A Big Change On The Way, Sanyasi Pandian To Return Again | Nirbhay Gumara Katha

Поделиться
HTML-код
  • Опубликовано: 7 сен 2024
  • A Big Change On The Way, Sanyasi Pandian To Return Again | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 559

  • @gajendranathjena356
    @gajendranathjena356 Месяц назад +50

    ଆସ୍ତେଆସେସ୍ତେ ପାଣ୍ଡିଆନ ପାଇଁ ବିଜେଡି ପାଇଁ ନବିନ ବାବୁଙ୍କ ପାଇଁ CBI ଦ୍ୱାରା ଚିଟଫଣ୍ଡ ଠକେଇ ଅଭିଯୋଗରେ କାମ ଆରମ୍ଭ ହେଉ ମୋହନ ସରକାର ସାମନ୍ୟ ନଜରରଖୁ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ❤🎉ମୋହନ ବାବୁ କଠୋର ହୁଅନ୍ତୁ

  • @salilkumar9703
    @salilkumar9703 Месяц назад +76

    ଆମର ମାନଙ୍କର ଦୁର୍ଭାଗ୍ୟ‌ ଏହି ଯେ ସରକାରଙ୍କ ପାଖରେ ଏତେ କ୍ଷମତା ଥାଇ ଓ ପାଣ୍ଡିୟାନଙ୍କ ବିରୁଦ୍ଧରେ ଏତେ ପ୍ରମାଣ ଥାଇ ମଧ୍ୟ କାହିଁକି ଯେ ପଦକ୍ଷେପ ନେଉ ନାହାଁନ୍ତି ? ଏହା ହେଉଛି ପୃଥିବୀର ଅଷ୍ଟାଶଚର୍ଯ୍ୟ ...... ନୁହେଁ କି ?

  • @srilaxmidharshoo5191
    @srilaxmidharshoo5191 Месяц назад +13

    ହଁ ! ଠିକ୍ କଥା। ପ୍ରତାପ ଦେବ ଜଣେ ରାଜ ପରିବାରର ବ୍ୟକ୍ତି ହୋଇ ମଧ୍ଯ ପାଣ୍ଡିଆ ପାଇଁ Traffic police ଭଳିଆ କାର୍ଯ୍ଯ କରୁଥିଲେ। ଛି ଛି

  • @DushmonthNayak
    @DushmonthNayak Месяц назад +31

    ସାର୍ ଆପଣ waynad ଭୁସ୍କୋଲନ ଦୁଃଖ ଘଟଣାକୁ ସମ ବେଦନା ଜଣାଇ ଥିବାରୁ ମୁଁ ଆପଣଙ୍କୁ କୃତଜ୍ଞ ଜଣାଉଛି

  • @bhubananandamishra7480
    @bhubananandamishra7480 Месяц назад +62

    ସାମ୍ପ୍ରତିକ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦରେ ମୋହନ ମାଝୀ ଉପଯୁକ୍ତ ନୁଁହନ୍ତି. ତାଙ୍କ ପରିବର୍ତ୍ତେ ଜୟ ନାରାୟଣ ମିଶ୍ର କିମ୍ବା ଅପରାଜିତା ଷଡ଼ଙ୍ଗୀ ଉପଯୁକ୍ତ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ

  • @saratmishra7100
    @saratmishra7100 Месяц назад +68

    ଆଜ୍ଞା ନମସ୍କାର। ନୁଆ ସରକାର ଙ୍କ ଅପାରଗତା ପଦାରେ ପଡୁଛି। ତାର ଫାଇଦା ନେଉଛି pandian ପରିଚାଲିତ ନବୀନ ବାବୁ। ବହୁତ୍ active ଭଳି ନିଜକୁ ଦେଖାଉଛନ୍ତି। ଦୁଇ ତିନିଟା CBI, ED ତଦନ୍ତ ନିର୍ଦ୍ଦେଶ ରେ ସବୁ ପଛଘୁଂଚା ଦୀୟନ୍ତେ।

    • @pradipkumarbarik585
      @pradipkumarbarik585 Месяц назад +5

      ମୁକୁ ସେଟିଂ

    • @Sumankumar-kc5cm
      @Sumankumar-kc5cm Месяц назад +3

      ଦମ ନାହିଁ

    • @sanjamandmathematics
      @sanjamandmathematics Месяц назад

      Naveen pattnaik gote name nuhe se hauchi gote brand.. odisha rajanit8 badali jaichi jea but kia janichi kete bele kendra ra rajaniti badalijiba au naveen pattnaik anaconda vali bjp ku pura gili deba odisha re... vai ea samaya badal jayega😊😊

    • @SsSwain-wx9ww
      @SsSwain-wx9ww 6 дней назад

      Ed CBI Au kichhi dina pare Amit Shah,modi, Dharmendra, Aswini baishnav,sitaraman,EC pachha re lagi jibe....... prakrut durniti seithi achhi

  • @sukumarrana9091
    @sukumarrana9091 Месяц назад +12

    Aparajita Sarangi ଙ୍କୁ ଓଡିଶା ର ମୂଖ୍ୟ ମନ୍ତ୍ରୀ କରିଥିଲେ ଆଜି ବିଜେଡି ମୁହଁ ଖୋଲି ପାରି ନଥାଆନ୍ତା ।

