Seita thike nuha.karana bapa maa batare jauthila bele gote chhota pila gadi axident kahiki mari jauchhi se. Se chhota pila agyana se kichhi karma karinahi..
Karma anusare phala mile eita satya bhagaban kahuchhanti.gate sata katha kahuchi karma kole bi keu janamare keu papa karichhanti sei anusare phala mile
କର୍ମ କଲେ ହିଁ ଫଳ ମିଳେ ଏହା ସଠିକ ଉତ୍ତର
କର୍ମ ଯିଏ ଜେମିତି କରିବ ଶେମିତି ଫଳ ପାଇଁ ବ ଏହା ହଁ ସତ୍ୟ 👍👍
ସମସ୍ତ ବକ୍ତା ମାନଙ୍କୁ ବହୁତ କିଛି ଜଣା ଅଛି 🙏🙏🙏🙏🙏କିନ୍ତୁ ସମସ୍ତେ ମୁଁ ରୂପକ ଅହଂକାର ବନ୍ଧନରେ ଆବଦ୍ଧ ତେଣୁ ବିଷୟବସ୍ତୁ ର ନିରପେକ୍ଷ ଉତ୍ତର ମିଳିବା କଷ୍ଟ ହେଉଛି 😭😭😭😭
କେବଳ ମୁଁ ହିଁ ଠିକ୍ ମୋର ଜ୍ଞାନ ଅନ୍ୟ ମାନଙ୍କ ତୁଳନାରେ ଯଥେଷ୍ଟ ଉଚ୍ଚରେ ଏହିଭଳି କିଛି ସଂକୀର୍ଣ୍ଣ ଚିନ୍ତାଧାରା ପାଇଁ ଜଣେ ଅନ୍ୟ ଜଣଙ୍କ ସତ୍ୟତା କୁ ସମର୍ଥନ ନକରି ଖଣ୍ଡନ କରି ଚାଲିଛନ୍ତି।।😁😁😁😁😁😁
Pragna ମାତା ମାନି ଯାଆନ୍ତୁ କର୍ମ ଅନୁସାରେ ଫଳ 🙏
କର୍ମ ତିନି ପ୍ରକାର 1. ସଂଚିତ କର୍ମ ( ଯେଉଁ କର୍ମର ପ୍ରଭାବ ଗୁପ୍ତ ରୂପରେ ମନରେ ହାଲୁକା ଭାବରେ ପଡେ ଯେମିତି କୁସଙ୍ଗ ସାଙ୍ଗରେ ରହିଲେ ପାପ କର୍ମ ପ୍ରତି ଇଛା ହୁଏ ଏହା ସମୟ ଦେଖି ପ୍ରକଟ ହୁଏ ଏମିତି କର୍ମ ପୁଣ୍ୟ କରିବା ଦ୍ୱାରା ନଷ୍ଟ ହୋଇଯାଏ )
2. ପ୍ରାରବ୍ଧ କର୍ମ ( ଯେଉଁ କର୍ମ ଦୃଢ଼ ମନରେ କରାଯାଏ ଯେମିତିକି ହତ୍ୟା ଏହାର ଫଳ ଏ ଜନ୍ମରେ କିମ୍ବା ଅନ୍ୟ ଜନ୍ମରେ ପରିସ୍ଥିତି ଅନୁସାରେ ନିଶ୍ଚୟ ମିଳିବ )
3. କ୍ରିୟମାଣ କର୍ମ ( ଯେଉଁ କର୍ମର ଫଳ ତୁରନ୍ତ ମିଳେ ଯେମିତିକି ବିଷ ଖାଇଲେ ତୁରନ୍ତ ମୃତ୍ୟୁ ହୁଏ )
