ରବୋଟ୍ ପିଉଛି ମଦ ଆଉ କରୁଛି ସବୁ କାମ || drink beer with Robot waitres in China

Поделиться
HTML-код
  • Опубликовано: 12 янв 2025

Комментарии • 1,4 тыс.

  • @dasavlogs
    @dasavlogs 6 месяцев назад +2092

    ଗରିବ ହେଲେ ଲୋକେ ଅଣଦେଖା କରିବେ,ପରିଶ୍ରମ କଲେ ଲୋକେ ହସିବେ ଆଉ ସଫଳତା ପାଇଲେ ଲୋକେ ଜଳିବେ, ସେଥିପାଇଁ ଲୋକଙ୍କ କଥା ନ ଶୁଣି ନିଜ କାମ କରନ୍ତୁ❤

  • @Cartoon_Gang11
    @Cartoon_Gang11 6 месяцев назад +161

    ଚୀନର ସଂସ୍କୃତିକୁ ଦେଖାଇ ଥିବାରୁ ଲବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ | ଜଣେ ଓଡ଼ିଆ ପୁଅ ହିସାବରେ ବିଦେଶରେ ଓଡ଼ିଶାର ନାମ ଉଜ୍ଜଳ କରିଥିବାରୁ ଭାଇଙ୍କୁ କୋଟି କୋଟି ଶୁଭେଚ୍ଛା

  • @Happyfamilyvlog05
    @Happyfamilyvlog05 6 месяцев назад +917

    ଲବ ଭାଇ ଙ୍କୁ ଯେଉଁ ମାନେ ଭଲପାଅ ଏଠି ,like କର ନମ୍ବର 1vlogger ଲବ ଭାଇ

  • @thelightdropmixod0274
    @thelightdropmixod0274 6 месяцев назад +294

    ସମସ୍ତ ଙ୍କ ଭାଗ୍ୟ ରେ ନଥାଏ ବାହାର ଦେଶ ବୁଲିବା ପାଇଁ ଯାହା ହଉ ଆପଣ ଗୋଟେ ନୂଆ କାମ କରୁଛନ୍ତି ଲୋକ ପାଇଁ. Love from ଓଡିଶା

    • @HEMENDRA2009
      @HEMENDRA2009 6 месяцев назад

      MADICHAL

    • @n.rcreation3399
      @n.rcreation3399 6 месяцев назад +1

      Sata kahile bhai odisha ra ak matra vloger laba bhai desa bidesh ku jai amaku dekhauchanti seta bi odia language re

  • @hemantabahera8047
    @hemantabahera8047 6 месяцев назад +137

    ଗଜବ ଦେଶରେ ଅଜବ ଦୁନିଆ ଭାଇ ମୁଣ୍ଡ ଖରାପ,,, ଧନ୍ୟବାଦ୍ ଶୁଭ ସକାଳ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤

    • @barungouda700
      @barungouda700 6 месяцев назад

      Besi odia chodi he nhi 😂

    • @srinutalk8915
      @srinutalk8915 6 месяцев назад

      ruclips.net/video/uU9C8U21fdw/видео.htmlsi=9-Tef6CRKNUp4to4

  • @Aadivasiodia
    @Aadivasiodia 6 месяцев назад +31

    ଚାଇନିଜ୍ ମାନଙ୍କ ଖାଦ୍ୟ ଅଜବ ବୁଦ୍ଧି ବି ଅଜବ, technology ବି ଅଜବ

  • @theanimal3153
    @theanimal3153 6 месяцев назад +122

    ରୋବଟ ମାନଙ୍କୁ ଦେଖି ବହୁତ ଭଲ ଲାଗିଲା 👍👍👍👍👍ଚାଇନାର ପ୍ରତ୍ୟକ ଜିନିଷ ଆଶ୍ଚର୍ଯ୍ୟ ଜନକ ❤❤❤❤❤❤❤❤