  • @nilachalmaharana3363
    @nilachalmaharana3363 Месяц назад +18

    ନଈ ରେ ବାଳିଆ ଚହଟିଲା,
    ଧୂପ ଦୀପ ସଜ କର ବିଜୁ ଦଳ
    ପାଣ୍ଡିଆନ ପୁଣି ଲେଉଟିଲା

    • @DrAnshu-uz3gc
      @DrAnshu-uz3gc Месяц назад

      With pandian odisha opposition leader will returned to govt

  • @jyotirmayjena1869
    @jyotirmayjena1869 Месяц назад +11

    ପାଣ୍ଡିଆନ୍ ଯେତେ ଜଲଦି ସାମ୍ନାକୁ ଆସିବେ ସେତେ ଭଲ । ନହେଲେ ବିଜୁ ଜନତା ଦଳ ଡଙ୍ଗା ବୁଡିବ କେମିତି ।
    ଏବେ ଖବର ମିଳୁଛି ସୁଜାତା ପାଣ୍ଡିଆନ୍ ମଧ୍ଯ ଛୁଟି ସରିବା ପୁର୍ବରୁ ପୁଣି କାର୍ଯ୍ୟରେ ଯୋଗ ଦେବେ ।
    ନିର୍ବାଚନ ଫଳ ପ୍ରକାଶ ପରେ କାଳେ ବିଜେପି ସରକାର ସୁଜାତା ପାଣ୍ଡିଆନ୍ ଉପରେ ଆକ୍ସନ ନେବେ ସେଥିପାଇଁ ବିଦେଶ ପଠେଇ ଦିଆଯାଇଥିଲା, କିନ୍ତୁ ସରକାର କିଛି ଆକ୍ସନ ନେଉନଥିବାରୁ ପୁଣି ଓଡିଶା ଫେରିବାକୁ ଯାଉଛନ୍ତି ।

  • @ashwinisahu6584
    @ashwinisahu6584 Месяц назад +3

    Sir Nabin jitibe boli asha rakhiki Sanyas neba katha khusire kahithile pandu...

  • @satishchandrabehera7291
    @satishchandrabehera7291 Месяц назад +2

    ଆପଣଙ୍କ ଶନିବାରିଆ ଚର୍ଚ୍ଚା କୁ ପାଣ୍ଡିଆନ ବାବୁଙ୍କୁ ଡାକିବାର ପ୍ରୟାସ କରନ୍ତୁ। ସମସ୍ତେ ବହୁତ ଖୁସି ହୁଅନ୍ତେ।
    ଜୟ ଜଗନ୍ନାଥ!!!

  • @user-yw8vq3fb5v
    @user-yw8vq3fb5v Месяц назад +19

    ଆପଣ ଗୁମର ଖୋଲୁଥିବେ ଆମେ ରକ୍ତ ଚଉଳ ଚୋବଉଥିବୁ । କିନ୍ତୁ ବିଜେପିର ଶୀର୍ଷ ନେତୃତ୍ବ ବୁଝାମଣା କରି ଲୁଟେରାମାନଙ୍କୁ ଘଣ୍ଟ ଘୋଡେଇ ରଖିଥିବେ । ରାଜ୍ୟ ନେତୃତ୍ବ ନାଚାର ହୋଇ କିଛି କରିବାକୁ ଚାହୁଁଥିଲେ ମଧ୍ଯ କରି ପାରୁନଥିବେ । ଆମେ ସାଧାରଣ ଜନତା ଆଗାମୀ ନିର୍ବାଚନରେ ବିକଳ୍ପ ଖୋଜୁଛୁ । ଅଙ୍ଗେ ନିଭେଇ ସାରିଛୁ ଏ ରାଜ୍ୟକୁ ତିନି ତିନୋଟି ଦଳର କୁଶାସନକୁ ।

  • @padmalochanbehera1745
    @padmalochanbehera1745 Месяц назад +5

    ଶିଆଳ ବା ଚିତା ଥରେ ମାଂସାଶୀ ହେଲେ ଆଉ କିଛି ଖାଏ ନାହିଁ... ସେମିତି କ୍ଷମତା ର taste.... So no question of ସନ୍ୟାସୀ... Let Odia people content with this... Jai Hind...

  • @harishmallck2
    @harishmallck2 Месяц назад +5

    ବାଇଶି ବର୍ଷ ଭିରରେ ତାଙ୍କର କିଛି ଧନ ବଢିନଥିଲା! ସେ IAS ର କାର୍ଯ୍ୟକାଳ ସମୟରେ ବିନାମୂଲ୍ୟରେ କାମ କରିଥିଲେ କି? ସେ ସନ୍ୟାଷି ନେଇ ଏତେ ସାଧନା କଲେ ଯେ ତାଙ୍କର ପୁରା ଜ୍ଞାନ ପ୍ରାପ୍ତି ହେଇଗଲା

  • @kundansahu9310
    @kundansahu9310 Месяц назад +2

    ମୋହନ ଚରଣ ମାଝୀ ଜଣେ ମୁଖ୍ୟମନ୍ତ୍ରୀ ହେବାପାଇିଁ ଯୋଗ୍ୟ ନଥିଲେ । ଓଡିଶା ର ଅସ୍ତିତ୍ବ ଏବଂ ଆଗାମୀ ପିଢିର ଭବିଷ୍ୟତ ପାଇିଁ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

  • @dr.purnendutripathy5263
    @dr.purnendutripathy5263 Месяц назад +1

    ପାଣ୍ଡିଆନ ଉପରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? ସମସ୍ତ ଦୂର୍ନୀତି ର ତଦନ୍ତ ଆବଶ୍ୟକ। କିନ୍ତୁ ସରକାର କାହିଁକି ଚୁପ୍?

