ଜଗନ୍ନାଥ ଙ୍କ ଅଦ୍ଭୁତ ମହିମା (180)Dr Bibudharanjan

Поделиться
HTML-код
  • Опубликовано: 4 фев 2025

Комментарии • 236

  • @DeepravaCreations
    @DeepravaCreations 3 месяца назад +1

    ହଁ ଆଜ୍ଞା ମୋ ଜୀବନ ରେ ଘଟିଛି

  • @NiranjanMallik-lt4wb
    @NiranjanMallik-lt4wb 2 месяца назад +1

    Mo jaga b mo Saha achhi jay jagannath 🙏🙏🙏🙏

  • @kanhusahoo708
    @kanhusahoo708 6 дней назад

    prabhu hei apana satare prabhu

  • @bindupanda8805
    @bindupanda8805 4 месяца назад

    🎉ଏ ତ ପ୍ରଭୁଙ୍କ ଲୀଳା 🎉
    ଅଙ୍ଗେ ଲିଭାଇବା ବାସ୍ତବ ଘଟଣା 🎉🎉

  • @JalandharaJhodia
    @JalandharaJhodia Месяц назад +2

    Jay Ho Prabhu Jagannath 🙌🏿 Namaste Bibu Sir Aame Anubhuti Aniparuchhi 💯 Right 👍🏿😘🤗.

  • @rashmipradhan2508
    @rashmipradhan2508 5 месяцев назад

    Jay Shree Radhe Radhe 🙏 Jay Shree Jagannath 🙏 ♥️ Jay Shree Ram 🙏 Jay Shree Hanuman 🙏

  • @rajapradhan740
    @rajapradhan740 5 месяцев назад +2

    Mu mahima dharmare jetebele thili Prabhu jagannath nka pakha re samarpita nathili apananka pakharu Prabhu jagannath nka mahima suni ketebele je bhaba re tanka pakhare bandha hoigali mu nije bi janini apananku bahut bahut dhanyabad.🙏🌹🙏

  • @tusarkantabarik8525
    @tusarkantabarik8525 4 месяца назад

    ❤❤❤❤❤prabhu Jagannath bhaba ra thakura

  • @rameshchara.b1988
    @rameshchara.b1988 4 месяца назад

    Mahaprabhu antarjami bhabagrahi 😊😊😊❤❤❤🌹🌹🌹🙏🙏🙏

  • @SoumendraKumarDas-i1y
    @SoumendraKumarDas-i1y 5 месяцев назад

    ବହୁତ ଭଲ ଲାଗିଲା ଅନୁଭୂତି। ପ୍ରଣାମ ସାର୍ 🙏🙏

  • @prasantakumarpk
    @prasantakumarpk 5 месяцев назад +1

    🙏ଜୟ ଜଗନ୍ନାଥ ପ୍ରଭୁ।🙏
    ସବୁ ତୁମରି ଲୀଳା
    ମୋର ପ୍ରଭୁ ଙ୍କୁ ଏତିକି ପ୍ରାର୍ଥନା ସବୁବେଳେ କି "ତୁମ ଇଚ୍ଛା ପୂରଣ ହେଉ ପ୍ରଭୁ"
    ତୁମ ଲୀଳା ସବୁବେଳେ ଏମିତି ମୋର କର୍ଣ୍ଣପାତ ହେଉଥାଉ।
    ମୋ ହୃଦୟ ରେ ଏମିତି ତୁମକୁ ଖୋଜି ପାଇବାର ସେହି ଅଭିଳାଷ ଜାଗ୍ରତ ହେଉ।
    ଏତିକି ଗୁହାରୀ କରୁଛି ପ୍ରଭୁ ତୁମ ଲୀଳା ଖେଳା ଏଇ ଜୀବନ ରେ ଦେଖୁଥାଏ।
    ମୋର ଜନ୍ମ ଜନ୍ମନ୍ତରେ ତୁମ ପାଖରେ ସବୁବେଳେ ଟିକେ ଯାଗା ଦିଅ ପ୍ରଭୁ।
    ଏହି ଭବ ସାଗର ରୁ ମତେ ପାରି କରି ତୁମ ହୃଦୟ ରେ ମତେ ସ୍ଥାନ ଦିଅ ।
    ମୋ ମନରୁ ଗର୍ବ, ଅହଙ୍କାର କୁ ଦୂରେଇ ତୁମ ଲୀଳା ଖେଳା ରେ ମତେ ଭସେଇ ଦିଅ।
    ମୁଁ ଗର୍ବିତ ଯେ କେଉଁ ଜନ୍ମ ର ପୂଣ୍ୟ କରିଥିଲି ଜାଣିନାହିଁ ହେଲେ ପ୍ରଭୁ ଜଗନ୍ନାଥ ଙ୍କ କରୁଣା ରୁ ଏହି ଜନ୍ମ ରେ ତୁମ ସାନିଧ୍ୟଉପଭୋଗ କରି ପାରୁଛି ପ୍ରଭୁ।
    ଏସବୁ ତୁମରି ଦାନ।
    ମୁଁ ନିଜକୁ ଧନ୍ୟମନେ କରୁଛି ଓ ତୁମକୁ କୃତଜ୍ଞତା ଜଣାଉଛି ପ୍ରଭୂ।
    ଏତିକି କରୁଣା କର ମହାପ୍ରଭୁ।

