Jay jagannath. Mu bi semiti puja karipareni.yatna nei pareni thakurankara.gitare se kahichhi .ye jatha mam prapadyante tam stathaiba bhajamyaham .apanka katha suni gita katha pura satya boli biswas hoigala.apananku dhanyabad o kalu ku bi .apanka prema badhuthau .amaku bi lila sunibaku miluthau
Let's not be in the nervous nineties ..& complete centuries. The Lordship is very much in flesh & blood & ( is ) a fellow citizen, ...remaining incognito as Guruswamy.., throwing upon a challenge to our combined consciousness of our civilization... Jay Kru.Pa.
ଜୟ ଜଗନ୍ନାଥ ଭାଇ
🙏🪷🙏 JaiSriJagarnath
MANISA THAKURANKAR JAYA HEU
..KOTI KOTI ANANTA KOTI PRANAM PADATALE
Bahut Sundar Katha Aanand Lagu chhi Thank You Sir 👏🏿. Jagannath Swami Ji Saranam Prabhu I Love You Bhagwan Hari Bol 🌺🙌🏿🚩🧘🏿♀️.
ଠିକ୍ କଥା sir
କାଳିଆସୁନା ର ଅନନ୍ୟ ଲୀଳା ବାସ୍ତବରେ ମନୁଷ୍ୟ ଲୀଳା। ଜୟ ଜଗନ୍ନାଥ।
Jay jaganath swami saranam 🙏🙏🙏🌹🌹
Bahut bhalla laguchi Jay shree jagannath swami nayana patha gami bhaba tume
ସେତ ଭକତ ଭାବରେ ବନଧ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ହରି ବୋଲ ହରି ବୋଲ ହରି ବୋଲ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଆପଣ ଙ୍କୁ ମୋର ପ୍ରଣାମ
ପ୍ରକୃତ ରେ ଇଶ୍ଵର ଅନୁଭବ ର ଅଟନ୍ତି ତାଙ୍କ କଥା ଶୁଣିଲେ ହୃଦୟ ସ୍ପନ୍ଦିତ ହୁଏ ଆତ୍ମା ବିଭୋର ହୋଇ ଉଠେ
ଆପଣଙ୍କ ନବକଳେବର ପୁସ୍ତକଟି କେମିତି ପାଇବି
ବହୁତ ଭଲ ଲାଗିଲା ଆଲୋଚନା । ଧନ୍ୟବାଦ ।
ଜୟ ଜଗନ୍ନାଥ | 🙏
🙏🙏⭕❗⭕🙏🙏 Jay gurudeba 🙏🙏⭕❗⭕🙏🙏 jay sir ram Jay Jagannath 🙏🙏
Apanka katha sunile akhiru luha jhari pade. Emiti apana kalu katha kahuthantu🙏🙏🙏❤️❤️❤️
Jaya Jagannath, Jaya Jagannath, Jaya Jagannath.
