ପୂର୍ଵ ଜନ୍ମ ର କଥା କେମିତି ଏ ଜନ୍ମରେ ମନେପଡିବ ? Prabachana- ଓଡ଼ିଆ ପ୍ରବଚନ Kalpana Tripathy | Sidharth TV

Поделиться
HTML-код
  • Опубликовано: 29 сен 2024
  • ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    -----------------------------------------------------------------------------------------
    Subscribe us on RUclips to watch clippings & promos of our All Television Channels :
    👉 SidharthTV: / sidharthtv
    👉 Sidharth Bhakti : / sidharthbhakti
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook : / sidharthtvofficial
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Комментарии • 292

  • @ashutoshsahu6065
    @ashutoshsahu6065 2 года назад +13

    ପୂର୍ବ ଜନ୍ମ କୁ କିପରି ମନେ ପକାଇ ପାରିବା ସେ ବିଷୟରେ କୁହନ୍ତୁ।ଅନ୍ୟର ଉଦାହରଣ ଦେଇ ଆମକୁ ଠକିଲାଭଳି କାମ କରୁଛନ୍ତି କାହିଁକି?

  • @gedumallickgedumallick5101
    @gedumallickgedumallick5101 3 года назад +2

    Thank you good bless you

  • @laxmanputel5955
    @laxmanputel5955 3 года назад

    Jai Jagannath

  • @bibhutibhusanbrahma1108
    @bibhutibhusanbrahma1108 3 года назад +19

    ଆପଣ କହିଲେ ପୂର୍ବ ଜନମର
    କଥା କିପରି ଜାଣିବେ,କିନ୍ତୁ
    ଆମକୁ ଗୋଟିଏ ଗପ କହିଲେ,
    ଆପଣ ଜନେ ଅଧ୍ମତିକ ବ୍ୟକ୍ତି
    ଏପରି ଭିଡିଓ ଆପଣଙ୍କ ପାଖରେ
    ସୋଭାପାଏନା,🙏

  • @ranjitakisan2540
    @ranjitakisan2540 3 года назад +13

    ମା english ଶବ୍ଦ ପ୍ରୟୋଗ କରନାହିଁ programm ରେ ଶୋଭା ପାଉନାହିଁ,, ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @pratapkumardas5239
    @pratapkumardas5239 2 года назад +9

    ବହୁତ ସୁନ୍ଦର ଉପସ୍ଥାପନା ।excellent.

  • @mrnarottammishra1070
    @mrnarottammishra1070 3 года назад +10

    ଏହାକେବେକାର ଘଟଣା?ମାଟ୍ରିକ ପରୀକ୍ଷା କଥାକହିଲେ,ମୋବାଇଲ କଥାକହିଲେ?

  • @ghasiamajhi2365
    @ghasiamajhi2365 2 года назад +4

    ପୂର୍ବ ଜନ୍ମ ଅଛି କିନ୍ତୁ ସେ ବିଷୟରେ କୋଟିରେ ଜନେ କିମ୍ବା ଦୁଇ ଜଣ ଜାଣି ପାରନ୍ତି ସବୁ ଜାଣି ପାରିବେ ନାହିଁ

  • @lalu-kj8bi
    @lalu-kj8bi 3 года назад +6

    ଭୁଲ କହିଲେ ମା କୁକୁର ମେଣ୍ଡା କହିଲେ ଠିକ ଅଛି କିନ୍ତୁ ଗାଈ ଜନ୍ମ ବହୁତ ପବିତ୍ର

  • @jyotsnamayeesahoo9226
    @jyotsnamayeesahoo9226 2 года назад +1

    ମିଥ୍ୟା ଜଗତେ ସବୁ ଗତ ।
    ସତ୍ୟ ହୁଏ ପ୍ରତିଫଳିତ ।।
    କଳ୍ପନାତୀତ ଏ ଜଗତ ।
    କାହାର ନାହିଁ ଭବିଷ୍ୟତ ।।
    ଅଜ୍ଞାନେ ଚିନ୍ତେ ଭବିଷ୍ୟତ ।
    ଜ୍ଞାନେ ନିଷ୍କାମେ ସମର୍ପିତ ।।
    ହୋଇ ଶାନ୍ତି ମୁକ୍ତି ନିଶ୍ଚିତ ।
    କହନ୍ତି ସନ୍ଥ ସୁଧା ପ୍ରାପ୍ତ ।।
    ପରମ ଜ୍ଞାନ ନବାକ୍ଷରୀ ।
    ପ୍ରକାଶେ ଉପଲବ୍ଧି କରି ।।

