ଆଫଗାନିସ୍ତାନ ବଜାରରେ ମିଳୁଛି ବନ୍ଧୁକ || outdoor gun market Afganistan

Поделиться
HTML-код
  • Опубликовано: 6 сен 2024
  • ଆଫଗାନିସ୍ତାନ ବଜାରରେ ମିଳୁଛି ବନ୍ଧୁକ || outdoor gun market Afganistan #mutraveller

Комментарии • 1,9 тыс.

  • @chinmaykumarbehera7431
    @chinmaykumarbehera7431 9 месяцев назад +164

    ଭାଇ ଆପଣଙ୍କ ମୋର ହୃଦୟରୁ ଜୁହାର କାହିଁକି ନା ଆପଣ ଆପଣଙ୍କର ଜୀବନକୁ ବାଜି ଲଗାଇ ଆମକୁ ଦେଶବିଦେଶର video ତିଆରି କରି ଆମକୁ ଦେଖାଉଛନ୍ତି..❤🙏🙏

    • @mohancharanmajhi-x4d
      @mohancharanmajhi-x4d 9 месяцев назад +2

      ❤❤❤❤❤❤

    • @PritamAcharya-h2j
      @PritamAcharya-h2j 14 дней назад

      Cm ra kama dhanda nahi ki comment re comment karuchi 😂😂​@@mohancharanmajhi-x4d

  • @laxmidharsahoo2431
    @laxmidharsahoo2431 8 месяцев назад +68

    ପ୍ରଥମେ ଦେଖିବାକୁ ମିଳିଲା ଭାରତର ଜଣେ ସାହସୀ ଭିଜିଟରଙ୍କୁ, ସେ ପୁଣି ଆମ ଓଡ଼ିଆ, ଧନ୍ଯ ଲବବାବୁ, ଜୟ ଜଗନ୍ନାଥ...

    • @akr2666
      @akr2666 4 месяца назад

      Bharata raa nahi be odisha ra

    • @akr2666
      @akr2666 4 месяца назад

      Agaru bahut travel vlogger visit karisarichanti even some of travel to Haiti

  • @bhagirathimohapatra3604
    @bhagirathimohapatra3604 9 месяцев назад +104

    ମୁଁ ଏ ଭିଡିଓ ହିନ୍ଦୀରେ ଦେଖିଥିଲି କିନ୍ତୁ ଗୋଟେ ଓଡ଼ିଆ ଭାଇ ଲବ ହାଁସ୍ତା ଓଡ଼ିଆରେ ଦେଖାଇଲେ ଧନ୍ୟବାଦ 👍

  • @dasarathimohapatra618
    @dasarathimohapatra618 9 месяцев назад +43

    ଭିଡିଓ ବହୁତ ସୁନ୍ଦର ଲାଗିଲା, ଆଫଗାନିସ୍ତାନ ର ଲୋକମାନେ ଭାରତୀୟ ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି, ଭଗବାନ ଙ୍କ ଆଶୀର୍ବାଦ ରୁ
    ଭଲରେ ଭାରତ କୁ ଫେରିଆସ,ଜୟ ଜଗନ୍ନାଥ,

