Это видео недоступно.
Сожалеем об этом.

ବାବୁ ମହଲ: 'ରଥ ଦଉଡି' | Babu Mahal # 242 : Ratha Daudi | Odia Cartoon Video

Поделиться
HTML-код
  • Опубликовано: 5 июл 2024
  • ସାରାବିଶ୍ୱର ପ୍ରାଣର ଠାକୁର ହେଉଛନ୍ତି ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁର ନିଜ ଭାଇ ଭଉଣୀଙ୍କ ସହ ଭକ୍ତକୁ ଭେଟିବାକୁ ବର୍ଷକେ ଥରେ ଓଲ୍ହାଇ ଆସନ୍ତି ବଡ଼ଦାଣ୍ଡକୁ, କାହିଁ କେତେ ଦୂରରୁ ରଥ ଟାଣିବାକୁ ଚାଲି ଆସନ୍ତି ଭକ୍ତ । ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ରଥ ଦଉଡି' ।
    ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
    Babu Mahal # 242 : ରଥ ଦଉଡି ( A funny odia animated cartoon web series from Dharitri Live )
    This video is not allowed for reuse/ redistribution in any form and manner on any source. Copyright owner : Dharitri Live
    LIKE | SHARE | SUBSCRIBE
    Also Watch:
    👉 Special Episodes : • Special Videos
    👉 'Fun with Public' all episodes: • Fun With Public | ଫନ୍ ...
    👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
    👉 Health Tips: • Health Tips | ହେଲ୍‌ଥ୍‌...
    👉 Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ : • Delicious momos in Bhu...
    👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
    For more updates please visit us:
    👉 Website: www.dharitri.com
    👉 Facebook: / dharitrinews
    👉 Twitter: / dharitrilive1
    👉 RUclips: / dharitrilive
    👉 Instagram: / dharitrilive
    #BabuMahal #OdiaCartoon #DharitriLive #AnimatedComedy #CartoonComedy #Fun #Entertainment #OdiaComedy #SaniaComedy #BabuMahalComedy #OdiaAnimation #Animation #OriyaCartoon #AmazingVideo #SaniaNewComedy #MajhiBabuComedy #SaniaCartoon #Funny #Sania #ShantiApa #Dharitri #Odisha #Bhubaneswar #ବାବୁମହଲ #ସନିଆଢାବା #Dhaba #Hotel #SaniaDhaba

Комментарии • 737

  • @Madhaba_Dora
    @Madhaba_Dora Месяц назад +41

    ସାରାବିଶ୍ବର ପ୍ରାଣର ଠାକୁର ହେଉଛନ୍ତି ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁର ନିଜ ଭାଇ ଭଉଣୀଙ୍କ ସହ ଭକ୍ତିକୁ ଭେଟିବାକୁ ବର୍ଷକେ ଥରେ ଓଲ୍ହାଇ ଆସନ୍ତି ବଡ଼ଦାଣ୍ଡକୁ, କାହିଁ କେତେ ଦୂରରୁ ରଥ ଟାଣିବାକୁ ଚାଲି ଆସନ୍ତି ଭକ୍ତ ! Always awesome Sania Comedy ❤️ଜୟ ଜଗନ୍ନାଥ 🙏 happy Rath Yatra -2024 ⭕❗⭕

  • @satyabratasamal6414
    @satyabratasamal6414 Месяц назад +26

    ସନିଆ ଠାରୁ ଏ ରାଜନୀତିଆ ପରଧନ ଖିଆ ଗୁଡାକ କିଛି ଶିଖିବା ଉଚିତ। ଜଗନ୍ନାଥ ରାଜନୀତିର ନୁହେଁ, ଭାବର ଠାକୁର।

  • @Berhampur432
    @Berhampur432 Месяц назад +31

    ପ୍ରସିଦ୍ଧ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଘୋଷ ଯାତ୍ରା ଅବସରରେ ଅନେକ ଶୁଭେଚ୍ଛା ଶୁଭକାମନା 🎉Hwllo hi bye ମଦ୍ୟପାନ ଛାଡନ୍ତୁ Jay jagannath କୁହନ୍ତୁ ଜୟ ଜଗନ୍ନାଥ 🎉🎉

