Janata Darbaar: Supreme Court's Decision On Adultery

Поделиться
HTML-код
  • Опубликовано: 28 сен 2018
  • For latest Odisha News Follow us:
    Visit: kanaknews.com/
    RUclips: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- • Casting Couch In Ollyw...
    Wah Wah Re Camera: • Video
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...
    Olta Palta: • Video #KanakNews #JanataDarbaar

Комментарии • 1 тыс.

  • @jhasketanpradhan602
    @jhasketanpradhan602 4 года назад +28

    ଆଇନ ପ୍ରଣୟନ ନୀତି ଠିକ ନାହିଁ ଆଇନ ଜିଏ କରିଛି ସେ ଗୋଟେ ମାନସୀକ ରୋଗି

  • @yeslilacreative
    @yeslilacreative 5 лет назад +24

    ଭଲ ଲୋକେ ବି ଖରାପ ହୋଇଯିବେ

  • @rajaashoksamrat417
    @rajaashoksamrat417 2 года назад +16

    ଏହି ରାୟରୁ ଦେହ ଜିବିମାନେ ଅଧୀକରୁ
    ଅଧୀକ ଲାଭବାନ ହେବେ ଠକମାନେ ଅଧିକ ଠକିପାରିପେ

  • @o-sgamingff7301
    @o-sgamingff7301 2 года назад +30

    ଏ ରାୟ ଠିକ୍ ନୁହେଁ ,ତାମାନେ ଆକୁ କହିବା ସଂସାର ,ଏମିତି ହେଲେ ସଂସାର ଭାଙ୍ଗିଜିବ ସାର୍ ଟିକେ ସଂସାର କୁ ଦେଖ ।ଭାରି ସଭାପତି ହେଇଛ ହୋ ତମ ବିଚାର ରଖ ।।

  • @tapankumardas8427
    @tapankumardas8427 2 года назад +11

    ଏହା ପ୍ରତି ନୁହେଁ ଅଗାଣ୍ଡିଆ ନୀତି। ଦୟାକରି ଏହି ନୀତି ଉଠାଇ ନିଅ ନହେଲେ ଲଙ୍ଗଳା ହୋଇ ବୁଲ ।

  • @jogeshchandrabeheraodisha156
    @jogeshchandrabeheraodisha156 2 года назад +26

    ମଣିଷ ସଭ୍ୟତାରେ କୁକୁର, ଛେଳି ପ୍ରବୃତ୍ତିର ମଣିଷମାନଙ୍କର ଆମଦାନୀର ପଥ ପ୍ରସସ୍ଥ ହୋଇଗଲା ............
    ଉନ୍ନତ ବୁଦ୍ଧିମତାର ପରିପ୍ରକାଶ !!!!!!!

  • @rameshchnaik9192
    @rameshchnaik9192 2 года назад +5

    କେମିତି ପରକ୍ରିୟା ପ୍ରିତି ବନ୍ଦ ହେବ ତାହା ଉପରେ ଚିନ୍ତା କରାଯାଉ

  • @yeslilacreative
    @yeslilacreative 5 лет назад +20

    ସୃପ୍ରିମ କୋଟ ର ଏ ରାୟେ ଉଚିତି ନୁହେଁ ଏହା କୁ ତୁରନ୍ତ ବନ୍ଦ କରାଯାଉ.ବ୍ୟବବିଚାର ବଡିବ ନିଚିତ.ନକରିବା ଲୋକ ବି ଏହା ହିଁ କରିବେ.କାରଣ ଭୟ କାହାରି ମନରେ ରହିବନାହିଁ.କାହାରି ପରିବାରରେ ଟିକେ ଝଗଡା ହେଲା ମନେ ଏହି ପରିସ୍ଥିତି ସୃଷ୍ଟି ହେବ.ଏହା କଦାବି ଠିକି ନୁହେଁ.

