bhai...auto sangha wala bi hairana karuchanti....mu thare master canteen ru rapido book karithili....se bike wala jetebele mote pick up kariba pai asilaa..ei auto wala taaku dhamak dele... tu etharu customer neiparibu nahi...mu majhire interfere karibaru se auto wala 4 jana chup hele....na hele taaku badei pakeithante....
If it is prohibited to use bike for ola uber then govt should talk and ban the company. Why are they punishing these people who all are trying to make their livelihood. First Government is not giving job to young people then who all are trying to earn they are also stopping them. This is too bad. 15k fine is too much.
If the rule is there to use the two wheeler as a taxi with yellow number plate, then RTO is correct. But when the rule is not there or widely not advertised, then R T O is at fault.
Mula katha hela sabu rto, police bala ebam odisha sarkar under re thiba sanstha ku target deidia heichi tame election purbaru perticular gote amount debaku
ଭାଇମାନେ ଆଗକୁ ଭୋଟ ଅଛି , ଏଇଭଳି ଟଙ୍କା ଆଦାୟକରି ଭୋଟରେ ଖର୍ଚ କରିବେ ।
Jay cogress
ଆଗ ମା ମାନେ ବୁଝନ୍ତୁ l ଯୋଉ ଗ୍ରୁପ କରି ଭୋଟ ଦେଉଛ ତାକୁ ଛାଡ l ମିଶନ ଶକ୍ତି
Ekdum thik kahicha
ମିଶନ ଶକ୍ତି ଦେଖାଅ ମାଉସୀ
ପ୍ରଥମେ ଓଡ଼ିଶାର ସମସ୍ତ ଗାଁ ରେ ଥିବା SHG ଗୋଷ୍ଟି ମାନଙ୍କୁ ମାଡ଼ ଦିଆଗଲେ bjd ସୁଧୁରିବ
ମିଶନ ଶକ୍ତି ନାରେ ମସ୍ତି କରୁଛନ୍ତି। କହୁଛନ୍ତି ଯେ ଆମେ ନାରୀ ସୁରକ୍ଷା କରୁଛୁ। ବାଳ ସରକାର ବାଳ ବେପାର କରୁଛନ୍ତି। କଣ ନା 5T
😂😂😂😂❤❤❤❤🎉🎉🎉🎉🎉🎉
ମୁଖ୍ୟ ଲାଞ୍ଚୁଆକୁ ଭୋଟଦେଉଛ, ଅଥଚ ଲାଞ୍ଚୁଆ ଅଫିସରକୁ ବାହାର କରବୋଲି କହୁଛ ! ଏକିପ୍ରକାର ବୟାନ ?
ଏହା ହେଉଛି ନିର୍ବାଚନ ପାଇଁ ଖର୍ଚ୍ଚ ଆଦାୟ କରୁଛନ୍ତି
No. It is for the staff members of the R T O office.
Modhi nabina asile ahuri bhayanka heba .bhaimane sudhhuri ja
Thank u very much sister for raising your voice bravely.
ବାଳ ପାଖରେ ପହଞ୍ଚିବ। ସବୁ ଶଳା ସାଧାରଣ ଜନତାଙ୍କ ଉପରେ ଜୁଲମ।
ଓଡ଼ିଶା ରେ ଗରିବ ମନକୁ ହରିରଣ କରୁଛନ୍ତି
ଏହି ଭଳି ନାରୀ ନେତା ହେବା ଦରକାର
No bro 😅
@@amitkumarsamal8435 ଆଉ କେମିତିକା ହେଵା ଦରକାର ଭାଇ ?
