Dhana saktisali na dharma saktisali | ଧନ ଶକ୍ତିଶାଳୀ ନା ଧର୍ମ ଶକ୍ତିଶାଳୀ | Dharma Judhha - ଧର୍ମଯୁଦ୍ଧ

Поделиться
HTML-код
  • Опубликовано: 29 сен 2024
  • ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
    ବିତର୍କର ବିଷୟ : ଧନ ଶକ୍ତିଶାଳୀ ନା ଧର୍ମ ଶକ୍ତିଶାଳୀ !
    ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ନିରଞ୍ଜନ ଶାସନୀ, ବିଦ୍ୟୁତ୍ ପ୍ରଭା ମିଶ୍ର
    ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ସୁରେନ୍ଦ୍ର ନାଥ ଛୋଟରାୟ, ପ୍ରଜ୍ଞା ରାଉତ
    ସଂଯୋଜନା: ରଞ୍ଜନ ମହାପାତ୍ର
    ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
    --------------------------------
    ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    ALL THREE CHANNELS NOW AVAILABLE ON:
    EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
    Subscribe us on RUclips to watch clippings & promos of our All 3 Television Channels :
    👉 Sidharth Bhakti : / sidharthbhakti
    👉 SidharthTV: / sidharthtv
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhaktiodia
    👉 Like us on Instagram: / sidharthbhakti
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Комментарии • 357

  • @ladukishorepadhy144
    @ladukishorepadhy144 3 года назад +2

    🙏🙏🙏...............
    ଶତ ଶତ ପ୍ରଣାମ !!! ଡ: ବିଦ୍ୟୁତ୍ ପ୍ରଭାମିଶ୍ର । ଧନ୍ୟ ତୁମର ତର୍କ କୈାଶଳ ।
    ଚମତ୍କାର ନିଜର ମଞ୍ଜୁ-ମଞ୍ଚୁଳ ବାକ୍ୟର
    ନିରବଚ୍ଛିନ୍ନ ଅମୃତ ମନ୍ଦାକିନୀର ଶୀତଳଧାରା । ମୁଗ୍ଧକଲ ଧର୍ମ-ତରିରେ ବସାଇ ଦେଇ ,-ଭସାଇଦେଇ ନିସ୍ତରଙ୍ଗାୟୀତ ଦୁଗ୍ଧରତ୍ନାକରେ ।🙏🙏🙏........

  • @jyotiprakashsahoo1292
    @jyotiprakashsahoo1292 3 года назад +11

    ମୋ ମତ ରେ ଏ serial ବନ୍ଦ କରାଯାଉ. କାରଣ ଆଧ୍ୟାତ୍ମ ଅନୁଭୂତି ରେ ଥାଏ. ଏମାନେ ତାକୁ ପୁରାଣ, କର୍ମକାଣ୍ଡ ଭିତରେ ସୀମିତ କରୁଛନ୍ତି. ଉପନିଷଦ କଥା ତ ଜମା ନେଉନାହାନ୍ତି. ତର୍କ କଲେ ମିଳିବନି କିଛି ଖାଲି ନିଜ ଅହଂ ବଢିବ. ସୀତାରାମ, 🙏

  • @ganeshbatala6208
    @ganeshbatala6208 2 года назад

    Good

  • @prabhatguin3062
    @prabhatguin3062 3 года назад +1

    Thank you for good logical proves

  • @makrandabag4940
    @makrandabag4940 2 года назад

    Dharmabada dhanasabudinapaenuha

  • @pranakrushnbehera1172
    @pranakrushnbehera1172 2 года назад

    Paisa nothile b help kari hebo

  • @niranjanbehera9276
    @niranjanbehera9276 Год назад

    ଧର୍ମ କରିବାପାଇଁ ଧନର ଆବଶ୍ୟକ ନାହିଁ

  • @badalbehera2044
    @badalbehera2044 3 года назад +11

    ଧର୍ମ ଏକା ସିନା ମହତ ପଣିଆ ଆଉ ଯେତେ ସବୁ ଅଢ଼େଇ ଦିନିଆ *ତେଣୁ ଧର୍ମ ଵଡ

  • @rabindrakumarmohanty9415
    @rabindrakumarmohanty9415 3 года назад +6

    ଧର୍ମ ଅର୍ଜନ କରିବା ପାଇଁ ଧନର କୌଣସି ଆବଶ୍ୟକତା ନାହିଁ। ସତ୍ ମାର୍ଗ ରେ ପରିଚାଳିତ ହେବା ହିଁ ଧର୍ମ।

    • @jyotiranjannayak638
      @jyotiranjannayak638 6 месяцев назад

      Thik katha kahile
      Dharma kale dhan asib. But dhana dharma asiba boli semit kichhi chetana nahi

  • @jitendrabal5126
    @jitendrabal5126 3 года назад +6

    ଧର୍ମ ଓ ଧନ ର ଅଲୁଚନା ଆପଣ କରୁନାହାନ୍ତି ଆପଣ ମାୟା ଜଗତର କଥା ଆଲଚନା କରୁଛନ୍ତି ଦୟାକରି ସତ୍ୟ ର ମାର୍ଗ ପାରିପାକସ କରନ୍ତୁ