  • @MKNAYAK-or7dr
    @MKNAYAK-or7dr 5 месяцев назад

    ସାର ନମସ୍କାର🙏🙏 ଜୟ ଜଗନ୍ନାଥ🙏🙏 ଆପଣ ଙ୍କର କିଛି ବହି ପଢ଼ିଛି ବହୁତ ଭଲ ଲାଗୁଛି।ଜୟ ଜଗନ୍ନାଥ🙏🙏

  • @alekhchandramalik740
    @alekhchandramalik740 5 месяцев назад

    Jay Jagannath Swami 🙏🙏🙏🙏🙏🙏🙏🙏🌹 sir 🙏🙏🙏🌹

  • @bibekanandadas394
    @bibekanandadas394 5 месяцев назад

    Ati Sundar Anubhaba Pauchhanti Kalu Thharu.Aapananku Pranam.

  • @AnitaNanda-q4u
    @AnitaNanda-q4u 5 месяцев назад

    ଆଜ୍ଞା ଆପଣ ଭଢିଆ ସାଙ୍ଗ ଟିଏ ପାଇଛନ୍ତି

  • @saiSai-fd7xk
    @saiSai-fd7xk 5 месяцев назад

    Jay jay shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹.....sir ji mu khaichhi Baisakhi Tailor re pakhala aalu varta badhi mango

  • @swainsatyabhama-lb7zl
    @swainsatyabhama-lb7zl 4 месяца назад

    Jay.shri.jaganntha.mhaprbhu......🙏🙏nichy.kichi aapnkar.kichi.hudhyru.nibidata.rahechi.mhaprbhi.janichanti🙏🏻😊

  • @nabanitadash4907
    @nabanitadash4907 5 месяцев назад

    Bhaba ku nikata... Very nice... 😘😘❤🙏

  • @swadhikarbetaj3768
    @swadhikarbetaj3768 5 месяцев назад +8

    ଆପଣ ଠିକ କହିଛନ୍ତି। ସେ ତ ଅନୁଭବର ଠାକୁର।ଭାବକୁ ନକଟେ ସେ ହେଲେ ଅଭାବ କୁ ଦୂର।ସମସ୍ତଙ୍କ ଚିନ୍ତା ଚେତନାରେ ପ୍ରଭୁ ବିରାଜମାନ, କିନ୍ତୁ ଅବଚେତନ ମନ ବୁଝିପାରିଲେ ହେଲା।ଜୟ ଜଗନ୍ନାଥ।

    • @ramamishra8476
      @ramamishra8476 5 месяцев назад

      Wowj.jaga.Bhai🎉🎉🎉🎉🎉🎉🎉🎉

  • @jyotsnaranibehera4689
    @jyotsnaranibehera4689 5 месяцев назад

    Jai jagannath apanka sahita more dekha helay mu bahut bhagyaban boli bhabanti. 🙏🏻🙏🏻🙏🏻🙏🏻

  • @sujataparida7629
    @sujataparida7629 5 месяцев назад

    Mahaprabhu tume hi Saha bharasha

  • @sunilkumarpatra6878
    @sunilkumarpatra6878 5 месяцев назад +1

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
    ଜୟ ଗୁରୁଜୀ 🙏🙏🙏
    ଆପଣଙ୍କ ଅନୁଭୂତି ଗୁଡିକ ଶୁଣିବାକୁ ମୁଁ ଚାତକ ପକ୍ଷୀ ଭଳି ଅନେଇ ବସିଥାଏ
    ଆପଣଙ୍କ ଅନୁଭୂତି ଗୁଡିକ ମୋ ପାଇଁ ପ୍ରେରଣାର ଉତ୍ସ.