ମେଡମ ସାମ୍ବାଦିକ ସାମ୍ନାରେ ଜାହାକହିଲ ମୁଁ ବୋହୁତ ଗୁଡିଏ ଖୁସି ହୋଇଗଲି Super nice 💁💁💁💁✌️🙏👍
ଫିରିଙ୍ଗିଆ ଥାନା ରେ ମାଡ଼ ଭଳି ଏମାନଙ୍କୁ ମାଡ଼ ଦରକାର
ଜାଗ ଓଡିଶା, ଜାଗ ଓଡ଼ିଆ
Jay congress
ହେ ଭ଼଼ଉଣୀ, ଆଗ ଆମ ଓଡ଼ିଶା ର ମା ଭ଼଼ଉଣୀ ମାନଙ୍କୁ ଵୁଝାଅ। ନାରୀ ଶକ୍ତି ଜାଗରଣ ହେଲେ ରାବଣ ଵିଜେଡି ର ପରାଜୟ ନିଶ୍ଚିତ ହେବ ୨୦୨୪ ରେ।
RTO OFFICE ରେ ବଟି ବସ୍ତା ରେ ବଣ୍ଟା ଯାଏ
11:57 11:57 11:57 😂😂
ଆରେ ଭାଇ ସିଧା କଥା
ଯୋଉମାନେ ଓଲା, ଉବେର ଗାଡି ଲଗାଉଛନ୍ତ ସେମାନଙ୍କର ଭୁଲ କଣ
ଜଦି କୋମାରସିଆଲ ନଂବର ନାହିଁ
ଓଲା ଉବେର କମ୍ପାନୀ କୁ ଆର ଟି ଓ ଧରୁନି
ପାଣ୍ଡିଆ ର ଚାଲ, ଟାଉନ ବସ ର ବେପାର ପାଈଁ, ଏହାକୁ ନେଇଛି ତାମିଲ ର ଜଣେ ଚୋର. ଏହା ଅଟୋ ସଙ୍ଘ ର ନା ରେ ମିଛ କଥା, ଏହା ଓଡ଼ିଆ ଓଡିଆ ଙ୍କ ଭିତରେ ମାଡ଼ ଗୋଲା କରାଇବାର ଯୋଜନା. ପାଣ୍ଡିଆ ଚୋର ର ଏହା ନାଟ. ସେ ବସିଛି ଓଡିଆ ଙ୍କୁ ଭିକ ମଗାଇ ବାକୁ. ତେଣୁ ଓଡିଆ ବାସି ସଚେତନ ହୁଅ, ପାଣ୍ଡିଆ କୁ ଉପରକୁ ପଠାଇ ଦିଅ.
Khali kuha, kama re dekha na
bhai...auto sangha wala bi hairana karuchanti....mu thare master canteen ru rapido book karithili....se bike wala jetebele mote pick up kariba pai asilaa..ei auto wala taaku dhamak dele... tu etharu customer neiparibu nahi...mu majhire interfere karibaru se auto wala 4 jana chup hele....na hele taaku badei pakeithante....
ଗରିବ ଉପରେ ଅତ୍ଯାଚାର ଆଉ କେତେ ଦିନ
BJD ହଟାଉ ଓଡ଼ିଶା ବଞ୍ଚାଉ ।
ସଂପୂର୍ଣ୍ଣ ସତ୍ୟ କଥା,ଲାଞ୍ଚୁଆ ଅଫିସର ମାନଙ୍କୁ ଶୀଘ୍ର ବାହାର କର
Bjd hatao... odisha banchao
ଓଲା ଜିଆ କରୁଛି ସଏ କନ ଧନୀ ଯେ 5000 ଦେଇଦାବ ସେ ଗରିବ ବୋଲି କରୁଛି ତାକୁ କାଢି ହେଲ୍ପ ନ କରିପାରିବ ତ କୁ ଆସୁବିନ୍ଦରେ ପକାନି
Hii
ଯୋଉ ବାଟରେ ହେଲେ ସେ ଶଳା ପୋଲିସ ପଇସା ନେବେ ଓଡ଼ିଶା ରେ ଥରେ govt chenge ହେବା ଦର୍କାରେ
ଶଳା ଆରଟିଓ ହାଣି ଦେ
ଭୋଟ ଦିଅ ବିଜେଡି ନେତା କୁ ନାରୀକୁ ଭଲ ବେଇଯତ୍ କରୁଚନ୍ତି
😂well done ✅
ଆଉ କେଉଁ ଦଳ ର ନେତା ନାରୀ ଙ୍କୁ ମୁଣ୍ଡ ରେ ଧରି ବୁଲୁ ଛନ୍ତି