  • @subashpatra6884
    @subashpatra6884 Месяц назад +5

    Bjp.mohan.sarkar.jadi..Cbi..Ed..tadanta.Nakariba.pandia.nabinaku Arest.nakariba..tebe..bjp..odisaru..lop.paiba.2029.re..😊

  • @kamalakantadas6050
    @kamalakantadas6050 Месяц назад +2

    ସାର୍ ପରିବର୍ତ୍ତନ ପ୍ରକୃତିର ନିୟମ । ଏମାନେ ଉଦାର ପନ୍ଥି ହେଲେ ପଦକ୍ଷେପ ନ ନେଲେ , ଆଉ କେହି ନା କେହି ଆସି ପରିବର୍ତ୍ତନ କରିବ, ଅପେକ୍ଷା କରନ୍ତୁ , ଧର୍ଯ୍ୟ ଧରନ୍ତୁ।ଜୟ ଜଗନ୍ନାଥ 🙏

  • @jyotirmayadas4981
    @jyotirmayadas4981 Месяц назад +2

    ଜ୍ଞାନଦେବଙ୍କ ପିତାଙ୍କ ଭଳି ଗୃହୀରୁ ସନ୍ନ୍ୟାସୀ ଓ ପୁନର୍ବାର ସନ୍ୟାସୀରୁ ଗୃହୀ ହୋଇଥିବାରୁ ଶାସ୍ତ୍ରୀୟ ନିର୍ଦ୍ଦେଶ ଅନୁସାରେ ଜଳ ସମାଧି ବା ଅଗ୍ନିସମାଧି ନିଅନ୍ତୁ।

  • @rajarammahanti366
    @rajarammahanti366 Месяц назад +2

    2000 ru 2009 *bjd bjp mentasarkar 10 barsa odisabasi dekhile tapare bjd 2009 ru 2024 ekaki sarkar dekhile 10 barsa puni bjd bjp sujogadeb a odisabasi bujhi sarileni Kasiaa kapila jodiku votadei kete bada vulahoigala

  • @ashokpattanik6945
    @ashokpattanik6945 Месяц назад +2

    ନମସ୍କାର ସାର୍।ପ୍ରଥମରୁ ନିର୍ବାଚନ ପୂର୍ବରୁ ଯଦି ବିଜେପି ମୋହନ ଚରଣ ମାଝି ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତା ମୁଁ ଭାବୁଚି ନିର୍ବାଚନ ଫଳ ଅଲଗା ହୋଇଥାନ୍ତା।

  • @prasantpradhan3925
    @prasantpradhan3925 Месяц назад +27

    ସତକଥା ହେଲା ନବୀନ ପଟ୍ଟନାୟକ ର ପ୍ରବଳ ଆଳୁ ଦୋଷ ଅଛି...

  • @kishorkumarbeherakishor1405
    @kishorkumarbeherakishor1405 Месяц назад +22

    ମ୍ଲେଛ ନାବିନ ର ପ୍ରବଳ ଆଳୁଦୋଷ ଅଛି

    • @starethepiece431
      @starethepiece431 Месяц назад +2

      Bjp ki alu dosh jogu kichhi action nei paruni bjd bipakhyre.

  • @jayaramasahoo7106
    @jayaramasahoo7106 Месяц назад +28

    ନଈରେ ବାଳିଆ ଚହଟିଲା କଜଳ ସିନ୍ଦୁର ନା ଲୋ ରାଣ୍ଡ ପୁଣି ପାଣ୍ଡିଆ ଲେଉଟିଲା

  • @prakashkumarrath3210
    @prakashkumarrath3210 Месяц назад

    ସୁନ୍ଦର

  • @geetaranisamal6638
    @geetaranisamal6638 Месяц назад +45

    ୟେ ପାଣ୍ଡିଆନ ଆମ ଓଡିଶା କୁ ଛାଡିକି କେବେ ବି ଯିବ ନାହିଁ.। କାରଣ କ୍ଷମତା ଓ ଅର୍ଥ ସବୁ ଏଇଠି ମିଳିବ।

    • @meherhendloom3088
      @meherhendloom3088 Месяц назад

      ପାଣ୍ଡିଆନ ଯାହା କରିବ ବିଜେପି କୁ ସାତଜନ୍ମ ଲାଗିବ ତାହା କରିବାକୁ

    • @titupanigrahy4846
      @titupanigrahy4846 Месяц назад

      Pandian ra kichi bhulu nahi athi pain amra pandian premi kritadasa mane dai

  • @santoshnarayanbhagat2437
    @santoshnarayanbhagat2437 Месяц назад +3

    Best analices sir ji

  • @agreeculturelifestyle7298
    @agreeculturelifestyle7298 Месяц назад +1

    ବିଜେପି ର ନିର୍ବାଚନ ଇସ୍ତାହାରରେ ଯାହାକିଛି ଥିଲା ତା ବିଷୟ ରେ କେବେ ତର୍ଜମା କରିବେ😂
    Only bjd ku 🎯

  • @gsdiscussion3665
    @gsdiscussion3665 Месяц назад +3

    Sir you are the symbole of world class journalism.

  • @pareshkumarchoudhury2634
    @pareshkumarchoudhury2634 Месяц назад +2

    ପଣ୍ଡିଆନ ଆସିଗଲେ, ଏଥର ପୁଣି ନବୀନ ବାବୁଙ୍କର ହାତ ଥରିବ ଓ ଦେହ ଖରାପ ହେବ

  • @pranatidildilbecharasahoo6719
    @pranatidildilbecharasahoo6719 Месяц назад +1

    Very interesting and nice.You are absolutely right sir..

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms Месяц назад +17

    Bjp ଦଳ ର ମେଣ୍ଟ ପାଇଁ ପ୍ରଥମେ ବିଜେଡି ସରକାର କୁ ଆସିଲା
    Bjp ଦଳ ର ଦୁର୍ବଳ ବିରୋଧୀ ଭୂମିକା ପାଇଁ ବିଜେଡି 24 ବର୍ଷ ଭଲ ସରକାର କରିଲା
    ଏବେ bjp ଦଳର ଦୁର୍ବଳ ଆଭିମୁଖ୍ୟ ଯୋଗୁ ବିଜେଡି କୁ ଗୋଟେ ଭଲ ବିରୋଧୀ ଦଳ କରିବାର ସୁଯୋଗ ଦେଉଛି.🙏🏾🙏🏾🙏🏾

    • @anatanayak5275
      @anatanayak5275 Месяц назад +3

      ଆସା ନମସ୍କାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ଅତ୍ଯନ୍ତ ଭଦ୍ର ଏକବିଜ୍ଞବ୍ଯକ୍ତି ସେ ପାଣ୍ଡିଆନ୍ ଠିକ ଚିହ୍ନିଛି ଠିକସମ୍ୟରେ ଆପଣ ଦେଖିବେ ଧାର୍ଯ୍ଯଧରନ୍ତୁ ।ଧନ୍ୟବାଦ

    • @titupradhan4909
      @titupradhan4909 Месяц назад

      You are right

  • @atulkumarsahoo4086
    @atulkumarsahoo4086 Месяц назад

    Nabin patnaik is the main player on the play ground to play the game of politics.

