ସ୍ମାର୍ଟ ସିଟିରେ ସ୍ଲମ ଲର୍ଡ଼: କବ୍ଜାରେ ସରକାରୀ ଜମି ଝୁଗି, ଭଡାରେ ଲାଗିଛି ସରକାରୀ ଆବାସ ଗୃହ

Поделиться
HTML-код
  • Опубликовано: 9 окт 2024
  • ଗରିବ ଶ୍ରେଣୀର ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୂର୍ବତନ ରାଜ୍ୟ ସରକାର ଆଣିଥିଲେ ଆବାସ ଯୋଜନା । ଉଦ୍ଧେଶ୍ୟ ଥିଲା ସ୍ମାର୍ଟ ସିଟି ଭୁବନେଶ୍ୱର ବସ୍ତିମୁକ୍ତ ହେବା ସହ ଆହୁରି ସୁନ୍ଦର ହେବ ରାଜ୍ୟ ରାଜଧାନୀ । କିନ୍ତୁ ବସ୍ତି କମିବା ତ ଦୂରର କଥା, ବଢି ଚାଲିଲା ଅପରାଧ । ଭୁବନେଶ୍ୱରରେ ବଢ଼ିଲା ସ୍ଲମ ଲର୍ଡ଼ ଙ୍କ ସଂଖ୍ୟା ଆଉ ଦୁଇ ନମ୍ବରୀ କାରବାର । #bhubaneswar #bhubaneswarnews #basti #slumarea #crime #crimnews #bjdodisha #odishagovt #slumlord #suchanatv24x7
    Dear Viewers,
    We have painstakingly prepared unique videos which have been carefully edited keeping in mind RUclips policy and guidelines and the taste of our beloved viewers be it breaking news, national news, international news, videos or #shorts.
    Thank You for watching #suchanatv24x7
    Our social media platforms:
    Website - suchanatv.com/
    Twitter - / suchanatv24x7
    Facebook- / suchanatv24x7
    RUclips - / @suchanatv24x7
    Whatsapp- whatsapp.com/c...
    For trade queries please contact us:
    E-mail: suchanatv@24x7@gmail.com

Комментарии • 198

  • @ratiranjanbehera2106
    @ratiranjanbehera2106 5 дней назад +84

    ଏମାନେ ଏ ଘରକୁ ଭଡାରେଦେଇ ପୁଣି ଆଉ କୋଉଟି ବସ୍ତି କରି ରାହୁଛନ୍ତି। ସରକାର ଭୁବନେଶ୍ୱରରୁ ସବୁ ବସ୍ତି ଭାଙ୍ଗି ଏମାନଙ୍କୁ ବିଦା କରିବା ଦରକାର। ଏମାନେ ରହିକି ଏଠାରେ କ୍ରାଇମ୍ ବଢ଼ଉଛନ୍ତି ନହେଲେ ଆଉ କିଛି ନାହିଁ।

  • @itsbikram24
    @itsbikram24 5 дней назад +37

    ସରକାର ଏଥି ପ୍ରତୀ କଠୋର ହେବା ଦରକାର। ଏହି ପରି ହେଲେ ଗରିବ କମିବେ ନାହିଁ କି ଦେଶ ରାଜ୍ୟ ର ଉନ୍ନତି ହେବ ନାହିଁ । ଲୋକ ଏବେ ଗରିବ ହେବା କୁ ଚାହୁଁଛନ୍ତି।ଗରିବ ହୋଇ ସରକାରୀ ସୁବିଧା ପାଇବ ପାଇଁ ଚାହୁଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

  • @SarojKumar-mp2nu
    @SarojKumar-mp2nu 5 дней назад +51

    ଯେତେ ବି ବସ୍ଥି ଅଛି ନା bbsr ରେ ସେଥିରେ 90% ଲୋକ କେବଳ ବସ୍ତିରେ ଘର କରିକି ଭଡା ଲଗେଇଛନ୍ତି 🙏

    • @mr.Lalitnarayan1989
      @mr.Lalitnarayan1989 5 дней назад +1

      Hm 😮

    • @factsunloaded4808
      @factsunloaded4808 13 часов назад

      Ei manaka bhitaru adharu besi illegal Rohingyas and Bangladeshis maane rahu chahti 🎉samaste yehi Rohingyas Bangladeshis crime karanti, drugs bikanti..kintu bjp and BJD govt chup 🎉

