Laba bhai as a medical staff aame both husband wife corona mahamari ku face karichhu ,ankhi samna re 1000/1000 loka nija paribar too dureiba ta dekhilu,ward re ete died body dekhi dekhi ete kharap laguthila aau kuhani,ete sabu pare b aame duijana kebe b positive heinu ,thakur nku bohut dhanyabad,but bohut kasta lagila setebele jebe mo bapa covid re chaligale😭😭😭😭 Tame bohut sahasi , dirghajeebi hua , desa ,maatira su putra tame ,samastanka vali mu b tamaku bhala paye , Jagannath tamaku bhalare rakhantu❤ Sabitacreations Rourkela ❤❤❤
लोगों को सचाई से अवगत कराने में आपने कोई कसर नहीं छोड़ी आज आपने क्रोना वायरस जहां से आरंभ हुआ था उस जगह को दिखाकर लोगों के मन के संकोच को सैयद आपने लगभग दूर कर दिया है बहुत बहुत शुक्रिया | जय झारखण्ड दिल से ❤
ଧନ୍ୟବାଦ୍ ଲବ ହାଁସଦା, ଏମିତି ଆଗକୁ ପ୍ରୟାସ ଜାରି ରହିବ ବୋଲି ଆଶା ମୁଁ କରୁଛି, ଓଡ଼ିଶା ର ସେବକ ଧାମନଗର ର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ 👍 ଜୟ ଜଗନ୍ନାଥ ଭରସା ସବୁବେଳେ ଭଲରେ ରଖନ୍ତୁ ଏହାହିଁ ମୋର ଏକାନ୍ତ କାମ୍ୟ ❤
❤❤
🙏🥲
ଲୋକ ମାନଙ୍କୁ ସେବା କର ଭାଇ ଭଗବାନ୍ ଆପଣ ଙ୍କୁ ଭଲରେ ରଖନ୍ତୁ
ସର୍ ଆପଣ ବି RUclips ଭିଡିଓ ଦେଖନ୍ତି,?
ସୂର୍ଯ୍ୟ ଭାଇ ଆପଣଂକୁ ମୋର 🙏ଆପଣଂକୁ ମୋର ଅନୁରୋଧ ଆପଣ ଯେଉଁ ପଦରେ ବସିଛନ୍ତି ତାହାର ମର୍ଯ୍ୟାଦା ରଖନ୍ତୁ ସୁନ୍ଦର ଏବଂ ଉର୍ନ୍ନତି ମୂଳକ କାମ କରି ବିରୋଧୀ ଙ୍କୁ ମୁହଁତୋଡ ଜବାବ ଦିଅନ୍ତୁ 🙏
ପୃଥିବୀ କୁ ନିକଟରୁ ଦେଖିଲୁ, ବହୁତ ବହୁତ ଧନ୍ୟବାଦ।
ଆଜି ଆପଣ ସତରେ ଗୋଟେ ଭାଇ ର କାମ କରିଛନ୍ତି । ସେଇ ମରଣ ଜନ୍ତା ର ଗନ୍ତା ଘର ଦେଖେଇ 😢🎉 ଧନ୍ୟବାଦ୍
Sunder montyabo deithibaru tq
China ସହର ବହୁତ ସୁନ୍ଦର କିନ୍ତୁ ତାଙ୍କ ଖାଇବା ମୋତେ ବହୁତ ଘୃଣା ଲାଗେ
କେନ୍ଦୁଝର ଜିଲ୍ଲାରୁ କେତେ ଲୋକ ଦେଖୁଛନ୍ତି ଦେଖିବା ❤
Ukhunda tukudiha
ମୁଁ ବଉଳା ହଦଗଡ଼ dam ରୁ
@@tanmayvlog5369 thank you 😊
@@ajitgagarai1598 thank you 😊
Mu Pandado, Hatadihi ru
ଜୟ ଆଦିବାସୀ ❤
ଜୟ ଭୀମ 💪
ଜୟ ସଂବିଧାନ 🔥
Johar Jay Bhim Jay Samvidhan
ଜୟ ଓଡ଼ିଆ ବୋଲି କି ବି କହ..