  • @rishikesh4340
    @rishikesh4340 3 года назад +4

    ଯୁଗକୁ ନେଇ ବିଭିନ୍ନ ପ୍ରକାର ଜିନିଷ ଶକ୍ତିଶାଳୀ ଅଟେ ସତ୍ୟ ଯୁଗରେ ଧର୍ମ ଶକ୍ତିଶାଳୀ । କିନ୍ତୁ ମୋର କଳିଯୁଗରେ ଛତିଶ ବର୍ଷର ଅଭିଜ୍ଞତା କହୁଛି
    ଯେ କଳି ଯୁଗରେ ଧନ ହିଁ ଶକ୍ତିଶାଳୀ ମୁଁ ସବୁ ନିଜ ଆଖିରେ ଦେଖୁଛି।

  • @prabirpadhihari5
    @prabirpadhihari5 3 года назад +2

    ଓ ବୁଢ଼ା ମଉସା ଯୋଉ ମାନେ ଗରିବ ସେ ତାଙ୍କ ବାପା maa ସେବା କରିପାରିବ ନାହିଁ.. କି ମୂର୍ଖାମୀ ଯୁକ୍ତି...

  • @arunkumar-kc7qy
    @arunkumar-kc7qy 3 года назад +3

    ଧନର/ଅନ୍ୟନାମ/ଗର୍ବ/ଧର୍ମର/ଅନ୍ୟନାମ/ମୁକ୍ତି/🙏🙏🙏🙏🙏🙏🙏🙏🙏🙏🙏

  • @bhagyajyotishkendra3904
    @bhagyajyotishkendra3904 3 года назад +6

    ତେଣୁ ସବୁବେଳେ ବର୍ତମାନ ସମୟକୁ ନେଇ ସମସ୍ତ କଥାକୁ ବିଚାର କରିବା ଦରକାର

  • @prakashanaik2080
    @prakashanaik2080 3 года назад +2

    ସାରଥୀ ସତସଙ୍ଗ କରିବାରୁ ଜେଲ ଗଲା

  • @sonakshiparida3832
    @sonakshiparida3832 3 года назад +8

    ବିଭୀଷଣ କହୁଛି ପ୍ରଭୁ ମୁଁ ଯଦି ଅବିଶ୍ୱାସ କରିବି ତେବେ ମୁଁ ବ୍ରାହ୍ମଣ ଘରେ ଜନ୍ମ ଗ୍ରହଣ କରିବି ଧନୀ ଘରେ ଜନ୍ମ ନେବି ବହୁତ ଗୋ ଧନ ର ମାଲିକ ହେବି
    ପ୍ରଜ୍ଞା mdm କହୁଛନ୍ତି କି ତପସ୍ୟା ପାଇଁ ଧନ ଦରକାର
    ଭୁଲ
    ହରି ଭକତ ଯେତେ ନର ଭଙ୍ଗା କୁଡ଼ିଆ ତାଙ୍କ ଘର
    ରାମ 14 ବର୍ଷ ବନବାସ ରେ କଣ ଧନ ଅର୍ଜନ କଲେ?
    ପ୍ରଭୁ ଧନୀ ରାବଣ ଦୁର୍ଯ୍ୟୋଧନ ଙ୍କୁ ବିନାଶ କଲେ ମାତ୍ର ଧାର୍ମିକ ରଘୁ ,କୈବର୍ତ, ସବରୀ ଙ୍କୁ ପ୍ରଭୁ ମିଳିଲେ

  • @trilochannayak9749
    @trilochannayak9749 3 года назад +7

    ଧର୍ମ ଏକା ସିନା ମହତ ପଣିଆ
    ଆଉ ସବୁ ମାତ୍ର ଅଢ଼େଇ ଦିନିଆ

    • @sibaswain6439
      @sibaswain6439 3 года назад

      Dhan Natalia asamayr kichi karipariba NAhi maa Laxmi nidaa karanunai Aji apanman pao padilla kipari

  • @bhagyajyotishkendra3904
    @bhagyajyotishkendra3904 3 года назад +3

    ଅନନ୍ତ ଶାସ୍ତ୍ରଂ ବହୁଳାଶ୍ଚ ବିଦ୍ୟା..... . ତେଣୁ ଶାସ୍ତ୍ରକୁ ନେଇ ଯୁକ୍ତି କରାଯାଇନପାରେ

  • @saradasahoo2865
    @saradasahoo2865 3 года назад +2

    ଯୋଉ ବାଲ୍ମୀକି ମହାମୁନି। ରାମାୟଣ ଲେଖିଛନ୍ତି। ସେ ଆଗରୁ ଧନ ରୋଜଗାର କରୁଥିଲେ କୋଉ କର୍ମ କରୁଥିଲେ। କେମିତି ବାଲ୍ମୀକି ହେଲେ। ଧର୍ମ ନା ଧନ

