୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର || CM Mohan Majhi || Cabinet Approves 5 Proposals || BJP Govt || OR
HTML-код
- Опубликовано: 9 июл 2024
- ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଂଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ପିଏମ୍ କିଷାନରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaReporteronRUclips
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #cabinetmeeting #chiefminister #MohanCharanMajhi #odisha #news #odishareporter
ଧନ୍ୟବାଦ ଜଣାଉଛି ପ୍ରିୟ ମୂଖ୍ୟମନ୍ତ୍ରୀ ଙ୍କୁ । ଜୟ ଜଗନ୍ନାଥ ।
କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ସହ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଁ ମୋର ସମସ୍ତ ଆଶାୟୀ ଶିକ୍ଷକମାନଙ୍କ ତରଫରୁ ମୋ ହୃଦୟର ଗଭୀରତମ ପ୍ରଦେଶ ରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି l 🙏🏻 ଧନ୍ୟବାଦ ❤️❤️❤️🙏🏻
❤🙏🏻
😮 h@@shaitansingh9698
🙏🙏🙏
hau nijukti milila pare tike patha padhei baku bi chesta karibe.
@@sanjeevkumarsahu6016 ନିଶ୍ଚିନ୍ତ ରୁହନ୍ତୁ ଆମେ ନୂତନ ଭବିଷ୍ୟତକୁ ନିଜ ହାତରେ ଗଢ଼ିବୁ.. କିଛି ଙ୍କୁ ଦେଖି ସମସ୍ତ ଶିକ୍ଷକ ଜାତି ପ୍ରତି ସନ୍ଦେହ ଦୃଷ୍ଟି ଆଣନ୍ତୁ ନାହିଁ l🙏🏻
ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର ❤❤❤❤❤❤❤❤❤❤❤
କମ୍ପାନୀ ମାନେ ସରକାରୀ ରେଟ୍ କେ ନାଇଁ
ମାନ୍ବାର୍ ଇ ଉପରେ ଟିକେ ଧ୍ୟାନ୍ ଦେଲେ ଭଲ୍ ହେବା ।
Pura sat Katha da...😢😢
ଯାହା ହେଉ new CM କିଛି କହି ପାରୁଛନ୍ତି ଆଉ ନବୀନ ବାବୁ ସେ ଖାଲି କହିବେ ଆପଣ ମାନେ ଖୁସି ତ
Hmm କୁଶଡି କୁଶଡି
Bholo bhuwan bulouchonti
Thank you
Naveen ra kahiba tame bujhiparibani na Karan se English re kahibe,,mohan majhi ta odia reading padhuchhanti na bhala bujhi heuthiba
@@ashiskumarpradhan388 na na ame English padhijaninu
ଗାଦିମଡା ପୁରୁଣା ଅଫିସର କେବେ ଦାହାରିବେ?
Bahut badhiya
ମାନ୍ୟବର ମୁଖ୍ୟମନ୍ତ୍ରୀ ସାର୍ ଆଉଟ୍ ସର୍ଶୀଙ୍ଗ ପିଲା ମାନଙ୍କୁ ଟିକିଏ ଧ୍ୟାନ ଦିଅନ୍ତୁ ସାର୍
Thanks a lot sir,ama garibanka pilanka panku munhare hasa tike phutei thibaru 🙏🙏🙏🙏
କେତେ ଧର୍ଜ୍ୟହରା ଆମ ଓଡିଆଲୋକ ଜେ କିଛିସମୟ ପୁର୍ବରୁ ଅନେକଶିକ୍ଷକ ହେବାକୁଥିବା ପିଲାମାନେ ମୁଖ୍ୟମନ୍ତ୍ରିଙ୍କୁ ଗାଲିକରୁଥିଲେ ସେମାନେ ଏବେ ଧନ୍ୟବାଦ ଦେଲେଣି ଜୋଉ ଶିକ୍ଷକମାନେ ମୁଖ୍ୟମନ୍ତ୍ରିକୁ ସମ୍ମାନଦେବା ଜାଣିନି ସେ ମୁର୍ଖ ଶିକ୍ଷକ ପିଲାଙ୍କୁ କି ପାଠ ପଢେଇବ ପ୍ରଥମେ ଅନ୍ୟକୁ ସମ୍ମାନଦେବାସିଖ ପରେ ଶିକ୍ଷକହେବ
❤dhanyabaad sir, au medical system ku dhyan dia, rajya re thiba nadi, dam, anikot ra punar udhar au maramati kara🙏🏻🙏🏻🙏🏻new dam tiari kara❤❤
ଅତଳ ଗଭୀର ନଳକୂପ ଗୁଡିକ ସଚଳ କରାଗଲେ ଅନେକ ଚାଷୀଭାଇ ଉପକୃତ ହୋଇପାରନ୍ତେ । ଏଣୁ ସି. ଏମ ସାର ଏଥିପ୍ରତି ଗୁରୁତ୍ଵ ଦେବା ପାଇଁ ଅନୁରୋଧ ରହିଲା।
Best CM Mohan Majhi Sir
Cmsirthanks
Thanks to govt for the recruitment of 20k jts.