  • @Madhaba_Dora
    @Madhaba_Dora Месяц назад +99

    ହୋ ! ଭକତେ ⭕❗⭕ ସମସ୍ତ ଙ୍କୁ ପବିତ୍ର ରଥଯାତ୍ରା ର ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 Happy Rath Yatra -2024 Dharitri live team ❤🙏🙏🙏

  • @sridharmalik6929
    @sridharmalik6929 Месяц назад +25

    Legend birthday mahi bhai ପାଇଁ କେତେ like ହେବ happy birthday mahi bhai 🎉❤

  • @SunilKumar-mt2sl
    @SunilKumar-mt2sl Месяц назад +13

    Jay Jagannath

  • @narayansahu1659
    @narayansahu1659 Месяц назад +5

    ଜୟ ଜଗନ୍ନାଥ🙏🌺🇮🇳🙇❤️

  • @no1creation335
    @no1creation335 Месяц назад +77

    ଆଜି ପବିତ୍ର ରଥଯାତ୍ରାରେ କିଏ ପୁରୀ ଯାଇଛ ଓ ଆମ ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଗୋଟିଏ Like କର⭕❕⭕🥺🙏😭🪔🪔

    • @SanadaDehury
      @SanadaDehury Месяц назад

      ,💪💪💪💪💪💪💪💪💪💪💪💪💪💪💪👁️👀👀👄👄

    • @RjaKumar-ht2zy
      @RjaKumar-ht2zy Месяц назад

      Jlkjhjkih

  • @bickybhai8392
    @bickybhai8392 Месяц назад +63

    ବର୍ଷା ହେଲେ ନଈ ରେ ଆସେ ବଢ଼ି। ଭାଇମାନେ ରେଡି ତ ଆସୁଛି ନନ୍ଦିଘୋଷ ରଥ ଗଡ଼ି ଗଡ଼ି। ହରିବୋଲ ❤❤❤❤❤

  • @PaglaKaPagli
    @PaglaKaPagli Месяц назад +13

    Aji ଆମର mrg anniversary pagla and pagli please 🙏 like କରନ୍ତୁ ❤🙏🙏🥮

  • @ShrikantaDas-ij3rd
    @ShrikantaDas-ij3rd Месяц назад +6

    Jay jaganatha prabhu ❤❤😢😊

  • @no1creation335
    @no1creation335 Месяц назад +9

    Happy Rath Yatra Jay Jagannath ⭕‼️⭕🪔😭🥺🥺

  • @satyasundarbhanja1037
    @satyasundarbhanja1037 Месяц назад +16

    Jay Jagannath ⭕‼️⭕

  • @narmadabehera7169
    @narmadabehera7169 Месяц назад +14

    ସମସ୍ତ ଭାଇଭଉଣୀ ମାନଙ୍କୁ ରଥଯାତ୍ରାର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤

  • @chakradhardas6461
    @chakradhardas6461 Месяц назад +22

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଆ ଓ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
    ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ରୁହନ୍ତୁ ❤❤ଜୟ ଶ୍ରୀଜଗନ୍ନାଥ ନମଃ ❤❤

  • @Chandan_4079
    @Chandan_4079 Месяц назад +7

    ଜୟ ଜଗନ୍ନାଥ ❤❤❤

  • @SubhamKumar-wl6sq
    @SubhamKumar-wl6sq Месяц назад +14

    ଜଗନ୍ନାଥା ଏକ ଶବ୍ଦ ନୁହଁ ଓଡିଶାବାସୀଙ୍କ ଭାବ ଆଉ ପ୍ରଣା ❤😊❤ ଜୟ ଜଗନ୍ନାଥ ❤❤❤❤

  • @Gudusahoo18
    @Gudusahoo18 Месяц назад +16

    Prabhu jagarnath samstinku khushire rakhantu

  • @MilanBhoi-mb369
    @MilanBhoi-mb369 Месяц назад +9

    Jay Jagannath ❤❤ odisha is a beautiful State ❤❤❤❤❤❤

  • @ODGAJENDRAYT
    @ODGAJENDRAYT Месяц назад +4

    Jay Jagannath 🚩

  • @SephaliBiswal
    @SephaliBiswal Месяц назад +3

    ଶ୍ରୀମନ୍ଦିର ପରିକ୍ରମ୍ ମୁକ୍ତି ର ପଥ
    ଦର୍ଶନ ଅବାସ୍ ହୋଏ ଶ୍ରୀ ଜୟ ଜୟ ଜଗନ୍ନାଥ ପୁରୀ । 🙏🙏🙏 5:57

