ବିଦା ହେବେ ମୋହନ ମାଝୀ ! mohan majhi | shankar mada | khati

Поделиться
HTML-код
  • Опубликовано: 23 июн 2024
  • ବିଦା ହେବେ ମୋହନ ମାଝୀ ! mohan majhi | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Комментарии • 1,4 тыс.

  • @user-dj1lo4fp1g
    @user-dj1lo4fp1g 11 дней назад +95

    ଏଇଟା ଗୋଟେ ନି ୟୁ ଜ ଭଳିଆ ଲାଗିଲା ଶଙ୍କର ଭାଇ good

  • @Deva5577-i3c
    @Deva5577-i3c 11 дней назад +105

    ବାଃ👌👌👋👋👋👋ଖୁବ୍ ସୁନ୍ଦର ପ୍ରସଙ୍ଗ ଚମତ୍କାର ଉପସ୍ଥାପନା💐💐।ଏମିତି ସତ୍ ସାହାସ ରଖି ନିରପେକ୍ଷ ଭାବେ ମତବ୍ୟକ୍ତ କରୁଥିବା ଯୁବଶକ୍ତିମାନଙ୍କୁ ଆଜି ଦେଶର ଯଥେଷ୍ଟ ଆବଶ୍ୟକ କରୁଛି।
    ମହାପ୍ରଭୁ ଆପଣଙ୍କ ଚଲାପଥ ସୁଦୀର୍ଘ କରନ୍ତୁ।

    • @lalitmatari
      @lalitmatari 11 дней назад

      Bahut bhal କହୁଛ ଭାଇ ତୁମ କଥା ରେ ମୁ ବହୁତ୍ ଖୁସି।

    • @user-md3hh6dd8g
      @user-md3hh6dd8g 11 дней назад

      ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗରୁ ବିଳିବିଲେଇବା ଭଲ ନୁହେଁ l ଶତ୍ରୁ ସବୁବେଳେ ପାଖେପାଖେ l ପଦ ମର୍ଯଦ୍ୟା କୁ ଟିକେ ଧ୍ୟାନ ଦିଅ ଯାଉ l

    • @papumohanty8621
      @papumohanty8621 11 дней назад

      ଭାଇ ଏ ଲୋକ ରାମ ମନ୍ଦିର ହିନ୍ଦୁ ଧର୍ମ ବିରୁଦ୍ଧରେ ଯେତେ ବେଳେ କହୁ ଥିଲା ତମେ କଉଠି ଥିଲ

  • @rajendrarana8565
    @rajendrarana8565 11 дней назад +9

    ଭାଇ ଆପଣଙ୍କ କଥା ବହୁତ ଭଲ ହେଲେ କଥା ସବୁ କାର୍ଯ୍ୟକାରୀ ହେବା ଦର୍କାର

  • @KuberChandraHembram
    @KuberChandraHembram 11 дней назад +26

    ଶଙ୍କର ବାବୁ ନବିନ ସରକାର ଙ୍କୁ ତ ଏମିତି challenge କରୁନଥିଲ ଏଥିରୁ ଜଣାପଡିଲା ତୁମେ ଗୋଟିଏ BJD ର ଦଲାଲି କରୁଛନ୍ତି 😂

    • @dilipbiswas5592
      @dilipbiswas5592 11 дней назад +3

      Bjd ra dalal media ra katha ra dam nahi.cm na re kahiba agaru kana statement deuchha bhabi chinti kaha

    • @user-yr1hq5ei7d
      @user-yr1hq5ei7d 11 дней назад +1

      Nahi. Bhai. A. Magheata. Hauchi. Di. Muha. Joka. A. Magheata. Hota. Ful. Congreshia. Aku. Mo. Matira. Agha. Arrest. Kala. Bhala. Heba. A. Maghea. Sankar. Sabu. Janichi.

    • @chandrakantabehera6550
      @chandrakantabehera6550 11 дней назад +1

      ​@@user-yr1hq5ei7dତୋ ବାପା ବେ ଶଳା ଅନ୍ଧ ଭକ୍ତ

    • @santoshsara2852
      @santoshsara2852 11 дней назад

      ଭାଇ ସେମିତି କିଛି ନାହିଁ ତମ ବୁଝିବାଟା ଭୁଲୁ

    • @santoshsara2852
      @santoshsara2852 11 дней назад

      ବିଜେଡି କି ବିଜେପି ସେଗୁରା ଅଲଗା ଆମ ଓଡିଶା ବିଷୟରେ କିଛି ଭଲ କଥା କହିଲେ ସେଟାରେ ତମେ ରାଜନୀତି ପୁରୁଚ

  • @A.k6370
    @A.k6370 11 дней назад +195

    ଭାଇ ସବୁ ଖଣି ଆଦାନୀ ଆଉ ଅମ୍ବାନୀ ନିଲାମ ନେବେ ଆଉ କିଛି ହବନି ଏସବୁ ନାଟକ

    • @ranjitasahoo5577
      @ranjitasahoo5577 11 дней назад +19

      Ebe 17 ti khani nilam karibaku bjp plan kalani

    • @bulisahoo7632
      @bulisahoo7632 11 дней назад +11

      Right BJD chora thila BJP dakayat

    • @A.k6370
      @A.k6370 11 дней назад +7

      ରାଜ୍ୟ ର ସବୁ କିଛି ନିଲାମ ହେଇଯିବ

    • @BijuSahu-lw2nf
      @BijuSahu-lw2nf 11 дней назад +1

    • @BabuliBabu-vo5iw
      @BabuliBabu-vo5iw 11 дней назад +7

      ଖଣି ଚୋର କହିଲେ ଆପଣଙ୍କୁ କାହିଁକି ବାଧୁଛି ! ଆପଣ ନଇ ନଦେଖୁଣୁ ଲଙ୍ଗଳା । ଶଙ୍କର ବାବୁ ନବିନ ବାବୁଙ୍କ ସାଖ୍ୟାତକାର ନିଅନ୍ତୁ । ଦେଖିବା ଚତୁର୍ଥ ସ୍ତମ୍ଭର କେତେଦମ୍ ଅଛି ।