ଆଉ ହଁ ଏବେ ଅସିକି ମୋତେ କେହି କହିଦେବନି ଯେ 😂 ବିଜେଡି ଲୋକ ବୋଲି
କାରଣ ତମ ଭଳି ମୂର୍ଖ ନୁହଁ ଯେ ଏ ବେକାର ରାଜନୀତି ପାର୍ଟୀ bjp, bjd, congress କୁ support କରିବି
ଏଠି ଶଳା କେହି ଯୋଗ୍ୟ ଦଳ ନାହିଁ ସବୁ ଶଳା ହାରାମି 🤣
ଖାଲି ଲୋକ ହିଁ ଏଠି ଭକୁଆ ହେଉଛନ୍ତି
10 Million କେବେ କରିବ ଅଗଣିତ ଓଡ଼ିଶା ବାସୀ **ଜୟ ଜଗନ୍ନାଥ **🌹💫❤️
ଫାଈନ ନ କାଟିଲେ ପାଣଡିଆନ ସଭା ସମିତିର ଵୁଲି ଖଚ କରି କେମିତି
ତେଲ ଟେକ୍ସ, ଇନ୍ସୁରାନ୍ସ ଟେକ୍ସ , ପୋଲୟୁସନ ଟେକ୍ସ, ଟୋଲ ଟେକ୍ସ , ରୋଡ଼ ଟେକ୍ସ, ସବୁ ଟେକ୍ସ ଦେଲୁ ତଥାପି ସ୍ୱାଧୀନତା ଭାବେ ଆମେ ଗାଡି ଚଳେଇ ପାରୁନୁ..... ତଥାପି ହେଲମେଟ ଟେକ୍ସ, କାଗଜ ପତ୍ର ଟେକ୍ସ, ଆଉ କଣ ଦରକାର.. ବୋଧେ ଜୀବନ ଦେଲେ ଖୁସି ହେବେ ଏଇ ସରକାର
ତୁମେ ଭାରି ସିଆଣିଆ, ଆଇନ କୁ ସମ୍ମାନ ଦିଅ, କଣ ପାଇଁ ତୁମେ। ତୁମ ସ୍ବାମୀଙ୍କ ପାଇଁ ଅଫିସ ଆସି ହଂଗାମା କରୁଛ,
ସମସ୍ତ rider ଭାଇ ମାନେ ଏକତ୍ରିତ ହୁଅନ୍ତୁ RTO OFFICE ଘେରୋଉ କରିବା ଦରକାର ପଡିଲେ ଫିରିଙ୍ଗିଆ ଥାନା ରେ ଯେମିତି ପଶିକି ଜନସାଧାରଣ ପୋଲିସ ବାଲାଙ୍କୁ ବାଡେ଼ଇଲେ ସେମିତି ସମସ୍ତ rider ଵାଲା ପଶିକି ବାଡାଅ.. ମାଘିଆ ଏଠି ଗୋଟେ ବାଳ ରାଜନୀତି କରୁଛନ୍ତି
ତେଣୁ ଗଛ କାଟ ପରିବେଶ ସଫାରଖ ମୋ କଥା ମାନ ଗଛ ରଖି କିଛି ଲାଭ ନାହିଁ ମୁଁ ଦେଖିଛି ଜଙ୍ଗଲ ପାଖ ଲୋକ କୁ ବିନା ମୁଲ୍ୟ ରେ ଜଙ୍ଗଲ ସୁରକ୍ଷା କରାଉଛନ୍ତି ଫେର ପଲୁସନ୍ ଟଙ୍କା ବି ଦେଉଛନ୍ତି ତେଣୁ ଗଛକୁ କାଟ ପରିବେଶ ସଫା ରଖ 😮
ଏ ଭଳି ଅନ୍ୟାୟ ସାଶନ ହେଲେ ବହୁ ସଂଖ୍ୟାରେ ଲୋକେ ନକ୍ସଲ ହୋଇଯିବା ଭୟ ହେଉଛି ।
ପୋଲିସ ବଲା ଙ୍କୁ ନିୟମ ଜଣାନାହିଁ।
ବାବୁ ଯାହା କହିଛନ୍ତି, ସେଇଟା ଗୋଟେ ନିୟମ । ଭାଇ ମାନେ ସମସ୍ତେ କୋର୍ଟ ର ଆଶ୍ରୟ ନିଅ, ଫାଇନ ଟଙ୍କା ଫେରି ପାଇବ ।
ଭାଇ ଓଡ଼ିଶାରେ ସବୁ କିଛି ନିୟମ ପଇସା ପାଇଁ. ଆମେ ଓଡ଼ିଶା ଛାଡ଼ି ବାହାରେ ୨୦ ବର୍ଷ ହେଲାଣି ରହିଲୁଣି, ସେଠାରେ ଏପରି ନିୟମ ନାହିଁ।
Right brother 🙏
Right 👍👍👍👍👍
ଏ ଦୁର୍ନୀତି ସରକାର କୁ ତୁରନ୍ତ ହଟାଅ, ଏମାନେ ଓଡିଶାକୁ ବୁଡେଇ ଦେବେ,
Modhi nabina ku chhadi ki jahaku dhia chhalliba
ଆମେ ଶଳା ୭୭ ବର୍ଷ ପରେବି ପରାଧିନ, ସଂଗ୍ରାମ ଦରକାର ।
ଖାଲି ଅଟୋ ଵାଲା ବଂଚିବେ ଆମେ କଣ ଘାସ କାଟିଆକୁ ଯିବୁ.