ମନୁଷ୍ୟ କୁ ଦୁଃଖ କେବଳ ପାପ ଯୋଗୁଁ ମିଳିନଥାଏ l ଭଗବାନ ଭକ୍ତର ପରୀକ୍ଷା ପାଇଁ ମଧ୍ୟ ଦୁଃଖ ଦେଇଥାନ୍ତି l ସେଥିପାଇଁ ଭଲକର୍ମ କରୁଥିବା ଲୋକ ମଧ୍ୟ ଦୁଃଖ ପାଏ l ବେଳେ ବେଳେ ଅନ୍ୟ ମାନଙ୍କ ଯୋଗୁ ଦୁଃଖ ଫଳ ମିଳିଥାଏ ଯେମିତିକି ଦୁର୍ଭିକ୍ଷ, ମହାମାରୀ କାରଣ ଆମେ ମାନେ ସମସ୍ତେ ପରସ୍ପର ଉପରେ ନିର୍ଭରଶିଳ ସେଥିପାଇଁ ପରବାରିକ ଲୋକ ଯୋଗୁଁ ଆମକୁ ଦୁଃଖ କିମ୍ବା ସୁଖ ମିଳେ l
ଗୋଟିଏ ଲୋକର ମାନସିକ ଅବସ୍ଥା ଅନୁସାରେ ଫଳ ମିଳିଥାଏ ଯେମିତିକି ଗୋଟିଏ ଶ୍ରମିକ ର ଇଟା ଖସି ଲୋକଟି ମରିଗଲେ ତାକୁ ଫାଶୀ ହୋଇନଥାଏ କିନ୍ତୁ ଗୋଟେ ଗୁଣ୍ଡା ମାରିଲେ ତାକୁ ଫାଶୀ ହୁଏ
ସେଥିପାଇଁ କର୍ମର ଗତି ବଡ ଗହନ l କେଉଁ କର୍ମ କଲେ କେଉଁ ଫଳ ମିଳିବ ଏବଂ କେତେବେଳେ ମିଳିବ କହିବା କଷ୍ଟକର l
ଭାଗବତ ଗୀତା ଚତୁର୍ଥ ଅଧ୍ୟାୟ ଅନୁସାରେ
କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣଃ ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ ।।୧୭।।
ଶ୍ରୀକୃଷ୍ଣ କର୍ମକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି - କର୍ମ, ବିକର୍ମ ଓ ଅକର୍ମ ।
କର୍ମ - ଯେଉଁ ଶୁଭ କର୍ମ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଅନ୍ତଃକରଣର ଶୁଦ୍ଧି ନିମନ୍ତେ କରାଯାଏ ।
ବିକର୍ମ - ବିକର୍ମ ହେଉଛି ଅଶୁଭ କର୍ମ, ଯାହା ଶାସ୍ତ୍ରମାନଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି, କାରଣ ଏହାର ଫଳ ହାନିକାରକ ଅଟେ ଏବଂ ଏହା ଆତ୍ମାର ଅଧଃପତନ କରାଇଥାଏ ।
ଅକର୍ମ - ଫଳରେ ଆସକ୍ତି ନ ରଖି କେବଳ ଭଗବାନଙ୍କ ସୁଖ ପାଇଁ କରାଯାଉଥିବା କର୍ମକୁ ଅକର୍ମ କୁହାଯାଏ । ଏହି କର୍ମର କୌଣସି ପ୍ରତିକ୍ରିୟା ନାହିଁ ଅଥବା ଏହା ଆତ୍ମାକୁ ବନ୍ଧନରେ ପକାଏ ନାହିଁ ।
ଠିକ୍ କଥା କହିଛନ୍ତି, କିନ୍ତୁ ଏକଥା କୁ କିଏ ଗ୍ରହଣ କରୁ ବାନକରୁ।।
ଧନ୍ୟବାଦ
ପ୍ରଣାମ
ruclips.net/video/L-HAcruV9uk/видео.html.
Excellent sir I really appreciate your knowledgefull discussion. Thank you so much sir.