  • @sudamkumarsahu183
    @sudamkumarsahu183 3 года назад +22

    ଧର୍ମ ଥିଲେ ଧନ ଆପେ ଆପେ ଆସେ ଏଥିରେ କୌଣସି ସନ୍ଦେହ ନାହିଁ

  • @sunilpradhan1021
    @sunilpradhan1021 3 года назад +2

    ଧର୍ମ ଏକା ମହତପଣୀଆ ଆଉଜେତେଅଡେଦିନିଆ

  • @santoshpattnayak2589
    @santoshpattnayak2589 2 года назад +1

    ଆମ ଛୋଟ ଜ୍ଞାନରେ ଧନ ନଥାଇ ମଧ୍ୟ ସେବା କରିହବ । ଅବଶ୍ୟ ସବୁ କ୍ଷେତ୍ରରେ ନୁହେଁ। ଧନ ଧରି ହଜାରେ ସେବା କରିବା ଅପେକ୍ଷା ବିନା ଧନରେ ଫାଳେ ସେବା କରିବା ବଡ଼ କଥା ।

  • @udayalima9094
    @udayalima9094 3 года назад +3

    ଧର୍ମ ପାଇଁ କିଛି ଧନ ଆବଶ୍ଯକ ଯଦି ଘରେ କିଛି ଟଙ୍କା ନ ଥିଲେ ଘରେ ପୁଜା କରି ପାରିବେ ନାହିଁ ଧନ ଭଲମନ ବି ଦରକାର ତାହା ହେଲେ ଧର୍ମ ଆସିବ ଧନ ଗର୍ବ ହେଲେ ଧର୍ମ ରହିବ ନାହିଁ

  • @eThIcAlsKs
    @eThIcAlsKs 3 года назад +4

    Dharma thile dhana nahi.dhana thile Dharma kari pariba.

  • @bhagyajyotishkendra3904
    @bhagyajyotishkendra3904 3 года назад +4

    ଧନ ବି ଆବଶ୍ୟକ ଧର୍ମ ବି ଆବଶ୍ୟକ କିନ୍ତୁ ଧର୍ମ ବଳ ଶ୍ରଷ୍ଠ

  • @sanjaypradhan4150
    @sanjaypradhan4150 2 года назад +1

    ଧନ କିଏ ମାଲିକ ହୋଉଛନ୍ତି ମା ଲକ୍ଷ୍ମୀ ଯୋଉଠି ଧର୍ମ ଅଛି ତା ପାଖରେ ଧନ ଅଛି

  • @prasantasing771
    @prasantasing771 3 года назад +12

    କଥାରେ ଅଛି ସବୁ ଧର୍ମ ଦେଖୁଛି । ଧର୍ମ ଅଛି ଏବେ କିନ୍ତୁ ଅଧର୍ମର ଶାସନ ଚାଲିଛି ।

  • @debabratmohapatra173
    @debabratmohapatra173 3 года назад +1

    ଛୁଆ ଟିଏ ଜନ୍ମ ହେବା ପରେ ସେ କଣ ଖାଏ ,ତାହା କୁଆଡୁ ଆସେ ,ତାହା ହିଁ ଭଗବତ ତତ୍ତ୍ଵ, ତାହା ହିଁ ଧର୍ମ।

  • @santoshpattnayak2589
    @santoshpattnayak2589 2 года назад +1

    ମାନବ ସେବା ପାଇଁ ଧନ ଆବଶ୍ୟକ କିନ୍ତୁ ଧର୍ମ ଶକ୍ତିଶାଳୀ

  • @subodhamotivationspeaker6084
    @subodhamotivationspeaker6084 3 года назад +3

    Dhana thile dharma karihaba

  • @dinabandhumohanty173
    @dinabandhumohanty173 3 года назад +5

    ଧର୍ମ ବଳ ଥିଲେ ସବୁ ଆପେ ଆପେ ହୋଇଯିବ

  • @madanmohan3562
    @madanmohan3562 3 года назад +7

    You are heart touching mom I am debts of you mom for ever 🙏

  • @rakeshsamal2789
    @rakeshsamal2789 3 года назад +2

    Pragya mam right

  • @saradasahoo2865
    @saradasahoo2865 3 года назад +1

    ଗୋଟିଏ ଭଲ ପୌରାଣିକ କଥା। ଯେତେବେଳେ ପାଣ୍ଡବ ବନବାସରେ ଥିଲେ। ଦୁର୍ଯ୍ୟୋଧନର ଚକ୍ରାନ୍ତରେ ଋଷି ଦୁର୍ବାସା ଯାଇଥିଲେ ନିଜର ପୁଳା ପୁଳା ଶିଷ୍ଯଙ୍କୁ ଧରିଯାଇଥିଲେ ପାଣ୍ଡବଙ୍କ ପାଖକୁ ସେଠି କଣହେଲା। କି ଧନ ଥିଲା ତାଙ୍କ ପାଖରେ କିଏ ରକ୍ଷା କଲା

  • @pradeepadjuad7512
    @pradeepadjuad7512 3 года назад +6

    ମହାଭାରତ ଶେଷ ରେ ଯୁଧିଷ୍ଟିର କେଉଁଠି କୁ ଗଲେ।। ଧନ କି ଧର୍ମ ଥିଲା।। ଯଦି ଧନ ଥିଲା।।। ଦୁର୍ଯୋଧନ କେଉଁଠାକୁ ଗଲା।।