  • @bhikeshsabar8144
    @bhikeshsabar8144 11 дней назад +60

    କାମ କମ୍ ଭାଷଣ ଅଧିକ

    • @Depesswai5353gmai
      @Depesswai5353gmai 11 дней назад

      Public kemete janibe

    • @uddhababishi5627
      @uddhababishi5627 10 дней назад

      ମୋଦି ଭାଷଣ ମାରି ମାରି ପ୍ରଧାନମନ୍ତ୍ରୀ

  • @gaganbehera5412
    @gaganbehera5412 11 дней назад +10

    ପୁରା 100% ଠିକ 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @mathcnsir7152
    @mathcnsir7152 11 дней назад +14

    ଆଗକୁ କଣ ହେଉଛି ଦେଖାଯାଉ ନିଜର ମୁଣ୍ଡ ଖରାପ କାହିଁ କରୁଛ ଭାଇନା।

  • @chandrasekharnayaka9658
    @chandrasekharnayaka9658 11 дней назад +83

    Sabu thik katha Bhai bjp ସରକାର ଖାଲି ଭାଷଣ ମରା ଦଳ

    • @lalitmatari
      @lalitmatari 11 дней назад +1

      ତୁମ କଥା ରେ ମୁ ଏକମତ ଭାଇ

    • @gayatribehera7109
      @gayatribehera7109 11 дней назад +1

      Nonsense

    • @localboy5754
      @localboy5754 11 дней назад +1

      Bjd 😂😂😂

    • @ashokkumarranavlog9021
      @ashokkumarranavlog9021 10 дней назад

      Bala katha na

    • @gulachibahaproduction8901
      @gulachibahaproduction8901 10 дней назад

      Tu salata....amiti kahinki heuchu...Tora phatuchi ki....
      Khani Kan to bopara...
      Je tanku dharile Tora phatuchhi....sala belajya....bjd samayare...sabu chora tu kahiba....katha...tu sala ta bhala rahigalu kemiti....ai sarakara....asu asu Tora phati jauchi ... social media re bhasana maruchu....

  • @basantbehera3915
    @basantbehera3915 11 дней назад +151

    ଭାଷଣ ରେ କହି ଥିବା କଥା ହଜାରେ ଶେଥିରୁ ଗୋଟାଏ କରିକି ଯଦି ଦେଖେଇ ଦିଅନ୍ତି ତାହାଲେ ଆମେ ଜାଣିବା ଆମ ମୁଖ୍ୟମନ୍ତ୍ରୀ କହନ୍ତିନି କାମରେ କରନ୍ତି ଜୟ ଜଗନ୍ନାଥ 🙏🏻🙏🏻🙏🏻

    • @puspanjalimahanta8372
      @puspanjalimahanta8372 11 дней назад +2

      Aagaku kan haba

    • @bnaikkjr6502
      @bnaikkjr6502 11 дней назад +2

      ମୋହନ ଭାଇ ଜିନ୍ଦାବାଦ

    • @ajitkumarmaharana9275
      @ajitkumarmaharana9275 11 дней назад

      Jadi kariki dekhei debe ...

    • @namastebharat817
      @namastebharat817 11 дней назад

      ମୋହନ ସାର୍ ଜିନ୍ଦାବାଦ

    • @user-mq7qs1jz7r
      @user-mq7qs1jz7r 10 дней назад

      @@ajitkumarmaharana9275 2029 ଇଲେକ୍ସନ ରେ ଆଉ ଥରଟିଏ ମୁଖ୍ୟ ମନ୍ତ୍ରୀ କରି କି ଦେଖାଇ ବୁ

  • @santoshkumarbehera2197
    @santoshkumarbehera2197 11 дней назад +13

    ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମହନ ମାଝୀ ଯାହା କହିଲେ ଏକଦମ୍ ଠିକ୍ କେଉଁଝର

  • @sarat1294
    @sarat1294 11 дней назад +11

    କରିବା ପୂର୍ବରୁ ତମେ ଆପଣ ଏତେ ବ୍ୟସ୍ତ କାହିଁକି,ଜଣେ ରାଜ୍ୟର ମୁଖ୍ୟ କହୁଛନ୍ତି,କଥାରେ କିଛି ଦମ ଥାଇପାରେ,ବିଜେଡି ନେତା ଭଳି କ୍ଷମତା ଲୋଭରେ ତୁଣ୍ଡି ଭିଡ଼ି ବସି ନାହାନ୍ତି,ଖଣି ମାଲିକ ବିରୁଦ୍ଧରେ କହିବା ଏତେ ସହଜ ନୁହେଁ,ସେ କହିପାରୁଛନ୍ତି ଆକ୍ସନ ନେଇପାରନ୍ତି !

    • @user-yd7dq7ij6w
      @user-yd7dq7ij6w 11 дней назад

      ଶଙ୍କର ବାବୁ ଏହା ଯଦି ସତ ତାହା ହେଲେrt i ମାଗ ଆଉ ଦେଖଆ

    • @user-yd7dq7ij6w
      @user-yd7dq7ij6w 11 дней назад

      ମୋହନଭାଇ କ୍ଷମତା ଲୋଭି ନୁହନ୍ତି ବଜେପି ରସଚ୍ଚା କର୍ମୀ

    • @adarshinitaisum8872
      @adarshinitaisum8872 7 дней назад

      Right bro

  • @sidharthasourav2165
    @sidharthasourav2165 11 дней назад +98

    ମୁଖ୍ୟମନ୍ତ୍ରୀ କଣ ଖଣି ଚୋରଙ୍କୁ ଜେଲ୍ ପଠାଇବେ ସେ ନିଜେ ଗତ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ର ସବୁ ଖଣି ରୁ ଚାନ୍ଦା ନେଇ ଇଲେକ୍ସନ ଲଢ଼ିଛନ୍ତି।।

    • @shrutirekha2750
      @shrutirekha2750 11 дней назад +6

      ସେ ତୋ ଗୋଟେ ବଡ ଚର

    • @lakshmipriya1826
      @lakshmipriya1826 11 дней назад +2

      Hmm ki...hai bhagwan

    • @bidhanchandraganthia9351
      @bidhanchandraganthia9351 11 дней назад

      ​@@lakshmipriya1826Election ladhiba ku bahut paisa darkar.

