I believe it, 100%. Small things happened with me. I have not discussed or disclosed with anyone. They may not believe or they may crack jokes on me but they shouldn't do on my Lord Jagannath. All glories to Him . All glories to His dear devotees, like you. My obeisance to you.
ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🏵️🌹🍎🌷🌺🍓🍇🏵️🌹🍎🌷🌺🍓🍇🏵️🌹🍎🌷🌺🍓🍇ଜୟ ⭕‼️⭕ସ୍ୱାମୀ 🙏🏻🙏🏻🙏🏻
Jay Jagannath Swami, dhanya dhanya tooma Lila Prabhu 🙏🙏🙏🙏🙏🙏🙏🙏🙏🙏🙏🙏
Jayaguru Jayaguru Jayaguru JayJaganath
Jagannath Swami Nayana patha gami bhaba tume
MiracleOfJagannath
Apanka Jagannath nka saha anubhiti sabu sunibaku bahut bhala laguchi. 🙏
JAYA JAGANNATHA KALU RA JAY HEU.TA ICHHA PURNA HEU.KOTI PRANAMA TA PADE.
Jaijaganatha jaijaganatha jaimahaprabhu
Jai jagannath pravo ji pranam
ପ୍ରଣାମ ଗୁରୁ ଜୀ
Sir 🙏 pranam Apananka katha sunile mate lage jemiti kalu katha kahuchi mu sunuchi JAY JAGANNATHA SWAMI NAYAN PATHAGAMI BHABA TUME 🙏🙏🙏
Jay maha pravu
କରି କରାଉ ଥାଏ ମୁହିଁ
ମୋ ବିନା ଅନ୍ୟ ଗତି ନାହଁ
ମହାଶୟ 🙏
ଆପଣ ଓଡ଼ିଶାର ଜଣେ ନିଛକ ଜଗନ୍ନାଥ ପ୍ରେମୀ ।
ଜଗନ୍ନାଥ ସ୍ୱାମୀ ସମସ୍ତଙ୍କ ହୃଦୟରେ ଥିଲେ ମଧ୍ୟ
ଆପଣଙ୍କ ଅଙ୍ଗେଲିଭା ସତ୍ୟ କୁ ଶୁଣିଲା ପରେ ଆମ
''କାଳୁ'' ର ପ୍ରେମିକ ଓ ପ୍ରେମିକା ସଂଖ୍ୟା ନିହାତି ଭାବରେ ବୃଦ୍ଧି ପାଉଛି ।
Jai jagannatha swami
ସାର୍ ନମସ୍କାର, ଜଗନ୍ନାଥଙ୍କ ସହ କିପରି ଜଣେ ସାଧାରଣ ଲୋକ ସମ୍ପର୍କ ଯୋଡ଼ି ପାରିବ , ସେ ବିଷୟରେ ଏକ ସମ୍ୟକ୍ ଭିଡିଓ ବନେଇବା ପାଇଁ ଆପଣ ଙ୍କୁ ମୋର ବିନୀତ ଅନୁରୋଧ।🙏🙏🙏
Excellent & very precious attitude REALLY I LIKE IT GOD BLESS YOU 🙏
Apanaku katha bahut hrudaya sparci Jay Shree jagannath
Really it's true God Jagannath does his own work for himself Bibudhranjan sir is expressing the truth & secrecy of true devotion
Jai Jagannath 🙏 sir apanankara katha sunibaku bahut bhala laguchi
Pranam guruji, apan nka r anubhuti sunibaku bahut bhala lage
Jai Jagannath
Jay jagannath 🙏 sir aapanka Sabu anubhuti Roma tankura hrudayasparshi.
ଗୁରୁଜୀ ଆପଣଙ୍କର, ସମସ୍ତ, କଥା,ବହୁତ ସୁନ୍ଦର ଏବଂ ହଦୟ କୁ,ଛୁଇଂଲା
ଭଳି,କଥ
ଗୁରୁଜୀ ପ୍ରଣାମ, ବହୁତ ସୁନ୍ଦର ଅନୁଭୂତି। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ 🙏ଆପଣଙ୍କୁ ପ୍ରଭୁ ଭଲରେ ରଖିଥାନ୍ତୁ 🙏🙏🙏ପ୍ରଭୁ ସାରା ସଂସାର ର ମଙ୍ଗଳ କରନ୍ତୁ 🙏🙏🙏
Absolutely right said....I agree with this anubhuti. God is greatest. Jay Jagannath
ଆଶ୍ରମଟି ଭାରି ବଢ଼ିଆ ହୋଇଛି।
Happy to listen you.
