Janata Darbar: Who is Provoking Racism ?

Поделиться
HTML-код
  • Опубликовано: 7 сен 2018
  • For latest Odisha News Follow us:
    Visit: kanaknews.com/
    RUclips: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- • Casting Couch In Ollyw...
    Wah Wah Re Camera: • Video
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...
    Olta Palta: • Video #KanakNews

Комментарии • 477

  • @jayantsethi3353
    @jayantsethi3353 11 месяцев назад +39

    ସବୁ ଠିକ କହୁଚ ଯେ ..! ପ୍ରଥମେ କୁହ କୋଟା କାହିଁକି ଦିଆଗଲା ? ତାର ଉତ୍ତର ହଉଚି ଛୁଆଁ ଅଛୁଆଁ ଯୋଗୁ । ତେଣୁ ଆଗ ଛୁଆଁ ଅଛୁଆଁ ଦୂର କର ଏବଂ ସମାନତା ଆନ ତାପରେ ମନକୁ ମନ ସରକାର କୋଟା ବ୍ୟବସ୍ଥା ଉଠାଇ ଦେବେ ।

  • @odishatourism9895
    @odishatourism9895 Год назад +31

    ସମ୍ବିଧାନ ଜିନ୍ଦାବାଦ ଆମ୍ୱେଦକର ଜିନ୍ଦାବାଦ

    • @mahondas1165
      @mahondas1165 11 месяцев назад

      Mandir Puja jebi Kari parib kintu brahmannku service diya

  • @prakashanaik2080
    @prakashanaik2080 2 года назад +41

    ବ୍ରାହ୍ମଣ ପକା ମାଗିହା

    • @basantanayak9264
      @basantanayak9264 Год назад +3

      Apana thik kahichhanti,prakash babu...4500purbaru emane bharatare prabesh kale..aau michha kalpanika kahaniku sangathita kari sanskruti- parampara namare ehaku sara bharata barshare bichhei dele...

    • @user-wt5rt5st8s
      @user-wt5rt5st8s 23 дня назад

      Right bhai

    • @princebadal6053
      @princebadal6053 19 дней назад

      Kahaku kharaap bhasa kahibaa maane nija ku nije asabhya pramaannita karibaa......
      Dayaa kari kehi b kahaku gaalli gulaj karantu nahi......
      Ye sabu babar akbar emaananka samayare sadajantra kari braamhana maananku eka moharaa karaajaaithilaa...... it's proved.

  • @damodharmokhi2290
    @damodharmokhi2290 11 месяцев назад +12

    ବ୍ରହ୍ମଣ ମାନଙ୍କୁ ଜୁତାରେ ପିଟିଲେ ସବୁ ଠିକ ରେ ଭାରତରେ ଜାତି ଵେବସ୍ତା ଠିକ ହବ

  • @madhabchandrahansdah-fe2iz
    @madhabchandrahansdah-fe2iz 2 месяца назад +5

    ମଧ୍ୟ ପ୍ରଦେଶ ରେ ସବୁ ଠାରୁ ବେଶୀ ଅତ୍ୟାଚାରିତ ହେଉଛନ୍ତି ଆଦିବାସୀ ଏବଂ ହରିଜନ ମାନେ

  • @maniramashabar773
    @maniramashabar773 2 года назад +14

    ଆଗ ଜାତିପ୍ରଥା ଉଠି ପ୍ରଥା ଉଠିଯାଉ,ପରେ କୋଠାର ବିଚାର ହେଉ

  • @Maeena491
    @Maeena491 2 месяца назад +4

    ୨୦୨୪ ମସିହାରେ ମଧ୍ୟ ଆଜି ଆମେ ମନ୍ଦିର ବାହାରେ ରହି ଠାକୁର ଦର୍ଶନ କରୁଛୁ ।

  • @rajendrakumarsethi1473
    @rajendrakumarsethi1473 Месяц назад +4

    ପରମ ପରାରୁ ଅଛି ମନ୍ଦିରରେ sc,st ର ଲୋକମାନେ ପୂଜା କଲେ ସମାଜ୍ ଘୃଣା କରନ୍ତି sir

  • @odishatourism9895
    @odishatourism9895 Год назад +26

    ଏ ଦେଶ ର ମୂଳ ବାସିନ୍ଦା ବହୁଜନ
    ଜାଗୂଓ ବହୁଜନ ଜାଗୂଓ .

  • @Jitu-kh7ds
    @Jitu-kh7ds 11 месяцев назад +36

    ଦଳିତ ଭାଇ ମାନେ ଆପଣ ମାନଙ୍କୁ ଅନୁରୋଧ କରୁଛି କାହା କଥା ଶୁଣ ନାହିଁ ଆମ ଦଳିତ ଭାଇ ମାନେ ଏକାଠି ହେବା ଦରକାର 🙏🙏🙏🙏🙏🙏🙏🙏🙏🙏🙏

    • @bharatsethi8407
      @bharatsethi8407 2 месяца назад +1

      Bhai ekdum thik kahicha dhanyawad

    • @user-wt5rt5st8s
      @user-wt5rt5st8s Месяц назад

      Ame aekati heba amo adikar pai ladie kariba

    • @TosenBania
      @TosenBania Месяц назад +1

      dalit ek heba ki sudra ek heba ?

