ବାବୁ ମହଲ: 'ସନିଆ ଢାବା' | Babu Mahal # 241 : Sania Dhaba | Odia Cartoon Comedy

Поделиться
HTML-код
  • Опубликовано: 21 июн 2024
  • ରାସ୍ତାରେ ଯାଉଥିବା ସମୟରେ,ଢାବା ନାଁ ଶୁଣିଲେ ଛୋଟ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଅଟକି ଯାଆନ୍ତି, କିନ୍ତୁ କିଛି ଖଳ ପ୍ରକୃତିର ଲୋକ ନିଜର ବେପାର ବୃଦ୍ଧି ପାଇଁ ନାନାଦି ପ୍ରକାରର ଲୋଭନୀୟ କଥା କହି ଗ୍ରାହକ ମାନଙ୍କୁ ଆକୃଷ୍ଟ କରିଥାଆନ୍ତି, ଯାହାଦ୍ୱାରା ଲୋକମାନଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଯାଇଥାଏ । ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ସନିଆ ଢାବା'।
    ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
    Babu Mahal # 241 : ସନିଆ ଢାବା ( A funny odia animated cartoon web series from Dharitri Live )
    This video is not allowed for reuse/ redistribution in any form and manner on any source. Copyright owner : Dharitri Live
    LIKE | SHARE | SUBSCRIBE
    Also Watch:
    👉 Special Episodes : • Special Videos
    👉 'Fun with Public' all episodes: • Fun With Public | ଫନ୍ ...
    👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
    👉 Health Tips: • Health Tips | ହେଲ୍‌ଥ୍‌...
    👉 Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ : • Delicious momos in Bhu...
    👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
    For more updates please visit us:
    👉 Website: www.dharitri.com
    👉 Facebook: / dharitrinews
    👉 Twitter: / dharitrilive1
    👉 RUclips: / dharitrilive
    👉 Instagram: / dharitrilive
    #BabuMahal #OdiaCartoon #DharitriLive #AnimatedComedy #CartoonComedy #Fun #Entertainment #OdiaComedy #SaniaComedy #BabuMahalComedy #OdiaAnimation #Animation #OriyaCartoon #AmazingVideo #SaniaNewComedy #MajhiBabuComedy #SaniaCartoon #Funny #Sania #ShantiApa #Dharitri #Odisha #Bhubaneswar #ବାବୁମହଲ #ସନିଆଢାବା #Dhaba #Hotel #SaniaDhaba
  • КиноКино

Комментарии • 409

  • @Umeshvlogsofficial121
    @Umeshvlogsofficial121 7 дней назад +63

    ଜୟ ଜଗନ୍ନାଥ ❤❤ଯୋଉମାନେ କାଳିଆପ୍ରଭୁଙ୍କର ଭକ୍ତ like here 👇👇

    • @sparkle_elina8602-j7z
      @sparkle_elina8602-j7z 4 дня назад +1

      ରାସ୍ତାରେ ଯାଉଥିବା ସମୟରେ , ଢ଼ାବା ନାଁଆ ଶୁଣିଲେ ଛୋଟ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ! କିନ୍ତୁ କିଛି ଖଳ ପ୍ରକୃତିର ଲୋକ ନିଜର ବେପାର ବୃଦ୍ଧି ପାଇଁ ନାନାଦି ପ୍ରକାରର ଲୋଭନୀୟ କଥା କହି ଗ୍ରାହକ ମାନଙ୍କୁ ଆକୃଷ୍ଟ କରିଥାନ୍ତି .... ସରକାରୀ ଜମିରେ ଦୋକାନ ଖୋଲିବା ପୂର୍ବରୁ municipality re kahiba jaruri .....

