Bhagya Boli Kichhi Nahin | ଭାଗ୍ୟ ବୋଲି କିଛିନାହିଁ | Dharma Judhha - ଧର୍ମଯୁଦ୍ଧ | Sidharth Bhakti

Поделиться
HTML-код
  • Опубликовано: 29 сен 2024
  • ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
    ବିତର୍କର ବିଷୟ : ଭାଗ୍ୟ ବୋଲି କିଛିନାହିଁ !
    ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ଶ୍ରୀନିଵାସ ଆଚାର୍ଯ୍ୟ, ପ୍ରଜ୍ଞା ରାଉତ
    ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ନିରଞ୍ଜନ ଶାସନୀ, ମାନସ ଦାସ (ରାମାୟଣୀ)
    ସଂଯୋଜନା: ରଞ୍ଜନ ମହାପାତ୍ର
    ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
    --------------------------------
    ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    ALL THREE CHANNELS NOW AVAILABLE ON:
    EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
    Subscribe us on RUclips to watch clippings & promos of our All 3 Television Channels :
    👉 Sidharth Bhakti : / sidharthbhakti
    👉 SidharthTV: / sidharthtv
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhaktiodia
    👉 Like us on Instagram: / sidharthbhakti
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Комментарии • 253

  • @pramodbehera7589
    @pramodbehera7589 2 года назад

    Bhagya hin bhagaban ,. Bhagya achhi,

  • @educationchannel481
    @educationchannel481 3 года назад +1

    ଭାଗ୍ୟ ପୂର୍ବଜନ୍ମର କର୍ମଫଳ ।

  • @sunitapanda7839
    @sunitapanda7839 3 года назад +1

    ଭାଗ୍ୟରେ ଥିଲେ ଭଗବାନଙ୍କ କୃପା ମିଳେ
    ଜୟ ଜଗନ୍ନାଥ🚩

    • @kalugouda7629
      @kalugouda7629 3 года назад

      Tuslaa kar.m kar ta pare Tu nije janibu

    • @sunitapanda7839
      @sunitapanda7839 3 года назад

      @@kalugouda7629
      ପାଗେଳା ବାଣ୍ଡା କିରେ

    • @alag965
      @alag965 3 года назад

      Call me now

  • @narendramohanty2199
    @narendramohanty2199 3 года назад +9

    ଉପସ୍ଥାପନ କରୁଥିବା ସମସ୍ତ ଗୁରୁଜନ ମାନଙ୍କୁ ପ୍ରଣାମ ମୋର ଗୋଟିଏ ପ୍ରଶ୍ନ ଆଚାର୍ଯ୍ୟ ଓ ପ୍ରଜ୍ଞା ଙ୍କୁ ଯଦି ଭାଗ୍ୟ ବୋଲି କିଛି ନାହିଁ ତାହେଲେ ଜଣେ ପାଠ ପଢି ସବୁଥିରେ ପ୍ରଥମ ହୋଇ ମଧ୍ୟ ଚାକିରି ପାଉନାହିଁ କିନ୍ତୁ ଆଉ ଜଣେ ତା ଠାରୁ କମ୍ ପାଠ ପଢି ଚାକିରି କରୁଛି ଏଠି ଆପଣଙ୍କର ମତ କଣ 💐

    • @amirkumarsenapati5781
      @amirkumarsenapati5781 3 года назад +2

      ଆପଣ ଯେଉଁଟା କହିଲେ ଠିକ କିନ୍ତୁ କେବେ ଗଭିର ଭାବେ ଚିନ୍ତା କରିଛନ୍ତିକି ଯେଉଁ ବ୍ୟକ୍ତିଟି ଅଧିକ ମାର୍କ ରଖି ମଧ୍ଯ ଚାକିରି କାହିଁକି ପାଇଲା ନାହିଁ ସେ କିଭଳି ଏତେ ମାର୍କ ରଖିଛି ତାର ଜ୍ଞାନ ବଳରେ ନା ଅସାଧୁ ଉପାୟରେ। ସେଥିପାଇଁ ତ ସରକାର ଚାକିରି ପୂର୍ବରୁ ଏକ ଲିଖିତ ପରିକ୍ଷା ବା ଜ୍ଞାନ ପରିକ୍ଷା କରାଉଛନ୍ତି ।

    • @narendramohanty2199
      @narendramohanty2199 3 года назад +1

      ଆପଣ କୁହନ୍ତୁ ଦୁଇ ଜଣ ସମାନ ଉଚ୍ଚତା ରୁ ପଡିଗଲେ ତାଙ୍କ ଭିତରୁ ଜଣେ ମରିଗଲା ଆଉଜଣେ ବଞ୍ଚିଗଲା ଏଠି କର୍ମ ନା ଭାଗ୍ୟ କହିବେ

