Kinners stage protest in Bhubaneswar after SC’s verdict on ‘Same Sex Marriage’
HTML-код
- Опубликовано: 23 ноя 2024
- #ଆମକୁ_ନ୍ୟାୟ_ଦିଅ_ବାହା_ହେବାକୁ_ଅନୁମତି_ଦିଅ
#ଆମ_ପାଖେ_ସବୁ_ଅଛି
ସୁପ୍ରିମ କୋର୍ଟଙ୍କ ରାୟ ପରେ ଅଭିମାନ କରିଛନ୍ତି କିନ୍ନର ସମାଜ। ଖୋଲାଖେୋଲି କହିଛନ୍ତି, ତାଙ୍କ ପ୍ରତି ଅନ୍ୟାୟ ହୋଇଛି। ତାଙ୍କର ବି ମନ ଅଛି, ବାହା ହେବାକୁ ମନ ହେଉଛି। ଝିଅଙ୍କ ଭଳି ସବୁ ଗୁଣ ତାଙ୍କ ପାଖରେ ଅଛି। ହେଲେ ନାହିଁ କ’ଣ? ଶୁଣନ୍ତୁ କ’ଣ କହୁଛନ୍ତି କିନ୍ନର । #Odisha #LGBTQ #Bhubaneswar #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ମୁଁ ଏମାନଙ୍କ ମତାମତକୁ ସମର୍ଥନ କରୁଛି। ଧନ୍ୟବାଦ୍।
ଏତେ ଦିନ ପରେ କିଛି ଭଲ ସୁଣିବାକୁ ମିଳିଲା
ଅତି ସୁନ୍ଦର କଥା ମାଡିଚାଲ ଜୟ ଜଗନ୍ନାଥ 🙏🙏
ଏ କଥା ସୁର ଅଜା ଙ୍କୁ ଜଣେଇଛ ସେ ହୀ ସବୁ ଠିକ କରିଦେବେ
😂😂😂😂
Rani panda
ଆରେ ତମ ପାଇଁ ଗୋଟେ ଟୋକା ଅଛି ସୁର ଅଜା ❤
Rule is for everyone is equal yes i support to kinners
Bahut bhala katha tie...
ସମସ୍ତଙ୍କର ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ଅଛି ।ସୁପ୍ରିମକୋର୍ଟ ଏପରି ବିଭ୍ରାନ୍ତିକର ପଦକ୍ଷେପ କିପରି ନେଲା ସେ ସମୟ କହିବ। ସମଲିଙ୍ଗୀ ଭଉଣୀ ଭାଇ ମାନଙ୍କ ଦାବି ପୁରଣ କରାଯାଉ। ❤❤
Tik kahucha i love you India and odisha
" ××× ××× ଉତ୍କଟ ଗଣତନ୍ତ୍ରେ ଅନାରେ ଅନା ।"
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
Bahut vala news milila
Mu support karuchhi kinnersnku
Akdam correct kahuchhanti
Real right 👍
ଦୁନିଆରେ ଶକ୍ତି କେବଳ 2ଟି ଯେଉଁଠି ଗୋଟେ ନୂତନ ଜୀବନ ସୃଷ୍ଟି ହୁଏ "ନାରୀ ଶକ୍ତି, ପୁରୁଷ ଶକ୍ତି" & "ରଜ, ବୀର୍ଯ୍ୟ " କିନ୍ତୁ ଏ ଆଜିକାଲି କିଛି ହିଞ୍ଜିଡା, ଗେ, ସମଲିଙ୍ଗୀ ମାନେ ନିଜକୁ ନାରୀ ବୋଲି ଦାବି କରୁଛନ୍ତି ଯେଉଁଟା କି ସମାଜ ପାଇଁ ଏକ କଳଙ୍କ ସଦୃଶ....... ଯେଉଁ ନାରୀ ର ଛୁଆ ଜନ୍ମ ହେଉନାହିଁ ସେମାନଙ୍କ ପାଖରେ 60-70% ଚାନ୍ସ ରହୁଛି ଯେ ସେମାନେ ଛୁଆ ଜନ୍ମ କରିପାରିବେ ବୈଜ୍ଞାନିକ ଉପାୟରେ କିନ୍ତୁ ଗୋଟେ ହିଞ୍ଜିଡା କିନ୍ନର ନିଜ ଗର୍ଭାଶୟ ରେ ଛୁଆ ରଖିପାରିବନି କି ଗୋଟେ ଡିମ୍ବାଣୁ ମଧ୍ୟ ସୃଷ୍ଟି କରିପାରିବନି କି ନାରୀ ଯେଉଁ ପରିମାଣ ରେ କଷ୍ଟ ସହି ଗୋଟେ ଛୁଆ ଜନ୍ମ କରିଥାଏ ସଂସାର ରେ କୌଣସି ପୁରୁଷ, କିନ୍ନର, ଗେ, ଲେସବିଆନ, ସମଲିଙ୍ଗୀ ଆଦୌ କରିପାରିବନି......... ତ ଏ ବୃଥା ଆନ୍ଦୋଳନ ବନ୍ଦ କରି 👍
ବି. ଦ୍ର - ମୁଁ କିନ୍ନର ମାନଙ୍କୁ rspct କରେ 🙏
Tu ete katha kahuchu kintu gote katha bhuli jauchu medical science ete devlop hei galani j bhibinna prakara re chua janma hei pariba..