  • @hemantakumar007
    @hemantakumar007 5 дней назад +38

    ସେଠି ସମସ୍ତେ ପ୍ରାୟେ ଭଡାରେ ଲଗେଇଛନ୍ତି ଘର ତା ପରେ ସରକାରୀ ଚାକିରିଆ ବି ପାଇଛନ୍ତି ଘର କିଛି ଇନକ୍ୱାରୀ ହେଇନି ଯିଏ ଚାହିଂଲା ସିଏ ପାଇଲା ସବୁ ସେ ଶଳା ସେକ୍ରେଟିରି ଆଉ ପେସିଡେଣ୍ଟ ର କାମ ସେମାନଙ୍କୁ ଯିଏ ପଇସା ଦେଲା ସେ ତାହାର ଘର କରିଦେଇଛନ୍ତି ତାହାର ଯାଞ୍ଚ କରାଯାଉ

  • @9853276625
    @9853276625 3 дня назад +11

    ବସ୍ତି ପାଇଁ ହିଁ crime ବଢୁଛି

  • @manaswinisahoo6357
    @manaswinisahoo6357 4 дня назад +6

    ଅତ୍ୟନ୍ତ ହୀନ ବୁଦ୍ଧି
    ନିନ୍ଦନୀୟ

  • @jaydhanraj8864
    @jaydhanraj8864 5 дней назад +15

    ସରକାର ଆବାସ ଦେଇଥିବା ଲୋକଙ୍କ ଲିଷ୍ଟ ପୁଣି ଚେକ୍ କରିବା ଦରକାର

  • @mrutyunjaydas2296
    @mrutyunjaydas2296 4 дня назад +9

    ତାହେଲେ Gvt କଣ ପାଇଁ ଦେଇଥିଲା ପୁଣି ସେମାନେ କହିବେ ଆମୋର ଘର ନାହିଁ ଆମକୁ ଘର ଦିଆଯାଉ Gvt ଏମାନଙ୍କ ଠାରୁ ଘର କଣ ପାଇଁ ନେଇଯାଉନାହିଁ

  • @encourage.students
    @encourage.students 3 дня назад +6

    ସବୁ ମାଗଣା। ଘର ନାହିଁ ବୋଲି କହିବା ଲୋକ ଙ୍କ କଥା ସରକାର ଠିକ ଭାବରେ ବିଚର କରିବା ର ଥିଲା। ଘର ନଥିବା ଲୋକ କଣ ଜନ୍ମ ବେଳେ ଗଛ ମୂଳରେ ଥିଲେ ଏ କଥା ସରକାର ଅନୁସନ୍ଧାନ କାରି ଘର ଦେବା ଉଚିତ

  • @chandiprasadsamant66
    @chandiprasadsamant66 5 дней назад +12

    ସବୁ NAC , Municipality ଏବଂ Corporation ଅଞ୍ଚଳରେ ସରକାରୀ ଦୋକାନ ଘର ମଧ୍ୟ ଭଡ଼ାରେ ଲାଗୁଛି ।

  • @jaydhanraj8864
    @jaydhanraj8864 5 дней назад +10

    ଆବାସ ପାଇଥିବା ଲୋକ ପ୍ରାୟ ପଇସା ବାଲା । ପଇସା ଦେଇ ଆବାସ ଯୋଜନା ପାଇଛନ୍ତି ।

  • @debpat2007
    @debpat2007 День назад +2

    Waaah aaauhuri darkaar CCTV wonderfoool

  • @kunukunu958
    @kunukunu958 4 дня назад +6

    ସମସ୍ତ ଘର ପାଇଥିବା ବସ୍ତୀ ବାସିନ୍ଦା ଙ୍କୁ ଗୋଟେ ନୋଟିସ କରାଯାଇ,ସେମାନେ ନିଜ କାଗଜ ପତ୍ର ସହିତ ଉପସ୍ଥିତ ରହିବେ ,ଗୋଟେ ତାରିଖ ମଧ୍ୟ ଦିଆ ଯାଉ,ତାପରେ ଜଣା ପଡ଼ିବ କିଏ ପଇସା ବାଲା ଲୋକ ପାଇଛନ୍ତି.?

