Kali video dekhi bhari dukha lagila aau raga b lagila se talibani upare but aaji tike relaxed lagila ,se jaha b hau nija khial rakhiba ,bhai kana kahibi tama fan mo 2yrs pua b ,taku fever heichhi ,soithila mu jemiti video dekhiba start kali uthi padi mobile ku dekhi kahuchhi daaaaaaaadaaaaa, bhala se katha b hei sikhini ,taku mu chinhei deichhi laba dada ku ,nd tame mora favourite youtuber se janichhi . love from Sabitacreations, Rourkela ❤️
Odisha is always with you. You are the best son of odisha.odisha's son Always stay safely and be happy. We tried to motive you back to back. Love from Mayurbhanj.all the best for a nice day.👍👍👍
ଭାଇ ପାକିସ୍ତାନି ହେବା କଥା ସପନରେ ବି ଭାବିବେ ନାହିଁ । ଆମେ ଭାରତୀୟ 🇮🇳 ଆମକୁ ସବୁଜାଗାରେ ସମ୍ମାନ ମିଳିବ । ଜୟ ହିନ୍ଧ୍_ବନ୍ଧେ ମାତରମ୍ 🇮🇳❤️👍
Right କଥା
Sata katha bhai jay shree ram 🙏🙏
@@MSmasti-xo8cr jay shree ram 🙏
ଠିକ୍ କଥା 👍
କୋଉ ଭାଇ ମାନେ ଲବ ଭାଈ ଙ୍କ video daily ଦେଖିବାକୁ ପସନ୍ଦ କରନ୍ତି like Kara 👍❤❤❤❤
ଓଡ଼ିଶାରୁ ଲବ ଭାଇଙ୍କ ପାଇଁ ଗୋଟେ ଗୋଟେ like ହଉ ❤❤❤
ଭାଇ ଭଗବାନ ତୁମର ମଙ୍ଗଳ କରନ୍ତୁ
ତୁମ ମୁଁହ ରେ ସବୁବେଳେ ହସ ଫୁଟୁଥିବାର ଆମେ ଏ ଭଳି ଦେଖୁ❤❤❤❤
I proud to be an indian
I love afganistan ❤❤❤❤
କଳାହାଣ୍ଡି.. ରୁ.. କହୁଥିଲି.. ଭାଇ.. ଭଲ.. ଜାଗା.. ଯାଇଛ.. ଜୟଜଗନ୍ନାଥ... 💞
Bhai mui b Kalahandi ho
Daa number send Kara katha hema
Mui b kalahandir ho guru
Same
Muibi ho da
ଭାଇ ଏମିତି ସାଙ୍ଗ ହେଇକି ତାଙ୍କ ସହ ଭିଡିଓ କର
ଆମ indian vloger ସହ ଯୋଉ 3 ଜଣ ଥିଲେ 😊😊😊ଦେଖିକି ଖୁସି ଲାଗିଲା
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା ଭଗବାନଙ୍କ ପାଖରେ ପ୍ରାଥନା କରୁଛି ସେଠାରୁ ଭଲରେ ଭଲରେ ଫେରି ଆସନ୍ତୁ l ଜୟ ଜଗନ୍ନାଥ l
ଲବ ଭାଇ ସେଠାରୁ ଭଲରେ ଫେରି ଆସ ସେଠାରେ ମଜା କରୁଛ ଆମକୁ ଡର ଲାଗୁଛି
ଶିଆଳ
ଭଗବାନ ତୁମର ମଙ୍ଗଳ କରନ୍ତୁ ❤❤❤
ଲବ ଭାଇକୁ କିଏ କିଏ ଭଲ ପାଅ ❤❤
ଭାଇ ମାଟି ଘର ସବୁ ବହୁତ୍ ସୁନ୍ଦର ହେଇଚି 👌👌👌mast
ସବୁବେଳେ ବଲରେ ଓ ଖୁସିରେ ତାହ ଲବବାଇ ଜୟ ଜଗନ୍ନାଥ ❤❤❤🎉🎉🎉😊😊😊
Labo BH mu Odisha koraput ru Kouchi...