Jeu naari mane chua janma Kari paranti ni semane surrogacy karanti ..
Semane kebala semananka haak maguchhanti jauthire ki semane normal loka nka bhali banchi paribe...Tama mananku kebala chua darkar nuhaki chua Kari Kari to population badhei delani aau kete darkar ...semane chua janma Kari naparile kn hela tame mane kn marigalani na kn tame mane chua janma karuna problem kn..
Kebala chua janma karidele maa heijaeeni ta sahita bhala care aau guidence bi darkar..
Aji kali india re garbhasaya transplant hauni nahele Tame mane Jo kahucha chua janma karipariba ni boli semane seita kariki dekhei dei thante..
MLA ମାନେ ଗୋଟିଏ ଗୋଟିଏ କିନ୍ନର ଙ୍କୁ ବିବାହ କରିବା ପାଇଁ ବିଧାନସଭା ରେ ବିଲ ଅଣାଯିବା ଉଚିତ୍ ।
😂😅 yes
Thik katha.
Thanks
Thik katha tanku bi tanka adhikara milu
Thik katha kahicha
ସୁପ୍ରିମକୋର୍ଟ କହିସାରିଛି ଏଥିପାଇଁ ପ୍ରଥମେ ପାର୍ଲିଆମେଣ୍ଟରେ ଆଇନ ପାସ କରାଯିବ ତାପରେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବ।।।।
Thiki kahila didi tamr bi mana boli ki6i a6i tamaku se adhikar diajiba drkar
Kirnor ମାନେ ଗୋଟେ। ପୁଅକୁ କାହିଁକି ବହାହେବେ ତ।ଙ୍କ ତାଙ୍କ ଭିତରେ ବାହା ହେଉନାହାନ୍ତି,ଉଭୟ ଉଭୟଙ୍କୁ ସେକ୍ସ କରିବେ ।
Wright now
adaption କରିବେ Marrage କରି ମୋ ଓଡିଶା ଉନତ ର ଏକ ନୂତନ ଗନ୍ତା ଆରମ୍ଭ..କାର୍ଯ୍ୟ କାରୀ କରାଯାଉ
I love you bhagaban tamaku bahut bhalare rakhatnu ❤❤❤
ଲଢେଇ କଲେ ବି କିଛି ଲାଭ ହେବନି. କାରଣ ଈଶ୍ବର ଙ୍କ ସୄଷ୍ଟି ଏହା.
Kai eswara nka shrustire re to machine kichi bana heini sesabu karucha kahiki.
ଯେମିତି ଜାତିପ୍ରଥା..! ତ ଇଶ୍ବର ତିଆରି କରିଛନ୍ତି?? ନାଇଁ
Sabu dangerous disease bi god hii baneichhanti .ta boli kn aame Tara upachara karibani🙏🙏🙏🙏🙏🙏
ଭଗବାନ ଯାହାକୁ ଯେମିତି ଗଢି ଛନ୍ତି ସେତିକିରେ ସନ୍ତୁଷ୍ଟ ରହିବା ଦରକାର
Jadi jane pila janma ru andha tahele se eye operation Kari ee sundar duniya ku dekhibaku chahiba tebe tame kahiparibaki bhagawan jahaku jmt gadhichanti setikire santusta rahiba darkar boli?