  • @kundansahu9310
    @kundansahu9310 Месяц назад +1

    ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ତ଼ିହିଡି ବ୍ଲକ ରେ କାର୍ଯ୍ୟରତ ଥିବା ଅଫିସର ମାନେ ଏବେବି ପାଣ୍ଡିଆନ ଇକୋସିଷ୍ଟମ୍ ରେ କାମ କରୁଛନ୍ତି । ୨୪ ବର୍ଷର ପୁରୁଣା ଇଞ୍ଜିନ ରେ ବର୍ତ୍ତମାନ ମୋହନ ଚରଣ ମାଝୀ ଡ୍ରାଇଭର ଭାବେ ନିଯୁକ୍ତି ହୋଇଛନ୍ତି । ଇଞ୍ଜିନ ପରିବର୍ତ୍ତନ ହୋଇନାହିଁ ।

  • @raghunathpanda5000
    @raghunathpanda5000 Месяц назад

    ଲୋକେ ଯାହା କହୁଛନ୍ତି ଯେ ଆଦିବାସୀ ଲୋକ ମୋହନ୍ ମାଝି ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ନୁହେଁ ତାହାକୁ ପ୍ରମାଣିତ କରିବାର ଚେଷ୍ଟା କରୁଛନ୍ତି ନିଜେ ମୋହନ ମାଝି।

  • @bidyadharpadhan1355
    @bidyadharpadhan1355 Месяц назад +16

    ପାଣ୍ଡିଆନ ହିଁ ଏକମାତ୍ର ଷେଣ୍ଢ ଆମ ଓଡ଼ିଶାରେ 👏👏👏👏👏

    • @user-vp1kg8sw3q
      @user-vp1kg8sw3q Месяц назад +2

      ଓଡ଼ିଶାର ନୁହଁ ବିଜେଡି ର

    • @suryanarayanrath5730
      @suryanarayanrath5730 Месяц назад

      ❤❤

    • @vk18fanbase85
      @vk18fanbase85 Месяц назад

      କୁକୁର ମଗିଆ 😂

    • @jayantakumarmohanty9050
      @jayantakumarmohanty9050 Месяц назад

      ତମେ କୋଉ ଜାତିର ଗାଈ....

    • @bidyadharpadhan1355
      @bidyadharpadhan1355 Месяц назад +1

      @@jayantakumarmohanty9050 ଆମେ ଭାଇ ବାଛୁରୀ, ବଡ ବଡ ଗାଈ ତ ପାଣ୍ଡୁ ଗୋଡ ତଳେ, ଯେଉଁ ପାଣ୍ଡୁ ପାଇଁ ବିଜେପି ଭୋଟ ପାଇକି ଜିତିଲା, ସେଥିରୁ ବିଜେପି ଜାଣିପାରୁନି ଓଡିଶା ବାସି କଣ ଚାଁହୁଛନ୍ତି, କିନ୍ତୁ ଏବେ ବି ପାଣ୍ଡୁ bindas ରାଜ କରୁଛି ଏବଂ ଏମାନେ ତାକୁ ସୁରକ୍ଷା ଦେଉଛନ୍ତି 👌👌

  • @JayantiPatnaik-fd9rr
    @JayantiPatnaik-fd9rr Месяц назад +1

    ସେ ଭାବିଥିଲେ ଲୋକମାନେ ସବୁ ଭୂଲି ଯିବେ ତେଣୁ କିଛିଦିନ ଲୁଚି ରହିଲେ.ଦଳ ର ନେତୃବୃନ୍ଦ ଗ୍ରହଣ କରିବେ କୀ?

  • @user-fy8kq2uf2z
    @user-fy8kq2uf2z Месяц назад

    Right

  • @brundabanchoudhury8944
    @brundabanchoudhury8944 Месяц назад

    ଆପଣଙ୍କ କଥା କିଛି ସତ ହେଉନି ସାର୍

  • @SleepyAtv-pu7ng
    @SleepyAtv-pu7ng Месяц назад

    Right sir

  • @pareshnathkar3903
    @pareshnathkar3903 Месяц назад

    People of Odisha casted their valuable votes being disgusted with Mr Pandian and BJD's monopoly in administration. But BJP is forgetting its promise to people.

  • @pramodmallik306
    @pramodmallik306 Месяц назад +3

    Pandian bahut bhala loka

  • @debasishpatra1366
    @debasishpatra1366 Месяц назад +5

    All the best dear Mr V, K. Pandian Babu.🤝🏽

  • @piyushrajkumar15
    @piyushrajkumar15 Месяц назад

    କାହିଁକି ନା ଆଉ ଗୋଟେ ଜିନିଷ ସେ ଓଡିଶା ଓ ଓଡ଼ିଆଙ୍କ ଠାରୁ ନେଇନି ତାହା ନେବା ପାଇଁ ଆସିଛି ନେଇକି ଯିବ ଆଉ ଆସିବ ନାହିଁ.
    ଭଲ ମାଡ଼ କିଛି ନେବ ଆଉ ଫେରିବ ନାହିଁ ସରକାର କିଛି କରିପାରୁନି କିନ୍ତୁ ଏଥର ଓଡ଼ିଆ କଦାପି ପାଣ୍ଡୁ କୁ ଖାଲିବିଦା କରିବେନି

  • @pramodkumarmishra7657
    @pramodkumarmishra7657 Месяц назад +3

    ବିଜୁ ଜନତା ଦଳକୁ ସମ୍ପୂର୍ଣ୍ଣ ଧ୍ଵଂସ କରିବା ପାଇଁ, ପାଣ୍ଡିଆନଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ପାର୍ଟ -୨.

