ନବୀନ ଆସିଲେ, ଧର୍ମେନ୍ଦ୍ର ପାଛୋଟି ନେଲେ | Ratha Yatra |Dharmendra Pradhan | Naveen Patnaik| |newsroom |
HTML-код
- Опубликовано: 4 окт 2024
- ନବୀନ ଆସିଲେ, ଧର୍ମେନ୍ଦ୍ର ପାଛୋଟି ନେଲେ | Ratha Yatra |Dharmendra Pradhan | Naveen Patnaik| |newsroom |
#trending #odisha #nabinpattnaik #dharmendraprdhan #droupadimurmu #pmnarendramodi #rathayatra2024 #bjd #bjp #congress #puri #droupadimurmu
ନବୀନଙ୍କୁ ସମ୍ମାନିତ କରାଯାଇ ଭଲ ବାର୍ତ୍ତା ସମାଜକୁ ଦିଆଗଲା
Really it is a heartily great full our odisha political culture all are good ❤Jay Jagannath
ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେବା ମଣିଷ ପଣିଆର ନିଦର୍ଶନ
Absolutely correct 👍
Nabin na swastya pain kebe gathita heba team ,ratna bhandara chabi,bus sabu pandyan pain asabu bhul seithi pain sanskara
ଗିଷ୍ମ ଋତୁ କହିଲେ ଆମେ ବୁଝୁ ଖରା ଦିନ
ଠିକ ସେହିପରି CM କହିଲେ ନବୀନ ପଟ୍ଟନାୟକ ❤❤❤❤❤
PORFECT
Right❤❤
ଏଇଟାହିଁ ସୁସ୍ଥ ଗଣତନ୍ତ୍ରର ପରିଚୟ
ଆମର ଓଡିଶା ରେ ସୌଜନ୍ୟ ପରମ୍ପରା ଏବେ ବି ବନ୍ଚିଛି। ଆମେ ଗର୍ବିତ।
ଏଟା ରାଜନୀତି ନୁହଁ । ମାନବିକତାର ନିଦର୍ଶନ
Manabikata.ra.nidarsansistchar.dekhailabjpyu.rajniti.kara.najau
ଆମ ନବୀନ ସାର ଙ୍କୁ ଏମିତି ସଂମାନ ଦେଉଛନ୍ତି ବିଜେପି ଲୋକ ଆମକୁ ବହୁତ ଖୁସି ଆମ ନବୀନ ସାର ବହୁତ ଭଲ ନବୀନ ସାର 🙏🙏🙏🙏🙏
ତମ ଲଖ୍ମୀ ବସ୍ର ରଂଗ କଥା ଗୋଟେ ସିନ୍ ରେ ଭୁଲି ଗଲ ବୋଧେ.....ଶଳା କୁଜିନେତା..ମାନେ ଆଗକୁ ଦେଖ.......
ଏକମାତ୍ର ଓଡ଼ିଶାରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳେ ମୁଁ ଏହି ରାଜ୍ୟରେ ଜନ୍ମ ହୋଇ ଗର୍ବିତ ଆମ ପଡ଼ୋଶୀ ରାଜ୍ୟ ନେତା ମାନେ ଏଥିରୁ ଶିକ୍ଷା ନେବା ଦରକାର।
ଏ ଦୃଶ୍ୟ ଦେଖି ମୋ ରାଜ୍ୟ ଓଡ଼ିଶା ମୁଁ ଓଡ଼ିଆ ବୋଲି ଗର୍ବ ଲାଗୁଛି। ମନୋରଞ୍ଜନ ବାବୁ ଆପଣ ଯେପରି ରାଜନୀତିକ ଛୁଙ୍କ ଦେଲେ ଭଲ ଲାଗିଲାନି। ଜୟ ଜଗନ୍ନାଥ 🙏
ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹
ଧର୍ମେନ୍ଦ୍ର ବାବୁ ନବୀନଙ୍କ ଭଳି ଲୋକପ୍ରିୟ ନେତା ହୋଇପାରନ୍ତି !!
Impossible
Never dharmendr Pradhan Katha bàhut kama Kam
Pure maa gia sala D Pradham
Dharmendra nka bhali nicha katha kuhantini Naveen Pattnaik
ନବୀନ ପଟ୍ଟନାୟକ ଜଣେ ସ୍ବାଭିମାନୀ ନେତା ତାଙ୍କର ଭାବମୂର୍ତ୍ତି କାର୍ଯ୍ୟ ଶୈଳୀ ପାଇଁ ଆମେ ଗର୍ବିତ
ଅତି ସୁନ୍ଦର୍ ଦୃଶ୍ୟ ❤
ଭାଜପା ନେତା ମାନଙ୍କର ସଂଘ ସଂସ୍କାର ❤❤
ଜୟ ଶ୍ରୀ ଜଗନ୍ନାଥ 🙏🚩
ଶାଳୀ ନତା ଓଡ଼ିଆ ସଂସ୍କୃତିର ପରିଚୟ l
ନବୀନ ସବୁବେଳେ ମୋଦି ଙ୍କୁ ସମର୍ଥନ ଦେଉଥିଲେ, ଏ କଥା ବିଜେପି ର ହୃଦୟ ରେ
ଅଛି.