  • @mtutyunjaya3186
    @mtutyunjaya3186 Год назад +3

    ଅତି ସୁନ୍ଦର ବିଷୟ ବିଚାର ଧନ୍ଯବାଦ🙏ଆଛା କଳି ଭୟଙ୍କର ।

  • @srikantabehera6961
    @srikantabehera6961 5 лет назад +25

    ସୁପ୍ରମକୋର୍ଟଙ୍କ ଏହି ରାୟକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି ।
    ଯଦି ସୁପ୍ରିମ କୋର୍ଟ ଏହି ରାୟକୁ ସ୍ଵାଗତ କରିଛନ୍ତି । ତାହାହେଲେ ମୁଁ ମୋ ମନଇଚ୍ଛା କୌଣସି ନାରୀ ସାଙ୍ଗରେ ପ୍ରେମ କରିବି ତାହାହେଲେ କାନୁନ୍ ମୋତେ କଛି କରିପାରିବେନି କି ।

  • @chudamanisamal6636
    @chudamanisamal6636 5 лет назад +77

    ମନୋରଞ୍ଜନ ସାର .ଏଇ ରାୟ ରୁ ଦେହବ୍ୟବସାୟି ମାନେ ବହୁତ ଲାଭ ପାଇବେ

    • @dularamsoren4887
      @dularamsoren4887 2 года назад

      ଦେହଜୀବୀ ମାନେ ରାୟ ପୂର୍ବରୁ, ଏହାର କର୍ଯ୍ଯକାରୀ କରି ଆସୁଛନ୍ତି । ପାଶ୍ଚାତ୍ୟ ସମାଜରେ ଏହା ସୁରୁଖୁରୁରେ ପ୍ରଚଳିତ ହୋଇ ପାରୁଛି । ପରକିୟା ପ୍ରୀତି କୋୖଣସି ଆଇନକୁ ଅପେକ୍ଷା କରେ ନାହିଁ ।

  • @nrusinghmuduli1567
    @nrusinghmuduli1567 2 года назад +4

    ମାନ୍ୟବର ସୁପ୍ରିମକୋର୍ଟ ଭାରତୀୟ ସଂସ୍କୃତି ସଭ୍ୟତା ଜୁ ପାଶ୍ଚାତ୍ୟ ସଭ୍ୟତାର ଆଧୁନିକତାରେ ପରିଣତ କରିବାକୁ ଚାହିଁଛନ୍ତି

  • @rukshansahoo444
    @rukshansahoo444 5 лет назад +58

    definitely bad impact on society plz sotp this rule

  • @bishnujati3264
    @bishnujati3264 2 года назад +13

    ମାନ୍ୟବର ସୁପ୍ରିମକୋର୍ଟ ଆଉ ଥରେ ବିଚାର କରନ୍ତୁ ।ଯାହା କରିଛନ୍ତି ତାହା ଠିକ ଼ ନୁଊ ।

  • @satyanarayanmohakud4486
    @satyanarayanmohakud4486 5 лет назад +18

    ଲୟର ଗୁଡାକ ପାଗଳ ହୋଇ ଗଲେଣି

  • @kanhadakua3731
    @kanhadakua3731 2 года назад +3

    ପର କ୍ରିୟା ପ୍ରୀତି ରେ ଅନେକ ଘର ଭାଙ୍ଗୁଛି ଏହା କୁ ବିରୋଧ କରା ଯାଉ

  • @susilkumar557
    @susilkumar557 5 лет назад +25

    It is very harmful effects on society...

  • @prafulladash748
    @prafulladash748 2 года назад +4

    6ଏହା ନିୟମ ବିରୁଦ୍ଧରେ ଯାଉଛି ଭବିଷ୍ୟତ ରେ ଏହା କେବେ ସୁଫଳ ଦେବନାହିଁ.

  • @subashshrambutika5030
    @subashshrambutika5030 5 лет назад +10

    It is harmful for society.........

  • @user-pf6ct9nj7n
    @user-pf6ct9nj7n Год назад +3

    ଆମ ଗାଁ ଗହଳିରେ ଆସନ୍ତୁ ଦେଖିବେ,ଯୁ ସ୍ବାମୀ ସ୍ତ୍ରୀ ଥରେ ବାହା ହେଲେ ସେମାନଙ୍କ ପାଇଁ ଜନ୍ମ ଜନ୍ମନ୍ତର,ହିନ୍ଦୁ ନାରୀ ମାନଙ୍କ ପାଇଁ ଏମିତି ରେ ଆମେ ବହୁତ୍ ଭଲରେ ଅଛୁ,କିନ୍ତୁ ଏ ବିଧର୍ମୀ ମାନଙ୍କର ଅଲଗା ,ଧନୀ ଲୋକମାନେ ହିଁ ତାଙ୍କ ସ୍ବାମୀ ସ୍ତ୍ରୀ ଜନ୍ମ ଜନ୍ମନ୍ତାର ରହୁନି ଜୟ ଜଗନ୍ନାଥ

