathakura5897 Год назад +2

    Dhanyabad madam

  • @sibaprasadpatra4402
    @sibaprasadpatra4402 Год назад +15

    Madam, THE GREAT, THE GREAT, THE GREAT. 🙏🙏🙏.

  • @lifeislovebele...4934
    @lifeislovebele...4934 Год назад +1

    Koti koti pranam maha mahim ..mam apananka bhali kehi hebeni ...tamaku aneka Dhanya bad

  • @143Susanta
    @143Susanta Год назад +9

    ହେ ମହା ମହିମ ଏତିକି ଅନୁରୋଧ କରୁଛି ଆପଣଙ୍କର ସାସନ ମଣିପୁର ରେ ଆରମ୍ଭ କରନ୍ତୁ ଆମର ଭାରତୀୟ ଙ୍କୁ ଉଦ୍ଧାର କରନ୍ତୁ

    • @rakhipurnima707
      @rakhipurnima707 Год назад +1

      Hebo re Bhai chinta karani ... Mouna au dharjya re jou Asimo Shakti achhi Taha samaya kahibo ... Biswas Kara ... Prabhunku kebala prarthana karo ...
      He Ishwar He parampita parameshwar he
      prabhu Krupa karo karuna karo ... Manipur re Shanti feriasu ... Etiki hi prarthana
      Jay Jagannath 🙏🙏🙏

  • @lipunsahu2127
    @lipunsahu2127 Год назад +1

    Maha mahima nku mara koti koti praname 🙏🙏🙏

  • @bhagabanpradhan7500
    @bhagabanpradhan7500 Год назад +1

    Heart touching Speech
    Jay maa Tareni

  • @dipudeepakcreation
    @dipudeepakcreation Год назад +7

    Our country Lady Fighter Mahamahim Draupadi Murmu is great... Salute... always Respect.

  • @jyotirajrout3009
    @jyotirajrout3009 Год назад +1

    Bahut sundar

  • @Jena__vlogs__1__7879
    @Jena__vlogs__1__7879 Год назад +10

    Madam namaskar 🙏🙏🙏🙏apana thiki katha kahichhanti jay jagannath maa nku sabubele bhala re rakhithantu🙏🙏🙏🙏💐💐💐💐💐💐💐

  • @p.sentertainment.4604
    @p.sentertainment.4604 Год назад +2

    ମାଆ 🙏🙏

  • @dhabaleswarsamal8002
    @dhabaleswarsamal8002 Год назад +2

    Nice Advice 🙏🙏🙏

  • @ranjansahoo5563
    @ranjansahoo5563 Год назад +1

    I love you ଦ୍ରୋପଦୀ ମା
    ଓଡିଶା ପାଇଁ ଆପଣ ପେରଣା 🙏🙏🙏🙏

  • @mrarun4559
    @mrarun4559 Год назад +1

    Khub sundor 👍

  • @sarojsahu539
    @sarojsahu539 11 месяцев назад +1

    Jai Mata Di..Pranama Madam Ji

  • @k-adicomedy8266
    @k-adicomedy8266 11 месяцев назад +1

    Bahut sundar nitibani... Ete bada postre thai bi manare tkie hele bi garba nahi❤❤❤❤❤❤

  • @gobardhanswain1985
    @gobardhanswain1985 Год назад +1

    ଅତି ସୁନ୍ଦର ଲାଗିଲା ମୋଅ ତରଫରୁ କୋଟ୍ଟି କୋଟ୍ଟି 🙏 🙏 🙏 💐 🥰 🥰 ଜୟଜଗନ୍ନାଥ

  • @sanumahunta8883
    @sanumahunta8883 Год назад +1

    Jay jagannath swami nayan patha gami vaba tume🙏🙏🙏🙏🙏

  • @kanhubehera4592
    @kanhubehera4592 Год назад

    Jai jagannath 🙏♥️♥️♥️♥️

  • @riteshlenka3785
    @riteshlenka3785 Год назад

    A bhali katha sunibaku bahut bhalalage, Jay Jagannath Mam.

  • @ChandanP503
    @ChandanP503 Год назад +7

    Mam pls look manipur matter its urgent for nation

  • @subaschandrabehara8967
    @subaschandrabehara8967 Год назад +2

    Great mama 🙏🙏🙏 Jay Jagannath 🙏🙏🙏

  • @pratimadas3629
    @pratimadas3629 Год назад

    Jaijagannath🙏🙏🙏

  • @madhuofficial8201
    @madhuofficial8201 Год назад +1

    ବୟସ ଥିଲା ବେଳେ ବଡ ବଡ............