    • @amirkumarsenapati5781
      @amirkumarsenapati5781 3 года назад +1

      @@narendramohanty2199 ଆଜ୍ଞା ଆପଣତ କୁହନ୍ତୁ ସେ ଦୁଇଜଣ କେଉଁ ଜାଗାରୁ ପଡିଗଲେ ଯେମିତକି ( ଗଛରୁ,ପର୍ବତରୁ........ )ଉତ୍ତର ଦେବି ଆପଣଙ୍କ ପ୍ରଶ୍ନର

    • @prakashprushty3830
      @prakashprushty3830 2 года назад

      @@amirkumarsenapati5781 Bhai reddi👌👌👌

    • @sarojdash2576
      @sarojdash2576 2 года назад

      Right bro

  • @chittaranjanjenajaga-mq3io
    @chittaranjanjenajaga-mq3io 3 года назад +1

    Jay sadhu samaj

  • @pranayajena4780
    @pranayajena4780 3 года назад

    Mu jau jau mane kara 5 tanka paigali tahele seta karma na bhagya?

  • @educationchannel481
    @educationchannel481 3 года назад +9

    ଭାଗ୍ୟ ବିରୁଦ୍ଧରେ ଯାହା କହୁଛନ୍ତି,ପ୍ରମାଣ ଡିଆନ୍ତୁ।ଗପ କହନ୍ତୁ ନାହଁ। ଭାଗ୍ୟ ଓ କର୍ମ ଅଲଗା ।

  • @dhrubacharannayak5317
    @dhrubacharannayak5317 2 года назад +4

    ଶ୍ରୀଯୁକ୍ତ ଆଚାର୍ଯ୍ୟ , madam ପ୍ରଜ୍ଞା ଙ୍କୁ ଧନ୍ୟବାଦ ଦେବି। ତାଙ୍କର ଯୁକ୍ତି ମୋ ମତରେ ଯଥାର୍ଥ।

  • @rameshbhoi7627
    @rameshbhoi7627 3 года назад +2

    ପ୍ରଜ୍ଞା ମାଡାମ୍ ଙ୍କୁ ମୋର ପ୍ରଶ୍ନ ଆପଣ ହିଁ କହିଥିଲେ ଯେ କର୍ମ ଅନୁସାରେ ବେଳେ ବେଳେ ଫଳ ମିଳି ନ୍ ଥାଏ ଏ କଥା ଅପଣ କର୍ମ ଅନୁସାରେ ଫଳ ଏପିସୋଡ ରେ କହିଥିଲେ କିନ୍ତୁ ଏ ଏପିସୋଡ ରେ କେମିତି କହୁଛନ୍ତି କର୍ମେ ଦ୍ୱାରା ଫଳ ମିଳେ।

    • @santoshpattnayak2589
      @santoshpattnayak2589 2 года назад +1

      ଏ ପ୍ରଜ୍ଞା କିଛି ଜାଣିନି । କେବଳ ଅବାନ୍ତର ଯୁକ୍ତି

  • @rabindrakumarmohanty9415
    @rabindrakumarmohanty9415 3 года назад +5

    କର୍ମ ମୋହର ନିଜ ଗୁରୁ। ଉଦ୍ଧବ କେତେ ତୁ ପଚାରୁ।

  • @anilpallai4533
    @anilpallai4533 3 года назад +3

    କର୍ମର ର bonus ଟା ଭାଗ୍ୟ, କର୍ମ କରିବାର ବହୁତ ମାର୍ଗ ଅଛି ।

  • @SusantaDas-p7e
    @SusantaDas-p7e Год назад

    ଭାଗ୍ୟଜିଏକର୍ମସୀଈଏଦୁଇଟୀଏକାସୁକର୍ମରେସୁଫଳକୁର୍ମରେକୁଫଳପୁର୍ବ ଅର୍ଯତକର୍ମଫରଳେଜାଚିମୁଦେଉଥାଏଵଳେତାକୁଭଗ୍ୟକୁହାଜାଐଏ

  • @prabirpadhihari5
    @prabirpadhihari5 3 года назад +4

    ପ୍ରଜ୍ଞା ଦିଦି ପାଖରେ ରେ ବସିକି ଚଷମା ଭାଇ ମୁଣ୍ଡ କାମ କରୁନି 🤣🤣🤣 ଭାଗ୍ୟ ବଡ଼ କି କର୍ମ ବଡ କଥା କୋଉଠୁ ଆସିଲା 🤣🤣🤣🤣

