Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଅତି ସୁନ୍ଦର ମାଳିକା ଆଲୋଚନା l ସାଧୁ ଦ୍ୱୟଙ୍କୁ ମୋର ପ୍ରଣାମ l 🙏 ଆପଣଙ୍କୁ ଅଶେଷ ଧନ୍ୟବାଦ lଜୟ ଜଗନ୍ନାଥ l 🙏 ଜୟ ପଞ୍ଚସଖା l 🙏
Jay Jagannath
Jay shree jagannath ji
Jay 2Jay panchasakha ⭕❗⭕🙏🙏❤🙏
Jay shree jagannath
ଜୟ ପଞଶଖା ଜୟ ପଞଶଖା ଜୟ ପଞଶଖା
Jaygurudebjayaachyutananda,pranama
Jay jaga🚩🚩🚩🙏🙏🙏🙏
Jay Jagannath 🙏🙏🙏🙏🙏🙏🙏🙏
Baba pura thik lekha hoichi
Angya
Jay jagannathjaypanchasakha Jayguruswami kesabanarayan jaygurubhi
ଜୟ ଶ୍ରୀ ଅଚୁତ ❤️❤️🙏🙏
@@Sriachyuta1 🙏🙏
JAY shree Achhuta nanda saranam
ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏🪷🪷🪷
Jay jagannath
jay jagannath pranam baba
ଜୟ ଜଗନ୍ନାଥ
Jay Jagannath Jay Achyuta
ନଜାଣିଲେ ମୁଢ କେଉଁ ତତ୍ୱ ଗାଢ଼ ସରବ ଘଟେ ବିଦ୍ୟମାନ ଏକା ଆତ୍ମା ରାମ କରିଛି ବିଶ୍ରାମ ଗୁରୁ ଶିଷ୍ୟ ମିଥ୍ୟ ଜ୍ଞାନ ଜୟ ଜଗନ୍ନାଥ
Agnya
ଶୁଣାଶୁନି ଭାବେ ଗୁରୁ ବୋଲଇବେ ସଂପ୍ରଦା ଜ୍ଞାନ ନଥିବ . ନାନା ଜାତି ନାନା ତିଳକ କାଟିବେ ଗୁରୁ ଧର୍ମ ନାସଜୀଵ ଜୟ ଜଗନ୍ନାଥ 🙏
Om bande mahapurusate. Charanara binde
ରାମ ନାରାୟଣ ରାଘବ କୃଷ୍ଣ ନାରାୟଣ କେଶବ ଜୟ ଜଗନ୍ନାଥ
Om
Anantamadhaba udayahoibe ekamra bana antare.
Jaiful malika re achhi bapa arjun maa subhadraboli
ଆପଣଙ୍କ ମତ ପ୍ରକାଶ କରିଥିବାରୁ ଧନ୍ୟବାଦ
[20/11, 2:09 pm] Rahul: ମାଳିକା ର ସତ୍ୟତା କଣ ଲୋକେ ଜାଣିଲେ। ହେଲେ ମାଳିକା ବିଷୟରେ କୌଣସି news chhanel ପାଟି ଫିଟୋଉ ନାହାନ୍ତି। ଆରେ ଏ ପିଲା ଯଦି ଭୁଲ ତେବେ ମାଳିକା ବି ଭୁଲ । ମାଳିକା କୁ ଚେକ୍ କର ରେ । ଏ ହିଁ ଉପଯୁକ୍ତ time ଯଦି ମାଳିକା କୁ ଛାନଭିନ କରାଯାଏ ତେବେ ଆଗକୁ ମାଳିକା କୁ ନେଇକି ବେପାର କରୁଥିବା ଲୋକ ଏଇଠୁ ବନ୍ଦ ହେଇଯିବେ ନହେଲେ ଆଗକୁ ଆଉ କିଏ ବି ବାହାରି ପାରେ[20/11, 6:14 pm] Rahul: କାଶୀନାଥ ମିଶ୍ର ନିଜ ଜୀବନ ରେ ଧର୍ମ ପାଇଁ କଣ କଣ କରିଛନ୍ତି ଆପଣ ଜାଣିନାହାନ୍ତି ବୋଧେ..