Bahut bhala laguchi
U r extremely right,sir, anubhavi keval janiba, jay jay Kalu Maharaj ❤🙏🙏🪔🪔
ବହୁତ୍ ବଢିଆ ଲାଗିଲା। ଭଗବାନ ଆପଣ ଙ୍କୁ ଭଲ ପାଉଥାଉ ଏବଂ ଆପଣ ଏହିପରି କହୁଥାନ୍ତି
ଜୟ ଜଗନ୍ନାଥ
You are great.
I am grateful to you.
Parampitank padarbindre anant koti bar aabhum sastang pranipaat🙏
Trahi adimata saranm🙏
Trahi sreeanadi saranm🙏
🌿🌷🌼🙏🙏🙏🌼🌷🌿
One of the best person s in the world
Han satare sunibaku bahut bhala laguchi ❤au jemiti gote energy asuchi manare , thank you so much sir 🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଗୁରୁଜୀ 🙏🙏🙏
ଏହି ଦୁଇଟି ଅନୁଭୂତି ବହୁତ ଚମକପ୍ରଦ ଏବଂ ଏହା ଜଗନ୍ନାଥ ମହାପ୍ରଭୁଙ୍କୁ ପାଇବାର ପ୍ରେରଣାର ଉତ୍ସା.
Bahut bahut dhanyabad agyan 🙏
PRANAM SIR PRANAM 🙏
Apananku mora koti koti pranam ❤❤❤❤
Bibhu krupa nathile apana ei sabu katha apana kahiparibeni🙏🙏🙏
Thank you 5 Guruji jaga saha amaku jodihebapain dayakarantu
Jai jagannath
Pranam sir apanaka video sunile atmaku shanti mile
Sir ନମସ୍କାର। ଅତି ସୁନ୍ଦର ଐସାର୍ଗିକ ଅନୁଭବ। ଆପଣ ଜଣେ ମହାତ୍ମା ଭଳିଆ। You are ଆ lucky person. 🙏
Jay Jagannath apnon ko Ko Koti Koti Pranam
🙏🙏🙏🙏🙏🙏
Pranam sir
Aapana ekdum thik kahile sabu se Kalia ra mahima aau tari kripa.
Jay Jagannath sir
ଚମତ୍କାର ବାସ୍ତବ ଅନୁଭୂତି 👍👌👌 ସାର୍ 🙏।"?କରି କରାଉ ଥାଏ ମୁହିଁ,ମୋ' ବିନୁ ଅନ୍ୟ ଗତି ନାହିଁ।"👍।ଜୟ ଶ୍ରୀ ଜଗନ୍ନାଥ 🙏🌹।
Sir pranam bahut bhalalaguchi
Guruji pranam
Jay shree Jagannath Mahaprabhu bless all of us 🙏🌷🙏🌷🙏
Satare Sir mu Sabubele apananka video ku wait karithae.
Sir 🙏
ବହୁତ ସୁନ୍ଦର
Excellent anubhuti Sir. Your every videos r valuable & interesting. Jay Jagannatha 🙏🙏💐
bahuta bhala lagila
ଜୟ ଜଗନ୍ନାଥ କାଳୁ 🌿🌿🌼❤️🙏🏽🛐
ଆପଣଙ୍କ ଅନୁଭୂତି ଶୁଣିବାକୁ ଭଲ ଲାଗୁଚି, ଏମିତି ଏ ଅଧମଶୁଣିବାକୁ ଚାତକ ପରି ରହିଛି,
ସାର୍ , ଆପଣ ମହା ଭାଗ୍ଯବାନ । ସମସ୍ତଙ୍କୁ ଠାକୁରେ ଏମିତି କୃପା କରନ୍ତି ନାହିଁ । ଆପଣଙ୍କ ପ୍ରାରବ୍ଧ ମହାନ🙏
Jay pravu jagannath krishna keshabaya namah
Baba mor pranam grahan karantu
Free frank and fearlessness of yours is only due to HIS grace sir 🙏🏻.
Agyan 🙏 apananka bhali bhakta Odisha pain garba 🙏
Sir, aajira Upastapana ti bahut badhiya lagila. Jai Jagannatha.
ସବୁ ଶୁଣନ୍ତି,ସବୁ ବୁଝନ୍ତି ସେ,ନିଜ ବ୍ୟବସ୍ଥା ବି ନିଜେ କରି ଦିଅନ୍ତି... ଜୟ ଜଗନ୍ନାଥ ସାର୍ 🙏❤️
Mahaprabhu daya kara bhai upare
I believe it, 100%. Small things happened with me. I have not discussed or disclosed with anyone. They may not believe or they may crack jokes on me but they shouldn't do on my Lord Jagannath. All glories to Him . All glories to His dear devotees, like you. My obeisance to you.