  • @udayalima9094
    @udayalima9094 3 года назад +5

    ପଣ୍ଡିତ ମାନଂକୁ ବହୁତ ଧନ୍ଯବାଦ ନମ୍ର ତାର ସହିତ ନମସ୍କାର ଏହି ପଣ୍ଡିତ ମାନେ ଓଡିଶାର ଗର୍ବ ଗୌରବ ଏମିତି ଧର୍ମ ଯୁଦ୍ଧ ବହୁତ ସଚେତନ ଓ୍କାନ ମିଳୁଛି ଜୟ ଜଗନ୍ନାଥ 🙏🌹

    • @ramchandraojha4120
      @ramchandraojha4120 3 года назад

      Dharma kan kinabikaginisaj kinibapai dhanadarkarheba dharmapai.karmar abshakatarhichi

  • @prabirpadhihari5
    @prabirpadhihari5 3 года назад +3

    ପ୍ରଜ୍ଞା ମାଡାମ ସବୁ ବେଳେ ବେକାର ଯୁକ୍ତି... ଅଳ୍ପ ଜ୍ଞାନ

  • @rakeshchandrasethy8239
    @rakeshchandrasethy8239 3 года назад +2

    Bhagaban parama bhakata sudama tanka pakhare Kn fast dhana thila ki ?

  • @user-un7mz5tq7q
    @user-un7mz5tq7q 3 года назад +9

    କଳିଜୁଗରେ ଆମେ ଦେଖୁଚୁ ଧନ ଶକ୍ତି ଶାଳି ଆମେ ଦେଖୁଚୁ ଜୋଉମାନେ ଧର୍ମ ପଚାର କରୁଛନ୍ତି ସେମାନେ ବହୁତ ଧନି ଅଛନ୍ତି ଧନରେ ଶବୁରି ମନ

    • @satyamsai2408
      @satyamsai2408 2 года назад

      ଠିକ କହୁଛ

    • @priyacharandas653
      @priyacharandas653 Год назад

      ଧର୍ମ କଲେ ଧନ ମିଳେ କିନ୍ତୁ କମ୍ ପରିମାଣରେ । ଅଧର୍ମ ଦ୍ଵାରା ମଧ୍ୟ ଧନ ମିଳେ ବେଶି ପରିମାଣରେ । ଅଧର୍ମ ଦ୍ଵାରା ଯେଉଁ ଧନ ମିଳେ ସେ ଧନ ଦୁଷିତ । ଯେମିତି କ଼ନ୍ସେଇ ଖାନା ,ମାଛ ଚାଷ, ବେଶ୍ୟା ବୃତ୍ତି,ମଦ ଦୋକାନ ଖୋଲିବା ଇତ୍ୟାଦି ଅନେକ ମାର୍ଗ ଅଛି ।
      କିନ୍ତୁ କଥାରେ ଅଛି
      ଧନ ଅର୍ଜିଵ ଧର୍ମ କରି
      ଧର୍ମେ ପ୍ରାପତ ନରହରି

  • @priyacharandas7352
    @priyacharandas7352 3 года назад +1

    ସବୁ ଯୁଗରେ ଧର୍ମ ଶକ୍ତିଶାଳୀ

  • @pradipjena1530
    @pradipjena1530 3 года назад +1

    ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ।
    ବିଦ୍ୟା ପାଇଁ ଧନ ଦରକାର

  • @tularammajhi6682
    @tularammajhi6682 2 года назад +2

    ଧରମକରିବାଦାନକରିବାଶିଖ ଗଛଠାରୁ

  • @ladukishorepadhy144
    @ladukishorepadhy144 3 года назад +5

    🙏🙏 କ୍ଷମାକରିବେ , ଧର୍ମର ସଜ୍ଞା ଅତି
    ବ୍ୟାପକ । ଧର୍ମର ଧ୍ବଜାଛାୟାରେ ଧନସର୍ବଦା ରକ୍ଷମାଂ ରକ୍ଷମାଂ କ୍ରନ୍ଦନରତ
    ଧନ ଧର୍ମ ସହାୟତାରେ ଚୀରଞ୍ଜିବି
    ଲଭିପାରେ🙏 ।

  • @HadibandhuParida-s3m
    @HadibandhuParida-s3m День назад

    ହ ରି ଓଁ ତତ, ସତ, ସତ୍ୟ, ଶାନ୍ତି, ଦୟା, କ୍ଷମା, ପ ଣ୍ଡି ତ, ମାନଙ୍କୁ 🙏

  • @ArunNayak-hg2zf
    @ArunNayak-hg2zf 11 дней назад

    ସଂସାର କର୍ମ ନିଧନ ଅ କର୍ମ ନ ଧର୍ମ ଅ କର୍ମ ଲିଙ୍ଗ ପଦ ଶଦ୍ଧ ଶୁଣି ଅସାକ୍ଷର ହେଉଛନ୍ତି ଲୋକ।(ବିନା ଅସ୍ତ୍ରେ ନଵନତି କବିତା ବନିତା ଲତା).