  • @priyadarshineepati3658
    @priyadarshineepati3658 5 лет назад +5

    Nice question by manoranjan sir

  • @SkKumar-cu1vh
    @SkKumar-cu1vh 5 лет назад +12

    ଆମ ସମାଜରୁ ମୁଁ ଅନୁଭବ କରୁଛି ଯେ 70-80% ଲୋକ ଖରାପ କାମକୁ ଅପଣାଉଛନ୍ତି କିନ୍ତୁ କମ ଲୋକ ଭଲକୁ . exp---କ୍ଷୀର ଅଧିକ ଲୋକେ ନେଉଛନ୍ତି ନ ମଦ ,ସେହିପରି junkfood ଅଧିକ ଖାଉଛନ୍ତି ନା healthy food ?? ଆପଣ ଚିନ୍ତା କରନ୍ତୁ .....

  • @prakashchandranandsaysamaj3955
    @prakashchandranandsaysamaj3955 2 года назад +1

    Thanks medam

  • @jharendrabehera7971
    @jharendrabehera7971 2 года назад +2

    I am not satisfy for Supreme court judgement. Please change the judgement

  • @brahnanandamisrha9771
    @brahnanandamisrha9771 5 лет назад +9

    Change the rule

  • @rajendraswain5470
    @rajendraswain5470 3 года назад +3

    ବାହା ଘର ଆଗରୁ ଆଜୀବନ ଥିବାରୁ ଅପରାଧ ହେଉଥିଲା
    କିନ୍ତୁ ଏହା ଉଭୟଙ୍କ ସହମତି ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ଥିବାରୁ ଅପରାଧ କମିଲା।

  • @minaketanhikaka2242
    @minaketanhikaka2242 3 года назад +2

    ଭାରତୀୟ ମହାନ ସଂସ୍କୃତ କୁ ନେଇ ବିବାହ ବନ୍ଧନ ସିନ୍ଦୂର , ଶଙ୍ଖା,ମଙ୍ଗଳସୂତ୍ର, ଏହା ସ୍ତ୍ରୀ ଙ୍କ ପତି ଧର୍ମ ପାଳନ । ପରକୀୟା ପ୍ରୀତି ତ କଳଙ୍କିନି ! ସନାତନ( ହିନ୍ଧୁ) ଧର୍ମ କୁ ବଞ୍ଚେଇରଖିବା ହେଉଛି ପତିବ୍ରତା ନାରୀ ଙ୍କ ତେବେ ପୃଥିବୀର ମହା ପାପର ଭାର କୁ ଧୋଇବା ପାଇଁ ସଂୟ ଭଗବାନ ଜନ୍ମ ନେବାର ରହସ୍ୟ ରହିଛି । ମାତୃ ତ୍ଵ ନୀତି କୁ ବ୍ୟବସାୟ କରଣ ପ୍ରଥା ଖରାପ ।

  • @jyotiranjansahoo3099
    @jyotiranjansahoo3099 5 лет назад +32

    ସତ୍ୟଯୁଗ ଆସିଗଲା ରେ ଭାଇ .ମାଳିକା ବଚନ ସାତହେଲା.

  • @umeshchandrasahu5869
    @umeshchandrasahu5869 5 лет назад +20

    Wrong decision

  • @gayatrisethi1864
    @gayatrisethi1864 5 лет назад +5

    Nonsense... law...