    • @pitambartudu2437
      @pitambartudu2437 11 дней назад +5

      ଭାଇ, ନବୀନ ପଟ୍ଟନାୟକ ଆଉ ୩୦ବର୍ଷ ଯାଏଁ ଗାଦିଛୁଇଁପାରିବନି । ବିଜେଡି କୁକୁର ହୋଇରୁହନି ଖାଇବାକୁ ମିଳିବନି,

    • @saraswatisahoo5171
      @saraswatisahoo5171 11 дней назад +1

      ନିଜେତ ସାମିଲ ଚୋର ଧରିବେ । ଚୋର ଧରୁ ଧରୁ ନିଜେ ଧରାହେଇ ଜିଵେ।

  • @manvicreation7475
    @manvicreation7475 11 дней назад +86

    ଲଙ୍କାରେ ଯେତିକି ଜନ୍ମ ସବୁ ରାବଣ ସମାନ

    • @sgniall
      @sgniall 11 дней назад

      SABU TA RABAN

    • @NEWPRINCEMADANPRUSTY
      @NEWPRINCEMADANPRUSTY 11 дней назад +4

      Lanka re bibhisana Madhya janma heithila mane rakha

  • @naranginaik3849
    @naranginaik3849 11 дней назад +4

    ସଂକରା ମୁଖ୍ୟମନ୍ତ୍ରୀ ହେବାକୁ ରେଡି ହଃ.

  • @user-ei7cx5oq3r
    @user-ei7cx5oq3r 11 дней назад +4

    ତୁ ହଉଛୁ ସବୁଠୁ ବଡ ଅଳସୁଆ ଆଉ ସୁବିଧା ବାଦୀ
    ତୁ ଓଡ଼ିଆ ନା ରେ କଳଙ୍କ
    ତୁ ଜୀବନରେ କଣ କରିଛୁ ମୋତେ କହ

  • @manvicreation7475
    @manvicreation7475 11 дней назад +54

    ଏବେ ନୂଆ ମନ୍ତ୍ରୀ ଦେଖେଇ କି କହିବେ

  • @abhinandansutar197
    @abhinandansutar197 11 дней назад +53

    ପୁରା ଜାଗାରେ ବାଜିଲା 😂😂

  • @sunitapradhan3852
    @sunitapradhan3852 11 дней назад +2

    ତାଙ୍କ ମୋଦି ଯେମିତି ମୋହନ ମାଝୀ ସେମିତି ତାଙ୍କ ଚେଲା ଚାମୁଣ୍ଡା ସେମିତି, ଗୋଟିଏ ଲାଉ ର ମଞ୍ଜି ସେମାନେ, ଭିନ୍ନ ହେବେ କେମିତି, ତାଙ୍କର କାମ ଦେଶ ସେବା ନୁହେଁ ଦେଶ ସେବା ନାଁ ରେ ବିରୋଧୀ ପାଇଁ ଭାଷଣ ମାରି ମାରି ତାଙ୍କ ମୂଳଦୁଆ strong କରିବା

  • @bipranarayanmoharana9626
    @bipranarayanmoharana9626 11 дней назад +9

    ଶଙ୍କର ବାବୁ ଆପଣ ବହୁତ କୁହାଳିଆ
    ନିଜେ କିଛି କରିବାର ତ କ୍ଷମତା ନାହିଁ କେବଳ ଅନ୍ୟକୁ ଉସୁକାଉଛନ୍ତି। ପାରୁଛନ୍ତି ଯଦି ଓଡ଼ିଶାର ଉନ୍ନତି ପାଇଁ ଉଚିତ ପରାମର୍ଶ ଦିଅନ୍ତୁ।

  • @sakti6493
    @sakti6493 11 дней назад +33

    Mohan Majhi କୁ କିଏ ଆପଣ ବିଦା କରିବେ? କାହିଁ ବାହାଦୁରୀୟା ଗପୁଚ। ସମୟକୁ ଅପେକ୍ଷା କର।

  • @RajaMarndi-if6cq
    @RajaMarndi-if6cq 11 дней назад +82

    ଓଡ଼ିଶାର CM ପତଟି କଣ Mohan Majhi ନିଜେ ବି ଜାଣିପାରୁ ନାହାନ୍ତି

  • @suryanarayanapati7156
    @suryanarayanapati7156 11 дней назад

    A very Good morning Shankar bhai ,
    Thanks for yr Pin pointing pinching points in this Episode of Shankar Mada and there by providing a Great inspiration to our Honourable New CM, to get it be done , what he said .
    Jagannath Pravu Kalyan karantu କି
    ଖଣି ମାଫିଆ ସବୁ ଗୋଟି ଗୋଟି ହୋଇ ଧରାପଡନ୍ତୁ , ଓ ସେମାନଙ୍କ ଉପରେ proper Actions ଓ ଉଚିତ ଦଣ୍ଡବିଧାନ ହେଉ । Shankar Bhai thanks once
    again .❤❤🎉🎉 .

  • @rajkishoremaharana9988
    @rajkishoremaharana9988 11 дней назад +5

    ଭାଇ ତୁମ ଜୀବନ ଟା ଏମିତି ହିଁ କଟିଯିବ , ତୁମେ ଗୋଟିଏ ଦଲାଲ ।

  • @sadanandasahoo3707
    @sadanandasahoo3707 11 дней назад +65

    ଶାହା କମିଶନ ରିପୋର୍ଟ କେନ୍ଦ୍ର ପାଖରେ ଅଛି। କାହିଁକି କେନ୍ଦ୍ର ଚୁପ ହୋଇ ବସିଛି। କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ନେବା କଥା।ମୋହନ ଆଗ କେନ୍ଦ୍ର କୁ ପଚାରନ୍ତୁ ,ତା ପରେ ଶସ୍ତା ଭାଷଣ ଦେବେ। ବିଜେପି କେବଳ ଭାଷଣ ଦିଏ। ଆଗ ବୈଜୟନ୍ତ ମୋହନ କୁ ତଡ଼ି ମୂଖ୍ୟମନ୍ତ୍ରୀ ହେବେ

    • @AkhyayaMohanty
      @AkhyayaMohanty 11 дней назад

      TMC o AAP ku ta pureila odishare kaan hela.tame jemiti pureiba,samaya asile ame bi pureibu.