  • @biswamitramishra7186
    @biswamitramishra7186 2 года назад +1

    ଆପଣଙ୍କ ପ୍ରବଚନ ଶୁଣିଲି କିନ୍ତୁ କିଛି ଅଲଗା ଲାଗିଲାନି ପଞ୍ଚତନ୍ତ୍ର କାହାଣୀ ଯେମିତି

  • @gunanidhichhatria6397
    @gunanidhichhatria6397 2 года назад +1

    Rebirth.
    Goodwork
    Beposit I've
    Menneverdie.
    .....padjava

  • @bubunvlogs2666
    @bubunvlogs2666 3 года назад +12

    Madam mu apanankara sabu episode dekhuchi mote bahut bhala laguchi

  • @pbarik5831
    @pbarik5831 2 года назад +5

    Every things depends on Karma, next life according to noble work

  • @amitaraulo7792
    @amitaraulo7792 3 года назад +7

    Badhiya anubhava te. Jai jagannath Swami 🙏🙏

  • @kanaklatasamal470
    @kanaklatasamal470 3 года назад +7

    ଧନ୍ୟବାଦ୍ ସିଦ୍ଧାର୍ଥtv.
    ଜୟ ଜଗନ୍ନାଥ।

  • @secretstarmadhu4528
    @secretstarmadhu4528 3 года назад +10

    Nice thinking guruma🙏🙏🙏

  • @BAD_HERO14
    @BAD_HERO14 3 года назад +4

    Kehi biswas kara ki nakara but mu purba janma re hero thili 😁

  • @tofan306
    @tofan306 3 года назад +2

    ନାଶିକ ର କଉ ଗାଁ ନିଜକୁ ଜଣା ନାହିଁ 😀😀😀😀😀

  • @jaymaasantoshi2609
    @jaymaasantoshi2609 2 года назад +1

    🙏 Maa purnajanama katha AME kemite janibu kuhantu piz

  • @bidyadhardas8022
    @bidyadhardas8022 3 года назад +8

    ମା. ନାସିକ ରେ ମନୋହର ଦାସଙ୍କର୍ ଦୁଇ ପୁଅ. ବିନୋଦ ଏବଂ କମଳ... ପୁଣି ନାସିକ ରେ ତାର ପୂର୍ବ ଜନ୍ମ ର ଘର. ଏ ଜନ୍ମ ରେ ସେ ତ ନାସିକ ଯାଇ ନ୍ ଥିଲା. ତାକୁ ନାସିକ ନେଇକି ଗଲେ. ତାହା ହେଲେ ମନୋହର ଦାସ ଙ୍କ ଘର କେଉଁଠି.?

  • @mangulisahoomangulisahoo6715
    @mangulisahoomangulisahoo6715 3 года назад +4

    ଏ ଦେହ ଛାଡି ଲେ ଯନ ନାହିଁ ଯେବେ ଯନମ ହେଵ ହେତୁ ନାହିଁ

  • @gadadharpradhan4079
    @gadadharpradhan4079 3 года назад +1

    Thanks so much GoodGodHelpyou jayjaganathjaysreektishanjaysreeRamJayJawanJayKisanJayHind GayakRasaLila SreeSreeBrajabihariJubaNatyaSansad Banksalua'RaghunathprasadNyagarhDist GadadharpradhanGayakMahanayak KanthaRatna Upadhiprapta

  • @aniruddhadas5169
    @aniruddhadas5169 Год назад

    ପୂନର୍ଜନ୍ମ କୁ କେମିତି ଆମେ ଜାଣିବା
    ବିଷୟଟି କୁ ପୂରାକରନ୍ତୁ,

  • @amulyakumarbarik1981
    @amulyakumarbarik1981 2 года назад +7

    ବହୁତ ସୁନ୍ଦର

  • @banamalidehury8757
    @banamalidehury8757 3 года назад +4

    ପିଲା ର ବୟସ 5 ବର୍ଷ . ମୁର୍ତ୍ତୃ ହେଇଥିଲା 10ବର୍ଷ ପୂର୍ବରୁ. 5ବର୍ଷ ଆଉ କେଉଁ ଜନ୍ମ ହେଇଥିଲା? ନାଁ 5ବର୍ଷ ଆତ୍ମା କରୁଥିଲା କଣ? କେବେ କହିବ 84ଜୁନି ପରେ ମନୁଷ୍ୟ ଜନ୍ମ ଗହଣ କରେ ପୁଣି କହିବ ପୁର୍ନର ଜନ୍ମ ପାଏ???