  • @judhisthiranaik2503
    @judhisthiranaik2503 6 месяцев назад +16

    ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଏତେ ସୁନ୍ଦର ଭିଡ଼ିଓ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏

  • @Dibyansi-i2o
    @Dibyansi-i2o 6 месяцев назад +106

    ଭାଇ ଆପଣଙ୍କ ସହିତ ପୁରା ଓଡିଶାର ସପୋର୍ଟ ❤❤❤

  • @debendrakumarmalik4232
    @debendrakumarmalik4232 6 месяцев назад +30

    ଭାଈ ମୁ ମୋ ଆଖିକୁ ଭରସା କରିପାରୁନି ଇଏ ରୋବୋଟ କି ମଣିଷ ଚାଇନା ବାଲା ମେଶିନରି ପ୍ରଡକ୍ଟ ରେ ଦୂପୂଲ୍କେଟ କରନ୍ତି ଶୁଣିଥିଲି କିନ୍ତୁ ଓରିଗିନାଲ ମଣିଷଙ୍କୁ ବି ଦୂପୂଲ୍କେଟ
    ବନେଇପାରନ୍ତି ତାହା ଆଜି ଦେଖିଲି । ବହୁତ୍ ଖୁସି ଲାଗିଲା ଭାଇ ମଜା ବି ଆସିଗଲା so TQ broo👌👌👍👍👍 jay jagannath 🙏🙏

  • @subham1954
    @subham1954 6 месяцев назад +164

    ଲବ ଭାଇଙ୍କୁ ଭଲ ପାଉଥିଲେ like କର❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤❤❤

  • @Dhenkanal06Rudra
    @Dhenkanal06Rudra 6 месяцев назад +28

    ଢେଙ୍କାନାଳ ରୁ କିଏ like ହେଇଯାଉ

  • @duniyarangamancha230
    @duniyarangamancha230 6 месяцев назад +30

    ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ..

  • @mtutyunjaya3186
    @mtutyunjaya3186 6 месяцев назад +9

    ଅତି ସୁନ୍ଦର ଭାଇ ବହୂତ ବହୂତ ଧନ୍ଯବାଦ ଓଡ଼ିଶାରାଜ୍ୟ ପକ୍ଷରୁ ❤❤❤❤❤

  • @BALARAMlifestylevlogsBLV
    @BALARAMlifestylevlogsBLV 6 месяцев назад +84

    ଲବ ଭାଇଙ୍କ ପାଇଁ ଗଟେ like ହଉ❤

  • @bigankumardas-fv4vj
    @bigankumardas-fv4vj 29 дней назад +1

    ଲଭ ତମ ସାହାସ ପାଇଁ ମୁଁ ଧନ୍ୟବାଦ ଦେଉଛି। ଭଗବାନ ତମକୁ ଭଲରେ ରଖନ୍ତୁ।

  • @madhabsahoo2002
    @madhabsahoo2002 6 месяцев назад +112

    କେଉଁ ମନେ ଭାବିଲେ କି ଏଇଟା ସତ ରୋବେର୍ଟ ବୋଲି ଆଉ ଶେଷ ରେ ଜାଣି ପାଇଲେ କି ଏଇଟା ଗୋଟେ ରୋବେର୍ଟ ନୁହେଁ ମଣିଷ ବୋଲି 👍

