Se bhai jane adibasi au ama sarakar sei adibasinku ghruna Kariba tanka jhia bohuku ijata neba tankara kama indiare school college na kholiba sikhyaka manaku contractual darama debe epate koti koti tankara mandira tiari kale ama desha Bahu agaku jiba 😅😅😅😅
@abhinash01234 Re murkha magia se bjp congress katha kahini Tate Kain ete badhila re madarchod modi murkha bia Prime minister heichhi na congress government chalichi ki ..taku kahibeni au kn toh bou bia ku kahibe bedha chua ...
Bhai apananka video dekhiki India loka nka mind tk devlope heba sure, sayad agaku ama India chaina tharu adhika devlope hau mu asa karuchi, bahut sundar video banauchanti Bhai , khas Kari ama odia Bhai India bahare bulibara sujog paicha , mara bi bahut icha emti bulibaku ❤️❤️❤️ thanks Bhai
ଲବ ଭାଇ ଆପଣଙ୍କୁ request 🙏 Video ra End room re କରୁନ୍ଥୁ 😊 ଆପଣ ଭିଡିଓ ବହୁତ୍ ଭଲ ଲାଗେ ଆମେ ଅପଙ୍କ ଭିଡିଓ ଘରେ ସବୁ ମିଶିକି ଦେଖୁ ❤ ବହୁତ୍ ଭଲ ଲାଗେ love you laba bhai❤
Please share this video with your family ❤
Hello laba bhai
LABA BHAI MU BALANGIR RU KAUCHI
Chintamane...nag
SHORT VIDEO KHALI KARUCHA TK LANG VIDEO KARA PLISE
𝕃𝕠𝕧𝕖 𝕦 𝕓𝕣𝕠❤
ଭାଇ ତୁମକୁ କଣ କହିକି ଧନ୍ୟବାଦ ଦେବି ମୋ ପାଖରେ ଭାଷା ନାହିଁ ତଥାପି ବହୁତ୍ ବହୁତ୍ ଧନ୍ୟବାଦ୍..........
ବିନା ଡ୍ରାଇଭର ଗାଡ଼ିରେ ବସି ଯାତ୍ରା କରିବା ଆନନ୍ଦ ଲାଗିଲା। ଧନ୍ୟବାଦ ।
ଭିଡିଓ ଦେଖିଲୁ ଅତି ସୁନ୍ଦର୍ ହେଇଛି ଭାଇ ବିନା ଡ୍ରାଇଭର ଗାଡ଼ିରେ ବସିଛ ଖୁସି ରେ ରୁହ ଲଵ ଭାଇ 👍👍 ଧନ୍ୟବାଦ ❤❤ଜୟ ଜଗନ୍ନାଥ 🙏
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଏତେ ପରିଶ୍ରମ କରି ଆମ୍ଭମାନଙ୍କୁ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l
ଜୟ ମା ତାରିଣୀ 🙏 ଲବ ଭାଇ ରୋ ଚାଇନା ଟ୍ରିପ୍ ଭଲରେ ଭଲରେ ସରି ଯାଉ
ସତରେ ଭାଇ ଆଜି ବହୁତ ଖୁସି ଦେଖାଯାଉଛ 👌😄
ଅଦ୍ଭୁତ ବିନାଡ୍ରାଇଭରରେ ଚାଲୁଛି କାର କନ୍ଧମାଳ ରୁଧନ୍ଯବାଦ❤❤❤❤❤
ବହୁତ୍ ସୁନ୍ଦର ଭିଡିଓ ବିନା ଡ୍ରାଇଭର ରେ ଗାଡ଼ି ଚାଲିବା 🫵👍👌