  • @nakulasunani
    @nakulasunani 6 месяцев назад

    ଆଗକୁହ ଧର୍ମ ଅର୍ଥ ତାପରେ ଭାଷଣ ମାରିଵ ଧର୍ମ କଣ ଜାଣିନୀ ଖାଳିଧନଧନ ହଉଛ

  • @prabirpadhihari5
    @prabirpadhihari5 3 года назад +1

    ଆଜ୍ଞା ଧନୀ ଲୋକ ମାନେ ଧନ ଟା ଖାଇବା ଚଳିବ ପାଇଁ ତା ଜାଗା ସେତିକି.... ଧର୍ମ କୁ ଧନ ସହିତ ଯୋଡନ୍ତୁ ନାହିଁ

  • @dinabandhupanda7054
    @dinabandhupanda7054 Год назад

    ଧର୍ମ କୁ ଧନଦ୍ୱାର ମପା ଯାଇ ପାରିବ ନାହିଁ ନିଜର ପେଟର ଜ୍ୱାଳା ପାଇଁ,କେଵଳ ଆବଶ୍ୟକ. ଧର୍ମର ବିଶ୍ୱାସ ସ୍ୱର୍ଗ ପଦ ମିଳିପାରେ......

  • @santoshpattnayak2589
    @santoshpattnayak2589 2 года назад

    ଜଣେ ପ୍ରବଚିକା ହିସାବରେ ପ୍ରଜ୍ଞାଙ୍କ ଯୁକ୍ତି ଅତି ଅବାନ୍ତର ମନେ ହେଉଚି । ଧନ ଅର୍ଥ ଖାଲି ଟଙ୍କା ପଇସା ନୁହେଁ।

  • @rankaranka1167
    @rankaranka1167 3 года назад +1

    Sabutharu badasakti Dharma gotialokaku banchaibakujai samastadaktarisaktifelhelapare sedate daktara kuhanti ameamakamasarideichu abeuparabalarakama

  • @mahatmachenel3354
    @mahatmachenel3354 2 года назад

    ନମସ୍ତେ ଆପଣ ଏ ପୃଥିବୀ କୁ କାହିଁକି ଆସିଛନ୍ତି ପ୍ରଥମେ ଜାଣନ୍ତୁ

  • @SushantDeep4
    @SushantDeep4 Год назад

    ତା'ପରେ ସ୍ବର୍ଗଦୂତ ମାେତେ କହିଲେ, "ଏହି ପୁସ୍ତକରେ ଥିବା ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖଇେ ଆସିଲାଣି।
    11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହାଇେ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହାଇେ ରହିବାକୁ ଦିଅ।"
    12 "ଶୁଣ ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗ ରେ ପୁରସ୍କାର ନଇେ ଆସିବା। ଆମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦବୋ।
    13 ଆମ୍ଭେ ପ୍ରଥମ ଓ ଶଷେ ; କ ଓ କ୍ଷ, ଆଦି ଓ ଅନ୍ତ।"

  • @rabindramishra8537
    @rabindramishra8537 3 года назад

    ଆପଣ ମାନେ ସମାଜକୁ କହୁଛନ୍ତି ଧନ ବଡ ଚୋରି କର ମଡର କର ଧନ ବଢାଅ। ବିନାସ କାଳେ ବିପରୀତ ବୁଦ୍ଧି।

  • @rabindrakumarmohanty9415
    @rabindrakumarmohanty9415 3 года назад

    କେବଳ ଧନୀ ଲୋକ ମାନେ ହିଁ ମୁକ୍ତିଲାଭ କରିବେ ଗରୀବ ନୁହଁ। ଭଗବାନ ଶ୍ରୀକୃଷ୍ଣ ଦୁଯୌଧନ ଘରେ ନୁହଁ। ବିଦୂର ଘରେ ଶାଗ ଭଜା ଖାଇ ଥିଲେ। କାରଣ ତାକଂ ପାଖରେ ଧର୍ମ ଥିଲା। ଯାହା ଧନୀ ଦୁଯୌଧନ ପାଖରେ ନ ଥିଲା। ପ୍ରଥମେ ଧର୍ମ ର ସଂଗା କଣ ବୁଝି ବା ଆବଶ୍ୟକ।

  • @sudamkumarsahu183
    @sudamkumarsahu183 3 года назад +2

    ସୁଦାମା ପାଖରେ ଧର୍ମ ଥିଲା ସେଥିପାଇଁ ଶ୍ରୀକୃଷ୍ଣ ଧନ ପ୍ରଦାନ କରିଥିଲେ

  • @rihanmajhi9908
    @rihanmajhi9908 3 года назад +2

    Satyajuga re 4 pada dharma, Tretaya re 3 pada dharma, Dwapara re 2 pada dharma, kali re 1 pada dharma achhi . Tenu Kali jugare dhana bada ta pare dharma bada.