  • @sitendas5609
    @sitendas5609 Год назад +5

    I am A ଓଡ଼ିଆ I Proud ଏନ୍ ଓଡ଼ିଆ President SMT DROUPADI MURMU Mam,God bless You Always thank You, ଜୟ Jagannath

  • @harapriyapratihari9916
    @harapriyapratihari9916 Год назад +4

    ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା, ବହୁତ କଷ୍ଟ କରି ଆପଣ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ଆପଣ ଙ୍କୁ ନେଇ ଆମେ ଗର୍ବିତ କିନ୍ତୁ ଦୁଃଖର ବିଷୟ ଆପଣ ଜଣେ ମହିଳା ଆଜି ମଣିପୁର ର ଯାହା ଅବସ୍ଥା!! ସେ ସ୍ଥାନ କୁ ଆପଣ ଯାଇଥିଲେ ମୁଁ ଭାବୁଛି ଅଧିକ ଆବଶ୍ୟକ ଥିଲା ଥିରେ ଭାବି ଦେଖନ୍ତୁ ତ??? ଦେଶର ଯାହା ଅବସ୍ଥା ତାହା ଚିନ୍ତା ର ବିଷୟ।

  • @harekrushnapagal1405
    @harekrushnapagal1405 Год назад +5

    ସାରା ଭାରତୀୟ ହିନ୍ଦୁସ୍ତାନୀ ଉଲକି ବୁଝ ଭାରତ ମାତା କୁଳରେ ଏବେ ଯେଉଁ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD ହେ।ଇ ମାନବିୟ ଲିଳା କରୁଛନ୍ତି ନିଜ ସ୍ଵର୍ଥ କୁ ବଳୀଦେଇ ସେମାନେ ହେଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଓ ମା ଦୈପଦୀ ସୁଭଦ୍ରା
    ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଏମାନଙ୍କ ସାଥେ ସଵୁଵେଳେ ରୁହ ଭାରତ ମାତା କୁ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ସକଳ ଜୀଵ ଜଗତ ପ୍ରତି ଦୟା ଅହିଂସା ସକଳ ମାନବ ଜାତୀ କୁ ସାରା ବିଶ୍ବ କୁ ଶାନ୍ତି ରେ ସୁରକ୍ଷା ରେ ରଖ
    ନହେଲେ କଳ୍କୀ ମହା ବିନାଶ ଅତି ସିଘ୍ର ଆସୁଛି ସବୁ ମେଛ ଅସୁର ବିନାଶ ହେଵେ ପୃଥିବୀ ର ଧର୍ମ ର ଜୟ ଜଗନ୍ନାଥ ହେବ ସଭିଏଁ ଶତ୍ୟ ଶାନ୍ତି ଦୟା ଅହିଂସା ରେ ଥୀବା ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମାନେ ରହିବେ ରାମରାଜ୍ୟ ପ୍ରତିଷ୍ଠା ହେବ
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @HariharaNayak-jo8lv
    @HariharaNayak-jo8lv Месяц назад

    Jay.Jaganath

  • @chinmaynaik3505
    @chinmaynaik3505 Год назад +4

    Very nice spiritual sppech from our president 🙏🙏🙏

  • @geetanjaliacharya6079
    @geetanjaliacharya6079 Год назад +1

    Jay hind ma'am 🙏🏻 🇮🇳
    God bless you to your family ma'am 🙏🏻

  • @ramakrushnadas5453
    @ramakrushnadas5453 Год назад +2

    Undoubtedly this speech is Hart touching. Koti koti pranam Ma'am 🙏🙏🙏🙏

  • @arjun_style_boy
    @arjun_style_boy Год назад +1

    Manishara hurdaya katha jea kahi paranti tanku hi great kuha jaye ❤❤❤❤❤ love you so much

  • @bibhuprasaddash2933
    @bibhuprasaddash2933 Год назад +2

    ଆପଣ ମହାନ୍
    ଚିର ବନ୍ଦିତା
    ଚିର ଆଦର୍ଶ,🙏🙏🙏

  • @MaaTariniReso
    @MaaTariniReso Год назад +3

    Jay Jagannath ❤️🙏🥀

  • @dilseindian1077
    @dilseindian1077 Год назад +6

    The speech is so connecting so captivating indeed 👌❤️👌

  • @dubrajhembrem5943
    @dubrajhembrem5943 Год назад +1

    Honorable president her thinking is great.❤❤❤

  • @sadhulal
    @sadhulal Год назад +1

    JAY JOHAR

  • @jagabandhugiri6980
    @jagabandhugiri6980 Год назад +1

    Jay Hind vande Mataram Bharat Mata ki Jay Bharat 🇮🇳🇮🇳🇮🇳🇮🇳🇮🇳🇮🇳🇮🇳👍👍💓

  • @hkmishramishra851
    @hkmishramishra851 Год назад +23

    SHE IS AN INSPIRATION FOR ALL🙏

  • @ManasDas-rv4mc
    @ManasDas-rv4mc Год назад +1

    Jay shree jagannath 🙏❤️

  • @sabitrepaik5932
    @sabitrepaik5932 Год назад

    My India great rastrapati