Thanks for raising ur voice
ଭଉଣୀ ଠିକ୍ କହିଲେ
😢😢😢ଓଡ଼ିଶା ରେ ଗୋଟେ ସପ୍ତାହ ରେ ମଜୁରିଆ ୩ ଦିନ କାମ ପାଉଛି ରଜଗlର ଯେତିକ ତା ଠାରୁ ବହୁତ ଅଧିକ ଓଡ଼ିଶା ସରକାର ମିଛ ବାହlନl ଦେଖାଇ ଚାଲାଣ କlଟିବା କେତେ ଦୂର ଠିକ୍ ତା ଓଡ଼ିଶା ର ଜନସାଧରଣ ଙ୍କୁ ପ୍ରଶ୍ନ କରୁଛି ? ଏମିତି ସରକାର ନରହିବା ଭଲ 😢।
Avoid b j d govt today. Police. Only. For. Bati collection
ଚାକିରୀ କରିବୁ 15lakh ଦେଇ, corruption କରିବୁନି ପଇସା କେମିତି ଉଠିବ
Very good sister
ଯେତେ ବେଳେ ଯାହା ମନକୁ ଆସୁଛି ଗୋଟାଏ ଆଈନ ହୋଇଯାଉଛି, ସରକାର ପାଗଳା ନା ସାଧାରଣ ଲୋକ?
Aree Bhai RTO what happen to U if the bike is running with OLA or Uber...
ମିଶନ ଶକ୍ତି ନା ରେ ସରକାର ଆମକୁ ଭୂଆଁ ବୁଲାଉଛି କଚି ବି ଏଥିରେ ସୁବିଧା ମିଳୁନି ମାଆ ମାନେ ଜାଗ୍ରତ ହୁଅ
BJD hatao desh bacho
Madam, you are not telling the truth. Follow the R. T. O. guidelines. Don't try to take undue advantage of being a woman.