    • @sarat1294
      @sarat1294 11 дней назад

      That time has came,,The state and center will take action against mining scam

    • @sadanandasahoo3707
      @sadanandasahoo3707 11 дней назад

      @@sarat1294 Nothing will happen. Everybody including centre is party to yhis

    • @kanhuhembram7214
      @kanhuhembram7214 11 дней назад +1

      Sola baijanta kan to sosuro

    • @user-rq6sr8qd6s
      @user-rq6sr8qd6s 11 дней назад +2

      ଶଙ୍କର ଭାଇ ବହୁତ ଭଲ କଥା କହିଲ ପ୍ରକୃତ ରେ ସତ ହଜାରେ percent ସତ

  • @PurnaChandraGamanga-bi6it
    @PurnaChandraGamanga-bi6it 11 дней назад +35

    ଲଙ୍କା ପୁରରେ ଯେମିତି ବିଭୀଷଣ ଏକ ମାତ୍ର ସୁଚିନ୍ତିତ ବ୍ୟକ୍ତି ଥିଲେ ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନଚରଣମାଝିମଧ୍ୟେଏକସୁପୂତ୍ରବ୍ୟକ୍ତିତେଣୁସୁନିଶ୍ଚିତକରିଦେଖାଇବେବୋଲିମୋରବିଶ୍ଵାସଓଭରସା

  • @LambodarBhoi-rl8fm
    @LambodarBhoi-rl8fm 6 дней назад +1

    ଆରେ ସଲା ହାରମ୍ ଜଦା ତୁ କିଏ ଯାହାର କାମ ସେକରୁ ଶଳା ତୁ ବି ଜେ ଦି ର ଦଲାଲ ତୁ ନବୀନ ବାବୁ ତତେ ପଠେଇ ଛି ନବୀନ ତତେ କେତେ ଟଙ୍କା ଦେଇଛି ଶଳା ବେଶୀ ଗପୁଛୁ

  • @chitrasenbisoyi8211
    @chitrasenbisoyi8211 11 дней назад +1

    ଧାନର କୁଇଁଣ୍ଟାଲ3100 ସହ ଟଙ୍କାଦେବେ କହିଥିଲେ ଧରର୍ମେନ୍ଦ୍ରପ୍ରଧାନ ସେଇଟା ଆଗପୁରଣ କରନ୍ତୁ

  • @CreationOdia1234
    @CreationOdia1234 11 дней назад +46

    ମୁଖ୍ୟମନ୍ତ୍ରୀ ର କଥା ବଡ ବଡ କିନ୍ତୁ କାମ ଦୁର୍ବଳ 😂😂😂😂😂 ନବୀନ ବାବୁ ଙ୍କ କଥା କମ୍ କଥା ରେ ଥିଲା ଦମ୍ କିନ୍ତୁ ମୋହନ ବାବୁ ବହୁତ୍ ହଇରାଣ ରେ ପଡ଼ିବେ କେନ୍ଦ୍ରୀୟ ଛାଟ ପଡ଼ିବ ମୋହନ ବାବୁ ଙ୍କୁ😂😂😂😂😂😂

    • @ajitkumarmaharana9275
      @ajitkumarmaharana9275 11 дней назад

      Kamata arambha heini

    • @mdbd7675
      @mdbd7675 11 дней назад

      Naveen pelo ketedin chapiba

    • @SUJAN2127
      @SUJAN2127 10 дней назад

      Balo nah Naveen cm heinthila j kn kari thhila ,E parjonto ammo gaon ku Pani line supply kari nahanti😂

    • @SUJAN2127
      @SUJAN2127 10 дней назад

      Nijo ghoro sambhalo ...poro katha kuhoni. Cm kn kola no kalo seita Cm hin Jane 👍

  • @PrasantKumar-be1zy
    @PrasantKumar-be1zy 11 дней назад +25

    ଭାଇ ସବୁ ଖୋଲି ଦେଲ। ବାଜା ବଜେଇ ଦେଲ

  • @jamasumandal8151
    @jamasumandal8151 6 дней назад

    ମୋଦୀ ji ଙ୍କ ଭାଷଣ ଯେମିତି କା ଓଡିଶା CM ଙ୍କ ଭାଷଣ ତ ସମାନ ପରି ଲାଗିଲାଣି. କହିବା ତ ସତ କରିବା ଭାରି କଷ୍ଟ ନିଶ୍ଚୟ

  • @ChikuMiku-xp9qp
    @ChikuMiku-xp9qp 11 дней назад

    ମୋହନ ମାଝୀ gote କଣ୍ଢେଇ 👍ମୋଦି ଯେମିତି ନଚେଇବ ମୋହନ ମାଝୀ ନାଚିବେ

  • @tularamharijan9511
    @tularamharijan9511 11 дней назад +24

    ସଂକରବାବୁ ନମସ୍କାର ଜେମିତି ଗୁରୁକୁ ସେମିତି ଚେଲା ଏଥିରେ ଫରକ
    କଣ ? ପଡୁଛି ରହିଲୁ ଆଗାମି ଅଧାୟର ଅପେକ୍ଷାରେ

    • @nalumurmu2400
      @nalumurmu2400 11 дней назад +1

      Nije mantri hebaku cahnuchi kahni kina adivashi boli ghrna karuchi...

  • @pratappradhan9455
    @pratappradhan9455 11 дней назад +7

    ମୋହନ ସାର ତ କେନ୍ଦୁଝରର ମୁଖ୍ୟମନ୍ତ୍ରୀ କେବଳ କେନ୍ଦୁଝରକୁ ଏକ ନମ୍ବର ସୁନାର ଜିଲା କରିବେ, ବାକି ଜିଲା କଣ ପାପ କରିଥିଲେ।

  • @bikia.t.m1688
    @bikia.t.m1688 11 дней назад +1

    ନବୀନ ସାର୍ ହେଉଛନ୍ତି ଆମ ଓଡ଼ିଶାର No 1 ମୁଖ୍ୟମନ୍ତ୍ରୀ

  • @user-wj2jm5pf3z
    @user-wj2jm5pf3z 10 дней назад +1

    ଏତି ପାଇଁ ଙ୍କଗ୍ରେସ ପଛରେ ପଡ଼ିଯାଇଛି

  • @madhusudanparida4161
    @madhusudanparida4161 11 дней назад +13

    Very excited speech & prompted reactions.

