Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆପଣଙ୍କର ଅପ୍ରିୟ ସତ୍ୟବଚନ ଧନ୍ୟବାଦ୍ ଆଜ୍ଞା. ଏ ଉପଦେଶ ଅତ୍ୟନ୍ତ ଗ୍ରହଣୀୟ, ଏବଂ ସ୍ୱାଗତ ଯୋଗ୍ୟ ! ଓଡ଼ିଶା ବାସୀ ଏହାକୁ ବୁଝିଵା ,ଜାଣିବା ଓ ହୃଦବୋଧ ହେବା ଦରକାର୍।
ସୁନ୍ଦର ସଚେତନତା, ଜୟ ଶ୍ରୀ ରାମ
ଗୋରକ୍ଷକ ମାନଙ୍କୁ ଧନ୍ୟବାଦ ଓ କିନ୍ଦାବାଦ '
Gaymane khiro diyontini jobordostbndhikiriduha jae aubudhihele pothhanopakhore bikidiyonty bahre gayrokhyoko
Kintu BJP BEEF bepara kariki malamal....eita kie kahiba????
ଭାଇ ଗାଁ ଗାଁ ବୁଲି କୁହନ୍ତୁ ବିକନ୍ତୁ ନାହିଁ ବଲି ତାଙ୍କେ ନ ବିକିଲେ ଆଉ କିଏ ଗୋ ଚାଳନ କରିବେ ନାହିଁ କିଏ
ରଥ ଯାତ୍ରା ସମୟରେ ବିଭିନ୍ନ ପ୍ରକାରର ଓ ବିଭିନ୍ନ ଜାତିର ଲୋକ ଏକାଠି ହୋଇ ପାରେ, କିନ୍ତୁ ଗାଁ ଓ ଗଣ୍ଡାରେ ଜାତି ଓ ଅଜାତି , ଛୁଆଁ ଛୁଇଁ ରହୁଛି, ତତ୍ ସହିତ ମଣିଷ ମଣିଷକୁ ଘୃଣା କରୁଛନ୍ତି ସେଥି ପାଇଁ ଆଜି ଏକତା ହୋଇ ପାରୁ ନାହିଁ,
ସାଧୁ ହବ ଏମିତି 👍🙏🙏♥️
Right
Kerla jaho bhai hindu gu Mangsa kauchanti
Wow excellent mahatma ap jese dharm guru nko hamare tarafse koti koti naman jay sanatan
ଯେଉଁଦିନ ସବର୍ଣ୍ଣ ମାନଙ୍କ ଝିଅ ଦଳିତ ଘରକୁ ବୋହୂ ହୋଇକି ଯିବ, ସେଦିନ ହିନ୍ଦୁ ସମାଜ ଏକ ହେବ
ଜୟ ଜଗନ୍ନାଥ ଜୟ ଭାରତ
Jay Jagannath ❤
ଜୟ ଜଗନ୍ନାଥ 👏🏻👏🏻
ଜୟ ସୀତା ରାମ
ବାବା ପ୍ରଣାମ। ଆପଣ ଠିକ୍ କଥା କହିଛନ୍ତି।ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।ଜୟ ଜଗନ୍ନାଥ। ଗଣେଶ୍ୱର ବେହେରା ,ନଇଗୁଆ, ସାଲେପୁର।
ପ୍ରଥମେ ଆମର ଭୁଲ୍ ଆମେ ଗୋ ମାଆ କୁ ବିକ୍ରି କରୁଛେ ଧିକ୍ ଆମ ଜୀବନକୁ ଯାହାକୁ ଆମେ ମା କହୁଛେ ତାକୁ ଆମେ ବିକ୍ରି କରୁଛେ ଜୟ ଜଗନ୍ନାଥ 😢
Thik kahila bhai ame jadi ama go mata nku bikri na kariba nischita rupe go chalan kam hoijiba
Jia kini ba pain asuchhanti bandhi ki pita semananku Nija ra samparkiya nku chhadile au kaha ku bi go mata nku dia na 🙏
Jay shree jagannath ♥️🙏♥️
ହିନ୍ଦୁଧର୍ମ ଏକଜୁଟହେଵାଦରକାର ମୋତରଫରୁ ସମସ୍ତଙ୍କୁ ଏକାନ୍ତଅନୁରୋଧ
କିଛି ଲାଭ ନାହିଁ 😁😁😁
ଜୟଶ୍ରୀ ରାମ
🏹🌅ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🔱🔱🔱🐚🐚🐚🌺🌺🌺🕯️🕯️🕯️
ଧନ୍ଯବାଦ୍ ବାବା-ନମସ୍ତେ
ଜୟ ଜଗନ୍ନାଥ sir
Jay shree Krishna Jay Jaganath 🙏🏻
Jay shree jagannath
ପୃଥିବୀର ଅନ୍ୟ ଦେଶ ସବୁ କ୍ଷେତ୍ର ରେ ବିକଶିତ ହେଲା ସମୟରେ ଭାରତ ରେ BJP ର ସରକାର ପାଇଁ .. ବାବା ମାନେ ଜ୍ଞାନୀ, ଗୋବର ଗୁହ ମୂତ୍ର ଖାଇବାର ଜ୍ଞାନ ପେଲୁ ଛନ୍ତି.. RSS ଆତଙ୍କବାଦୀ ସଙ୍ଗଠନ ଭାରତ ରେ ସକ୍ରିୟ ହେଉଛି.. MAGIHE ଶିକ୍ଷା ସ୍ୱାସ୍ଥ୍ୟ ଏ ସବୁ ରେ ଧ୍ୟାନ ଦେବା ରେ ନାହିଁ.. ଧର୍ମ ଧର୍ମ ହେଉ ଥା 😂😂😂
ପଲିସି କୁ ଏ ମିଥି କହିବା ଠୀକ ନାହିଁ ବାବା
ତୋ କଥା ସତ ହଉରେ ଚେଙ୍କ ।ଯଦି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆତଙ୍କବାଦୀ ହୁଏ ସବୁଠାରୁ ମୁଁ ବେଶୀ ଖୁସି ହେବି ଆଉ ତୋ ପରି ଲୋକଙ୍କ ସହ କଥା ନ ହେଇ ଗୁଳି ମାରିବି।।
No factor is necessary.lord Jagannath temple is the bright example for every Hindu.thanks.