  • @hindustanmonisha1206
    @hindustanmonisha1206 9 месяцев назад +313

    ଲବ ଭାଇ ପାଇଁ ଗୋଟେ like ମିଲୁ jai shree Ram jai jagannath 🙏🚩

  • @Andhadiganta
    @Andhadiganta 4 месяца назад +54

    ଇଣ୍ଡିଆ ରେ ଯଦି ଏମିତି ବିକ୍ରି ହବ ଇଲେକ୍ସନ ଟାଇମ ରେ ଅଧା ଜନସଂଖ୍ୟ ଖତମ ହେଇଯିବ 😂

    • @sumantadash8485
      @sumantadash8485 Месяц назад +2

      ହଁ ଡେଲି ଦିପାବଳି ହଉଥିବ ଆଉ 😅😂

  • @user-kh6ho7fd1v
    @user-kh6ho7fd1v 9 месяцев назад +1048

    ଭାଇ ମୋତେ ବହୁତ ଡରଲାଗୁଛି ତମେ ଶୀଘ୍ର କାମ ସାରି ଓଡିଶା ପଳେଇ ଆସିବ ଜୟ ଜଗନ୍ନାଥ

  • @ltfashioncollections6790
    @ltfashioncollections6790 9 месяцев назад +55

    ଭାଇ ଲୋ ତୁ ପ୍ରମାଣ କରିଦେଲୁ ଭାରତ ବାସୀ ଭାରି ସାହସୀ 😢😢😢😢❤❤

  • @sbostpro5249
    @sbostpro5249 9 месяцев назад +165

    କେବଳ ଲବ ଭାଇଙ୍କ ଦ୍ଵାରା ଏ ସବୁ ଜାଗା ଦେଖିବା, ଆମ ପାଇଁ ସମ୍ଭବ ହୋଇ ପାରିଛି ...🙏🥰❤❤...

  • @Tikilifestyle
    @Tikilifestyle 9 месяцев назад +66

    ଲବ ଭାଇ ଙ୍କ ସବୁ ଭିଡିଓ ରୁ ବହୁତ ନୂଆ ନୂଆ ଶିକ୍ଷା ମିଳୁଛି 👍👍👍କିଏ କିଏ କେଉଁଝର ରୁ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ❤️ସେ like କରନ୍ତୁ ଆଉ ଗୋଟେ share କରନ୍ତୁ ❤️❤️❤️ସେ

  • @SujalKumar-sw4lj
    @SujalKumar-sw4lj 9 месяцев назад +167

    ଲବ ଭାଈ ଙ୍କୁ ଭଲପାଉଥିଲେ ପାଇଁ ଗୋଟେ ଲାଇକ୍ ❤

  • @renubalamishra6997
    @renubalamishra6997 9 месяцев назад +13

    ଆଫଗାନିସ୍ଥାନ ଲୋକ ବହୁତ ବଢିଆ ବ୍ୟଵହାର ଘରେଵସି ସଵଉଦଏଖଇ ଵହଉତଖଉସଇ ଲାଗିଲା ଧନ୍ୟବାଦ୍

  • @ajaykumarsingh7524
    @ajaykumarsingh7524 9 месяцев назад +45

    ସବୁ ଅରଜିନାଲ, ଫିଲିମରେ ସବୁ ଡୁପ୍ଲିକେଟ୍,,, salute Laba bhai brave💪 heart❤

  • @laxmipriyamajhi9173
    @laxmipriyamajhi9173 9 месяцев назад +30

    INDIA ka naam dushre desh me sunke bahut proud feel hota hai 🙏...JAY HIND 🙏🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @sunilofficialvlogs4920
    @sunilofficialvlogs4920 9 месяцев назад +367

    I ❤️ india ଲବ ଭାଇ କୁ ଯୋଉ ମାନେ ଭଲ ପାଅ ତାହେଲେ like gute ହେଉ... 🙏🥰🥰❤️❤️❤️...

  • @prustyvlogs8084
    @prustyvlogs8084 9 месяцев назад +13

    I proud of my 🇮🇳India I love❤India Jau Mane odia re dekhuchonti semane mo comment ku like koro dekhiba Kate loko odisha ru dekhuchonti Jay Jagannath 🙏🏻🙏🏻

  • @2lubhaiodiavlogs
    @2lubhaiodiavlogs 9 месяцев назад +130

    Keonjhar ପିଲା like କର

  • @sethideepak313
    @sethideepak313 9 месяцев назад +20

    Really Afganistan is a nice country..... from your video what i observed...they are very friendly...nice people..... enjoy laba bhai❤❤❤