  • @amaraajbehera
    @amaraajbehera 3 года назад +2

    Yada yada hi dharmasya glaanirbhavati bhaarat
    Abhyutthaanam adharmasya tadaatmaanam srijaamyaham
    Paritranaay saadhunaam vinaashaay cha dushkritaam
    Dharm sansthaapanaarthaay sambhavaami yuge yuge

  • @ShaktiranjanMohapatra-wt3jm
    @ShaktiranjanMohapatra-wt3jm Год назад

    ମୋ ମତରେ ଧନ ହେଉଛି ସବୁକିଛି ଧନ ହେଉଛି ଶକ୍ତିଶାଳୀ

  • @malayakumarmalik4939
    @malayakumarmalik4939 3 года назад

    ଖାଲି ପେଟରେ ସବୁ ଧର ଭାଆରି ପଡିବ
    ଵର୍ତମାନ ସମୟ ରେ ଧନ ନଥିଲେ କୋୖଣସି କଥା ନାହିଁ

  • @sanjaypradhan4150
    @sanjaypradhan4150 2 года назад

    ପୋଲିସି ଚାକିରୀ କରିଥିଲେ ଦୁଇ ସାଙ୍ଗ ଜଣେ ଲାଞ୍ଚ ନେଇ ଅନେକ ଧନ ରୋଜଗାର କଲା ହେଲେ ଆଉ ଜଣେ ଧର୍ମ ପଥରେ ଯାଉଥିଲା ଯାହା ତାର ଦରମା ସେଇଟା ନେଉଥିଲା ଧର୍ମ ପଥରେ ଟଙ୍କାଟେ କମେଇବା ଠିକ କିନ୍ତୁ ଅଧର୍ମ ପଥରେ ଶହେ ତାଙ୍କ କମେଇବାଠିକ ଅନ୍ୟ କୁ କଷ୍ଟ ଦେଇ ଧନ କମେଇବାଠିକ ନା ଧର୍ମ ଧନ ଅଛି ଧନ ଥିବ ଧର୍ମ ନଥିବ

  • @pramodpanigrahi7619
    @pramodpanigrahi7619 3 года назад +1

    dharma hi mahaan. dhrma ru dhana arjana kari heba. dhana ru nunha

  • @pabanpyarimahanta9622
    @pabanpyarimahanta9622 2 года назад

    ଆପଣ କହିଲେ ମହାଭାରତ ଯୁଦ୍ଧ ରେ ସୈନିକ ମାନେ ରାଜ କୋଶରୁ ଧନ ପାଉଥିଲେ ଧର୍ମର ଆବଶ୍ୟକ ନାହିଁ ସିମାରେ ଯଉ ସନ୍ୟମାନେ ଜଗୁଛନ୍ତି ସେମାନେ କଣ ଧନ ପାଇଁ ନିଜକୁ ବଳି ପକଉଛନ୍ତି ନା ନିଜ ଦେଶକୁ ରକ୍ଷା କରିକୁଟା ତାଙ୍କର ଧର୍ମ ଧର୍ମ ନଥିଲେ ସିମାକୁ କିଏ ଧନ ପାଇଁ ମରିବାକୁ ଯିବେ

  • @shishirkumarmohanty5240
    @shishirkumarmohanty5240 3 года назад +2

    Dhana and dharma both neasseary

  • @nrusinghmohapatra5480
    @nrusinghmohapatra5480 3 года назад +2

    ଧର୍ମ ଆଗ ଧନ ଆଗ

  • @rajaashoksamrat417
    @rajaashoksamrat417 2 года назад

    ଧନ ନଥୀଲେ ଦାନ ପୁଜା ଧୁପ ଦିପ ମିଳିବନି ବନ୍ଧୁ ବାନ୍ଧବ ଶହୋଜୋଗି ମିଳିବନି କପଡା ଖାଦ୍ୟ ମିଳିବନି

  • @mahabirmahabir4690
    @mahabirmahabir4690 3 года назад +1

    Sriya chandluni pakhre kn dhana thila
    Ta pre maa laxmi tanka pakhaku jaithile
    Gautam budha pakhre kn dhana thila
    Sati sabitri kou balre tar pati knu ferai anithila

  • @santoshpattnayak2589
    @santoshpattnayak2589 2 года назад

    ଏ ବିପକ୍ଷବାଦୀଙ୍କ ଅବାନ୍ତର ଯୁକ୍ତି ଯୁବସମାଜକୁ କି ଶିକ୍ଷା ଦବ ??

  • @santoshpattnayak2589
    @santoshpattnayak2589 2 года назад

    ଧନ ଅର୍ଜନେ ଧର୍ମ କରି ଅର୍ଥ ଧର୍ମ ରୂପକ ଧନ ତାହା ଆର୍ଥିକ ଧନ ନୁହେଁ। ଅର୍ଥକୁ ଅନର୍ଥ କରୁଛନ୍ତି ପ୍ରବଚିକା ଆଉ ପାଲା ଗାୟକ

  • @saratakumarsahoo342
    @saratakumarsahoo342 3 года назад

    ଧାରୟତି ଇତି ଧର୍ମ,
    ଯୋଗ ଓ କ୍ଷମ ଈଶ୍ୱର ଦତ୍ତ,
    ଧର୍ମ ଥିଲେ ଯୋଗ ବଳରେ ଆବଷ୍ୟକ
    ସମସ୍ତ ବସ୍ତୁ, ଏପରିକି ଟଙ୍କା ମଧ୍ୟ ମିଳିଯାଏ।
    କ୍ଷମ ଅର୍ଥାତ୍ ରକ୍ଷକ,
    ଆମର ଧର୍ମ ଥିଲେ,
    ଆମର ସମସ୍ତ ବସ୍ତୁ ର ରକ୍ଷଣାବେକ୍ଷଣ
    ଦାୟିତ୍ୱ ଈଶ୍ୱର ସ୍ବୟଂ ନିଜେ କରନ୍ତି।

  • @sarojkumarmisra9075
    @sarojkumarmisra9075 2 года назад +1

    Dharma can be achieved out of physical strength without property also helping to others or Brahma.Ofcourse food is necessary for strength which almighty must have arranged.