  • @RajaNarmadaexpress143
    @RajaNarmadaexpress143 6 дней назад +29

    ଖାଇଲା ବେଳେ କିଏ ମୋ ଭୋଳି cartoon ଦେଖି ଦେଖି ଖାଉଚ like kara

  • @user-xi3mt5ey7s
    @user-xi3mt5ey7s 8 дней назад +26

    ହରପାର୍ବତୀ କି ଜୟ ❤ଜୟ ମାତା ଲକ୍ଷ୍ମୀ❤ଜୟ ସୀତାରାମ❤ଜୟ ଶ୍ରୀ ହନୁମାନ❤ଜୟ ଶ୍ରୀ ଲକ୍ଷ୍ମଣ🕉️❤🙏🏽🚩🚩🚩🚩

  • @user-yx3dw4qk4q
    @user-yx3dw4qk4q 6 дней назад +4

    Oww anda vakta❤

  • @Bijaya_Naik2005
    @Bijaya_Naik2005 8 дней назад +337

    ଯେଉଁମାନେ ସନିଆ Comedy ଦେଖିବାକୁ ପସନ୍ଦ କର? 👍👍👍❤

  • @no1creation335
    @no1creation335 8 дней назад +77

    ନଟିଆର Parallel University Part -3 ଯିଏ ଦେଖିବାକୁ ଚାହୁଁଛ Like କର😢

    • @worldallcartoon226
      @worldallcartoon226 8 дней назад

      Sania Comedy
      Ea😂

    • @Artbysona984
      @Artbysona984 8 дней назад +1

      Natia best sania worst😅

    • @sparkle_elina8602-j7z
      @sparkle_elina8602-j7z 4 дня назад

      ରାସ୍ତାରେ ଯାଉଥିବା ସମୟରେ , ଢ଼ାବା ନାଁଆ ଶୁଣିଲେ ଛୋଟ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ! କିନ୍ତୁ କିଛି ଖଳ ପ୍ରକୃତିର ଲୋକ ନିଜର ବେପାର ବୃଦ୍ଧି ପାଇଁ ନାନାଦି ପ୍ରକାରର ଲୋଭନୀୟ କଥା କହି ଗ୍ରାହକ ମାନଙ୍କୁ ଆକୃଷ୍ଟ କରିଥାନ୍ତି .... ସରକାରୀ ଜମିରେ ଦୋକାନ ଖୋଲିବା ପୂର୍ବରୁ municipality re kahiba jaruri .....

  • @amarcreation0655
    @amarcreation0655 8 дней назад +69

    ମାହାଙ୍ଗା, ସାଲେପୁର କିଏ କିଏ ଦେଖୁଛନ୍ତି ❤️

  • @s_b_satya_45
    @s_b_satya_45 8 дней назад +7

    ଭଦ୍ରକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ❤❤ ❤️

  • @sreenutakri7358
    @sreenutakri7358 2 дня назад +3

    ଯେଉଁ ମାନେ ସନିଆ କମେଡି କୁ ଭଲ ପାଅ
    ଏଠିକୁ ଆସି like କର ଯେ............❤❤❤❤❤

  • @saniabarikm.b.j60
    @saniabarikm.b.j60 8 дней назад +3

    ମୁ ସନିଆ ❤❤❤

  • @satyabhamagiri7982
    @satyabhamagiri7982 8 дней назад +108

    ସନିଆ ଭାଇ ଙ୍କୁ କିଏ କିଏ ଭଲ ପାଅ like ଙ୍କର ❤️🥰🥰😇

  • @Cuty_chiki143
    @Cuty_chiki143 8 дней назад +82

    କେଉଁମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଦେଖିବା ପାଇଁ ଅପେକ୍ଷା କରିଛ ❤ କମେଣ୍ଟ ରେ ଜୟ ଜଗନ୍ନାଥ ଲେଖନ୍ତୁ 🙏🙏❤ ( To Day My Birthday )🎂😌

    • @samirmalik-ic4in
      @samirmalik-ic4in 8 дней назад

      Jay jagannatha 🪔🙏 mu bahuta dukhita mor daka jagannatha suvhunahi puriki lagungi dori mor sapna purana hauni jay jagannatha 🙏🪔