    • @GAMHIAHO
      @GAMHIAHO 27 дней назад

      1😅😊 bun​@@user-wt5rt5st8s

    • @showmankumbrika9612
      @showmankumbrika9612 23 дня назад +1

      Dalita bhai mananku chhuah achhuah kiye karuchhanti tanku birodh Kariba darkar

  • @ASHOKKumar-ie2eo
    @ASHOKKumar-ie2eo 11 месяцев назад +13

    Jay Bheem Jay sanvidhan

  • @minaketanhikaka2242
    @minaketanhikaka2242 3 года назад +16

    ନା' ନା' ଭାରତ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ବିକାଶ ନୀତି ପୋଲି ସଭା ,ଗ୍ରାମ ସଭା ସମ୍ବିଧାନ ଆଇନ କୁ ପାଳନ କରାଯାଉନାହିଁ କାହିଁକି ? ଶିକ୍ଷା ,ଚାକିରି କ୍ଷେତ୍ରର ଆରୋକ୍ଷନ ଉପରେ ଜାଲ ପ୍ରମାଣ ରେ କାରସାଦି କୁ ରୋକାଜାଉ । ସମସ୍ତଙ୍କ ପାଇଁ ସଂଗରୋକ୍ଷନ ଲାଗୁ ହେଲାଣି , ସଂସ୍କାର ଭାବେ ପରିଚାଳନା ହେଉ ।

  • @nabaghanabehera390
    @nabaghanabehera390 Год назад +8

    SC/ST Jago

  • @PHO-uf7ck
    @PHO-uf7ck Год назад +5

    ଜଣେ SC ST ପିଲା IAS hele bi se ଜାତିଆଣ ବାଦର ସ୍ବୀକାର ହୁଅନ୍ତି

  • @odishatourism9895
    @odishatourism9895 Год назад +8

    ବ୍ରାହ୍ମଣ ବିଦେଶୀ

  • @bijayakumarjena945
    @bijayakumarjena945 Год назад +16

    ମନୋରଞ୍ଜନ ମିଶ୍ର ରିପୋର୍ଟର ନା ବ୍ରାହ୍ମଣ ମାନଙ୍କର ପାଇଁ ଓକିଲାତି କରୁଚି ସେଇଟା ପରମ ମାଗିହା

  • @user-qh6gg3fd4m
    @user-qh6gg3fd4m Год назад +5

    ମୁ ଗୋଟିଏ ବାମହନ ଝିଅ କୁ ବାହା ହେବି ସମାଜ ହିସାବରେ ଗ୍ରହଣ କରିବ କି ? Jeneral bhaimane ମୁ ଜଣେ ଦଳିତ ଅଟେ

  • @dolagobindasethy8496
    @dolagobindasethy8496 Год назад +7

    କେହି ଉସ୍କାଇ ବାକୁ ଚାହୁଁ ନାହିଁ ଯାହା ସତ କଥା ଲୁଚି ଛପି ରହିଥିବା ଅନେକ କଥା ଓ ଗୋଟେ ଘୃଣ୍ୟ ଉପେକ୍ଷିତ ହେଉଥିବା ଲୋକଙ୍କ ସାମାଜିକ ଅଧିକାର ରୁ ବଞ୍ଚିତ ହୋଇ ଥିବା ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ସାମାଜିକ ଅଧିକାର ପାଇଁ ସଂଗ୍ରାମ କରୁଥିବା ଲୋକଙ୍କ କଥା ଓ ବ୍ରାହ୍ମଣ ଙ୍କ ଅତ୍ୟାଚାର ବିରୋଧରେ ଆନ୍ଦୋଳନ ବ୍ରାହ୍ମଣ ମାନେ ସମାଜ ର କଳଙ୍କ ଓ ଆମ ଦେଶ ର ଲୋକ ନୁହଁନ୍ତି

  • @desisambalpuribeats8185
    @desisambalpuribeats8185 5 лет назад +15

    jai bhim.....jai baba saheb

  • @shantanusingh5088
    @shantanusingh5088 11 месяцев назад +5

    ଆଜିକୁ ପ୍ରାୟ ୪୫୦୦ ବର୍ଷ ପୂର୍ବରୁ OBC SC St ଲକ ମାନଙ୍କୁ ପାଠ ପଢ଼ାରୁ ବଞ୍ଚିତ କରା ଯାଇଥିଲା। ଭାରତ ସ୍ଵାଧିନ ହେବା ପରେ ଏମାନେ
    ପାଠ ପଢିବାକୁ ସୁଯୋଗ ପାଇଲେ | ତେଣୁ obc sc st ଲକ ମାନଙ୍କର Exam ରେ % ବା Mark କମ୍ ରହୁଛି I ଏବେ ବି ବହୁତ ପରିବାରରେ ମାଟ୍ରିକ ପାସ ପିଲା ନାହାନ୍ତି I ଭାରତରେ ଇଂରେଜ ସାଶନ ହଟିବା ପରେ ପରେ general ଲୋକଙ୍କ ପାଖରେ କାଟିବାଟି ଜମି କେମିତି ଚାଲି ଗଲା ତାହା ଜାଣିଲେ ଭାରି ତାବୁ ବ୍
    ଲାଗିବ | ସରକାର obc sc st ଏବଂ ଗରିବ ur ମାନଙ୍କୁ ମଧ୍ୟ ୧୦% ଆରକ୍ଷଣ ଦେଲେ | ସମସ୍ତଙ୍କୁ ମୋଲେଇ ଦିଆଗଲା । Obc sc st କମ୍ % ରଖିଲେ ତାଙ୍କ post ରେ ଗଲେ ur % ବେଶି ରଖିଲେ ତୁମ post ରେ ରହିଲ l ଶୁଦ୍ର ମାନଙ୍କୁ ବି ମୋଲେଇ ଖାଇବାକୁ ଦିଅ