    • @kilogram382
      @kilogram382 6 месяцев назад +1

      Mote lagila ye Robot

    • @aryashreefamilychannel8463
      @aryashreefamilychannel8463 6 месяцев назад

      Eita robert

    • @madhabsahoo2002
      @madhabsahoo2002 6 месяцев назад

      @@aryashreefamilychannel8463 robert nehe

    • @FunnFood-n3k
      @FunnFood-n3k 6 месяцев назад +1

      Mote total b lagilani starting ru hin Jana padigala j eita Robot nuhen boli😂

    • @srinutalk8915
      @srinutalk8915 6 месяцев назад

      ruclips.net/video/uU9C8U21fdw/видео.htmlsi=9-Tef6CRKNUp4to4

  • @P.B.ODIAEXPRESS
    @P.B.ODIAEXPRESS 6 месяцев назад +30

    ଲବ ଭାଇଙ୍କୁ ଯେଉଁ ମାନେ ଭଲ ପାଆନ୍ତି,ଏଠି ଲାଇକ କରନ୍ତୁ, ଆପଣଙ୍କ ର ମଙ୍ଗଳ ହେଉ,👉🙏🙏🙏🙏🙏

  • @Mukul-999
    @Mukul-999 6 месяцев назад +40

    ଅତି ସୁନ୍ଦର

  • @anupamanayak8568
    @anupamanayak8568 6 месяцев назад +8

    ଶୁଭେଚ୍ଛା ଲଵ ।ଖୁବ୍ ସୁନ୍ଦର ସହର ।ସତରେ ତୁମକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ପଡ଼ିବ ।ଆମେ ବହୁତ ଉପଭୋଗ କରୁଅଛୁ ।ଭଗବାନ କୋଟି ପରମାୟୁ ଦିଅନ୍ତୁ ।ଭଲରେ ଥା ।ଜୟ ଜଗନ୍ନାଥ ।

  • @bikashmarkey7347
    @bikashmarkey7347 6 месяцев назад +13

    World Best RUclipsr laba bhai

  • @Malliksusanta
    @Malliksusanta 6 месяцев назад +9

    ଆମେ ଯଦି ଅତୀତ ଭବିଷ୍ୟତକୁ ଦେଖିବା ଅତୀତରେ କେବଳ ବିତ୍ତାଶାଳୀ ଲୋକ ହିଁ ଦେଶ ବିଦେଶ ଭ୍ରମଣ କରୁଥିଲେ କିନ୍ତୁ କେବେ ସେମାନଙ୍କର experince shair କରୁନଥିଲେ କି ଆମେ ମାନେ ଜାଣି ପାରିନଥିଲୁ କିଏ କୁଆଡେ ଗଲା କୁଆଡେ ନାହିଁ ତ ବାହାର country ର ସମସ୍ତ ବିଷୟରେ ଅବଗତ କରୁଥିବାରୁ ଅପଣଂକୁ ଅଶେଷ ଅଶେଷ ଧନ୍ୟବାଦ bhai❤❤❤❤❤❤❤

  • @jmedit143
    @jmedit143 6 месяцев назад +33

    ଲବଭାଇ ଏମିତି ଖୁସିରେ ଥାଉ ଆଉ ଆମକୁ video ଦେଉ ଥାଉ ଆଉ ଗୋଟେ like ହେଇଯାଉ 👍

  • @rajeshcreation9426
    @rajeshcreation9426 6 месяцев назад +69

    ଶ୍ରୀ ରାମ ଙ୍କୁ ଭଲ ପାଉଥିଲେ ଲାଇକ କରିବେ ❤

    • @hemantapatra8847
      @hemantapatra8847 6 месяцев назад +2

      Jay shree ram

    • @tejvlog793
      @tejvlog793 6 месяцев назад +2

      Jay shree ram 🙏🙏🙏🙏🙏🙏🙏🙏🙏🙏

    • @Rajesh-official-bhajan
      @Rajesh-official-bhajan 2 месяца назад

      ଜୟ ଶ୍ରୀ ରାମ 🚩🙏 ଜୟ ଜଗନ୍ନାଥ 🙏

  • @SLF__RAJESH
    @SLF__RAJESH 6 месяцев назад +45

    କେବଳ ଲବ ଭାଇ Fans ଲାଇକ୍ କର ଜୟ ଜଗନ୍ନାଥ ❤😊

  • @MyWorld-qi5kp
    @MyWorld-qi5kp 6 месяцев назад +3

    ସତରେ ବହୁତ ସୁନ୍ଦର ଧନ୍ଯବାଦ ସୁନ୍ଦର viewପାଇଂ

  • @anumunu01
    @anumunu01 6 месяцев назад +14

    ଭାଇ ଆପଣଙ୍କ ର video ଦୁନିଆର ସବୁଠାରୁ best video love you Laba ଭାଇ ❤ଆପଣ ଏମିତି ଆଗକୁ ମାଡି ଚାଲନ୍ତୁ

