Words are too short to describe abt u.I request to our honourable Cm Nabin Pattanayak sir and the Culture Minister of our Odisha to give a award Mr Laba Hansdah as a best citizen for the year of 2023-2024
Cricket world cup upare kichhi kuhantu laba bhai afgani loka mananku...how much they were excited, how much support..and their love towards Indian cricketers .....❤
ଲବ ଭାଇ ଙ୍କ ସବୁ ଭିଡିଓ ରୁ ବହୁତ ନୂଆ ନୂଆ ଶିକ୍ଷା ମିଳୁଛି 👍👍👍କିଏ କିଏ କେଉଁଝର ରୁ ପ୍ରତ୍ୟେକ ଦିନ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ❤️ସେ like କରନ୍ତୁ ଆଉ ଗୋଟେ share କରନ୍ତୁ ❤️❤️❤️ସେ
Like kar
କେନ୍ଦୁଝର
Olov u
KEONJHAR
Mun Keonjhar
ଭାରତ ର ନଂ -1 ଟ୍ରାଭେଲର 💞💞 thank you bhai. ଅଳ୍ପ ସମୟ ରେ ଅଧିକ ଦେଶ ଭ୍ରମଣ 👌
ସତରେ ଭାଇ ଭିଡିଓ ଦେଖିବା ଆଉ କହିବା ସହଜ କିନ୍ତୁ ଆପଣ ଏତେ ପରିଶ୍ରମ କରୁଛନ୍ତି ଦିଲ୍ ସେ SALUTE ❤, ପ୍ରଭୁ ଆଶୀର୍ବାଦ କରନ୍ତୁ ,
Thank for completing
Nai
ବହୁତ ଭଲ ଲାଗିଲା। ଆଫଗାନ ପରିବେଶ ପରିସ୍ଥିତି ସମ୍ପର୍କରେ ଜାଣିଲୁ। ସାଙ୍ଗ ସାଥି ମାନଙ୍କ ସହ ଆଲୋଚନା, ଲୋକମାନଙ୍କ ସହ ବନ୍ଧୁତା, ଭାରତୀୟ ମାନଙ୍କ ଉପରେ ସେମାନଙ୍କର ମତାମତ ଆନନ୍ଦଦାୟକ ଅଟେ। ଧନ୍ୟବାଦ ।
ଓଡ଼ିଶାର ଟୋକା ଯୋଉଠି ବି ଯିବ ଘାଣ୍ଟି କି ଆସିବ ।
ଜୟ ଜଗନ୍ନାଥ
🚩🙏🌎❤
😂
👌👌👍👍😀😀😀😀
🙏🏼🙏🏼🙏🏼🙏🏼
😂😂
Jay Jagannath
ମଣିଷ ପଣିଆ ଅଛି ଧନ୍ୟବାଦ ଆଫଗାନିସ୍ଥାନ
ଅଳ୍ପ ଦିନ ଭିତରେ ତମର ଆଫଗାନିସ୍ତାନ ମାନଙ୍କ ଭାଇ ସାଙ୍ଗରେ dosti ହୋଇ ଗଲାଣି 😊
ଆଜିର ଦିନଟା ତମର ଶୁଭମୟ ହଉ
Dil ❤ଖୁସ ହେଇଗଲା... Afghanistan ଲୋକ ମାନଙ୍କ ଭଲ ପାଇବା ଦେଖିକି
Lots of love 💖 from India to Afghan people.
ତୁମ ର ଚଲା ପଥରେ ସୁକୁସୁମିତ ପୁଷ୍ପ ବୃଷ୍ଟି ହେଉ।ଜୟ ଜଗନ୍ନାଥ
Love from india❤ to all people of Afghanistan.
Really they are so kind hearted ❤.
Love you all
ଲବ ଭାଇଙ୍କ ପାଇଁ ଗୋଟେ ଗୋଟେ like ହଉ ❤❤❤
ଲବ ଭାଇଙ୍କ ପାଇଁ ଗୋଟେ like ହୋଉ ଭଦ୍ରକ ରୁ❤❤❤
Anyway India's impressions among Afghanistan is seen super. Thanks for video.