Always love you Labo BH..
Mu Bohut proud koruchi tame ete duro jaicho❤❤❤❤❤❤
ଶୁଭ ସକାଳ ଲବ ଭାଇ 😊,,,,, ଜୟ ଜଗନ୍ନାଥ 🙏,,,,ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି 😌,,,, ଭାଇ ପ୍ରଥମେ ନିଜ ସୁରକ୍ଷା,,,, ଦ୍ୱିତୀୟ ରେ ଭିଡ଼ିଓ କରିବ 😇,,,,love from bhadrak ❤️,,,,
ଶୁଭ ସକାଳ🌇🌇 ଲବ ଭାଇ ଆପଣ ଆମ ପାଇଁ ଏତେ ଦୁର ଯାଗା ଯାତ୍ରା କରି ଭିଡିଓ ବନୁଉଛନ୍ତୀ ବହୁତ ବହୁତ ଧନ୍ୟବାଦ
ଯାଜପୁରର ଭାଇ ତୁମ ସହ ଜଗନ୍ନାଥ ଆଶୀର୍ବାଦ ଥାଉ ଏତିକି ମୋ ପ୍ରାଥନା ଜୟ ଜଗନ୍ନାଥ
Best part ଥିଲା ମାଟି ର ଏତେ ସୁନ୍ଦର ଘର, amazing...ପକ୍କା building ଭଳି....... ଆଜିର vedio ବହୁତ ଭଲ ଲାଗୁଛି ❤
ଜଗନ୍ନାଥ ସବୁବେଳେ ତୁମକୁ ସହାୟ ହୁଅନ୍ତୁ
ଭିଡିଓ ବହୁତ ବଢିଆ ଲାଗିଲା
ଧନ୍ୟବାଦ
Satare Bhai tamaku sethi dekhiki bahut proud feel hauchi❤❤
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️❤❤️❤️❤️️️️️️ଜୟ ଜଗନ୍ନାଥ 🙏 Good bless you 👍
ପ୍ରଥମ ମୋ ଲବ ଭାଇଙ୍କୁ ଧନ୍ୟବାଦ 🙏 ଏମିତି ଭଲ ଭଲ ଜାଗାକୁ ଯାଇ ଆମ ଦେଶ🛫 ଓ ଅନ୍ୟ ଦେଶ ର 📸 ଦେଖୁଛନ୍ତି ଓ ବହୁତ ଖୁସି ମୁଁ ବି ଖୁସି 🙏 ଜଗନ୍ନାଥଙ୍କ ର ଆଶୀର୍ବାଦ🕯️ଜୟ ଜଗଦୀଶ🙏🙏🙏💃🥰💃🥰💃
India କୁ ଛାଡ଼ିଦେଲେ ଆଉ ଯେତେ ସବୁ country ଅଛି ସବୁ country ର ଲୋକମାନେ ସେମାନଙ୍କ ନିଜ culture ରେ ଅଟଳ। ହେଲେ ଭାରତୀୟ ଗୁଡାକ ବାହାର country ର culture କୁ use କରୁଛନ୍ତି। ନିଜ ର culture କଣ ସବୁ ଭୁଲି ଗଲେଣି। ପୁରା ସତ କଥା।
ଲବ ଭାଇ ରାଶିଦ ଖାନ ପାଖକୁ ଯାଅ ଦେଖା କର ଭାଇ ❤️ ମୁଁ ମୟୂରଭଞ୍ଜରୁ କହୁଛି ଲବ ଭାଇ ❤
Praise the Lord❤❤❤god bless you❤❤❤❤bro
❤️❤️
Amen
ଯୁହାର ଲବ ଭାଇ 🎉 ଆଜି ବହୁତ ହି ମଜାଦାର ଭିଡିଓ ହେଇଥିଲା ବହୁତ ହି ଯୋକିଙ୍ଗ୍ ବି ହେଇ ଥିଲା ଆଉ (ଶିଆଳ- କୋକିଶିଆଲ)ସେଇଟା ଆଉ ବହୁତ ଖୁସି ଲାଗିଲା 🎉🎉🎉🎉🎉
ଖୁବ୍ ସୁନ୍ଦର video ଥିଲା। ସବୁ ଭଲରେ ଭଲରେ କଟି ଯାଉ.... ଆଫଗାନିସ୍ତାନ ର Herat city, Ghazni, Wazir Akbar Khan etc ଉପରେ ବି ଭିଡିଓ କର।
ଆଗକୁ Central Asia ବି ବୁଲି ସେ ସବୁ ଉପରେ ଭିଡିଓ କର ଯେମିତି କି(Kazakhstan,Uzbekistan,Turkeminstan,Kyrgyzstan,Tajikistan) ଇତ୍ୟାଦି.........