  • @babulapatiarbabulapatiar8338
    @babulapatiarbabulapatiar8338 2 года назад +4

    ପରକୀୟା ପ୍ରୀତି ଗୋଟେ ଅଧର୍ମ......... ଆଇନିଜୀବି ତାଙ୍କ ଝିଅ ବହୋ ଆମେ ସଫର୍କ ରଖୁଲୁ ତମେ ଚୁପ୍ ରହିବ ପ୍ରଥମେ କୁହ ଆଇନି ଠିକ୍ ରେ ଚାଲୁ ପରକୀୟା ପ୍ରୀତି କୁ ଦଣ୍ଡ ମିଳୁ ଗୋଟେ ଭୁଲୁ ପାଇଁ ସବୁ ସମାଜ ଖରାପ.. ଖରାପ ବାଟରେ ପହଞ୍ଚିଲା ବାହାହେଲ କାହିଁ ସବୁ ଆଇନିଜୀବି ପାଠ ପଢୀ ମୂର୍ଖ ପଇସା ପାଇଁ ନାଟ ........ଆପଣକୁ ଆମେ କହିପାରିବୁ ଶଳା ମାଗିହା ଭଉଣୀନିଆ ତମ ଝିଅ ବହୋ କୁ ରଖିବୁ ଚୁପ୍ ରହିବେ କୁହ......ଆଇନିଜୀବି ଆଗ ତାପରେ ଆମ ଭାରତ ର ଜନତା କହିବେ ଏ ଅଶିଳ ଭାଷା କହିଲି ଭୁଲୁ ନା ଠିକ୍ କୁହ ପରକୀୟା ପ୍ରୀତି ପାଇଁ ଏ ପୁରାଣ ଦେଶ ରହିବ ନାଁ ଛିଡିବ ଆଇନିଜୀବି ଧନ୍ଦା ଲଗେଇଛ କୁହ .....ପୁରାଣ ଦେଶ କଣ ହବ... ସବୁ ଧର୍ମ ର ଲୋକ ଙ୍କର ଅଧିକାର୍ ଅଛି ନ୍ଯାୟ

  • @dp7158
    @dp7158 5 лет назад +10

    ଵନ ଵଵୁକଂର ପରକୀୟା,, ଅଛି କି?

  • @o-sgamingff7301
    @o-sgamingff7301 2 года назад +3

    ସବୁ ନାରି ଜାତି କଣ ବେଶ୍ୟା ତୁମର ବି ମା ଭଉଣୀ ଅଛିନା ନାହିଁ ,ଯୋଉ ପୁରୁଷ ନାଇ ସେଇ ପୁରୁଷ ନାରୀ ପାଖକୁ ଆସିବ ନାରୀ କଣ ଗୋଟେ ଖେଳନା?

  • @thabirasuna4171
    @thabirasuna4171 2 года назад +3

    ପରିବାର ବିବାହ ବନ୍ଧନ ଉଠିଯିବ ା

  • @pabitramohandas6943
    @pabitramohandas6943 2 года назад +2

    ଦୁଃଖ ଏବଂ ପରିତାପର ବିଷୟ !

  • @prasantadas4648
    @prasantadas4648 5 лет назад +8

    The decission of the Supreme court is very wrost .It impact on society as well family .

  • @truptidas9354
    @truptidas9354 5 лет назад +5

    Monalisa madam absolutely right.thanks madam

  • @rkrocker3676
    @rkrocker3676 5 лет назад +13

    2018 ru 2019 September end bhitare kete divorce case heba pura bharat dekhiba

  • @ldvideos5879
    @ldvideos5879 5 лет назад +5

    Mu Monalisa madam & praphula sirnku support karuchi..plzzzz honourable supreme Court au thare ei rule upare chinta karantu bcz di jananka khusire duita family destroy heijiba.

  • @ashisparida8605
    @ashisparida8605 5 лет назад +5

    Monalisa madam is told true all ......thanks

  • @newprojectupdate4576
    @newprojectupdate4576 5 лет назад +5

    dhire dhire samaste kharap hebe

  • @0801227227
    @0801227227 5 лет назад +11

    Definitely Very worst Judgement by supreme court.It is clearly showing that western culture doesn't capture automatically to Indian society but it is invited by SC in many Judgemeent.Why SC praises western culture is open culture.Is Indian culture is lower level than other culture?This judgement should be rejected by Modi govt. unless we have through govt. out of power.

  • @kingdhruti1557
    @kingdhruti1557 2 года назад +1

    From Jagatsinghpur

  • @ganapatinayak9732
    @ganapatinayak9732 2 года назад +2

    Monalisha medam and prafula sir apanka jurdgmen pura thik achi
    I agree with u

  • @kingdhruti1557
    @kingdhruti1557 2 года назад +3

    I am siba Prasad behera , from Jagatsinghpur . You should request to supreme court on to do only arrenge marriage . Not to do contact marriage or love marriage.