ସବୁ କମେଣ୍ଟରେ ଖାଲି ତୁ ଉଦ୍ଧତ ହେଉଛୁ।
ଧନ୍ୟବାଦ ଭାଇ video ରେ ଭଲ doubt clear କରୁଛ.. ଅନୁଗୁଳ ଜିଲ୍ଲା ତରଫରୁ ଅନେକ ଅନେକ ଭଲପାଇବା 🙏
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଚାଇନାର ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖାଇ ଆମ୍ଭ ମାନଙ୍କ ମୋନରଞ୍ଜନ କଲେ ଏଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l 🙏ଜୟ ଜଗନ୍ନାଥ 🙏
ଧନ୍ଯବାଦ ପୁଅ ତୁମର ଏତେ ସୁନ୍ଦ ପ୍ରୟାସ ପାଇଁ🌷🌷🌷🌷
ବହୁତ ବହୁତ ଧନ୍ୟବାଦ ଭାଇ। ଆପଣ ଏକୁଟିଆ ଦେଶ ବାହାରେ ବୁଲି ଆମମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ବୁଲେଇଲକି ଦେଖାଉଛନ୍ତି ଆଉ ମଧ୍ୟ ନିଜ ଜୀବନକୁ ବାଜି ଲଗେଇ ବହୁତ ବିପଦ ପୂର୍ଣ୍ଣ ସ୍ଥାନ ମାନଙ୍କରେ Video shoot କରୁଛନ୍ତି, ସେଥିପାଇଁ ଆମମାନଙ୍କ ଭିତରେ ଟିକେ ଭୟ ସୃଷ୍ଟି ହେଉଛି। ମହାପ୍ରଭୁଙ୍କ ଆଶିର୍ବାଦରୁ ଆପଣଙ୍କ ଯାତ୍ରା ଜୟ ହେଉ।
❤❤❤😂😂
ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤❤ ଗୋଟେ like କର ❤❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ first comment❤❤❤
ଭଲରେ ରୁହ ମୁଁ ଠାକୁର ଙ୍କୁ ପ୍ରାର୍ଥନା କରୁଛି
ଜୀବନରେ ଗୋଟିଏ କଥା ସବୁବେଳେ ମନେରଖୁଥିବ ଯେ କାର୍ଯ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ ରୋମାଞ୍ଚକର ହେବ।❤
Nice 👍
Suupper thinking yar.
Allahabad
❤
ଲବ ବାବୁ ଗୁଡ଼ ମର୍ଣ୍ଣିଂ
ଆପଣଙ୍କ ଭିଡିଓ ବହୁତ ବହୁତ ବହୁତ ସୁନ୍ଦର୍
Maheswar Sandha Sambalpur, Odisha
❤️🌹କେମିତି ଭାଇ ତମେ ଏକୁଟିଆ ସୁନ୍ଦର ସୁନ୍ଦର ଜାଗା କୁ ଯାଇ ପାରୁ ଛ, ତମ ଦୁଆରୁ ଆମେ ସେ ଜାଗା ଗୁଡାକ ଦେଖି ପାରୁଚୁ ଧନ୍ୟବାଦ 🌹
ଭାଇ ତ ସାହସ ବହୁତ ❤❤❤❤❤
Odisha bhasa samajh mai nahi aati hai lekin bhai ke vlog regular dekhti hu✌️watching from nepal🇳🇵
Thank you🌹
Me samjhaungi number do
Thanks Sister
😅oh my god
Thanks maam ❤❤
ଭାଇ ଆପଣଙ୍କ ପାଇଁ ଆଜି ଆମେ ଘରେ ରହି ସବୁ ଜାଗା ଦେଖିପାରୁଚୁ ଧନ୍ୟବାଦ୍ ଜୟ ମା ସମଲେଶ୍ଵରୀ
Jay maa samlaei 🙏
Mu corona bele nabin pattnaik knu bahut bahut dhanyabad debi karan se bahut state ku oxygen supply kari bahut jiban banchai thile❤
ଲବ ବାବୁ ସେ ସ୍ଥାନର ବୃକ୍ଷ ଲତା ସମ୍ପର୍କରେ ଜଣାଇଲେ ଭଲ ଲାଗନ୍ତି।u r great Jay Jagannath.
