କଣ କଲେ ନାମଜପ ଫଳ ମିଳେ ନାହିଁ | Bhitiri Katha 105 | Narayan Mishra | Don't do this during NamaJapa
HTML-код
- Опубликовано: 8 фев 2025
- କଣ ସବୁ କାମ କଲେ ନାମ ଜପ'ର ଫଳ ମିଳେ ନାହିଁ ?
ନାମଜପ କରି ମଧ୍ୟ ଫଳ ମିଳୁ ନାହିଁ କାହିଁକି ?
କେମିତି କଣ ଓ କେତେବେଳେ ନାମଜପ କରିବେ ?
କଣ ଓ କେମିତି ନାମଜପ କଲେ ସିଦ୍ଧିଲାଭ ହେବ ?
ପ୍ରଭୁଙ୍କ ନାମଜପର ଫଳ ମିଳୁନାହିଁ କାହିଁକି ?
ନାମ ଜପ କଲେ ମଧ୍ୟ ମନ ବିଚଳିତ କାହିଁକି ହେଉଛି ?
ନାମ ଜପ ମହିମା
-----------------
How to Do Nama Japa ?
Obstacles in Nama Japa ?
----------------
ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ,
ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ?
ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ |
ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ
ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର
ସରଳ ଉପାୟ ପାଇ ପାରିବେ |
ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ
ଜୟ ଜଗନ୍ନାଥ
----------
Narayan Mishra
Bhitiri Katha
Odisha 365
----------
Nama Japa
#namajapa #bhitirikatha #narayanmishra #odisha365 #namasankirtanam #namjap #jayjagannath #jayjagannathstatus #jayjagannathawhatsappvideo
Bahut bahut dhanaybad
Jay Sri jagannth swami
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath❤❤❤
Pranam guruji ❤❤❤
ଜୟ ଜଗନ୍ନାଥ 🙏🌹🙏
Jay shree Krishna 🙏🙏🙏
ଜୟ ଜଗନ୍ନାଥ
om krushnaya vasudevaya haraye paramatmane...pranatahh: klesh nasahya govindya namonamah
Pranaam
Very nice topic mishra sir jay Jagannath
Best speech.Namaskar.
jai jagannath pranam
Prvunka sahit apananku pranam.🙏🏻🙏🏻🙏🏻🙏🏻🙏🏻🙏🏻.
Mo Rama krishna jagannatha nku koti pranam.
Prabhu nkar NAMAJAPA katha suni bahut bhal lagilasethi. Paen prahbunki ANANT koti Dand pranam sahit Apnanku madhya pranam janaunchhi Hari oum tatsat🙏🙏🙏🙏
Jay Jagannath
Jay jagannath
Jay maa mangala
Bhitiri karha6❤
Atyant sikhyniya aau marmik
Hee dibya aatmn aapank paadpadmre anant koti pranam🙏
Mahaprabhu jagatr kalyaan heu aetiki bhikhya maguchhi abhaypaadpadmre bhrutya🙏
🙏🌹🙏
Jay jaganathha
JOY GURU🙏
Sir heartly 🙏
ରାଧେ ରାଧେ 🙏🙏🙏🙏
Hrudaysparsi apanank bani
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Best speech sir namaskar❤❤😂
Jay shree ram
Satyanarayan ki jay. Apananku bahut bahut dhanyabad.
mu ahi kathamruta sunibaku hrudayaru khojuthili.Jai Jagannath
Bahut bhala lagila
😊🙏 ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ସାର୍👌 ଅଶେଷ ଧନ୍ୟବାଦ୍ 🙏ଜୟ୍ ଜଗନ୍ନାଥ 🧿🙏🧿
Jay Jagannath💗🙏💗, apana nku bahuta bahuta dhanyabad sir
Jay shree Jagannath 🙏
ଶ୍ରୀ ରାଧା. ଶ୍ରୀ ରାଧା. ଶ୍ରୀ ରାଧା
Radhe Krishna
Jay Jagannath swami
ଓମ୍ କ୍ରୁଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମ ନେ ପ୍ରଣତହ କ୍ଲେଶ ନାଶାୟ ଗୋବିନ୍ଦାୟ ନମୋ ନମୋ
Jay shree jagannath
Hare Krishna Hare Krishna Krishna Krishna Hare Hare Hare Ram Hare Ram Ram Ram Hare Hare
Bahuta bhala lagila. Jay sri ram.