ମା ବିରଜା ଙ୍କ ମୂର୍ତ୍ତି ଆଜି ଯଦି ପୂଜା ପାଉଛି, କେବଳ ତାଙ୍କ ପାଇଁ.. ମୂର୍ତ୍ତି ଚୋରି କରି କିଛି କୁଖ୍ୟାତ ରାଜନେତା ତାଙ୍କୁ ବିନା କାରଣ ରେ କାଠ ଗଡା ରେ ଠିଆ କରିଥିଲେ, କିନ୍ତୁ ମା ବିରଜା ଅଭିଯୁକ୍ତ କୁ ଦଣ୍ଡ ଦେଇ ତାଙ୍କୁ ନିଦୋଷ ପ୍ରମାଣ କରିଥିଲା ଏଇଟା ମୁଁ କହୁନି ଆଜ୍ଞା, ଆମ ନ୍ୟାୟାଳୟ କହୁଛି ଏବଂ ଯୋଉମାନେ ତାଙ୍କ ବିରୁଦ୍ଧରେ ଷଡଯନ୍ନକରିଥିଲେ ସେମାନେ ସବୁ କର୍ମ ଫଳ ଭୋଗିଛନ୍ତି, ଇତିହାସ ସାକ୍ଷୀ ଅଛି. ଏବେ ବି ତାଙ୍କୁ ମିଛରେ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ଲୋକ ମାନେ ବି ନିଜ କର୍ମଫଳ ପାଇବେ, ଜୟ ମା ବିରଜା[26/11, 8:44 pm] Rahul: ରେ ମୁଢ଼ି ମାନବରେ ମୁଢ଼ି ମାନବ, ଭକ୍ତ ତାଲିକାରେ ନାଆଁଟି ଲେଖ ଆଉ ବେଳ ନାହିଁ ଚାହିଁଚୁ କିମ୍ପାଇକଳି ସରି ଏବେ ସତ୍ୟ ଆସିବ......ଭକ୍ତ ତାଲିକାରେ ନାଆଁଟି ଲେଖ । ୦ ||ଦେଖୁ ଦେଖୁ ବିତିଯିବ ଆଉ କେତେ ଦିନ ଆରେ ଆଉ କେତେ ଦିନ ହେଉ ହେଉ ହେଇଯିବ ଧର୍ମ ସଂସ୍ଥାପନ ଆରେ ଧର୍ମ ସଂସ୍ଥାପନ ନେଡ଼ିଗୁଡ଼ ବୋହି, କହୁଣୀକ ଗଲେସେ ବେଳେ କି ଆଉ ଫେରି ଆସିବ.....ଭକ୍ତ ତାଲିକାରେ ନାଆଁଟି ଲେଖ || ୧ ||ଆମିଷ ଖାଦ୍ୟରୁ ତୁହି ଦୂରେଇ ରହିବୁ ଆରେ ଦୂରେଇ ରହିବୁ ମାଦକ ପଦାର୍ଥ ନିଶା ସବୁ ତୁ ଛାଡ଼ିବୁ ଆରେ ସବୁ ତୁ ଛାଡ଼ିବୁ ସାତ୍ଵିକ ଖାଦ୍ୟରେ ସାମ୍ବିକତା ବଢେଶରୀର ତୋହର ହେବ ପବିତ୍ର.......ଭକ୍ତ ତାଲିକାରେ ନାଆଁଟି ଲେଖ । ୨||ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ଆଚରଣ ଆରେ ପ୍ରେମ ଆଚରଣନିରନ୍ତରେ ଆଦୋରିବ ଏହି ପାରତ୍ନ ଆରେ ଏହି ପା ରତ୍ନବେଳ ଥାଇ ଭକ୍ତି ବନ୍ଧକୁ ବାନ୍ଧିଲେକଳିର ବନ୍ୟାରୁ ରକ୍ଷା ପାଇବ......ଭକ୍ତ ତାଲିକାରେ ନାଆଁଟି ଲେଖ || ୩ ||ଯାହାର ମହିମା ବ୍ରହ୍ମା ବୁଝନ୍ତିନି ଶିବ ଆରେ ବୁଝନ୍ତିନି ଶିବ ତାଙ୍କୁ କି ଚିହ୍ନିପାରିବ ଏ ଛାର ପାନନ ଆରେ ଏହାର ସାଇର ଭକତି ଓ ଭାବେ ଅନୁଭୂତି ରୂପେମାଧବ ହୁଅନ୍ତି ପାଖେ ପ୍ରକଟ.........