ବହୁତ ଭଲ ଲାଗିଲା ଭିଡ଼ିଓ, କିନ୍ତୁ ଟିକେ ଦେଖିକି ଭାଇ, ଜୟ ଜଗନ୍ନାଥ ❤️❤️❤️❤️
କିଏ କିଏ ମୟୁରଭଞ୍ଜ ଜିଲ୍ଲାରରୁ ଦେଖୁଛ❤❤❤
Bhai mu dekhuni😂😂
Hn
Mu
Mu bi
ତୁ ଆଉ ମୁଁ ଆମେ ଦୁଇ ଭାଇ ଦେଖୁଛେ
Bhai ଆପଣଙ୍କ ପାଇଁ ଆଜି ଆମେ ଘରେ ଥାଇକି ସବୁ ଜାଗା ଦେଖିପରୁଚୁ ଧନ୍ୟବାଦ୍ ଭାଇ 🙏ଜୟ ଜଗନ୍ନାଥ 🙏
Love you bro 👏👏👏👏👏
ବାଲେଶ୍ଵର ଜିଲ୍ଲାରୁ କିଏ କିଏ ଦେଖୁଛ ଲାଇକ୍ କର ❤
ମୁଁ ବି ବାଲେଶ୍ଵର ରୁ❤❤
Ama balasore ❤
ଭାଇ ଆପଣ great ଭାଇ ମାନେ ଆପଣ ଆମକୁ ବହୁତ କିଛି ଭିଡିଓ ମାଧ୍ୟମରେ ଆପଣ ଆମକୁ ଜଣାଇ ପାରୁଛନ୍ତି ଭାଇ ବହୁତ ବହୁତ ଧନ୍ୟବାଦ ❤🎉❤🎉🎉❤
ଲବ ଭାଈ ଆପଣଙ୍କ ଧନ୍ୟବାଦ୍ ଆମକୁ ଏତେ ସୁନ୍ଦର ସୁନ୍ଦର ଦେଶ ଓ ସେମାନଙ୍କ cultural ବିଷୟରେ ଆମକୁ ଦେଖାଉଥିବାରୁ ❤God bless you 🙏.... LOVE FROM JAGATSINGHPUR ❤❤❤❤❤❤..............................................
ଭୟ ତ ନିଶ୍ଚୟ ଲାଗୁଥିବ, ଆପଣ ସାହସ କରି ସେଠିକି ଯାଇଛନ୍ତି ❤️ ଆପଣଙ୍କୁ ଧନ୍ୟବାଦ 🙏🙏🙏🙏🙏🙏🙏❤️
ଭିଡିଓ ଟି ବହୁତ ବହୁତ ସୁନ୍ଦର ଲାଗିଲା, ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ଆଉକେବେ ଏ ଦେଶକୁ କୋରନା ଭଳି ମହାମାରୀ ରୋଗ ଆଉ କେବେ ଦେଖାନଯାଉ,ଜୟ ଜଗନ୍ନାଥ
ବହୁତ ବହୁତ ଧନ୍ୟବାଦ ଲବ ଭାଇ l......