  • @Music10M-fp4pf
    @Music10M-fp4pf Месяц назад +1

    ସନିଆ ଭାଇ ପାଇଁ ଗୋଟିଏ ଲାଇଟ୍ କର ❤❤❤❤

  • @Shortkingbabul
    @Shortkingbabul Месяц назад +11

    ଜ ୟ ଜଗନାଥ 🙏🙏🙏

  • @santoshnaik8140
    @santoshnaik8140 Месяц назад +8

    Jai jagannath ❤❤

  • @Madhaba_Dora
    @Madhaba_Dora Месяц назад +21

    ସମସ୍ତ ପବିତ୍ର ଗୁଣ୍ଡିଚା ରଥଯାତ୍ରା ର ଅନେକ - ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ 🙏❗⭕❗ ଜୟ ଜଗନ୍ନାଥ 🙏🙏🙏🙏🙏

  • @ashokasahoo4791
    @ashokasahoo4791 Месяц назад +65

    ହେରା ସନିଆଁ ଭାଇ ରଥ ଦଉଡି ପାଇଁ ଗୋଟେ ଲାଇକ୍ ହଉ

  • @jugalrout3121
    @jugalrout3121 Месяц назад +7

    ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🙏🙏

  • @Gayatridash4359
    @Gayatridash4359 Месяц назад +3

    Jay jagannath 🙏🏻🥰

  • @dostixyz7953
    @dostixyz7953 Месяц назад +5

    Jay Jagannath❤❤

  • @AmarkumarDas-tm2xy
    @AmarkumarDas-tm2xy Месяц назад +5

    Jay Jagannath 🙏🙏🙏🙏🙏

  • @pramodbag9832
    @pramodbag9832 Месяц назад +6

    ଜୟ ଜଗନ୍ନାଥ 🙏🏻🙏🙏🏻

  • @sadanbehera123
    @sadanbehera123 Месяц назад +3

    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏❤❤❤❤❤

  • @alokpanda501
    @alokpanda501 Месяц назад +4

    Jay Jagannath 🙏🙏

  • @movielifeentertainment3837
    @movielifeentertainment3837 Месяц назад +4

    Jay Jagannath ❤

  • @Nabakishorsahoo9
    @Nabakishorsahoo9 Месяц назад +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @sunilsethy6495
    @sunilsethy6495 Месяц назад +3

    Jay shree Jagannath Swami Nayan patha gami bhabatume Prabhu maa

  • @rajeshraj6884
    @rajeshraj6884 Месяц назад +12

    ଖୁସି ଲାଗିଲା ସନିଆ ଭାଇଙ୍କ ଆଗ୍ରହ ଓ ଭଲପାଇବା dekhi😍

  • @Dm.production.official-DN
    @Dm.production.official-DN Месяц назад +24

    ନବରଙ୍ଗପୁର ଜିଲ୍ଲାର କିଏ କିଏ ଦେଖୁଛ ଲାଇକ କରନ୍ତୁ ❤❤🎉

  • @MihirBehera-ng5rt
    @MihirBehera-ng5rt Месяц назад +2

  • @Madhaba_Dora
    @Madhaba_Dora Месяц назад +326

    ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ସମସ୍ତ ବିଶ୍ୱ ବାସୀଙ୍କୁ ହାର୍ଦିକ ଶୁଭେଛା ଓ ଶୁଭକାମନା 🙏 ଜୟ ଜଗନ୍ନାଥ 🙏🙏🙏🙏🙏 ୨୦୨୪ 🎉

  • @TrichlochanPradha
    @TrichlochanPradha Месяц назад +3

    ଜୟ ଜଗନ୍ନାଥ ପ

  • @sasikantabhanja372
    @sasikantabhanja372 Месяц назад +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏

  • @jagadishseth4472
    @jagadishseth4472 Месяц назад +3

    Jay Jagannath 🌼🏵️🌼🙏, happy Ratha Yatra to all of you 💐.