  • @tarunkumarseth7299
    @tarunkumarseth7299 Месяц назад

    Sir, your hard hitting presentation on current events specially on Odisha is indispensable, most watchable...namaskar Sir❤❤❤

  • @abhayacharanapatra3502
    @abhayacharanapatra3502 Месяц назад

    ଏହି pandianku ଆଜି ପର୍ଯ୍ୟନ୍ତ କଣ ପାଇଁ ମୋହନ ସରକାର ଆକ୍ସନ ନେଇନାହାନ୍ତି,??
    ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

  • @sitanparida3713
    @sitanparida3713 Месяц назад +4

    ଆପଣ ଏ ଇ କଥା ଜାଣିଛ ନ୍ତି କିନ୍ତୁ b.j.p 79ସିଟ ରେ ଓଡ଼ିଶାର ୧୮ ଟି ସିଟ ରେ ୬୦୦୦୦୦ ଭୋଟ ହେରା ଫେରି କରି ଛନ୍ତି । ସେ ବିଷୟ କହିଲେ ଭଲ ହୁଅନ୍ତା ।

  • @nabakishorjena2608
    @nabakishorjena2608 Месяц назад

    I request to mr cm to take action against maa giha pandian

  • @prafullakumarsahoo2639
    @prafullakumarsahoo2639 Месяц назад

    ପାଣ୍ଡିଆନ୍ ବିଷୟରେ ରାଜ୍ୟ ନେତୃତ୍ୱ ସମ୍ପୂର୍ଣ୍ଣ ନାଚାର କାହିଁକି?ଏହିପରି ନେତୃତ୍ୱକୁ ଆମେ ପସନ୍ଦ କରୁନା।ଆମ ଭୋଟ୍ ନିରର୍ଥକ ହେଉନାହିଁ ତ?

  • @user-hj1yl6ch2h
    @user-hj1yl6ch2h Месяц назад

    Mr. Naveen Patnaik should know that Odisha people hate V.K.Pandian for which BJD is defeated.

  • @PadmabatiNayak-ld9up
    @PadmabatiNayak-ld9up Месяц назад

    Nice

  • @samarmohapatra-jr3ne
    @samarmohapatra-jr3ne Месяц назад

    ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୁଡ଼ା କାଠ
    ସିଏ ଉତ୍କଳମଣି ଗୋପବନ୍ଧୁ ନୁହନ୍ତି, ଚାକିରୀଛାଡି ଓଡିଶାର ସେବା କରିବାପାଇଁ ଏଠାରେ ଅଛନ୍ତି

  • @aurovindasahoo7499
    @aurovindasahoo7499 Месяц назад +2

    ପ୍ରଥମେ ଭାବୁଥିଲି ଆପଣ ଜଣେ ନିରପେକ୍ଷ ସାମ୍ବାଦିକ ତେଣୁ ସରକାର ବିରୁଦ୍ଧରେ କହିବା ସ୍ବାଭାବିକ କଥା ଏବଂ ଭଲ କଥା, କିନ୍ତୁ ଏବେବି ସେଇ କଥା , ସରକାର ରୁ ଗଲା ପରେ ପୁଣି ସେଇମାନଙ୍କ ପଛରେ ପଡ଼ିବା ଅପେକ୍ଷା ନୂଆ ସରକାର ର କାମକୁ ତର୍ଜମା କରନ୍ତୂ, ନହେଲେ ଆପଣଙ୍କୁ ସମସ୍ତେ ନିର୍ଦ୍ଦିଷ୍ଟ ଦଳର ବୋଲକରା କହିବେ ।

  • @santoshkumarsatapathy3168
    @santoshkumarsatapathy3168 Месяц назад

    No BJP leader's propoganda made BJP victorious but over confidence of BJD brought the BJP victory,21st century voters want performance but not speech,very much reflected the lowering of vote in UP of Modi BJP especially in Ayodhya.

  • @sureshchandradash6900
    @sureshchandradash6900 Месяц назад

    ହାଏ ହାଏ କମ୍ବଳ ସାରା ବାଳ ଥାଇ ମାନେ ଏତେ ଦୁର୍ନୀତି ଓ ପ୍ରମାଣ ଥାଇ ଯଦି ନୂଆ ସରକାର ପାଣ୍ଡୁକୁ ତିହାର jail ପଠାଇ ପାରୁନାହାନ୍ତି, ଆଉ କଣ କରିବେ
    ପାଣ୍ଡୁ ଏବେ ଯାହାକଲେ ମଧ୍ୟ BJD ଓଡିଶାରୁ ମୂଳପୋଛ ହେବ.

  • @user-dm5xo2rf3u
    @user-dm5xo2rf3u Месяц назад

    Odisha is the land of Lord Jagannath.
    But here every thing is just opposite

  • @satyanarayanrath1344
    @satyanarayanrath1344 Месяц назад +4

    ପାଣ୍ଡୁ ରାଜନୀତି ରୁ ସନ୍ନ୍ୟାସ ନେବାପରେ BJD ଦଳ ର ଜନୈକ ନେତା ମାନସ ବସ୍ତିଆ ପାଣ୍ଡୁ କୁ ଖୋଜୁଥିଲେ ତାକୁ କୋଉପୁନି ପିନ୍ଧାଇ କପିଳାସ ପର୍ବତ ଉପରେ ଛାଡ଼ିବେ ଏବଂ ନବୀନ ନବୀନ ଜପିବାକୁ କହିବେ । ଆପଣ ଟିକିଏ ମାନସ ବାବୁଙ୍କୁ। କହିଦିଅନ୍ତୁ ପାଣ୍ଡୁ ପଦାକୁ ବାହାରିଲାଣି ବୋଲି ।