😢😢😢
Bravo! Raise your voice and keep it up until you're given the right to marry. Don't give up.
ମୁଁ ବାହା ହବି ଆପଣ ମାନେ ଖୁଶି ତ 😅😅😅😅😅
Congratulations 😂 pure single boy 😂
Thik kahichhanti
Didi tuma rite kahila
0:36 0:40 0:41 0:42
Bohut bhala..
Good dicision
Thank you so much❤
ନିଶ୍ଚିତ ଭାବେ ସରକାର ଏ ସମ୍ପର୍କରେ ଆଲୋଚନା କରନ୍ତୁ,
ଦନ୍ୟବାଦ୍ ମା ମାନେ super I'm proud...
Didi mu bahut asubidhare achhi mote tike sahajya karantu. Mora gote jhia achhi3 years ra. Hele mo swami bahut kharap sabubele paribar kathare mo te pituchhi. Pls mote tike sahajya kara
Modi achhi ,Pappu achhi,Naveen achhi ,select Kari ki baha hei pada😂😂
ଠିକ୍ କଥା କହିଛନ୍ତି ବହୁତ୍ ଭଲଲାଗିଲା
ମତେ ଏ ମାନଙ୍କ.ସହ ଯୋଗା ଯୋଗ କରାଯାଉ
Thik katha kahuchha🙏🙏
,ସବୁ ସତକଥା ତୁମେ ସରକାରକୁ ପାରିବ
ମୋ ପାଖରେ କିଏ ରହିବ କି
@@elegantgirl-qd9yohii
Kaliyug last step 2023
Right decision👍
Excellent
Right bahala katha kahila tanku bi nyaya dia 😍😍😍👍👍
very good
Right 👍👍👍👍👍👍👍
I respect ur views !!!
Great ❤️❤️❤️
Rights
Right mam,
Very nice
They are right
ପିଲା ଜନ୍ମ କରିପାରିବ ତ ଯଦି ତାହା ହେଲେ ମୁଁ ବାହା ହେବି ମୁଁ ରାଜି ଅଛି
Debata mananka sankhya 133 koti but population sankhya 140 koti aau kete chua janma Kariba ... population growth Kari Kari ta jangala dhyansa hauchi ,bus ,bike truck badhi jauchi , pollution badhi jauchi ,job mi miluni aau kete darkar kuha..
Right ❤🙏
Tiki 👌
Dhabaleswar❤ Barik tamuku🌹 jeevan sathi karibe
Jay jagannath.he bhai .a sabu kana heuchi
Ok ❤
Green saree wali gajab
Kinner baha na hele mla mp tickrt miliba nahin
❤😂😂ମୁଁ ବାହାହେବି ରାଜିତ କୃଷ୍ଣ ଲିଲା କରିବି 🌹👌ଗୁଲାଫ୍ ଫୁଲଗୋଟେ ନେଇଯା
Super mami
Right 👍
Good job
Think bhala katha
Right didi
Right ❤
Apnaku salute 🫡🫡🫡
Right
Kinner samaj jay ho
Right sister
Abe sala to bhauni mast....
ଶଳା ପ୍ରଥମେ ତମେ ସାଧାରଣ ମଣିଷ ଭଳି ହୁଅ ଏତେ ଉଧତ ହୁଅନି।
ତମ ର ଗୋଟେ ବାଳ ଅଛି, ଶଳା ଟୋକା ଗୁଡାକ କେବଳ ଟଙ୍କା ଚକର ରେ ମନେ ସହଜ ରୋଜଗାର ର ମାଧ୍ୟମ ପାଇଁ ଲିଙ୍ଗ କାଟି ନାଟକ କରୁଚ.. କାଇଁ ଆଜିକୁ ପ୍ରାୟ ତିରିଶ ବର୍ଷ ପୂର୍ବରୁ ତ ଆମ ଓଡିଶା ରେ ଏପରି କି ଭୁବନେଶ୍ୱର ଏତେ କିନ୍ନର ନଥିଲେ ତ !
Kinner to agaru thile but media re asunathile ...ebe media re asuchanti boli jani parucha ete kinner boli..aau hn gote proper pua pila kebe bi linga Kati paribani ...