  • @rashmimanjariparida7821
    @rashmimanjariparida7821 3 года назад +12

    Monalisa apa and praphula sir i agree with your speech you are right🙏🙏

  • @ramguru9823
    @ramguru9823 2 года назад +1

    correct direction good 👍👍🙏

  • @prasantakumarbarik4191
    @prasantakumarbarik4191 5 лет назад +16

    This is not success by rules

  • @dhrubanandabarik1638
    @dhrubanandabarik1638 5 лет назад +4

    Is Supreme Court not interfering the acts of legislatures ?

  • @subratmohapatra5201
    @subratmohapatra5201 5 лет назад +7

    It will be very bad impact on indian society and culture.

  • @user-yd5ww1fg9q
    @user-yd5ww1fg9q 5 месяцев назад

    God bless you

  • @jituraut3869
    @jituraut3869 2 года назад +2

    ଜାତି , ଧର୍ମ , ବର୍ଣ୍ଣ ,ନିର୍ବିଶେଶରେ ଆଇନ ସମସ୍ତଙ୍କ ପାଇଁ ସମାନ ! ଲୋକତନ୍ତ୍ର ଡାହା ମିଛ କଥା ପ୍ରଚାର କରୁଚି ।

  • @santosirana1428
    @santosirana1428 2 года назад +3

    Emiti hele sir, marriage kebala gote formality heijiba,aau familydisturbmance badhiba.

  • @yeslilacreative
    @yeslilacreative 5 лет назад +10

    ସବୁ ସ୍ତ୍ରୀ ମାନକୁ ମନା କରିଦିଅ ସାବିତ୍ରୀ ବ୍ରତ କରିବା ବନ୍ଦ କରିଦେବେ

  • @prafulladash748
    @prafulladash748 2 года назад +2

    ଯେବ୍ୟକ୍ତିୟାକୁ support କଲା ସେହି ଅ ସାମାଜିକ ମଣିଷ.

  • @nivishanova1140
    @nivishanova1140 3 года назад +2

    Supreme court sobu bele kain jononko opinion pain law pass kridionti.... society ro situations n conditions ku nai kain decision nia jaeni...🤷🤦🤦

  • @all-timehit7224
    @all-timehit7224 5 лет назад +11

    It's very wrong for hindu society . India always India not other countries custom ..

  • @pragyanprasad4034
    @pragyanprasad4034 5 лет назад +5

    I agree with Praful babu...jadi constitution ra samaj re control rahibani ta in future ye samaj ra gote part hehijiba ....!!!

  • @shaktisensarafofficial
    @shaktisensarafofficial 2 года назад

    Bhala topic topic padichhi thank you kanak news

  • @sarbeswardash2
    @sarbeswardash2 5 лет назад +1

    ଏମିତି ଲାଗୁଚି,,,,govt gst ଉଠେଇ ଦେଲା ଏ କାମରେ।

  • @nirmalnath5234
    @nirmalnath5234 5 лет назад +16

    Mo hisaba re pura galat.

  • @jayjagannathaswami143
    @jayjagannathaswami143 5 лет назад +3

    Super court have need healthy mind judge

  • @jayantakumarpanda2146
    @jayantakumarpanda2146 2 года назад +1

    ଅପସଂସ୍କୃତି

  • @bismitsahoo7782
    @bismitsahoo7782 5 лет назад +1

    Nice conservation

  • @SkKumar-cu1vh
    @SkKumar-cu1vh 5 лет назад +3

    ସେହିପରି ଏ ନିୟମ କୁ କେତେ ପ୍ରତିଶତ ଲୋକ କେମିତି ନେଉଛନ୍ତି ଦେଖିବା....

  • @jayantabarik4386
    @jayantabarik4386 5 лет назад +5

    Definitely very bad
    I sure it develops more parakriapiti.
    Please stop this

  • @righttofreelegalaid1781
    @righttofreelegalaid1781 2 года назад

    Yes

  • @litonmishra9627
    @litonmishra9627 2 года назад +1

    No one has understood the decision of the Supreme court

  • @chiranjibimahali9232
    @chiranjibimahali9232 5 лет назад +8

    Indirectly legalise prostitution..bad impact on society ..