Philosophy of Bhagavad Gita
ଭାଇ ମାନେ ଏ ସବୁ ଗଲାବେଳ କଥା...ଏଇ ହେଉଛି କରି ଯୁଗ ଏଠାରେ ଯାହା କର୍ମ କରିବା... ତାର ଫଳାଫଳ ଏଠାରେ ହିଁ ପାଇବା... ଏହି ଯୁଗରେ ନିଜ ବାପା ମା' ହିଁ ନିଜର ଆରାଧ୍ୟ ଦେବତା.... କାହାକୁ ଏତେ ଭକ୍ତି କରିବା ଦରକାର ନାହିଁ... ନିଜ ବାପା ମା'ଙ୍କୁ ଖୁସିରେ ରଖିବା... ସେହି ଖୁସିରେ ଆମ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଖୁସି...ଜୟ ଜଗନ୍ନାଥ 🙏🙏
ପ୍ରଜ୍ଞା ମେଡମ୍ ,ଆଗ ବୁଝିବା ହୁଅନ୍ତୁ ତା ପରେ ବୁଝାଇବେ କିମ୍ବା ଯୁକ୍ତି କରିବେ ।😁😀😆
ଯେମିତି କ୍ରମକୁ ସେମିତି ଫଳ ମିଳିଥଏ ଜୟ ଜଗନ୍ନାଥ 🙏🌺🌺🙏
ଚମତ୍କାର ଉପସ୍ଥାପନା ।
ଅଵାନ୍ତର ପ୍ରଶ୍ନ ଦର୍ଶକଙ୍କୁ ହାସ୍ୟାସ୍ପଦ।
ଯେମିତି କର୍ମ ସେମିତି ଫଳ
ଯେତିକି କର୍ମ ସେତିକି ଫଳ
ସତ୍ୟ କଥା 👍🙏🙏
Seita thike nuha.karana bapa maa batare jauthila bele gote chhota pila gadi axident kahiki mari jauchhi se. Se chhota pila agyana se kichhi karma karinahi..
@@kartisahoo9227 oo
ruclips.net/video/qMVSC7ZrLEM/видео.html
କର୍ମ ଅନୁସାରେ ଫଳ ନିଶ୍ଚିତଭାବେ ମିଳିବ ମୁଁ ଏଥିରେ ୧୦୦% ସହମତି
ମାନସ ମହାରାଜ ଆପଣ ଆଜ୍ଞା ଠିକ୍ କହିଛନ୍ତି 🙏
Karma anusare falamile 100℅ jay sri rade krishna
ସମୟର ଦ୍ବାହି ଦେଇ ଆପଣ ଅଧାରୁ ସାରି ଦେଲେ । ଏଥିରେ କେଉଁ ସିଦ୍ଧାନ୍ତରେ ପହଞ୍ଚିବେ ସାଧାରଣ ଲୋକ ? ନିର୍ଯ୍ଯାସ ତ ବାହାରିଲାନି ! ତଥାପି ମୁଁ ସମସ୍ତ ଯୁକ୍ତି ଅନୁଯାୟୀ କର୍ମ ଘେନି ଫଳ ବୋଲି ସହମତ ହେଉଚି । କିନ୍ତୁ ଜଣେ ପ୍ରବକ୍ତା ପ୍ରଜ୍ଞା ଭଉଣୀ ବୁଝିପାରିଲେନି ଏହା ଦୁଃଖର ବିଷୟ । ଆଉ ସେ ପ୍ରସଙ୍ଗ ଅନୁଯାୟୀ ମନ୍ଦୋଦରୀ ବିଧବା ବା କର୍ମ ଅନୁସାରେ ଫଳ ପାଇନି ବୋଲି ଯୁକ୍ତି କଲେ ଯାହା ଯୁକ୍ତିଯୁକ୍ତ ନୁହଁ । ମନ୍ଦୋଦରୀ ମହାସତୀ , ପଞ୍ଚସତୀରେ ଗଣା । ସେଇଟା ତ କର୍ମ ଘେନି ଫଳ। ଆମ ବିଚାରଯେ ସମ୍ପୂର୍ଣ୍ଣ ଠିକ୍ ତାହା କେମିତି ହବ !
ବୁଦ୍ଧି ବିବେକ ଜ୍ଞାନ ବଳେ ମୃତ୍ୟୁ ଜିଣ ଇ ଅବହେଳେ
ruclips.net/video/L-HAcruV9uk/видео.html.
ଆଜି ପର୍ଯ୍ୟନ୍ତ ଏହିପରି ଟିଭି ଚ୍ୟାନେଲ ମାଧ୍ୟମରେ ଯେତେ ପ୍ରକାର ଆଲୋଚନା ହେଇଚି. ହଉଚି. ଆଗକୁ ମଧ୍ୟ ହେବାର ଅଛି. ସବୁ ଆଲୋଚନା ର କିଛି ସିଧ୍ୟାନ୍ତ ବାହାରି ନାହିଁ. କେବଳ ନିଜ ନିଜ ମଧ୍ୟରେ ତର୍କ କଟାକଟି ହୋଇ ଥାଏ. କିନ୍ତୁ ମୋ ମତରେ କର୍ମ ସତ୍ୟ. ଭାଗ୍ୟ ମଧ୍ୟ ସତ୍ୟ. ଏହା ସମସ୍ତେ ଭଲ ଭାବରେ ଅନୁଭବ କରିଛନ୍ତି. କରୁଛନ୍ତି. କରିବେ ମଧ୍ୟ.