ଆମକୁ ଏମିତି ଭିଡିଓ ଦେଖାଇଥିବାରୁ ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
ଶୁଭ ସକାଳ ଅଜବ ଦୁନିଆ ର ଗଜବ ଗାଡ଼ି କଣ ନ ଦେଖିଲା ଏ ନେତ୍ର ଭାଇ,, ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤
ଲବ ଭାଇ ଆପଣ ବହୁତ ପରିଶ୍ରମ କରୁଛନ୍ତି ଓ ସୁନ୍ଦର ସୁନ୍ଦର ଭିଡ଼ିଓ ମଧ୍ୟ କରୁଛନ୍ତି ଦେଖିବାକୁ ବହୁତ ମୋଜା ଲାଗୁଚି
Baripada ru bhai bhauni Mane like karo♥️♥️
ଭାଇ ଆପଣଙ୍କ
ଘର ଚାଇନା
ଦେଶ
ଋଷିଆନ and
ଆଫ୍ରିକା ଦେଖିବାକୁ
ବହୁତ ସୁନ୍ଦର
ଲାଗୁଛି ଧନ୍ୟବାଦ
ଭାଇ
ଭାରତ ରେ ହେଲେ - ହେଇ ଦେଖ ଅମୁକ ର ଆତ୍ମା ଗାଡ଼ି ଚଲେଇ ନଉଚି 😂😂😂
😂 Thik katha 😂
❤ @@OdiaTwinsLifestyle
Thik kahila bhai
Sethi Pnai kahuchi pakhand manaka ra dhrama Puja patha ku biswas na kari sikhita hua chaina bhali ame bi karipariba
Ri8😂😂😂
ଜୟ ଜଗନ୍ନାଥ
ବହୁତ ସୁନ୍ଦର ଲାଗିଲା ବିନା ଡ଼୍ରାଇଭର ଗାଡ଼ି ଦେଖିଲୁ
ଲବ ଭାଇ ଙ୍କ ଭିଡ଼ିଓ କୁ କିଏ କିଏ ଅପେକ୍ଷା କରିଥାଅ Like 👍🏻 କର.
ମୁଁ ବି ବାହି
ମୁଁ ବି ଭାଇ❤
Of course me too ❤❤
Mu b
@@MAMITAKANDIAN Hello
ଭାଇ କି ମୋର salute ଲୋକ ମାନଙ୍କୁ ବହୁତ କିଛି ଶିଖାଉଛନ୍ତି ଆଉ ନିଜେ କଷ୍ଟ ରେ ବୁଲିକି ଲୋକ ମାନଙ୍କୁ ସବୁ କିଛି ଦେଖାଉଛନ୍ତି❤❤❤
Se bhai jane adibasi au ama sarakar sei adibasinku ghruna Kariba tanka jhia bohuku ijata neba tankara kama indiare school college na kholiba sikhyaka manaku contractual darama debe epate koti koti tankara mandira tiari kale ama desha Bahu agaku jiba 😅😅😅😅
ସାରା ବିଶ୍ୱ ଡେଭଲପ କଲାଣି ହେଲେ ଆମ ଇଣ୍ଡିଆ ବହୁତ ପଛରେ ଅଛି l ଆଉ କହୁଛନ୍ତି ଯେ ମୋଦି ସବୁ ଡେଭଲପ କରୁଛି l ସାରା ବିଶ୍ୱରେ ଭାରତର ଡ଼ଙ୍କା ବାଜୁଛି ବୋଲି l
Bhai tama kana karucha
Bhai chaina re ama india bhalia sarkar upare nirbhra nahanti
@abhinash01234 Re murkha magia se bjp congress katha kahini Tate Kain ete badhila re madarchod modi murkha bia Prime minister heichhi na congress government chalichi ki ..taku kahibeni au kn toh bou bia ku kahibe bedha chua ...