ମୁଁ ଝାରସୁଗୁଡା ରୁ ଦେଖୁଛି ଲବ ଭାଇ,ଜୟ ମାଁ ସମଲେଇ,ବହୁତ ବଢିଆ ଲାଗିଲା, ସବୁବେଳେ ଭଲରେ ଥାଅ,ଆଗକୁ ସବୁ ବଢ଼ିଆ ବଢ଼ିଆ Vlog ବନେଇ କି ଦେଖାଅ,
Sm2u 😊
ଏ ଓଡିଶା ମାଟିର ପୁଅ ଆମ ଲବ୍ ଭାଇ, ତୁମେ ସବୁବେଳେ ଏମିତି ଏମିତି ଆଗକୁ ଆଗକୁ ଚାଲ । ପ୍ରଭୁ ଜଗନ୍ନାଥ ତୁମକୁ ଆର୍ଶୀବାଦ କରନ୍ତୁ।।
ମୟୂରଭଞ୍ଜ ରୁ ଲବ ଭାଇ ର ଭିଡ଼ିଓ କିଏ କିଏ ଦେଖୁଛ like କର ଜୟ ଜଗନ୍ନାଥ ଲବ ଭାଇ ତୁମ ପାକରେ ସବୁବେଳେ ଜଗନ୍ନାଥଙ୍କ ଆଶିର୍ବାଦ ରହୁ ❤❤❤❤
❤️❤️❤️
🤪🤪🤪❤❤❤
Laba bhai as a medical staff aame both husband wife corona mahamari ku face karichhu ,ankhi samna re 1000/1000 loka nija paribar too dureiba ta dekhilu,ward re ete died body dekhi dekhi ete kharap laguthila aau kuhani,ete sabu pare b aame duijana kebe b positive heinu ,thakur nku bohut dhanyabad,but bohut kasta lagila setebele jebe mo bapa covid re chaligale😭😭😭😭
Tame bohut sahasi , dirghajeebi hua , desa ,maatira su putra tame ,samastanka vali mu b tamaku bhala paye ,
Jagannath tamaku bhalare rakhantu❤
Sabitacreations
Rourkela ❤❤❤
ଭାଇ ସାଲୁଟ ତୁମକୁ ଆମର ଗର୍ବ ଜଣେ ୟୁଟ୍ୟୁବରେ ଆମ ଓଡ଼ିଶାର ଯାହାକି ସାରା ୱାର୍ଲ୍ଡ ବୁଲିକି ଆମକୁ ଦେଖାଉଛ। ଭଗବାନ ଶ୍ରୀକୃଷ୍ଣ ତୁମକୁ ଭଲରେ ରଖନ୍ତୁ
କଳାହାଣ୍ଡି ଜିଲ୍ଲା ରୁ ଦେଖୁଅଛି ବହୁତ ସୁନ୍ଦର ଳବୁ ଭାଇ❤❤❤
ଶୁଭ ସକାଳ,,କୋରୋନା ର ଜନ୍ମ ସ୍ଥାନ, ଭାଇ ମାନିବାକୁ ପଡିବ, ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤❤
ଆଜି ମୋର Birthday 🎉 ମାତ୍ର 0 Likes 😢
Happy birthday 🎉🎉
Happy Birthday to you 🎈🎈🎉🎉
Happy Birthday 🎂
Wish you happy birthday dear God bless you 🎉🎉🥳
Happy Birthday ❤❤❤🎉🎉🎉🎂🥰
ଏବେ ବି କରୋନା କହିଲେ ବହୁତ ଡର ଲାଗୁଚି
ଧନ୍ୟବାଦ ତମକୁ ମହାନ ଯାଇ ଆମକୁ ଭିଡିଓ ଦେଖଉଛ
ଜୟ ଜଗନ୍ନାଥ ଭଲ ରେ ଭଲ ରେ ଓଡିଶା କୁ ଫେରିଆସ
ଧନ୍ୟ ବାଦ ଲବ ,ମୁଁ ଆଶା କରୁଛି ମହାପ୍ରଭୁ ଙ୍କ ଅ
ଆଶୀର୍ବାଦ ଆପଣଙ୍କ ପାଖରେ ସବୁବେଳେ ଥାଉ
ଆଉ ନୂଆ ନୂଆ country ଯାଅ