    • @banamalidehury8757
      @banamalidehury8757 3 года назад +2

      ଆଉ କହିଲନି ପୂର୍ବ ଜନ୍ମ କେମିତି ଆମେ ମନେ ପକାଇବା

    • @kailashbehera2
      @kailashbehera2 3 года назад +3

      @@banamalidehury8757 ପ୍ରଥମେ ଶାକାହାରୀ ହୁଅନ୍ତୁ, ସତ୍ୟରେ ଚାଲନ୍ତୁ, ମହାପ୍ରଭୁଙ୍କୁ କଠୋର ତପସ୍ୟା କରନ୍ତୁ, ସମାଜ ପାଇଁ ଉପଯୁକ୍ତ କର୍ମ କରନ୍ତୁ , ତପସ୍ୟା ସିଦ୍ଧ ହେଲା ପରେ ପୂର୍ବ ଜନ୍ମ ଜାଣି ପାରିବେ, ପ୍ରଭୁଙ୍କୁ ପଚାରି ବି ପାରିବେ, ପ୍ରଭୁ ବହୁତ ସୁନ୍ଦର କଥା କୁହନ୍ତି, ମୋର ପୂର୍ବଜନ୍ମରେ କେଉଁଠି ଥିଲି, ମୋର ନାମ କଣ ଥିଲା, କଣ କାର୍ଯ କରୁଥିଲି, ମୋର ପିତାମାତା କିଏ ଥିଲେ, ବହୁତ କିଛି ତଥ୍ୟ ମତେ ମିଳି ପାରିଛି, ଚେଷ୍ଟା କରନ୍ତୁ ... ଦେବ ଭୂମିରେ ସବୁ ସମ୍ଭବ। ଜୟ ହୋ,,, ଜୟ ଜଗନ୍ନାଥ 🙏🙏🙏

  • @kailashpradhan3778
    @kailashpradhan3778 3 года назад +1

    Subakta

  • @madhusaunta9015
    @madhusaunta9015 2 года назад +2

    ବହୁତ ଭଲ ଲାଗୁଛି ମା ଇଂରାଜୀ ଭାଷା ବିନା ପ୍ରବଚନ କରନ୍ତୁ ଜୟ ଜଗନ୍ନାଥ ଧନ୍ୟବାଦ

  • @bibekanandaaicha6705
    @bibekanandaaicha6705 Год назад +1

    Kalpana Maa apananka Pravachan Bahut Sundar,

  • @bipinbiharimohanty3687
    @bipinbiharimohanty3687 3 года назад +2

    Kahani kahi manisanku mendha banauni kintu bhagabata bani Right , kou jugare Apari Hoinahi

  • @SantoshSahu-pz8ou
    @SantoshSahu-pz8ou 3 года назад +4

    Om namah shivaya 🕉️🏵️🌺🌷🙏🙏

  • @pranbehera1932
    @pranbehera1932 3 года назад +1

    Purba para janma katha na kahi eai janma ku ame kibhali Sarthaka kari pariba se bisaya kuhantu. Nara katha Narayan nku agochara.