  • @biranchitajan2347
    @biranchitajan2347 3 месяца назад +3

    500 ବର୍ଷ ପୂର୍ବେ କିଏ କାହାକୁ ଶାସନ କରି ଆସୁଛି। ଦଳିତ ମାନଂକୁ ସର୍ବଦା ସବର୍ଣ୍ଣ ମାନେ ସବୁ ବେଳେ ଅତ୍ୟାଚାର କରି ଆସୁଛନ୍ତି। ଜୟ ମୂଳନୀବାସୀ

  • @karunakarmallick5854
    @karunakarmallick5854 19 дней назад +3

    ପ୍ରଥମେ ଜାତି ଉଠାଜାଉ

  • @tunanaik5440
    @tunanaik5440 Год назад +10

    "Jay Bhim" SC ST mane atyachar sahichhanti pani tk pieba lagi sangharsha karichhanti,chhuna achhuan aajibi achhi kintu aaji chakiri katha padichhi patha padha chakiri nia

  • @pratapnayak6021
    @pratapnayak6021 11 месяцев назад +5

    ସବୁରି ନାଟର ଗୋବର୍ଦ୍ଧନ ବ୍ରାହ୍ମଣ ମାନେ ସବୁ ମିଛ ନାଟକ କରି ମିଛ କଥା କହି ସୁଦ୍ରକୁ ଠକିଛନ୍ତି ସବୁ ମନୁ ରାଜ କାହାଣୀରେ ଜଣା ପଡ଼ିଛି ସମସ୍ତେ ଜନିଗଲନି ଆଉ ଚଳିବନି ସିନ୍ଦ୍ଧୁ ପାର ହେବାକୁ ପଡ଼ିବ ଚୁଆ ଛୁଆଁ କହି ଆମକୁ ତକୁଛି ଆମେ ମନ୍ଦିରକୁ ଦାନ ଦକ୍ଷିଣା ଦୋଉଛୁ ସେ ତାର ଘର ଚାଲୁଛୁ ଆମେ ନେଲ କହୁଛି ଘୋର ପାପ😅😅

  • @rupadharkumbhar7953
    @rupadharkumbhar7953 Год назад +6

    Jay Bhim

  • @baidhardas2500
    @baidhardas2500 2 года назад +3

    ମନରଞ୍ଜନ ବାବୁ ଆପଣଙ୍କୁ ଆପଣଙ୍କ ଶେଷ ମତାମତ ପାଇଁ ଧନ୍ୟବାଦ l ହେଲେ ଏଟା ଭାରତ ଆଜ୍ଞା l ଏଠି ଗାଈକି ମାଆ ଓ କୁକୁରକୁ

  • @rameshrautaray1206
    @rameshrautaray1206 5 лет назад +6

    Amiya babu I support u

  • @sandeepmohanta9628
    @sandeepmohanta9628 5 лет назад +13

    Jai mulanibasi,jai bhmi

  • @gopalmallick8402
    @gopalmallick8402 11 месяцев назад +4

    ମିଡ଼ିଆ ହୋଇ ବ୍ରାହ୍ମଣ କୁ ସପୋର୍ଟ କରୁଛନ୍ତି . l ନ୍ୟାୟ ର କର

  • @ravan8268
    @ravan8268 5 лет назад +11

    Jai bhim Jai mulnibasi

  • @Princegaming-ne9lj
    @Princegaming-ne9lj 5 лет назад +9

    Jay bhim... abhiram bhai

  • @PHO-uf7ck
    @PHO-uf7ck Год назад +4

    ଛୁଆଁ ଅଛୁଆଁ ଭେଦଭାବ ସହ SC ST OBC ମାନଙ୍କୁ କିଏ ଅତ୍ୟାଚାର କରୁଥିଲେ

  • @surendrapujari9002
    @surendrapujari9002 11 месяцев назад +3

    କେ ବି କେ ଜିଲ୍ଲା ମାନଙ୍କରେ ଆମ ଆଦିବାସୀ ହରିଜନ ଙ୍କ ର ଥିଲା କାହିଁକି ଆମ ଭାଇ ଭଉଣୀ ମାନଙ୍କୁ କାହିଁକି ଚାକିରୀ ମିଲିବା କଥା କାହିଁକି ମିଲୁ ନାହିଁ । ତାହାର ପାଇଦା ନେଉଛନ୍ତି ଅନ୍ୟ ମାନେ

  • @NiranjanOram-fu1qt
    @NiranjanOram-fu1qt 5 дней назад

    ଅଭିରାମ ସାର
    ଧନ୍ୟବାଦ୍,
    Good debate

  • @bjayaraj6046
    @bjayaraj6046 Год назад +9

    Sc, st, obc ଭାରତର ମୂଳନୀବାସୀ ଆଗରୁ ଭୋଟ ଦେବାପାଇଁ ଅଧିକାର ନଥିଲା , ପାଠ ପଢିବାକୁ ଅଧିକାର ନଥିଲା ଯେତେବେଳେ ଗଣତନ୍ତ୍ର ରାଷ୍ଟ୍ର ଘୋଷିତ ହେଲା ବାଲ ଗଙ୍ଗାଧର ତିଳକ ଦେଖିଲେ ଯେ ଆମେ,3% ତାହେଲେ ଆମେ କମଜୋରୀ ହେଇଯିବୁ ଏଗ୍ରେଜ କୁ ଲେଖିକି ଦେଲେ କେବଳ ହିନ୍ଦୁ କହିଲେ ବ୍ରାହ୍ମଣ, sc, st, obc ହିନ୍ଦୁ ନା ମାତ୍ର କେବଳ ଉଚ୍ଚାଜାତ ର ତୁଛ ମାନସିକ୍ତ ଲାଗି scstobc ଆଜୀବହୁତ ପଛରେ ଉଚ୍ଚାଜାତିର ଦୋକାନ ବାଡ଼ି, ମିଡ଼ିଆ, ସରକାର ସଂସ୍ଥା ରେ ବଡ ବଡ ପଦପି /ଯେତିକି ଧର୍ମ ଗ୍ରନ୍ଥ ରେ ବ୍ରାହ୍ମଣ, କ୍ଷେତ୍ରୟ, ଵଶ୍ୟ, ଶୁଦ୍ର, ଲେଖା ଯାଇଛି , ହେଲେ ଏଗ୍ରେଜ ବା ମୁଗଲ ତାଙ୍କ ବିଷୟରେ ପଦେ କିଛି ନାହିଁ