  • @bulu_bhajan_creation
    @bulu_bhajan_creation 9 месяцев назад +102

    ଲବ ଭାଇ ଙ୍କୁ ଭଲ ପାଉଥିଲେ ଲବ ଭାଇ ପାଇଁ ଗୋଟେ like ଦିଅ ଭାଇ ଓ ଭଉଣୀ ମାନେ ❤️❤️🙏🙏 ମୋ ଭାଇ ସଦାବେଳେ ଖୁସି ରେ ଥାଉ ଆଉ ଏମିତି ସଦାବେଳେ ସବୁ ଆଡେ ବୁଲି ଆମକୁ ଜାଗା ଦେଖୋଉଥାଉ🙏🙏 ଜୟ ଜଗନ୍ନାଥ 🙏🙏

  • @pruthirajmarndi8383
    @pruthirajmarndi8383 9 месяцев назад +39

    Santali + odia it's very difficult respect for lobo bro ❤❤

  • @gs_official_vlog
    @gs_official_vlog 9 месяцев назад +27

    ସତ କଥା ମୋ ଭାଇ ମୁସଲମାନ ଲୋକମାନେ ହୃଦୟରୁ ବହୁତ ଭଲ ମୁଁବି ମୁସଲମାନ ଭାଇ ମାନଙ୍କୁ ସହିତ ମିସିଛି ସେମାନେ ବି ଆମ ଗରିବ ଲୋକଙ୍କ ପରି ସମସ୍ତେ ଯେ ନାହିଁ କିଛି ଲୋକ ଅଛନ୍ତି ମୁଁ ମଧ୍ୟ ଆମ ଓଡ଼ିଶା ରାଜ୍ୟ ଭଦ୍ରକ ଜିଲ୍ଲାର ମୁସଲମାନ ଭାଇ ମାନଙ୍କୁ ସହିତ ମିସିଛି ବୃଦୟରୁ ସତ ବହୁତ ଭଲ ନିଜେ ଭଲ ରହିଲେ ସାମ୍ନା ବାଲାବି ଭଲ ବ୍ୟବହାର କରିବେ।...🙏🥰

    • @BipinBroker-se8oc
      @BipinBroker-se8oc 9 месяцев назад

      To bou bia maa Ghia 😡 pathana to bou ku gehichhi tu Randi pila janibu kn maa Ghia 😡

    • @mohancharanmajhi-x4d
      @mohancharanmajhi-x4d 9 месяцев назад +1

      ❤❤❤❤❤❤❤❤❤❤

    • @Sksano3404
      @Sksano3404 9 месяцев назад

      I am proud of Muslim❤

  • @gopi9956
    @gopi9956 9 месяцев назад +2

    ବାଇ ତୁମକୁ ଜଗନ୍ନାଥ ପ୍ରଭୁ ସାଆହୁ
    ମୁଁ Koraputia

  • @nirmalnjnirmal
    @nirmalnjnirmal 9 месяцев назад +28

    ଭାଇ ମାନି ଗଲି ରେ ତମକୁ ଆଉ ତମ ସାହାସ କୁ 🙌ଜୟ ଜୟ ଜଗନ୍ନାଥ 🙏ଭଲ ରେ ଆସିବ ଭାରି ଭାଇ

  • @chandramanimahanta8332
    @chandramanimahanta8332 9 месяцев назад +7

    ଆଫଗାନିସ୍ତାନ ର ଲୋକଙ୍କୁ ଶତ ଶତ ନମସ୍କାର ମୋ ତରଫରୁ ଜଣାଇଦେବ
    ଆଫଗାନି ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @swastikvarati2820
    @swastikvarati2820 9 месяцев назад +153

    A REAL KING OF ODISHA...

  • @sishirnaik1866
    @sishirnaik1866 9 месяцев назад +14

    Thank you afganisthan all local admi ❤❤❤🇮🇳🇮🇳 Bharat Mata ki Jay 🇮🇳🇮🇳🇮🇳🇮🇳🇮🇳

  • @djniranjanremix5035
    @djniranjanremix5035 9 месяцев назад +34

    ଭାଇ ସେଥି ଲାଗି କୁହଯାଏ ବାହାରୁ କାହାକୁ ଜଜ୍ କରିବା ଠିକ୍ ନୁହେଁ । ଦୁନିଆ ରେ ସବୁଠି ଭଲ ମଣିଷ ଅଛନ୍ତି।...