  • @raibariho8993
    @raibariho8993 6 месяцев назад +17

    ୱାଉ କେତେ ସୁନ୍ଦର ହେଇଚି ଏ ଜାଗା ଟି thank ଲବ ଭାଇ ନୂଆ ଜାଗା ଆଉ ଭଲ ଜିନିଷ ଦେଖାଉ ଥିବାରୁ love you god bless ୟୁ ଭାଇ ଜୟ ଜଗନ୍ନାଥ ❤❤❤❤❤🙏👍👍👍

    • @srinutalk8915
      @srinutalk8915 6 месяцев назад

      ruclips.net/video/uU9C8U21fdw/видео.htmlsi=9-Tef6CRKNUp4to4

  • @mirubaharatakolaofficial747
    @mirubaharatakolaofficial747 6 месяцев назад +41

    ଏଇ ଭିଡିଓ ଦେଖିଲା ପରେ ମୋତେ ଏମିତି ଲାଗୁଛି ଯେ ମୁଁ ଆଉ ବାହା ହେବିନି ଗୋଟିଏ ରୋବଟ ହିଁ ନେଇ ଆସିବି ❤❤❤

    • @madhabsahoo2002
      @madhabsahoo2002 6 месяцев назад +2

      ଏଇଟା robert ନୁଁହ

  • @tapankumarsamantaray7083
    @tapankumarsamantaray7083 6 месяцев назад +3

    ଭିଡିଓ ଦେଖି ଚୀନ୍ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରିପାରୁଛି ଏଥିପାଇଁ ଆପଣଙ୍କୁ ଅଶେଷ ଧନଯବାଦ

  • @babulakanhar062
    @babulakanhar062 6 месяцев назад +28

    ଭାଇ ନୂଆ ନୂଆ ଜିନିଷ କେଖାଉ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @suchitramuduli7913
    @suchitramuduli7913 6 месяцев назад +2

    Number 1 vlogger in odisha 👍

  • @craftwithrenu1394
    @craftwithrenu1394 5 месяцев назад +7

    ❤ଆଗେଇ ଚାଲ,👍👍👍👍👍👍 ବହୁତ ସୁନ୍ଦର ଭିଡ଼ିଓ

  • @RajaniPatika-ry7ho
    @RajaniPatika-ry7ho 6 месяцев назад +1

    ଭାଇ କି ଭାଗ୍ୟ ଆମର ସାରା ପୃଥିବୀ ବିଷୟ ଆପଣ ଜଣାଇ ଦେହୁଛନ୍ତି thank and God bless you.

  • @BlazeBoy_vlogs
    @BlazeBoy_vlogs 6 месяцев назад +4

    Thank u Laba Bhai. Sabu country ra languages, culture bisayare dekhauthibaru bahuta bahuta dhanyaband.

  • @NandakiswarMallick
    @NandakiswarMallick 6 месяцев назад +19

    ଜୟ ଶ୍ରୀ ରାମ କନ୍ଧମାଳ ରୁଦେଖୁଛି

  • @chumukieating
    @chumukieating 6 месяцев назад +45

    ଭାଇ ରୋବଟ ଦେଖିଲି ଭହୁତ ଭଲ ଲାଗିଲା ଭାଇ କେବଳ ସିନେମା ରେ ଦେଖିଥିଲି ଆଜି ରିଅଲ ଦେଖିଲି

    • @srinutalk8915
      @srinutalk8915 6 месяцев назад

      ruclips.net/video/uU9C8U21fdw/видео.htmlsi=9-Tef6CRKNUp4to4

    • @rakeshchandrapradhan114
      @rakeshchandrapradhan114 6 месяцев назад

      ଭାଇ ଫୁଲ ଭିଡ଼ିଓ ଦେଖ 😄

    • @chumukieating
      @chumukieating 6 месяцев назад

      @@rakeshchandrapradhan114 ସତରେ ଏଗୁଡା ମଣିଷ କି ବୁଦ୍ଧି....