  • @chittcreativity
    @chittcreativity 5 лет назад +9

    Anchor jadi brahmana hebe.....se ki SC ST nka nirjatana ra Katha kahibe........Village to Village door to door asantu....Dekhibe sthiti Kan achhi....
    Come..come.....

  • @bichitrakumar2114
    @bichitrakumar2114 Год назад +5

    Jay bhim

  • @krushanachbhoikbabu2706
    @krushanachbhoikbabu2706 Год назад +5

    ଇଂରାଜ ମାନକ ସାଙ୍ଗରେ
    କେତେ ଜଣ ଆରବିୟ
    ଵାମଣ ମାନେ ଇଗ୍ରେଜ
    ମାନକ ସହିତ ଲଢି କେତେଜଣ
    ସହିଦ୍ ହୋଇଛନ୍ତି କହିବକି

    • @Lakshmikanta-kz6ct
      @Lakshmikanta-kz6ct 11 месяцев назад

      ଜୟ ରାଜଗୁରୁ, ଖୁଦିରାମ ବୋଷ, ସୁଭାଷ ବୋଷ, ମଙ୍ଗଳ ପାଣ୍ଡେ, ଏମାନେ କଣ

  • @sankarprasadpanda3095
    @sankarprasadpanda3095 Год назад +3

    ପ୍ରତି ସମୟରେ ନାରୀ ଧର୍ଷଣ ହେଉଛି । ସେଥିରେ କେତେ % ବ୍ରାହ୍ମଣ ସମ୍ପୃକ୍ତ?

  • @SantoshKumar-zx4hk
    @SantoshKumar-zx4hk 5 лет назад +8

    Manoranjan Babu thare gramanchalaku asi buliki jantu ta pare janiparibe.

  • @babulalbhoi2105
    @babulalbhoi2105 Год назад +5

    Jay bhim🙏🏾

  • @maheshprasadnanda9499
    @maheshprasadnanda9499 3 года назад +12

    Bahat badhia manoranjan sir
    We all are equal irresepective of any caste , religion and colour .

    • @diluashu6315
      @diluashu6315 2 года назад +3

      Monoranjan support brahmin

    • @odishatourism9895
      @odishatourism9895 Год назад +3

      ପଖଣ୍ଡି ମାନଙ୍କର ଖେଳ ସାରିବା ଆରମ୍ଭ ହେଲା .

    • @laxmiprasadbuji
      @laxmiprasadbuji Год назад +1

      @@diluashu6315 the

    • @AjitdeepAjitdeep
      @AjitdeepAjitdeep Год назад

      ​@@diluashu6315q1

    • @rajendraswainswain6878
      @rajendraswainswain6878 11 месяцев назад +1

      Manoranjan has no experience of hard work of brahmin to live on also no experience about dalit that how they earn in drain works. Thanks that Dalit have resistance power due to generous experience in drain but earning more where as brahmins have no resistance power in working in drain but getting less.

  • @subratkumar8990
    @subratkumar8990 2 года назад +2

    Kanak news bala sabarna sapakhyare mana achhi laguchhi,,
    ମୁଁ ପଚାରୁଛି ଏମିତି କେତେ ମନ୍ଦିର ଅଛି ଯେଉଁଥିରେ
    Sc,st,obc,other puja
    କରୁଛନ୍ତି...? ଆଉ କଣ ସେ ମନ୍ଦିର ବାନେଇଲେ ତମ ବୋପା ତେବେ ଟଙ୍କା....?

  • @sickbye996
    @sickbye996 5 лет назад +5

    Manoranjan babu caste system started from temple.

  • @rajaashoksamrat417
    @rajaashoksamrat417 Год назад +3

    Jay Bheem Jay sanvidhan Jay Mul nivasi

  • @sankarprasadpanda3095
    @sankarprasadpanda3095 Год назад +2

    S.C.& S.T.ମାନେ ପଇତାକୁ ନିଜେ ପିନ୍ଧିଲେ କିଏ ମନା କରୁଛି?