Sethika loka tanaka desa pai karuchanti hele ama inadia loka sabu sarkaar upare nije kichi karibeni basiki khali kahibe sabu amaku dia
Road
କନ୍ଧମାଳରୁ ଲବଭାଇଙ୍କ ଭିଡ଼ିଓ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ
ବିନା ଡ୍ରାଇଭର ରେ ଗାଡି ଚଲା ଦେଖି ବହୁତ ଖୁସି ଲାଗିଲା
ବହୁତ ସୁନ୍ଦର
ଜୟ ଜଗନ୍ନାଥ
ନୁଆଁ ନୁଆଁ ଜିନିଷ ଦେଖିବାର କେ ମିଲୁଛେ ଦାଦା ତମର ଭିଡ଼ିଓ ରେ ବହୁତ ଦାନ୍ୟବାଦ
ଲବ ଭାଇ ତମ ଭିଡିଓରୁ ନୂଆ ନୂଆ ଉପହାର ଦେଖିବାକୁ ମିଳୁଛି 🤣😄 ଆଉ କିଏ କିଏ କନ୍ଧମାଳରୁ ଦେଖୁଛ like କର ❤️❤️👌👌
ତୁ adi😢😮
Vlogor ହେଵତ ଲବ ଭାଇ ଭଳିଆ ନୂଆନୂଆ ଜିନିଷ ଦେଖିବାକୁ ମିଳେ ଲବ ଭାଇଙ୍କଠାରୁ
Khajuripada
କନ୍ଧମାଳ କଉ ଗାଁର ଭାଇ
ବାଲିଗୁଡା ଭିତରେ ଭାଇ
Bina driver re gadi chaliba aji farst time dekhuchi laba bhai ❤
Tarzan the wonder car film dekhi6 ki vai 😅
ଲବ ଭାଇ ତମ ଭିଡିଓ ଗଲା କଲି ବହୁତ୍ ଅପେକ୍ଷା କଲି ହେଲେ ତମ ଭିଡିଓ ପଡ଼ିଲା ନି ଲବ ଭାଇ ମୁଁ ତମର ବହୁତ ବଡ଼ fan
ତମ ଭିଡିଓ ଦେଖିକି ବହୁତ୍ କିଛି ଜାଣିବାକୁ ପାଉ ବହୁତ୍ କିଛି ଶିଖିବା କୁ ପାଉ
Love you labo bhai❤
❤❤
ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି କିନ୍ତୁ ମୁଁ ଏମିତି ଗାଡ଼ିରେ ଜମା ବସି ନ ଥାନ୍ତି କାରଣ ମୋର ଭୁତ କୁ ବହୁତ ଡର 😂
ଭୂତ ଗାଡି, ହା ହା..., enjoy, love u bro
ବହୁତ୍ ଭଲ ଭିଡ଼ିଓ ଭାଈ Tarzan movie ରେ ଯେମିତି ଦେଖିଥିଲି, ସେଇଟା ଆଜି ଆପଣ ଆପଣଙ୍କ ଭିଡ଼ିଓ ରେ ଦେଖିଲି 😂😊😊😂
ବହୁତ ସୁନ୍ଦର ହେଇଛି ଏହି ଗଡି🎉🎉🎉🎉
ଭାଇ ସବୁ video ଠାରୁ ଏହି video ଟି ବହୁତ khatarnak video । Congratulations ଭାଇ 🎉🎉
Right
ବାଃ......... ତୁମ unique ଭିଡ଼ିଓ ଭିତରୁ ଏଇଟା ଗୋଟେ 👌👌👌👌
Bag ରେ ସବୁବେଳେ କିଛି energy drinks ଆଉ dry food ରଖ. Emergency ପାଇଁ
Bht badhiya lagila, unique experience the driverless robotics car
ଏ ଭିଡିଓକୁ ଆମ ଭାରତ ସରକାର ଦେଖିବା ଦରକାର। ଜୟ ଜଗନ୍ନାଥ 🙏
Bhai apananka video dekhiki India loka nka mind tk devlope heba sure, sayad agaku ama India chaina tharu adhika devlope hau mu asa karuchi, bahut sundar video banauchanti Bhai , khas Kari ama odia Bhai India bahare bulibara sujog paicha , mara bi bahut icha emti bulibaku ❤️❤️❤️ thanks Bhai
First time dekhuchi bhai less drive 😮
Wow❤
ସତରେ ଲବ ବାବୁ
ମୋତେ ଲାଗିଲା ମୁଁ ଚାଇନା ରେ ଅଛି
🎉🎉very nice
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ଲବ ଭାଇ ମୋ ହୃଦୟ ରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
Bahut badhiya laba bhai bahuta vhala lagila video ti❤❤❤❤❤
ଏହି ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା ଭାଇ ❤❤❤❤
Mu 1st time dekhili.. Amitia car..😮
ଲବ ଭାଇ ଯୁହାର 🎉🎉🎉 very excited good experiment very nice video ବହୁତ ଖୁସି ଲାଗଲା
First like comments from Dhenkanal, odisha, India ❤❤❤💐💐👌👌
First. Like comments from choudar.orisha Cuttack ❤😊
Mayurbhanj ru kie kie dekhucho like koro..