  • @narayanaguin-xb1uf
    @narayanaguin-xb1uf Год назад +1

    Om

  • @ashokkumarmishra7424
    @ashokkumarmishra7424 2 года назад

    ନାସିକ ରେ ଦାଶ କୋଉଠୁ ଆସିଲେ ପୁଣି ଓଡ଼ିଆ ନା? 🤔

  • @rambig2730
    @rambig2730 Год назад

    Aapanakun welcome Janau chhu ki Rajkishor Neti, padmini Neti

  • @MalatiSahoo-ub9zp
    @MalatiSahoo-ub9zp 11 месяцев назад

    Ma tu ma kahebasundara mu su ne

  • @pitambar9322
    @pitambar9322 3 года назад +4

    ଆପଣଙ୍କର ପୂର୍ବ ଜନ୍ମ କଥା ମନେ ଅଛି କି। ଆମେ ମନକୁ ଧ୍ୟାନକଲେ ମନର ସବୁ ସ୍ମୃତି ମନେପଡେ। ଯଦି ଆମେ ଆମର ଆତ୍ମାକୁ ଧ୍ୟାନକରି ଆତ୍ମାକୁ ଚିହ୍ନି ଜାଣି ପାରିବା ଏବଂ ସମସ୍ତ ପାପର ଆବରଣରୁ ଆତ୍ମା ବାହାରକୁ ଆସିଲେ ଆତ୍ମାର ସମସ୍ତର ଜନ୍ମ କଥା ମନେ ପଡିବ।

  • @bijoykumarmohapatra3730
    @bijoykumarmohapatra3730 2 года назад

    Delivering irrelevant information and misguiding innocent people. Please stop this.

  • @saraswatipradhan4118
    @saraswatipradhan4118 3 года назад +3

    ଜୟ୍ ଜଗତଵାଦ୍ଧଵ ଜୟ ଜଗନ୍ନାଥ 🙏🙏🙏🙏

  • @PradeepKumar-up9iz
    @PradeepKumar-up9iz 3 года назад +3

    Nija janma katha jani nathibe aamara janma katha kahuchanti maha prabhu jaganatha achanti aama sahita aara janmara katha janiba darkara nai🙏🙏

  • @Duddle-probe
    @Duddle-probe 2 года назад

    Ai janma ku sambhali baku samay nahin
    purba janama katha bhabini ketebele

  • @santoshkumargouda9183
    @santoshkumargouda9183 2 года назад +1

    ଭଲ ଗୋପ ଗୋଟେ ଜୟ ଜଗନ୍ନାଥ 🙏🙏🙏

  • @dasdas416
    @dasdas416 2 года назад

    Ame punarjanma na neba pain su karma kariba darakar,,,,,, manisa janma bi nuhen,,,,,,,,,

  • @anantam4954
    @anantam4954 3 года назад +1

    ମନ ଗଡl କାହାନି କହୁଛୁ

    • @anantam4954
      @anantam4954 3 года назад

      ବାଳ ଟା ଜାଣିଛୁ

    • @namita5373
      @namita5373 2 года назад

      Aapon bohut jani chhanti aau pura pandita 🤣🤣🤣🤣🤣

  • @rajendra9773
    @rajendra9773 3 года назад +4

    ଭାଗବତ ର ଅଛି ମଣିଷ ମାରିବା ପରେ କିଛି ଦିନ ଆତ୍ମା ଘୁରି ବୁଲି ଥାଏ, ଯଦି ନିଦ୍ଧିଷ୍ଟ ସମୟ ପୂର୍ବରୁ ଜନ୍ମ ନିଏ, ତାର ପୂର୍ଵ ଜନ୍ମ କଥା ମାନେ ରହିଥଏ l ଜୟ ଜଗନ୍ନାଥ l

  • @dilipkumarjena4458
    @dilipkumarjena4458 2 года назад

    କଥା ସବୁ କେତେ ଟାଣ କାନକୁ କଷ୍ଟ ହେଉଛି ।

  • @harischandranayak1973
    @harischandranayak1973 2 года назад

    Atma ajay. amar.abnasi.punarjanam sunischit.. jay jagannath

  • @ashokkumardash1444
    @ashokkumardash1444 2 года назад

    ବାସ୍ତବିକ୍,ଏପରି ପ୍ରବଚନ ବେଶ୍ ହୃଦୟସ୍ପର୍ଶୀ।ଜଗନ୍ନାଥ କ କୃପାରୁ ମା ଙ୍କ ର ମୁଖରୁ ଏହିପରି ଅନର୍ଗଳ ଭଗବାନଙ୍କ ସମନ୍ଧରେ ସତ୍ୟ କାହାଣୀ ପ୍ରକାଶ ପାଆଉ।...............Gandhimarga,Athgarh,Cuttack,୯୪୩୮୦୬୪୪୫୫.

  • @himansuexpress2509
    @himansuexpress2509 2 года назад

    Soriro punor jonmo nianahi, atma punor jonma nie

  • @debiprasadmohapatra2026
    @debiprasadmohapatra2026 4 месяца назад

    Nasik ra keun gan. Abun keun bajar keun dokan deithila ?