    • @Ajitsahoo645
      @Ajitsahoo645 8 дней назад +3

      Happy birthday cuty 😍❤️

    • @Ajitsahoo645
      @Ajitsahoo645 8 дней назад +3

      Love you❤

    • @papundandasena7901
      @papundandasena7901 8 дней назад +2

      Happy Birthday dear cutie 🥰🥰

    • @Cuty_chiki143
      @Cuty_chiki143 8 дней назад

      @@papundandasena7901 please support me😌

  • @rasmitaodiablogger5778
    @rasmitaodiablogger5778 7 дней назад +4

    ❤ good morning ❤so beautiful episode 😅😅I am Rasmita 🥰

    • @Mrcreyz
      @Mrcreyz 2 дня назад

      Vry good morning I’m Aryan 😊

  • @abhisekpanda9708
    @abhisekpanda9708 7 дней назад +5

    Jay Jagannath 🙏🏻

  • @user-xd4jx7bv9m
    @user-xd4jx7bv9m 3 дня назад +2

    ଜୟ ଜଗନ୍ନାଥ ମୋରତ ସନିଆ comedy ପସନ୍ଦ ହୋଇଗଲାଣି ❤❤

  • @JitendraMahakuda
    @JitendraMahakuda 8 дней назад +4

    ଜୟ ଜଗନ୍ନାଥ 🙏🙏🙏🙏

  • @raja_yt_2.01
    @raja_yt_2.01 8 дней назад +18

    କେଉ ମାନେ ସନିଆ କୁ ଭଲ ପାଅ ❤❤

  • @manojbabu6690
    @manojbabu6690 8 дней назад +5

    ଖୁବ ସୁନ୍ଦର

  • @pramothmandal735
    @pramothmandal735 8 дней назад +5

    ଜୟ ଜଗନ୍ନାଥ

  • @user-yd7zh3ym6v
    @user-yd7zh3ym6v 8 дней назад +3

    ସନିଆ ଭାଇ ଭଲ ମଜା କରୁଛ ତୁମକୁ ଧନ୍ୟବାଦ❤😢😢😢😢😢😢😢

  • @niranjanmaharana3764
    @niranjanmaharana3764 8 дней назад +8

    ସନିଆ ଭାଇର oyo ଦେଖିବାକୁ ଅପେକ୍ଷା କିଏ କରିଚି 😂😂😂

  • @Cuty_chiki143
    @Cuty_chiki143 8 дней назад +15

    ଆପଣମାନଙ୍କ ପ୍ରିୟ କେଉଁଟି
    1-ନଟିଆ କମେଡି
    2-ସନିଆ କମେଡି
    କମେଣ୍ଟ କର ❤❤

  • @Madhaba_Dora
    @Madhaba_Dora 8 дней назад +58

    ରାସ୍ତାରେ ଯାଉଥିବା ସମୟରେ , ଢ଼ାବା ନାଁଆ ଶୁଣିଲେ ଛୋଟ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ! କିନ୍ତୁ କିଛି ଖଳ ପ୍ରକୃତିର ଲୋକ ନିଜର ବେପାର ବୃଦ୍ଧି ପାଇଁ ନାନାଦି ପ୍ରକାରର ଲୋଭନୀୟ କଥା କହି ଗ୍ରାହକ ମାନଙ୍କୁ ଆକୃଷ୍ଟ କରିଥାନ୍ତି .... ସରକାରୀ ଜମିରେ ଦୋକାନ ଖୋଲିବା ପୂର୍ବରୁ municipality re kahiba jaruri .....