  • @prabhasray675
    @prabhasray675 Месяц назад +3

    Jay Shriram Jay Shri Jagannath

  • @sujitpatra4909
    @sujitpatra4909 Месяц назад

    ନବୀନ ଏବଂ ପାଣ୍ଡିଆନ କୁ ଯଦି ମୋହନ ସରକାର କ୍ଷମା କରିଦେବେ, ତାହେଲେ next ଇଲେକ୍ସନ ରେ BJP ଫୁସ ହୋଇଯିବ I

  • @royentertainment1
    @royentertainment1 Месяц назад

    ମତେ ଲାଗୁଛି ଓଡିଶା 20 ବର୍ଷ ତଳକୁ ଚାଲିଯିବ ପାଣ୍ଡିଆନ ତା ଜାଗାରେ ଠିକ ଅଛି ସେ ରହିବେ ତାଙ୍କର ଜ୍ଞାନ ସାରା ଓଡିଶା କୁ ଦେଖା ଗଲାନି, ଏବେ ଦେଖାଯିବ ମୋହନ ସରକାର ଙ୍କ ଶାସନ ସମୟରେ

  • @sureshchandradash6900
    @sureshchandradash6900 Месяц назад

    ଆଉ କଣ ପାଇଁ ଜଗନ୍ନାଥ ମନ୍ଦିର ଯିବ 2014 ମସିହାରେ ରତ୍ନ ଭଣ୍ଡାର ଲୁଟ ଓ 2023 ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ 4200 କୋଟି ଲୁଟ କରିବାପରେ.....

  • @akpanda833
    @akpanda833 Месяц назад

    Pl ask BJP on behalf of people of Odisha why CBI has not arrested Tamils who have looted the state

  • @ajaykumarmohapatra3530
    @ajaykumarmohapatra3530 Месяц назад

    If ED/CBI/Vigilance will raid the Naveen Niwas, Crores of.....under the custody of Mr P may be recovered which is a common discussion at the tea stalls ....? Action against them is highly necessary for their various......?

  • @rabimohanty112
    @rabimohanty112 Месяц назад +4

    ଧାନ ଗୋଟି ଗୋଟି ଖଇ ଗୋଟି ଗୋଟି ବାଛୁ ବାଛୁ ରାତି ପାହିଲା, ମାକୁ କହିବୁ ବଳଦ ବିକିବନି ବାବାଜୀ ହେବାତ ନୋହିଲା.

  • @akpanda833
    @akpanda833 Месяц назад

    Ex CM forcefully occupying govt land by making check gates which require to be removed. Why &’what has made BJP not taking action

  • @bishnucharantripathy8938
    @bishnucharantripathy8938 Месяц назад +1

    Talk about when Mohan Babu will take action against the son of the governor ? Why BJP government borrowed 43000 crore rupees in one financial year? BJP government is spending 1,000 crore only for changing the name and color of the earlier schemes of BJD. Why don't you want to discuss these topics? Nobody kicks dead dogs. Pandian and Nabin Babu are not in power. Now, the Mohan Majhi government must take action against corruption done by BJD. You can not divert the attention of the public by talking again and again the story of Pandian .Being a highly paid agent of BJP, it's your responsibility to defend BJP. How many more days do you think you can fool Odia people?

  • @DEKU_BAKKA
    @DEKU_BAKKA Месяц назад

    Padian sir great work odissa

  • @sankarpanda9218
    @sankarpanda9218 Месяц назад

    Pandian is only withdrawal from camera 📸 politics, not from active politics.

  • @asisgiri7021
    @asisgiri7021 Месяц назад

    V k pandian 🙏 ଭକ୍ତ ସାଲବେଗ ନୁହେଁ ମୁଁ ନୁହେଁ ବଳରାମ ଦାସ, 👎 ହାରିଦେଲ ମତେ ପ୍ରଭୁ ଆଉ ଆସିବିନି ତ ମନ୍ଦିର ହେ ଜଗନ୍ନାଥ 💕🙏

  • @fakiradikhit848
    @fakiradikhit848 Месяц назад +1

    Nabeen pandian ku guli kara.

  • @madhusudanmohanty4293
    @madhusudanmohanty4293 Месяц назад

    Very good discussion today.

  • @user-cm7pt2vm2c
    @user-cm7pt2vm2c Месяц назад

    Helani & heba ACTION sure...total within rest 4 months

  • @ashokkumarbhuyan3937
    @ashokkumarbhuyan3937 Месяц назад +2

    ସବୁ ମୂଳରେ ନିଦା ବିଷ୍ଣୁ। ପରିସ୍ଥିତି ବିଷୟରେ ସୂଚନା ଦେଇଥିବାରୁ ଅଶେଷ ଧନ୍ୟବାଦ,ଓଡ଼ିଶା ବାସୀ ସବୁ ଜାଣିଛନ୍ତି। ବିଧାନ ସଭାରେ ହଟ୍ଟଗୋଳ କରି ଆଲୋଚନା ଭାଗ ନେବେନି କାଳେ ଚୋରୀ ଓ କେଲେଙ୍କରି ଧରାପଡ଼ି ଯିବ। ବିବେକ ବୋଲି କିଛି ନାହିଁ।ଆମକୁ ଶ୍ରୀ ଜଗନ୍ନାଥ ଭରସା।

  • @sudhansumohanmishra8151
    @sudhansumohanmishra8151 Месяц назад

    For rise of Pandian nonsense Mohan Majhi Sarkar is responsible. If this foolish Majhi will not be removed and Aparajita Sarangi or Jaynarayan Mishra will not become C.M no action will be taken against Pandu.