Comment Padhile Laguchi......Odishare Sabu Magana Khia....Sabubele Hata Teka Khojile😂😂😂
Jay ho bjp sarkar
ଏହା କୁ କୁହନ୍ତି ପକୃତରେ ପରିବର୍ତନ... ଜୟ ବିଜେପି 🙏🙏
Good
Jai Bjp Jai mohon sir jai jagarnnath ❤❤❤❤🎉🎉🎉🎉
Tq a lot sir j bikalanga bidhaba bharta kuade gala sir
Outsourcing ପାଇଁ କିଛି ନାହିଁ 😄😄
କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା କେବେ ମିଳିବ
Build new odisha. ( bada guruji)
ସାର ଏଇଟା ପୁରୁଣା ମଜୁରୀ
ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁଆଡେ ଗଲା
ସେ ବିଷୟରେ ତ କିଛି କହିଲେନି
ଗରିବ ଲୋକ କୋଉଠି ରହିବ
Central govt ra cabinet basini odisha ku kete pm abasa miliba cabinet re Agata hoini State govt jemiti janeibe ??
ଦୟା କରି ଓଡ଼ିଶା ସ୍କିଲେଡ, ହାଇ ସ୍କିଲ, ସେମି ସ୍କିଲ୍ ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟ ରେ ଖୁବ୍ କମ୍ ଦିନ କୁ ଦିନ ଖର୍ଚ୍ଚ ବଢୁଛି କିନ୍ତୁ ପାରିଶ୍ରମିକ ବଢ଼ୁନାହିଁ ତେଣୁ ଅନେକ ପ୍ରାଇଭେଟ୍ ଇଣ୍ଡଷ୍ଟ୍ରି ଥାଇ ମଧ୍ଯ ଓଡ଼ିଶା ପିଲା other' ଷ୍ଟେଟ ରେ ଜବ୍ କରୁଛି ପ୍ଲିଜ ଆହୁରି ହାଇକି କରିବାକୁ ପଡ଼ିବ
Dhere dhere sabu khaiba, aka bele badhile kama daba loka v birodh kariba
ଭୁମିହିନକଣକରିବେ..ପଦଖେପଠିକ୍.ହେଲାନି
Bhumi Hina ku bhaga chasi re pm Sanman nidhi scheme re tanka miliba
many years later some Odisha's parameters % sound will impact good
Mohan odisha🙏
Odisha k bancha ho Jagannath bhagaban.. kam se kam cm nka muhanre eta bhal nai lagbar ... Au jay jay karbar murkha mane b dhanya
Hospital line ରେ ଯେଉଁମାନେ ଦିନ ରାତି duty କରି 6year's ହେଲା ଲୋକଙ୍କ ସେବା କରୁଛନ୍ତି ସେମାନଙ୍କୁ ଆଗ Regular ସ୍ଥାୟୀ ଚାକିରୀ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଆମେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ Request ଅନୁରୋଧ କରୁଛୁ 🙏🙏🙏🙏🙏
ଅସ୍ମିତା ର ଅର୍ଥ 'ଅହ°କାର'
ମୁଖ୍ୟମନ୍ତ୍ରୀ ଏଯାଇଁ advocate general appointment କରିପାରିଲେ ନାହିଁ
Jay Jagannath
Dahanyad sir.garib manakan pain sabu too bhala kama karidele apana
I request for increaseing numbers of private sector and job
Jahau aamo mukhya mantri Odia kahi paruchanti ❤❤❤❤❤
OLD AGE PENSION RS. 3000 , VARY IMPORTANT SUBJECT AUGUST 15 ,STARTS
Thank you majhi sir youbuildnewodissa and not excuse correction inodissa and sent to jail in cirreptedofficer
ଏ ମଞ୍ଜୁରୀ କିଏ କାହାକୁ ଦେଉଛନ୍ତି, ଟିକେ କହିବେ କି, ଓ କିଏ ଉପକୃତ ହେବେ?
Outsourcing pai kichi nai ki
Gote dinare sabu hei jibaki 😂😂
Kuchh v thoda sabar karo
"Odisha lift irrigation corporation Ltd" re Rehabilitation Assistance Scheme Applicants mananku Group-D post re appointment diantu.....
୪୪୨ +୧୦୮=550 ରେ ପ୍ରାପ୍ତ କୋରା ଯାଉ ଛି ସୋଲା ଭୁଲ କୋଉଛୁ ମୂଖ୍ୟମନ୍ତ୍ରୀ
ଆଗେ ବଡ଼ଠାକୁରଙ୍କ ବିଷୟରେ କୁହ
🙏🙏🙏🙏🙏🙏🙏🙏👍👍👍👍👍👍
Sir ଏଇତ ଭୁଲ ରେ ହେଲା ମଜୁରୀ ପୁରୁଣା ଟା ହଁ ରହିଲା
Sir, dayakari municipality manankare dirgha 10 ru adhika Kariya karu thiba co manankara regular order cabinet re pass karantu
Bahut sundar padakhep
Regular jts kai
Namho namsker sir 🙏 🎉🎉
Chakiri bayasa sima 42 year karantu sir. Bjd government kichhi post bahara karunathila. Apana pilamananku tike nyaya diantu
Old age pension badiba kahuthile kebe haba
School re master nahanti ta upare kichi Kara pila bhalare padhide jemiti
Sir justice for anm staff
Thik kahichanti
Manufacture industries khola
WHERE IS FINANCIALS BENEFITS FOR RETIRED EPF PENSIONERS FAMILIES WHO ARE SERIOUSLY SUFFERING FOR NON HIKE OF EPF MINIMUM PENSION
BY OUR CENTRAL GOVERNMENT
Opekhya karo sabu thik hei jiba 5 barso bhitare...jai hirla marang buru...