  • @gajapatimeher9929
    @gajapatimeher9929 3 года назад +1

    ସମ୍ପର୍କ ବଡ଼ ନା କର୍ତ୍ତବ୍ୟ ବଡ଼ ।ଏ ବିଷୟରେ ଟି ଟିକେ ଆଲୋଚନା କରନ୍ତୁ

  • @ranjanghusuri772
    @ranjanghusuri772 3 года назад +6

    ପ୍ରଜ୍ଞା ମେଡମ ଗୋଟେ ଆପି ସଡ଼ ରେ କହିଥିଲେ କର୍ମ ଅନୁସାରେ ଫଳ କଦାପି ମିଳେ ନାହିଁ କିନ୍ତୁ ଏହି ଆପି ସଡ଼ ରେ କର୍ମନୁସାରେ ଫଳ ବୋଲି କହିଲେ

    • @susantabehera9432
      @susantabehera9432 3 года назад

      Hmmm 😂😂

    • @skb1331
      @skb1331 3 года назад

      Prajya nka ra Atma gyana nahi

    • @skb1331
      @skb1331 3 года назад

      Bahi padha gyana pragya nka ra

    • @prabirpadhihari5
      @prabirpadhihari5 3 года назад +1

      ମୁଁ ଯେତିକି ଟା episode ଦେଖିଚି ପ୍ରଜ୍ଞା ମାଡାମ ଙ୍କ ଯୁକ୍ତି ମୂର୍ଖ ଙ୍କ ଭଳି... ପ୍ରଜ୍ଞା ମାଡାମ କୁ ଡାକନ୍ତୁ ନାହିଁ..

    • @prabirpadhihari5
      @prabirpadhihari5 3 года назад +1

      ଓ ଦିଦି 🤣🤣 ସେଇଥି ପାଇଁ ତ କୁହା ଯାଇଛି କର୍ମ ଦ୍ୱାର ଭାଗ୍ୟ କୁ be ବଦଳେଇ ଦେଇପାରେ

  • @kishorpatnaik6529
    @kishorpatnaik6529 3 года назад +2

    ଏପର ଆଲୋଚନା ଅତି ଆବଶ୍ୟକ।

  • @bipinparida3965
    @bipinparida3965 3 года назад +2

    କର୍ମ ଆଉ ଭାଗ୍ୟ ଦୁଇ ଜଣ ଅଲଗା ଅଲଗା କର୍ମ ଅନୁସାରେ ଫଳ ମିଳେ ଠିକ୍ କଥା କିନ୍ତୁ ଭାଗ୍ୟ ରେ ଯାହା ଲେଖା ତାହା ହିଁ ଘଟିବ , କାହିଁକି ପ୍ରଜ୍ଞା ମା ଅଯଥା ଯୁକ୍ତି କରୁ ଛନ୍ତି,ଜନ୍ମ ମୃତ୍ୟ ଏହା କଣ ଆଉ ଯିବ ଦାନ ପାଇବା ପୂର୍ବରୁ ସିଏ ମୃତ୍ୟୁ
    ଆଉ କାହିଁକି ମଣିଷ ଦିବ୍ୟଙ୍ଗ , କଳା ,ଧଳା ସୃଷ୍ଟି ଟା କଣ କର୍ମ ନା ଭାଗ୍ୟ ମତେ କୁହ

  • @prabhakardas4898
    @prabhakardas4898 2 года назад +1

    କର୍ମ ଫଳକୁ ହିଁ ଭାଗ୍ୟକୁହାଯାଏ

  • @bharatibhusan1875
    @bharatibhusan1875 3 года назад +1

    ପ୍ରଣାମ । ପିଲା ବେଳୁଁ ଶୁଣି ଆସିଛେ- " ଭାଗ୍ୟ ଥିଲେ କରିବି ମୁଁ ଶ୍ରୀ କ୍ଷେତ୍ର ଦର୍ଶନ" । ପୁଣି କୁହାଯାଇଛି- " ଧାତା ଯାଂ ଲିଖିତଂ ଭାଲପଟେ , କର୍ମାନୁସାରେଣ ଫଳଂ" ।।

  • @amiyabalarout7773
    @amiyabalarout7773 3 года назад +1

    ମୋ ମାୟା ମୋତେ ଅଗୋଚର କାହିଁ ଜାଣି ବେ ନର ଛାର।

  • @jayjagannathswami8205
    @jayjagannathswami8205 3 года назад +2

    Sir final decission kichhi asuni kou episode re bi

  • @saratakumarsahoo342
    @saratakumarsahoo342 3 года назад +1

    କର୍ମ ନଥିବା ସମୟରେ ଈଶ୍ବରଙ୍କ ନାମ କିର୍ତ୍ତନ କରିବା ମଧ୍ୟ ଏକ କର୍ମ।କଥାରେ ଅଛି ଭଜନ କଲେ ଭୋଜନ ମିଳେ।

  • @premanandemoharanaa8040
    @premanandemoharanaa8040 3 года назад +1

    ଭାଗ୍ୟ କୁ ଅନୁଭବ କରୁଥିବା ବ୍ଯକ୍ତି ଯୁକ୍ତି ରେ ଜିତି ପାରିବେ ନାହିଁ. ଅନୁଭବ ର ବିଷୟକୁ ଅନୁଭବ ରେ ଜିତି ପାରିବେ.