  • @mithunabhoi8732
    @mithunabhoi8732 11 дней назад +34

    ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି ମୋହନ ମାଝୀ ସାର୍ ଯାହା କିଛି କରିବେ ଓଡିଶାର ଭଳ ପାଇଁ କରିବେ
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ❤❤🙏🙏🙏🙏

    • @TilikaHansdah-cv4rk
      @TilikaHansdah-cv4rk 11 дней назад +1

      Sethi pai sobu bhasan re kohuchan Modi jaha kohibe seiya koriba

  • @pratyushsamal861
    @pratyushsamal861 10 дней назад

    ମୋଦିଜୀ ଯେମିତି ଏ ମୋହନ ବାବୁ ସେମିତି 10 ବର୍ଷ କେନ୍ଦ୍ରରେ ବିଜେପି ସରକାର.ଖଣି ଆବଣ୍ଟନ କେନ୍ଦ୍ର ସରକାର ଅଧୀନରେ, ସାହା କମିଶନ ରିପୋର୍ଟ କେନ୍ଦ୍ର ସରକାର ପାଖରେ 10 ବର୍ଷ ହେଲା କଣ କରୁଛନ୍ତି.

  • @mdjikria9657
    @mdjikria9657 10 дней назад

    ଧନ୍ୟବାଦ ଶଙ୍କର ବାବୁ ନିର୍ଭିକ ଭାବରେ ପ୍ରସଂଟିକୁ ଉତ୍ଥାପନ କରିଥିବାରୁ ଅନେକ ଅନେକ ହୃଦୟରୁ. ଧନ୍ୟବାଦ ❤

    • @mdjikria9657
      @mdjikria9657 10 дней назад

      କଥାରେ ଅନେକ ସତ୍ୟତା ରହିଛି

  • @ballavcharanpradhan3532
    @ballavcharanpradhan3532 11 дней назад +26

    Badhia lagila...

  • @subashmurmu753
    @subashmurmu753 11 дней назад +12

    କାହିଁକି ତମମାନଙ୍କୁ ଡର ଲାଗୁଛି କି? ସେତିକି କହିବା ପାଇଁ କାହା ପାଖରେ ସାହସ ନଥିଲା ଜଉଟା କି ଆଜି ମୋହନ ମାଝୀ କହିଛନ୍ତି, ମୋହନ ମାଝୀ ଯଦି ମୁଖ୍ୟମନ୍ତ୍ରୀ ପଦ ଯିବ ଭାବି ଡରିଥାନ୍ତେ ତାହେଲେ ସେ ଏ କଥାକୁ ଉଠାଇ ନ ଥାନ୍ତେ ଆଉ ତମ ମାନଙ୍କ ଭଳି ଭାଡୁଆ ମାନେ ହିଁ ସେ ଚୋର ମାନଙ୍କୁ ସାହାଯ୍ୟ କରୁଛନ୍ତି

    • @ShibasankarHansdah-um4wd
      @ShibasankarHansdah-um4wd 11 дней назад +2

      କଥା ପଦେ କହିଲ ଭାଇ !

    • @shivaniprasadtudu3922
      @shivaniprasadtudu3922 11 дней назад +1

      U r Right

    • @dilarambaba3940
      @dilarambaba3940 10 дней назад +1

      ଆବେ କୁକୁର ଏମିତି ଭୁକୁଛୁ କାହିଁକି ତୋର ନିଜ ପଦ କୁ ଦେଖ

  • @ChinuNayak-wj1lg
    @ChinuNayak-wj1lg 10 дней назад +1

    ଦୁନିର୍ତି ହଟିବା ଦରକାର। ସପୋର୍ଟ ଦିଅ ସମସ୍ତେ । ଆମେ ସମସ୍ତେ ଓଡ଼ିଶା ର ଜନତା ସାଥ ଦେଲେ ସବୁ ହେଇ ପାରିବ। ତମ ପାଖରେ ଅଛି ଦମ୍ ଯଦି ସାଥ ଦିଅ।ବୁଝିଲେ ଅଜ୍ଞା

  • @sibacharanmahanta7655
    @sibacharanmahanta7655 11 дней назад +9

    ତୁ କଣ ପାଇଁ ଫଡ ଫଡ ହେଉଛୁ ଦେଖ ଆଗ ତାପରେ କହିବୁ ରେ ସଙ୍କରା ଏ ସୃପଣ ରେଖା ଅଭିନୟ ବନ୍ଦ୍ କର !

    • @ravinarayana6485
      @ravinarayana6485 11 дней назад +2

      Tamara kahiniki poduchi....

    • @sibacharanmahanta7655
      @sibacharanmahanta7655 11 дней назад

      @@ravinarayana6485 ତୁମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେଉଛ ?

  • @tudurusika3131
    @tudurusika3131 11 дней назад +12

    ଭାଇ media ଵାଲା ତ ଲାଞ୍ଚୁଆ ହେଲେଣି ସବୁଠୁ ଦୁର୍ନୀତି ଗ୍ରସ୍ତ ହେଲେଣି,

    • @user-yd7dq7ij6w
      @user-yd7dq7ij6w 11 дней назад

      ସତକଥାକହିଲେବାଧୁଛି ତୁମକୁ କେମିତି ଲାଗିଲା

  • @prakashchandraparida8268
    @prakashchandraparida8268 11 дней назад +20

    VERY GOOD. SANKAR. BABU

  • @Gobinda375
    @Gobinda375 9 дней назад

    କଂଗ୍ରେସ ୪୦ ବର୍ଷ ଲୁଟି ଥିଲା ଏବଂ ବଳତ୍କାର ଘଟଣାରେ ଓଡ଼ିଶାରୁ ଲୋପ ପାଇଲା। ବିଜେଡି ସରକାର ବେଳେ ତଳ ଠାରୁ ଉପର ପର୍ୟ୍ଯନ୍ତ ଲୁଟ୍ ଏବଂ ରେପ୍ ଓ ମଡର୍ ଓଡ଼ିଆ ଲୋକ ଜାଣି ଦେଲେ।ଓଡ଼ିଶାରେ ନୁଆ ହୋଇ ବିଜେପି ସରକାର ଆଗକୁ କଣ୍ ଘଟୁଛି ଦେଖିବାକୁ ବାକି!

  • @TukuramMohanta
    @TukuramMohanta 11 дней назад +1

    Mohan Sarkar
    Bhasana Jemiti Kamo b Semiti 100 Dino Opekha Kara jau Dekhi be Kon kon Houchhi

  • @arunbaliarsingh1680
    @arunbaliarsingh1680 11 дней назад +14

    RIGHT

  • @user-co4fl7xl4o
    @user-co4fl7xl4o 11 дней назад +22

    ପୁରା ଠିକ୍ ଯାଗାରେ ବାଜିଛି, ମାଡ଼ି ଛାଲ....