  • @nibeditasenapati763
    @nibeditasenapati763 8 дней назад +30

    ଯେଉଁମାନେ ସାନିଆ ଭାଇ କୁ ପସନ୍ଦ କର 🙌🙌👍👍

  • @kcdaspresents9811
    @kcdaspresents9811 8 дней назад +5

    ସନିଆ ଭାଇ ଯେଉଁ ବେପାର କଲା ସେ ବେପାର ବୁଡ଼ିଲା,ହୁଳୁହୁଳା ଡଙ୍କହତା ଚମଡୋଳା ଟା ଆଉ 😅😅😅😅

  • @laxmipriya7230
    @laxmipriya7230 8 дней назад +15

    ସନିଆ ଭାଇ ତ food love ଯାହାହେଉ ଯାହାହେଉ ଏଇ business ରେ ତ ଖାଇବା ପାଇଁ ସୁଯୋଗ ହେବ 🤩😁,,

  • @Koraputia_reels_video
    @Koraputia_reels_video 8 дней назад +88

    ସନିଆ କମେଡ଼ି କିଏ କିଏ ଦେଖିବାକୁ ପସନ୍ଦ କର❤🎉❤❤😮

  • @rashmitanayak3291
    @rashmitanayak3291 8 дней назад +5

    Jay Jagannath good morning

  • @snigdhasahoo3882
    @snigdhasahoo3882 8 дней назад +4

    I like your all video❤❤❤🎉🎉🎉😊😊😊 nice video❤apana bahut bhala comedy karuchanti🎉🎉🎉🎉❤❤❤😊

  • @sohan_fficial_056
    @sohan_fficial_056 8 дней назад +4

    Jay jagannath 🙏

  • @theanimal3153
    @theanimal3153 8 дней назад +5

    ହେଇଟି ସନିଆ ଭାଇ ଢ଼ାବା ତ ଭାଙ୍ଗି ଗଲା 😭😭😭ଆଗକୁ କଣ କରିବା ଯେ 😭😂😂😂😂😂😂😂😂😂😂😂😂😂😂😂

  • @riteshsahu8899
    @riteshsahu8899 8 дней назад +6

    Mayurbhanj distict ru kia kia dekhu cha like kara ❤

  • @krushunachandra8223
    @krushunachandra8223 8 дней назад +4

    Good morning all of you friends ❤❤❤

  • @𝓑𝓪𝓻𝓪𝓭𝓪𝓴𝓪𝓷𝓽𝓪_𝓜𝓲𝓼𝓱𝓻𝓪

    ସନିଆ ତୁ ଜୁ ବେବସାୟ କରୁଛୁ ସବୁ ଭାଙ୍ଗି ଯାଇଛି.ତୁ ଗୋଟେ ଭାଙ୍ଗ ବେବସାୟ କରେ ଭଲ ରେ ଚାଲିବ 😊😊

  • @BharatKumar-wh1eo
    @BharatKumar-wh1eo 8 дней назад +4

    Jay jagannath ❤

  • @Officialsonali438
    @Officialsonali438 8 дней назад +2

    Sania Bhai nku bhala pauthile like gote kara

  • @Arati369
    @Arati369 8 дней назад +6

    Aji mo birthday wise kara plz 😢😢

  • @Tripathy2008
    @Tripathy2008 8 дней назад +4

    Good morning Sania 🎉😂😂❤❤nice episode

  • @Ajitsahoo645
    @Ajitsahoo645 8 дней назад +10

    ଏମିତି କେଉଁ business ନାହିଁ 😁ସନିଆ ଭାଇ ତାକୁ ଚେଷ୍ଟା karinahanti 😂🤣,, like ଧଡ଼ିଆ ମଉସା 🤣,,

  • @satyabhamagiri7982
    @satyabhamagiri7982 8 дней назад +7

    ❤❤❤ଜୟ ଜଗନ୍ନାଥ ଜୟ ମା ଲଷ୍ମୀ ❤❤❤

  • @sushilsahoosushilsahoo9557
    @sushilsahoosushilsahoo9557 3 дня назад +2

    ସନିଆ comedy ❤

  • @SaGar75746
    @SaGar75746 8 дней назад +4

    Sania bhai ra sabu mada khiaa kama🤣🤣😂

  • @beherarailway9996
    @beherarailway9996 8 дней назад +2

    Dhabaa episode ଟି ବହୁତ୍ ଭଲ ହେଇଛି

  • @Bijaya_Naik2005
    @Bijaya_Naik2005 8 дней назад +39

    This year T20- World Cup re IND 🇮🇳 won heuu.... Attendance here ✋✋.....!!!!!!!!!