ଭାଇ ତୁମେ ବହୁତ ଭାଗ୍ୟବାନ,,ଜୟ ଜଗନ୍ନାଥ ❤❤🙏🙏
ତାଲି ବନ ମାନେ କଣ ଭାଇ ❤ହଉ ତୁମେ ଶୀଘ୍ର ଓଡ଼ିଶା ପଳେଇ ଆସ ପାକିସ୍ତାନ କଣ ପାଇଁ କହୁଚ ମାଡ଼ ଖାଇବ କଣ ଭଲ ଲାଗିବ ଇଣ୍ଡିଆ କୁହ ତୁମେ ମାଜକ କରନି ଭାଇ
ଭିଡ଼ିଓ ଟି ବହୁତ ଭଲ ଲାଗିଲା ପାକିସ୍ତାନ ସହର ଦେଖିଲା ପରେ l କଳା ଠାକୁର ତୁମର ମଙ୍ଗଳ କାମନା କରନ୍ତୁ l
ଜୟ ଜଗନ୍ନାଥ
ଦୁଃଖ ପରେ ସୁଖ ଆସେ ! ଏଇ ତ ଜୀବନ ! ମୃତ୍ୟୁ ପର୍ଯ୍ୟନ୍ତ ଏହା ଲାଗି ରହିଥିବ !😆🎉
Tu Banda muha
@@SatyaRanjanDasSatyaRanja-ob7tw ଏମିତି ଭାଷା ତୋ ମାଆ ବାପା ଶିଖେଇଛନ୍ତି... ହଇରେ... ପୋଡ଼ାମୁହାଁ କୌଣସି କ୍ଲାସ୍ ନାହିଁ ବେ ତୋର ନା ତୋ ବୋପାର ବସ୍ତି ଛୁଆ
ଭାଇ ଦିନେ Rasid Khan ଘରକୁ ଯାଅ
ମୟୂରଭଞ୍ଜ ର କେଉଁ ମାନେ ଦେଖୁଛ like କର ❤❤
ମୟୁରଭଞ୍ଜ ( ବାରିପଦା )
Mayurbhanj..Tiring Block
Great dear you vlog really interesting ❤
ଭାଇ ନାହିଁ ପାକିସ୍ତାନ ହୁଅନି
ତାଙ୍କ reaction ଦେଖି ଜଣା ପଡ଼ୁଚି ଭାରି ପଡ଼ି ଯିବ ଆପଣକୁ😢❤
I love Odisha & ଓଡିଆ ଭାଷା ପାଇଁ ଧନ୍ୟବାଦ ଭାଇ
ବହୁତ ସୁନ୍ଦର, God Blesse You Brother 🙏❤️🙏❤️🙏❤️
ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 👍💐🙏🙏🙏
ବହୁତ ସୁନ୍ଦର ପ୍ରୟାସ 🙏🙏
ରାୟଗଡା boy brother Maind bolwing ବହୁତ୍ ଦେଶ ବୁଲୁଚ ଜୟ ଜଗନ୍ନାଥ 🙏
ଭାଇ ଜୟ ଜଗନ୍ନାଥ ❤❤❤ ଜୟ ଓଡ଼ିଶା
ବହୁତ ଭଲ ଲାଗିଲା ତିନି ଜଣ ଭାରତୀୟ ଦେଖା ହେଲାରୁ।🎉
Jay jagannath kahibaku kuha tike laba bhai sehi pila manka ku ମୋ କଥାରେ ଯଦି ରାଜୀ ତାହେଲେ like କର ସବୁ
Khub valo laglo video ta
Good day good morning🌞🌞🌞 laba bhai 🇮🇳🇮🇳🇮🇳hama tum se huhaya peyar hama kiha kerey ❤❤❤ love you laba bhai soo good
ଲବ ଭାଇ vedio ବାହୁତ ଭଲ ଲାଗିଲା ❤ u 😊
Bohut badiya hai ❤
Beautiful experience, great job👌
Excellent video laba bhai.. Everyday I am waiting for your new videos .. Take care laba bhai.. jai hind jai bharat 🇮🇳🇮🇳
Jagannath tumara mangala karantu. Tumapain bahuta katha janibaku miluchi. Khush raho beta.