  • @setupathiadinarayana1450
    @setupathiadinarayana1450 11 дней назад +1

    ଆଦାନି଼ ଦେଷ ରୋ ସାବୁ ସାମ୍ପାତ୍ତୁ ଦିଯା ଜିବ ଏ ସାରକାର ଜାଦି ୫ବାରଷାରେ ଛାଲିଲେ...

  • @biswamberbhutia3280
    @biswamberbhutia3280 10 дней назад

    ମୋହନ ମାଝି ଜାତି ଯାହା କାମ ତାହା। ଆବେ ସବୁ ଖଣି ଅମିତ ଶାହା ପୁଅ ଓ ଭଣଜା ଓ ଆଦାନୀ କିଣିଛନ୍ତି ହିନ୍ଦୀ ଟିକିଏ ଶିଖ କିଛି କାମ ରେ ଆସିଵ

  • @skabdulrubnisar8058
    @skabdulrubnisar8058 11 дней назад +8

    Very very good question to CM to show his brave ness and will able to arest them for the beter futer of Odisha Asmita.

  • @rajendraprasadmahakur4712
    @rajendraprasadmahakur4712 11 дней назад +8

    Thik Katha Shankar Babu... Honorable C M please keep ur own words.. unvail the truth on Mining.

  • @user-nm3vo2xx7e
    @user-nm3vo2xx7e 10 дней назад +1

    Everything is ok,cm is not only majhi but also a tiger.samya sabu kahiba,byasta ha na re behiya,final only sport

  • @kameswarkilaka3605
    @kameswarkilaka3605 8 дней назад

    Mohan Majhi cm ଚାଡ଼ିବେ ,, ତୁ ଏଇଥୋର ତୁ CM ହେବୁ ରେଡ୍ଡୀ ଥା BJD ର ଷ୍ଟୋରୀ କୁ BJP କୁ କୋହୁଚୂ ବାଇୟ। ଶଙ୍କର,,,,

  • @santoshsethy1237
    @santoshsethy1237 11 дней назад +11

    God bless you Sankar brother very very thanks 🙏🙏🙏🙏 Namaskar brother apanna agaku madichal apanna darantu nahi. apanna kara chalapatha kusimita heu and apanna kara dampatya jibana sukhamaya heu 🙏❤️❤️ NO-1 CM -NAVEEN sir i love you NAVEEN sir

    • @user-yr1hq5ei7d
      @user-yr1hq5ei7d 11 дней назад

      Sa. Sankarku. Apan. Sina. Ashirbad. Kari. Dela. Bhai. Sa. Maghea. Sankar. Ta. Para. Bada. Chora. Samaghea. Keta. Bela. B. J. P. Ku. Tala. Pakaike. B. J. D. Ku. Ta kichi. Keta. Bela. B. J. D. Ku. Tala. Pakai. B. J . P. Ku. Takuchi. Keta. Bela. Phuni. Congreshku. Sa. Maghea. Ta. Gota. Baha. Galua. Bahaka. TautAr. Ta. Samaghea. Sankar. Ta. Kathera. Dam. Nahi.

    • @user-yr1hq5ei7d
      @user-yr1hq5ei7d 11 дней назад

      Mo. Bhasara. Heta. Gota. Mental. Ta. Ta. Kathera. Kechi. Damnahi. Aji. B. J. P. Ku. Kachadi. B. J. D. Ku. Takichi. Kali. Amati. Bela. Ashiba. Sea. Phuni. B. J. D. Ku. Kachadi. B. J. P. Ku. Takiba. Sate. Bhai. Phuni. Mo. Katha. Comitra. Massaghe. Padhike. Bhabiba.

    • @user-yr1hq5ei7d
      @user-yr1hq5ei7d 11 дней назад

      Seta. Bhalaku. Bhai. Au. Kichi. Nathiba. Aba. Bala. Achi. Apan. Bhabi. Chinti. Ki. Di. Dalaku. Saman. Dakhike. Ashirbad. Karantu.

    • @user-yr1hq5ei7d
      @user-yr1hq5ei7d 11 дней назад

      Jai. Shree. Ram.

  • @amitprogrammer4847
    @amitprogrammer4847 11 дней назад +18

    संकर् बेटा आप जैसा सही बात करते हो ऐसेही करते रहो प्रभु जगनाथ तुमकु कोटि कोटि आश्रीबाद krntu🎉✨🙏right बात करते रहिए

  • @user-vx6ob6pl6b
    @user-vx6ob6pl6b 11 дней назад

    ମାନ୍ଯବର ମୁଖ୍ଯମନ୍ତ୍ରୀ ଯଥାଶୀଘ୍ର ଆକ୍ସନ ନେଇ କୁହାଳିଆ ମାନଙ୍କ
    ମୁହଁ ବନ୍ଦ କରି ଦିଅନ୍ତୁ

  • @user-ei7cx5oq3r
    @user-ei7cx5oq3r 11 дней назад

    ନବୀନ ନିବାସ ଭାଙ୍ଗି ମୁଖ୍ୟମନ୍ତ୍ରୀ ନୂଆ ବାସଭବନ ତିଆରି ହବ

  • @shantidevi7848
    @shantidevi7848 11 дней назад +9

    Jay jagannath 🤩🤩🤩🤩🤩🤩🤩

  • @BijaykuEkka
    @BijaykuEkka 11 дней назад +10

    Good

  • @akshayamallik1808
    @akshayamallik1808 11 дней назад +1

    କହିବା ଓ କରି ଦେଖେଇବା ଭିତରେ ଅନ୍ତର ଅଛି ।

  • @rajudeep6484
    @rajudeep6484 7 дней назад

    ଆମ ମାନଙ୍କର/ଗରିବ ଲୋକମାନଙ୍କର ଆଗ କାମ କର, ତାପରେ 5years ତକ୍ ଆପଣ ଦୋସି ମାନଙ୍କୁ ସଜା ଦେଉଥିବେ, ଆରମ୍ଭରୁ ଆପଣ ବେକାର କାମରେ ଲାଗି ଛନ୍ତି, ଟାଇମ୍ ଅଛି, 5ବର୍ଷ

  • @prafulladasdas9992
    @prafulladasdas9992 11 дней назад +9

    Right shankar bhai

  • @TanujaMishra-gf5cj
    @TanujaMishra-gf5cj 11 дней назад +20

    Bhai loka janisarileni cm nka Katha r value nahni.....front page re Bahar karibe kana ???