ଓଁ ନମଃ ଭଗବତେ ବାସୁଦେବାୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ମଣିମା କାଳିଆ ସାଆନ୍ତ କୋଟି କୋଟି ଦଣ୍ଡବତ ମହାବାହୁ ମହାପ୍ରଭୁ ଜଗତର କଲ୍ୟାଣ ହୋଉ ହରି ବୋଲ ହରି ବୋଲ 🙏🙏🙏🙏🌑❗🌑🙏🙏🙏🙏
ଜୟ କାଳୁ। ଜୟ ଗୁରୁଦେବ। ପ୍ରଣାମ ପ୍ରଣାମ।
Jay Jagannath ❤🌹🌹🌹🙏 କାଳିଆ ଠାକୁର ଙ୍କ କମାଲ ଏପିସୋଡ ଟି ବହୁତ୍ ଖୁସି ଲାଗିଲା। ହରି ନାମେ କିରସ ଅଛି ପାନ କଲା ଲୋକ ସିନା ଜାଣିଛି। Next episode କୁ ଅପେକ୍ଷା ରହିଲା। ଧନ୍ୟବାଦ ଜୟ ଜଗନ୍ନାଥ ❤🌹🌹🌹🙏
ଅତି ସୁନ୍ଦର ଭାବରେ ଆପଣ ଉପସ୍ଥାପନା କଲେ I ଜୟ ଜଗନ୍ନାଥ... 🙏🙏🙏
ଏହି ଜଗନ୍ନାଥ ତତ୍ତ୍ଵ ଶୁଣିଲା ଆପଣ ଙ୍କ ଠାରୁ ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ ଓ ଉଲ୍ଲସିତ ହୋଇ ଭାବବିହ୍ବଳ ହୋଇଗଲ ଲି, ଅଶେଷ ଧନ୍ୟବାଦ।
ଜୟ ଶ୍ରୀ ଜଗନ୍ନାଥ
Mu jannath mahaprabhunku more badbhai rupe bhabi neichhi,tanku more bhumista pranam janaichhi,joy jagannath.
Jai Jai Sri Jagannath ❤
ଜୟ ଜଗନ୍ନାଥ ମହାଶୟ, ଆପଣଙ୍କଠାରୁ ବହୁତ ଶିକ୍ଷଣୀୟ କଥା ମିଳୁଛି, ଏଭଳି ତଥ୍ଯ ସମ୍ବଳିତ ଭିଡିଓ ପାଇଁ ଆପଣଙ୍କୁ ମୋ ହୃଦୟରୁ କୃତଞତା ଞାପନ କରୁଅଛି
ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ. ଜୟ ଜଗନ୍ନାଥ 💩
ଜଗନ୍ନାଥ ହେଉଛନ୍ତି ସ୍ବର୍ଗ ମର୍ତ୍ତ୍ୟ ପାତାଳ ର ଏକାଧାର ରେ ସବୁଠୁ ବଡ଼ ଡାକ୍ତର ଇଞ୍ଜିନିୟର ବୈଜ୍ଞାନିକ,....ତାଙ୍କ ଠାରୁ ସୃଷି ର ଆୟାରମ୍ଭ 🙏🙏🙏
ଜୟ ଜଗନ୍ନାଥ ହରିବୋଲ
ସାର୍ ନମସ୍କାର,
ମୁଁ ସୌଭାଗ୍ୟ ବଶତଃ ଆପଣକଂ ଦୁରଭାସ ନମ୍ବର ଟି "ପ୍ରଗତିବାଦୀ" ରୁ ପାଇ ସେଭ୍ କାରି ରଖିଛି। ଆପଣଙ୍କର ଯୋଗ ବିଷୟ ଲେଖ ତତ୍ତ୍ୱ ପୂର୍ଣ୍ଣ ଥିଲା।ବର୍ତ୍ତମାନ ସମାଜ ତାହା ଜାଣି ଦୈନନ୍ଦିନ ଜୀବନର ଆଭ୍ୟାସ କରିବା ଉଚିତ।" ଧନ୍ୟବାଦସ" ସାର୍🙏
Jay jagannath, 🙏🙏🙏
ଅଲୌକିକ ଚମତ୍କାର ବାବା
ଜୟ ଜଗନ୍ନାଥ। ଏକଦମ୍ ଠିକ୍ କଥା। ଧନ୍ୟବାଦ।
Jay Jaganatha sir 🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
ଖୁବ ହିଁ ସତ୍ୟ, ଜୟ ଜଗନ୍ନାଥ
ଓଁ ବଢ଼ିଆ 🙏🌹♥️👍
Very nice description, Pranaam Sir , I wii try to meet very shortly.
ଜଗନ୍ନାଥସ୍ୱାମୀ ନୟନପଥଗାମୀ ଭବତୁମେ... 🙏🙏🙏
Jay Jagannath Swami nayan patha gami bhaba tume pravu 🙏🙏🙏
Jay Sri jagànnaath
JAY JAGANNATH SWAMI..🙏🙏
Sir pranam & pranam to my papa lord Jagannath. You r great sir.