  • @gobinddas8336
    @gobinddas8336 2 года назад

    ମାତାଜି ଆପଣଙ୍କ ପୂର୍ବଜନମ ମନେ ଅଛି ଟି, ଜଦି ମନେ ନାହିଁ,,ୟାର ତାର ଉଦାହରଣ ଦିଅନି,ନିଜ ପୁର୍ବ

  • @barsharani7729
    @barsharani7729 3 года назад +4

    Thankyou maa

  • @sureshchandrapatro2392
    @sureshchandrapatro2392 3 года назад +2

    Om namah bhagabate basudebaya dt 30.07.2021

  • @akshaymallik6314
    @akshaymallik6314 3 года назад +3

    Jay maa tarini and Jay shiva sambhu

  • @harekrushnadaskanhaglen8169
    @harekrushnadaskanhaglen8169 3 года назад +8

    Jay Jay jagannth🙏🙏🙏❤❤❤

  • @prasannabehera7221
    @prasannabehera7221 2 года назад

    Sampurna bhul katha kahuchhanti.karan katha re talamela rahuni ege ku nei

  • @pradeeppanda2512
    @pradeeppanda2512 3 года назад +1

    Babanku dakichi temku bhudi dia

  • @namitasahoo9238
    @namitasahoo9238 3 года назад +4

    ଜୟ ଜଗନ୍ନାଥ 🙏🙏🙏🙏

  • @binodkhuntia2145
    @binodkhuntia2145 3 года назад +3

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @gopabandhu55
    @gopabandhu55 3 года назад +5

    ବାରମ୍ବାର ହରିରାମ ସ୍ମରଣ କଲେ ପୂର୍ବଜନ୍ମର କଥା ସ୍ମରଣ ଆସେ। ମାତ୍ର ପୂର୍ବଜନ୍ମର କଥା କେହି ଜାଣି ପାରିବେ ନାହିଁ। ଜନ୍ମମରଣଚକ୍ରର କୈାଣସି ପ୍ରମାଣ ନାହିଁ,ବା ମୃତ୍ୟୁ ପରେ ଅବଶେଷ କିଛି ରହୁନାହିଁ। କେବଳ ଜ୍ଞାନକୁ ବଢାଇଲେ ଯାଇ ପୂର୍ବଜନ୍ମର ଜ୍ଞାନ ସ୍ମରଣ ଆସିବ।

  • @prasantprada8960
    @prasantprada8960 3 месяца назад

    Jay Jagannath Sawmi 🙏🙏🙏🙏🙏🕉️🕉️🌷🌷👃👃🙏

  • @manoranjandas4597
    @manoranjandas4597 3 года назад +2

    Jai shree ram

  • @geniusmathandphysics2841
    @geniusmathandphysics2841 2 года назад

    Managadha kahani

  • @gyanendrapratapdash5181
    @gyanendrapratapdash5181 2 года назад

    Ei mananku Jatismara kuhajae.Ei bhali anek ghatana bharata re o anya deshare ghatichi.American Society for Physical Research ei digare gabeshana karicchanti.Odishar Pranabananda Tripathy "Mrityu pare Jibana " Lekhi chhanti.Swami Nigamananda Saraswati mdhya anek katha lekhi cchanti.Apana alochana karhcchanti khushira katha.Samaste jadi mrityu bishayare chetana rahante kehi anyaya karante nanhin.kintu eha sambhav nuhe.

  • @bksantoshkumar7843
    @bksantoshkumar7843 3 года назад +2

    ଆପଣ ଜାହା କହିଲ ଠିକ୍ କହିଲ
    କିନ୍ତୁ ଟିକିଏ ପୂର୍ବରୁ କହିଲ ମଣିଷ ୮୪ ଲକ୍ଷ ଜନ୍ମିରେ
    ଜନ୍ମ ହୁଏ ,ପୁଣି କହିଲ ମଣିଷ ଜନ୍ମ ମଣିଷ ଜନ୍ମିରେ ଜନ୍ମ ହୁଏ
    ଏବେ ମୋର ପ୍ରଶ୍ନ ଏହାର ପ୍ରମାଣିତ କଣ ?