    • @AnamaPurtty
      @AnamaPurtty 9 месяцев назад

      All right bro 👍👍👍

  • @johansoren3040
    @johansoren3040 9 месяцев назад +14

    Afghanistan people is very lovely❤ thank you🙏

  • @user-xi8on2bg9v
    @user-xi8on2bg9v 9 месяцев назад +115

    On behalf of all ମୁଁ travel fans in the world we wish this video a great successful 👍💘
    ଜୟ ଜଗନ୍ନାଥ ❤️

  • @user-kc5yr3wf5q
    @user-kc5yr3wf5q 5 месяцев назад +2

    ଏତେ ରିକ୍ସ ନେହି ଭିଡ଼ିଓ କରୁଛୁ ଭାଇ ଧନ୍ୟ ବାଦ୍.❤❤❤❤❤❤❤❤❤❤❤❤❤❤

  • @ranjankumarbarik5066
    @ranjankumarbarik5066 9 месяцев назад +25

    ମା ତାରିଣୀ ଆପଣଙ୍କୁ ଭଲରେ ରଖନ୍ତୁ। ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ଆଶିର୍ବାଦ ଆପଣକଂ ଉପରେ ଥାଉ। ଜୟ ଜଗନ୍ନାଥ

  • @janmejayajena7728
    @janmejayajena7728 20 дней назад

    ଅଭିନନ୍ଦନ 🙏 ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ 🙏

  • @Mrindiantelentstar-pt4gk
    @Mrindiantelentstar-pt4gk 9 месяцев назад +63

    Not only afganistan is a nice country but also it's a friendship of our India 👍👍👍

  • @mohancharanmajhi-x4d
    @mohancharanmajhi-x4d 9 месяцев назад +4

    Laba Bhai bahut dora laguchi❤❤❤❤❤❤❤❤❤

  • @abhinash_slays_
    @abhinash_slays_ 9 месяцев назад +59

    "भारतीय होने पर गर्व है"..... 🇮🇳

  • @anilsabar9173
    @anilsabar9173 9 месяцев назад +6

    ଭାଇ, ତୋମର ଏହି ଅପଗାନିସ୍ଥାନ ଭ୍ରମଣ କାର୍ଯ୍ୟଟା ଭଲରେ ଭଲରେ ସଫଳତା ହେଉ l ଏବଂ ଆପଣ ବି ଶୀଘ୍ର ଓଡିଶାକୁ ଫେରି ଆସନ୍ତୁ l ଜୟ ଜଗନ୍ନାଥ 🙏 love you bro

  • @BharatSingh-ne4nk
    @BharatSingh-ne4nk 9 месяцев назад +44

    Mayurbhanj pila laba Bhai pai like kara

  • @khusirajalaxmidiptiexpress5041
    @khusirajalaxmidiptiexpress5041 9 месяцев назад +10

    ଭଲ ଭାବରେ ବୁଲା ବୁଲି କରି ଭିଡ଼ିଓ କରି ଭଲରେ ଭଲରେ ଘରକୁ ଫେରିଲେ ଆମେ ବହୁତ ଖୁସି ହେବୁ ମହାପ୍ରଭୁ ଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ସର୍ବଦା ରହିଥାଉ 🙌ଜୟ ଜଗନ୍ନାଥ 🙏

  • @ib5419
    @ib5419 9 месяцев назад +10

    ଗୋଟେ ଝିଅ ବି ନାହାନ୍ତି ଆଫଗାନିସ୍ତାନ ମାର୍କେଟ ରେ 😲❤️ ବହୁତ୍ ଭଲ ଲୋକ ମାନେ ❤

  • @jyotirmayee903
    @jyotirmayee903 9 месяцев назад +9

    ଭାଇ ଓଡ଼ିଶା ରେ ଝାଡୁ ପହଁରା ରେ ଝଗଡ଼ା ଲାଗନ୍ତି ଆଉ ଏଠି ବୋଧେ ଗାଁ ରେ ଯଦି ଆମ ଭଳିଆ ଝଗଡ଼l ଲାଗୁଥିବେ ବନ୍ଧୁକ ଫୁଟେଇ ଦଉଥିବେ 😢😢😢😢