  • @saratdhal2897
    @saratdhal2897 Месяц назад

    ପଣ୍ଡିଆନ ଙ୍କୁ bjp ର ଡର କାହିଁକି ପଣ୍ଡିଆନ ଆସିଲେ ବଜେପି ର ରାଜନୀତି ସାରିଯିବ

  • @prakashkumar1695
    @prakashkumar1695 Месяц назад

    Great,good news for us 👍
    Welcome pandian sir 🙏❤️💐
    We want you to making odisha with our honourable CM Naveen Babu 🙏❤️

    • @indramanisahu4595
      @indramanisahu4595 Месяц назад

      ଅଲଜ୍ୟା ପଛରେ ଗଛ ହେଲେ ସିଏ କହିବ ମୋତେ ଛାଡ଼ି ହେଉଛି।

  • @bhupeshkarmi513
    @bhupeshkarmi513 Месяц назад

    ଯିଏ ଟଙ୍କା ଖାଇବାର ମଜା ଉଠାଇଛି,,,,ସିଏ କଣ ଘରେ ବସି ପାରିବ କି।

  • @sarojkumarpatra1122
    @sarojkumarpatra1122 Месяц назад

    Master mind of pandian.....

  • @rkm3611
    @rkm3611 Месяц назад +3

    ଟା ଉ ଟ ର ବିଜେପି ଏତେ କଥା କହୁଥିଲା, କିନ୍ତୁ ତାମିଲ୍ ଡକାୟତ ପାଣ୍ଡୁ against ରେ ନା କୌଣସି ଆକ୍ସନ ନଉଚି, ନା ହେଲିକପ୍ଟର ରେ ବୁଲି ଯୋଉ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲା , ତାର ତଦନ୍ତ ହଉଚି ।
    Pandian ଆଗରେ ପଛରେ ଏବେ ଭି ପୋଲିସ patrolling ଗାଡ଼ି ଯାଉଛି।

    • @prakashkumar1695
      @prakashkumar1695 Месяц назад

      Kchh kariparibani BJP Khali jitiba pae ete jumla 😂😂😂 Bina BJD support re BJP kchh kariparibani

  • @susantasahoo9544
    @susantasahoo9544 Месяц назад

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି କେରଳରେ ଦଇବ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କରନ୍ତୁ ।pandian ଯୋଗୁଁ ବିଜେପି ସରକାରକୁ ଆସିଛି ,ତେଣୁ ତାଙ୍କ ପ୍ରତି ମୋହନ ସରକାରଙ୍କ ଉଦାର ଭାବ ,pandian କେବେବି ସନ୍ୟାସୀ ହୋଇନାହାନ୍ତି ,ନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକ ତାଙ୍କୁ ପଛରେ ରଖିଥିଲେ, ସାଧାରଣ କର୍ମୀଙ୍କର ରାଗ କମିଲା ପରେ ଆଗକୁ ଆଣିଲେ ।କାହିଁକି ବିଜେଡିର ବିଧାୟକ ପର୍ଥି ଯେଉଁ ମାନେ ହୋଇଥିଲେ ସେମାନେ ସମସ୍ତେ କ୍ରୀତଦାସ ଥିଲେ ,ଭୟ କେବଳ କର୍ମିକୁ ଥିଲା ।

  • @chintan803
    @chintan803 Месяц назад

    ସମୟ ନିକଟ ହେଲାଣି

  • @santoshbiswal6256
    @santoshbiswal6256 Месяц назад +1

    Sir pranam.your judgement is full of correct.mohan babu kan pain pandian ku dharu nahanti. Sir kahibe ki sujata rani kuade gale....

  • @laxmibeborta812
    @laxmibeborta812 Месяц назад

    ଓଡିଶା ରେ ବିଜେପି ର ଯିଏ ବି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନା କାହିଙ୍କି ସେ କେନ୍ଦ୍ର ଚାପ ର ବଶବର୍ତ୍ତୀ ହେବେ. ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ର ନିର୍ଦେଶ ଆସିବ ନାହିଁ ସେ ପର୍ଯ୍ୟନ୍ତ ଏମାନେ ଏଠାରେ କିଛି କାର୍ଯ୍ୟାନୁଷ୍ଠାନ କରିବେ ନାହିଁ. ବର୍ତମାନ ମଧ୍ୟ ରାଜ୍ୟ ସଭାରେ ବିଜେଡି ର ସଦସ୍ୟ ଙ୍କ ସଂଖ୍ୟା ଅଧିକ

  • @manoranjandash3134
    @manoranjandash3134 Месяц назад +1

    ବେଲଜ୍ଜା ହୋଇ ସହି ଶିଖିଲେ ହିଁ ବିଜେଡ଼ି ର ନେତା ହୋଇ ପାରିବ।

  • @anupamanayak8568
    @anupamanayak8568 Месяц назад +2

    ଆପଣଙ୍କୁ କୋଟି ପ୍ରଣାମ ।ଆଲୋଚନା ଖୁବ୍ ଭଲ ଲାଗୁଛି ।ଜୟ ଜଗନ୍ନାଥ ।

  • @prafulasingh2267
    @prafulasingh2267 Месяц назад +4

    ପାଣ୍ଡିଆନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ମୋହନ ସରକାର ତୁରନ୍ତ ବନ୍ଦ୍ କରିଦେବା ଉଚିତ ।

  • @user-mj1bz2ec1u
    @user-mj1bz2ec1u Месяц назад

    Presentation is very nice and convincing, thanks a lot.