Sasani sir nka jukti ati uttam
ଭଗବାନ ସବୁ କରାଇଥାନ୍ତି, କାହାକୁ କଉ ରୋଲ ଦେବେ, କିଏ କଉ ରୋଲ କରିବାପାଇଁ ଯୋଗ୍ୟ, କେବଳ ସେ ଭଗବାନ ହିଁ ଜାଣନ୍ତି ଓ କରେଇଥାନ୍ତି ମଧ୍ୟ
ପ୍ରଥମେ ବୁଝନ୍ତୁ କର୍ମ କରିବ କିଏ କର୍ମ କରିବ ମନ ଯାହାର ମନ କର୍ମ ରେ ଲାଗୂଛୁ ସିଏ ନିଶ୍ଚୟ କର୍ମ ର ଫଳ ପାଉଛି ଯାହାର ମନ କର୍ମ ରେ ନାହିଁ ସିଏ କଉଠି ଫଳ ପାଇବ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଆମ ହୃଦୟ ରେ ବିରାଜମାନ ହୈ କର୍ମ ନୋଟ କରୁଛନ୍ତି ମଣିଷ ଚୁପଚାପ ବସିଲେ ବି କର୍ମ କରୁଛି ଶୋଇଲା ବେଳେବି କର୍ମ କରୁଛି ଭଗବାନ ଶାରୀରିକ କର୍ମ କୁ ଦେଖନ୍ତି ନାହିଁ
ମଣିଷ ତିନି ପ୍ରକାର କର୍ମଫଳ ଭୋଗେ, ଯଥା-ଵର୍ତ୍ତମାନ ,ପ୍ରାରବ୍ଧ, ସଞ୍ଚିତ,
ruclips.net/video/L-HAcruV9uk/видео.html.
ବିଶ୍ୱାସେ ମିଳଇ ହରି ତର୍କେ ବହୁତ l କର୍ମ ଓ ଭାଗ୍ୟ ଅଙ୍ଗାଙ୍ଗୀ ଭାବେ ବୋଧ ହୁଏ ଜଡିତ l 🙏
Right 👌🙏🙏
ruclips.net/video/qMVSC7ZrLEM/видео.html
Congratulations sir 🌷🌷🌷
Thank you 🌹🌹🌹🌹
Jai jaganath 🌷🌷🌷🌷💓💓
ruclips.net/video/qMVSC7ZrLEM/видео.html
ସମସ୍ତ ଗୁରୁଜନଙ୍କୁ ପ୍ରଣାମ 🙏🙏🙏🙏🙏
କିଛି ସାହିତ୍ୟିକ ଶବ୍ଦର ପ୍ରୟୋଗ କିମ୍ବା କିଛି ସଂସ୍କୃତ ଶ୍ଲୋକର କଣ୍ଠସ୍ଥ ଓ ମୁଖସ୍ଥ କରିଦେଲେ କେହି ଭଲ ବକ୍ତା ହୋଇଯାଏନି ଏହି କଥାଟିକୁ ମ୍ୟାଡାମ୍ ବୁଝିବା ଆବଶ୍ୟକ ।🙏🙏🙏🙏🙏🙏🙏🙏
ଆଚାର୍ଯ୍ୟ ବାବୁଙ୍କ କଥା ଏକଦମ ସତ
ଜୟ ଜଗନ୍ନାଥ🙏ପରମଶାସ୍ତ୍ର ଭାଗବତ କହେ
ପୂର୍ବ ଅର୍ଜିତ କର୍ମଫଳେ।
ଯାଚିମୁ ଦେଉ ଥାଇ ବଳେ।।
Realy Karma Anusare Phala.