  • @ranjansahoo7703
    @ranjansahoo7703 5 месяцев назад

    ଆଜ୍ଞା ପ୍ରଣାମ!
    ଅତି ସୁନ୍ଦର ଅନୁଭବର ବ୍ୟାଖ୍ୟା, ଏତିକି ଜାଣିଛି ତା ଇଚ୍ଛା ବିନା ଗଛର ପତ୍ର ମଧ୍ୟ ହଲିବା ଅସମ୍ଭବ। ଜୟ ଜଗନ୍ନାଥ...🙏🙏🙏

  • @satyanayak4271
    @satyanayak4271 5 месяцев назад +1

    ସାର୍ ପ୍ରଣାମ ଆଜ୍ଞା🙏 ସତ କହିଲେ ଆଜ୍ଞା, ସେ କିଳା ଦେବାରେ master. କାହାର କିଳା କାଢ଼ି ନିଏ ଆଉ କାହାର ନୁହେଁ ! ମୁଁ ସେଇ ପରିସ୍ଥିତି ର ଏବେ ଭୁକ୍ତ ଭୋଗୀ ! ହଉ କଣ ବା କରିପାରିବି ସେ ତ Supreme power ନା ତା ଇଚ୍ଛା ସେ ଯାହା କରିବ 😭😭😭😭😭😭 ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏❤️❤️❤️❤️❤️❤️

  • @sunitabiswal3326
    @sunitabiswal3326 5 месяцев назад

    Jay jaganaatha 🙏🙏🙏

  • @pujaharimediaashokpujahari3296
    @pujaharimediaashokpujahari3296 5 месяцев назад

    ଜୟ ଜଗନ୍ନାଥ । ପ୍ରଭୁଙ୍କ ଲୀଳା ଅପରଂପାର ।

  • @DharanidharBehera-j4z
    @DharanidharBehera-j4z 5 месяцев назад

    ପ୍ରଣାମ 🙏

  • @sarmisthamallik3545
    @sarmisthamallik3545 5 месяцев назад

    Sir 🙏
    Apana pura thik katha kahuchhanti. Satare e mo Kalia Suna Lila. Apana bhagyaban. Jay shree Jagannath Mahaprabhu bless all of us 🙏🌷🙏🌷🙏🌷🙏

  • @radheshyammeher4318
    @radheshyammeher4318 5 месяцев назад

    ଆପଣ ଜଣେ ମହାନ ବ୍ୟକ୍ତି ବା ଭକ୍ତ

  • @gyandrapatra7719
    @gyandrapatra7719 5 месяцев назад

    ଗୁରୁଜୀ ପ୍ରଣାମ। ଶରଣାପନ୍ନକୁ ରକ୍ଷା କରନ୍ତୁ।

  • @gitanjalipurohit3595
    @gitanjalipurohit3595 5 месяцев назад

    Prabhu tumara daya❤

  • @bijayakumardash7925
    @bijayakumardash7925 5 месяцев назад

    Khub sunder anubhuti 🙏

  • @jasminprusty9523
    @jasminprusty9523 5 месяцев назад

    Jay Kalia Dhana

  • @baidyanathpati9937
    @baidyanathpati9937 5 месяцев назад

    ଜୟ ଜଗନ୍ନାଥ

  • @RebatiJena-zu3tq
    @RebatiJena-zu3tq 5 месяцев назад

    Jay jagannatha mo jibanare bi semiti ghatuchhi dukha asuchhi samadhana karuchhanti