  • @sochbadlowithashok8783
    @sochbadlowithashok8783 11 дней назад

    ପୂର୍ବ ସରକାର ରେ ହେଉଥିବା ଦୁର୍ନୀତି କିମ୍ବା ଅନେକ ଗୁଡାଏ ପ୍ରସଙ୍ଗରେ ନିରବତା ରେ ତ ତମେ କେବେ ସ୍ୱର ଉଠାଇବା ଆମେ ଦେଖିନୁ.....

  • @dillipbehera4215
    @dillipbehera4215 11 дней назад

    କଥା କୁହା ସରକାର ହେଇଚି ଓଡ଼ିଶାରେ କାମ କିଛି ନାହିଁ ଖାଲି ଭାଷଣ ମାରୁଛନ୍ତି ସରକାର

  • @damayantisamal6251
    @damayantisamal6251 11 дней назад +6

    Bahut sundar sahasa keep it up

  • @user-tm1kk4sd3q
    @user-tm1kk4sd3q 11 дней назад +10

    ତୁମର ଅସୁବିଧା କେଉଁଠି । ବିରୋଧ କରୁଛ କାହିଁକି ।

    • @narottampatra2657
      @narottampatra2657 11 дней назад +2

      ଭାଇ ବିରୋଧ କରୁ ନାହିଁ ପୁରା ସତ ପୁରା ଠିକ୍

  • @scj7119
    @scj7119 4 дня назад

    Bjp ନିଜେ nabeen sir ଙ୍କ ଜନ ହିତକର ଯୋଜନାକୁ ଚାଲୁ ରଖି ନିଜେ bjp ଭଲ ଜଣ ହିତକର କାର୍ଯ୍ୟ କରି ଦେଖାଇ ଜଣମାନସରେ ଆଦୃତ ହେଉ

  • @nilanchalaphotography1437
    @nilanchalaphotography1437 11 дней назад +1

    ଆଜି ଖଣି ବିକିବେ କାଲି ଓଡ଼ିଶା ବିକିବେ ତାଙ୍କ ହାତରେ ଚାକୁ ତାଙ୍କ ହାତରେ ତରଭୁଜ
    ଆମେ ଏଠି କହିଲେ କିଛି ହେବନି ଭାଇ ଯଦି BJP ବିରୁଦ୍ଧ ରେ କହିଲେ E,D CBI, ଲଗେଇ ଦେବ BJP ର ଲୋକ ହେଇଥିଲେ ମାଫ୍
    ଆଉ ରହିଲା ମଦ ଆପଣ (ଗୁଜୁରାଟ, ସୁରଟ ) ଆସନ୍ତୁ ଦେଖିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଏରିଆ ରେ ମଦ କେତେ ମାତ୍ରାରେ ମିଳୁଚି ଦେଖିବାକୁ ଗଲେ ଆମ ଓଡ଼ିଶା ରେ ପୁରା କମ୍ ଖାଲି BJP ra ବଡ଼ ବଡ଼ କଥା

  • @sarojkumarpradhan1917
    @sarojkumarpradhan1917 11 дней назад +4

    Excellent curiosity excellent dialog excellent courage excellent service excellent aim,excellent thanks

  • @harekrushnadas9132
    @harekrushnadas9132 11 дней назад +7

    Good collection keep it on.

  • @buduramjani-dz2pl
    @buduramjani-dz2pl 11 дней назад

    ବହୁତ ସୁନ୍ଦର ଉପସ୍ଥାପନା କଲେ

  • @Dambarudharpujari-rp6ub
    @Dambarudharpujari-rp6ub 11 дней назад

    ତର ନୋଲେଜ୍ ଅଛି କି ତାହା ହେଲେ ତ ରାଷ୍ଟ୍ର ପତି ଏହି ତା ନ୍ତୁ ଯିଏ ଅନ୍ୟକୁ ନିନ୍ଦା କିମ୍ବା ଅନ୍ୟ ବିରୋଧ ରେ ପ୍ରଚାର କରେ ଭାବୋ ରାବଣ ବଳି ନିଜ କୁ ଭାବ ଅନ୍ୟ ବିରୋଧରେ ଅଭିଯୋଗ କରିବା ଦ୍ଵାରା ଭାଗବତ ହରୀ କୀର୍ତ୍ତନ କରି ତାନ୍ତ ଆର ଜନମରେ ପ୍ରଧାନ ମନ୍ତ୍ରୀ ଅବୋ ଭଗବାନ ମୂର୍କ ନୁହେଁ ମୋହନ ମାଝୀ ସାର୍ ଙ୍କ ପରିଶ୍ରମ ଏବଂ ପୂର୍ବ ଜନମର କର୍ମ ଏଇଟା 100%ସତ୍ୟ ସେତି ପାଇ ଆଜି ସେ ମୁଖ୍ୟ ମନ୍ତ୍ରୀ ପଦବୀରେ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ

  • @sasadharamishra5139
    @sasadharamishra5139 11 дней назад +10

    BJD ଓ କଂଗ୍ରେସ ଦଳର ସବୁ ଖାନି ଚୋର
    ମୋହନ ମାଝି ଜଣେ ସଚ୍ଚୋଟ ଲୋକ
    ଚୋର ଙ୍କ ବିରୁଦ୍ଧ ରେ କହିଲେ ତ।

    • @drkrishnachandramallik8742
      @drkrishnachandramallik8742 11 дней назад

      ଓହୋ! ମୋ ବୋପାଲୋ! କି କଥା କହିଲ ମ! ହବା ବି ଜେ ପି ଦୁଦୁ ଖାଊଚି

    • @nayakmitu8543
      @nayakmitu8543 10 дней назад

      niriha lokataku bali paka jaaichhi

  • @babuna6440
    @babuna6440 11 дней назад +8

    are bhai modi jaha kahi ba sia seia kariba

  • @Btechcivilsiteinformation
    @Btechcivilsiteinformation 10 дней назад

    ଭାଇ ଅନ୍ଧ ରାଇଜରେ କନ୍ଦ ସରକାର ଆରମ୍ଭ ସବୁ ଲୁଟିନେଵେ

  • @nityanandapatra8848
    @nityanandapatra8848 11 дней назад +1

    ଯାହା ହେଉ ଭାଇ ଏତେ ଦିନରେ ଭଲ କଥାଟା କହିଲେ, ତା ପରେ ଅଧିକା ଗପୁଥିବା ଲୋକ କାମ ଫମ୍ପା

  • @ChhabilalGond1244
    @ChhabilalGond1244 11 дней назад +6

    Very nice

  • @chinmayakumarjena4891
    @chinmayakumarjena4891 11 дней назад +22

    Bhai ବହୁତ ଭଲ ଉପସ୍ଥାପନା

  • @user-nm5qq4nc1z
    @user-nm5qq4nc1z 11 дней назад

    ଶଙ୍କର mada ଖଟି କିଏ CM ହେଲେ ଓଡ଼ିଶା ରେ ଭଲ ଉନ୍ନତି କରିବ?