  • @mantudash9599
    @mantudash9599 3 года назад +2

    Bhagya heuchanti pravu Jagannath se chahnile tumaku karma karibaku B debenahni....?

  • @narottamdeep9202
    @narottamdeep9202 Год назад +1

    There's no evidence of destiny

  • @azimazim9370
    @azimazim9370 3 года назад +2

    ଯାହା ଆମ୍ଭେ କର୍ମ କରୁ ସେ ହିଁ ଆମର ଭାଗ୍ୟ ,

  • @nabakishorerana8844
    @nabakishorerana8844 Год назад

    ଭାଗ୍ୟ :- ଭା ର ଅର୍ଥ ଭାବ, ଗ୍ୟ ର ଅର୍ଥ ଜାଣିବା l
    କର୍ମ ଫଳ କୁ ଅନୁଭବ କରି ଜାଣିଵା କୁ ଭାଗ୍ୟ ବୋଲି କୁହାଯାଇଛି l କର୍ମ ଫଳ ନମିଳିବା ଯାଏ, ଭାଗ୍ୟକୁ ଖୋଜା ଯାଇଥାଏ l ଫଳ ମିଳିଗଲା ପରେ, ଭାଗ୍ୟ ଶବ୍ଦ ଟି ଊହ୍ୟ ହୋଇଯାଏ l ଭାଗ୍ୟ = କର୍ମ

  • @madanbehera4864
    @madanbehera4864 3 года назад +1

    Markanda rushi tanka karma bala re bhaghya change karithila 12 barsa re mariba katha

  • @sankarsahu570
    @sankarsahu570 3 года назад +1

    କର୍ମ ହିଁ ମଣିଷକୁ ଶ୍ରେଷ୍ଠ ବନାଏ।କିନ୍ତୁ ଭାଗ୍ଯ ବେଳେ ବେଳେ ମଣିଷର ଦିଗକୁ ବଦଳାଇଦିଏ।

  • @prasadkumarpatra3065
    @prasadkumarpatra3065 Год назад

    ଆମ ଗ୍ରାମରେ ଲଟେରୀ କରାଗଲା ଲଟେରୀର ମୂଲ୍ୟ 500 ଟଙ୍କା ରଖାଗଲା ପ୍ରଥମ ପୁରସ୍କାର 1,0000000 , ଦ୍ଵିତୀୟ - 50,00000 ଏବଂ ତୃତୀୟ - 10,00000 ରଖାଗଲା କିନ୍ତୁ ମୋତେ କଣ ପାଇଁ ପୁରସ୍କାର ମିଳିଲା ନାହିଂ ମୁ କଣ 500 ଟଙ୍କା ଦେଇ ନଥିଲିକି , ମୋର ଭାଗ୍ୟରେ ନାହିଁ ' ଯିଏ ଜିତିଲା ତାହାର ଭାଗ୍ୟରେ ଥିଲା ବୋଲି ଜିତିଲା ' ଏହାକୁ ଭାଗ୍ୟ କୁହାଯିବନି ତ ଆଉ କଣ ।

  • @ganeshpanigrahi2724
    @ganeshpanigrahi2724 3 года назад

    ସୂକ୍ଷ୍ମ ଅନୁଭବ ଓ ଭଗବ୍ଦତ ବିଚାରକୁ ଗଲେ ଦର୍ଶନ ଶକ୍ତି ଦ୍ୱାରା ଐଶ୍ୱରୀୟ ପ୍ରକ୍ରିୟା 'ଭାଗ୍ୟ' ସମ୍ପର୍କରେ ଏକ ବାସ୍ତବ ସୂଚନା ନିଶ୍ଚିତ ମିଳିବ , ଏହାକୁ ସଂକୀର୍ଣ୍ଣ ମନା ହେତୁବାଦୀ ଜାଣି ପାରନ୍ତି ନାହିଁ । ଜୀବଜଗତ ଜନ୍ମ ଜନ୍ମାନ୍ତରେ ଭାଗ୍ୟ ଦ୍ୱାରା ପରିଚାଳିତ ହୁଏ ...