ମୁତୁଲୀ ଦାନ୍ତକାଠି ରେ ପ୍ରଭୁ ଦାନ୍ତ ଘସନ୍ତି 🙏🙏🙏🙏🙏 ଶୁଣିଥିଲି
ହେ ପ୍ରଭୁ 🙏🙏
Aangya Ashesha dhyanabada.
Sir very very heart touching, jay jay jagannath Jay Jay shree Kalu Maharaj ji 🪔🪔🌹🌹🙏🙏
Jibanta thakur Jay jaggnath
Kalia katha suni bahut Ananda laguchi 🙏
ଆମ କାଳିଆ ଠାକୁର ନୁହଁ ଆଜ୍ଞା ସାର୍ ସ୍ଵୟଂ ନିଜେ ବିଶ୍ଵ ବ୍ରହ୍ମାଣ୍ଡ ମାଲିକ୍ ।ମାଲିକ୍ ହେଲେ କଣ ହେଲା ମୁଁ ଗାଳି ଦିଏ । Kalia baba ମୋର
ବହୁତ ସୁନ୍ଦର ସାର
Jay Kalia saante 🙏🙏🙏
ଆପଣଙ୍କ ଭଳି ଜଣେ ଜଗନ୍ନାଥ ପ୍ରେମି ଲୋକର ,ରାଜନୈତିକ ପଙ୍କିଳ ଭିଡିଓ ଦେଖିଲେ ଭଲ ଲାଗେନି । ଆପଣଙ୍କୁ ପ୍ରଣାମ । ଜୟ ଜଗନ୍ନାଥ।
🙏🏼🙏🏼🙏🏼ଜୟ ଚକାଆଖି ବ୍ରଭାଣ୍ଡ ଠାକୁର 🙏🏼🙏🏼🙏🏼
ASHESH ASHESH DHANYBAAD BIBHU SIR AAPNAKU🙏
Bhaba ku nikata abhaba ku dura❤🙏
Jàì Jaganath.Bahuta bahia lagilla .
Bahut sundara katha
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏
Sir Kebala Mo Jagannath 🙏🙏🙏 Nka Mahima Bisayare Apana Kuhantu
Jay Am mahaprabhu😢
ଜୟ ଜଗନ୍ନାଥ
Jay jaganata anubhahin prakruta satya
Jay Jagannath Jay Sri ram
Full aloulik.....Jai jaganath bless baba & me
Jay Jagannath ❤🙏 gote bharasha au gote biswas ama Mahaprabhu ta achanti na ❤️🙏
Pranam Baba.Jay Jagannath
JAY JAGANNATH SWAMI 🌸🌼🌺🙏🙏🙏SIR 🙏🙏YOU ARE GREAT.THERE IS NO WORDS TO EXPLAIN ABOUT YOUR LOVE TOWARDS LORD JAGANNATH .