  • @narayangouda3441
    @narayangouda3441 Месяц назад +3

    🙏🙏🙏Jay jaganath 🙏🙏

  • @sadboybaikunthapal1571
    @sadboybaikunthapal1571 Месяц назад +198

    ଯୟ ଜଗନ୍ନାଥ କୁ ଭଭପାଉଥିଲେ ❤ କରିବ

  • @_satvik-s2.
    @_satvik-s2. Месяц назад +10

    Dhoni lover like kara❤

  • @santoshkumarmukhi1056
    @santoshkumarmukhi1056 Месяц назад +6

    ପବିତ୍ର ରଥଯାତ୍ରା ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ମହାପ୍ରଭୁ ଜଗନ୍ନାଥ ବିଶ୍ୱ ବାସୀଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ ଜୟ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ବଳଭଦ୍ର ❤️💙🙏🚩

  • @nibeditasenapati763
    @nibeditasenapati763 Месяц назад +35

    ସମସ୍ତଙ୍କୁ ଆଜି ଜଗତର ନାଥ ଜଗନ୍ନାଥଙ୍କ ଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ର ବହୁତ ସାରା ଅଭିନନ୍ଦନ ❤🙏 Happy Rathyatra ୨୦୨୪ 🙏 ଜୟ ଜଗନ୍ନାଥ 🎉🙏🥰

  • @rabindramohapatra4986
    @rabindramohapatra4986 Месяц назад +3

    ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🙏🌹🌹🙏

  • @LijaDas-dm6eg
    @LijaDas-dm6eg Месяц назад +7

    Happy rathayatra🙏

  • @ranjanwoodcaving9030
    @ranjanwoodcaving9030 Месяц назад +13

    ହୋ ଭକତେ ⭕❗⭕🚩 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤ ପବିତ୍ର ରଥ ଯାତ୍ରା ରେ ଓଡ଼ିଶା ର ସମସ୍ତ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

  • @RasmiPasayat
    @RasmiPasayat Месяц назад +4

    ହେପି ରଥଯାତ୍ରା

  • @srikantamoharana3277
    @srikantamoharana3277 Месяц назад +3

    Sania bhakti ❤❤❤mo aakhi ru luha aashigala jay jaganath Maha prabhu ❤❤

  • @user-yh8jf3il8s
    @user-yh8jf3il8s Месяц назад +2

    ହେରା ସନିଆ ଭାଇ happy ରଥ ଯାତ୍ରା ଯେ ଜୟ ଜଗନ୍ନାଥ 🙏ସମସ୍ତ ବିଶ୍ଵ ବାସୀଙ୍କୁ ମୋ ତରଫ ରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏

  • @surajsamal6711
    @surajsamal6711 Месяц назад +3

    ଜୟ ଜଗନ୍ନାଥ ❤❤

  • @Madhaba_Dora
    @Madhaba_Dora Месяц назад +13

    ଯେଉଁମାନେ ସନିଆ କମେଡି ❤ ଦେଖିବାକୁ ପସନ୍ଦ କର ✋।। Attendance here ✋....

  • @prakashnayak1358
    @prakashnayak1358 Месяц назад +3

    Jagatara Natha Jay Shree Jagannath Mahaprabhu Nka Padatale Mora Koti Koti Pranam 🙏🙏🙏🙏🙏🙏🙏