ମୁଁ ପ୍ରଥମେ କଲି ❤ଜୟ ଜଗନ୍ନାଥ
7croro 😂😂😂
Jay Jagannath 🙏🙏🙏
Bhola❤❤❤❤❤
କଣ 🤔
❤❤❤❤❤❤❤❤❤❤❤❤
Words are too short to describe abt u.I request to our honourable Cm Nabin Pattanayak sir and the Culture Minister of our Odisha to give a award Mr Laba Hansdah as a best citizen for the year of 2023-2024
Yes
Right...
He deserves for award
OMG!
I think Afghanis are most sweetest people ever ❤😊
ଲବ ଭାଇ ଆପଣଙ୍କର ଏହି ଭିଡିଓ ଗୁଡା ଦେଖିକି ମୋତେ ବି ଆଫଗାନିସ୍ତାନ ଯିବା ପାଇଁ ଇଚ୍ଛା ହେଉଛି ।ସେଠାରେ ଏତେ ଭଲ ଲୋକ ଅଛନ୍ତି ବୋଲି ମୁଁ ଜାଣିନଥିଲି ।ଯାହା ହେଉ ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ଏବଂ ଭଲରେ ରଖନ୍ତୁ।ଜୟ ଜଗନ୍ନାଥ ❤❤❤🙏🙏🙏
ଜଗନ୍ନାଥ ତୁମକୁ ମଙ୍ଗଳ କରନ୍ତୁ ଲବଭାଇ ଭଲରେ ଭଲରେ ଫେରି ଆସନ୍ତୁ ଆମ ଓଡ଼ିଶା କୁ
Ama Bharat Afghanistan ku bahut help karichi seithi pain Afghanistani mane ate respect dianti Bharat ku❤.🇮🇳
ମୁଁ ବି ଆପଣଙ୍କ ଭଳି vlog ବନେଇବା ଆରମ୍ଭ କରିଦେଇଛି ।।।
ମୋତେ ଟିକେ ଆପଣଙ୍କ ସାହାଯ୍ୟ ଦରକାର
ମୁଁ rairangapur ରୁ ଲବ ଭାଇ good morning🌅🌅🌅
Best of luck ❤❤❤
Love from India ❤to all people of Afghanistan ❤ They are very friendly ❤
Love u Loba bro and afganistan people ,lndian ଲୋକଙ୍କ ହୃଦୟରେ ଘର କଲେ,ଆମେ ଯେମିତି ଭାବିଥିଲେ ସେମିତି ନୁହୋନ୍ତି god bless you
Laba Bhai is my favourite hero ❤❤❤🙏🙏🙏🙏
ରାସିଦ ଖାଁ କ୍ରିକେଟରଙ୍କ ଗାଁ ଘର ଟିକେ ଦେଖେଇ ଦିଅ ଭାଇ
Bharat ra garv aau gourav lava bhai ❤love you bhai 🙏 jagannath nka କୃପା ରୁ ହମେଶା ଖୁସିରେ ରୁହ ଲବ ଭାଇ ! 1m Subscribers 🎉 coming soon!!👏👏👏👏
Praise The LORD 🙏
Laba Bhai ବହୁତ ସୁନ୍ଦର ମଣିଷ ତମେ ଦେଖିବାକୁ bhutabhala ଲାଗୁଚି 👌👌👌🙏🙏
Thanx for Spreading good vibes, happiness and friendship....❤
Congratulations 🎉🎉🎉🎉🎉
ଭାଈ ସତରେ ବହୁତ୍ ଖୁସି ଲାଗିଲା ସେମାନେ ଏତେ ଭଲ ସେ ତୁମ ସହ ମିଶିଲେ ଆଉ ଖାଇବାକୁ ଡାକିଲେ ପଇସା ବି ଦେଲେ 👌🙏🥰
Bro India se salam to Afghanistan
ବହୁତ ସୁନ୍ଦର ମେହମାନନମାଜି ଦେଖି ଲାଗିଲା
Afganistan is very nice Country ❤😊❤❤😊Jai Jagannath ⭕❗⭕
ଯିଏ ଯିଏ ଲବ ଭାଇଙ୍କର 1million Subscribers ଶୀଘ୍ର ହେଇଯାଉ ବୋଲି ଚାହୁଛ ସେମାନେ Like କର ।।
God bless you bhai
Jai jagannath 🙏
Lots of love from India.
Really Afghanistan people are very good.