ଭକ୍ତ ତାଲିକାରେ ନାଆଁଟି ଲେଖ । ୪ ||କଳିଯୁଗେ ଶ୍ରେଷ୍ଠ ନାମ ଅଟଇ ମାଧବ ଆରେ ଅଟଇ ମାଧବ ମାଧବ ଙ୍କ ନାମ ଧରି ସଂସାରୁ ତରିବ ଆରେ ସଂସାରୁ ତରିବ ମାଧବ ମାଧବ ମାଧବ ଭଜିଲେହେବୁ ତୁ ଭକ୍ତରେ ତାଲିକାଭୁକ୍ତ.........ଭକ୍ତ ତାଲିକାରେ ନାଆଁଟି ଲେଖ || ୫ ||
Jay jaganatha
ଅତି ସୁନ୍ଦର ମାଳିକା ଆଲୋଚନା l ସାଧୁ ଦ୍ୱୟଙ୍କୁ ମୋର ପ୍ରଣାମ l 🙏 ଆପଣଙ୍କୁ ଅଶେଷ ଧନ୍ୟବାଦ l
ଜୟ ଜଗନ୍ନାଥ l 🙏
ଜୟ ପଞ୍ଚସଖା l 🙏
Jay Jagannath
Jay shree jagannath ji
Jay Jagannath
Jay 2Jay panchasakha ⭕❗⭕🙏🙏❤🙏
Jay shree jagannath
ଜୟ ପଞଶଖା ଜୟ ପଞଶଖା ଜୟ ପଞଶଖା
Jay shree jagannath
Jaygurudebjayaachyutananda,pranama
Jay shree jagannath
Jay jaga🚩🚩🚩🙏🙏🙏🙏
Jay shree jagannath
Jay Jagannath 🙏🙏🙏🙏🙏🙏🙏🙏
Jay shree jagannath
Baba pura thik lekha hoichi
Angya
Jay jagannathjaypanchasakha Jayguruswami kesabanarayan jaygurubhi
Jay Jagannath
ଜୟ ଶ୍ରୀ ଅଚୁତ ❤️❤️🙏🙏
Jay Jagannath
@@Sriachyuta1 🙏🙏
JAY shree Achhuta nanda saranam
Jay Jagannath
ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏🪷🪷🪷
Jay Jagannath
Jay jagannath
Jay Jagannath
jay jagannath pranam baba
ଜୟ ଜଗନ୍ନାଥ
Jay Jagannath Jay Achyuta
Jay Jagannath
ନଜାଣିଲେ ମୁଢ କେଉଁ ତତ୍ୱ ଗାଢ଼ ସରବ ଘଟେ ବିଦ୍ୟମାନ ଏକା ଆତ୍ମା ରାମ କରିଛି ବିଶ୍ରାମ ଗୁରୁ ଶିଷ୍ୟ ମିଥ୍ୟ ଜ୍ଞାନ ଜୟ ଜଗନ୍ନାଥ
Agnya
ଶୁଣାଶୁନି ଭାବେ ଗୁରୁ ବୋଲଇବେ ସଂପ୍ରଦା ଜ୍ଞାନ ନଥିବ . ନାନା ଜାତି ନାନା ତିଳକ କାଟିବେ ଗୁରୁ ଧର୍ମ ନାସଜୀଵ ଜୟ ଜଗନ୍ନାଥ 🙏
Angya
Om bande mahapurusate. Charanara binde
Jay shree jagannath
ରାମ ନାରାୟଣ ରାଘବ
କୃଷ୍ଣ ନାରାୟଣ କେଶବ
ଜୟ ଜଗନ୍ନାଥ
Jay shree jagannath
Om
Jay Jagannath
Anantamadhaba udayahoibe ekamra bana antare.