Laba babu adi adi sarhaw
7:00 "L" FOR ROBOTIC CAR ( ❎ ). "L" FOR LEXUS CAR ( ☑️ ). 18:38 THAT IS "TIME LAPSE" NOT TIME LESS...
IT WAS MOST ATTRACTIVE AND FABULOUS VIDEO.👍🏻
Very nice video Laba Bhai ♥️❤
ବହୁତ ବଡ଼ିଆ ଲବ ଭାଇ ନୂଆ ନୂଆ ବିଡ଼ିଓ କରୁଛ ବିନା ଡ୍ରାଇବର ମନୁଷ୍ଯ ପକ୍ଷ ରେ ଅସମ୍ଭବ ଅଟେ ଧନ୍ୟବାଦ ଆଜ୍ଞା
ଭାଈ Bina ଡ୍ରାଇଭର gadi dekhiki acharjya ଲାଗିଲା time leps ଭିଡ଼ିଓ super jay ଜଗନ୍ନାଥ
Bahut sundar video whithout driver car chaliche wow great 👍👍
ଆମ ନେତା ମନ୍ତ୍ରୀ ଭାରତୀୟ ମାନଙ୍କୁ ଭକୁଆ ବନେଇକି ରଖିଛନ୍ତି ଓ ତା ସାଙ୍ଗରେ ଏଯେଉଁପଣ୍ଡିତ ମାନେ ଆମକୁ ଭୂଆଁ ବୁଲାଉଛନ୍ତି ଜୟ ଶ୍ରୀରାମ୍ କୁହ, ଜୟ ଜଗନ୍ନାଥ କୁହ ଓ ଆଲ୍ଲାହୁ ଆକବର କୁହ, ଏହିକଥା କହିବା ପାଇଁ ଆମେ ମାନେ ବ୍ୟସ୍ତ ଆଉ ଟେକ୍ନୋଲୋଜି କଥା ଭାବିବାକୁ ବା ଚିନ୍ତା କରିବାକୁ ସମୟ କାହିଁଯେ ଆମେ ଆଗକୁ ବଢିବା ।
❤❤❤❤
ସତରେ କି ଭାଇ ତାହେଲେ ଲୋକ ମାନଙ୍କୁ ଟେକ୍ନୋଲୋଜି ବିଷୟ ରେ ଜଣାଅ
Tora chuli pua aukat kan tu kahibu Banda ta
ନହେଲେ ଆପଣ ତ ଭାରତ କୁ ସ୍ବର୍ଗ କୁ ନେଇଯାଇ ଥାନ୍ତ ଜୟ ଜଗନ୍ନାଥ କହିବନି ଆଉ ଖାଲି ଜୟ ଟେକ୍ନୋଲୋଜି କୁହା ଯେତେ ଚାଲାକି ହୋଉଛ ସେତେ ଗୁହ ଖାଉଛ
କି ହସ ଲବ ଭାଇ ର ସୋ cute 🥰🥰🥰
ସତରେ ଭାଇ ଆଜି ଆପଣଙ୍କ ଭିଡ଼ିଓ ମାଧ୍ୟ୍ୟମରେ ବିନା ଡ୍ରାଇଭର ଗାଡି ଦେଖି ପାରୁଛି 😧😧😧ବହୁତ ଆଡ଼ଭାନ୍ସ ଚାଇନା
ଏକା ତୁମ ପାଇଁ ହିଁ ମୁଁ ଏଭଳି ଗାଡି ଦେଖିଲି ଭାଇ realy very nice
Laba bhai mu jani6i driverless car re basiki bahut khusi a6a.........jay jagannath 🚩
ଧନ୍ୟ ଧନ୍ୟ ମଣିଷର ମୁଣ୍ଡ ବା ଆତ୍ମ ଶକ୍ତି ଏବଂ ଆମର ଲବ ପୁଅ ❤❤❤❤
Bahut bhala gadi
God Bless You Laba tuma pain ame sabu desh bidesha dekhi paruchhu..🎉🎉🎉🎉🎉🎉🎉🎉🎉
ଲବ ଭାଇ ଆପଣଙ୍କୁ request 🙏 Video ra End room re କରୁନ୍ଥୁ 😊 ଆପଣ ଭିଡିଓ ବହୁତ୍ ଭଲ ଲାଗେ ଆମେ ଅପଙ୍କ ଭିଡିଓ ଘରେ ସବୁ ମିଶିକି ଦେଖୁ ❤ ବହୁତ୍ ଭଲ ଲାଗେ love you laba bhai❤