  • @chandramaninaik8505
    @chandramaninaik8505 2 года назад

    ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୁରେ।
    ମନୁଷ୍ୟର ପରିସ୍ଥିତି, ଚିନ୍ତନ ଓ କର୍ମ ନେଇ ଈଶ୍ୱର ଫଳ ପ୍ରଦାନ କରନ୍ତି। ଜ୍ଞାନର ଅହଂକାରକୁ ଏଠାରେ ପରିବେଷଣ କରନ୍ତୁ ନାହିଁ। କାହିଁକିନା ଜ୍ଞାନ ହେଉଛି ଅନନ୍ତ, ଅପରିସମ। ତା'କୁ କଳନା କରି ହେବନି।
    ତେଣୁ ଏ ତର୍କ ବିତର୍କ ବନ୍ଦ କରି କେବଳ ଈଶ୍ବରଙ୍କ ବିଷୟରେ ଚିନ୍ତନ କରନ୍ତୁ, ଚର୍ଚ୍ଚା କରନ୍ତୁ। ଈଶ୍ୱର ଯାହା କହିଛନ୍ତି ତାହାକୁ ଅନୁସରଣ କରନ୍ତୁ।

  • @chinmayaparida98
    @chinmayaparida98 3 года назад +4

    Jay Shree Ram Jay Hanuman 🙏🙏 jay jagannath 🙏 har har mahadev 🙏 jay Shree Krishna 🙏

  • @bijayaraghabendradas2739
    @bijayaraghabendradas2739 Год назад

    ଆମେ ସଭିଏ ଜାଣିଛନ୍ତି ବାପା ଓ ମାଆଙ୍କ ମିଳନରେ ପୁଅ କି ଝିଅ ଏ ଧରାଧାମକୁ ଆସେ ଏମିତି ବି ବାପା ଓ ମାଅା ଅଛନ୍ତି ତାଙ୍କର ପୁଅ କି ଝିଅ ନାହାନ୍ତି ତାହେଲେ ଆମେ ବୁଝିବା ସେ ଦମ୍ପତି ସାନ୍ସାରିକ କର୍ମ କରୁ ନାହାନ୍ତି ଯଦି କର୍ମ କରୁଛନ୍ତି ସନ୍ତାନ ହେଲେ ନାହିଁ କାହିଁକି ଶନ୍କା ମୋଚନ କରିଵେ

  • @Cmojha-g1y
    @Cmojha-g1y Год назад

    ରାମ ସାମ 2ଟି ଲଟେରୀ ଟିକେଟ କାଟିଲେ ରାମ ର ବାଇକି ପାଇଲା।ସାମ ର ଘଣ୍ଟା ପାଇଲା । ତାହେଲେ ଭାଗ୍ୟ କି କର୍ମ କୁହାଯିବ । ଉତ୍ତର ଦେବେ ସାର୍ ।

  • @prasant459
    @prasant459 3 года назад +1

    Without any effort or deed or work what we get is called Bhagya.Bhagya helps us in time.The results of our past karma is the bhagya at present.So don't wait for bhagya.We don't know what is in our bhagya, because bhagya is unseen.At present try your level best to solve your problem,the result what you get that was in your bhagya.This is the final decision.

  • @Arjunch771
    @Arjunch771 Год назад

    Power ବିହୀନ ଆଉ Strongest Power 😂😂

  • @Radhekrisna108.
    @Radhekrisna108. 3 года назад +1

    Rushi markadeya nkara bhagya thila send 12 barsha banchibe kintu see tapasya balare bhagya ku badalae delete karana karma dyara bhagya badali gae o karma phala ra pratisabda bhagya

  • @MunaCreation_10k
    @MunaCreation_10k 3 года назад +1

    ଆମର କର୍ମ ଫଳକୁ ଭାଗ୍ୟ କୁହାଯାଏ ।

  • @subhlaxmipradhan4387
    @subhlaxmipradhan4387 3 года назад +1

    Bhagya kichhi ନାହିଁ

  • @rameshbeheraq8855
    @rameshbeheraq8855 2 года назад

    କର୍ମ ତୋହର ନିଜ ଗୁରୁ
    ଉଦ୍ଧବ କେତେତୁ ପଚାରୁ

  • @prabhatguin3062
    @prabhatguin3062 3 года назад +3

    Both arguments are receiving

  • @skb1331
    @skb1331 3 года назад +2

    Karma dwara vagya srusti hua

  • @ajitnayak5411
    @ajitnayak5411 2 года назад +1

    Pranngya mam right

  • @prabhatguin3062
    @prabhatguin3062 2 года назад +1

    Jay Jagannath

  • @ajitnayak5411
    @ajitnayak5411 2 года назад +2

    Work is god🙏🙏🙏🙏

  • @sureshsahoo3733
    @sureshsahoo3733 2 года назад +1

    Samaya bada

  • @maheswarbiswal9293
    @maheswarbiswal9293 7 месяцев назад

    Bhagya boli achhi, samaste karma karuchhanti but bhagya achhi, pranga kichhi janini, se bahut over take katha kahuchhi,