ଭୁବନେଶ୍ୱର ରେ କିଛି କୋଧିଅ କାମ ନ କରି bike କୁ vahaan କରିଛନ୍ତି, ସରକାରୀ ନିୟମ କୁ fu କରି। ଏ ସ୍ତ୍ରୀ ଲୋକ କଥା କୁହଲିଆ।
Thik kahile maa
ନବୀନ ପଟନାୟକ ଓଡ଼ିଆ ନୁହଁ
RTO bala nku badaa
ମୋଟେ ଫାଇନ ଦେବେ ନାହିଁ. ଓ କହିଥିବା ଅଫିସର ଙ୍କୁ ଚାକିରୀ ରୁ ବାହସ୍କାର କରାଯାଉ 🙏
ତମେ ଗୁହାରି କରିବ ଯାହାକୁ ସାମନେ,,,,,,,,,. ସେମନେ staff ନୁଁହଁନ୍ତି ଗୁଣ୍ଡାଙ୍କୁ dress ପିନ୍ଧେଇ ଏମିତି କରୁଛନ୍ତି ତାଙ୍କୁ ପରିଚୟପତ୍ର ମାଗନ୍ତୁ, ଘୋଷାଡ଼ି କି ପିଟନ୍ତୁ, ଫାଇନ ସରକାର ଇଏ,,,
Thik katha kahile madam
ଏ B J D ସରକାର୍ ନବୀନ ପଟ୍ଟନାୟକ ଏବଂ5t ସଚିବ ଭି.କେ.ପାଣ୍ଡିଆନ ଉଭୟ ମିଶିକି ଓଡ଼ିଶାକୁ ବାର୍ବାଦ୍ କଲେଣି ଏଥର ଓଡ଼ିଶାରୁ ହଟାଓ ତେବେ ଯାଇକି ଓଡ଼ିଶା ବାଶିକୁ ଉପଯୁକ୍ତ ଠିକ୍ ନ୍ୟାୟ ମିଳିବ ଆଜ୍ଞା 🙏🙏🙏🙏🙏
ଓଡ଼ିଶାରେ ସବୁ ତାମିଲି ଶାସନ ଚାଲିଛି
ନବୀନ ବାବୁ ମୁକ ଦେବତା ସବୁ ପାଣ୍ଡୁ କୁ ବିକି ଦେଇ ବସିଛନ୍ତି
ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଙ୍କର ଶାସନ ଚାଲିବ ଦରକାର। ଏଣୁ ଓଡ଼ିଶାବାସୀ ଏକ ହୁଅ। ବର୍ତମାନ ସମୟ ଆସିଛି।
ଏଥିପାଇଁ ସରକାର ଆଇନରେ ସଂଶୋଧନ କରିବା ଦରକାର।
ଏମିତି କଲେ ହଇରାଣ କଲେ ସିଧା ହାଣି ଦିଅ । ଜେଲ୍ ଯିବ ପଛେ ହାଣି ଦିଅ। ସିଏ ଥିଲେ ଆଗକୁ ଆହୁରି କରିବ । ମୂଳ ରୁ ସଫା କରି ଦିଅ ।
ଏବେ ତ ମା ମାନେ ସଚେତନ ହୁଅ । ଆଗକୁ ଇଲେକ୍ସନ ଅଛି ଟଙ୍କା ଦରକାର । ସେଥିପାଇଁ ଆଦାୟ ଚାଲିଛି ଏବଂ ସମସ୍ତଙ୍କର ଭାଗ ଅଛି । କାହାକୁ ତମେ ଗୁହାରି କରିବ ।
Thik kotha
Office ra nku guli kari diaaa
ତୁମେ ଯେତେ ହୋହାଲ୍ଲା କଲେ ବି କିଛି ଫରକ୍ ପଡ଼ିବନି ଲୋକ ପୁଣି ଶଙ୍ଖଚିହ୍ନ ରେ ଭୋଟ ଦେବେ ।
ସବୁ ମାଘିଆ ପାଣ୍ଡିଆନ୍ ପାଇଁ ମାଘିଆ ପାଣ୍ଡିଆନ୍ ମାଘିଆ ମାଘିଆ ମାଘିଆ ମାଘିଆ ପାଣ୍ଡିଆନ୍ ମାଘିଆ ମାଘିଆ ମାଘିଆ ମାଘିଆ ମାଘିଆ ମାଘିଆ ମାଘିଆ ପାଣ୍ଡିଆନ୍
ମାଇକିନିଆ କୁ ମାନହିବାକୁ ପଡିବ
ଯେତେ କହିଲେ ବି ସରକାର ବେଲଯ୍ୟା RTO ବେଲଯ୍ୟା। ଖାଲି ଶୋଷଣ।ଆଉ କିଛି ନାହିଁ।
5 T ଟି ମାନେ ପାଞ୍ଚ ପ୍ରକାର ଟାଉଟର । ମନ ମୁଖି କରୁ କରୁଛନ୍ତି। ଭୋଟ ଦିଅନି |
ଏଠି ଫିରିଙ୍ଗିଆ ଟୋକା ଦରକାର 👍👍