BADE SUNDER HRUDAYE SPARSI
ସାର,ଜୟ ଜଗନ୍ନାଥ। ଆପଣ ଙ୍କର ମୁଁ ପ୍ରାୟ ଵହି ପଢ଼ିଛି ଏହି ଗଲା ପୁସ୍ତକ ମେଳା ର ଶେଷ ଦିନ ରେ ସନ୍ଧ୍ୟା ସମୟରେ ଆପଣ ଙ୍କସହ କଥା ହୋଇ ଥିଲି। ଆପଣ ଆଶ୍ରମ ରେ କେଉଁ ସମୟରେ ଉପସ୍ଥିତ ରହୁଛନ୍ତି ଆପଣ ଙ୍କୁ ଟିକେ ସାକ୍ଷାତ କରିବାକୁ ବହୁତ ଇଚ୍ଛା। ଜଣାଇଲେ ଧନ୍ୟ ମନେ କରିଵି। ଜୟ ଜଗନ୍ନାଥ।
Apananku asesha asesha dhanyawad ❤❤❤❤❤ dayakari ehaku au adhika Matra re anantu 😊
Jay Shree Radhe Radhe 🙏 Jay Shree Jagannath 🙏 Jay Shree Jagannath 🙏 Jay Shree Jagannath 🙏 Jay Shree Kalu 🙏 ♥️
He prabhu chamatkar lila
Bahut. Bahut.vagyban.Apona
ସାର୍, ଆପଣଙ୍କ ସମସ୍ତ କଥା ଅତି ଦିବ୍ୟତା ରେ ପରିପୂର୍ଣ୍ଣ ।
କିନ୍ତୁ ଆଜିର ରାଜନୈତିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ଯେଉଁ ଅଧପତନ ଘଟିଛି ଏବଂ ଭଂଡାମୀ ଚାଲିଛି ସେ ବିଷୟରେ କାଳିଆ ସାଆନ୍ତଂ କୁ ଟିକିଏ ପଚାରନ୍ତୁ ସାର୍।
ଆପଣଙ୍କ ପଲିଟିକାଲ ଆନାଲିସିସ୍ ହେଉ ବା ସେ ସିଆଲ ରେଫରେନ୍ସ ହେଉ, ସିଧାସଳଖ କାହାର ନାମ ନେବା କଅଣ ଜରୁରୀ ସାର। କୈଣସି ବାଦ ବିବାଦ ଭିତରେ ଆପଣ ଛନ୍ଦି ହୋଇପଡିବା ଆମେ ଚାହୁଁ ନା । ଆମେ ଏମିତି ଜଗନ୍ନାଥଙ୍କ ଅପାର ଲୀଳା ବିଷୟ ରେ ଆପଣଙ୍କ ନିକଟ ରୁ ଶୁଣୁ ଥାଉ।
Bahut bahut dhanyawad sir, aama JAGANNATH nka bisaya re kahiba pain
Sir, all your episodes are priceless. Sunibaku bahuta bhala laguchhi. 🙏🙏KK Tripathy Bengaluru
,jaganantha Katha bahutabhalalagila
Jay Guru Jay Jagannath
Joy joy Jagannath Mohaprabhu 🙏🙏🙏
Jay Jagannath Swami 🙏🙏
Jay jagannath. Mu bi semiti puja karipareni.yatna nei pareni thakurankara.gitare se kahichhi .ye jatha mam prapadyante tam stathaiba bhajamyaham .apanka katha suni gita katha pura satya boli biswas hoigala.apananku dhanyabad o kalu ku bi .apanka prema badhuthau .amaku bi lila sunibaku miluthau
Apanku shatakoti pranam
Bahut bhala laguchi agyan❤
Jai jagannath swami 🙏🙏🙏
Let's not be in the nervous nineties ..& complete centuries. The Lordship is very much in flesh & blood & ( is ) a fellow citizen, ...remaining incognito as Guruswamy.., throwing upon a challenge to our combined consciousness of our civilization... Jay Kru.Pa.
Joy Jagannath. Very nice & heart touching experience.
Apan bohut bhagyaban 🙏🙏
Jay Jagannath.
Thanks u , spreading Jagannath Mahima.
ଜୟ ଶ୍ରୀ ଜଗନ୍ନାଥ।
ଜୟ ଜଗନ୍ନାଥ 🙏🙏🙏...
Jay Jagannath Swami 🙏, bohut Sunder
Jaijaganath
Ati sundar katha sir Jay Jagannath
Very nice.
ପ୍ରଣାମ ଅତି ସୁନ୍ଦର
Jay Gagannath.
❤ Jay Jay shree jagannath Mahaprabhu ❤
Jay Jagannath 🙏🎉
Bahut sundar 👌👌🙏🙏
Jai shree Jagnnath 🙏🙏🙏