  • @m.starboy1216
    @m.starboy1216 6 месяцев назад +3

    ବହୁତ ସୁନ୍ଦର ଚାଇନା

  • @susanta659
    @susanta659 6 месяцев назад +10

    China Kan haiche mo dakhi la mo akhi lakhi jauche nice china ❤❤❤❤❤❤❤

  • @balarammallick9372
    @balarammallick9372 6 месяцев назад +2

    ଜୟ ଶ୍ରୀ ଜଗନ୍ନାଥ ଭାଇ god bless you

  • @pabitramohandandia274
    @pabitramohandandia274 6 месяцев назад +5

    ଚୀନ ମୋଭି ଦେଖିଲା ପାରିଲାଗୁଛି ଭାଇ, ଜୟ ଜଗନ୍ନାଥ ❤❤❤

  • @sukramardi4583
    @sukramardi4583 6 месяцев назад +2

    ଅତି ସୁନ୍ଦର ଯା ହଉ ଘରେ ବସି ଦେଶ ବିଦେଶ ଦେଖିବା ସୁଯୋଗ ଲବ ଭାଇ ଦେଉଛନ୍ତି

    • @srinutalk8915
      @srinutalk8915 6 месяцев назад

      ruclips.net/video/uU9C8U21fdw/видео.htmlsi=9-Tef6CRKNUp4to4

  • @chandan.gaming6103
    @chandan.gaming6103 6 месяцев назад +25

    ବହୁତ ସୁନ୍ଦର vidio 👍 i like it ❤👍🙏

    • @srinutalk8915
      @srinutalk8915 6 месяцев назад

      ruclips.net/video/uU9C8U21fdw/видео.htmlsi=9-Tef6CRKNUp4to4

  • @Blogger_station123
    @Blogger_station123 6 месяцев назад

    Wonderful place .. thanks for the video nature of China.

  • @Editor_ashiq_02
    @Editor_ashiq_02 6 месяцев назад +27

    Loba Bhai fans sabu like kara😅

  • @RadhaKrishna-rk6og
    @RadhaKrishna-rk6og 6 месяцев назад +1

    Bahut bhala lagila video sabu dekhiki

  • @munasm7784
    @munasm7784 6 месяцев назад +3

    ଲବ ବାହି ଚାହିଁନା ଭହୁତୋ ସୁନ୍ଦର ❤❤

  • @anupamadas6512
    @anupamadas6512 6 месяцев назад +1

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ବାପରେ କି ଆଶ୍ଚର୍ଯ୍ୟ ସହର ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳିଛି । ଏମିତି ନୂଆ ନୂଆ ଭିଡିଓ ଆଣିବା ପାଇଁ ଅନୁରୋଧ କରୁଅଛୁ । ପୁଣି ଥରେ ଧନ୍ୟବାଦ ଆଶୀର୍ବାଦ ଶୁଭେଚ୍ଛା ।

  • @chittaranjankanhar7991
    @chittaranjankanhar7991 6 месяцев назад +5

    କନ୍ଧମାଳ ଜ଼ିଲ୍ଲା ରୁ କିଏ କିଏ ଦେଖୁଛନ୍ତି 🙏ଗୁଲେ ଲକୁରି ଜେଡା ଜୋହାରୀ 🙏💚

  • @hrudanandasankhua5824
    @hrudanandasankhua5824 6 месяцев назад +2

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @SaraSarasuyti-sz9mz
    @SaraSarasuyti-sz9mz 6 месяцев назад +4

    ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା

  • @narayangouda4721
    @narayangouda4721 6 месяцев назад

    ଲବ ଭାଈ ଚାଇନା ଗାଆଁ ଠା ବହୁତ ସୁନ୍ଦର ଲାଗୁଛି ଲବ ଭାଈ ଜାହୁଚି ପ୍ରଭୁ ଜଗନ୍ନାଥ କୃପାରୁ ଭଲ ଭାବରେ ରହୁ ❤️❤️

  • @uttampradhan8783
    @uttampradhan8783 6 месяцев назад +8

    ଲବ ଭାଇ ଗ୍ଲାସ୍ ବ୍ରିଜ୍ କୁ ଥରେ ଯାଅ ଭାଇ ପ୍ଲିଜ୍

  • @mamatamama7556
    @mamatamama7556 6 месяцев назад +1

    Sundar ati sudar place

  • @payalmusic355
    @payalmusic355 6 месяцев назад +4

    ମୁଁ କିନ୍ତୁ ଏବେ ଟାଇମ୍ ପାଇଲି ଦେଖିବା ପାଇଁ କର୍ମ ମୟ ଜୀବନ ରୁ ବାହାରିଲି ଭିଡ଼ିଓ ଦେଖିବାକୁ ବୋହୁତ୍ ଖୁସି ଲାଗୁଛି ଲବ ସାନ ଭାଇ ତୁମକୁ ଭଗବାନ ବୋହୁତ୍ ଆୟୁଷ ଦିଅନ୍ତୁ ❤

  • @PabitraDas-j3u
    @PabitraDas-j3u 6 месяцев назад +1

    ଅତି ସୁନ୍ଦର ଏବଂ ଭାଈ

  • @Nacture__lover__179
    @Nacture__lover__179 6 месяцев назад +17

    Mayurbhanj ru kie kie dekhucha ❤

  • @narendrabarik54
    @narendrabarik54 2 месяца назад +1

    Sata katha bhai bhagya re thile buli pariba love bhai

  • @devilskk1955
    @devilskk1955 6 месяцев назад +64

    ମୁ ଆଗେ ଭିଡ଼ିଓ ଦେଖିଲି

  • @Akumar-u1v
    @Akumar-u1v 18 дней назад

    ଭାଇ ପୁରା ସୀନେରୀ ଦେଖିଲା ଭଳି ଲାଗୁଛି ଘର ଗୁଡାକ ଅତି ସୁନ୍ଦର

  • @Bikhyatsingh2.0
    @Bikhyatsingh2.0 6 месяцев назад +3

    ଧନ୍ୟବାଦ ଭାଇ . ନିଜେ ଚାଇନା ଦେଖିଲା ଭଳି ଲଗୁଛି

  • @JeebanKumar-zh8gj
    @JeebanKumar-zh8gj 6 месяцев назад +1

    You r Really Rocking. Amazing Information along with Video...