ଭାଇ ଆପଣ ଙ୍କ ଭିଡିଓ ବହୁତ୍ ସୁନ୍ଦର ❤
ଚାଇନା ରେ ସାପ ଏବଂ ଅକ୍ଟୋପସ ଖାଉଥିବା ଯାଗାକୁ ଯାଅ ଟିକେ
କି ଗାଡି ଦେଖେଇ ଲ ଲବ ଭାଇ ଓଡିଶା ବାସୀଙ୍କୁ ଧନ୍ଯବାଦ ❤🎉🎉🎉
ଓଡ଼ିଶା Boudh dist ରୁ କିଏ କିଏ ଦେଖୁଛ 👍 କର
Bhai Ken gan
@@SurajMajhi-j3w manamunda ho tume
Kantamal
Boudh
@@odishatoka80hn
Odisha great man love hansada blogger I love you brother ❤❤❤❤❤❤
ଲଭ ଭାଇ ଓଠମେଠିଖି ଦେଖୀଭଲଳାଗିଲା ଭାଇ ହେମିତି video 👍🙏👌
Nice
So nice
ଆପଣ ଙ୍କ ଜୀବନ ଧନ୍ୟ ଭାଇ❤❤🎉🎉🎉
ଶୁଭ ସକାଳ ଲୋବ ଭାଇ ❤❤❤❤
ଲୋବ କିଏ ଲବ ନା ଲୋବ😅😅😅😅
Superb😮 Bhai ❤
Tarzan the wonder car 🚗🚨
Good babu bohut sundor👌
ଚାଇନା ଟେକ୍ନୋଲୋଜି ନମ୍ବର 1
Laba babu really tume bhagaban jaha janapaduchi china Amerika tharu development of world
Tarzan movie ୨୦୨୪ କିଏ କିଏ ଦେଖିଛ 😂
bina draibha gadi dekhi mu bahut khushi bhai ❤❤
ମୟୂରଭଞ୍ଜ ରୁ କିଏ କିଏ ଦେଖୁଚ ଲାଇକ କର
AAU sabu on falwo Kari dia
ସତରେ ଭାଇ ବିନା ଡ୍ରାଇଭର ରେ ଗାଡ଼ି ଚଳୁଛି ❤❤❤❤❤❤❤
Very nice God bless you all the best
ମୁଁ କେବେ ଜାଣି ନଥିଲି । ଏମିତି ବି driver less car ଅଛି । ଲବ ଭାଇ ତମ through ରୁ ଦେଖିଲି। ବହୁତ ଖୁସି ଲାଗିଲା।😁🤩
ଲବ ଭାଇ explore the great Wall of China
First time ଦେଖିଲି ଭାଇ ବିନା dravar ଗାଡ଼ି ବହୁତ୍ ବହୁତ୍ ଧନ୍ୟବଦ୍ ନବରଙ୍ଗପୁର ଚନ୍ଦାହାଣ୍ଡି ରୁ
ବହୁତ interesting ଦାଦା
ଏମିତି ଗୋଟେ ଭିଡିଓ ଦେଖିବି ବୋଲି ମୁଁ ଆଶା କରି ନ ଥିଲି Wow yarr"GaJab 😮😮😮😮😮😮😮😮😮😮
ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
❤❤❤
Bina driver re gadi chalila bahut khusi au maja lagila satare laba bhai❤❤❤
Wow it's so wonderfull technology brother!!