Proud full moment when the Afghanistan man say u r a 🇮🇳INDIAN bharat Mata ki Jay😍
♥️♥️
ଭାଇ ତୁମେ ଜଲଦି ପଳେଇ ଆସ ମୋତେ ଡର ଲାଗୁଛି ❤❤❤ ଭାରତ କୁ ଆସ please
ଧନ୍ୟବାଦ୍ ଲବ ବାବୁ ମାନିବାକୁ ପଡ଼ିବ ତୁମକୁ।ଜୟ ନର୍ସିଂ ବାବା ପାଇକମାଳ ବରଗଡ଼ ।
Lots of Love and respect for Labo Bhai from Kandhamal,Gajapati,Ganjam❤❤❤❤❤❤❤❤❤❤
Love from India to all afganistan people 🎉
ସେମାନେ ଯେତେବେଳେ କହିଲେ ହିନ୍ଦୁସ୍ଥାନ ଲୋକ ବୋହୁତ ଭଲ ମୋତେ ବହୁତ୍ ଗର୍ବ ଲାଗିଲା ।ମୋ heart ରୁ କହୁଛି i ମୋ ଦେଶ ପାଇଁ ଗର୍ବ କରେ ।❤❤
ଭାଇ ଏହି ଭିଡିଓ ସବୁଠାରୁ ଅଧିକ ଭଲ ଲାଗିଲା ❤️❤️❤️, ମୁଁ ଭଦ୍ରକ ରୁ ଭାଇ, ମୁଁ ତମ ସବୁ ଭିଡିଓ ଦେଖେ
ଜୟ ଜଗନ୍ନାଥ,,,,ସୁପ୍ରଭାତ ଲବ ଭାଇ।
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️❤❤️❤️❤️️️️️️ଜୟ ଜଗନ୍ନାଥ 🙏 Good bless you 👍
Satore bohut volo afganistan loko... Meheman nawaji wah bhai wah....♥️♥️👍👍👍
ଜୟ ଜଗନ୍ନାଥ 🙏,,, ଶୁଭ ସକାଳ ଭାଇ 😊,,,, ଆପଣଙ୍କ ଭିଡ଼ିଓ ମୋର ବହୁତ ପସନ୍ଦ 🥰,,,ସବୁବେଳେ ଖୁସି ରେ ରୁହ ଭାଇ,,, ଆମ ପାଇଁ ଏମିତି new new ଭିଡ଼ିଓ ପୋଷ୍ଟ କର 👍
Yarr Afghanistan lokamane t bahut bhala 😘bahut bhal lagila video ta
VIRAT KHOLI KO BAHUT FAN OCHON TI AFGHANISTAN RE ....GOOD LUCK ❤❤❤❤
ଜୟ ଜଗନ୍ନାଥ ଭାଇ ଭଲ ରେ explore କରିକି ପଳେଇ ଆସ ଓଡ଼ିଶା କୁ
We salute you Bhai 🙌proud feel hauchi bahut 🙏
Jay jagannath
Jay jaganatha Jay odisha Jay Bharat super Hero
So beautiful
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା, ବହୁତ ପରିଶ୍ରମ କରି ଆମ ମାନଙ୍କୁ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l
ଲବ ଭାଇ ବହୁତ ଅଧିକ ଭଲ ପାଇବା ମିଳି ଯାଉ ତୁମକୁ
ଭାଇ ବହୁତ୍ ଖୁସି ଲାଗିଲା ତୁମ ଭିଡିଓ ମାଧ୍ୟମରେ ଇଣ୍ଡିଆ ବାହାରେ ଇନ୍ଦିରା ଗାନ୍ଧୀ ହସ୍ପିଟାଲ ଦେଖି ଜୟ ଜଗନ୍ନାଥ 🙏🙏🙏🙏
LABAJI:GOOD MORNING.I AM THRILLED TO SEE AFGANISTAN VEDIOS.YOU ARE SO FREINDLY WITH AFGANI PEOPLES.
