୧୯୭୪ରୁ ଚାଲିଛି ଭୁବନେଶ୍ବରର ଏହି ବରା ଦୋକାନ, ବାପାଙ୍କ ପଥେ ପଥେ ପୁଅ...
HTML-код
- Опубликовано: 9 окт 2024
- ଭୁବନେଶ୍ବରର ଶ୍ରୀରାମ ନାଗରେ ରହିଛି ଏହି ସୁପ୍ରସିଦ୍ଧ ବରା ଦୋକାନ ,୧୯୭୪ ମସିହାରୁ ଏହି ବରା ଦୋକାନରେ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଭିଡ଼ ଲାଗି ରହେ ।
#bhubaneswarstreetfood #streetfoodindia #indianstreetfood #bulubhaina #bhubaneswar #bhubaneswarsmartcity #streetfood #bhubaneswarfood #bhubaneswarnews #suchanatv24x7
Dear Viewers,
We have painstakingly prepared unique videos which have been carefully edited keeping in mind RUclips policy and guidelines and the taste of our beloved viewers be it breaking news, national news, international news, videos or #shorts.
Thank You for watching #suchanatv24x7
Our social media platforms:
Website - suchanatv.com/
Twitter - / suchanatv24x7
Facebook- / suchanatv24x7
RUclips - / @suchanatv24x7
Whatsapp- whatsapp.com/c...
For trade queries please contact us:
E-mail: suchanatv@24x7@gmail.com
My favourite shop during my school days.
ବୁଲୁ ବରାର ସୁଆଦ ନିଆରା. ମୁଁ ତା ଠାରୁ ଦୀର୍ଘ ଚାଳିଶି ରୁ ଉର୍ଦ୍ଧବର୍ଷ ଧରି ଖାଇଆସୁଛି. ଏମିତି ପିଲାମାନେ ଅଛନ୍ତି, ଯେଉଁମାନେ ତା ଠାରୁ ବରା ଖାଇଛନ୍ତି. ପରବର୍ତ୍ତୀ ସମୟରେ ଡାକ୍ତର, ଇଞ୍ଜିନିଅର ପ୍ରଫେସର ହୋଇଛନ୍ତି. ତାଙ୍କୁ ଦେଖି ସେ ଭାରି ଖୁସିହୋଇଥାଏ. ପ୍ରସନ୍ନ
I have been going since 2 years. I have marked this place and updated this place with photos and review as I do google maps editing and reviews. Very good taste,ghughuni is also good which should be of any bara shop,decent price. Rs 3 for bara and aloochop and Rs 5 per ghughuni plate,second time also some extra. Rs 20,stomach full.
ବାପାଙ୍କ ସ୍ମୃତିକୁ ଆଜିବି ଜୀବିତ ରଖିଛନ୍ତି ପୁଅ
Very nice
ରବି ବରା.. ଵି ନମ୍ବର one 😊
ଭଲ ଦୋକାନ ନୁହେଁ ଝୁମ୍ପୁଡି ଘର ଦେଖେଇ ଲୋକ ମାନେ ଭୂୟାଁ ବୁଲୁଛନ୍ତି
Timing
3pm
ଏତେ ଦିନର ବରା ଖାଇଲେ ଝାଡା ହବ