  • @ashupujari9492
    @ashupujari9492 Месяц назад +4

    କହ୍ନେଇ ର ରଥ ଛିଆଁ କିଏ କିଏ ଦେଖିବ

  • @GitanjaliMajhi-l4w
    @GitanjaliMajhi-l4w Месяц назад +2

    Jay

  • @Madhaba_Dora
    @Madhaba_Dora Месяц назад +4

    Beautiful Comedy ❤️👌👌👌

  • @pramothmandal735
    @pramothmandal735 Месяц назад +1

    ବୋଲ ଜୟ ଜଗନ୍ନାଥ 🙏🙌

  • @MINDMaster802
    @MINDMaster802 Месяц назад +3

    जय जगन्नाथ 🚩🚩🚩

  • @Ajitsahoo645
    @Ajitsahoo645 Месяц назад +2

    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ 🥰😍

  • @_satvik-s2.
    @_satvik-s2. Месяц назад +6

    Odia pila like kara

  • @Er.Bapuni
    @Er.Bapuni Месяц назад +5

    Jay Shree Jagannath 🙏🙏🙏

  • @knowledgeexpander2384
    @knowledgeexpander2384 Месяц назад +4

    Jay jagannath

  • @user-do7pv2kb4k
    @user-do7pv2kb4k Месяц назад +4

    Happy ratha Yatra

  • @AjaySingh-ng4is
    @AjaySingh-ng4is Месяц назад +3

    khub sundor prastuti, Jay Jagannath.❤️❤️❤️❤️❤️❤️❤️

  • @odiatraderofficial843
    @odiatraderofficial843 Месяц назад +5

    Jay Jagannath 🙏

  • @satyabhamagiri7982
    @satyabhamagiri7982 Месяц назад +2

    Jay jagannatha jay Maa laxmi 💝💝💝💝💝💝💝💝💝💝💝💝💝💝

  • @bhaktarampandka2070
    @bhaktarampandka2070 Месяц назад +2

    Jay jagannath Happy Ratha yatra

  • @BantySarkar-o7q
    @BantySarkar-o7q Месяц назад +3

    Jay jagannath🙏🙏🙏

  • @9xm50
    @9xm50 Месяц назад +2

    ❤Lot Of Love From PuriDham 🚩🛕🙏
    🪷Jay Shree Jagannath Swamy 📿⭕❗⭕🚩🛕🔔🙇🙏

  • @padmabatiganjhu9537
    @padmabatiganjhu9537 Месяц назад +2

    ଜୟ ଜଗନ୍ନାଥ 🙏🙏🙏🙏🌺🌺🌺

  • @bimalbehera996
    @bimalbehera996 Месяц назад +3

    Happy rathayatra 2024

  • @Namasteworld07
    @Namasteworld07 Месяц назад +1

    ଶ୍ରୀ ରାମ ମାଲେ କାଣ୍ଡ ଦୁଲୁ କୁଛି ବଡ଼ ଦାଣ୍ଡ ହଲି ହଲି କା ଝୁଲି ଝୁଲି କା ଆସୁଛି କାଳିଆ ଷଣ୍ଢ ❤ ଜୟ ଜଗନ୍ନାଥ ❤ like

  • @rojijena5214
    @rojijena5214 Месяц назад +4

    ଏହି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଗତବର୍ଷ ରଥ ଯାତ୍ରା ଦିନ ମାଝୀ ବାବୁ ଆପଣଙ୍କ ପୁଅ ଜନ୍ମ ନେଇଥିଲେ ତାଙ୍କର ପ୍ରଥମ birthday ର video send kara please

    • @rojijena5214
      @rojijena5214 Месяц назад +1

      ଯେଉଁ ମାନେ ମୋର ପରି କହିବାକୁ ଚାହୁଁଛନ୍ତି ଲାଇକ କର

  • @sankarsaha715
    @sankarsaha715 Месяц назад +3

    Jay jagannath swami nayana patha gami bhaba tume 🙏🙏🙏

  • @manaskumarswain8037
    @manaskumarswain8037 Месяц назад +2

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @Tripathy2008
    @Tripathy2008 Месяц назад +2

    Jay shree jagannath happy ratha Yatra

  • @user-yj6pn5dp8z
    @user-yj6pn5dp8z Месяц назад +5

    Jay Jagannath 🙏🙏🙏 my best friend saniya

  • @Munagita86
    @Munagita86 Месяц назад +4

    Jay Jagannath ❤❤❤❤❤❤❤

  • @sagarikaswain3378
    @sagarikaswain3378 Месяц назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 💖🙏💖