ଶୁଭ ସକାଳର ଶୁଭେଚ୍ଛା ଓ ଅଭିନନ୍ଦନ,ଜୟ ଜଗନ୍ନାଥ,
Jay Jagannath bhae
Nice beautiful video ଭଲ ରେ ରୁହନ୍ତୁ ଖୁସି ରେ ରୁହନ୍ତୁ 🙏 ଜୟ ଜଗନ୍ନାଥ 🙏
I'm your Big fan ଲବ ଭାଇ ,❤️🤍💚
ଲବ ଭାଇର ଜୟ ହଉ jai jagannath 🙏
ଆଫଗାନ ଲୋକ ଭାରତୀୟ ଙ୍କୁ ବନ୍ଧୁ ବଦଳରେ ଭାଇ ବୋଲି ସମ୍ବୋଧନ କରନ୍ତି । ଯାହା ଯାହା explore କରିହବ କରିଚାଲ । ବାସ ! ସୁରକ୍ଷିତ ରୁହ ।
Most friendly of Afganistan people thank you for Afganistan people
Dada Johar..... Rashid Khan Cricketer🏏 Bisaya te ...Khata allang te... Jay Afghanistan..... From Bhanj disam.Baripada
Proud of India....❤ Bharat mata ki jai 🇮🇳 i am proud myself...karana ame Bharatiya
ଆଫ ଗାନି ଲୋକ ମାନେ ବହୁତ ଭଳ ମୁଁ ଆଗରୁ ଦେଖିଛି । ବହୁତ Vlogs🤗
Thank u Laba Hasda vlogger RUclips channel and Delhi India 🇮🇳🙏🌍 well done 👍 your discovery of weather 🌡️☁️ to see the registered player
First like mu karichi love from andapur
ଓଡ଼ିଆ ରେ ଡାଳିମ୍ବ କୁହନ୍ତି ଲବ ଭାଇ 😊। ❤❤❤
Great work. ❤❤❤ Salute
Congratulations❤❤
ଲବ ଭାଇ ତମେ ଦିନେ ନା ଦିନେ ବହୁତ ଆଗକୁ ଯିବ, ତମ ଭିଡ଼ିଓ ମୋତେ ବହୁତ ଭଲ ଲାଗେ
Afganistan ke log bohut friendly he🤗🥰🥰🥰
Cricket world cup upare kichhi kuhantu laba bhai afgani loka mananku...how much they were excited, how much support..and their love towards Indian cricketers .....❤
ବହୁତ ସୁନ୍ଦର ଭିଡିଓ
So beautiful place 🙏
Afgani ଙ୍କୁ dill se Salam
Good morning bhae
ଲବ ଭାଇ ତୁମକୁ ସଲାମ କରୁଛି ଆଫଗାନସ୍ତାନକୁ ଯାଇ vlog କରିବା .
ଜୟ ଜଗନ୍ନାଥ ତୁମକୁ ସବୁ ସମୟରେ ଭଲରେ ରଖି ଥାନ୍ତି .
Praise the Lord❤❤❤❤ God bless you broo❤❤❤❤❤
ଲବ ଭାଇ ଙ୍କର ଆଫଗାନିସ୍ତାନ ଭିଡ଼ିଓ ବହୁତ ଭଲ ଲାଗୁଚି ❤❤❤❤
ଯଦି ମୋର ଲବ ଭାଇକୁ ସମସ୍ତେ ଭଲ ପାଓଥିବେ ତାହେଲେ ମତେ like କରିବେ ଆଓ ଲବ ଭାଇ କୁ like କରିବେ
❤❤❤from kalahandi odisha bhawanipatna jay jagannath 🇮🇳🇮🇳🇮🇳
Congratulations 🎉🎉🎉
ଲବ ଭାଇ ଯଦି ସେଠି ପଥାନ ଭାଇ କୋଉଠି ଦେଖା ହୁଅନ୍ତି ତାଙ୍କ ସହ ଭେଟ କାରୀକି ଆସିବ ❤
ଜୟ ଜଗନ୍ନାଥ
Bohut bholo Bhai
Jaya jagannath
You are great brother ❤❤❤
ଘରେ ବସି ସବୁ ଦେଶ ଦେଖି ପାରୁଛି।Thank you laba bro 👍 👍👍
Love from kalahandi ❤❤❤
Bahut bahut dhanyavad bhai bhagwan nku mor prathana bhagwan khusi re rakhantu thank you laba bhai 🙏🙏🙏👌👌👌
Laba bhai best of luck for afganisthan tour
Jay jagannath 🙏
Love you bro
ଲଭ ଭାଇ ବହୁତ ଭଲ ଲାଗୁଛି, ଜୟ ଜଗନ୍ନାଥ.
Bhai sabu bhalo lako guda