🙏ସୁନା ଉପରେ କିଛି କୁହନ୍ତୁ
କାଳୁର ସୁନାକୁ ନେଇ କଣ ସମ୍ପର୍କ
ବାହାର ସୁନା ରତ୍ନଭଣ୍ଡାର ସୁନା
ବିପଦରେ ସୁନା ସମ୍ପଦରେ ସୁନା
ରାଜନୀତି ସୁନା ଦୁର୍ନୀତି ସୁନା
ବିଶେଷ କରି କାଳିଆ ସୁନା 🙏
ସାର ପ୍ରଣାମ ଆପଣଙ୍କ BDO ସବୁ ଦେଖି ଏମିତି ଲାଗୁଛି ଯେମିତି ଆମେ ଜଗନ୍ନାଥଙ୍କ ସହ ଯୋଡି ହେଇଯାଉଛୁ ଧନ୍ୟବାଦ ସାର, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖି କୋଟି ପରମାୟୁ ପ୍ରଦାନ କରନ୍ତୁ ଆଉ ଆପଣ ପ୍ରତି ଦୁଇ ଚାରି ଦିନରେ ଥରେ ଆପଣଙ୍କ ଅନୁଭୁତି BDO ମାଧ୍ୟମରେ ଆମକୁ ବାଣ୍ଟି ଚାଲିଥାନ୍ତୁ
Hn bhai thik katha 😊
Waah ki sunder bhava very good 👍
ବସନ୍ତ କୁମାର ସିଂ....... ସାର, ଆପଣଙ୍କର ଏ ସବୁ ଆଧ୍ୟାତ୍ମିକ ଅନୁଭୂତି ମୋ ପାଇଁ ଏକ ପ୍ରେରଣାର ଉଚ୍ଚ.
ଆପଣ ବାସ୍ତବ କଥା କହନ୍ତି, ମୋତେ ଭଲ ଲାଗିଲା।ଜୟ ଜଗନ୍ନାଥ।
Sir 🙏🙏🙏🙏🙏🌹❤️
Sir bahuta khusi lagila
ଆପଣଙ୍କ vedio ଗୁଡିକ ଖୁବ୍ ଭଲ ଲାଗୁଛି ତେଣୁ ଆପଣ କହି ଚାଲନ୍ତୁ ପ୍ରଭୁ ଆପଣଙ୍କ ଦ୍ଵାରା କୁହା କରାଉଛନ୍ତି
Very nice & very interesting.
Sir, you are great.💐🙏🙏🙏💐
ଗୁରୁଜୀ ପ୍ରଣାମ,। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ। 🙏🙏
Namaskar mausa.apananka katha pura thik.
ଜୟ ଜଗନ୍ନାଥ
ସତରେ ଆପଣ ବହୁତ ଭାଗ୍ୟବାନ।
ପ୍ରଭୁ କାହାକୁ କେମିତି ଚାହାଁନ୍ତି ସେ ହିଁ ଜାଣନ୍ତି।
ଆପଣଙ୍କ ପ୍ରତିଟି କଥା ଜଗନ୍ନାଥ ପ୍ରେମୀଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରୁଛି। ଏମିତି ଆପଣଙ୍କ ମୁହଁରୁ ଆମେ ପ୍ରଭୁ ଜଗନ୍ନାଥଙ୍କ ମହିମା ଶୁଣି ଆନନ୍ଦ ଅନୁଭବ କରୁଥାଉ ।
ଖୁବ୍ ବାସ୍ତବ ଅନୁଭବର କଥା। ଆପଣ ଜଗନ୍ନାଥଙ୍କ ସହିତ ସଂପର୍କର ଯେଉଁ ସ୍ତରକୁ ଉନ୍ନୀତ ହୋଇଛନ୍ତି,ସେଠି ସେ ଆଉ ମୂର୍ତ୍ତିରେ ସୀମିତ ନାହାନ୍ତି,ଅନୁଭବର ବିଗ୍ରହ ରୂପେ ଆପଣଙ୍କ ଭାବନାରେ ବିଚରଣ କରୁଛନ୍ତି ବୋଲି ମୋର ମନେହୁଏ ! ଏ ତ ଯେମିତି କି ଆତ୍ମବିସ୍ମୃତ ତଲ୍ଲୀନ ହେଲା ନହେଲା ଭଳି ଛାଇଛାଇକା ମିଶ୍ରରାଗର କଥା ! (ଛାଡନ୍ତୁ,ମୁଁ ବେଶି ବାହାଦୁରିଆ ହେଇଯାଉଛି) ! ଆପଣଙ୍କୁ ହୃଦୟରୁ ଶ୍ରଦ୍ଧା ଶୁଭେଚ୍ଛା !