  • @santoshsethi9498
    @santoshsethi9498 3 дня назад +4

    Bharat pura basti sem situation
    Most very Fayed

  • @manojkumarsethy9414
    @manojkumarsethy9414 3 дня назад +2

    Wow ରେ ବେବସ୍ତା .....

  • @akpanda833
    @akpanda833 4 дня назад +5

    Govt must investigate

  • @gouriprasadpatra6208
    @gouriprasadpatra6208 4 дня назад +4

    Govt should immediately cancel such allotment.

  • @sandhyatara1993
    @sandhyatara1993 5 дней назад +15

    ଗାଁ ରେ ଯୋଉଁମାନଙ୍କର କାର, ac, ପକ୍କା ଘର ଅଛି ସେମାନଙ୍କୁ ରେସନ କାର୍ଡ ମିଳୁଛି.. କୋଉ base ରେ ଦିଆଯାଉଛି

    • @SKumar-rb1tz
      @SKumar-rb1tz 5 дней назад +5

      BJD ku pachara. Vote bank rajaniti re sabu kichhi sambhaba.

    • @factsunloaded4808
      @factsunloaded4808 13 часов назад

      BJD Ra anadekha barbaad Kari ki rahjchi..Ei manaka bhitaru adharu besi illegal Rohingyas and Bangladeshis maane rahu chahti 🎉samaste yehi Rohingyas Bangladeshis crime karanti, drugs bikanti..kintu bjp and BJD govt chup 🎉

  • @gopalkrishnadash3232
    @gopalkrishnadash3232 4 дня назад +4

    ଏ ସବୁ ଆବାସିକ ଗୃହ ଗୁଡିକୁ ନିୟମିତ ତଦାରଖ କରି ଭଡା ଦେଇଥିବା ହିତାଧିକାରୀଙ୍କ ଆଲଟମେଂଟ ନିର୍ଦ୍ଦେଶନାମା ରଦ୍ଦ କରାଯିବା ଜରୁରୀ କାରଣ ଏମାନେ ଯୋଗ୍ୟ ନୁହନ୍ତି ସେ ଆବାସ ପାଇଁ ଏବଂ ସମ୍ଭବତଃ ପୁନଶ୍ଚ ଲାଭ ପାଇବା ଆଶାରେ ସହରରେ ଅନ୍ୟତ୍ର ସରକାରୀ ଜାଗା ଜବରଦଖଲ କରିରହିଥିବେ।

  • @bibhutibhusandash6475
    @bibhutibhusandash6475 5 дней назад +15

    Ethi pain BJD Sarakar harila

    • @SKumar-rb1tz
      @SKumar-rb1tz 5 дней назад +4

      Eithie paie 24 Barsha hela BJD govt jituthila. Action heba, kintu apakhya Kara.

    • @factsunloaded4808
      @factsunloaded4808 13 часов назад

      BJD Ra anadekha eita karana..karana BJD corruption karibaare byesta thila..Ei manaka bhitaru adharu besi illegal Rohingyas and Bangladeshis maane rahu chahti 🎉samaste yehi Rohingyas Bangladeshis crime karanti, drugs bikanti..kintu bjp and BJD govt chup 🎉

  • @haraprasadmahanta4657
    @haraprasadmahanta4657 4 дня назад +5

    ସେମାନଙ୍କ ଘରେ ଵାପସ ନେବା ସରକାର

  • @JimendraDigal-rf8sw
    @JimendraDigal-rf8sw 5 дней назад +5

    ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର।

  • @kslconstructionandinterior9340
    @kslconstructionandinterior9340 3 дня назад +1

    Nice video

  • @4chijacker141
    @4chijacker141 4 дня назад +4

    ଗରିବ ଶ୍ରେଣୀର ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୂର୍ବତନ ରାଜ୍ୟ ସରକାର ଆଣିଥିଲେ ଆବାସ ଯୋଜନା । ଉଦ୍ଧେଶ୍ୟ ଥିଲା ସ୍ମାର୍ଟ ସିଟି ଭୁବନେଶ୍ୱର ବସ୍ତିମୁକ୍ତ ହେବା ସହ ଆହୁରି ସୁନ୍ଦର ହେବ ରାଜ୍ୟ ରାଜଧାନୀ । କିନ୍ତୁ ବସ୍ତି କମିବା ତ ଦୂରର କଥା, ବଢି ଚାଲିଲା ଅପରାଧ । ଭୁବନେଶ୍ୱରରେ ବଢ଼ିଲା ସ୍ଲମ ଲର୍ଡ଼ ଙ୍କ ସଂଖ୍ୟା ଆଉ ଦୁଇ ନମ୍ବରୀ କାରବାର ।

  • @SK24NYK
    @SK24NYK 4 дня назад +2

    Wow very good 👍 Government wasting taxpayers money and we middle class suffer a lot.