  • @hadibandhubeshra7818
    @hadibandhubeshra7818 11 дней назад +1

    Sankar Babu bjd sarkar samayare kichhita kahu thilani ,. BJP sarkar bele ete Katha kemiti kahuchha

  • @babulpriyamohanta4341
    @babulpriyamohanta4341 11 дней назад +18

    ଏତିକି ତ ନବୀନ ପଟ୍ଟନାୟକ କୁ challenge କଲନି ଯିଏ 25 ବର୍ଷ ଶାସନ ଗାଦିରେ ଥିଲେ 🔥🔥🔥😡😡😡😡ବହୁତ ଟା ସୁଧୁରିଛି ଓଡିଶା

    • @KuberChandraHembram
      @KuberChandraHembram 11 дней назад +7

      ଶଙ୍କର ଟା ଗୋଟିଏ BJD ର ଦଲାଲ୍ 😂😂

    • @user-dj6er4zf8h
      @user-dj6er4zf8h 11 дней назад +3

      Naveen is always great

    • @user-vz4oj2cm8k
      @user-vz4oj2cm8k 11 дней назад +2

      ଠିକ୍ କଥା

    • @managobindapatra4764
      @managobindapatra4764 11 дней назад +1

      ତମେସବୁ କିଛି ଜାଣିନାହିଁ ଓଡ଼ିଶା ଚାଲେ ଖଣିଖାଦିନ ପ ଇ ସା ରେ ୨୫ଵରଷରେ କେତେ ଲୁଟି ଛନ୍ତି ଖଣି ଏରିୟା ଜାଣେ

    • @sambhunathjena7178
      @sambhunathjena7178 11 дней назад +3

      ଆରେ ଭାଇ ଯଉମାନେ fece to fece cm ଙ୍କୁ ଆକ୍ଷେପ କରି କହୁଛନ୍ତି ସେମାନଙ୍କୁ ଭିତରକୁ ପୁରେଇ ଦେଲେ ଠିକ ହୁଅନ୍ତା ନା ଥିବ ବାଉଁଶ ନା ବାଜିବ ବଇଁଶୀ

  • @Foodrecipes054
    @Foodrecipes054 11 дней назад +4

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @iswarchandra5759
    @iswarchandra5759 11 дней назад +1

    ଭାବି ଚିନ୍ତି ଭାଷଣ ଦେବ ଭଲ ।ଶଙ୍କର ମାଡରେ ଠିକ୍ ଭାବନା ନିହୀତ ।

  • @jatindrabarik9271
    @jatindrabarik9271 11 дней назад

    ମୋହନ ବାବୁଙ୍କୁ ଚ୍ୟାଲେଞ୍ଜ କରିଥିବାରୁ ଅନେକ ଅନେକ ଧନ୍ୟବାଦ।

  • @rajeshnayak3212
    @rajeshnayak3212 11 дней назад +6

    Very good

  • @sanjaypatra5975
    @sanjaypatra5975 11 дней назад +5

    Perfect talks

  • @bishmagahir375
    @bishmagahir375 11 дней назад

    ବୋଧ ହୁଏ ଶଙ୍କର ଭାଇ ବିଜେପିର ଶତୁ

  • @subhashreemajhi9658
    @subhashreemajhi9658 11 дней назад

    ବିଜେଡି ,ବିଜେପି ,କଂଗ୍ରେସ ଯେଉଁ ଦଳ ବି ହୁଅନ୍ତୁ ଶାସକ ଦଳ ପଦକ୍ଷେପ ନେଲେ ବିରୋଧୀ ଦଳ ବିରୋଧ ହିଁ କରିବେ l କିନ୍ତୁ ମାନବିକତା ଦୃଷ୍ଟିରୁ ଜନହିତ ପାଇଁ ସହଯୋଗ କରିବା ଉଚିତ l
    ଜୟ ଜଗନ୍ନାଥ ସ୍ୱାମୀ ,ନୟନ ପଥଗାମୀ
    ଭବ ତୁମେ

  • @himansusekhar9617
    @himansusekhar9617 11 дней назад +16

    Very nice Sankar bhai.keep it up.

  • @user-yy3fk9jm8c
    @user-yy3fk9jm8c 11 дней назад +3

    Khali Jagannath nku nei rajneeti, kete Dina epri chaliba

  • @pradipsahu8406
    @pradipsahu8406 7 дней назад

    Good sir ଏମିତି ମାଡି ଚାଳ ଆମେ ସମସ୍ତେ ତୁମ ପଛରେ ଅଛୁ

  • @Bhonz_Kinjhir_Marshal_Baati
    @Bhonz_Kinjhir_Marshal_Baati 11 дней назад

    ଏକଥା ସୁନିଶ୍ଚିତ ଯେ ଏଇ ଖଣି ଖାଦାନ ଲୁଟ କଥା ଭାଷଣ ପାଇଁ ହିଁ ଆଗାମୀ ଦିନରେ ଅତି ଶୀଘ୍ର ମୋହନ ମାଝୀ ସରକାର ଭାଙ୍ଗି ଯିବ । କାରଣ ଖଣି ମାଫିଆମାନେ ହେଉଛନ୍ତି ଅତ୍ୟନ୍ତ ପ୍ରଭାବଶାଳୀ ଲୋକ ।

  • @ManojKumar-rg5ti
    @ManojKumar-rg5ti 11 дней назад +3

    Very nice sir

  • @prakashsing98
    @prakashsing98 11 дней назад +3

    Jay shree Ram Jay Congress Jay BJD 💚💚💚💚👍🚩🕉️🚩🐚

  • @er.bimalchandra8366
    @er.bimalchandra8366 11 дней назад

    There will be create a Greate Revolution,if on this matter.

  • @sukantdas-mk1ul
    @sukantdas-mk1ul 7 дней назад

    ଭାଇ ଙ୍କର ଭାଷଣ ବହୁତ ହେଇଯାଇଛି