  • @santoshkumarnayak6782
    @santoshkumarnayak6782 5 месяцев назад

    ଜୟ ଜଗନ୍ନାଥ ବହୁତ ଭଲ ଲାଗିଲା
    ଗତ video ଟି ରେ ମୁଁ କୌଣସି comment ଦେଇ ପାରି ନଥିଲି ଯାହା ଆପଣ ଙ୍କ ଜେଜେ କଲେ ତାହା ଅତ୍ୟନ୍ତ ଭାବ ଗତ ସମ୍ପର୍କ ଯେହେତୁ ସମସ୍ତେ ଏହି ସମ୍ପର୍କରେ ନଥାନ୍ତି ଏହା ଏକ ସ୍ଵତନ୍ତ୍ର ସମ୍ପର୍କ ଏଣୁ ସମସ୍ତେ ଏପରି କରିବା ବୋଧହୁଏ ଠିକ୍ ନୂହେଁ ବୋଲି ମୋର ମତ

  • @priyadarshininayak5698
    @priyadarshininayak5698 5 месяцев назад +1

    " ଜଗନ୍ନାଥ " - ପ୍ରଥମ ଅକ୍ଷର " ଜ" ରେ " ଜନାର୍ଦ୍ଦନ" ଯେ ସାରା ଜଗତ କୁ ଖାଇବାକୁ ଦେଉଛି। ଯିଏ ସାରା ଦୁନିଆ ର ପେଟ କଥା ବୁଝୁଛି, ସେ ତା ର ଏତେ ନିଜର ବନ୍ଧୁ ର ପେଟ କଥା କେମିତି ବୁଝିବ ନାହିଁ?? ଆପଣ ଙ୍କ କଥା ସମ୍ପୂର୍ଣ୍ଣ ବାସ୍ତବ। ଏଥିରେ କିଛି କପୋଳ କଳ୍ପିତ କଥା କି ସଂଯୋଗ ର କଥା ନାହିଁ। ଆଜି ର ଭିଡିଓ ରେ ମୁଁ ଗୋଟେ ବହୁତ୍ ବଡ କଥା ସିଖିଲି କି ଜୀବନ ରେ ଆସୁଥିବା ସମସ୍ତ ସମସ୍ୟା କୁ ତା ରି ଲୀଳା ଭାବେ ଗ୍ରହଣ କରି ନେଲେ ଜୀବନ ଟା ଆନନ୍ଦମୟ ହୋଇ ପାରିବ। ଆପଣ ମୋର ନମସ୍ୟ। ଅନେକ ପ୍ରଣାମ ଆପଣ ଙ୍କୁ

  • @susantasahoo9136
    @susantasahoo9136 5 месяцев назад

    Jay ho kalu maharaj

  • @minatiray3784
    @minatiray3784 5 месяцев назад

    Apan. Pura. Thik. Katha. Kahuchhanti Mu pura. Anubhab. Kariparuchi😂❤🎉😂. Jay. Jagannath

  • @biswambarswain7646
    @biswambarswain7646 5 месяцев назад

    🙏🙏⭕❗⭕🙏🙏 Jay gurudeba 🙏 Jay sri ram ⭕❗⭕ Jay Jagannath 🙏🙏

  • @sunilkumar-ns5yz
    @sunilkumar-ns5yz 5 месяцев назад

    ଅତିସୁନ୍ଦର ଅନୁଭୂତି, କାଳୁର ଲିଳା ଅବର୍ଣ୍ଣନୀୟ..ଜୟ ଜଗନ୍ନାଥ

  • @trinathsahoo7404
    @trinathsahoo7404 5 месяцев назад

    Namaste sir ପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପରମ୍ପାର

  • @akshyayabarik8650
    @akshyayabarik8650 5 месяцев назад

    ଜୟ ଜଗନ୍ନାଥ ସ୍ଵାମୀ ଆଜ୍ଞା ! ବହୁତ୍ ବଢିଆ ଲାଗିଲା। କହି ଚାଲନ୍ତୁ। ଆମେ ଶୁଣିବା ଅପେକ୍ଷା ରେ ରହିଲୁ ।

  • @biswanathmohapatra3421
    @biswanathmohapatra3421 5 месяцев назад

    ଅପୂର୍ଵ ଭାଷାତୀତ

  • @dusmantamohanty1810
    @dusmantamohanty1810 5 месяцев назад

    Jai jagannatha swami

  • @sanjuktabiswal1569
    @sanjuktabiswal1569 5 месяцев назад +3

    ଜୟ ଜୟ ଜଗନ୍ନାଥ 🌿🌼❤🙏🏽🛐
    ସେ ପରା ଅନୁଭବ ର ଠାକୁର, ସେ ଭାବରେ ରୁହନ୍ତି, ଯାହା ହେଉଛି କାଳୁର ଲୀଳା,