  • @SatyabratChoudhury
    @SatyabratChoudhury Месяц назад

    Panchayat election is ahead so he starts, but BJP must repend

  • @niladripradhan1527
    @niladripradhan1527 Месяц назад

    ଅବଲୁପ୍ତ ଚିନ୍ତା ଚେତନାର ସମୟର ଆହ୍ୱାନ ନିର୍ଭୟ ଗୁମର କଥା. ଅନେକ ପୁରାତନ ଭଵାତ୍ମାକ ଶବ୍ଦ ବ୍ୟବସାୟିକ ଓ ନିଜର ପ୍ରତିଷ୍ଠା ପାଇଁ ବ୍ୟବହାର କରାଯାଇଥିଲେ ସୁଦ୍ଧା ଆମେ ମଧ୍ୟ ଆଜି ସେଥିରୁ ନିବୃତ ରହୁନାହୁଁ. ଯେପରି ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଓଡିଶା ଗର୍ବିତ, କିରେ ସେତ ଜଗତର ନାଥ କହୁଚ ଫୁଣି ସେଠାରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ପ୍ରବେଶ ନିଷେଧ କାହିଁକି? କେରଳାକୁ ଭଗବାଙ୍କ ଭୂସ୍ବର୍ଗ କହୁଚ କିନ୍ତୁ ସେତ ଅତ୍ରତତ୍ର ସବୁଠାରେ ବିଦ୍ୟମାନ କେରଳ କିପରି ଏପରି ସ୍ଥାନ ନେଲା? ଆଉ ଆପଣଙ୍କ ଅଙ୍ଗେ ଲିଭେଇଥିବା କଥାରେ ଯାହାକୁ ଗୁରୁତ୍ୱ ଦେଉଛ ଓଡିଶା ବାସି ବିଗତ ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେ ଆସିଲେ କେତେ ନ ଆସିଲେ କେତେ.

  • @abhayakumarparida2561
    @abhayakumarparida2561 Месяц назад +2

    ନଈରେ ବାଳିଆ ଚହଟିଲା
    କଜ୍ବଳ ସିନ୍ଦୂର ନାଆ ଲୋ ଗୋରୀ
    ପୁଣି ପାଣ୍ଡିଆ ଲେଉଟିଲା।😂😅😅

  • @ramamohantripathy1358
    @ramamohantripathy1358 Месяц назад

    Mr pandian is gentle man, please u return

  • @GayatriJyotiSangeetPrashikhyan
    @GayatriJyotiSangeetPrashikhyan Месяц назад

    Mohan govt should allert, otherwise BJP will face crucial problem,very soon.

  • @sibaramprasadpatnaik3696
    @sibaramprasadpatnaik3696 Месяц назад

    Transformation in nature and position in politics.

  • @atulmahakud1941
    @atulmahakud1941 Месяц назад

    No problem

  • @gopabandhubehera453
    @gopabandhubehera453 Месяц назад

    ଆରେ,ନବିନଦାସ ତୋ,ଜୋଇଁ,ଟାକୁ,ସବୁବଳେ କଣ,ଗରଗର,ହେଉଛୁ କଣ,ଗୋଟେ ଛୋଟମୋଟ,ଭୁଲୁଟେ କରି ଦେଇଛି ଯେ,ତାକୁ,ସବୁବଳେ ଗୋଟେ,ରାଉରାଉ,ହେଉଛୁ ଜାହାହେଉ ତୋ,ଝିଅକୂ ଗେହୁ ଛି କେତେ,ସୁଖ,ଦେଉଛି ତୁଏତିକି,ଜାଣିପାରୁନୁ,

    • @aamy00
      @aamy00 Месяц назад

      To bou b*ia re chunchundra Tamil gehunchi. Maghia. Bhauni Ghia.

  • @kailashchandrarath5601
    @kailashchandrarath5601 Месяц назад

    ଆଜ୍ଞା ନମସ୍କାର, ଓଡ଼ିଆ ରେ ଗୋଟେ ଢେଗ‌ ଅଛି ଆହାବିଲା ଶାରୁଗୁଣା ଗୁହାଳୁ ଖାଏ ଗୋରୁ। କହିବାର ଅର୍ଥ ଯଦି ଗୋଟେ ଶାରୁଗୁଣା କୁ ଆଶା ଆଶ୍ଵସନା ଦେବା ସେ କେବେ ଭଲ ପକ୍ଷୀଟିଏ ହେବନାହିଁ ବରଂ ସେ ତୁମ ଗୁହାଳ ରେ ବନ୍ଧା ହୋଇଥିବା ଗୋରୁଙ୍କ ଖାଇବ କାରଣ ତା'ର ଜନ୍ମଗତ ଦୋଷ। ସେହି ନ୍ୟାୟ ରେ ଯିଏ ସୃଷ୍ଟି କର୍ତ୍ତା ଙ୍କୁ ବାରଦୁଆର ବୁଲେଇ ପାରେ , ଆଖି ରେ ଆଙ୍ଗୁଠି ପୁରେଇ ରତ୍ନ ଗର୍ଭା ଓଡ଼ିଶା କୁ ଦିନ ଦ୍ବିପ୍ରହର ରେ ଲୁଟି ପାରେ ସେଭଳି ଲୋକକୁ ବିଜେଡି ର ନେତା ମାନେ ଦ୍ଵିତୀୟ ବାରବିସ୍ବାସ କରିବା ଏବଂ ପାଣ୍ଡିଆନ ପ୍ରତି ବିଜେପି ର ନିରବ ସମର୍ଥନ ଏହା ଓଡ଼ିଶାର ଜନସାଧାରଣ ଙ୍କ ପାଇଁ କାଳ ନହେବ କି ଏବାକହିପାରିବ? ବର୍ତ୍ତମାନ ସମୟରେ ବିଜେପି ପାଇଁ ଗୋଟିଏ ବାଟ ଉଠିଲା ସାପ ମୁହଁ ରେ ବାଡି। ଜୟ ଶ୍ରୀ କୃଷ୍ଣ 🙏🏻 🙏🏻

  • @bijanmishra5021
    @bijanmishra5021 Месяц назад

    ମଧିଆ ରେ ବାପା କୁ କହିବୁ ବାବାଜୀ ହୋଇବା ନୋହିଲ ବଳଦ ବିକିବେନି।

  • @sarbeswarpanda1504
    @sarbeswarpanda1504 Месяц назад

    ମୋହନ ସରକାର କୁ ପଣ୍ଡିଆନା ଦେବେ କିଳା।

  • @dipfragnant
    @dipfragnant Месяц назад

    ଚମତ୍କାର ପରିକଳ୍ପନା, ଭାଷା ସଜ୍ଜ୍ୟା ଓ ଉପସ୍ଥାପନା।