    • @prasantakumarbehera8971
      @prasantakumarbehera8971 8 месяцев назад

      Kn dekhile aji sunithlle aji sata bhabile Afghanistan bahut kastare achhanty

  • @balmikimajhi290
    @balmikimajhi290 9 месяцев назад +118

    KANDHAMALA pila kete jono dekhuchho dekhiba gote like heijau👍👍👍👍👍❤️❤️❤️❤️❤️❤️❤️❤️❤️❤️

  • @OBOSTADHILA
    @OBOSTADHILA 9 месяцев назад +2

    ସତରେ ଭାଇ ଭିଡିଓ ଟି ଦେଖିଲା ପରେ ମୋ ହୃଦୟ ଆନନ୍ଦରେ ହସି ଉଠିଲା । ଏତେ ଭଲ ଲୋକ ଆଗରୁ କେବେ ଦେଖି ନ ଥିଲି ।

  • @sambit_samal_123
    @sambit_samal_123 9 месяцев назад +59

    ଲବ ଭାଇଙ୍କ ପାଇଁ ଗୋଟେ ଗୋଟେ like ହଉ ❤❤❤

    • @mohancharanmajhi-x4d
      @mohancharanmajhi-x4d 9 месяцев назад +2

      ❤❤❤❤❤❤

    • @gaurangasahu1453
      @gaurangasahu1453 9 месяцев назад

      ​@@mohancharanmajhi-x4d❤

    • @gaurangasahu1453
      @gaurangasahu1453 9 месяцев назад

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @WilliamBhuyan143
    @WilliamBhuyan143 7 месяцев назад +1

    Great My Brother କେତେ Comfident ଆପଣଙ୍କ ହୃଦୟ

  • @user-ke2ec6zq7e
    @user-ke2ec6zq7e 9 месяцев назад +9

    ଲବ ଭାଇ ମୁ ଆଘରୁ ଜାଣିଛି ଆଫଗାନିସ୍ତାନ ରେ ବହୁତ ଭଲପାଇବା ଦିଅନ୍ତି ଧନ୍ୟବାଦ🙏🙏🙏 ଲବ ଭାଇ ଆମ ସମସ୍ତଙ୍କୁ ଆଫଗାନିସ୍ତାନ ଦେଖାଇଥିବାରୁ ❤❤❤ you

  • @shibsankargond8579
    @shibsankargond8579 9 месяцев назад +1

    ଲାଭ ଭାଇଙ୍କୁ ବହୁତ ବହୁତଧନ୍ୟବାଦ ନିଜ ଜୀବନ ବିପଦରେ ରଖି ସମସ୍ତଙ୍କୁ ଦୁନିଆ ର ଦୃଶ୍ୟ ଦେଖେଇ ଖୁସି ଖବର ଦୋଉଛି ଆମେ ଘରେ ରହି ବାହାର ଦୃଶ୍ୟ ଦେଖି ପାରୁଛେ ମୋତେ ବି ଡର ଲାଗୁଛି ବିପଦ ଜାଗା ଦେଖି କିନ୍ତୁ ଭାଇ ପୁରା ବିନ୍ଦାସ ରେ ଅଛନ୍ତି love you love ଭାଇ

  • @Madhaba_Dora
    @Madhaba_Dora 9 месяцев назад +10

    Lava bhai sabubele khusi re ruho ....ଜୟ ଜଗନ୍ନାଥ 🙏 ଯେଉଁମାନେ ଲବ ❤ ଭାଇଙ୍କ vlog Video Dekhibaku psnd karo.... attendance here ✋🔥