  • @prakasinidas8188
    @prakasinidas8188 5 месяцев назад +1

    ଆପଣଙ୍କ ଭାବରେ ବନ୍ଧା ମଣିମା... ଜୟ ଜଗନ୍ନାଥ ସାର୍ ,ପ୍ରଣାମ🙏❤️

  • @sitanshusahu6350
    @sitanshusahu6350 5 месяцев назад

    JAY JAGANNATH PRAVU

  • @amarjitmohanty5185
    @amarjitmohanty5185 5 месяцев назад

    Guruji pranam 🙏🙏🙏.sabu dina vedio asu ame wait karichu. Thank you guruji

  • @pramodkumardash3517
    @pramodkumardash3517 5 месяцев назад

    , Jay Jagannath Jay shree Ram

  • @manjulakumaripradhan7306
    @manjulakumaripradhan7306 5 месяцев назад +1

    ଜୟ ଜଗନ୍ନାଥ,ଆପଣ ବହୁତ ଭାଗ୍ୟବାନ, ପ୍ରଭୁ ଆପଣ ପ୍ରଭୁ କୁ ଅନୁଭବ କରି ପାରୁଛନ୍ତି

  • @parbatidash7451
    @parbatidash7451 5 месяцев назад

    Jay Jagannath mahaprabhu.

  • @BrajkishoreSahu-q8t
    @BrajkishoreSahu-q8t 5 месяцев назад

    " ନିର୍ମଲ ମନ ଜୋ ସୋ ମୋହୀ ପାବା..." ଭଗବାନଙ୍କ ଏହି ବାଣୀ କେବେ ଅନ୍ଯଥା ହେବ କି ? 🙏🙏

  • @kamalinijena2623
    @kamalinijena2623 5 месяцев назад

    ଜୈ ଜଗନ୍ନାଥ

  • @UmaraniKhuntia-fe9yx
    @UmaraniKhuntia-fe9yx 5 месяцев назад

    Jay Jagannath Swami nayan patha gami bhaba tune pravu🙏🙏🙏

  • @dilipasahu3261
    @dilipasahu3261 5 месяцев назад

    NICE FOR GREAT FAITH ON LORD JAGANATH. JAI JAGANNATH.

  • @ajayapatra1112
    @ajayapatra1112 5 месяцев назад

    SIR PRANAM, PRAKRUTARE SIR AAPANA BADA BHAGYABAN, AAPANANKA KATHA SUNIBAKU BHARI BHALA LAGUCHHI

  • @swarnalatasahoo8760
    @swarnalatasahoo8760 5 месяцев назад

    Jay shree jagannath

  • @sailabalasatpathy5285
    @sailabalasatpathy5285 5 месяцев назад

    Pranam Sir, bahut chamatkar video, ekdam satya, Ama nitya jeebanre ame jaha adidaibika, adi bhautikaba adhyatmika duhkha, klesha bhoguchu, taku Shree Jagannathanka mahaprasad bhabi agei chalibara sakti se amanku pradan karantu, eha hin mora prarthana.

  • @mirak2673
    @mirak2673 5 месяцев назад

    ପ୍ରଣାମ୍ ସାର୍

  • @papunkumarnayak2918
    @papunkumarnayak2918 5 месяцев назад

    Jay Jagannath 🙏

  • @sudarsanbehera2023
    @sudarsanbehera2023 5 месяцев назад

    Satare sir apana sabuthu sukhi manisa. 🙏

  • @soumyaranjanbiswal9754
    @soumyaranjanbiswal9754 5 месяцев назад +5

    ବଡ଼ ଅନୁଭବୀ ଠାକୁର ଜଗା*🌹💞🙏

  • @rajapradhan740
    @rajapradhan740 5 месяцев назад

    Jaya jagannath swamy apananka upare prabhunkara Krupa apara🙏🙏🙏

  • @jayashreebijayini971
    @jayashreebijayini971 5 месяцев назад

    Jayaguru
    Heart touching

  • @subhashdas3326
    @subhashdas3326 5 месяцев назад

    Jay Jagannath

  • @rasanasahoo
    @rasanasahoo 5 месяцев назад

    Sir namaskar apanka video dekhibaku bahuta byakula ra Saha apekhya karibaku paduchi prabhunka katha sunile mana anandare bhari jauchi .manare Santi asuchi.