ଆପଣ ମାନେ ଭୁଲ ଭାବୁଛନ୍ତି କାରଣ ଆପଣଙ୍କର ଗାଡ଼ିରେ ହଳଦିଆ ନମ୍ବର ପ୍ଲେଟ ରେ ଇନ୍ସୁରଂଶ ନଥିଲେ ଚଳାଇବା କଥା ନାହିଁ କାରଣ ଯଦି କିଛି ଦୁର୍ଘଟଣା ରେ ପସେଞ୍ଜର ଯଦି ମରିଯାଏ ତା ହେଲେ ତାଙ୍କ ପରିବାରକୁ କିଏ ଇନ୍ସୁରଂଶ ପଇସା ଦେବ ତେଣୁ ଆର୍ଟିଓ ଫାଇଁନ କରୁଛନ୍ତି
Election 2024😂😂😂
ନୂଆ ଏଆର ପୋଟ ରାସ୍ତା କଡରେ ବରୋଦା ବୟା୦କ୍
ନିକଟରେ ଖୋଲି ଥିଵା ହୋଟେଲ ସାମନା ଫୁଟପାଥ କୁ ଗାଡ଼ି ପାରକୀ୦ ପାଇଁ କଵ୍ଜା କରି ନେଇଛି। ଏହା ପଦଚାରି, ଵିଶେଷ ଭାବେ ଵରିଷଠ ସାନଧୟ ଭରମମଣ କାରି ମାନ୦କ ପାଇଁ ଅସୁବିଧା ଏବ୦ ଜନ ଅସୋ୦ତଷ ବଢାଇଛି । ଅନତି ଦୂରରେ ଥିବା ଥାନା ଏହା ଉପରେ ଆଖି ବୁଜି ଦେଵା ର କାରଣ ଅନୁମେୟ। ମିଡ଼ିଆର ଦୃଷ୍ଟି ନ ପଡିବା ବିସ୍ମୟ ଜନକ !
ଦେଖ ଆଗକୁ କଣ ହେଉଛି ଆଗକୁ ଆପଣମାନଙ୍କୁ ଆହୁରି ସୁବିଧା ମିଳିବ
ଆ ର ଟି ଓ ବାଲାଙ୍କୁ ଉପରୁ ନିର୍ଦ୍ଦେଶ ଆସିଛି ବହୁତ ଟଙ୍କା ଦରକାରଭୋଟ ପାଇଁ
Good answer dei6anti didi
If it is prohibited to use bike for ola uber then govt should talk and ban the company. Why are they punishing these people who all are trying to make their livelihood. First Government is not giving job to young people then who all are trying to earn they are also stopping them. This is too bad. 15k fine is too much.
Good argument sir
ନିଜର ପୁଞ୍ଜି ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ନେତା ମନ୍ତ୍ରୀ ମାନଙ୍କ କାମ ଖାଲି ଅର୍ଦ୍ଧ ଚନ୍ଦ୍ର ର ଅଭାବ ପାଇଁ ଏମାନେ ଅପେକ୍ଷା କରି ଛନ୍ତି
RTO ସେଣ୍ଟ୍ରାଲ government ର 🤣🤣🤣🤣
ବିଜେଡି ର ତ ଭୁଲ୍ ଅଛି ବହୁତ୍
ହେଲେ ଏଠି ଯେଉଁ ମାନେ ଜ୍ଞାନ ଦେଉଛନ୍ତି ବିଜେଡି ହଟାଇ ରାଜ୍ୟ ବଞ୍ଚାଅ
କାହାକୁ ଆଣିଲେ ରାଜ୍ୟ ବଞ୍ଚିବ
ବିଜେପି ଆଣିଲେ ରାଜ୍ୟ ବଞ୍ଚିବ 😂
ବିଜେପି ଆସିଲା ପରେ same problem ପୁଣି ହେବ ତ ପୁଣି ଆଉ ଗୋଟେ ସରକାର 😂
ସେ ବି ଏମିତି କରିବ ତା ପରେ ପୁଣି ଆଉ ଗୋଟେ ସରକାର
😂
Right 👍🌹
If the rule is there to use the two wheeler as a taxi with yellow number plate, then RTO is correct. But when the rule is not there or widely not advertised, then R T O is at fault.