  • @angullocaltoka1998
    @angullocaltoka1998 9 месяцев назад +5

    ଯଦି ମୁଁ ଯାଇପାରନ୍ତି ତାହାଲେ ସବୁ ବନ୍ଧୁକ ଅନିପକାନ୍ତି 😍😜😄

  • @memesbyganesh3784
    @memesbyganesh3784 9 месяцев назад +53

    ଜୟ ଜଗନ୍ନାଥ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ❤

  • @amarjena8988
    @amarjena8988 Месяц назад

    ଭାଇ ଆଫଗାନିସ୍ତାନ ଶୀଘ୍ର ପାଲିଆସ ଜୟ ଜଗନ୍ନାଥ 🙏🙏😘😘🙏😘🙏🙏🙏🙏🙏

  • @Dasman995
    @Dasman995 9 месяцев назад +20

    ଆଫଗାନିସ୍ତାନ ରେ ହିନ୍ଦୁ ଲୋକ ମଧ୍ୟ ଅଚୋନ୍ତି ଭାଇ

  • @biki_jsfor_id5581
    @biki_jsfor_id5581 9 месяцев назад +5

    SAB”MUSLiM BHAi KA PAYAR HE AFGHANiSTAN ME❤️

  • @SANTOSHDESIAPILA
    @SANTOSHDESIAPILA 9 месяцев назад +85

    ବହୁତ ଭଲ

  • @silukumar1195
    @silukumar1195 9 месяцев назад +6

    india full support afganistan❤❤❤❤

  • @TBrother4527
    @TBrother4527 9 месяцев назад +12

    INDIA AFGANISTAN BHAI BHAI🇮🇳🇦🇫🤝

  • @tapashkumarnaik660
    @tapashkumarnaik660 9 месяцев назад +6

    Iam proud to be an Indian....😊❤❤❤

  • @bikashbasantadas6767
    @bikashbasantadas6767 9 месяцев назад +13

    Yay.............. That's real Laba Hansda. That's why we love your videos. କ'ଣ ଥିଲା ମ ସେ ଅନୁଭୂତି !!!!!! ସେଇଠି ତମେ ଭିଡିଓ ବନଉଛ କିନ୍ତୁ ଦେଖିବା ଲୋକ ରୋମାଞ୍ଚୀତ ହେଉଛୁ । So excited so impressed. Really a unique one.❤

  • @PINTUOFFICEAL2.0
    @PINTUOFFICEAL2.0 9 месяцев назад +1

    ଓଡ଼ିଆ ଟୋକା ର କଲିଜା ଦେଖରେ ଯେତେ thei thei ହଉଚ vloger ଭାଉଜ ମାନେ ଭାଇ ର କଲିଜା ଦେଖା ହେଲା ଲବ ଭାଇ ଭଳି ବାହାରେ ଯାକେ volg କର ଟିକେ ❤❤❤ love you ଲବ ଭାଇ

  • @SkRaja-kp8es
    @SkRaja-kp8es 9 месяцев назад +18

    I'm your Big fan ଲବ ଭାଇ

  • @Exf_noob_badam
    @Exf_noob_badam 9 месяцев назад +7

    💥GUNS NAME REVLE❤️
    1 -: trogun gun
    2 -: M4A1
    3 -: SKS
    4 -: pistol
    5 -:M2498
    6 -: AN94
    5 -: parafal
    6 -: woodpiker
    7 -: M1014
    8 -: small shotgun
    9 -: m1887 shotgun
    10 -: AK47
    11-:AC80

  • @jyotirabi6222
    @jyotirabi6222 9 месяцев назад +36

    Your work is very nice ❤❤

  • @rmahideep
    @rmahideep 9 месяцев назад +3

    I can see that the hospitality of Afghanistan is incredible. Thanks Laba Bhai..

  • @CookwithNibe
    @CookwithNibe 9 месяцев назад +25

    ମୋ comment ବି ଦିନେ viral ହବ 😊🙏🙏 ଏମିତି ଭିଡିଓ କରିଚାଲ ଲବ ଭାଇ ବୋହୁତ ଭଲ ଲାଗୁଛି 👍♥️

    • @amitkumartarei761
      @amitkumartarei761 9 месяцев назад

      Lobo bhai tume tumo duita guli kati gun re load kari phutei dio totally afganistan re spray heijibo😮😮😮