Sir apanak anuvutira katha bahut manachuan lagila
ନିଜର ମନ ଓ ହୃଦୟ କୁ ଫୁଲ ଭଳି କୋମଳ ତଥା ସୁବାସିତ ରଖିଲେ ତାହା ଭଗବାନ ଙ୍କ ପୂଜା ଯୋଗ୍ୟ ହୋଇଥାଏ!!🌹💞🙏
Bibhu sir bahut sundar anubhuti payeni bahut bahut Dhanyawad kaha payni aapnank bisyabastu guli gap hepare kintu mu 100percent believe karuchi aapnank every presentation Kalu hin aehra sakhi Jagannath ku aeha maguchi mote sabu janmare mote aapnank sahu hrudaya re bhav sahit more relation rahithau aehi antarika kamna sree jagannath re pabitra charan kamlere🙏
ସାର୍, ନମସ୍କାର । ଆପଣଙ୍କୁ ଭଗବାନ ବହୁତ ଆୟୁଷ ଦିଅନ୍ତୁ ।
Sir bahut loka biswas karuchhnnty😊
Jay Jagannath ❤🥰( mo chhalia) ❤️
Sir bahut vala lagila
Badhia namaskar
ବିଲକୁଲ ଠିକ, ଯେ ମୟୀ ବୈସ୍ୟେ ବୃଣୁତେ ତେନ ଲଭ୍ୟ, ଆପଣ ଧନ୍ୟ
Bahut sundar 🙏Please keep sharing n do not discuss about negative comments.. Ignore them!
ଜୟ ଜଗନ୍ନାଥ ନିହାତି ସତ କଥା sir
ଗୁରୁଜୀ ପ୍ରଣାମ
Bahuta samaya re apananka katha bhitare ama prasna ra uttare milithae....thank you🙏🙏
ଗୁରୁଜୀ ପ୍ରଣାମ ....
SIR, AAPANKA CHARANA RE KOTI KOTI PRANAM
ଜୟ ଜଗନ୍ନାଥ ହରିବୋଲ
ହେଗୁରୁ ତୁମେ ମଂଗଳ ମୟ କୃପା ଦିନୁ ମୁକ୍ତି ନାହିଁ
ସାର୍ ପ୍ରତି ଦୁଇ ଦିନରେ ଗୋଟିଏ ଲେଖାଏଁ ଭିଡ଼ିଓ କରନ୍ତୁ. ଏହା ଆମର ଆପଣଙ୍କୁ ଅନୁରୋଧ. ଯଦି ସମ୍ଭବ ହୁଏ. ପ୍ରଭୁ ଜଗନ୍ନାଥଙ୍କ କରୁଣା ରୁ ଆପଣ ସତ୍ୟ କୁ ପ୍ରଚାର ଓ ପ୍ରସାର କରନ୍ତୁ...
🙏Jay Sri Jagannath.apananku anurodh Kalia Thakura nka pratiti episode amaku sunantu ame krutartha hebu.Jay Jagannath Swami Nayana Pathagami Baba Tume.
Hn bhai thik katha 😊
Sir ଆପଣଙ୍କୁ ପ୍ରଣାମ। ଏମିତି vdo କରୁଥାନ୍ତୁ। ଜୟ ଶ୍ରୀ ଜଗନ୍ନାଥ 🙏
100% true kalu eamite hi kara
Jay Jagannath Swami nayan patha gami bhaba tume pravu 🙏🏻🙏🏻🙏🏻
🙏🙏⭕❗⭕🙏🙏 jay gurudeba 🙏 Jay sri ram Jay Jagannath ⭕❗⭕🙏🙏
🙏 Jai Jagannath 🙏
Sir apananka padatale bhumista koti koti pranam. Apananka vedio bahut ananda pradan karuchi. Apana nhi ta Kalu
.Tara echha se purana karuchi. Sir, apana amiti khusire, ananda re thàntu. Amiti ama ku apananka romanchakar anubhuti pradan karuthantu. Apanata paràma premamaya Kalu. Au kichhi lekhi baku bhasa nanhi
ତା ପ୍ରତି ଆମର ଭାବ ରହିଲେ ସେ ଆମ ଅଭାବ ବୁଝିବ ।ଆପଣଙ୍କ ବାଣୀ ଶାଶ୍ୱତ।ନମସ୍କାର।