ଇ ଭିଡିଓ ବହୁତ ସୁନ୍ଦର ବିନଡ୍ରାଇଭର ଗାଡି ବସିକି ଭୁଡିଓ କରିଛ
ଲବ ଭାଇଙ୍କୁ ଭୁତ ନେଇଯାଉଛି 🤣 ✌😝✌
Love you bhai ❤❤❤❤❤uttkala gouraba labha hansdah bhai
Bhai first comment moro like Koro ❤❤❤
Bahut sundar video dekhiki bhollo laguchhi
Thank you🙏🙏🙏😮 ଏ ଆଖି କଣ ନ ଦେଖିଲା 🚗🚗🚗🚗🚗🛵🛴🚦🚦🚦🌉
ଲବ ଭାଇ ଚୀନ୍ ଦେଶରେ ବିନା ଡ୍ରାଇଭରରେ ଯେଉଁ ରେ ରୋବର୍ଟ କାର୍ ଦେଖାଇଲ ଦେଖିବାକୁ ଭାରି କୌତୁହଳିଆ ଲାଗୁଛି | ଭାରତରେ ଯଦି ପ୍ରଧାନମନ୍ତ୍ରୀଙ୍କୁ ସମଗ୍ର ଦେଶ ଭୋଟ୍ ଦେଇ ନିଜ ନିଜ ପ୍ରକୃତ ପରିଚୟ ରଖିଥାନ୍ତେ, ତାହେଲେ ନିଶ୍ଚିତ ଭାବରେ ଆଜି ବିଗତ ଦଶ ବର୍ଷ ଭିତରେ ଚୀନଠାରୁ ଆଗରେ ଦେଖିଥାନ୍ତ | ଏହା ନିର୍ଭୁଲ ଓ ସତ୍ୟ ଅଟେ । କିନ୍ତୁ ଏହା କେବେ ସମ୍ଭବ ହେବ ତାହା ଆଗାମୀ ସମୟ କହିବ । ହଁ ବିଦେଶ ଗସ୍ତରେ ଯାଇଛ ତେଣୁ ପ୍ରଥମେ ନିଜ ସ୍ୱାସ୍ଥ୍ୟ ଓ ନିଜକୁ ସବୁବେଳେ ଅକ୍ତିଆର୍ ରଖିବ, ଏହା ତୁମ ପ୍ରତି ମୋର ନିବେଦନ |ଆଶାକରେ କମେଣ୍ଟଟି ନିଶ୍ଚେ ପଢିବ । ବହୁତ ବହୁତ ଧନ୍ୟବାଦ ।ସ୍ଵଚ୍ଛ ଭାରତ ।
Very interesting🤔🤔🤔
ବହୁତ୍ ସୁନ୍ଦର୍ l ଆପଣ ସବୁବେଳେ ଭଲରେ ରୁହନ୍ତୁ l ଜୟ ଜଗନ୍ନାଥ 🙏🙏🙏🙏
ଭାଇ ତମେ time traveling କଲଣି ଅତୀତ ମାନେ ଆଫ୍ରିକା ଆଦିବାସୀ ଏରିଆ
ଭବିଷ୍ୟତ ମାନେ ଚୀନ technology ଏରିଆ ଗଲ ଗ୍ରେଟ୍❤❤❤❤❤❤❤❤❤
ଲବ ଭାଇଙ୍କୁ ଦିଲ ସେ Salute 🙏🙏🙏
Laba bahi nku kia kia bhala bhabucha like kara
Khushi lagila bhai bina driver car dekhiki
God bless you brother 🎉🎉🎉🎉🎉❤❤ love you
Supar video Bhai video ❤️
ଭାଇ 1 milion ନିଶ୍ଚୟ ହେବ ସବୁଦିନ ଏହିପରି ଭଲ ଭଲ Intresting video ପକେଇଲେ।❤❤❤