    • @oppomadkami9172
      @oppomadkami9172 Месяц назад

      Hii

  • @SahooAnil-e1n
    @SahooAnil-e1n Месяц назад

    Afghann ହିଁ ହିଂସାର ଦେଶ ତାଲିବାନ ହଟାଓ ବିଶ୍ୱ ବଞ୍ଚାଅ ପାକିସ୍ତାନଠାରୁ ଭୟଙ୍କର ଆଫଗାନ

  • @Akash-offical-vlog
    @Akash-offical-vlog 9 месяцев назад +8

    ମୋତେ ଭାଇ ଯାହା ଲାଗିଲାଣି ଲବ ଭାଇ କେତେ ବେଳେ ପାକିସ୍ତାନ ବି ଯିବେ 🙏

  • @akashgudu7230
    @akashgudu7230 9 месяцев назад +2

    ଭାଇ ମୁଁ ସବୁ gun ନା ଜାଣିଛି କାଇଁକି ନା ମୁଁ free fire ଖେଳେ 😂😂😂

  • @Sam-hx2ic
    @Sam-hx2ic 9 месяцев назад +10

    ଆମ ପଟେ ବି ଏମିତି ବନ୍ଧୁକ ମିଳନ୍ତା ହେଲେ ଯେତେ ଚୋର ନେତାମାନେ ଅଛନ୍ତି ସେମାନଙ୍କୁ ଉଡେଇ ଦେଇଥାନ୍ତି ।

  • @pilipainscreation6604
    @pilipainscreation6604 4 месяца назад +1

    ଭାଇନା ଏଟି ମୁ ଦେଖିଲି ଯେ free fire ର ଯେତିକି ବନ୍ଧୁକ ଅଛି ସବୁ ପ୍ରକାର ଅଛି 👍🙏👌

  • @sarbeswarasisa1810
    @sarbeswarasisa1810 9 месяцев назад +7

    ଭାଈ ତମକୁ ଟିକିଏ ବି ଡ଼ର ଲଗୁନି ମାନିବାକୁ ପଡିବ salut ❤

  • @footballkodaofficial9254
    @footballkodaofficial9254 9 месяцев назад +2

    Wow labo bhai...this The laba power

  • @drnayak
    @drnayak 9 месяцев назад +23

    One of the brave person in real world Laba vai❤

  • @judhisthiranaik2503
    @judhisthiranaik2503 9 месяцев назад

    ବହୁତ ସୁନ୍ଦର ଭିଡ଼ିଓ, ବହୁତ ପ୍ରକାର ବନ୍ଧୁକ ଦେଖିଲୁ, ବହୁତ ଖୁସି ଲାଗିଲା, ଆଫଗାନିସ୍ତାନଙ୍କୁ ଆମେ ବହୁତ ଭୟ କରୁ ଥିଲୁ, କିନ୍ତୁ ଲୋକମାନଙ୍କ ବ୍ୟବହାର ବହୁତ ସୁନ୍ଦର ଜାଣି ବହୁତ ଖୁସି ଲାଗିଲା l ବହୁତ ବହୁତ ଧନ୍ୟବାଦ l

  • @memesbyganesh3784
    @memesbyganesh3784 9 месяцев назад +24

    Love you odisha ❤

  • @subratkumar1804
    @subratkumar1804 8 месяцев назад +1

    ଭାଇ ତମେ ଗଟେ ବନ୍ଧୁକ ଆଣ ଓଡିଶା କୁ M416
    JAY JAGANNAT ⭕❗⭕ Laba Bhai I am big Fan 🎉

  • @dewansoren8426
    @dewansoren8426 9 месяцев назад +18

    Only one brother LABA Hansdah a brave young inspiration to us

  • @deepakkarkata2479
    @deepakkarkata2479 9 месяцев назад +1

    Video sabu bahut bholo laguchi Thank you

  • @sundarmohanmarndi7979
    @sundarmohanmarndi7979 9 месяцев назад +9

    ବହୁତ ସୁନ୍ଦର ଏହି ଭିଡିଓ 🎉🎉🎉🎉

  • @mansighvlog9684
    @mansighvlog9684 9 месяцев назад +2

    Real Hero laba bhai

  • @adivasikherwaljumid
    @adivasikherwaljumid 9 месяцев назад +6

    LABA HANSDA IS VERY BRAVE MAN.
    AFGHANISTAN PEOPLE ARE VERY NICE .