Jay Jagannath mahabahu
🌸Radhe Radhe 🌸
🙏🙏
Jai shree Jagarnath 🙏❤️🤍 Jai shree hari 🙏🏻
ᴊᴀʏ ᴊᴀɢᴀɴɴᴀᴛʜ ᴘʀᴇʙʜᴜ ᴊᴇ...🚩💐🙏😀
Hare Krishna Hare Rama
Mahapravu hey apankara charanare sarana gali
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
Jay shree jagannath Swami Nayana pathagami bhaba tu me
ନାମ ଜପ ବିଷୟ ରେ ସୁନ୍ଦର ଭାବେ ଉଲ୍ଲେଖ କଲେ 🙏🏻ଜୟ ଜଗନ୍ନାଥ 🙏🏻🙏🏻
JAY SHREE JAGANNATH 🙏🙏⚫❗⚫🙏🙏
Jay shree Krishna Radhe Radhe Radhe Radhe Radhe Radhe Radhe
🙏🙏🙏 jai jagannath
ତୁଷାଲା ବ୍ରାହ୍ମଣ ଗାଣ୍ଡିମାରିବାକୁ ଏଠିକୁ ଆସିଛୁକି ସାଲା ବଦମାସ
ନାମ ଜପ ସହିତ କର୍ତବ୍ୟ ,କର୍ମ ,ନିଷ୍ଠା ନ ରହିଲେ ସେ ନାମ ଜପର ଲାଭ ନାହି।ଆପଣ ସୁନ୍ଦର ଭାବେ ବୁଝାଇ ଥିବାରୁ ଧନ୍ୟବାଦ।🙏
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏
ଜୟ ଶ୍ରୀ ଜଗନ୍ନାଥ🙏🙏🙏
ଆପଣ ଆଧ୍ୟାତ୍ମିକ ବିଷୟରେ ନ କହି ପୂର୍ବ ଭଳି ସମାଜର ଆଧୁନିକ ଚଳିଚଳନି ଉପରେ ଚର୍ଚ୍ଚା କଲେ ଭଲ ହୁଅନ୍ତା।
🙏🙏🙏🙏🙏🙏
🙏Jay jagannath mahapravu 🙏
Respected SIR
Bahut krutangya
Nama eka Gabhrs tatwa
Guru krupa na hele nama
Japa nisfalaku jae. Prabhu SriAchuta kahanti
Tu kisa japibu ta nama
to japare nahin, Ta namaku
Sehi Nirantara japu achi.
Tenu se japaku kebala Kebal
Guru kruparu ru sunibaku Sakhyam hoithae ..
Truti thle khyama debe
Mo jaga lo😘😘
Jai jagannath jai 🕉 🙏 beautiful presentation very Very nice thanks from RUKMINI PRODUCTION BijayaKumarMishra GITIKARA puri
Radhe Radhe Radhe 🙏🏼 jay RadhaRani 🙏 Jay Jagannath 🙏 Jay Gopal 🙏👍🌹
Agar mein kahun mere her galati paap punya ahang aparadha ke karan mein nahi her karan ke karan wohi hei sirf wohi
अपोलो को कोटि-कोटि धन्यवाद भाई बहुत-बहुत धन्यवाद सुंदर वाक्य कर ले
ତେବେ, sir, ଆପଣ କହିବା ଅନୁଯାୟୀ କେତେକ ଗୁରୁ ଯଥା ସାରଥୀ ବାବାଙ୍କ ପରି ଦଣ୍ଡିତ ଗୁରୁଙ୍କୁ କଣ ଗ୍ରହଣ କରିବା କଥା କି?, ପୁନଚ ବିବେକାନନ୍ଦ ଓ ରାମକୃଷ୍ଣ ଙ୍କ ଦ୍ୱରା କହିଥିବା କଥା ଗୁରୁଙ୍କୁ ପରୀକ୍ଷା କରି ଅନୁଗୃହୀତ ହେବା ଅନୁକରଣୀୟ ନା ନୁହେଁ
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ବଡ଼ ଦୁର୍ଲଭ ଏ ମଣିଷ ଜୀବନ ପାଇଛି ଯଦି ମୁ ଥରେ🙏 ତୁମ ସେବାକରି ତୁମ ନାମଧରି ତୁମ ଚରଣରେ ମରେ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
Your pravachan purified my internal thought
Raight sir ଭଲ କଥା କହିଛନ୍ତି
ଗୁରୁଜୀ ଆପଣଙ୍କ ନମ୍ବର ଦେଇ ପାରିବେ କି?
ଆଜ୍ଞା ଏଇ ଯୋଉ ମନ୍ତ୍ର କହିଲେ ଏ ସତରେ ସାକ୍ଷାତ କୃଷ୍ଣ ଆମର କଷ୍ଟ ହରନ୍ତି।🙏
Srikrishna saŕa na
Sai baba କଣ Brahma, Vishnu, maheshwar ୟେ ତିନି ଠାକୁର ଙ୍କ ଅବତାର କି ମୋର ପ୍ରଶ୍ନ?
ହିନ୍ଦୁ ଧର୍ମ ରେ 33 ଉଚ୍ଚତମ Bhagwan ଅଛନ୍ତି ଆଉ ସେ ସମସ୍ତେ କିଏ ବ୍ରହ୍ମା ଙ୍କ ଅବତାର କିଏ Vishnu ଙ୍କ ଅବତାର କିଏ ଶିବଙ୍କ ଅବତାର କିନ୍ତୁ ସାଇବାବା କାହାର ଅବତାର ମୁଁ ଟିକେ ଜାଣିବାକୁ ଚାହୁଁଚି?
କିଛି ଜାଣି ଲାଭ ନାହିଁ ଭାଇ ବିଲାତି ଔଷଧ/ମେଡିକାଲ୍ ଯେମିତି ଶେଷ ସତ୍ୟ ବିଜ୍ଞାନ ହିଁ ସବୁକିଛି।😊 ଆସ୍ଥା ଟା ଅପ୍ସନାଲ୍.
ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ
ମଣିମା ମୋ ଆପଣଂକ ଛଡା ଆଉ କିଛି ନାହିଁ କେବଳ ତୁମେ ଆଉ ତୁମେ ମୋ ମଣିମା 🙏🙏🙏🙏
Jay jagannath swami
🙏🙏
ଜୟ ଜଗନ୍ନାଥ 🙏
Radhe Krishna
Radhe Radhe
ଜୟ ଜଗନ୍ନାଥ 🙏🙏🙏🙏🙏
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