  • @dumbimunda7992
    @dumbimunda7992 6 месяцев назад +9

    Baut badiya heichi lava bhai

    • @srinutalk8915
      @srinutalk8915 6 месяцев назад

      ruclips.net/video/uU9C8U21fdw/видео.htmlsi=9-Tef6CRKNUp4to4

  • @pratapsahu6176
    @pratapsahu6176 6 месяцев назад

    Jai jagannath bhaut Sundar video

  • @majhibabu.production.2622
    @majhibabu.production.2622 6 месяцев назад +13

    Bahut sundar bhai❤❤

  • @pranatisahoo9191
    @pranatisahoo9191 6 месяцев назад +2

    Very interesting video

  • @amitkumardash9362
    @amitkumardash9362 6 месяцев назад +4

    କିଏ କିଏ ଆଉ ଥରେ video ପଛକୁ କରି ରୋବାଟ seen କୁ ଦେଖିଲ like 👍 କର

  • @minusingh6506
    @minusingh6506 6 месяцев назад

    What a intresting City wow amazing 😮

  • @Amaodiapua
    @Amaodiapua 6 месяцев назад +3

    ବହୁତ ସୁନ୍ଦର ଭିଡ଼ିଓ 👍👍 ଲବ ଭାଇ ମୋ ପାଇଁ ଗୋଟେ ରୋବଟ ଆଣିବ 🤣🤣🤣🤣

  • @NinebiGomango-p4i
    @NinebiGomango-p4i 6 месяцев назад

    Bahut sundar jaga

  • @santalientertainment903
    @santalientertainment903 6 месяцев назад +5

    କରନା ଆରମ୍ଭ ହେଇଥିବା ଜାଗା ଟିକେ ଯାଆନ୍ତୁ।

  • @jayadevpolai8406
    @jayadevpolai8406 6 месяцев назад +1

    ଜୟ ଜଗନ୍ନାଥ।ଭାଇ ଆମ ଓଡ଼ିଆ କବିତା ଟେ ଅଛି ।ସୁନ୍ଦର ଦୃଶ୍ୟ ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆଁ ଦିଶୁଥାଈ।

  • @sagarmilikhusi
    @sagarmilikhusi 6 месяцев назад +11

    So super labha bhai wow

  • @aditiyamahapatra2261
    @aditiyamahapatra2261 3 месяца назад

    Good scenery bharj bhala laguchhi.😊🎉❤.

  • @ArjunKandankel
    @ArjunKandankel 6 месяцев назад +6

    ମୋର Comment famoush and viral hebak ଟା ବଡ଼ କଥା ନୁହେଁ ମୁଁ ବି ଯଦି ଲବ ଭାଇଙ୍କ ବଳି ଲୋକଙ୍କୁ ଭଲପାଇବା ଦେବୀ ❤ ଏବଂ ତାଙ୍କ ବଳି କାମ କରିବା ସେହିଟା ମୋ ପାଇଁ ବଡ଼ କଥା😊😊ଠାକୁରମୁଣ୍ଡା boys