  • @bichitrakumar2114
    @bichitrakumar2114 Год назад +2

    ମନରଞ୍ଜନ ସାର ଶେଷରେ ଯୋଉ କଥା କହିଲେ ପୁରା ଠିକ 🙏🙏🙏🙏

  • @sideswarnayak3159
    @sideswarnayak3159 Год назад +4

    Bhim sena power kehi pari beni jay Bhim 🙏💙🙏

  • @pramodinijena2870
    @pramodinijena2870 Месяц назад +2

    ମନୋରଞ୍ଜନ ବାବୁ ଆଜିବି ଦେଶର ପ୍ରତିଟି କୋଣ ଅନୁକୋଣ ଓ ଅଫିସ ଦପ୍ତରରେ ଦଳିତ ସଂପ୍ରଦାୟର ବ୍ୟକ୍ତିଟି ଉଚ୍ଚ ଜାତି ବୋଲାଉଥିବା ଲୋକମାନଙ୍କର ବିଦ୍ଵେଶର ଶିକାର ହେଉଛି। କାରଣ ପ୍ରତିଟି ବିଭାଗରେ ଉଚ୍ଚ ବର୍ଗର ଲୋକମାନେ ଉଚ୍ଚ ପଦ ପଦବୀରେ ରହି ଥିବାରୁ ସେମାନେ ଜାଣି ଜାଣି ନିଚ ବର୍ଗ ର ଲୋକଟି କୁ harassment କରୁଛନ୍ତି, noncooperate କରୁଛନ୍ତି , pramotion ରେ ବି ଜାଣି ଜାଣି ବିଳମ୍ବ କରୁଛନ୍ତି । ଏ ସବୁ ବ୍ୟବହାରର ଗୁପ୍ତ ଭୋଗି ମୁ ନିଜେ ହୋଇଛି ମୋ ବିଭାଗ ଦ୍ଵାରା ।ଏହା ମୋ ଅଙ୍ଗେ ଲିଭା କଥା ।
    ଆଉ ଦ୍ୱିତୀୟ କଥାଟି ହେଲା ଉଚ୍ଚ ବର୍ଗର ଲୋକମାନେ ସବୁବେଳେ ଗୋଟେ complain କରୁଛନ୍ତି ଯେ ନିଚ ବର୍ଗର ପିଲାଟିଏ ଷାଠିଏ parcent ରଖି କାହିଁ ଚାକିରି ପାଇବ ଆଉ ଉଚ୍ଚ ବର୍ଗର ପିଲା ନବେ parcent ରଖି ଚାକିରି ପାଇବ୍ ନାହିଁ । ଏହାର କେତେଟା କାରଣ ବିଷୟରେ ସେମାନେ ଜାଣିବା ଉଚିତ୍
    ପ୍ରଥମତଃ ନିଚ ବର୍ଗର parents uneducated ଥାଆନ୍ତି ତେଣୁ ତାଙ୍କ ପିଲାଟି ନିଜେ କଠିନ ପରିଶ୍ରମ କରି ନିଜ ସିଂହ ରେ ନିଜେ ମାଟି ତାଢ଼ି ଥାଏ ଅର୍ଥାତ୍ ତାକୁ tution ଦେବାକୁ ତା parents ପାଖରେ ଟଙ୍କା ନଥାଏ ଯେତେବେଳେ ଉଚ୍ଚ ବର୍ଗର ପିଲାଟେ ସବୁ subject ରେ tution ହେଉଥାଏ ଓ ତା ର ଗାର୍ଡିଆନ୍ ମାନେ ମଧ୍ୟ ନିଜେ ଶିକ୍ଷିତ ଥାଆନ୍ତି । ନିଚ ଜାତିର ପିଲାଟିଏ ନିଜ standard ଅନୁସାରେ ଯେତେବେଳେ ଷାଠିଏ ପର୍ସେଣ୍ଟ ରଖି ତମ ଉଚ୍ଚ ବର୍ଗର ନବେ ପର୍ସେଣ୍ଟ ନମ୍ବର ରଖୁଥିବା ପିଲାସଂଗରେ ବସି ଏକା ଦକ୍ଷତାର କାର୍ଯ୍ୟ କରି ଚାଲେଞ୍ଜ କରିଥାଏ ସେତେବେ କିଏ ଅଧିକ ଦକ୍ଷ ପ୍ରମାଣିତ ହେଉଛି , ଏଥିରୁ ନିଜେ ବୁଝ୍ ।
    ଦ୍ଵିତୀୟରେ reservation ଏଥିପାଇଁ ରହିଛି ଯେ ସେତେବେଳେ ଜାତି ପ୍ରଥାର ଦ୍ୱାହି ଦେଇ ନିଚ ବର୍ଗର ଲୋକ ମାନଙ୍କୁ ସ୍କୁଲ କଲେଜ, ଅଫିସ, ହୋଟେଲ ,ଦୋକାନ ବଜାର , ରାସ୍ତାଘାଟ, କୁଆ ପୋଖରୀ ନଦୀ ନାଳ ଯେଉଁଥିରେ ବି ନୀଚ ବର୍ଗର ଲୋକମାନଙ୍କୁ ଅଧିକାର କି ବ୍ୟବହାର କରାଇ ଦେଉ ନଥିଲେ । ରେସେରସେସନ ନଥିଲେ ଆଜିବି ଦଳିତ ଲୋକ ମାନେ ଶିକ୍ଷିତ ହୋଇପାରି ନଥାନ୍ତେ କି ଚାକିରି ବାକିରି କିଛିବି କରିପାରି ନଥାନ୍ତେ ।
    ଆଜିବି ଏତେ ସଭ୍ୟ ହେଲା ପରେ ବି ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ କେତେକ ମୁଷ୍ଟିମେୟ ଲୋକେ ଚୁଆ ଅଛୁଆଁ ଭେଦ ଭାବ ରଖିଛନ୍ତି ।
    ତୃତୀୟ ତ ଆଜି ଯେତେବେଳେ ସବୁ ବର୍ଗର ଲୋକ ସବୁ ପ୍ରଫେସନ ରେ ରହିଲେଣି ତେବେ ଆଜିବି କାହିଁକି ସେ ବ୍ରାହ୍ମଣ, ସେ ମହାନ୍ତି, ସେ ଚଷା, ସେ ଜେନା, ସେ ମାଲିକ , ସେ ଦାସ , ସେ ବେହେରା , ସେ ସାହୁ ବୋଲି ଶବ୍ଦ ଲଗା ଯାଇ ମଣିଷ ଭିତରେ ବିଭେଦ ବା difference ସୃଷ୍ଟି କରାଯାଉଛି । ସମାଜ ର ପ୍ରତି ଟି ମଣିଷ କୁ ଗୋଟିଏ ମର୍ଯ୍ୟାଦା ଦିଆଯାଉ, ସମସ୍ତ ଙ୍କୁ ସମ୍ମାନ ଅଧିକାର ,ସୁବିଧା ସୁଯୋଗ ସବୁଠି ଦିଆଯାଉ । ତାହାହେଲେ ଜାତି ପ୍ରଥା ଓ କଟା automatic ଉଠିବ। ଯେଉଁଠି ସୁଯୋଗ ରୁ ବଞ୍ଚିତ କରାଯାଉଛି, ସେଇଠୁ କୋଟା ର ଅର୍ଥାତ୍ ସରଂକ୍ଷଣ କଥା ଉଠୁଛି । ଦୁର୍ବଳ , ଗରିବ ଲୋକ କୁ ନିଚ ଆଖିରେ ଦେଖିବାର ମାନ ସିକ ତା କୁ ସମାଜ ରୁ ଆଗେ ଦୂର କରାଗଲେ ଦେଶରେ ଓ ସମାଜ ରେ ଆର୍ଥିକ ଓ ସାମାଜିକ ସମାନତା ପ୍ରତିଷ୍ଠା ହୋଇ ପାରିବ ।