Jay Jagannath
Jaiful malika re achhi bapa arjun maa subhadraboli
ଆପଣଙ୍କ ମତ ପ୍ରକାଶ କରିଥିବାରୁ ଧନ୍ୟବାଦ
[20/11, 2:09 pm] Rahul: ମାଳିକା ର ସତ୍ୟତା କଣ ଲୋକେ ଜାଣିଲେ। ହେଲେ ମାଳିକା ବିଷୟରେ କୌଣସି news chhanel ପାଟି ଫିଟୋଉ ନାହାନ୍ତି। ଆରେ ଏ ପିଲା ଯଦି ଭୁଲ ତେବେ ମାଳିକା ବି ଭୁଲ । ମାଳିକା କୁ ଚେକ୍ କର ରେ । ଏ ହିଁ ଉପଯୁକ୍ତ time ଯଦି ମାଳିକା କୁ ଛାନଭିନ କରାଯାଏ ତେବେ ଆଗକୁ ମାଳିକା କୁ ନେଇକି ବେପାର କରୁଥିବା ଲୋକ ଏଇଠୁ ବନ୍ଦ ହେଇଯିବେ ନହେଲେ ଆଗକୁ ଆଉ କିଏ ବି ବାହାରି ପାରେ
[20/11, 6:14 pm] Rahul: କାଶୀନାଥ ମିଶ୍ର ନିଜ ଜୀବନ ରେ ଧର୍ମ ପାଇଁ କଣ କଣ କରିଛନ୍ତି ଆପଣ ଜାଣିନାହାନ୍ତି ବୋଧେ..
ମା ବିରଜା ଙ୍କ ମୂର୍ତ୍ତି ଆଜି ଯଦି ପୂଜା ପାଉଛି, କେବଳ ତାଙ୍କ ପାଇଁ.. ମୂର୍ତ୍ତି ଚୋରି କରି କିଛି କୁଖ୍ୟାତ ରାଜନେତା ତାଙ୍କୁ ବିନା କାରଣ ରେ କାଠ ଗଡା ରେ ଠିଆ କରିଥିଲେ, କିନ୍ତୁ ମା ବିରଜା ଅଭିଯୁକ୍ତ କୁ ଦଣ୍ଡ ଦେଇ ତାଙ୍କୁ ନିଦୋଷ ପ୍ରମାଣ କରିଥିଲା ଏଇଟା ମୁଁ କହୁନି ଆଜ୍ଞା, ଆମ ନ୍ୟାୟାଳୟ କହୁଛି ଏବଂ ଯୋଉମାନେ ତାଙ୍କ ବିରୁଦ୍ଧରେ ଷଡଯନ୍ନ
କରିଥିଲେ ସେମାନେ ସବୁ କର୍ମ ଫଳ ଭୋଗିଛନ୍ତି, ଇତିହାସ ସାକ୍ଷୀ ଅଛି. ଏବେ ବି ତାଙ୍କୁ ମିଛରେ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ଲୋକ ମାନେ ବି ନିଜ କର୍ମଫଳ ପାଇବେ, ଜୟ ମା ବିରଜା
[26/11, 8:44 pm] Rahul: ରେ ମୁଢ଼ି ମାନବ
ରେ ମୁଢ଼ି ମାନବ, ଭକ୍ତ ତାଲିକାରେ ନାଆଁଟି ଲେଖ ଆଉ ବେଳ ନାହିଁ ଚାହିଁଚୁ କିମ୍ପାଇ
କଳି ସରି ଏବେ ସତ୍ୟ ଆସିବ......