Always awesome Lava bhai vlog Video ! Bhadiyaa heichi bhai ....❤ Full support always 🥰keep it up 👍 jai Jagannath 🙏🙏🙏
Bahut bahut badia bhai bhagaban tam ku bhala re rakhantu
ଶୁଭ ସକାଳ ଭାଇ..ଜୟ ହିନ୍ଦ୍... ଜୟ ଓଡ଼ିଶା...ଜୟ ଭାରତ
Bhala laguchi ❤ video
Laba Bhai satare you are real hero of our odisha ❤❤❤
Bahut sundar lagila chadhei market 😊😊
Everyday is a new day. Just go with the flow. Happy to watch ancient houses of Kabul. Missing drone shots. Lots of good wishes. ❤
❤bhai respect re kami nahi apananku AFGHANISTAN RE WE LOVE YOU BHAI GOD AND YOUR FANS ALWAYS WITH YOU ! GO AND ACHIEVE YOUR GOAL
ଭାଇ ନିଜ ଦେଶର ନାମ କୁହ ତାଲିବାନ୍ ମାନେ କଣ କରିବେ ତାହା ତ ନିଜେ ଜାଣ ନ୍ତୀ ଅନ୍ଯ ଦେଶର ନାମ କୁହନ୍ତୁ ନାହି ଲବ୍ ୟୁ ଲବ ଭାଇ
ଭାଇ ସବୁବେଳେ ବିନ୍ଦାଶ ରୁହ ❤️❤️❤️❤️❤️
I appreciate you lobo bhai love u 😍😍😍😍 please come soon in india...
Kali video dekhi bhari dukha lagila aau raga b lagila se talibani upare but aaji tike relaxed lagila ,se jaha b hau nija khial rakhiba ,bhai kana kahibi tama fan mo 2yrs pua b ,taku fever heichhi ,soithila mu jemiti video dekhiba start kali uthi padi mobile ku dekhi kahuchhi daaaaaaaadaaaaa, bhala se katha b hei sikhini ,taku mu chinhei deichhi laba dada ku ,nd tame mora favourite youtuber se janichhi . love from Sabitacreations, Rourkela ❤️
16:21 That Namaste🙏🏻❤️ Moment❤️❤️love that
Dhanyabad, bhaiya, Jai hindhustan, Jai odisha, Jai kandhamal raikia Laxmi Charan Pradhan,❤,
Bhai, may god bless u 😊 u r doing good job 👍 love from (Charbahal) Kalahandi jay maa manikeswari 🙏🙏🙏
Bahut sundar
ମୁଁ ବି ଆପଣଙ୍କ ଭଳି vlog ବନେଇବା ଆରମ୍ଭ କରି ଦେଇଛି।।।
ମୋତେ ଆପଣଙ୍କ ସାହାଯ୍ୟ ଦରକାର ଭାଇ
Jhinkiria khonag laidainj Labo Daa..