  • @PHO-uf7ck
    @PHO-uf7ck Год назад +3

    ନିର୍ଲଜ ମାନେ SC ST କାହା ଭାଗରୁ ନେଉନାହାନ୍ତି ଆଉ 1 ଓ 2 generation pare automatically Jane SC ST ପିଲା UR ପିଲା ସହ same mark ରଖି ମଧ୍ୟ SC ST category re counting Heba। ସେତେବେଳେ ଆପଣମାନେ ରାଜି ହେବେ ତ reservation ଉଚ୍ଛେଦ ପାଇଁ। କେବେ ନୁହେଁ କାରଣ ସେତେବେଳେ ସବଳ ସହ ସବଳର ଲଢେଇ ହେବ ।

  • @krushnachsahoo8817
    @krushnachsahoo8817 Год назад +1

    କନକ ନିଉଜୀ ଚାଲେ କୁ ମୋର ଅନୁରୋଧ ଏ ସମାଜରେ ଜାତି ବାଦକୁ କିଏ ଉଶୁ କାଉଛି । ଜୟ ଜଗନ୍ନାଥ ।🙏🏼

  • @pratappradhan9455
    @pratappradhan9455 5 лет назад +7

    So called high caste people including the anchor should read the history and discuss this kind of issues.

    • @live-fq5wt
      @live-fq5wt 3 года назад +2

      Ai mg sale bhai bidesi sale

    • @live-fq5wt
      @live-fq5wt 3 года назад +1

      Bramahan vaisya khatrio ବିଦେଶୀ sale sabu

  • @manojkusulia7681
    @manojkusulia7681 Год назад +2

    ସାର୍ ଗୋଟିଏ sc st OBC ଲୋକ କାହିଁକି ମନ୍ଦିର ପୂଜାରୀ ହେଉନାହିଁ Is ଅଫିସର ହେଉ ପାରୁଛି

  • @aparnamahananda5880
    @aparnamahananda5880 2 года назад +7

    A mangihe Brahman mane tame videsi
    Sc,St,OBC = moolnivasi

    • @asishpurohit6810
      @asishpurohit6810 2 года назад

      ᴛᴏʀ ɢʜᴀʀ ᴋᴇɴᴀ ʀᴇ

    • @aparnamahananda5880
      @aparnamahananda5880 2 года назад

      @@asishpurohit6810 mor ghar India nu
      Tor ghar ta uresia nu ache

    • @asishpurohit6810
      @asishpurohit6810 2 года назад

      ʙʜᴀʟ ᴋᴀʀɪ ᴩᴀᴅʜ ɢyᴀɴ ʟᴀɢɪ ᴄʜᴀᴋʀɪ ᴩᴀyʙᴀʀ ᴀᴀʀ ᴋᴀʀʙᴀʀ ʙʜɪᴛʀᴇ ᴛᴀꜰᴀᴛ ᴀᴄʜʜᴇ

  • @jenaganesh448
    @jenaganesh448 11 месяцев назад +1

    Jay Bheem Sri God bless you Sri

  • @narayandas369
    @narayandas369 11 дней назад +1

    ଜାତିବାଦ ଉଠିଗଲେ ଭଲ

  • @user-hj5sx1gp2w
    @user-hj5sx1gp2w Месяц назад

    Thank you sir

  • @sahadebsarkar1700
    @sahadebsarkar1700 7 месяцев назад +1

    SC/St/OBC ମାନଙ୍କ ଉପରେ ବର୍ତ୍ତମାନ ସୁଦ୍ଧା ଅତ୍ୟାଚାର ହେଉଛି।

  • @kaibalyaprasadnaik3668
    @kaibalyaprasadnaik3668 11 месяцев назад +2

    Jay bhim Namoo BUDHAYA piece World 🌎

  • @user-hj5sx1gp2w
    @user-hj5sx1gp2w Месяц назад

    Thank you

  • @Pabitranayak1
    @Pabitranayak1 9 месяцев назад +1

    ବ୍ରାହ୍ମଣ ହାରାମି କଂଗ୍ରେସ ତିଆରି କଲେ ଜୟ ଭୀମ

  • @sunildas145
    @sunildas145 5 лет назад +3

    Monaranjan... Mishra sir chara durniti.. Upare karantu.. Janta durbar.... 🙏

  • @pramodinijena2870
    @pramodinijena2870 Месяц назад +1

    ମନୋରଞ୍ଜନ ବାବୁ ଆପଣ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇ ପାରିବେ କି କେହି ପାଣ ନୁହେଁ, କେହି ବ୍ରାହ୍ମଣ କି ମହାନ୍ତି , କରଣ , ଖଣ୍ଡାୟତ, ମେହେନ୍ତର , କଣ୍ଡରା କି ଟେଲି ତନ୍ତୀ, ଗୁଡ଼ିଆ , ରା ଢ଼ି ନୁହେଁ , ସମସ୍ତେ ଗୋଟିଏ ବର୍ଗ କେବଳ ମଣିଷ ।