PORFECT
ଆମ ଓଡ଼ିଆ ମାନଙ୍କୁ ବଡ ଠାକୁର କହିଲ ଆମେ ଜଗନ୍ନାଥଙ୍କୁ ବୁଝୁ ଆମ ଓଡ଼ିଶା ରେ ୧CM କହିଲେ ଆମେ ନବୀନ ପଟ୍ଟନାୟକଙ୍କୁ ବୁଝୁ❤❤❤❤🙏🙏🙏🙏🙏🙏🙏
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
Salute to Dharmendra Pradhan Babu because he knows how to respect to whom that Odisha wants to see.
ଜୟ ନବୀନ ପଟ୍ଟନାୟକ ସରକାରୀ ଆମାରଦାରକାର
Bjp wala nka thu politics au bhadrami sikhiba katha
Bjd wala bjp wala nku invite bhi Karu nathule.its a good politics.
😂swapna ଦେଖୁଥା ରେ
Again
ରାଜା ସବୁବେଳେ ରାଜା👍
ରାଜା ଯେଉଁଠି ଠିଆ ହେଇ ଗଲେ
କି ବସିଗଲେ ସେଇଟା ସିଂହାସନ
ହେଇ ଯାଏ ଠିକ ସେମିତି ଆମ ଓଡ଼ିଶାର
ଆମ ପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ Sir ହେଉଛନ୍ତି ଅସଲ
ରାଜା ତାଙ୍କ ପାଖରେ ସବୁ ସିଂହାସନ ତୁଚ୍ଛ👍 ସେ ଯେଉଁଠି ପରିବାରର ବା ଠିଆ ହେବେ ସେଇଟା ଗୋଟେ ସିଂହାସନ🙏🏻
OUR BEST CM 🙏🏻
OUR BEST HERO 🙏🏻
NABIN PATTANAYAK SIR 🙏🏻
ALWAYS JINDABAD 🙏🏻
WE ❤️ YOU ALWAYS SIR 🙏🏻
WE PROUD OF YOU SIR 🙏🏻
PLz Come Back Again Nabin Sir 🙏🏻
ଆମେ ସବୁବେଳେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ
ହିସାବରେ ଦେଖିବାକୁ ଚାହୁଁଚୁ🙏🏻
ଜୟ ଜଗନ୍ନାଥ 🙏🏻
Dharmendra very very good
ଧର୍ମେନ୍ଦ୍ର ପ୍ରଧାନଙ୍କର ବିଶାଳ ହୃଦୟ ଏଥିରୁ ପ୍ରମାଣିତ।
ନବୀନ ବାବୁ ମଞ୍ଚତଳକୁ ଯାଇଁ.. ରାଷ୍ଟ୍ର ପତିଙ୍କୁ. ରାଜ୍ୟ ପ୍ରତିନିଧି ଙ୍କୁ ମଧ୍ୟ ସନମାନ ଜଣାଇ ଛନ୍ତି 🙏🌹🙏ଜୟ ଶ୍ରୀ ଜଗନ୍ନାଥ
Dharmendra ji au Nabin sirji nku dhanyawad talaku asi amo Ex mukhya mantri nku pachhoti nei chhanti
ଜୟ ଜଗନ୍ନାଥ
ଜୟ ନବିନ ବାବୁ ପ୍ରଣାମ
ଓଡ଼ିଶା ର ଧ୍ରୁବ ନକ୍ଷତ୍ର
Dharmendra sir good 👍👍👍
ନବିନପଟନାୟକ ସତରେ ଜଣେ ବିରଳ ଆଉଅଦିତିୟ ଜନନାୟକ ଆମଦୁରୁଭାଗଯେ ଆମେହରେଇବସିଲୁ❤❤❤❤❤
Naveen Pattanayak isthebest cm
ନବୀନ ନବୀନ
Naveen Patnaik was the best cm
World ra famous manyabar nabinn pattanik 🙏👌👍🍍
#🚩 ଜୟ ଜଗନ୍ନାଥ
Good news 🗞️ all time greatest chief minister #Naveen Patnaik
ODISHA NO.1 CM #ନବୀନ ପଟ୍ଟନାୟକ
ବନ୍ଦେ ଉତ୍କଳ ଜନନୀ
ଆଜ୍ଞା, ମଞ୍ଚରେ ଉପବେସନ କରିଥବା ମୂଖ୍ୟ ମନ୍ତ୍ରୀ ଓ ଉପମୂଖ୍ୟମନ୍ତ୍ରୀଙ୍କ ଆଚରଣ ଓ ସୌଜନ୍ୟତା ଟିକେ ଅନ୍ୟ ପ୍ରକାରର ଜଣାଗଲା କି?