ପରିତ୍ରାଣ କର୍ତ୍ତା ଙ୍କ ପଦାଚରଣରେ ସବୁ ସମର୍ପଣ କରିବ ସବୁ ଆଣ୍ଠୁ ନତମସ୍ତକ ହେବ ସବୁ ଜିବ୍ହା ଶ୍ପୀକାର କରିବ ଏକ ମାତ୍ର ଈଶ୍ବର ସ୍ବୟଂ ଯୀଶୁ ଖ୍ରୀଷ୍ଟ ଯିଏ ମସିହା ସମଗ୍ର ଜଗତର ପାପ ନିଜ ଜୀବନ ଦାନ ଦେଇ ଅନ୍ୟ କୁ ପୂନ୍ୟ ତା ଦେଇ ପାପ ବହି ନେଇ ଯାଆନ୍ତି
Rice 50kg convert houcha na 1lk convert houcha
It's true
ବାମଣ ନୀତିକୁ ଅଧିକାଂଶ ଲୋକ ଇଛା କରନ୍ତି ନାହି ବାମଣ ନିଜ ସୂାରଥ ପାଇଁ କାମ କରୁଛନ୍ତି,
ଆପଣ ଓଡ଼ିଶା ର ମନିଷ୍ କଷ୍ୟପ ଭାଇ ❤❤❤🙏
Jay jagannath prashant bhai🎉🎉🎉🎉
Jay Jagannath
Jay jagnnath
ହଇରେ ନାଲି ଗାମୁଛା ତୁ ସେଇଟା କ'ଣ ଧରିଛୁ, boom ନା ଟର୍ଚ୍ଚ ଲାଇଟ୍ 😂😂😂😂😂😂😂😂
ବାବା ଆପଣ ଯେଉଁ କହୁଛନ୍ତି ଯେ ସବୁବେଳେ ଭଗବାନ ଆମକୁ ରକ୍ଷା କରିବେ ଆଉ ଆମେ କିଛି କରିବା ନାହିଁ ତାହେଲେ ଆପଣ ଭୁଲ ଭାବୁଛନ୍ତି କାରଣ ଭଗବାନ ସେହି ମାନଙ୍କୁ ସାହାଯ୍ୟ କରନ୍ତି ଯେଉଁମାନେ ଭକ୍ତି ସହିତ କର୍ମ କୁ ଗୁରୁତ୍ଵ ଦିଅନ୍ତି । ଆପଣ ସେ ଭାଇଙ୍କର ପ୍ରଶ୍ନର ଉତ୍ତର ଦେଲେନାହିଁ ଓଲଟା ଶ୍ରୀମନ୍ଦିରର ଉଦାହରଣ ଦେଲେ ଠିକ୍ ଅଛି କିନ୍ତୁ ଜାତିପ୍ରଥାକୁ ପ୍ରତ୍ୟେକ ଗାଁ, ସହର, ଧାର୍ମିକ ସ୍ଥଳୀ, ସବୁ ସ୍ଥାନରୁ ହଟେଇବାକୁ ପଡ଼ିବ ନହେଲେ ଏମିତି ହିନ୍ଦୁ ଧର୍ମ ସରି ସରି ଆସିବ ଆଉ ଏମିତି ଦିନେ ସମୟ ଆସିବଯେ ସାରା ପୃଥିବୀରୁ ହିନ୍ଦୁ ଧର୍ମ ଲୋପ ପାଇଯିବ।
କାହିଁକି ଏତେ ଗପୁଚ୍ଛ ଶୋଇପଡ ରାତି ହେଲାଣି...