  • @arjunnaik2607
    @arjunnaik2607 9 месяцев назад +2

    So beautiful video laba bhai. India is the best. Sunke ke dill gaadene gaaden ho gaya.. 22:08

  • @odiabohuanuradha7426
    @odiabohuanuradha7426 9 месяцев назад +29

    Mind blowing ❤

  • @aamanitikhabarkendrapadaji511
    @aamanitikhabarkendrapadaji511 9 месяцев назад

    ଜଗନ୍ନାଥ ପ୍ରଭୁ ଙ୍କ ଆର୍ଶୀବାଦ ରୁ ଆପଣଙ୍କ ଯାତ୍ରା ମଙ୍ଗଳ ମୟ ହେଉ

  • @dr.satyakantapradhan4546
    @dr.satyakantapradhan4546 9 месяцев назад +6

    Afganistan people are very friendly,also they like Indians.

  • @manojpatra6880
    @manojpatra6880 2 месяца назад +1

    Bhai u r proud of Odisha. Stay safe

  • @rabindra841
    @rabindra841 9 месяцев назад +5

    Kya baat hai ❤❤❤ I love afghanistan

  • @nilakanthasahoo8050
    @nilakanthasahoo8050 4 месяца назад

    Afghanistan is a. friendly country of India and Afghanistanis are very loving people.Again we have been looking friendly towards each other from time immemorial.

  • @purnenduparida5715
    @purnenduparida5715 9 месяцев назад +11

    Laba Bhai naturally a very brave man, like a real Hero of Odisha .. I am from Baripada very closer to Hopon daa (bettle shop, Bhanjpur)

  • @Mrashokmrashok10
    @Mrashokmrashok10 2 месяца назад

    Laba bhai ra Video jia dekhi ba fillim deakhi ba thanks bhai dekhi thiba ru

  • @basudebnaik1166
    @basudebnaik1166 9 месяцев назад +44

    Beautiful ❤️

  • @bibekpatra802
    @bibekpatra802 9 месяцев назад +2

    Love from mayurbhanj ❤🎉🎉

  • @kalicharanmarndi3369
    @kalicharanmarndi3369 9 месяцев назад +24

    ଆଡି ଵତରାନ ଜାଗା ❤❤❤

  • @soumyabvu2377
    @soumyabvu2377 5 месяцев назад

    Made in Russian ଶୁଣିକି ଖୁସି ଲାଗିଲା ଯାହା ହଉ।ଧନ୍ୟବାଦ ଭାଇ ❤🎉

  • @antanasinku7610
    @antanasinku7610 9 месяцев назад +8

    You are absolutely great brother ❤❤❤❤

  • @hemantanayak8313
    @hemantanayak8313 2 месяца назад

    Today for the first time I came accros ur utube channel and felt stunned seeing the courageous nature of an odian

  • @raghutanmajhi2136
    @raghutanmajhi2136 9 месяцев назад +16

    bhola re ruho bhaina❤❤❤

  • @santoshjena6843
    @santoshjena6843 9 месяцев назад

    ଲବ ଭାଇ ବହୁତ୍ ଲାଗିଲା 👍👍👍🙌🙌

  • @tapanpradhan4540
    @tapanpradhan4540 9 месяцев назад +10

    Jay Jaganath 🙏 laba vai more jagannath nka pakhare prathana karuchin❤

  • @Bisleri1435
    @Bisleri1435 9 месяцев назад +1

    Salatre Afgani loka Mane bahut bhala 🙏🏼❤🙏🏼 proud to be an Indian.. Jai Jagannath..Jai Odisha 🙏🏼❤️🙏🏼

  • @asadasnayak6417
    @asadasnayak6417 9 месяцев назад +15

    You have that quality to friendly everyone ❤

  • @mobhakti735
    @mobhakti735 9 месяцев назад

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