  • @manasipanda5748
    @manasipanda5748 Год назад

    Very thanks manoranjan sir. 👍👍👍👍👍🙏🙏🙏

  • @gokulchandra9249
    @gokulchandra9249 Год назад +1

    Uniform Civil Code lagoo hona chahiye.Bharat Mata ki Jay.

  • @rajendrakumarsethi1473
    @rajendrakumarsethi1473 Месяц назад +1

    SC, ST ମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ, ତେଣୁ ସେମାନେ ପାଠ ପଢି ପାରୁ ନାହାଁନ୍ତି। ପେଟପାଇଁ ରତିପାଇଲେ କାମକୁ ଯାଆନ୍ତି। ପିଲା ଛୁଆଙ୍କ କଥା ଚିନ୍ତା କରନ୍ତି ନାହିଁ। ସବୁ ବିଭାଗରେ ଜେନେରାଲ ଜାତିର ଲୋକ କାମ କରୁଛନ୍ତି

  • @rohitbag6739
    @rohitbag6739 5 лет назад +4

    Dinabandhu sarang Janiba katha odisha st fredom fights surendra sai laxman naik Rendo majhi kungal sing airi sing bairi sing arjunsing Karunkara naik Dharan dhara naik birsa mund naik chests karan janbalgi bhul diskas karantunahi

  • @user-nf1fx1vd8o
    @user-nf1fx1vd8o 2 месяца назад

    Very nice

  • @dinabarik1395
    @dinabarik1395 2 месяца назад

    ଜାତି ଭେଦ ଉଠାଇବାକୁ ହେଲେ ସାର୍ଟ ନେମକୁ ଉଠାଯିବା
    ଦରକାର ,ତେବେ ସମସ୍ତେ ସମାନ ହୋଇ ପରିନ୍ତେ ଏହା ମୋର ଅନୁରୋଧ।।🙏

  • @Lakshmikanta-kz6ct
    @Lakshmikanta-kz6ct 11 месяцев назад +1

    ଜାତି ଉଠି ଗଲେ ସବୁ ସମାଧାନ ଦେଇଯିବେ

  • @sumantapadhi126
    @sumantapadhi126 11 месяцев назад +2

    Bhai AC St mananku bahuta hatyachar karuchhanti

  • @jitendramalik9126
    @jitendramalik9126 3 года назад +2

    Good

  • @Skgbul470
    @Skgbul470 23 часа назад

    One nation one cast,

  • @bijaykumarben9402
    @bijaykumarben9402 Год назад +1

    Mr.Arun and Manoranjan Babu telling a lot of things why was intetionally dishonoured President Draupadi,former president Kovind at the temple premises.can you answer of it

  • @ashutoshofficial2003
    @ashutoshofficial2003 2 года назад +2

    JAI BHIM

  • @alokdeep4579
    @alokdeep4579 Год назад +3

    Sabu thik achhi, castsystem nahatibajaye sangrakshyan byabasta hatiba uchit nuhe

  • @Golitics870
    @Golitics870 5 лет назад +2

    He has no capability to be a journalist

  • @lokanathnaik335
    @lokanathnaik335 2 года назад +5

    bramuna mane adhramia

  • @suryanandasoren6659
    @suryanandasoren6659 22 дня назад +1

    S,T, ମାନଙ୍କର ଭାଷା ଅଲଗା, ଚଲନି ଅଲଗା ।ଆମେ ସାଧାରଣ ଭାବରେ କହୁ,English ପାସ କରିଗଲେ,ଆଉ ସବୁ ପାସ ହେଇ ଯିବ। ତେଣୁ ST ମାନଙ୍କର ଓଡ଼ିଆ ଭାଷା ମଧ୍ୟ ବିଦେଶୀ ପାଠ ସଦୃଶ,ଯଦି ଆମ ଭାଷାରେ ପାଠ ପଢା ହୁଅନ୍ତା ତାହାଲେ ST ପିଲା ୮୦ ମାର୍କ ରଖିଲେ,ଜେନେରାଲ ପିଲା ୨୦ ମାର୍କ ରଖିବେ ।ତେଣୁ ST/SC ଙ୍କୁ ବହୁତ ସୁବିଧାସୁଜଗ ଦିଆଯାଇ ନାହିଁ,ବର୍ତ୍ତମାନ ସୁଦ୍ଧା ସବୁଠୀ ରିଯାର୍ଭେଶନ ପୂରଣ ହେଇ ନାହିଁ।

  • @budhurammajhi1710
    @budhurammajhi1710 11 месяцев назад +1

    ୨୦୨୩ ରେ ଏଭଳି ଫିଲ୍ମ ବନେଇବା ନିହାତି ଦରକାର ଥିଲା କି?