  • @hoknowledgeodisha
    @hoknowledgeodisha 6 месяцев назад +2

    5 hours me 100k Views Love u loba bhai love from Mayurbhanj ❤❤

  • @SunilKumarSingh-hj3vh
    @SunilKumarSingh-hj3vh 6 месяцев назад +8

    ଲଭ ଭାଈ ସାନ୍ତାଳ albhum China ରେ କରନ୍ତୁ, Please

  • @kuilumarndi-g1f
    @kuilumarndi-g1f 6 месяцев назад

    Really very interesting thank you so much

  • @PratimaBehera-z3t
    @PratimaBehera-z3t 6 месяцев назад +3

    ଲବ୍ ଭାଇ ଙ୍କ video କୁ କିଏ କିଏ wait କରିଛ like କର 🥰🥰👌👌

  • @parbatibehera7537
    @parbatibehera7537 6 месяцев назад +1

    U are real star in India..we are proud of u from odisha 👍👍👍

  • @MurmuRaj4047
    @MurmuRaj4047 6 месяцев назад +4

    Robotic Handia Bhati 😂😂😂gote ani aaso💪💪

  • @chakradharamuduli5006
    @chakradharamuduli5006 6 месяцев назад +4

    Like ଭାଇ

  • @dhanirambeg7820
    @dhanirambeg7820 6 месяцев назад +1

    ଲବ ଭାଇ ଯୁହାର ❤❤❤❤❤ ଗୁରୁ ଭାଇ ଗୁରୁ 🎉🎉 ଭେରି ହଟ୍ ହୋଇ ଅଛି ଭାଇ

  • @sushantkumar6744
    @sushantkumar6744 6 месяцев назад +54

    ଭାଈ ମୁ ପ୍ରଥମ ଦେଖିଲି ତମ ଭିଡିଓ

    • @Artofsanatan116
      @Artofsanatan116 6 месяцев назад

      To kn hala 😂

    • @Artofsanatan116
      @Artofsanatan116 6 месяцев назад

      Lol

    • @JILU_FF
      @JILU_FF 6 месяцев назад +1

      ନୂଆଁ ମାନେ subscribe କରିକି ଜୀବ ଜେ 😂

    • @jyotirabi6222
      @jyotirabi6222 6 месяцев назад

      Agaku ahuri dekha bahut maja laguchi

    • @CookWithTiki61
      @CookWithTiki61 6 месяцев назад

      10 tanka dia haba 😂

  • @Bhagaan.....
    @Bhagaan..... 4 месяца назад

    My best always laba bhainko video mu khaila bele dekhe most lage mote2021 ru dekhi asuchi

  • @madhahembram7687
    @madhahembram7687 6 месяцев назад +4

    Nice bhai ❤😍🥰🙌

  • @fulamanibeshra9659
    @fulamanibeshra9659 6 месяцев назад

    Bahut sundar lagchhe , thank you lobo babu. God bless you. Jay Jagannath.❤❤

  • @locky_zehen
    @locky_zehen 6 месяцев назад +8

  • @JagabandhuMahanta-d5k
    @JagabandhuMahanta-d5k 4 месяца назад

    🌹 ଆପଣକୁ ବହୁତ ବହୁତ ଧନ୍ୟବାଦ ଯାହା ଆଖି କେବେ ଦେଖି ନଥିଲା ଆପଣ ଆଜି ଦେଖାଉଛନ୍ତି

  • @Sauna_Tudu_Official
    @Sauna_Tudu_Official 6 месяцев назад +5

    Good morning 🌄❤

  • @sahadebmajhi2871
    @sahadebmajhi2871 6 месяцев назад +2

    ବହୁତ୍ ସୁନ୍ଦର୍

  • @Rkbro424
    @Rkbro424 6 месяцев назад +6

    ବହୁତ ସୁନ୍ଦର ❤️❤️

  • @MeeraMuni
    @MeeraMuni 6 месяцев назад +1

    Bhaei bhala achha tame amiti vla vla vedio kara ama odisha loka mana nkra katha kuu mana dukha kara nii bhagaban achhanti tame aga kuu chala🎉

  • @antasanta20007
    @antasanta20007 6 месяцев назад +6

    Maa kasm jiye jodi naa Laba bhainka video ku like no koribo se sola jaada banti heijibo 😅😂🤣

  • @binodkumar-px7ld
    @binodkumar-px7ld 5 месяцев назад

    ସମସ୍ତେ ଜାଣିବା ଦରକାର୍ (ଭାଇ ଭଉଣୀ ତାଙ୍କ କାହାଣୀ 👍👌🫵ଜୟ ଜଗନ୍ନାଥ 🙏)

  • @shabarsahu5262
    @shabarsahu5262 6 месяцев назад +5

    ଭାଇ, ଅତିସୁନ୍ଦର

  • @jambimunda2408
    @jambimunda2408 6 месяцев назад

    Lobo bhai 1st adivasi boy china jaichonti khusi ro kotha❤🎉 lovely 🌹🌹🌷🥀💮🏵️🌺

  • @AmDADA
    @AmDADA 6 месяцев назад +9

    ଭାଇ ମାନେ ଆପଣ ମାନଙ୍କୁ ଗୋଟେ quistion 😊 ଦୁନିଆର power ful man କିଏ / Reply ଦିଅ କାହାର Answar....

  • @BenaMajhi-c8w
    @BenaMajhi-c8w 5 месяцев назад +1

    Bahut bhala lagila laba bhai

  • @PrakashNaik-uq9gr
    @PrakashNaik-uq9gr 6 месяцев назад +4

    Super laba bhai