ଗୁରୁକୁଳ ଶିକ୍ଷା ର ଆବଶ୍ୟକ ଭାଇ
ଚକାପାଦ ଗୁରୁକୂଳ ସଂସ୍କୃତ ମହାବିଦ୍ୟାଳୟ ଆସନ୍ତୁ ଗୁରୁକୂଳ ଆଶ୍ରମର କେତେ ସୁନ୍ଦର ଶିକ୍ଷା ଅନୁଷ୍ଠାନ ରହିଛି
କଣ ଗୁରୁକୁଳ କୁ ଦଳିତ ପିଲା ଯାଇପାରିବେ
ଭାଈ ଏକଦମ ଠିକ୍ କହିଛନ୍ତି ମୁଁ ନିଜେ ସେ ଆଶ୍ରମ ର ପୂର୍ବତନ ଛାତ୍ର ଥିଲି ଆଜି ଯଦି ସ୍ବାମୀଜୀଙ୍କ କଥା ମନେ ପଡ଼ି ଯାଏ ତାହେଲେ ଆଖିରେ ଲୁହ ଆସିଯାଏ କେତେ ସରଳ ଓ ନିଷ୍ଠା ବାନ୍ ଥିଲେ ସ୍ୱାମୀଜୀ ହିନ୍ଦୁ ଧର୍ମ ପାଇଁ କଣ ସେ ନକରି ଛନ୍ତି??? କିନ୍ତୁ ବିଗତ ୨୪ ବର୍ଷ ର ଶାସନ ରେ ନବୀନ ସରକାର କିଛି ବି କଲା ନାହିଁ ତଦନ୍ତ କମିଶନ ଶୀତଳ ଭଣ୍ଡାର କୁ ଗଲା ଆଜି ଦେଶରେ ମୁସଲମାନ ମାନଙ୍କର ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି ଏ ହିନ୍ଦୁ ସମାଜ ତଥାପି ସୋଇଛି ଜଗନ୍ନାଥ ହିଁ ସାହା ଭରଷା@@janmejayabagarti3294
Right❤
ଖାଲି କହିଲେ ହବ କି ଆଜ୍ଞା ନିଜ ଛୁଆ କୁ ଗୁରୁକୁଳ ଛାଡ଼ନ୍ତୁ Free gurukul ଅଛି Cuttack ରେ ବିRUclips re dekhantu Bhaktivedanta Vidyabhaban Gurukul
ସୂର୍ୟ ଆତଯାତ ହେଉ ନାହାନ୍ତି ଅଜ୍ଞ। ,ସୁର୍ୟ ସ୍ତିର ଅଛନ୍ତି।ହିନ୍ଦୁ ଏକ ହେବେ କେମିତି ହିନ୍ଦୁ ୬୭୪୩ ଜାତିରେ ବାଣ୍ଟି ହୋଇଛନ୍ତି,ପୁଣି ଆଦିବାସୀ ଆଉ SC ମାନଙ୍କୁ ହିନ୍ଦୁ ମାନୁ ନାହାନ୍ତି,ଦେଖୁନ ଡ୍ରୋପଡ଼ି ମୂର୍ମୁଙ୍କୁ ଜଗନ୍ନାଥ ଗର୍ଭ ଗୃହକୁ ପଡ଼ିବାକୁ ଦେଲେନି ।
ସନାତନ ଯୁଗରେ ଯେମିତି ନ୍ୟାୟ ବ୍ୟବସ୍ଥା ପ୍ରଚଳିତ ହେଉ ଇଂରେଜ ନ୍ୟାୟ ବ୍ୟବସ୍ଠା ଉତଚ୍ଛେଦ ହେଉ ଚରିତ୍ର ନିର୍ମାଣ ଭିତ୍ତିକ ଶିକ୍ଷା ବ୍ୟବସ୍ଥା କୁ ପ୍ରଚଳିତ କରାଯାଉ ମୂଲ୍ୟବାନ ପ୍ରୋତ୍ସାହନ ଦେଇ ସତ ଚରିତ୍ରବାନ ସବୁଙ୍କୁ ବଡ଼ ବଡ଼ ସମାରୋହରେ ପୁରସ୍କୃତ କରାଯାଉ
ବାବା ଉଚିତ୍ କଥା କହିଲେ ସନାତନ ଧର୍ମ ବିଷୟରେ 👍🪔🚩🛕☸️⚛️✡️🕉️🏳️🌈👑🇮🇳
Jay Jagannath swami Nayana patha gami bhaba tume 🙏
Love is God. God is Love.
ଜୟ ଜଗନ୍ନାଥ।।।🙏🙏🙏
I Love you Swami ji
ମହାଶୟ, ଭଗବାନ ସମସ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ଜାତି କରି ସୃଷ୍ଟି କଲେ ନା ଆପଣ ମାନେ ଜାତି ସୃଷ୍ଟି କଲେ, ପ୍ରଥମେ ଜାତି କୁ ଲୋପ କରନ୍ତୁ ଆଦିବାସୀ କୁ ଘୃଣା କରନ୍ତୁ ନାହିଁ, ସେମାନଙ୍କ ସହ ବୈବାହିକ ସମ୍ପର୍କ ବଢ।ନ୍ତୁ ସବୁ ସମସ୍ୟା ଦୂର ହେବ
Bilkul 👍👍👍
Jay shree Krishna
Jay gomata ki Jay
ବାବା ଜାହା କହୁଚେ👍
ଯୋଉଠି ସତ୍ୟ ନାହିଁ ସେଠି କିପରି ଏକତା ଆସିବ?
ଜୟ ଜଗନ୍ନାଥ ଜୟ ରାମ ❤🎉
Jai jagannath 🙏🙏🙏🙏🙏🙏🙏🚩🚩🚩🚩🚩🚩🚩
Jai shree Ram
ଓଡ଼ିଆ ଲୋକ ଆଗେ ଏକହୁଅ ବିହାରୀ ପସି ଗଲେନି
U r absolutely right
Jay shree ram my big pan prakash brother ❤️🚩🚩🚩🚩🚩🚩🚩❤️
Jay Jagannath Jay Mata manikeshwari gochar jami chaadi bapai Sarkar ko nivedan
ଗୁରୁ କୁଳ ଶିକ୍ଷା ର ଆବଶ୍ୟକ ଭାଇ
God bless you
Joy jagannath ❤
ଗାଈ ଗହମ ଖାଇ ହଗିଲେ ଗୋବରରେ ଯେଉଁ ଗହମ ବାହାରେ ସେହି ଗହମ କୁ ଝିଅ ମାନେ ଖାଇଲେ ଛୁଆ ଜନ୍ମ ହୁଏ ଏମିତି ଜ୍ଞାନ ଅର୍ଜନ କରିଛନ୍ତି ଏହି ବାବା ମାନେ
ଦନ ଆଷିବ ସମସ୍ତେ କ୍ରିଷ୍ଣା ନ୍ ହେଇ ଜିବେ ଜୟ ଶ୍ରୀ ରାମ ଭାଇ
Jay shree ram 🙏
Jay shree Ram
ଯେ କଣସି ବି ଧର୍ମର ଲୋକ l ଅହିଶା, ଅତ୍ୟାଚାରି, ବିୟାବିଚାର, କୁହୁକ, ନିନ୍ଧକ, ପ୍ରତିମା ପୂଜକ, ଛରି, ଗର୍ବୀ l ଏମାନେ କେବେ ଏକାଠି ହେବେନାହି l
କଂସେଇ ଖାନା ଦେଶରୁ ହଟା ଯାଉ ସାବୁଠାରୁ ଅଧିକ କଂସେଇ ଖାନା ଉତ୍ତର ପ୍ରଦେଶ ରେ ଅଛି l ପରିବେକି ଯୋଗୀ ଜି l
God bless you baba
ହିନ୍ଦୁ ଧର୍ମରେ ଜାତି ଜାତି ମଧ୍ୟରେ ପାତର ଅନ୍ତର ଦେଖା ଦେଇଛି ସେଇଟା ମୂଳ କାରଣ,
Jay shree ram
One and Only one work...Temple Board....free Temples from govt....