  • @hemantamohanta2966
    @hemantamohanta2966 5 месяцев назад

    🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ ସମର୍ପଣଂ ଚ ମମ👏👏👏👏👏👏

  • @ashokkumarmahapatra1509
    @ashokkumarmahapatra1509 5 месяцев назад

    ପ୍ରିୟ ମହାଶୟ, ଆପଣଙ୍କ ଜୀବନ ଜଗନ୍ନାଥ ମୟ ହୋଇଯାଇଛି ।

  • @debasishdas2985
    @debasishdas2985 5 месяцев назад

    Jay Shree Jagannath

  • @sarojpani1511
    @sarojpani1511 5 месяцев назад

    thank to you for your beautiful connection between you and kalu,which is more impact to my life, after listening I am become strengthing my mental peace make way to come near to kalu,
    jay jaganatha.

  • @ladukishoremishra
    @ladukishoremishra 5 месяцев назад

    Pranam sir video ti bahut bhala lagila sir jay jaganath

  • @aditisgallery6867
    @aditisgallery6867 5 месяцев назад

    So strange......Thank U so much for sharing such beautiful experience

  • @SwagatikaDas-n7t
    @SwagatikaDas-n7t 5 месяцев назад

    ଜୟ ଜଗନ୍ନାଥ । ଆମ ସହ ମଧ୍ୟ ଏପରି ଅନେକ କିଛି ଘଟଣା ଘଟୁଛି ପ୍ରାୟତଃ କାଳୁ ଆପଣଙ୍କ ସହ କେବଳ ନୁହେଁ ଆମ ସହ ମଧ୍ୟ ରହିଛି।

  • @nanditasingh9216
    @nanditasingh9216 5 месяцев назад +2

    ପ୍ରଭୁ! ତୁମ ଲୀଳା ର ତୁଳନା ନାହିଁ.. ଦୁଃଖ ଦେଲେ ସହିବାକୁ ଶକ୍ତି ଦିଅ..... ହେ ମହାବାହୁ

  • @ritamohanty8651
    @ritamohanty8651 5 месяцев назад

    Atisundar 👍

  • @rashminayak4584
    @rashminayak4584 Месяц назад

    ଆପଣଙ୍କ ସହ ଏକମତ

  • @DanceByShriya
    @DanceByShriya 5 месяцев назад

    Mausa namaskar. Bahut bhala laguchi apanaka katha

  • @Aduddancer
    @Aduddancer 5 месяцев назад

    ପ୍ରକୁତରେ ଆପଣ ଭାଗ୍ୟବାନ 😮ଜୟ ଜଗନ୍ନାଥ ।

  • @rashmikrishna1701
    @rashmikrishna1701 5 месяцев назад

    It's a blessing.... Jay Jagannath

  • @rameshchara.b1988
    @rameshchara.b1988 4 месяца назад

    You are great sir 🙏🙏🙏

  • @BijaylaxmiMishra-t4o
    @BijaylaxmiMishra-t4o 5 месяцев назад

    ଆ ପନ ସ ତ ରେ ଭା ଗୟ ବା ନଲୋ କ

  • @rabindranathsarangi9744
    @rabindranathsarangi9744 5 месяцев назад +1

    ଧନ୍ୟ ଆପଣଙ୍କ ଜୀବନ ଓ ଧନ୍ୟ ଆପଣଙ୍କ ନିଷ୍ଠା

  • @karanmishra3290
    @karanmishra3290 5 месяцев назад

    Wow

  • @SuperSn1964
    @SuperSn1964 5 месяцев назад

    Apanka pari jane Jagannath bhakta bada birala sir....mu bahut respect karen au bahut bhala paen apanku au apanka katha sabu...jay Jagannatha

  • @chitaranjansahoo9939
    @chitaranjansahoo9939 5 месяцев назад

    Heart touching message
    I am grateful to you 🙏
    Trahi adimata saranm🙏
    Trahi sreeanadi saranm🙏

  • @aratatarai2196
    @aratatarai2196 5 месяцев назад

    🌹🙏🙏🙏🙏🙏🙏🙏🙏.....

  • @dillipkumarmohanty668
    @dillipkumarmohanty668 5 месяцев назад

    Jai jagannath.