ruclips.net/video/qMVSC7ZrLEM/видео.html
କରୁ କରାଇ ଥାଉ ମୁଁହି, ମୋ ବିନୁ ଅନ୍ୟ ଗତି ନାହିଁ, ଏଇଟା ହିଁ ଠିକ
ଭଗବାନ ସବୁ କରାଉଛନ୍ତି,
ଭାଗ୍ୟ ରେ ଯାହାଥିଵ ତାହା ହିଁ ହେବ ।
ବେଳେ ବେଳେ ଆମେ ଭଲ କର୍ମ କଲେ ବି ଆମେ ବହୁତ ଦୁଃଖ ପାଇଥାଉ , କାହିଁକି ନା ! ଆମର ଭାଗ୍ୟ ରେ ଲେଖା ଅଛି ଦୁଃଖ ପାଇବାର ।
Ama bhagyare dukha kahinki lekhajechi kahinki na purba janmara karma paen
ଭାଗ୍ୟ ରେ ଯାହା ଅଛି ତାହା ଅବଶ୍ୟ ମିଳିଵ ।ତୁମେ ଯଦି ପୂର୍ବ ଜନ୍ମରେ ପାପ କରମ କରିଛ କିନ୍ତୁ ତାହାର ଫଳ ଭୋଗ କରିନାହଁ ।ତାହା ହେଲେ ପରବର୍ତ୍ତୀ ଜନ୍ମ ରେ ସେ ଫଳ ଅବଶ୍ୟ ଭୋଗ କରିଵ ।
@@priyacharandas7352 ଭାଗ୍ୟକୁ change କରିହବନି
@@priyacharandas7352 ସତ୍
ruclips.net/video/qMVSC7ZrLEM/видео.html.
Very good topic and all pandit are movie with logically 👌👌👌👌👌🙏🙏🙏🙏
👍
ତୁଳସୀ ରାମାୟଣ ରପ୍ରମାଣ ଅତି ସୁନ୍ଦର ଭାବରେ ଉପସ୍ଥାପନ କରି ଆସୁଛନ୍ତି ମାନସ ଦାସ ରାମାୟଣୀ
ମନ ମୋହର ନିଜ ଗୁରୁ ଉର୍ଧୁବ ତୁ କେତେ ପଚାରୁ 🙏🙏 ରାଧେ ରାଧେ 🙏🙏
କର୍ମ କରି ଚାଲ ଫଳ ଉପରେ ଆଶା କରିବା ଉଚିତ୍ ନୁହଁ ଭଗବାନଙ୍କ ଆଶୀର୍ବାଦ ଜୟ ଜଗନ୍ନାଥ ଜୟ ଗୁରୁ 🙏
ruclips.net/video/qMVSC7ZrLEM/видео.html
Mu school re top karuthili 80%above .
+2 +3 first class . Competitive 2 year
Try karisarilini Abe padhibaku iccha hauni. Mora karma phala kuadey gala.
କର୍ମଫଳ ଭଗବାନ ଙ୍କ ହାତରେ
Khub sundor alochana ba sundor nirjyasa 🙏🏽🙏🏽🙏🏽🙏🏽🙏🏽🙏🏽
ନିଶ୍ଚିନ୍ତ କର୍ମ ଅନୁସାରେ ଫଳ । ଯେମିତି କର୍ମ ସେମିତି ଫଳ ଯେତିକି କର୍ମ ସେତିକି ଫଳ । ଉଦ୍ଧାରଣ ଗୋଟିଏ ଗଛ ଲଗାଇବା ତାହାର ଯତ୍ନ ନେବା ତାହା ଠାରୁ ଭଲ ଫଳ ପାଇବା । ଗୋଟିଏ ଗଛ ଲଗାଇବା ତାହାର ଯତ୍ନ ନେବା ନାହିଁ । ସେଇ ଗଛ ଠାରୁ ପୋକରା ଫଳ ପାଇବା । ଯେମିତି କର୍ମ ସେତିକି ଫଳ । ଯେମିତି କର୍ମ ସେତିକି ଫଳ ।
କର୍ମ ହିଁ ଭଗବାନ ଏହା ସତ୍ୟ ଯୁଗେ ଯୁଗେ କିନ୍ତୁ ସମସ୍ତ ବକ୍ତା ତାହାର ବୈଜ୍ଞାନିକ କାରଣ ରୁ ଦୂରେଇ ବୃଥା ଯୁକ୍ତି କରୁଛନ୍ତି
ruclips.net/video/qMVSC7ZrLEM/видео.html
ଭାଗ୍ୟ ଓ କର୍ମ ପରସ୍ପର ପରିପୂରକ ।❤️❤️❤️
. In ex
Touch and hold a clip to pin it. Unpinned clips will be deleted after 1 hour.Use the edit icon to pin, add or delete clips.@@tapaswinikido72