ପରଷ୍ପର ପ୍ରେମ ସାହାଯ୍ୟ ସହାନୁଭୂତି ନାହିଁ,ଆଉ ଗୋଟେ କଥା ମୁଁ,ବୋଲି ଗୋଟେ ଜିନିଷ ଅଛି
ଯଦି ଜଗନ୍ନାଥ ଅଛନ୍ତି,ତାହାହେଲେ ଓଡ଼ିଶାରେ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା ଲାଗି ରହିଛି କାହିଁକି?ଯଦି ଓଡ଼ିଶାରେ ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି,ଓଡ଼ିଶାରେ ସମଗ୍ର ଓଡ଼ିଶାବାସୀ ଲକ୍ଷ୍ମୀ ପୂଜା କରୁଛନ୍ତି।ତାହାହେଲେ ୨୫ ବର୍ଷ ଧରି ଓଡ଼ିଶାବାସୀ ଗଣ୍ଡେ ଖାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରୁଛନ୍ତି କାହିଁକି??
𝑩𝒉𝒂𝒊 𝒕𝒉𝒊𝒌 𝒌𝒉𝒂𝒊𝒍𝒂 𝒋𝒆 𝒃𝒖𝒕 𝒏𝒊𝒋𝒂 𝒌𝒂𝒓𝒎𝒂 𝒕𝒉𝒊𝒌 𝒌𝒂𝒓𝒖𝒄𝒉𝒂 𝒏𝒂 𝒂𝒈𝒂 𝒏𝒊𝒋𝒂 𝒌𝒖 𝒔𝒂𝒃𝒖 𝒅𝒆𝒌𝒉𝒊𝒃𝒂 𝒌𝒂𝒕𝒉𝒂 𝒌𝒂𝒓𝒎𝒂 𝒉𝒆𝒆 𝒃𝒉𝒂𝒈𝒘𝒂𝒏 𝒏𝒊𝒋𝒂 𝒌𝒂𝒓𝒎𝒂 𝒃𝒉𝒂𝒍𝒂 𝒌𝒂𝒓𝒂 𝒕𝒂 𝒑𝒂𝒓𝒆 𝒃𝒉𝒂𝒈𝒘𝒂𝒏 𝒏𝒌𝒖 𝒅𝒐𝒔𝒂 𝒅𝒂𝒃𝒂 𝒋𝒂𝒚 𝒋𝒂𝒈𝒂𝒏𝒏𝒂𝒕𝒉
ଜାତି ଭେଦ ବହୁତ୍ ହେଉଛି ଓଡିଶାରେ ସେଇଥି ପାଇଁ ଏକଜୁଟ ହେଇପରୁନାହାନ୍ତି ସନାତନ ଲୋକ
supar
Jay shree Ram Jay Hindu rashtra sanatan dharma ki Jay Bharat mata ki Jay Gomata ki Jay Jay shree Ram Jay Jay shree Ram
Jay shree krishna
ଭାଇ ତମେ କହିଲ ସନାତନ ଧର୍ମ ସତ୍ୟ ବଳି କିନ୍ତୁ ରଥଯାତ୍ରା ସମୟରେ କାହିଁକି ମନ୍ଦ ଭାଷା କହୁଛନ୍ତି ତାହା ଭୁଲ ଅଟେ,
Independent is nor only for you it's for all Indians
Jaya Jagannath babanku Mora pranam jenhuprajyant sambidhanre dharmanirapakhyata uthinanhi se prajyanta HINDU eka heba asambhaba karana vote pain sabudala subidha pain rupa ranga paribartan karantu na BJP,CONG etc
jay
Bhai chief minister speech ta upload karantu November 26 is swadhinata diwas 😂😂😂
Define business and Life.