ଆମେ ତ ଯାଇ ପାରୁନୁ but ଆପଣଙ୍କ ମାଧ୍ୟମରେ କିଛି ଦେଖି ପାରିବୁ,
ମୁଁ ଓଡ଼ିଶା Cuttack ରୁ ପ୍ରକାଶ ...❤🎉
ଏହି ଭିଡିଓ ଦେଖି ଭାରି ଖୁସି ଲାଗୁଚି ଏମିତି ଆଗକୁ ବି ଜାରିରହୁ❤❤❤ ଧନ୍ୟବାଦ୍ ଭାଇ ❤❤❤❤❤
Corona ସମୟରେ ମୁ ଭୁବନେଶ୍ୱର ରୁ ସାଇକଲ ରେ ଆମ ଘର keonjhar ghasipura block ଭଣ୍ଡାରିଡ଼ିହା ଗ୍ରାମ ପଞ୍ଚାୟତ ର ବସନ୍ତପୁରା ଗ୍ରାମ କୁ ଯାଇଥିଲି ବହୁତ ହଇରାଣ ହେଇ ଥିଲି ସେତେବେଳେ ସାଇକଲ ଚଲେଇ ଚଲେଇ ଆସି 10 ଘଣ୍ଟା ଭିତରେ 140 km ଅତିକ୍ରମ କରି ଥିଲି
Prize 🏆 milba kotha😂
Prize ta dele nahi bahuta dukha lagila😀😀😀
God Ku thanks kuho bhai
Hn satare so sad 😢
Chuchhata
ମୋର ସବୁଠାରୁ ଦୁଃଖ ର ଦିନ lukdown ରେ ଥିଲା ମୋ husband ଯେତେବେଳ posetive ଆସିଲେ। ଆଉ ସବୁଠାରୁ ଦୁଃଖ ଲାଗିଥିଲା ଗାଁ ଆଉ ଆଖପାଖ ସାଇ ପଡୋଶୀ ଙ୍କ ବ୍ୟବହାର ସେପଟେ posetive ର ଦୁଃଖ କୁ ଏପଟେ ଲୋକ ମାନଙ୍କ ବ୍ୟବହାର ସତରେ ସେଇ ମଣିଷ ମାନେ ,,, ସେଦିନ' ଆଉ ,ଆଜି... 😭😭 ଯାହା ହଉ ସାଇ ରାମ୍ ଙ୍କ ଦୟାରୁ ସେ ଭଲ ହେଇଗଲେ 🙏 ଜୟ ସାଇ ରାମ🚩 lukdown ର ଶିକ୍ଷା ମୋ ପାଇଁ ଏଇୟା ଥିଲା je ----- ଯେତେ ନାଟକ,ଯେତେ ସୁନ୍ଦର, ଯେତେ ପଇସl ଆଉ ଯେତେ ଗର୍ବ ଥାଉ ରେ ମଣିଷ ଦିନେ ନା ଦିନେ ତତେ ସବୁ ଛାଡି ସେଇଠିକି ଫେରିବା କୁ ହବ ଯୋଉ ଠୁ ତୁ ଆସିଥିଲୁ ତୋ ସହ କେହି ନଥିବେ ଆଉ କିଛି ନଥିବ ଖାଲି ତୋ ପୂଣ୍ୟ କର୍ମ ଛଡ଼ା 😊🚩
👌👌❤️❤️👍
Right
Sata katha mo bapa nku bi positive asithila..but mu kahari katha ku care karu nathili mu gharh baharile mate dekhile loko muho re kapada dei dionti...
@@DusmantakumarMohakud ଆଜି ସେଇ ଲୋକ କାମ ପଡ଼ିଲେ ପୁଣି ପାଖକୁ ଆସୁଥିବେ ନିଶ୍ଚୟ ।
@@smitamohanty1725🙏
1st view from Ganjam
Laba vaiku dil se thnxx biswa ra kona anukona ru amaku live dekhauchhanti
ଧନ୍ୟବାଦ ଲବ ଭାଇ ୱହାନ ସିଟି ଦେଖାଇଥିବା ଯୋଗୁଁ
Super hero 👏👏💪💪❤❤❤❤❤❤
କିଏ କିଏ କେନ୍ଦୁଝର ଜିଲ୍ଲା ରୁ ଦେଖୁଛ |
ମୁଁ from harichandanpur block
Mu
Mu
Mu from patana block
Joda
କିଏ Keonjhar dist ru video ଦେଖୁଚ like kara
Love from Koraput Labo Bhai❤❤❤