  • @sarbeswardash9117
    @sarbeswardash9117 Год назад +1

    Dhana rahibani dharma rahiba

  • @nilakanthamishra9169
    @nilakanthamishra9169 2 года назад

    ବଂଚିବା ପାଇଁ ଧନ ଅର୍ଜନ କରି ସରିବ ପରେ, ଧର୍ମ କୁ ଗୁରୁତ୍ୱ ଦେବ ଉଚିତ l

  • @pramodapradhan3685
    @pramodapradhan3685 2 года назад

    ଧନ ସମ୍ପତ୍ତିର କଳସି ସଦାସର୍ବଦା ଭୋଗବିଳାସ ଆଣି ଦିଏ ।ଧନୀ ବ୍ୟକ୍ତିଙ୍କ ଅତୀତ ରେ ସମୂଳେ ବିନାଶ ଯାଇଛନ୍ତି ।
    ଧାର୍ମିକ ମୁନୀ ଋଷି ମାନେ ଧନ ସମ୍ପତ୍ତିର ବିନା ବହୁତ ପୂଣ୍ୟ ଅର୍ଜନ କରି ବଂଶ ରକ୍ଷା କରି ପାରିଛନ୍ତି ।
    ଧର୍ମ ସର୍ବ ଉପରେ ।

  • @arpitabarik1234
    @arpitabarik1234 2 года назад

    କୁକୁର ବିଷୟର କିଛି କୁହ ତାକୁ କାହିଁକି କିଛି ଲୋକ ଭଲ ପାଆନ୍ତି ଆଉ କିଛି ଲୋକ ଘୂର୍ଣା କରନ୍ତି କାହିଁକି

  • @sureshpanda2203
    @sureshpanda2203 3 года назад +2

    Dhana arjana kariba kn eka dharma nuhne ki...?

  • @trilochanpanda5570
    @trilochanpanda5570 3 года назад +3

    ମୋ ମତରେ ଧର୍ମ ଓଧନ ସମାନ ଭାବରେ ରହିଛନ୍ତି ,,,।

  • @pradeepadjuad7512
    @pradeepadjuad7512 3 года назад

    ୧୪ବର୍ଷ ବନବାସ ରେ ରାମ ଲକ୍ଷ୍ମଣ ଓ ସୀତା ମାତା କଣ ଖାଇଲେ ।।ଧନ ନା ଧର୍ମ।। କୁହନ୍ତୁ 🙏

    • @jagannathsahu7841
      @jagannathsahu7841 3 года назад

      Semane kan dhana dei kiniki khauthile ki..? Pakruti(earth) khaibaku dia ...

    • @sanjaybablu9105
      @sanjaybablu9105 3 года назад +1

      Bhai ram and laxman dharma balare hin banabasa sesa kale

  • @jitendrabal5126
    @jitendrabal5126 3 года назад +1

    ପଡିତେ ଆପଣଙ୍କ ନୁମ୍ବର ଦିୟନ୍ତୁ ଦୟାକରି ଆପଣଙ୍କ ପାଖରେ କଥା ଅଛି

  • @bhagabanrout2225
    @bhagabanrout2225 3 года назад +1

    Dharma

  • @prativadash6958
    @prativadash6958 3 года назад +1

    Dharmare Thile Abhabare sahayata nischaya je kounasi prakare eswaranka madhyamare milithae.

  • @sarojkanta3844
    @sarojkanta3844 3 года назад +2

    Dhaa sresta, karan Balya Kali dhana dhrmamu sanchi, arthat dharma rupak dhana

  • @damayantisahu7522
    @damayantisahu7522 3 года назад +1

    Mishra sir ଙ୍କ କଥାରେ ମୁଁ ଏକ ମତ।

  • @SubashaChandrasethi-ei7ft
    @SubashaChandrasethi-ei7ft 5 месяцев назад

    😅Munirusimanankapakharedhananahi semanekemitibanchuchanti dharmajogu darmabada

  • @souravbehera694
    @souravbehera694 2 года назад

    ବିନା ଧନରେ ଗରିବ ଲୋକକୁ ସାହାଯ୍ୟ କରିହେବ

  • @himansukumardas9267
    @himansukumardas9267 3 года назад +1

    Answer should be after taking meat soup

  • @prabirpadhihari5
    @prabirpadhihari5 3 года назад

    Are ମଉସା ଧନ ଆଗ ହେଇପାରେ କିନ୍ତୁ ବଡ ନୁହେଁ...