URBAN / SAHARI KRUSHAK KALIA/PM KISSAN PAIBA UCHIT ,,GOOD DECISION 🙏
ମୋହନ ସରକାର, ପୂର୍ବ ସରକାରଙ୍କ ଚୋର, ଡକାୟତ ଙ୍କୁ କେବେ ଜେଲ୍ ପଠାଇବେ, ତାହା ଆଗ ସ୍ପଷ୍ଟ କରନ୍ତୁ , ପୁରା ଓଡିଶା ବାସୀ ଚାହିଁ ବସିଛନ୍ତି ।
@@hariharaom7482 ରେ ମୂର୍ଖ ମୋହନ ସରକାର ନାହିଁ ସେ ଓଡ଼ିଶା ସରକାର
Good work ❤😊
Eta puruna cm belu milu achhi.. puni sehi saman Paisa ku authare kahibara mahima gana Kariba au badhichi boli kahiba hey bhagaban
Ration card asilani
CM Sir Private School o College Ra Sudhar re Drusti Dei Kichhi Karantu Bandey Utkala Janani🙏
Sir outsourcing dukha tk bujhantu 😢😢😢😢
Haiho majhi babu, Kusali ra 442 ru 500 kahile tahele 108/ kemiti badhila?Gamanga Babu nku bi Kati dele ,
What about private company employees,companies are not follow this roles
Odisha re jetiko company ochhonti jaiki dekhontu loko mane kete darma pauchhonti... Khali etiko brushing help setiko hela kohile chibo nai
କିଛି କାମ ନାଇ
ନୂଆ ରାସନ୍ କାର୍ଡ କେବେ ହେବ
ଇଏ ତ ପଢିକି ବି କହି ପାରୁ ନାହିଁ..
Outsourcing main mudda he odisha me hatao jaldi
Irrespective of all government and private schools from lower primary to higher secondary the teaching of odia as compulsory subject should be mandatory by the state government.
Electric karma chari kana karibe Sir
Navin card au chaluni ,modi card kebe asiba
ANM .GNM.post kaha geya sir. Hartal ametti hebo Bjp sorkar bujebo
ସାର୍ ଙ୍କୁ ମୁଁ ଅନୁରୋଧ କରିବି କି ଚାଷ ଜମି ରେ ଜଳସେଚନ ପ୍ରକଳ୍ପ ଅପେକ୍ଷା ପିଇବା ପାଣି ର ବ୍ୟବସ୍ଥା ଆଗ କରାନ୍ତୁ। କାହିଁକି ନା ଲୋକେ ପିଇବା ପାଣି ପାଇଁ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସାର୍।plz...................plz ମୁଁ ପ୍ରାର୍ଥନା କରୁଛି ଆପଣଙ୍କୁ।😂😂😂😂😂😂😂😂
BJP🇮🇳❤❤ u
sir padmamola daranto mohan sir sarkar karibe 30 barsa
Ration card katha kuhantu
Guruji sarkar jindabad. Kintu purunaa durniti gudika ra tadanta darkar.
Kusali ra thila 442 hela 500. Ta hela 108 tanka badhila kemiti
Sir outsourcing ucheda karajaou😢
Dhanujatra Bargarh babad re b tk bhabun
Sir apan mukhya mantri nai hebar agru eta miluche .
ସାମ୍ବାଦିକ ମାନଙ୍କ ପାଇଁ କିଛିନାହିଁ.....
ଆଦିବାସୀ ଜଜନା କାହିଁ
ଗରିବ ଭୂମିହୀନ ଲୋକଙ୍କ ପାଇଁ କି ଯୋଜନା କରୁଛ
Odisha si kn pain baharunii 2 barsha hela houchh chhanti but bahara karu nahanti
trust and beleavings cm willprovide our irretrievable land tactically acquired by jkpm rgda 522,35acr since60yers enjoying adversity sardonic noaction by adivasi nethas😢😮😅jaibjp❤
Ama bank pain kichi nahi
Sir prona sarkar 100 tanka saramika majori mohan sir
Apana odisha ra cm
Hypocrisy in odisha
Outsourcing ra kn hela
Tumran grammar e garib lakonk jami mafia and sarkari lok misy jami lutu chhanti sir please help Jay Sri ram
Sare aita puruna jogana
Rasankard pura veryfay Kariba darkar paila loka pau nahanti
Dhana msp kuadea gala jouta aga Kariba katha ta uparea bichara nahi 😡
Teacher manku kebe regular Kara jiba... recognise school re