Op ମାନସ ଦାସ ramayni you are really ledgend
କର୍ମ ଅନୁସାରେ ଫଳ ମିଳିବ।
ruclips.net/video/qMVSC7ZrLEM/видео.html
ପଣ୍ଡିତ ଶାସନୀ ମହୋଦୟ ଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଯଥାର୍ଥ ଏବଂ ଯୁକ୍ତି ସଂଯତ କଥା ଏବଂ ଯାହା କି ବର୍ତ୍ତମାନ ମାନବ ସମାଜରେ ଚାଲିଛି କିନ୍ତୁ ତାକୁ ଆମେ ବୁଝି ପାରୁନାହାନ୍ତି ବା ହ୍ରୁଦୟଙ୍ଗମ କରିପାରୁନାହାନ୍ତି। ମୁଁ ମହୋଦୟ ଙ୍କ କଥାରେ ସମ୍ପୂର୍ଣ୍ଣ ଏକମତ।
ଜୟ ଜଗନ୍ନାଥ 🙏🙏🙏
Salutji welcome only the law of karma❤
ପ୍ରଜ୍ଞା ମାଡାମ ଓ ଶାସନି ବାବୁ ଙ୍କ ଙ୍କ ଯୁକ୍ତି ଏକାତରଫା ଲାଗୁଛି l
ମାନସ ବାବୁ କହିଲେ କର୍ମ ଅନୁସାରେ ଫଳ ମିଳିଥାଏ l "ସୁ ଫଳ ବା କୁ ପରିଣାମ(କୁ ଫଳ)" ଏହା ସମ୍ପୂର୍ଣ୍ଣ ଠିକ l
କର୍ମ ଅନୁସାରେ ଫଳ ନିଶ୍ଚିତ ମିଳିଥାଏ l
Peace and pain both are eqal❤
ପ୍ରଜ୍ଞା ଦିଦି ଙ୍କ ତର୍କ ସର୍ବଦା ଉଚ୍ଚକୋଟୀର 🙏
Sata katha guru ji pranam
Karama anusare fala mile 🙏❤️❤️ right Jay shree krishna
ଅତ୍ୟନ୍ତ ଶିକ୍ଷଣୀୟ
Manas Das and Acharya are absolutely right
ପୂର୍ଵ ଜନ୍ମ ଶ୍ରୀକୃତୀ ପ୍ରାପ୍ତ ହେଇଥିଲେ , କର୍ମ କଲେ ନିଶ୍ଚିତ ଫଳ ମିଳିଥାଏ l
Karma anusare phala mile eita satya bhagaban kahuchhanti.gate sata katha kahuchi karma kole bi keu janamare keu papa karichhanti sei anusare phala mile
हमने देखा था कि
छोटे -छोटे बच्चों में झगड़ा होता है
लेकिन महान ज्ञानियों के आपस में लड़ना नहीं
Karma hi Bhagaban .karma anusare phala.jemiti karma karai semiti phala bhogai
ଆଞାକର୍ମକିଏଭାଗ୍ୟକିଏଓନିଜ ଅର୍ଜିତ କର୍ମମାନଵେଳହୁହୁଅସାଵଧାନ
Acharya babu is right answer then all
Sata Raja Tama ❤
ଅକାଟ୍ୟ ସତ୍ୟ କର୍ମ ଅନୁସାରେ ଫଳ
Hare Krishna
କର୍ମକୁ କରି ଆଗୁସାର,,ପଣ୍ତିତ ଜନଙ୍କ ବିଚାର,,
Om Om Om Om Om Om Om Om
Purba janamara karma mulakata❤
A mana bhbutha ye jaha kale prapata huye taha karma hi. Bhagwan karma hi iswar
Bahut Sundar lagila sir ai program kebebi bandha karantu nahi,,,,,,,🙏🙏🙏🙏
ନବୀନ ପଟ୍ଟନାୟକ ଲୋନ କରିକି ଓଡ଼ିଶାର ଲୋକଙ୍କୁ ଟଙ୍କା ପଇସାରେ ସାହାଯ୍ୟ କରିଛି ହେଲେ ଫୋନ୍ ପଇସା ଓଡ଼ିଶା ଲୋକ ସୁଝିବେ ନବୀନ ପଟ୍ଟନାୟକ କଣ କର୍ମ କଲେ ୫ ଥର ମୁଖ୍ୟମନ୍ତ୍ରୀ ହେଲେଣୀ ଇଏ କୋଉ ପ୍ରକାରର ଫଳ ?