  • @ranjitsatapathy5951
    @ranjitsatapathy5951 4 дня назад +3

    Gov should cancell those houses who have given in rent as houses were given to poor family

  • @kumargauravmohapatra7694
    @kumargauravmohapatra7694 6 дней назад +12

    NILAMADHAB AWAS CHANDRASEKHAR PUR RA BAHUT DACAIT RAHUÇHANTI

  • @mrutyunjaydas2296
    @mrutyunjaydas2296 4 дня назад +3

    ତ Gvt BBSR ରୁ ବସ୍ତି ଊଛେଦ କରିଦିଆ ଜାଉ

  • @satyajeetjena-z8d
    @satyajeetjena-z8d День назад +1

    Nice

  • @chittaranjanmohapatra7859
    @chittaranjanmohapatra7859 6 дней назад +6

    What about Kuu- du-koo fast food stall of Master Canteen area.... Why that has not been canceled in spite of illegal possession....

  • @Chagala43
    @Chagala43 5 дней назад +6

    Maghia basti re ruha . Free re flat nia. Ki bhali govt re. Ame gote ghara kalabelaku gandi phati mela. Bahal govt chi chi khali politics pain

  • @niharkantabehera9776
    @niharkantabehera9776 4 дня назад +4

    Aji ka dinare gariba kahile madhyabarti pariwar..

  • @abdhutbariha4320
    @abdhutbariha4320 4 дня назад +3

    ଗରିବ ଲୋକଙ୍କ ପାଇଁ କେହି ନାହିଁ,

  • @chittaranjanray6449
    @chittaranjanray6449 4 дня назад +3

    Sa abasa paissa malikka tharuadaya karajaue

  • @sunilsahoo7434
    @sunilsahoo7434 3 дня назад +1

    Govt should seize all those houses which are on rent and owned by rich people

  • @chakradhartripathy2511
    @chakradhartripathy2511 5 дней назад +3

    Bjd bale pc le raha tha. Goons are get apartment theough bjd. I am requesting bjp govt to review the allotment strictly and tenants and owner. Plz do the needful.

  • @maitri56
    @maitri56 3 дня назад +1

    Gaadi registration number ru jana padi jibo gaadi ti kaharo....khojo taku.

  • @Jrpaida
    @Jrpaida 4 дня назад +1

    Amo keonjhar dist re amiti heuchi

  • @RajaDas-pp1ez
    @RajaDas-pp1ez 5 дней назад +1

    Bhai basti basinda hi adhika crime karanti,e sabu lokamananku ghara alert heichi ,dhanya e Odisha.

  • @kumargauravmohapatra7694
    @kumargauravmohapatra7694 6 дней назад +6

    SABU BHADA RA LAGAICHANTI 5 TA MAIKHINIA RAKHICHANTI BHALA INCOME KARU CHANTI GOVT JAGA BIKUCHANTI

  • @bhagyabhusanmahapatra2457
    @bhagyabhusanmahapatra2457 5 дней назад +1

    Exactly

  • @ashoknanda1170
    @ashoknanda1170 4 дня назад +2

    Durniti Haichhi
    Owner Rahi Paribeni
    Tanku Lajya Lagiba Bada Laka Ghara Paichhanti

  • @bibekanandanaik3509
    @bibekanandanaik3509 5 дней назад +3

    Madhubabu pension Yojana ra inquiry hau. Why for below 40 years elegible !

  • @sangamkumarpanda6184
    @sangamkumarpanda6184 4 дня назад +1

    Vada re rahibee sethi pai sarakar tanku debe, orginal jou manee paiba katha semane jai dokan pindhare souchanti

  • @SKumar-rb1tz
    @SKumar-rb1tz 5 дней назад +2

    Govt investigation heunahi. Investigation officer bi chup chap basi rahichanti. Sabu jani samastey nirab. Kebala rajadhani re nuhe, odisha sara sabu stana re epari ghatuchhi.