  • @dillipswain5778
    @dillipswain5778 Месяц назад

    All are odisha odisha pain swachha rajaniti kar jay jagannath

  • @rajendrakumarsethi1473
    @rajendrakumarsethi1473 Месяц назад +1

    ଆମବାପା, ମା ଙ୍କୁ କ୍ରୀତଦାସ ବା ହଳିଆ ଭଳି ଖଟାଉ ଛନ୍ତି। ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଜେନେରାଲ ଅଜିପ୍ରଜ୍ୟନ୍ତ କିଏବି sc st ହୋଇନାହାନ୍ତି

  • @judhistirdas1763
    @judhistirdas1763 Месяц назад

    Provoking is seen from the very action of the people.

  • @ghasiamajhi2365
    @ghasiamajhi2365 5 лет назад +1

    All are equall

  • @hariharapadhy714
    @hariharapadhy714 2 года назад +3

    ଦେଶ ଆଗକୁ ଯିବ, ଉନ୍ନତି ହେବ, ଜ୍ୟୋଗତା ଥିବା ଲୋକଙ୍କୁ ଠିକ ଜାଗା ଦିଅ

    • @PHO-uf7ck
      @PHO-uf7ck Год назад

      ଆପଣ kn ladies Kota 33% ନେଉନାହାନ୍ତି କି?

  • @manibhusanakanisa5354
    @manibhusanakanisa5354 7 месяцев назад

    Very very good news

  • @harishchandrasahoo2363
    @harishchandrasahoo2363 4 года назад +4

    Manoja mishra bramhanbadi

    • @prasaddakua7582
      @prasaddakua7582 3 месяца назад

      Khali se nuha bhai kanak news re jou sabu debets cast ku neiki neichi sethi re anchor jane st SC ra b rahiba katha prathana re b anchor jane bramhan ae debets re anchor thile

  • @rasmiranjanmalik...
    @rasmiranjanmalik... 5 лет назад +4

    Mu gote katha athi kahi rakhibi je ,'jadi apana kota utheiba katha kahibe ta hele mu kahibi je prathame apana jami devide karantu je samastankara jami saman . kan karihaba , jadi aeta karihaba ta kota utheidele kichi objection nahi.karana apana sarve kari dekhantu je sc/st nkara kete jami au jeneral nkara kete jami au mu nije bi fill karichi je ,mu gote jagaku bhoji khaibaku jai thili sethare sc cast nkara pi alaga bebasta thila ,Hele mu jai general cast nkara pakhare basigali bhoji khaiba pi ,hele hatat jane kahila ea sc cast ,setebele mote setharu uthei dia gala,mote patara bi dia sarithila ,kintu mote setharu uthei dia gala au kuha gala je ,tu sc cast tame amaku bhoji khaibaku dei paruna ame tamaku dauchu au jouthi basiki khaiba katha sethi basiki bhoji kha na hele pala.mu setharu palei asili au bahut bhabili je mote amiti kan pi kahile ame tanku bhoji khaibaku dei parunu boli .Dine mo bhai nkara mairrage hela .mu jai geleral cast nkara pila mananku dakili se fast hasile au kahile ea sc cast ya gharaku ame jibu bhoji khaibaku amara jati chali jiba .mote sethi bahut kharap lagila . Jadi semane kota utheibaku chahuchanti ta chua chue bheda bhaba kan pi abe bi rahichi.jadi mo comment kia dekhuchi ta bhai fillings karibe heartly au yaku news re daba pi anurodha karuchi.

  • @GmzVision7445
    @GmzVision7445 5 лет назад +3

    Jatibad Ra karana Brahmanism

  • @mithu123mithun2
    @mithu123mithun2 11 месяцев назад

    Thanks

  • @naikdaniel9371
    @naikdaniel9371 23 дня назад +1

    ଆପଣ ଯଦି caste filling ର ଶୀକାର ହୋଇଥିବେ ତାହେଲେ ଆପଣ ଜାଣିଛନ୍ତି ତାହା କେତେ ମର୍ମନ୍ତୁଦ

  • @rajaashoksamrat417
    @rajaashoksamrat417 День назад

    ଜେନେରାଲ 10 ପର୍ଷେଷ୍ଟ ଭାଗ ପରା ବ୍ରାହ୍ମଣ ମହାନ୍ତି କରଣ ନେଉଛନ୍ତି

  • @hemapanda2845
    @hemapanda2845 18 дней назад

    Right

  • @sonukhansonukhan8387
    @sonukhansonukhan8387 Год назад +1

    Janta. Darbar. Advaice. Koti. Namaskar

  • @RanjanKumar-bg1zb
    @RanjanKumar-bg1zb 4 дня назад

    ଶଳା ବ୍ରାହ୍ମଣ ଗୁଟେ ଛୁଟ ଜାତି ହେଲା

  • @parthasarathi3698
    @parthasarathi3698 5 лет назад +2

    Uskouchi kanaka news

  • @RabiJakaka-rd2cr
    @RabiJakaka-rd2cr Месяц назад +1

    ମୋଦୀ ର ଶାସନ ଯୋଉଟି ହେବ ସେହିଟି।ଦଙ୍ଗା ସୃଷ୍ଟି ହେବା।ଉଦାହରଣ monipur।nex madyapradesh।

  • @kaliamallick8308
    @kaliamallick8308 Год назад +1

    ଯ‌ଏ ଭୀମ ‌ଯ‌ଏ ‌ଭାର‌ତ

  • @himanshudas4577
    @himanshudas4577 11 месяцев назад

    ଆଗୋ କନକ news ଲୋକ general ସେ general କୁ support କରୁଛି,,

  • @mahondas1165
    @mahondas1165 11 месяцев назад

    All cast one one india