Bhagya hin amaku karma karibaku badya kare
କର୍ମଫଳ ସବୁବେଳେ ମିଳି ନ ଥାଏ
ତୁମେ ନିଜେ ଯେତେ ଭଲ କାମ କଲେ ସୁଦ୍ଧା ଯଦି ଖରାପ୍ ଲୋକଙ୍କ ସହ ଏକାଠି ରହୁଥାଅ
ଉଦାହରଣ ତୁମ ପରିବାର ସଦସ୍ୟ ଯଦି ଭଲ ନାହିଁ ତେବେ ତୁମେ ତୁମ ଭଲକାମର ଫଳ ଠିକ୍ ରେ ପାଇବେନି । ଦୁର୍ଜନ ସଙ୍ଗେ କଲେ ବାସ ସମୁଳେ ହୋଇବ ବିନାଶ
ମାନସ ନନାଙ୍କୁ ପ୍ରଣାମ।
Karma anusare phala nischita Jay shree ram
ମନୁଷ୍ୟ ଯେପରି କର୍ମ କରେ ସେହି ରୂପରେ ଭାଗ୍ୟ ସୃଷ୍ଟି ହୁଏ ଯେ ରୁପରେ ଭାଗ୍ୟ ସୃଷ୍ଟି ହୁଏ ସେରୁପରେ ଫଳ ମିଳେ । ଜଣେ ନଡ଼ିଆ ଗଛ ଲଗାଇଲା ସେ ସେହି ଗଛ ରୁ ନଡିଆ ପାଇବ ଅନ୍ୟ ଫଳ ନୁହେଁ ।
ruclips.net/video/qMVSC7ZrLEM/видео.html
Karma anusare fala mile
eha hi juge juge satya
Jay Jagannath
World. of. super. natural. reality. practical. head. justice. Shani. dev. maharaja. . our. karma. fol. devta. Shani. dev. and. head. master. head. guru. Shani. devta. true. jay. jay. jay. Shani. mahadev.
Gyani hele manash ramayani 🙏
Karma anushare phala mile sunischita
କରତୋରାଗ୍ୟୟା ପ୍ରାପ୍ୟତେ ଫଳଂ ।
କର୍ମ କିଂ ପରଂ କର୍ମ ତଦ୍ ଯଡମ୍।
ଯେମିତି କର୍ମ ସେମିତି ଫଳ ଏ ହେଉଛି ସତ୍ୟ
Manas Sir absolutely analises the Tattwa which reveles in Bhagabat Geeta.Try to understand,karma mohar nija guru,Uddhaba ketehen pacharu.