Jay Shree Ram 🚩
Right 100%
ଭାଈ... ମୟୁର ପୁଞ୍ଛ କାହିଁକି ଧରିଛନ୍ତି... double role karunahanti ki🤐🤐🤐
କେବଳ ମାତ୍ର ଖ୍ରୀଷ୍ଟିୟାନ ରହିବ
Ha ha 😮😮 🤣 🤣 😅😅😅😊😊😂😂😂
Baba thik kahuchanti
ବିକିବା ଲୋକଙ୍କ ପାଇଁ ପ୍ରଥମେ ସଚେତନା ବ୍ୟବସ୍ଥା କରାଯାଉ ନ ବିକିଲେ ନେବେ କେମିତି
ପୃଥିବୀ ରେ ଅଷିଏ ଭାଗ ଲୋକ ଗୋମାଂସ ଖାଆନ୍ତୀ କାହାକୁ ମନାକରିବ। କୁକୁର କାମୁଡ଼ା ପାଗଳ ମହା ମୁର୍ଖ ଅନ୍ଧବିଶ୍ୱାସି ମାନେ
BJP ସରକାର ହାତ ଅଛି 😮😅😅😅
SC ST MANE DRUTA GATIRE CRISTIAN HEHUCHANTI. GANO MANANKARE
ନାଲି ଗାମୁଛା
Jay Naga baba s m j
🎉
Gyana ra bhandara Baba Maharaj
हमरी हिन्दू भाईयो की खुन ठंडी पडगई क्यूं की हमारे देश मै हमारे उपर अन्याय हो राहा है
🙏🙏🙏🙏🙏🙏🙏🙏🙏🚩🚩🚩🚩🚩🚩🚩👍👍👍👍👍💐💐💐💐💐🤗🤗🤗🕉️🤗🕉️🇮🇳🇮🇳🇮🇳🇮🇳🌹🌹👌👌🙏🙏🙏
Gosurakhya nihati darkar se Amara matamadhyan karana makhirapari gomatamadhya amaku Tara bahumulya dugdha dei amaku balistha kare amebalasali hoi amaku Amara desaku surakhya debakatha o gomatakumadhya surekhya debakatha
Jago hinduo jago kabtak soye rahoge Jay Jagannath 🙏🏿🙏🏿
ସେହି ସତ୍ୟ କିଏ କୁହ?
Gyana hina bokta
Agaru kebe hindu scientist thile ki bhai tk kuho,jete bada bada scientist mane sabo, Cristina, Muslim mane achi bhai,I am hindu but I don't like this rules, I am always Indian❤❤❤❤
🙏🙏🙏🙏🙏♥️♥️♥️👍👍👍
Sata katha
ଆପଣଙ୍କର ଅପ୍ରିୟ ସତ୍ୟବଚନ ଧନ୍ୟବାଦ୍ ଆଜ୍ଞା. ଏ ଉପଦେଶ ଅତ୍ୟନ୍ତ ଗ୍ରହଣୀୟ, ଏବଂ ସ୍ୱାଗତ ଯୋଗ୍ୟ ! ଓଡ଼ିଶା ବାସୀ ଏହାକୁ ବୁଝିଵା ,ଜାଣିବା ଓ ହୃଦବୋଧ ହେବା ଦରକାର୍।
ସୁନ୍ଦର ସଚେତନତା, ଜୟ ଶ୍ରୀ ରାମ
ଗୋରକ୍ଷକ ମାନଙ୍କୁ ଧନ୍ୟବାଦ ଓ କିନ୍ଦାବାଦ '
Gaymane khiro diyontini jobordostbndhikiriduha jae aubudhihele pothhanopakhore bikidiyonty bahre gayrokhyoko
Kintu BJP BEEF bepara kariki malamal....eita kie kahiba????
ଭାଇ ଗାଁ ଗାଁ ବୁଲି କୁହନ୍ତୁ ବିକନ୍ତୁ ନାହିଁ ବଲି ତାଙ୍କେ ନ ବିକିଲେ ଆଉ କିଏ ଗୋ ଚାଳନ କରିବେ ନାହିଁ କିଏ
ରଥ ଯାତ୍ରା ସମୟରେ ବିଭିନ୍ନ ପ୍ରକାରର ଓ ବିଭିନ୍ନ ଜାତିର ଲୋକ ଏକାଠି ହୋଇ ପାରେ, କିନ୍ତୁ ଗାଁ ଓ ଗଣ୍ଡାରେ ଜାତି ଓ ଅଜାତି , ଛୁଆଁ ଛୁଇଁ ରହୁଛି, ତତ୍ ସହିତ ମଣିଷ ମଣିଷକୁ ଘୃଣା କରୁଛନ୍ତି ସେଥି ପାଇଁ ଆଜି ଏକତା ହୋଇ ପାରୁ ନାହିଁ,
ସାଧୁ ହବ ଏମିତି 👍🙏🙏♥️
Right
Kerla jaho bhai hindu gu Mangsa kauchanti
Wow excellent mahatma ap jese dharm guru nko hamare tarafse koti koti naman jay sanatan
ଯେଉଁଦିନ ସବର୍ଣ୍ଣ ମାନଙ୍କ ଝିଅ ଦଳିତ ଘରକୁ ବୋହୂ ହୋଇକି ଯିବ, ସେଦିନ ହିନ୍ଦୁ ସମାଜ ଏକ ହେବ
ଜୟ ଜଗନ୍ନାଥ ଜୟ ଭାରତ
Jay Jagannath ❤
ଜୟ ଜଗନ୍ନାଥ 👏🏻👏🏻
ଜୟ ସୀତା ରାମ
ବାବା ପ୍ରଣାମ। ଆପଣ ଠିକ୍ କଥା କହିଛନ୍ତି।
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।