  • @mohammedfiroj9333
    @mohammedfiroj9333 5 дней назад +3

    Just cancel the house

  • @sangamkumarpanda6184
    @sangamkumarpanda6184 4 дня назад +1

    Total au thare semanku verified karantu sarakar au bitadita karantu please 🙏

  • @sukantapatra7663
    @sukantapatra7663 5 дней назад +5

    Nayak picture ଭଳି action ନୀଆଯାଉ

  • @smrutiranjanm6
    @smrutiranjanm6 5 дней назад +3

    People want to be poor to live a happy life without doing anything

  • @Chagala43
    @Chagala43 5 дней назад +2

    Basti kana regd mu bujhiparuni. Mu bhabuchi rajmahal chowk centre re ghara kariki rahibi. Govt bhi mote regd kariba free re.

  • @prashantachandrapanda
    @prashantachandrapanda 5 дней назад +2

    Cancel allotment simply. Is it that difficult.

  • @niharkantabehera9776
    @niharkantabehera9776 4 дня назад +1

    Semane Voda re deiki au gote jagare basti karuchhanti

  • @sambeetpattnaik6455
    @sambeetpattnaik6455 5 дней назад +2

    Sabu income tax raid kari ki jail re purao

  • @kingstudio3741
    @kingstudio3741 День назад

    Ai mane mu ghara KV pakhare RENT re khoju thiba time re 2022 bele 8000/ rs bhada re debe boli offer v kari thile.......mu tension re na kahi dei thili...
    Mu pacharibaru seimane direct janei thile ...pua jhiya sabu diff. Diff basti re jie jauthi icha...rahi jau chanti...so that sei samastanku diff diff.ghara mili jiba....

  • @RiyaSharma-w6z
    @RiyaSharma-w6z День назад

    sabu ganjei bepara ra kamal

  • @SushantaPatra-gf4dc
    @SushantaPatra-gf4dc 5 дней назад +1

    Sar kar ku anurodha tadanta kari Jo bhai mane abasa ghara ku bhda re deai chanti se mana kar ghara ku cancal kari baku mor anu rodha.

  • @pradeeppanigrahi3335
    @pradeeppanigrahi3335 3 дня назад

    ଆପଣମାନେ ବସ୍ତି ସବୁ ବୁଲି ଆସନ୍ତୁ, ସେଇଠି ମଧ୍ୟ ଦାମୀ କାର ପାଇବେ ଆଉ ପ୍ରତ୍ୟେକ ଝୁପୁଡିରେ ଦାମୀ ସରଞ୍ଜାମ ପାଇବେ. ସରକାର ଏଇ ମାନଙ୍କୁ BPL କାର୍ଡ ଦେଇଛି ସତ, କିନ୍ତୁ ଏମାନେ, APL ରୁ ଉପରେ. ସବୁ ପ୍ରକାର ସରକାରୀ ସୁବିଧା ପାଇଁକି ବଡ ଲୋକ ହେଉଛନ୍ତି କିନ୍ତୁ income ଟାକ୍ସ ଦେଉନାହାନ୍ତି.

  • @Binodkumar-if6lk
    @Binodkumar-if6lk 4 дня назад +1

    Basti hii sabu chori gunda nka adda sthala.basti ku sampurna dhwansa kara jauu

  • @sabitasahoo9419
    @sabitasahoo9419 5 дней назад +1

    Ghara nahi boli sarkar hgara dele, kintu lokamane sehi gharaku bhada deuchhanti. Ethiru sposta janapaduchi jeumane ghara neichhanti semane arthika sakhyama. Tenu sarkarnku anurodh ehara janch kari fraud case re kathora danda diajau. Sarkar bicharku nebaku anurodh. 🙏

  • @Banamalitripathy-qh4gj
    @Banamalitripathy-qh4gj 4 дня назад +4

    ବିଜେଡି ସରକାର ରେ ସବୁ ଦୁର୍ନତି ହେଇଚି

  • @PratapMangaraj-l8y
    @PratapMangaraj-l8y День назад

    ଗରିବ ଆଉ ବସ୍ତିବାଲା ନାଁରେ ଏହା ବ୍ୟବସାୟ ଏମାନଙ୍କର କଣ ନିଜ ଗାଁରେ ଜମି ଘର ନାହିଁ ତାହେଲେ କୁଆଡୁ ଆସିଲେ ଏମାନେ ଠିକ୍ ତଦନ୍ତହେଉ