  • @ajitnayak8772
    @ajitnayak8772 3 года назад +1

    Sir apana mananku mora gote anurudha gote hatare kebe tali bajena mu jadhi kichhi bhulu kahili tahale mate comments diantu Jay Jagannath

  • @nimaicharanrout6909
    @nimaicharanrout6909 8 месяцев назад

    Pragya MADAM jhakahuchhanti pura bhulu dharam katha kichhi janinahi se sethi bashebar jogynahi

  • @shivprasad8887
    @shivprasad8887 Год назад +1

    Dharm bada

  • @basudebmahanta6421
    @basudebmahanta6421 2 года назад +1

    Dharma bada

  • @prativadash6958
    @prativadash6958 3 года назад +1

    Dhana Arjane dharma kari, dharme prapata Narahari, mane dhana dharmare Thai Ariana karagale sehi dharma bahare Narahari ba eswara ba nrusingha narayananku prapta hoithae bhagabata bani dhana kam her ba Adhikari dharma balare arjana kariba sreya so Dharmapuri Pranay diajaichhi, Jay Jagannatha

  • @sibabhoi8423
    @sibabhoi8423 2 года назад +1

    ଧର୍ମ ଵଡ

  • @azimazim9370
    @azimazim9370 3 года назад +1

    ଧର୍ମ ହେଲା ଈଶ୍ଵର କୁ ଧାରଣ କରିବା ,
    ଧନ ହେଲା ଈଶ୍ଵର ର ସମ୍ପଦ ,
    ଯେଉଁ ମାନେ ସଂସାର ରେ ଈଶ୍ଵର ସମ୍ପଦ ଠୁଳ କରି ନିଜ କୁ ଶକ୍ତି ଶାଳୀ ମନେ କରନ୍ତି କିନ୍ତୁ ଏହା ତାଙ୍କ ପାଇଁ କିଛି ମୁହୁର୍ତ୍ତ ,
    ଯେଉଁ ମାନେ ଧର୍ମ କୁ ଧାରଣ କରି ଈଶ୍ୱର ସମ୍ପଦର ସଠିକ ବ୍ୟବହାର କରି ଥାନ୍ତି ସେମାନେ ହିଁ ପ୍ରକୃତ ଶକ୍ତିଶାଳୀ , ତେଣୁ ଧର୍ମ ହି ଶକ୍ତିଶାଳୀ ,

  • @jagannathpanigrahi5931
    @jagannathpanigrahi5931 3 года назад +1

    In openion, now a days both wealth & DHARM is necessary but I prefer DHARM first , wealth is next because wealth sometimes leads us in a wrong way but DHARM is DHARM.

  • @saradasahoo2865
    @saradasahoo2865 3 года назад +1

    ଏ ଜଗତରେ ସବୁଠୁ ବଡ ଧର୍ମ। ଧନ ଅର୍ଜନେ ଧର୍ମ କରି। ଏହା ମୋର ବ୍ୟକ୍ତିଗତ ମତ ଧର୍ମରେ ରହି ଧନ ଅର୍ଜନ କରିବା। ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ। ଏହାର ବି ବିଚାର ହେଉ। ଜଣେ ଯେତେ ଗରିବ ହେଉ ବି ଧର୍ମ କରିପାରିବ। ଯଦି ଜାଣିବାର ଅଛି ଦାର୍ଢ୍ଯତା ଭକ୍ତି ପଢିଲେ ଜାଣିବେ। ଯୁଗେ ଯୁଗେ ଶାସ୍ତ୍ରରେ ଅଛି।ଯେ ଧର୍ମରେ ରହିବ ତାକୁ ବହୁତ କଷ୍ଟ ସହିବାକୁ ପଡିବ। କାହିଁକି ଏମିତି ହୁଏ ତାହା କେବଳ ସାଧୁଜନ ଜାଣନ୍ତି। ସତ୍ଯ ଠାରୁ କଳିଯୁଗ ପର୍ଯ୍ୟନ୍ତ। ଅନେକ ଉଦାହରଣ ଅଛି ଯାହା ସତ୍ଯ। ବିଭିଷଣ ଆଉ ରାବଣ ରହିଲା କିଏ ଗଲା କିଏ। କୁରୁବଂଶ ପାଣ୍ଡବ। ରହିଲା କିଏ ଗଲା କିଏ। ବାଳି ଆଉ ସୁଗ୍ରୀବ ରହିଲା କିଏ ଗଲା କିଏ।ବହୁତ ଗୁଢ କଥା ନିର୍ଦ୍ଧନୀ ର ମିତ୍ର ଦୀନବନ୍ଧୁ

  • @ramakantchandra5945
    @ramakantchandra5945 2 года назад

    It's truths money is great 🙏💕🎪🌹 every person respect to money 💰🤑🙏💕💪🌷

  • @jagannathsahu7841
    @jagannathsahu7841 3 года назад +1

    Bhojan kariba pain(Eating) dhanar darakar naahi..,seba kariba pain dhanar darakar naahi..kebal dharma & karma..

  • @rakeshchandrasethy8239
    @rakeshchandrasethy8239 3 года назад

    Money nija lokoku mari dauchi but dharma nija lokonku banchaei nije bi banche Money nije banchi anyamanki mari dia

  • @damodarbehera5860
    @damodarbehera5860 2 года назад

    Jahara ayusa sarijae jete dhanathilebi banchi pareni kintu eswaranka asribada thile banchiba

  • @pramodbehera7589
    @pramodbehera7589 2 года назад

    Dham srestha ,saktisali juge juge Jaya dharm Kariba pain dhanara abasyaka nahin