ଜୟ ଜଗନ୍ନାଥ। ଗଣେଶ୍ୱର ବେହେରା ,ନଇଗୁଆ, ସାଲେପୁର।
ପ୍ରଥମେ ଆମର ଭୁଲ୍ ଆମେ ଗୋ ମାଆ କୁ ବିକ୍ରି କରୁଛେ ଧିକ୍ ଆମ ଜୀବନକୁ ଯାହାକୁ ଆମେ ମା କହୁଛେ ତାକୁ ଆମେ ବିକ୍ରି କରୁଛେ ଜୟ ଜଗନ୍ନାଥ 😢
Thik kahila bhai ame jadi ama go mata nku bikri na kariba nischita rupe go chalan kam hoijiba
Jia kini ba pain asuchhanti bandhi ki pita semananku
Nija ra samparkiya nku chhadile au kaha ku bi go mata nku dia na 🙏
Jay shree jagannath ♥️🙏♥️
ହିନ୍ଦୁଧର୍ମ ଏକଜୁଟହେଵାଦରକାର ମୋତରଫରୁ ସମସ୍ତଙ୍କୁ ଏକାନ୍ତଅନୁରୋଧ
କିଛି ଲାଭ ନାହିଁ 😁😁😁
ଜୟଶ୍ରୀ ରାମ
🏹🌅ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🔱🔱🔱🐚🐚🐚🌺🌺🌺🕯️🕯️🕯️
ଧନ୍ଯବାଦ୍ ବାବା-ନମସ୍ତେ
ଜୟ ଜଗନ୍ନାଥ sir
Jay shree Krishna Jay Jaganath 🙏🏻
Jay shree jagannath
ପୃଥିବୀର ଅନ୍ୟ ଦେଶ ସବୁ କ୍ଷେତ୍ର ରେ ବିକଶିତ ହେଲା ସମୟରେ ଭାରତ ରେ BJP ର ସରକାର ପାଇଁ .. ବାବା ମାନେ ଜ୍ଞାନୀ, ଗୋବର ଗୁହ ମୂତ୍ର ଖାଇବାର ଜ୍ଞାନ ପେଲୁ ଛନ୍ତି.. RSS ଆତଙ୍କବାଦୀ ସଙ୍ଗଠନ ଭାରତ ରେ ସକ୍ରିୟ ହେଉଛି.. MAGIHE ଶିକ୍ଷା ସ୍ୱାସ୍ଥ୍ୟ ଏ ସବୁ ରେ ଧ୍ୟାନ ଦେବା ରେ ନାହିଁ.. ଧର୍ମ ଧର୍ମ ହେଉ ଥା 😂😂😂
ପଲିସି କୁ ଏ ମିଥି କହିବା ଠୀକ ନାହିଁ ବାବା
ତୋ କଥା ସତ ହଉରେ ଚେଙ୍କ ।ଯଦି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆତଙ୍କବାଦୀ ହୁଏ ସବୁଠାରୁ ମୁଁ ବେଶୀ ଖୁସି ହେବି ଆଉ ତୋ ପରି ଲୋକଙ୍କ ସହ କଥା ନ ହେଇ ଗୁଳି ମାରିବି।।
No factor is necessary.lord Jagannath temple is the bright example for every Hindu.thanks.
ପରିତ୍ରାଣ କର୍ତ୍ତା ଙ୍କ ପଦାଚରଣରେ ସବୁ ସମର୍ପଣ କରିବ ସବୁ ଆଣ୍ଠୁ ନତମସ୍ତକ ହେବ ସବୁ ଜିବ୍ହା ଶ୍ପୀକାର କରିବ ଏକ ମାତ୍ର ଈଶ୍ବର ସ୍ବୟଂ ଯୀଶୁ ଖ୍ରୀଷ୍ଟ ଯିଏ ମସିହା ସମଗ୍ର ଜଗତର ପାପ ନିଜ ଜୀବନ ଦାନ ଦେଇ ଅନ୍ୟ କୁ ପୂନ୍ୟ ତା ଦେଇ ପାପ ବହି ନେଇ ଯାଆନ୍ତି
Rice 50kg convert houcha na 1lk convert houcha
It's true
ବାମଣ ନୀତିକୁ ଅଧିକାଂଶ ଲୋକ ଇଛା କରନ୍ତି ନାହି ବାମଣ ନିଜ ସୂାରଥ ପାଇଁ କାମ କରୁଛନ୍ତି,
ଆପଣ ଓଡ଼ିଶା ର ମନିଷ୍ କଷ୍ୟପ ଭାଇ ❤❤❤🙏
Jay jagannath prashant bhai🎉🎉🎉🎉
Jay Jagannath
Jay jagnnath
ହଇରେ ନାଲି ଗାମୁଛା ତୁ ସେଇଟା କ'ଣ ଧରିଛୁ, boom ନା ଟର୍ଚ୍ଚ ଲାଇଟ୍ 😂😂😂😂😂😂😂😂
ବାବା ଆପଣ ଯେଉଁ କହୁଛନ୍ତି ଯେ ସବୁବେଳେ ଭଗବାନ ଆମକୁ ରକ୍ଷା କରିବେ ଆଉ ଆମେ କିଛି କରିବା ନାହିଁ ତାହେଲେ ଆପଣ ଭୁଲ ଭାବୁଛନ୍ତି କାରଣ ଭଗବାନ ସେହି ମାନଙ୍କୁ ସାହାଯ୍ୟ କରନ୍ତି ଯେଉଁମାନେ ଭକ୍ତି ସହିତ କର୍ମ କୁ ଗୁରୁତ୍ଵ ଦିଅନ୍ତି । ଆପଣ ସେ ଭାଇଙ୍କର ପ୍ରଶ୍ନର ଉତ୍ତର ଦେଲେନାହିଁ ଓଲଟା ଶ୍ରୀମନ୍ଦିରର ଉଦାହରଣ ଦେଲେ ଠିକ୍ ଅଛି କିନ୍ତୁ ଜାତିପ୍ରଥାକୁ ପ୍ରତ୍ୟେକ ଗାଁ, ସହର, ଧାର୍ମିକ ସ୍ଥଳୀ, ସବୁ ସ୍ଥାନରୁ ହଟେଇବାକୁ ପଡ଼ିବ ନହେଲେ ଏମିତି ହିନ୍ଦୁ ଧର୍ମ ସରି ସରି ଆସିବ ଆଉ ଏମିତି ଦିନେ ସମୟ ଆସିବଯେ ସାରା ପୃଥିବୀରୁ ହିନ୍ଦୁ ଧର୍ମ ଲୋପ ପାଇଯିବ।
କାହିଁକି ଏତେ ଗପୁଚ୍ଛ ଶୋଇପଡ ରାତି ହେଲାଣି...