Bhai kehibi ganjam dist ru laba Bhai nka video dekhuna ki Kiya bi like karina like te hau
ଲବ ଭାଇଙ୍କୁ ଭଲ ପାଉଥିବା ଭାଇ ଓ ଭଉଣୀ ମାନେ Like କରିବେ. 👍🏻🌿🤗❤️
ଜୟ ଶ୍ରୀ ଜଗନ୍ନାଥ ଲବବେଟା କରନାଜନ୍ମ ସ୍ଥାନ ଦେଖେଇ ଥିବାକ୍ଷରୁ ଧନ୍ଯବାଦ କନ୍ଧମାଳ ରୁ
Super lobo da Koda ge talang nice video for showing real buhan town ❤
ଭିଡିଓ ବହୁତ ଭଲ ଲାଗିଲା ଭାଈ ବହୁତ ବହୁତ ଧନ୍ୟବାଦ ତୁମେ ସବୁ ବେଳେ ଖୁସିରେ ରୁହନ୍ତୁ ଭଗବାନ ଏମିତି ଆଗକୁ ନିଅନ୍ତୁ ଜୟ ଶ୍ରୀରାମ ❤❤
Video ଭଲ ଲାଗିଲା
Angul distic ru jau mane sabu dekhuchha gate like heijau❤
ତମର କିଛି ଆସୁବିଦା ନ ହେଉ ଲବ ଭାଈ ❤
ଜୟ ଜଗନ୍ନାଥ 🙏🙏🙏 ଲବ ଭାଇ
Thank You ❤️❤️❤️❤️
लोगों को सचाई से अवगत कराने में आपने कोई कसर नहीं छोड़ी आज आपने क्रोना वायरस जहां से आरंभ हुआ था उस जगह को दिखाकर लोगों के मन के संकोच को सैयद आपने लगभग दूर कर दिया है बहुत बहुत शुक्रिया | जय झारखण्ड दिल से ❤
ପିରୀ ଜିଲ୍ଲା ର କେତେ ଟୋକା ❤
ଓଡିଶା ରୁ ଜାଇ ଏତେ ଦୁର ରୁ ସବୁ ଦେଖେଇବା ବଡ଼ କାମ ।
ରାୟଗଡ଼ା.....
ଭାଇ ତମକୁ ଭଉତ ଭଉତ ଧନ୍ୟ ବାଦ 🙏 ଜୟ ଜଗନ୍ନାଥ 😘🥰💫
ଧନ୍ୟବାଦ ଲବ ହାଁସଦା ଆପଣ ସୁଖୀ ରୁହନ୍ତୁ।। from ଶରତ
ଭାଇ ଉହାନ ରେ କୋରାନ ସରିଲାନା ନାହିଁ carefully Bhai..LV U ଲବ ଭାଇ enjoy U re life
ହାଏ ଲବ ଭାଇ ❤❤
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
Mu
Mu
Paban delare gharaku chala 😅😅😅😊😊
ମୁ ଡ଼ୁବୁରୀରୁ ଦେକୁଛି
Mu
Thik katha bhai
କେଉଁମାନେ ଚାହାନ୍ତି ଆଜି India ଜିତୁ ବୋଲି T20 World Cup 2024
Mu chahuchi india jitu boli
@@mahadevsingh-ou8ei ok Bhai
Pura 100% India ❤🇮🇳🇮🇳🇮🇳
Jiti jaichi bhaii ❤️😎💐✨
ଲବ ବାବୁ କେବେ ଚୀନ ରୁ ଫେରିବେ, ଆସିଲେ ଆଗ ସୂର୍ଯ୍ୟ ସୁରୀୟ ବଂଶୀ ଙ୍କ ର vlogs ଆମକୁ ଦେଖାଇବେ, ସେ ଭାଇ ଜଣକ ବହୁତ positive ଏବଂ ଆମ ଯୁବକ ମାନଙ୍କ ମନ୍ତ୍ରୀ ସେ ଆମ୍ଭ ମାନଙ୍କୁ ବହୁତ ଆଗକୁ ନେବେ, ରହିଲି ଟିକେ ଧ୍ୟାନ ଦେବେ, 🌹🌹🌹🌹🌹🌹🌹🌹🌹🌹
କିଏ କିଏ ଫୁଲବାଣୀ ରୁ ଦେଖୁଛ ହୃଦୟରୁ ଗୋଟେ 👍
Laba bhai respect button❤💐👍...!!!