  • @gadadharbehera4265
    @gadadharbehera4265 2 года назад

    lo

  • @lalitlochandas.4703
    @lalitlochandas.4703 2 года назад

    can lii c whykabirasip

  • @shreebahinipati2617
    @shreebahinipati2617 2 года назад

    Aha.kan.sata

  • @BanamaliNayak-r4c
    @BanamaliNayak-r4c Год назад

    Thnkyoukalpanamadam.namaste

  • @subhranshubhushanpanda3939
    @subhranshubhushanpanda3939 2 года назад

    Eita odisha ra kou jaga ra ghatana

  • @khageswarmallik2856
    @khageswarmallik2856 2 года назад

    Jay Jaganath swami nayan path gami bhabatu main

  • @ajayapattnaik3106
    @ajayapattnaik3106 2 года назад

    Really Incident

  • @Tapandas-kr3kk
    @Tapandas-kr3kk 3 года назад +7

    Subha sakala maa

  • @subhranshubhushanpanda3939
    @subhranshubhushanpanda3939 2 года назад

    Give proper address

  • @sureshsubudhi9764
    @sureshsubudhi9764 2 года назад

    Maamommtaamy

  • @NeelimaNaik-dw7hn
    @NeelimaNaik-dw7hn Год назад

    Bahut sundar mem🙏🙏

  • @trilochandehury8346
    @trilochandehury8346 2 года назад +1

    Nice story 😊 true story very good 😊

  • @sadhusahu3573
    @sadhusahu3573 3 года назад +2

    Thanks mem

  • @kishorilatasethi8180
    @kishorilatasethi8180 Год назад

    Bahut bhalka ganibaku pailu

  • @maheswarpradhan343
    @maheswarpradhan343 3 года назад +1

    Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jitendrabehera1091
    @jitendrabehera1091 2 года назад

    Sundar,biutyfool

  • @sarojkumarpaikaray6749
    @sarojkumarpaikaray6749 2 года назад +2

    Jay Jagannath 🙏🌼❤️🙏

  • @benudharsathua3017
    @benudharsathua3017 2 года назад +1

    Jay shree krishna🌹🙏🌹

  • @pramilanayak7325
    @pramilanayak7325 3 года назад

    👌👌👌👌👌👍👍👍👍👍👍👍🙏🙏🙏🙏🙏🙏🙏🙏🙏🙏🙏

  • @krishnamohantumulu3800
    @krishnamohantumulu3800 3 года назад +3

    Best topic 👌

  • @topoisahu4819
    @topoisahu4819 3 года назад +5

    Congratulations madam 🙏🙏🙏🙏🙏🙏🙏🌹🌹🌹🌹

  • @mangarajmahali1854
    @mangarajmahali1854 3 года назад +2

    Pranam maa

  • @sunitapanigrahy7402
    @sunitapanigrahy7402 2 года назад

    ଜୟଶ୍ରୀ ଗୋବିନ୍ଦ 🙏🏼🙏🏼💐💐😌😌

  • @sibasahoo30
    @sibasahoo30 3 года назад +1

    Apana kana thila
    Ara janamare kuha 😁😁

  • @biniswain9311
    @biniswain9311 2 года назад +1

    🙏🙏🙏🙏🙏

  • @suratinayak3632
    @suratinayak3632 3 года назад +1

    Jay Jagannath jay gurumaa🙏🙏🤝🤝🤝🤝🤝🤝🤝🤝🤝🙏

  • @namitarout5235
    @namitarout5235 2 года назад

    Right

  • @basantisahu9744
    @basantisahu9744 2 года назад

    True

  • @Pradeepkishoredas
    @Pradeepkishoredas 11 месяцев назад

    1:44 1:47 1:49

  • @basistaswain1587
    @basistaswain1587 3 года назад +5

    ପ୍ରଣାମ ଗୁରୁମା💐🙏

    • @tofan306
      @tofan306 3 года назад

      To guruma ku ------------------

  • @barshashooo6313
    @barshashooo6313 2 года назад

    Bg

  • @jayantiranimishra6453
    @jayantiranimishra6453 3 года назад

    By

  • @madanmohansahoo8970
    @madanmohansahoo8970 2 года назад

    By

  • @harishchandrakhuntia9045
    @harishchandrakhuntia9045 2 года назад

    Mm

  • @gourachandratripathy3436
    @gourachandratripathy3436 2 года назад

    Good