    • @lagguru8032
      @lagguru8032 2 года назад

      its already there remember
      MARRIAGE

  • @Desi.Toka-
    @Desi.Toka- 5 лет назад +6

    Supreme Court absolutely wrong wrong wrong

  • @jamasumandal8151
    @jamasumandal8151 2 года назад

    I agree with Madam Pritee expose regarding this concerned matter. Thanks madam this law most be should not be continued.

  • @banamalipatra514
    @banamalipatra514 2 года назад +1

    Ahi Rai swagata jjagay bharata barsare nirjatanaru mukta heba

  • @rkp6786
    @rkp6786 2 года назад +20

    This judgement is purely injustice for the indian society & humanity, but it's suitable for animalities,so that's supreme court's decision is purely wrong not only in india but also every where.

  • @rajendramlk
    @rajendramlk 5 лет назад +5

    ai rule jamaru bhl nuha

  • @jayantakumarpanda2146
    @jayantakumarpanda2146 2 года назад +2

    ବର୍ଣ୍ଣଶଙ୍କରଙ୍କ ବିଚାର କୁ ହଟାଇବା ପାଇଁ ଦୃଢ ବିରୋଧ କରାଯାଉ ।

  • @arunkumarjena299
    @arunkumarjena299 2 года назад +1

    Again I am requesting to supreme lord to considering the matter .I am praying to suprime lord by this most of the poor people will suffered.

  • @jyotiranjanpradhan5613
    @jyotiranjanpradhan5613 5 лет назад +3

    This is not a good rulu by the suprem court....

    • @ommprakashsahoo9570
      @ommprakashsahoo9570 5 лет назад

      Bahut Vala Hela. Thank you suprime cout bcz - Mora 4 ta women sahita relation achhi but mu daruthili. ebe suprime cout mo akhi kholi dela.

  • @satyanarayanmohakud4486
    @satyanarayanmohakud4486 5 лет назад +3

    ଚ୍ଛାଦପତ୍ର ଅଧିକ ଘଟିବ

  • @bhimacharan3027
    @bhimacharan3027 2 года назад +1

    ପର କିୟା ପ୍ରୀତି କର ମଜା ନିଅ କିନ୍ତୁ ଧରାପଡିଲେ ଦୁଇ ଜଣ କୁ ଜେଲ ରେ ଦଣ୍ଡାଦେଶ ଘୋଷଣା କରନ୍ତୁ ।

  • @klingarajpatra7474
    @klingarajpatra7474 2 года назад +1

    ପଶୁ ଓ ପକ୍ଷୀ ସଦୃଶ ମଣିଷ ହେବେ ମାନବିକତା କେଉଁଠି ରହିବ, କିନ୍ତୁ ପେରେମ ପଥ ପରିଷ୍କାର।

  • @anish6128
    @anish6128 5 лет назад +4

    chief justice Deepak Mishra jemiti Raye dehichhanti,tanka wife Ku 1st time beshya karantu.Jane maa Ku kalankit karuchhanti.very bad dicesion for sc.