ଅତିସୁନ୍ଦର.....👌
ଅବଶ୍ୟ ଫଳ ମିଳେ । ଭଲ କିମ୍ବା ଖରାପ ପୁର୍ବ ର ପୂଣ୍ୟ କିମ୍ବା ପାପ ।
Jai sree krishna 🙏 🙏 🙏 🙏
Very good topic and all pandit are moving with logically
0 me
a
Pandita pua❤
ଭାଇ କର୍ମର ଫଳ ଅଛି । କଳିଯୁଗରେ ଆର ଜନ୍ମର ଏବଂ ଏ ଜନ୍ମର ଦୁଇ ଯୁଗର କର୍ମର ଫଳ ମିଳେ ।
Right alok rana
କିଛି କର୍ମ ଫଳ ଅନାୟତ ପିତା ମାତା ସଂଯୋଗ ବେଳେ ଵୀହି ଯା ଲିଖିଲେ କପାଳେ (କର୍ମ)
Very nice madam to your logice
ପଣ୍ଡିତ ନୀଳମଣି ମହୋଦୟ ଙ୍କ ଉପସ୍ଥାପିତ ମତ ଯୁକ୍ତି ଯୁକ୍ତ ଆଦଉଁ ନୁହେଁ। "ଅକର୍ମେ ବାସୁଦେବ ପ୍ରୀତି,କର୍ମ କଲେ କ୍ଷୟ ଯା'ନ୍ତି"।ଏହି ପଦ ପଣ୍ଡିତ ନୀଳମଣି ଭାଗବତ ର କେଉଁ ସ୍କନ୍ଧ ର କେଉଁ ଅଧ୍ୟାୟ ର କେଉଁ ପଦରେ ଲିଖିତ ହୋଇଛି,ଦୟାକରି କୃପାକରି ଟିକେ ଜଣାଇବା ହେବେ କି!ଯଦି କେଉଁଠି ଲିପିବଦ୍ଧ ହୋଇଛି ପଣ୍ଡିତ ମହାଶୟ ଜଣାଇ ଦେବେ, ତେବେ ପଣ୍ଡିତ ନୀଳମଣି ଙ୍କୁ ଏ ଅଧମ ଜୀବନ ସାରା ପୂଜା କରି ଅବଶିଷ୍ଟ ଜୀବନ ତକ ବିତାଇ ଦେବ ଆଜ୍ଞା।ନମସ୍କାର 🙏
Karma kale hi fala milithae eha satya
ନିଜର କର୍ମ ଅନୁସାରେ ଫଳ ମିଳେ ଏହା ସୁନିଶ୍ଚିନ୍ତ ଆହୁରି ମଧ୍ୟ ବେଳେବେଳ କର୍ମ ଅନୁସାରେ ଫଳ ମିଳିନଥାଏ ଏହା ବି ସତ୍ୟ
ruclips.net/video/qMVSC7ZrLEM/видео.html
କର୍ମ ନେଇ ଫଳ ସତ୍ୟ
Bhala progam
ଆତ୍ମକର୍ତ୍ତା ଆତ୍ମାସହିତ ଅନାସକ୍ତରହି ସର୍ବଥା ପରମାତ୍ମା(ପରମେଶ୍ବର) ଙ୍କସହିତ ମହାଭାବରେ ଭାବିତହୋଇ ତଦ୍ଭବ ଅବସ୍ଥା ଦିଗରେ ଧାବିତ ଜୀବ ସକାଶେ କର୍ମବୋଲି ଗୋଟାଏ କିଛିଟା ବି ନାହିଁ ,ତେବେ ଫଳବୋଲି ଆଉ କ'ଣ କିଛି ଚିନ୍ତାକରିବାର ମାନେକିଛି ନାହିଁ-ନାହିଁ-ନାହିଁ ।।🙏🙏🙏
କର୍ମ ଅନୁସାରେ ହଁ ଫଳ ମିଳେ
ଏହା ସତ୍ୟ ଅଟେ
Har har mahadev
Karma anusare phala ia a great topic and one must have deep knowledge of bhagawat geeta to understand it. Otherwise only argument will create.
ruclips.net/video/qMVSC7ZrLEM/видео.html
Samata gyanare chala
We all are karma karta butbhagawan is result❤
କର୍ମ କରିବା ନାନା ମତେ ଫଳିବ କର୍ମର ନିୟତେ
କରମ ଅନୁସାରେ ଫଳ ମିଳେ ସତ୍ଯ, କରମ କଲେ ଫଳ ମିଳେ ନକଲେ ମଧ୍ଯ ଫଳ ମିଳେ 🙏🙏🙏
ପଥମେ କର୍ମ କୁ ବୁଝି ଯାଅ ସବୁ ସମାଧାନ ହୋଇଯିବ🙏🙏🙏
ruclips.net/video/qMVSC7ZrLEM/видео.html
Jay jagannath 🙏
କର୍ମ ଅନୁସାରେ ଫଳ ମିଳେ ନାହିଁ ସବୁ ସମୟରେ କେତେକ କ୍ଷେତ୍ରରେ ମିଳିଥାଏ ଜୟ ଜଗନ୍ନାଥ
ruclips.net/video/qMVSC7ZrLEM/видео.html
Jay Jagannath 🙏
କାର୍ମ କଲେ ଫଳ ମିଳେ ଏହା ସତ୍ୟ କଥା
Hi good
ruclips.net/video/L-HAcruV9uk/видео.html.