ଗୁରୁକୁଳ ଶିକ୍ଷା ର ଆବଶ୍ୟକ ଭାଇ
ଚକାପାଦ ଗୁରୁକୂଳ ସଂସ୍କୃତ ମହାବିଦ୍ୟାଳୟ ଆସନ୍ତୁ ଗୁରୁକୂଳ ଆଶ୍ରମର କେତେ ସୁନ୍ଦର ଶିକ୍ଷା ଅନୁଷ୍ଠାନ ରହିଛି
କଣ ଗୁରୁକୁଳ କୁ ଦଳିତ ପିଲା ଯାଇପାରିବେ
ଭାଈ ଏକଦମ ଠିକ୍ କହିଛନ୍ତି ମୁଁ ନିଜେ ସେ ଆଶ୍ରମ ର ପୂର୍ବତନ ଛାତ୍ର ଥିଲି ଆଜି ଯଦି ସ୍ବାମୀଜୀଙ୍କ କଥା ମନେ ପଡ଼ି ଯାଏ ତାହେଲେ ଆଖିରେ ଲୁହ ଆସିଯାଏ କେତେ ସରଳ ଓ ନିଷ୍ଠା ବାନ୍ ଥିଲେ ସ୍ୱାମୀଜୀ ହିନ୍ଦୁ ଧର୍ମ ପାଇଁ କଣ ସେ ନକରି ଛନ୍ତି??? କିନ୍ତୁ ବିଗତ ୨୪ ବର୍ଷ ର ଶାସନ ରେ ନବୀନ ସରକାର କିଛି ବି କଲା ନାହିଁ ତଦନ୍ତ କମିଶନ ଶୀତଳ ଭଣ୍ଡାର କୁ ଗଲା ଆଜି ଦେଶରେ ମୁସଲମାନ ମାନଙ୍କର ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି ଏ ହିନ୍ଦୁ ସମାଜ ତଥାପି ସୋଇଛି ଜଗନ୍ନାଥ ହିଁ ସାହା ଭରଷା@@janmejayabagarti3294
Right❤
ଖାଲି କହିଲେ ହବ କି ଆଜ୍ଞା
ନିଜ ଛୁଆ କୁ ଗୁରୁକୁଳ ଛାଡ଼ନ୍ତୁ
Free gurukul ଅଛି Cuttack ରେ ବି
RUclips re dekhantu Bhaktivedanta Vidyabhaban Gurukul
ସୂର୍ୟ ଆତଯାତ ହେଉ ନାହାନ୍ତି ଅଜ୍ଞ। ,ସୁର୍ୟ ସ୍ତିର ଅଛନ୍ତି।
ହିନ୍ଦୁ ଏକ ହେବେ କେମିତି ହିନ୍ଦୁ ୬୭୪୩ ଜାତିରେ ବାଣ୍ଟି ହୋଇଛନ୍ତି,ପୁଣି ଆଦିବାସୀ ଆଉ SC ମାନଙ୍କୁ ହିନ୍ଦୁ ମାନୁ ନାହାନ୍ତି,ଦେଖୁନ ଡ୍ରୋପଡ଼ି ମୂର୍ମୁଙ୍କୁ ଜଗନ୍ନାଥ ଗର୍ଭ ଗୃହକୁ ପଡ଼ିବାକୁ ଦେଲେନି ।
ସନାତନ ଯୁଗରେ ଯେମିତି ନ୍ୟାୟ ବ୍ୟବସ୍ଥା ପ୍ରଚଳିତ ହେଉ ଇଂରେଜ ନ୍ୟାୟ ବ୍ୟବସ୍ଠା ଉତଚ୍ଛେଦ ହେଉ ଚରିତ୍ର ନିର୍ମାଣ ଭିତ୍ତିକ ଶିକ୍ଷା ବ୍ୟବସ୍ଥା କୁ ପ୍ରଚଳିତ କରାଯାଉ ମୂଲ୍ୟବାନ ପ୍ରୋତ୍ସାହନ ଦେଇ ସତ ଚରିତ୍ରବାନ ସବୁଙ୍କୁ ବଡ଼ ବଡ଼ ସମାରୋହରେ ପୁରସ୍କୃତ କରାଯାଉ
ବାବା ଉଚିତ୍ କଥା କହିଲେ ସନାତନ ଧର୍ମ ବିଷୟରେ 👍🪔🚩🛕☸️⚛️✡️🕉️🏳️🌈👑🇮🇳
Jay Jagannath swami Nayana patha gami bhaba tume 🙏
Love is God. God is Love.