Adi napai Adi Adi Chorok ❤️❤️❤️❤️❤️❤️❤️
So beautiful view 😊😊
ଏହି ଭିଡ଼ିଓ ବହୁତ ଭଲ ଲାଗିଲା
Odisha is always with you. You are the best son of odisha.odisha's son Always stay safely and be happy. We tried to motive you back to back. Love from Mayurbhanj.all the best for a nice day.👍👍👍
Bhai best ever blogger I have seen in my life thank you to explore each & every country tradition .life of live thanks
Bhia ସବୁହାଡ଼ ଭୁଲୁଚ ଗୋଟିଏ ଥର ପୁରୀ ଆସ ଆମ ଜଗନ୍ନାଥ 🇮🇳🇮🇳❤️❤️
Very interesting video. Keep it up. JOHAR
Thank you bro 🎉🎉 bro 👍💯♥️
ମୁ ୧୯୯୬ ମସିହା ରେ ଆଫାନିସ୍ତାନକୁ ଯାଇଥିଲି ବୋହୁତ ଭଲ ଥିଲା ଟିକେ ଭୟ ନ ଥିଲା, ଏବେ ବୋହୁତ ଭୟ ଲାଗୁଛି, ଜୟ ହିନ୍ଦ୍
Love from kendrapara ❤❤...
Bhai god bless you 🙏🙏🙏❤
ଯାହା ବି ଭାଇ ଆଜିର ଭିଡ଼ିଓ ଦେଖି ଭଲ ଲାଗିଲା କାରଣ ତମ ପାଇଁ ଭଳ କଟିଲା ❤️🤗👌
ଧନ୍ୟବାଦ ଭାଇ ଆମ ଓଡିଶା ର ପରିଚୟ ଦେଉଥିବାରୁ ❤️❤️
Bhai se pakhi ra neme tentei pakhi se bilare ruhanti ❤❤❤❤ Jay Jagannath Bhai love you Big fan
Nice video 👍👍👍Bhal lagila 👍👍👍👍👍
Very nice video
ବହୁତ ମଜା ଲାଗିଲା video ଦେଖି 🌺🌺🌺🌺💯🎰🎰🎰🎰🎰🎰🎰🎰🎰🎰
I'm prea For your travel❤❤❤❤❤❤❤❤ god bless you❤❤❤❤❤.
Nice video video very interesting
Bhagaban tama mangala karantu jai jagannath❤❤🙏🙏
ଭିଡିଓ ଟି ବହୁତ ଭଲ ଥିଲା ଜୟ ଜଗନ୍ନାଥ
Nice ❤❤❤
Odishara 1no vloger
Proud of IND ❤️❤️❤️❤️❤️🙏🙏🙏🌍🌍🇮🇳
ତୁମ ସହିତ ଅଛୋନ୍ତି ସେହି bloger ra ନାମ କଣ ❤❤❤
Jay jagannath🙏
Bhai ajira vedio ti bahut bhala lagila, sabubele emiti khusire ruha, bhagaban nka dayaru ahuri agaku jaa, Jay jagannath ❤❤❤❤❤❤❤
❤❤❤ love form kalahandi
Love you Bhai laba tamehi mo garba because tame India bahare rahile mu bi tuma sathire India bahare rahila pari lage
Nice video ❤❤laba bhai nka pain gote like hou❤❤❤ from mayurbhanj
Nuapada ru kahuthili daa Jay jagannath God bless you 🙏🙏🙏
Jay jagannath🙏🙏🙏🙏🙏
Aadi napay video❤❤❤ you dada....
Jay jagannath❤❤
ଭାଇ ବୌଦ୍ଧ ଜିଲ୍ଲାରୁ କହୁଥିଲୁ ଭାଇ ଭଗଵାନ ତୁମକୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ ଆଉ ଯେତେ ବି ଲବ ଭାଇର vlog video ଦେଖୁଛ ସମସ୍ତଙ୍କୁ ଭଗଵାନ ଖୁସିରେ rakhantub❤❤❤❤❤
Very nice
Bhai mu Jagatsinghpur ru kahuchhi apna nka vedio mate bahut bhala lage 😊😊