ଭକ୍ତ ତାଲିକାରେ ନାଆଁଟି ଲେଖ । ୦ ||
ଦେଖୁ ଦେଖୁ ବିତିଯିବ ଆଉ କେତେ ଦିନ ଆରେ ଆଉ କେତେ ଦିନ ହେଉ ହେଉ ହେଇଯିବ ଧର୍ମ ସଂସ୍ଥାପନ ଆରେ ଧର୍ମ ସଂସ୍ଥାପନ ନେଡ଼ିଗୁଡ଼ ବୋହି, କହୁଣୀକ ଗଲେ
ସେ ବେଳେ କି ଆଉ ଫେରି ଆସିବ.....
ଭକ୍ତ ତାଲିକାରେ ନାଆଁଟି ଲେଖ || ୧ ||
ଆମିଷ ଖାଦ୍ୟରୁ ତୁହି ଦୂରେଇ ରହିବୁ ଆରେ ଦୂରେଇ ରହିବୁ ମାଦକ ପଦାର୍ଥ ନିଶା ସବୁ ତୁ ଛାଡ଼ିବୁ ଆରେ ସବୁ ତୁ ଛାଡ଼ିବୁ ସାତ୍ଵିକ ଖାଦ୍ୟରେ ସାମ୍ବିକତା ବଢେ
ଶରୀର ତୋହର ହେବ ପବିତ୍ର.......
ଭକ୍ତ ତାଲିକାରେ ନାଆଁଟି ଲେଖ । ୨||
ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ଆଚରଣ ଆରେ ପ୍ରେମ ଆଚରଣ
ନିରନ୍ତରେ ଆଦୋରିବ ଏହି ପା
ରତ୍ନ ଆରେ ଏହି ପା ରତ୍ନ
ବେଳ ଥାଇ ଭକ୍ତି ବନ୍ଧକୁ ବାନ୍ଧିଲେ
କଳିର ବନ୍ୟାରୁ ରକ୍ଷା ପାଇବ......
ଭକ୍ତ ତାଲିକାରେ ନାଆଁଟି ଲେଖ || ୩ ||
ଯାହାର ମହିମା ବ୍ରହ୍ମା ବୁଝନ୍ତିନି ଶିବ ଆରେ ବୁଝନ୍ତିନି ଶିବ ତାଙ୍କୁ କି ଚିହ୍ନିପାରିବ ଏ ଛାର ପାନନ ଆରେ ଏହାର ସାଇର ଭକତି ଓ ଭାବେ ଅନୁଭୂତି ରୂପେ
ମାଧବ ହୁଅନ୍ତି ପାଖେ ପ୍ରକଟ.........
ଭକ୍ତ ତାଲିକାରେ ନାଆଁଟି ଲେଖ । ୪ ||
କଳିଯୁଗେ ଶ୍ରେଷ୍ଠ ନାମ ଅଟଇ ମାଧବ ଆରେ ଅଟଇ ମାଧବ ମାଧବ ଙ୍କ ନାମ ଧରି ସଂସାରୁ ତରିବ ଆରେ ସଂସାରୁ ତରିବ ମାଧବ ମାଧବ ମାଧବ ଭଜିଲେ
ହେବୁ ତୁ ଭକ୍ତରେ ତାଲିକାଭୁକ୍ତ.........
ଭକ୍ତ ତାଲିକାରେ ନାଆଁଟି ଲେଖ || ୫ ||
ଜୟ ଜଗନ୍ନାଥ
Jay jaganatha
Jay Jagannath