  • @rajendrakumargupta7671
    @rajendrakumargupta7671 3 года назад

    "भाग्य "शब्द पुराण में वर्णित किया गया है
    क्या? आप लोगउस रचयिता से ज्यादा ज्ञानी हैं
    यदि, हां,तो आप लोगों के विचार से
    भाग्य विधाता शब्द को पुराण से हटा दिया जाए।

  • @bighnarajgouda5219
    @bighnarajgouda5219 2 года назад

    ଭାଗ୍ୟ ବୋଲି କିଛି ଅଛି ଭାଗ୍ୟ ନାହିଁ ବୋଲି କହିବା ଭୁଲ୍

  • @tulukandi2680
    @tulukandi2680 2 года назад +1

    କର୍ମ କଲେ ଭାଗ୍ୟ ବଦଳୀଯିବ ଯୟ ଜଗନାଥ

  • @sudarsankhatua7491
    @sudarsankhatua7491 3 года назад

    ପ୍ରଜ୍ଞା କର୍ମ ଅନୁସାରେ ଫଳ ମିଳେ episode ରେ ଭାଗ୍ୟ ସପକ୍ଷରେ କହୁଥିଲା,ଆଜି କର୍ମ ଫଳ ସପକ୍ଷ ରେ କହୁଛି..... 😆😆😆😆
    Trp ବଢ଼ାଇବା ପାଇଁ ଏମାନେ ଗୋଟେ ପାଲା ଲଗାଇଛନ୍ତି,ସେହିପରି ଅନ୍ୟ 3 ଜଣ ଭୂ୍ଷ୍ ପଣ୍ଡିତ ମଧ୍ୟ

    • @prasant459
      @prasant459 3 года назад

      She thinks herself the best Gyani.

  • @crarts2584
    @crarts2584 3 года назад +2

    Aacharya is great and wise

  • @TrinathSahu-bq1jl
    @TrinathSahu-bq1jl 5 месяцев назад

    Karma anusare phala,bhagya anusare bhoga,tenu ,bhagya achhi.

  • @nirmalashaoo2284
    @nirmalashaoo2284 2 года назад +1

    If our work depend on the way.of truth
    We must get blessing from god. If our work on our wish or lei.or unable capacity depand we must get unhappy.

  • @soumyaranjan6496
    @soumyaranjan6496 3 года назад +2

    Bhagya boli nahi mana karichi jadi bhagya boli kichhi nathanta ta se sabda srusti hoi nathanta

  • @satyaranjanrath402
    @satyaranjanrath402 3 года назад

    Purba janmara karma e janma pain bhagya au e janma re karma karma

  • @saratakumarsahoo342
    @saratakumarsahoo342 3 года назад

    କର୍ମଫଳ ସହିତ ପ୍ରାରଦ୍ଧ ମିସିଲେ ଭାଗ୍ୟ ସ୍ଥିରିକୃତ ହୁଏ।

  • @janakistp9499
    @janakistp9499 3 года назад

    Pragya maam...aei bekaria chinta dhara paine...corona bhali rogo asuchi

  • @mahabirmahabir4690
    @mahabirmahabir4690 3 года назад

    Gote gadire 10 jana jauchanti
    Akident hele 2 jana marigale
    Anymane jibita
    8 jankara karam kn
    2 jana nkara karm kn
    Se male eia bancile
    Gote gadire jatra karuthile.
    Jie banchile ame tanku kn kahiba
    Pranya madam kahibe ki

  • @misttykiran9879
    @misttykiran9879 3 года назад +3

    I always trust in destiny but.... today this episode change my mind.... Really

    • @susantabehera9432
      @susantabehera9432 3 года назад

      Destiny achi Nahal siba puja Karik banchi gala 🙏🏿 sastra pramana

    • @susantabehera9432
      @susantabehera9432 3 года назад +1

      Prangya maa gota episode kahila krama ausara phala mila nahi aji kamit kahila karma achi boli 😂

    • @susantabehera9432
      @susantabehera9432 3 года назад

      Sister bhagwan jaha karanit pranira mangala paye 🙏🏿

  • @sarojkumardas4918
    @sarojkumardas4918 2 года назад

    Mo matare nija vagyalip nije lekhe Nara EDI Naparanti Brahma Hari Har omshree Gurdevay Sunay Brahmay Namo

  • @nirmalashaoo2284
    @nirmalashaoo2284 2 года назад

    I mean there are many work of god that depend ononly god eating sleeping.birthing.ext.some work depend own life.which work depend own life we always try to do truthly and sincerely ends attention deeply