ଜୟ ଜଗନ୍ନାଥ।।।🙏🙏🙏
I Love you Swami ji
ମହାଶୟ, ଭଗବାନ ସମସ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ଜାତି କରି ସୃଷ୍ଟି କଲେ ନା ଆପଣ ମାନେ ଜାତି ସୃଷ୍ଟି କଲେ, ପ୍ରଥମେ ଜାତି କୁ ଲୋପ କରନ୍ତୁ ଆଦିବାସୀ କୁ ଘୃଣା କରନ୍ତୁ ନାହିଁ, ସେମାନଙ୍କ ସହ ବୈବାହିକ ସମ୍ପର୍କ ବଢ।ନ୍ତୁ ସବୁ ସମସ୍ୟା ଦୂର ହେବ
Bilkul 👍👍👍
Jay shree Krishna
Jay gomata ki Jay
ବାବା ଜାହା କହୁଚେ👍
ଯୋଉଠି ସତ୍ୟ ନାହିଁ ସେଠି କିପରି ଏକତା ଆସିବ?
ଜୟ ଜଗନ୍ନାଥ ଜୟ ରାମ ❤🎉
Jai jagannath 🙏🙏🙏🙏🙏🙏🙏🚩🚩🚩🚩🚩🚩🚩
Jai shree Ram
ଓଡ଼ିଆ ଲୋକ ଆଗେ ଏକହୁଅ ବିହାରୀ ପସି ଗଲେନି
U r absolutely right
Jay shree ram my big pan prakash brother ❤️🚩🚩🚩🚩🚩🚩🚩❤️
Jay Jagannath Jay Mata manikeshwari gochar jami chaadi bapai Sarkar ko nivedan
ଗୁରୁ କୁଳ ଶିକ୍ଷା ର ଆବଶ୍ୟକ ଭାଇ
God bless you
Joy jagannath ❤
ଗାଈ ଗହମ ଖାଇ ହଗିଲେ ଗୋବରରେ ଯେଉଁ ଗହମ ବାହାରେ ସେହି ଗହମ କୁ ଝିଅ ମାନେ ଖାଇଲେ ଛୁଆ ଜନ୍ମ ହୁଏ ଏମିତି ଜ୍ଞାନ ଅର୍ଜନ କରିଛନ୍ତି ଏହି ବାବା ମାନେ
ଦନ ଆଷିବ ସମସ୍ତେ କ୍ରିଷ୍ଣା ନ୍ ହେଇ ଜିବେ ଜୟ ଶ୍ରୀ ରାମ ଭାଇ
Jay shree ram 🙏
Jay shree Ram
ଯେ କଣସି ବି ଧର୍ମର ଲୋକ l ଅହିଶା, ଅତ୍ୟାଚାରି, ବିୟାବିଚାର, କୁହୁକ, ନିନ୍ଧକ, ପ୍ରତିମା ପୂଜକ, ଛରି, ଗର୍ବୀ l ଏମାନେ କେବେ ଏକାଠି ହେବେନାହି l
କଂସେଇ ଖାନା ଦେଶରୁ ହଟା ଯାଉ ସାବୁଠାରୁ ଅଧିକ କଂସେଇ ଖାନା ଉତ୍ତର ପ୍ରଦେଶ ରେ ଅଛି l ପରିବେକି ଯୋଗୀ ଜି l
God bless you baba
Right
ହିନ୍ଦୁ ଧର୍ମରେ ଜାତି ଜାତି ମଧ୍ୟରେ ପାତର ଅନ୍ତର ଦେଖା ଦେଇଛି ସେଇଟା ମୂଳ କାରଣ,
Jay shree ram
One and Only one work...Temple Board....free Temples from govt....
ପରଷ୍ପର ପ୍ରେମ ସାହାଯ୍ୟ ସହାନୁଭୂତି ନାହିଁ,ଆଉ ଗୋଟେ କଥା ମୁଁ,ବୋଲି ଗୋଟେ ଜିନିଷ ଅଛି
ଯଦି ଜଗନ୍ନାଥ ଅଛନ୍ତି,ତାହାହେଲେ ଓଡ଼ିଶାରେ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା ଲାଗି ରହିଛି କାହିଁକି?
ଯଦି ଓଡ଼ିଶାରେ ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି,ଓଡ଼ିଶାରେ ସମଗ୍ର ଓଡ଼ିଶାବାସୀ ଲକ୍ଷ୍ମୀ ପୂଜା କରୁଛନ୍ତି।ତାହାହେଲେ ୨୫ ବର୍ଷ ଧରି ଓଡ଼ିଶାବାସୀ ଗଣ୍ଡେ ଖାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରୁଛନ୍ତି କାହିଁକି??
𝑩𝒉𝒂𝒊 𝒕𝒉𝒊𝒌 𝒌𝒉𝒂𝒊𝒍𝒂 𝒋𝒆 𝒃𝒖𝒕 𝒏𝒊𝒋𝒂 𝒌𝒂𝒓𝒎𝒂 𝒕𝒉𝒊𝒌 𝒌𝒂𝒓𝒖𝒄𝒉𝒂 𝒏𝒂 𝒂𝒈𝒂 𝒏𝒊𝒋𝒂 𝒌𝒖 𝒔𝒂𝒃𝒖 𝒅𝒆𝒌𝒉𝒊𝒃𝒂 𝒌𝒂𝒕𝒉𝒂 𝒌𝒂𝒓𝒎𝒂 𝒉𝒆𝒆 𝒃𝒉𝒂𝒈𝒘𝒂𝒏 𝒏𝒊𝒋𝒂 𝒌𝒂𝒓𝒎𝒂 𝒃𝒉𝒂𝒍𝒂 𝒌𝒂𝒓𝒂 𝒕𝒂 𝒑𝒂𝒓𝒆 𝒃𝒉𝒂𝒈𝒘𝒂𝒏 𝒏𝒌𝒖 𝒅𝒐𝒔𝒂 𝒅𝒂𝒃𝒂
𝒋𝒂𝒚 𝒋𝒂𝒈𝒂𝒏𝒏𝒂𝒕𝒉