  • @debaprasandas5858
    @debaprasandas5858 5 лет назад +7

    Justice sala pagal heijaichi

    • @tarunarts429
      @tarunarts429 5 лет назад

      Deba Prasandas tu law ku bujhi paribuni ajatha re justice ku gali karni

  • @prabhasinipradhan3340
    @prabhasinipradhan3340 5 лет назад

    thnq u so much Monalisa madam

  • @ashokkumarjena8100
    @ashokkumarjena8100 2 года назад

    Jay Sanatani MAA,Thanks to the team

  • @ashisparida8605
    @ashisparida8605 5 лет назад +7

    Bana Mohanty gote idiot..se esbau faltu kamaku support kare...
    Actually extra martial affair ra 497.
    Uthiba jogu bht problem heba..
    Cuz family ta sahajare destroy heba..ex-jadi Jane Swami AAU Jane stree loka Saha reln rakhila..
    Family Taku bujheibe..but se sunibani.....bcuz se blind in this reln..kete case kete murder heichi..even ama near vlg pakhare...diara Bhauja reln jogu diara ra wife Ku marideichanti..ya kouthi suicide karuchi.....tamane eiita promte Kariba esavu lagi.....aaau Tapare kn Na jadi suicide heichi eii reln jogu then its an offence.so sad.. family re bht heichi esavu extra martial reln.semane kuade jibe..diara Bhauja Ku Baha heba ki...??jadi IPC thanta atleast police asiki tk ta dareithanta........ki emiti karibuni.....but Na eve kichi nai..kn Na divorce deide...Banababu apna old advocate heiki gote emiti kahuchanti kemiiti....sabu jadi naitikata upare chadibaku.....then law ra value hi nai....Khali kn Na esavu kichi hebani but ....it's increase....... extra marital affair
    AAU kahiba ki divorce neijaaa...
    AAU anyastree loka jie reln rakhichi ta Swami bi kahiba...ki divorce karide..
    AAU divorce ta ete sahaja nuha...
    Kete case pending chalichi...
    AAU son & girl kn paibe..
    Tanka father & mother banchi thau thau bi se tankathu Bhala paiba paibeni..
    So it's very bad..
    Kindly review pitson supreme court
    This is destroy culture tradition of great India....

  • @devnanduideas1269
    @devnanduideas1269 5 лет назад +4

    Yes... Pagala heigalani Supreme Court
    Bhangidela India ku

  • @rohidasmohanta6019
    @rohidasmohanta6019 2 года назад

    Good

  • @newprojectupdate4576
    @newprojectupdate4576 5 лет назад +1

    parful sir right

  • @royalkingstatus4571
    @royalkingstatus4571 5 лет назад +6

    Ya ke bala bekar niyama sala repe haba hulam khola

  • @srptuber387
    @srptuber387 5 лет назад +8

    Eai bajhuta kharap we are hindu not like foreigners.....jia eha bahara karichi se gote wrong person

  • @apallavimakeover1349
    @apallavimakeover1349 5 лет назад

    I want to participate in this program.

  • @sugihansdah9231
    @sugihansdah9231 3 года назад +1

    Good morning

  • @bibhutibhusannayak6445
    @bibhutibhusannayak6445 2 года назад +3

    ସୁପ୍ରିମ କୋର୍ଟ ଙ୍କ ମନ ଇଛା Law କୁ ପରିବର୍ତ୍ତନ କରାଯାଇ ।।

  • @cumukibehera8738
    @cumukibehera8738 5 лет назад +4

    Gote swami ta striku abahela kale se parakiaa pritikare. Ki jabardasti baha hoetha a sehijagare hin parakiaa pritihua. Khusi habatara echha samstinkara achhi Kahara subidhahaba se divarsa dau. Nahele chup rahu

    • @rudrarandhir9237
      @rudrarandhir9237 5 лет назад

      Cumuki Behera I agree with you but can the same thing be applicable for man

    • @trueman9433
      @trueman9433 5 лет назад

      Khaiba jinisa jadi sahajare milithae ta automatic mana haba khaibaku . so rule emiti hele chup heiki kehi basibeni free re miluchi chhaduchikie?

    • @trueman9433
      @trueman9433 5 лет назад

      Jemiti pakhare money thile kharcha ba use heijae. Control ruheni boli ame bank re fix ba deposit karidou. Semiti rule jadi emiti haba use ta karibe samaste control rahibanikara au.

  • @sarojsasmal1420
    @sarojsasmal1420 5 лет назад

    any supreme judgement should be own family perceptive.

  • @bibhuadhikaridas8175
    @bibhuadhikaridas8175 5 лет назад +1

    Don't worry After some days.This judgement must be Review.

  • @narendradas787
    @narendradas787 5 лет назад +3

    Very bad

  • @shydollpriti8691
    @shydollpriti8691 5 лет назад +1

    Plz plz plZ change this roul

  • @benudharsahoo9644
    @benudharsahoo9644 5 лет назад

    I am u r great fan manoranjan bhai

    • @charbak9071
      @charbak9071 2 года назад

      Bhai Manoranjan babu nko sange kon porokiya preeti logei cho?

  • @sarojkantswain8192
    @sarojkantswain8192 5 лет назад +3

    its not about only law..its about morality...the supreme court has given perfect decision from the constitutional equality view...its not bad....if u r perfect u can take as it from moral aspect of ur thought...its law about HUMAN RIGHTS AND EQUALITY...welcome to new changes...