  • @jeebanjyotidas7216
    @jeebanjyotidas7216 3 года назад +7

    Man is maker of his destiny

  • @kaliprasadnageswar5261
    @kaliprasadnageswar5261 3 года назад

    Chasama bhaina,,,
    ନେହେରୁ ଙ୍କ କୋଉ exm କଥା କହୁଛନ୍ତି ଟିକେ କହିବେ କି?? ତାଙ୍କର ଏତେ confidence କେବେ ହେଲା,
    ସେ ସୁବାଷ ବୋଷ ନୁହନ୍ତି?? ବୁଝନ୍ତୁ ଟିକେ

  • @biswanathsardarbsardar1069
    @biswanathsardarbsardar1069 3 года назад

    Karma upre bhagya nirbhar kare paria patra chaul thalire rakhantu.bhagya upre nirbhar kari bhat bhat kahile bhat hei jibi ki

  • @pramodbehera7589
    @pramodbehera7589 2 года назад

    Sadharanare loka kuhanti mo karma mun karichi teniki jaha bhagyre thiba .,e Katha kei kahunahanti falare jaha thiba kahu chanti,ki ?

  • @kamallochannayaka9882
    @kamallochannayaka9882 3 года назад

    Tume. Karmakara. P. M. C. M. Rastrpati. Heba. Jadi. hatagodasariranacale. Kana karib. Jadi mundaka mana kare. Kan. P. M. Heba.

  • @nirmalashaoo2284
    @nirmalashaoo2284 2 года назад

    Some work god teach us exp eating.ttouching.other work depend on our own work.

  • @pradeepjuad8205
    @pradeepjuad8205 2 года назад

    Bhagya ku adari kapurusa sina dukha bhage barmbar mbar. Sethipai bhagya boli kichhi nai ho

  • @pramodbehera7589
    @pramodbehera7589 2 года назад

    Aau gotie Katha loke kuhanti to bhagyre gudae mada achhi ! Kahinli na tara karmaku dekhi ! Tu jahakaru chhu tar falafala eita Tahahele karma fala hin bhagya

  • @maheswarbiswal9293
    @maheswarbiswal9293 7 месяцев назад

    Pranga ku kie dake alochana ku,

  • @deviprasadsahoo5563
    @deviprasadsahoo5563 2 года назад

    Manash sir nkar hni prakruta gyana achhi au tanka katha hni jukti jukta o sikhaniya baki mane kebala nijaku pramanita karibaku ashichanti au semanankar nijar gyana udaya hoini c a KN gyana debe,

  • @giridharipatra8415
    @giridharipatra8415 3 года назад +1

    Prangya.madam.tume.manasbabunk.sañgare,jukti.karananhi

  • @kalyanisahoo5802
    @kalyanisahoo5802 Год назад

    Action..... action..... action. There's no substitute to work

  • @sagarbehera5514
    @sagarbehera5514 3 года назад

    Bhagya boli kichhi achhi. Karana tame gata gatjanmare kana karicha tame janina. Seita ku karma boli kahile madhya anya jamara ru rupantarita hoe bhagya bhabare ase. Bhagya bha au ga bha re bhabishwyata au ga re gati kare mane bhabiswata pai ase seita hi bhagya kuha jae

  • @indramanibehera5270
    @indramanibehera5270 3 года назад

    Kakharu gachha jadi baanjha heithiba kakharu phalibani

  • @pramodbehera7589
    @pramodbehera7589 2 года назад

    Karmara fala jala jala Kari dekha jae kintu bhagya,ku kie dekhi nahanti sir hin bhagaban

  • @NYK369
    @NYK369 3 года назад

    Mu apana mananku gotiye katha kahuchhi mu jadi kahara hata ku hanidebi tahele para janmare mor hata nathiba bekti hoi janma nebi nishchaya karmaphala hetu naakan kahuchhanti

  • @Al0knayakBiku
    @Al0knayakBiku 4 месяца назад

    Lova moha maya upare kichhi alochana karajau

  • @ktkasyapa
    @ktkasyapa 3 года назад

    Jadi Bhagya nahi.tebe ame kahiki Sabu jhia Ku marriage Kari parunu .