Love from kendrapara ,ichhapur ,Sri baldevjiew , love from my family and keep growing ❤❤❤❤
Love from phulabani
Love u laba bhai❤❤
Great traveller
Covid city of china safe travels 🧳🧳 happy journey God bless you
ଜୟଜଗନାଥବାଇଆପଣଙ୍କ ବିଧାୟକ କମେଣ୍ଟ କରିତିବାରୁ ବଉତକୁସିମୁ କୋର।ପୁଟରୁ
Always best vlogger
ଆମେ ବାଲେଶ୍ଵରିଆ ❤❤
Bhala lagila
ଆପଣଙ୍କ ଚିନ୍ତାଧାରା ବହୁତ ସୁନ୍ଦର😊
ଲୋକ ଙ୍କ ଦୁର୍ବ୍ୟବହାର ବହୁତ୍ ଖରାପ୍ ଲାଗିଥିଲା 🥺 ଯାହାର positive ଆସିଥିଲା ତାକୁ ଗାଁ ଗହଳି ରେ କୂଅ ରୁ ପାଣି ଦେଉନଥିଲେ, ଲୋକ ଙ୍କୁ ଦୋକାନ ରୁ ଜିନିଷ ବି ନାହିଁ ଆଉ ଦେଖିଲେ ନାକ ଟେକୁଥିଲେ 😢, ଏତିକି ମନେ ରଖିବା କଥା ଯେ ସବୁ ସମୟ ରେ କେହି ତମ ସହ ଛିଡ଼ା ହେବେନି କେବଳ ନିଜ ବ୍ୟତୀତ 😢....
Mayurbhanj ❤️❤️
Fast like
ଲବ ଭାଇ ଯୁହାର 🎉❤❤🎉ଉହାନ ଯାଇ ଅନୁରୋଧ ରକ୍ଷାକରି ଲ ଭାଇ ବହୁତ ଖୁସି ଲାଗଲା ବହୁତ ସୁନ୍ଦର ଭିଡିଓ ଇନ୍ଟରଷ୍ଟିଙ୍ଗ ହେଇଛି ହେଲେ ଭାଇ ଟିକେ ଲୁଚି ଛୁପି ସମ୍ଭାଳି ଚାଲି ବ ଭାଇ
ମୟୂରଭଞ୍ଜ ରୁ ଜୟ ଜଗନ୍ନାଥ
love from balangir
ଜୟ ଜଗନ୍ନାଥ ❤...ଶେଷ କଥା ଟା ମନକୁ ପାଇଲା । ନିଜ ଦେଶ , ଖାଦ୍ୟ , ପାନୀୟ ନିଜ ପାଇଁ ମହାନ୍❤
Fast coment 100 lick
Congratulations 30 subscribe ❤
ମୁ ଚାଲି ଚାଲି ତାମିନାଡୁ ରୁ ଓଡ଼ିଶା କୁ ଯାଇଥିଲି କରୋନା ବେଳେ ବହୁତ୍ କଷ୍ଟ ରେ,😢😢😢
So sad😮😱
😢
He Vagban 😢😢
Kete Dino lagila
Katadina lagila
ଆମ ଓଡ଼ିଶା ରେ ଏକ ନମ୍ୱର୍ hello ଲବ ଭାଇ ଆମେ ଘରେ ଥାଇ କିଵି ଅତି ସୁନ୍ଦର୍ ଜାଗା ଦେଖି ପାରୁଛୁ ❤❤ଜୟ ଜଗନ୍ନାଥ
ବାଲେଶ୍ୱର ଚାନ୍ଦିପୁର like ❤️👍
Laba bhai first comment more❤
Bhai Mane laba bhai pain gote like hou❤❤❤❤
ମୁଁ ଗର୍ବିତ ଓଡ଼ିଆ taveller ଭାଇନା ପାଇଁ ଯିହେକି ଓଡିଆ ଲୋକ ଓଡ଼ିଶାର ଲୋକଙ୍କୁ, ବାହାର ଦେଶ ର ଭଲ ଭଲ ଭିଡିଓ ନେଇ କି ଆସେ
Your all video is very informative....
ତମ ବିଷୟର ଭାଷ୍କର ନିୟୁଜ ଖରାପ କହୁଛି।
ଚୀନ ଦେଶରେ ଥିବା ପାଇଁ ଭାସ୍କର ନିୟୁଜ ଖରାପ କହୁଛି
ଲବ ଭାଇ Lockdown ପାଇଁ ମୋର ଭବିଷ୍ଯତ ବହୁତ ପଛରେ ରହିଗଲି। 😢
କିଏ କିଏ କୋରାପୁଟ ଜିଲ୍ଲାରୁ ଦେଖୁଚ
Mu
Hii
Mu
Mu
@@Mr.Nareshxps30hii