  • @sasmitadatta8819
    @sasmitadatta8819 5 месяцев назад

    ଆପଣଙ୍କୁ ମୋର ପ୍ରଣାମ। ଜୟ ଜଗନ୍ନାଥ 🙏

  • @nityanandamahapatra127
    @nityanandamahapatra127 5 месяцев назад

    ଅନୁଭବି ମଣିଷ ହିଁ ଅନୁଭବ କୁ ସହଜରେ ଗ୍ରହଣ କରିଥାଏ ବାକି ଯିଏ ଯାହା ଖୋଜୁଥାଏ ଶେଷରେ ତା ପ୍ରତିବଦଳ ରେ ସେଇଆ ହିଁ ମିଳିଥାଏ.. ଜୟ ଜଗନ୍ନାଥ.. ଆପଣଙ୍କୁ ଅଶେଷ ଧନ୍ୟବାଦ୍ ପ୍ରଭୁ ଙ୍କ ମହିମା ଆମଏତେ ଦୂର ରେ ଥାଇ ମଧ୍ୟ ଶୁଣି ପାରୁଛୁ

  • @777Rakesh
    @777Rakesh 5 месяцев назад

    Mausa Pranam, apana nka video dekhile Jagannatha nka upare ahuri biswasa, bharasa o val paiba badhijae, Apana emiti videos share karuthantu o Kalia ra mahima, ashirwad sada sarbada apana nka upare o ama upare thau.. kain kejani apana nku dekhile nija ghara loka valia feel hue.. e juga ra apana nka valia manisha ati birala, apana nka sri charana re mundia maruci🙏🙏🙏

  • @alinapanda4716
    @alinapanda4716 4 месяца назад

    So sweet of you sir😊...🙏 apankar bandhuta semiti rahu ,amaku ahuri intresting anubhuti sabu sunibaku milu...

  • @snigdhapattnaik6541
    @snigdhapattnaik6541 5 месяцев назад

    ❤🙏❤

  • @DAnirudhReddy
    @DAnirudhReddy 5 месяцев назад +2

    ଆଜ୍ଞା ପୁଣି ନୂଆ video ପାଇଁ ଆମେ ସମସ୍ତେ ଅପେକ୍ଷା ରେ

  • @padmanavasenapati7929
    @padmanavasenapati7929 5 месяцев назад

    ବହୁତ୍ ଭଲ ଅନୁଭବ❤

  • @swarnanjalimishra8715
    @swarnanjalimishra8715 5 месяцев назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ।

  • @jatindrabarik9271
    @jatindrabarik9271 5 месяцев назад

    ଓଡ଼ିଆ ଲୋକମାନଙ୍କର ଜଗନ୍ନାଥଙ୍କ ପ୍ରତି ଏକ ଅହେତୁକ ଆକର୍ଷଣ ରହିଛି। ତେଣୁ ଦରଜୀ ମହୋଦୟଙ୍କ ଠାରେ ଜଗନ୍ନାଥଙ୍କ ପାଇଁ ବସ୍ତ୍ର ସିଲେଇ କରିବାର ବାର୍ତ୍ତା ପାଇ ସେ ଆପଣଙ୍କୁ ଆପ୍ୟାୟିତ କରିବା କିଛି ବଡ଼ କଥା ନୁହେଁ। ବାକି ନଡ଼ିଆ ଓ ଗୁଡ଼ କଥା।ଏହା ଏକ ସଂଯୋଗ ମାତ୍ର।ଧନ୍ୟବାଦ।

  • @Sahildadaofficial
    @Sahildadaofficial 5 месяцев назад

    Jai Guru dev Jai Jagannath 🙏🙏🙏❤❤❤

  • @jkdas9606
    @jkdas9606 5 месяцев назад

    Aapanka samparka Jagannath nka sahita suni nijaku khusi laguchi o pulakila houchi kanhiki janiparuni

  • @prafullachandrarath7636
    @prafullachandrarath7636 5 месяцев назад +1

    Hollow mr., what u r describing is purely psychological. Good deeds bring good fruits n bad deeds bring bad fruits. This is the the law of nature. There is nothing miracles in the world. Everything in the world that is happening has cause n effect. Pl. Do not misguide the public by expressing miraculous talks. Hearing u people will become lazy n idle n will not work properly n perfectly. Consequently people will become inactive n will depend everything on lord jagannath without doing any work. OK. Goodluck. May ur lordjagannath bless u.