  • @manasisenapati5767
    @manasisenapati5767 5 дней назад +3

    Pakruta gariba dekha ghara diajau

  • @Joshibabunkpua
    @Joshibabunkpua 4 дня назад +1

    Nayak movie

  • @BabulalMahakur-t3i
    @BabulalMahakur-t3i 5 дней назад +2

    ଈଟାବି ମୋହନ ଶରକା ଦେଇଥିଲେ

  • @SanatanMadhei-u3t
    @SanatanMadhei-u3t 4 дня назад +1

    Goribaku dele seithire rajniti chaluchhi

  • @ganeshchandramishra2893
    @ganeshchandramishra2893 14 часов назад

    Some well to do business men have also allotted house. Even they possess landed property in their village. It should be investigated properly and cancelled and they should be punished severely.

  • @sriraoandprusty8291
    @sriraoandprusty8291 3 дня назад

    BJD bjp bhai bhai only colour change no action

  • @Ratikanta759
    @Ratikanta759 День назад

    All hotels and ladge should be created a rules as a biomatric verified all rooms rent given person

  • @BijaykumarSahoo-mx5tc
    @BijaykumarSahoo-mx5tc 5 дней назад +7

    ଏଥିରେ ଓଡ଼ିଶା ସରକାରଙ୍କର ଦୋଷ ନାହିଁ ମୁଖ୍ୟମନ୍ତ୍ରୀ ମାନଙ୍କ ଦୋଷ ନାହିଁ କିଛି ଅସାଧୁ ନେତା ଓ BDA BMC officer's କେବଳ ଦାୟି ଟଙ୍କା ଖାଇବା ପାଇଁ ଆଉ କିଛି ନୁହେଁ କିନ୍ତୁ ଏଥିପାଇଁ ପ୍ରଥମତଃ ଭାରତୀୟ ସରକାର କେନ୍ଦ୍ର ସରକାର ଦାୟିତ୍ବ ହୀନତା ଅବହେଳିତ କାରଣରୁ, ଏହା ହିଁ ସତ୍ୟ

    • @narendrajena663
      @narendrajena663 4 дня назад +1

      Odisha re kan rastrapati sashan chali thila kee ..

    • @rajeshbehera6920
      @rajeshbehera6920 4 дня назад +1

      Kendra sarakar kauthu asile ethi ? Apana rajniti and law expert bada janapaduchi

    • @basudevmallick598
      @basudevmallick598 3 дня назад

      Ethi ta bjd sarkar sashan karuthila, kendra ubahela katha sila kouthu

  • @ManojKumar-ue1rs
    @ManojKumar-ue1rs 4 дня назад +1

    Bhai mane nayak film bhali

  • @satyabratarout631
    @satyabratarout631 2 дня назад

    Previous Governments faulty scheme.
    Only vote Bank policy.
    many of them are BJD party political people.

  • @sanjibmohanty3710
    @sanjibmohanty3710 День назад

    ଜଦୀ ଭଡ଼ା ରହୁଛନ୍ତି ,ଜେୟୂ ମାନେ ଭଡ଼ା ରହୁଛନ୍ତି ତାଙ୍କର ଆଧାର ପରିଚୟ ପତ୍ର ଚେକ୍ କରି ତାଙ୍କ ନାମରେ ସେ ଘରକୁ କରିଦୀୟନ୍ତୁ ,ଆଊ କିଏ ଭଡ଼ା ଦେବିନି

  • @sunilsahoo7434
    @sunilsahoo7434 3 дня назад

    Creating a basti is a profitable business in Bhubaneswar

  • @sunilsahoo7434
    @sunilsahoo7434 3 дня назад

    They have multiple houses in Bhubaneswar, but all have political connection, they are rich

  • @kidstallent3368
    @kidstallent3368 5 дней назад +1

    USPA t-shirt

  • @kailashuma
    @kailashuma 3 дня назад

    Relatable from Nayak movie

  • @Vlog4P
    @Vlog4P День назад

    It is a worst scheme by previous govt.