  • @sarada.life_style
    @sarada.life_style Год назад

    Barse pare mnu moment deuonchi loteri samste tanka bandi Santi janakukani miluchi samastanku milibakatha

  • @nimaicharanrout6909
    @nimaicharanrout6909 8 месяцев назад

    Bhagy boli a sankasar bhitare kichhi achhi aita hin saty

  • @ajitnayak5411
    @ajitnayak5411 2 года назад

    Bhagya boli kicchi na thae jaha amara karma taha amara phala jatt karmam tatt phalamm ok 🙏🙏

  • @Radhekrisna108.
    @Radhekrisna108. 3 года назад +1

    Karma fala =bhagya karana (a ganma ra karma phla aara ganma re bhagya re parinata hua

  • @jayantibehera5126
    @jayantibehera5126 2 года назад

    🙏 ମାନସ ସାରଙ୍କ ସମସ୍କନ୍ଦ ମହାନୁଭବ ପଣ୍ଡିତ ମଣ୍ଡଳୀଙ୍କୁ ଆଲୋଚନା ରେ ତାର୍କିକ ଭୂମିକାରେ ବସାଇଲେ ଆଲୋଚନା ଅଧିକ ଶ୍ରୁତିଶ୍ରାଵ୍ୟ , ହୃଦୟଗ୍ରାହୀ ଓ ବଳିଷ୍ଠ ବାଦ ରୁ ସିଦ୍ଧାନ୍ତ ର ନିର୍ଯ୍ୟାସ ଅଧିକ ଆନନ୍ଦଦାୟୀ ତଥା ଶିକ୍ଷଣୀୟ ହୋଇ ପାରନ୍ତା।🙏 ମଞ୍ଚ ର ମର୍ଯ୍ୟାଦା ଓ ଶୋଭା ବର୍ଦ୍ଧନ ହୁଅନ୍ତା।🙏
    🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @arkshitanaik7237
    @arkshitanaik7237 3 года назад

    ମୋ ଫୋନ୍ ନମ୍ୱର୍ ୯୧୭୮୫୧୧୧୮୯ ମୋ ସହିତ କଥା ହୁଅନ୍ତ ମୁଁ କହିବି please

  • @premanandemoharanaa8040
    @premanandemoharanaa8040 3 года назад

    ମହାନୁଭବଗଣ ପ୍ରଥମେ ଭାଗ୍ୟ ସବ୍ଦ କୁ ବାଖ୍ୟା କରନ୍ତୁ. ତାପରେ ଯିଏ ଯେଉଁ ପ୍ରକାର ବାଖ୍ୟା କରିବ ସିଏ କେବଳ ସେଇ ପ୍ରକାରେ ଯୁକ୍ତି କରନ୍ତୁ. ଗୋଳିଆ ଘଣ୍ଟିଆ କରି ଟାଇମ ପାସ କରନ୍ତୁ ନାହିଁ.

  • @pramodbehera7589
    @pramodbehera7589 2 года назад

    Bhagya ban kie jie bhagaban,nkar darsan paichi

  • @mithunff44
    @mithunff44 2 года назад

    Sarijaithhiaba parichaya ku kuhajauchhi ...marile sarila dunia

  • @skb1331
    @skb1331 3 года назад +2

    Su-karma dwara uttam- vagya

  • @bharatpradhan5832
    @bharatpradhan5832 Год назад

    It is good logic, but deed and fate both in every life

  • @msaradamalik5463
    @msaradamalik5463 3 года назад

    Nijara bhagya hin minisa dyara karma karai thaya

  • @sushilnayakvlogs
    @sushilnayakvlogs 3 года назад

    ସାର୍ ଆପଣ କିଛି ଭୁଲ ଭାବିବେନି ଛୋଟ ମୁହଁରେ ବଡ଼ କଥା
    ଆଉ ଯଦି ଅଲଗା ପଣ୍ଡିତ ବଦଳାଇ ହେବ ବୋଲି ଭାବୁଚି

  • @srmodiavideos6864
    @srmodiavideos6864 3 года назад +1

    Karma + Luck = Success

  • @basudevmahaling8556
    @basudevmahaling8556 3 года назад

    Pragya didi nka jukti bhul

  • @golapnanda3512
    @golapnanda3512 3 года назад

    ବହୁତ୍ ସୁନ୍ଦର୍ ହୋଇଛି ଆଲୋଚନା। ଶୁଣି ବାକୁ ଭଲ ଲାଗୁଛି

  • @kailashguru4057
    @kailashguru4057 3 года назад +1

    କର୍ମ ଅନୁସାରେ ଭାଗ୍ୟଫଳ । ଭାଗ୍ୟରେ ନ ଥିଲେ କର୍ମ କରିଥିବା ଫଳ ମଧ୍ୟ ମିଳେନାହିଁ

  • @basantamallik4011
    @basantamallik4011 3 года назад

    Apana mane samaste thakura kebab Chandra nka sarana parma heijantu sabu samasyara samadhan heijiba

  • @SushantaNayak-m8f
    @SushantaNayak-m8f 6 месяцев назад

    Bhagya bali kichi achi