Han
ନିଶ୍ଚୟ ସୋଭନୀୟ ନ ଥିଲା,ରାଷ୍ଟ୍ରପତି ମହୋଦ୍ୟାଆ ଓ କେନ୍ଦ୍ର ମନ୍ତ୍ରୀ ମହୋଦୟ ଙ୍କୁ ଏବଂ ରାଜ୍ୟପାଳ ମହୋଦୟ ଙ୍କୁ ବିଶେଷ ବିଶେଷ କୃତଜ୍ଞତା,ଶୁଭ କାମନା❤🎉🎉🎉🎉🎉❤
Naveen Always Naveen
Manyabar nabinn pattanik nku👍🙏👌🙏 challenge dela voli kehi nahanti
Naveen sir is great ❤
ରାଜନୀତି ରେ ଏହି ଦ୍ରୁଶ୍ୟ ଭଲ ପରମ୍ପରା ସୃଷ୍ଟି କରିବ।
ଏଇଟା ଆମ କାଳିଆ ର ରାଜ୍ୟ ଏଠି ରାଜନୀତି ଅଲଗା ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
Naveen jinda hai ✊
It is not politics. Good msg to state
❤Nabin is Great❤
Naveen sir great leader of our odisha ❤
Absolutely ✅
Jay Naveen 💚
Naveen sir and Dharmendra Babu are true democrates
Jay Naveen sir
Odisha ra Heart hauchi Naveen Pattnaik Sir... Love and respect to the Great leader of Indian politics... Love u Sir love u a lottt...
Naveen Babu, Real Hero❤❤❤❤❤❤❤❤❤❤❤
Verygood jay jagatnnath swami jay nobin
Thank you Manoranjan Babu
Thanks to Dharmendra sir for your humanity and greatness
Jay naveen pattnayak jay bjd thankyou monaranjan sir
Thankyou.Dhramendra.babu.you.are.great
ଆମ ହିରୋ ହେଲେ ନବୀନ ❤❤❤❤❤🎉🎉🎉🎉🎉🎉
Love you sir 🙏
Nice presentation Manoranjan sir👍👍
Thankyou dharmendra sir
Naveen Pattnaik history of odisha no1 cm 🙏
Absolutely correct 👍
The simplicity level of naveen babu can't be compared with anyone else.
Naveen Babu jindabad
Both are Great 👍👍
Jay jagannath. Jay Naveen Patnaik
Dharmendra sir Great. .. Love u.
Our lovable CM Nabin Sir nku ete respect dauthibaru aau pura team. Thank u so much.
Great CM Nabin Sir always in everyone's heart ❤❤❤
Nabeen sir no 1 C m abebi lokamankara bhala paiba achi nabeen sir Prati 🙏🙏🙏🙏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏
Only naveen patnayak sir
Jay Jaganath ❤
ନବିନବାବୁ,ଗଣତନ୍ତ୍ର ହତ୍ଯା କରି,ଏଛତ୍ର,ସାଶନକରି,ସମସ୍ତ,ନୀଜଦଳ,ନେତାଙ୍କୁ,ଭୟଭୀତ କରାଇ,ଓଡ଼ିଶାର, ଗଣମାଧ୍ୟମକୁ,କିଣିହାକରୀ,ଦୀର୍ଘ25ବଷ,ସାଶନକରି,ଏକ,ନିଷ୍ଟୁର,କୃରଶାସକ,ପରିଚୟ,ସୃଷ୍ଟି କରିଛନ୍ତି, ସବୁଠୁ,ଖରାପ,ଶାସକ,ନବିନବାବୁ
Kia be tuu......