  • @asharaniroul
    @asharaniroul 2 дня назад

    Satare jie gariba se ta subidha pauni jie na paiba katha se pauchi

  • @sarojnaik4
    @sarojnaik4 5 дней назад +1

    Govt land Kou netara bopa, sampati nuhein..
    Sarkari jamiku maganare rohingya mananku banta neta mananku.. Fasi heba darkar

  • @jagabandhurout4566
    @jagabandhurout4566 14 часов назад

    Naveen dei thila ebe mohan cancelled Kari dei eai bhadra bite dau thiba loka manaku dia jau

  • @SangaBhai-dx3xc
    @SangaBhai-dx3xc 5 дней назад

    Bhai bbsr re nuha ctc re bi

  • @jyotiranjandas76
    @jyotiranjandas76 2 дня назад

    Create another slum on govt land aftef getting flat ..by govt

  • @bilasabhisek
    @bilasabhisek 4 дня назад

    BJD has given houses to rich land mafia people who had encroached Slums

  • @chakrasamad4807
    @chakrasamad4807 День назад

    Sabu ghoro bosti bangiba darkar bbsr slum area re 🎉🎉🎉🎉🎉

  • @santoshkumarsahoo7334
    @santoshkumarsahoo7334 2 дня назад

    Sir service balankar. Quter

  • @abinashmohanty546
    @abinashmohanty546 2 дня назад

    Govt murkha neta mantri ethire shamil.mg bbsr re jou loka bahare buluchhanti souchhanti tanku daba katha ghara.mg sabu neta mantri dhani lokanku ghara dia jauchhi😡😡😡😡😡😡

  • @sanjibsinger2010
    @sanjibsinger2010 2 дня назад

    Jau Mane Bhada daechanti Tanka Gharaku Ku Anya Laokonku Diyajau Karana Semanaka Ghara Darkar Nahin. Sabu Check Karajau Jau Mane Bhadadaichanti Tanka Ghara Sarkar NIja Aktiyar Ku Naejantu.

  • @harikrupameher3660
    @harikrupameher3660 3 дня назад

    please quick action just like nayak movie

  • @RajkisorMajhi-c6s
    @RajkisorMajhi-c6s День назад

    Checking kora jau🙏

  • @aji8.750
    @aji8.750 День назад

    Nandighosa TV wala ache BJD 😂😮😂.....Nayak Movies bhali action miliba ki

  • @Ambulrai
    @Ambulrai 16 часов назад

    High penalty hele yeh belajya magana khia sudhuribe😢

  • @SankhaMoulik
    @SankhaMoulik День назад

    Odisha has become full of goons all due to mines money, all mines should be made tight

  • @satyadhal555
    @satyadhal555 5 дней назад

    Neta mantrinka au govt job thiba lokanku gharaka 2 ta 3 ta lekhar loka ghara pauchanti sabu ghara check heu kemiti kemitika loka kemitika gadi chandhuchanti

  • @muktikantabehera3939
    @muktikantabehera3939 5 дней назад +2

    Ati lovaru tantii maree

  • @niranjansahu-cm2xq
    @niranjansahu-cm2xq 2 дня назад

    କୋରାପୁଟ ରେ ଗୋଟିଏ ଲୋକ ନା ରେ ୩/୪ ଘର ଅଛି ଆଉ ଗାଡି ଭି ଆଚି

  • @bikunhota19
    @bikunhota19 5 дней назад

    Loko nijaku BPL re register kari free ghara au anya free facilities bhi avail karuchanti but taxpayernka tax tankate bhi kamuni. Sabu political party saman. Bopa sampati bhali taxpayernka paisaku emitia free re Dana karuchanti.
    Free Kanapain? Gote middile class loko pura life kama kariki ghara khande kariparuni but tax on time pay karuchi au Sei tax paisa ebhalia free re Dana karajauchi. Wha re India

  • @deepakranjanpanigrahi9350
    @deepakranjanpanigrahi9350 2 дня назад

    jadi.basti.basinda.ku.ghara.basti.n.rahiba.darkar.aau.bhada.tiaa.jadi.basti.kari.rahanti.ta.jaaga.kauthu.aasiba

  • @sundargarhsng9463
    @sundargarhsng9463 5 дней назад

    Where is our law system ?

  • @shrikantapakel571
    @shrikantapakel571 3 дня назад

    Ghara cancel karidea issued Naa re ....

  • @Tusarkumarnaic
    @Tusarkumarnaic 3 дня назад

    Emane ghara vada dei au koiti jai jhupudi mari rahuchanti puni jhupudi govt vangile puni augote ghara miliba bapa ku milichi puaku miliba baaa baa