Suprem court already order karichi je, ola bike is illegal. Bike taxi re jibani
@@sujitsahu270 MSME ,ଆତ୍ମ ନିଯୁକ୍ତି ଯୋଜନାରେ "motorcycle taxi" ବୋଲି ଗୋଟିଏ scheme ଅଛି। ବ୍ୟାଙ୍କ ବି ଏହି ସେବାଶିଳ୍ପ ପାଇଁ ୫୦୦୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଆସୁଅଛି ।
(ମୁଁ msme ବିଭାଗରୁ ଜଣେ ଗ୍ରାମ୍ୟ ଶିଳ୍ପ ପର୍ଯ୍ୟବେକ୍ଷକ ଭାବେ, ମାତ୍ର ୧୩ହେଲା ଅବସର ନେଇଛି ଓ ଅନେକ ପିଲା ବି ଏହି ଶିଳ୍ପରେ ଆତ୍ମନିଯୁକ୍ତି ନେବାରେ ସାହାଯ୍ୟ କରିଛି।)
ହେ ନବୀନ ପଟ୍ଟନାୟକ ସରକାର ଗରିବ ଲୋକଙ୍କୁ ଲୁଟିବା ଛାଡ଼
Mula katha hela sabu rto, police bala ebam odisha sarkar under re thiba sanstha ku target deidia heichi tame election purbaru perticular gote amount debaku
ଗଛ ର ଆମ୍ବ କୁ କୋଇଲି ପକାଇଲେ , କୋଇଲି କୁ ନ ମାରୁନୁ ଆମ୍ବ କୁ ମାରିଲା ଭଳି କଥା
ଭଉଣୀ ନାରୀ ସୁରକ୍ଷା ଓଡ଼ିଶାରେ ପୁରା ଅସୁରକ୍ଷିତ, ପୋଲିସ ପୁରା ଓଡ଼ିଶାରେ ଲାଚୁଆ, ଭଉଣୀ ଭାଇ ହିସାବରେ ଆପଣ ପୋଲିସ ପାଖରେ ଇଜତ ବିକ୍ରି କରଂତୁ ନାହିଁ
Jadi satare emiti auto association tanka dei karichanti tahele tanka association against re case diyantu,proper investigation heu
Ea ହଉଚି ଓଡିଶା gov in come😅
ପାଣ୍ଡିଆନ ସମସ୍ତ ଦପ୍ତରରେ କହିଛି ଟଙ୍କା ଦିଅ ମୋର ହୋଟେଲ ତିଆରି ଚାଲିଛି ଟଙ୍କା ଦରକାର ।
At utama chintadhara
Pandian navin kn karibe ..??
ଆରେ ଭାଇ ଓଡ଼ିଆ ଲୋକ ମାନେ ଭୋକଉଆ ସବୁବେଳେ ଗୋଟିଏ ଦଳକୁ ଭୋଟ ଦେଲେ ଅବସ୍ଥା ଏଇଆ ହେବ ସବୁ ବେଳେ ଦଳକୁ ପରିବର୍ତ୍ତନ କରନ୍ତୁ ନ ହେଲେ ଓଡ଼ିଶା ବାସୀ ଅସୁବିଧା ଭୋଗୁଥିବା ଜୟ ଜଗନ୍ନାଥ
ପାଣ୍ଡିୟନ ପାଖକୁ ଗଲେ କିଛି ଲାଭ ନାହିଁ ଓଲଟି ପାଣ୍ଡିୟନ କହିବ ଇଲେକ୍ସନ ଆସୁଛି20000ଟଙ୍କା ଦିଅ
Bhai Hyderabad, Bangalore ete bada bada city re kehi b bike ku yellow number plate karibaku badhya nahi, ola, uber, rapido sabuthi chalei haba.
ମା ମାନେ ଭଲକରି Bjdକୁ ଗ୍ରୁପ୍ କରି ଭୋଟ ଦିଅ ମା ଭୋଉଣିମାନେ ଶଙ୍କିତ ହେବେ। 9:19
ରାଜ୍ୟ ସରକାର କହୁଛନ୍ତି ଆମେ ଯାହା
କହିବୁ ତା ଚାଲିବ ତୁମେ କିଏ
Odisha ra next chief minister.
ଆମେ କେତେ ସଚେତନ। ଏମିତି ହବ electiion ରେ ପୁଣି ଦବେଇ କି ଭୋତ ଦେବ।
Naveen, Pandyan ku Odisha ru hotao.
Thik kahila bhauni