ତୁମର କଣ ଅଛି ପୁଅ ମାନେ ଶାନ୍ତି ପାଇବେ କିଛି ନାହିଁ ତୁମର ବୀଆ ଅଛି ତୁମର ପେଲିବାକୁ
Tamaku jadi jhia pasand tahele jhia saha marei hua ...sabu pua tamabhali nuha ...kichi pua achhanti jahaku jhia intrest nuha only transgender, kinner intrest...
Toka Mane bhul karibe fasibe ,puni emane toka nka naare 498a , DV , crpc 125 lageiki maintenance khaibe , then alimony re mota amount nebe
*I support her*
Wow didi wow
I always support 👍
Supper
ମିଳିବନି. ଝିଅ ପୁଅ ଙ୍କୁ ମିଳିବ.
Kinner nku kan pani milibani kinner kan Manisha nuhnn ki
Sala tume manisha
Jhia pua aji kali jo haucha chii chii. ..
@@suhanipatra7713tu baha heija janaku
Good
Ok sure
Hnn thik katha , jadi tuma mananku justice milanta tahele kou anatha ashram re kou pila rahibeni
Raiet 👍👍👍
କେଡେ କେଡେ ବଡ଼ ଲୋକ ବାହା ନ ହେଇ ରହୁଛନ୍ତି କାହିଁକି ? ତୁମେମାନେ ଅବଶ୍ୟ ଗୋଟିଏ ଦୃଷ୍ଟିରେ ପୁରା ଠିକ୍ ।
Green saree waali ra Kia details janichha ki I want to marry her..
Nice
R8
ତମେମାନେ ଯଦି ସେତିକି ଭାବି ପାରୁଛ ତେବେ ଲୋକଙ୍କୁ ଡରାଇ, ଧମକାଇ, ଲୋକଙ୍କ ପିଛାରେ ପିନ୍ କଣ୍ଟା ଗେଞ୍ଜି କାହିଁକି ପଇସା ମାଗୁଛ । ଅନ୍ୟ ପିଲାମାନଙ୍କ ପରି ପାଠ ପଢ଼ି ଚାକିରୀ କର ନଚେତ୍ କୌଣସି ଏକ କାମ କରି ନିଜର ଗୁଜୁରାଣ ମେଣ୍ଟାଅ । କିନ୍ତୁ ସେଇଗୁଡ଼ାକ ନାଇଁ, ତମ ମାନଙ୍କ ପାଇଁ ଲୋକମାନେ ଟ୍ରେନ୍ କିମ୍ବା ବସଷ୍ଟାଣ୍ଡ ମାନଙ୍କରେ ଅସୁରକ୍ଷିତ ମନେ କରନ୍ତି । ସେତିକି ବେଳକୁ ତମେମାନେ ଚିନ୍ତା କରୁନଥିଲ ଯେ ସମସ୍ତେ ସମାନ ମଣିଷ ବୋଲି । ଏବେ ସରକାର ଗୁଟେ ନିୟମ କଲା ବୋଲି ତମେମାନେ ଟିକେ ଦବି କି ରହିଛ । ଲୋକମାନେ ବି ଟିକେ ସୁରକ୍ଷିତ ରେ ଯିବା ଆସିବା କରିପାରୁଛନ୍ତି ।
Bhai tamaku pichare pin konta geji thile ki
Hinjada Mane jadi sabitri bhali rahibe .mu janaku marriage karibi
କି news uplod କରୁଛନ୍ତି ଭିଡ଼ିଓ cler ଆସୁନି
ତମେ ଟିକେ Biologically defective ତ ସେଥି ପଇଁ ତମକୁ ପୁଅ ମିଳୁ ନାହାଁନ୍ତି ଭାଇ କଣ କରିବା
Tama,tama bhitare baha hei jao
😂😂😂
Jane hetrosexual aau kinner mananka bhitare bi marriage hei pariba bujhila ...aji kali to Anya dharma re Baha hauchanti tanku kichi kahuna emane kale bhul kmt..
@@dharmagama-lg1pfaethi production capacity hi nahi ta marriage kariki gote pua kahinki barbaad habaa ku chahiba
Equality before law .
Nani bahut bhla kath କହିଛନ୍ତି
ହେଲା ରୁହ ସେମିତି
Why not thaye 100ru 5%