Naveen Pattnaik, Odisha ra ଗର୍ବ ଏବଂ ଗୌରବ 🙏🏻🙏🏻💚ଆମ ଓଡିଶା ନବୀନ ଓଡିଶା 💚
ଜୟ ନବୀନ
Dharmendra pradhan is great
Dharmendra babu jane khub sundar loka
ସୌମ୍ୟ ବାବୁ, ବିଜେପି (ରାଷ୍ଟ୍ର ବାଦ ଓ ମାନବ ବାଦ) କୁ ବିଶ୍ୱାସ କରେ, ବିଜେଡି ହେଉ କଂଗ୍ରେସ ହେଉ ଆଉ ଯେଉଁ ଆଞ୍ଚଳିକ ଦଳ ଗୁଡିକ ସୌଜନ୍ୟ ଜାଣି ନାହାଁନ୍ତି।
ବାସ୍ତବରେ ନବୀନ ବାବୁ ସର୍ବମାନ୍ୟ, ନମସ୍ୟ l ସ୍ୱଚ୍ଛ ବ୍ୟକ୍ତିତ୍ୱ l
ଧର୍ମେନ୍ଦ୍ର ସାର ବି ଅତୁଳନୀୟ ମାନବିକତାର ଉଦାହରଣ l ଓଡିଶା ର ବର୍ତ୍ତମାନ ଓ ଭବିଷ୍ୟତ ର ଗ୍ରହଣୀୟ ବ୍ୟକ୍ତିତ୍ୱ ନିଶ୍ଚୟ l
ଲୋକ ମାନଙ୍କର ମଉଡମଣି ଆମ ନବୀନ ବାବୁ
ଆମ ଓଡ଼ିଆ ସଂସ୍କୃତି
ଇତିହାସରେ ଶ୍ରେଷ୍ଠ ରାଜନିତୀଜ୍ଞ ହୋଇ ରହିବେ ।
ନବୀନ 👌👌👌👍👍👍👍
ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଜାଣିନଥିବାରୁ ସେ ବାମ ଼ହାତ ହଲାନ୍ତି କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ର ଏହା ହେଉଛି ମାନବିକତାର ବଳିଷ୍ଠ ପ୍ରମାଣ
Jay jagannath❤
ନବୀନାବାବୁ ଜଣେ ଭଲମଣିଷଓ ଭଲ ନେତା ସହିତ ବୟସ ରେ ସମସ୍ତ ପ୍ରାୟ ନେତା ଙ୍କ ଠାରୁ ବଡ଼ ତେଣୁ ସନ୍ନମାନ ଦେବା ଓଡିଶା ର ପରମପରା଼ 🙏🏻🙏🏻
Nabin babu election re hari gale sina hele ama mana re aji b nabin babu.
Odia asmita.
It's Absolutely Great Personality.
I like u so much so Dharmendra pradhan sir.
ଏଇଟା ରଥଯାତ୍ରାର କାର୍ଯ୍ୟକ୍ରମ କିନ୍ତୁ କଣ ପାଇଁ ରାଜନିତୀ ବିଷୟରେ ଆଲୋଚନା କରିବା ଠିକ୍ ନୁହେଁ ମନରଞ୍ଜନ ବାବୁ
Our beloved leader Naveen Babu is a great devotee of Lord Jagannath🙏
Odisha saskruti samparna.
Jay Nabin
Good gesture by Sri Dharmendra Pradhan, Honourable Cabinet Minister, Govt. Of India.
Naveen Patnaik all time favorite of Odisha People!
Greatness, humility of Sri Naveen Patnaik. Every politicians should learn this humility from Naveen Patnaik
Love you sir always
Lots of thanks for sharing some good news. Mr. Dharmendra Pradhan has done a great job. This is the true culture of Odisha. We feel proud of it.
Manoj bhai thik kahile, nabin pattanaik nku aji b loka ❤bhala pauchhanti, miss karuchhanti.
ଜୟ ଜୟ ବିଜେପି 🙏🙏
ଏହାହିଁ ମାନବିକତା ହୁଦୟରୁ ପ୍ରଣାମ ।
ଧର୍ମେନ୍ଦ୍ର ଭାଇ ନବୀନ ବାବୁ ଙ୍କୁ ଗୁରୁତ୍ଵ ଦେବା ଉଚିତ୍,thanks
Great Dharmendra Babu. You won the hearts of 4:5 crore Odiya people. Thanks.
Good news 🎉🎉
NAVEEN IS LEADER OF OPPOSITION . HE DESERVES RESPECT. ..AGED PERSON. THAT IS CULTURE OF ODISHA.
Manoj bhai nka news bahut bhala lage. Ek dum right katha kahanti
ନବୀନ ବାବୁଙ୍କ ଭଳି ନିଷ୍କପଟ ନେତା ଓଡ଼ିଶା ରେ କେହି ନାହାନ୍ତି।ଆମ ନବୀନ ବାବୁଙ୍କ ଠାରୁ ଅନ୍ୟ ନେତା ଶିକ୍ଷା ଗ୍ରହଣ କରନ୍ତୁ।
ଏହା, ଓଡ଼ିଶା ତଥା ଉତ୍କଳୀୟତାର ପରିଚୟ,
Naveen pattanayak sir is the public leader.he is the political hero in india. His personality is best .