  • @statusvideo357
    @statusvideo357 Месяц назад +4

    Jay Jagannath 🙏🙏🙏

  • @gouttamnayak3497
    @gouttamnayak3497 Месяц назад +8

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏

  • @bijaykumarsahoo1867
    @bijaykumarsahoo1867 Месяц назад +2

    Jay Jagannath 🙏🙏🙏🙏🙏❤️❤️❤️

  • @akshayakumarparida878
    @akshayakumarparida878 Месяц назад +4

    Jay shree jagannath

  • @kamallpradhan8476
    @kamallpradhan8476 Месяц назад +2

    ସନିଆ ଭାଇ
    କାଳିଆ ସାଆନ୍ତ ତୁମ୍ଭର ଡାକ ନିଶ୍ଚୟ ଶୁଣିବେ
    ଜୟ ଜଗନ୍ନାଥ

  • @rameshchandrasahoo3196
    @rameshchandrasahoo3196 Месяц назад +1

    ଘୋଷ ଯାତ୍ରା ଅବସରରେ ସାରା ବିଶ୍ବ ଲୋକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛ🙏🙏🙏🙏

  • @beherarailway9996
    @beherarailway9996 Месяц назад +1

    ସବୁ ସେଇ କାଳିଆ ଠାକୁରଙ୍କ ଲୀଳା, ଜୟ ଜଗନ୍ନାଥ ❤❤❤

  • @user-uw7hb7td4j
    @user-uw7hb7td4j Месяц назад +1

    କାଳିଆ ଠାକୁର ରଥଯାତ୍ରାରେ

  • @BikramMishra-ut3lv
    @BikramMishra-ut3lv Месяц назад +1

    ଧନ୍ୟବାଦ ଭାଇ ବାବୁ ମହଲ କମେଡି ୟୁଟୁବ୍ ଭିଡିଓ ର ଏହି ଜଗନ୍ନାଥ ଙ୍କର ରଥଯାତ୍ରା ଭିଡିଓ ଟିକୁ ଦେଖିଲା ପରେ ଆପଣ ବିଶ୍ଵାସ କରିବେନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଣ ସତରେ ଏହି ଭିଡିଓ ଟି ମନଛୁଆଁ, ଆଖିରୁ ଲୁହ ବାହାରିବା ପରି ଭିଡିଓ ହୋଇଛି ❤❤❤❤❤❤❤❤🎉🎉🎉🎉🎉🎉❤❤❤❤😢😢😢😢😢😢😢😢😢😢❤❤❤❤❤❤❤❤❤❤❤

  • @rudrasahu3430
    @rudrasahu3430 Месяц назад +1

    ସମସ୍ତ ଗୁରୁଜନ ମାନଙ୍କୁ ମୋ ତରଫରୁ ପ୍ରଣାମ, ଜଗତର ନାଥ ଜଗନ୍ନାଥ ସମସ୍ତ ଙ୍କର ମଙ୍ଗଳ କାମନା କରନ୍ତୁ ଜୟ ଜଗନ୍ନାଥ ମୁଁ ଅନୁଗୋଳ ଜିଲ୍ଲାରୁ,ଜୟ ଜଗନ୍ନାଥ

  • @beheraseries434
    @beheraseries434 Месяц назад +1

    ବୋଲ୍ ଆନନ୍ଦ ଏକ ବାର ହରି ବୋଲ ❤❤❤

  • @LKB.143
    @LKB.143 Месяц назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମ୍ଭେ 🙏

  • @bhaktabandhunayak-ib7xv
    @bhaktabandhunayak-ib7xv Месяц назад +1

    Jay Jagannath ⭕‼️⭕ aji pabitra ratha jatra ra hardik abhinandan all of you 👌👌👌 exilent super ❣️❣️❣️❣️

  • @priyakantojha8717
    @priyakantojha8717 Месяц назад +3

    ଜୟ ଜଗନ୍ନାଥ

  • @soumayaranjanrout5521
    @soumayaranjanrout5521 Месяц назад +1

    ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ରୁ କିଏ କିଏ ଦେଖୁଛ like କର

  • @PrasantaSahoo-hw2yi
    @PrasantaSahoo-hw2yi Месяц назад +3

    Jay Jagannath Jay bada mahaprabhu

  • @BikiNayak-vm1ou
    @BikiNayak-vm1ou Месяц назад +3

    Sob bolo Jay Jaganth❤❤❤🌺🌺🌺🙏🙏🙏