    • @mrcrazystar7907
      @mrcrazystar7907 8 дней назад +1

      Bro au kuhani se sabu katha 2023 world cup gala tharu depression re 😢😢

  • @user-zg3gv4er8s
    @user-zg3gv4er8s 8 дней назад +5

    କଲାହାଣ୍ଡି ରୁ କିଏ ଦେଖୁ ଛ like କର

  • @user-rd9uc9ke9g
    @user-rd9uc9ke9g 8 дней назад +2

    ସନିଆ ଭାଇ କୁ ବାହାଘର କରିଦିଅ ସବୁ ଠିକ୍ ହେଇଯିବ 😅😅😅

  • @abhisekpanda9708
    @abhisekpanda9708 7 дней назад +3

    Jay Samay 🙏🏻

  • @SandhyaRani-km9qk
    @SandhyaRani-km9qk 8 дней назад +3

    Auu gote palan kara sania bhai

  • @Sasmita47
    @Sasmita47 8 дней назад +3

    Sania comedy in the best romantic😂😂😊🎉😂

  • @bapimishra-sv4oz
    @bapimishra-sv4oz 8 дней назад +2

    Sania ra comedy bhari Bhala laguhi 😂😅

  • @Titu_5857
    @Titu_5857 5 дней назад +1

    ହେରା ବଢିଆ ଲାଗିଲା ଯେ ❤️👍 ଭିଡିଓ 😘😁

  • @mamalifestyle547
    @mamalifestyle547 7 дней назад +3

    So funny video 😂

  • @jyotiprakashbehera962
    @jyotiprakashbehera962 8 дней назад +13

    Kea kea sunday re dekhucha like kara

  • @legendboys4225
    @legendboys4225 8 дней назад +4

    Jay Jagannath

  • @kedarnag8431
    @kedarnag8431 7 дней назад +3

    ❗Jaga re❗............⭕❗⭕......🚩🙏

  • @ajitsinghkrw7364
    @ajitsinghkrw7364 8 дней назад +2

  • @ashutoshmohapatra9363
    @ashutoshmohapatra9363 8 дней назад +2

    👍👍👍

  • @SuchitranandSamal
    @SuchitranandSamal День назад +2

    Badia bhai

  • @AjayaBeura-in4ur
    @AjayaBeura-in4ur 8 дней назад +2

    ମାଝୀ ବାବୁଙ୍କ ସରକାର ଓଡିଶା ରେ ଥାଉ ଥାଉ ସନିଆ ର ଢ଼ାବା ଭାଙ୍ଗି ଦେବା ଟା ଠିକ ହେଲାନି 😂😂mohon majhi cm of odisha 👍

  • @debasmitasahoo397
    @debasmitasahoo397 7 дней назад +4

    ବଢିଆ ❤️

  • @youTube.Rintu.123
    @youTube.Rintu.123 8 дней назад +4

    ସନିଆ ଭାଈ ର ସାଙ୍ଗ କିଏ କିଏ ❤❤Comments କର❤❤

  • @BijayMohanta-jp2ne
    @BijayMohanta-jp2ne 8 дней назад +9

    Good morning❤❤❤❤like koro

  • @SubratPatra-de1fm
    @SubratPatra-de1fm 8 дней назад +2

    Baba🎉🎉

  • @DebashisPanda-rt6vy
    @DebashisPanda-rt6vy День назад +2

    😍❤️❤️❤️❤️❤️💯

  • @abhisekpanda9708
    @abhisekpanda9708 7 дней назад +2

    Jay Tridevi 🙏🏻 Jay Tridev 🙏🏻

  • @abhisekhbarik102
    @abhisekhbarik102 День назад +2

    Wow

  • @basantiNayak-yz4jl
    @basantiNayak-yz4jl 8 дней назад +2

    ❤❤❤

  • @PratyushaSahoo-le7sy
    @PratyushaSahoo-le7sy 8 дней назад +4

    Sania ର ବାହାଘର video ଆନ l please 🥺

  • @artbysahil.9641
    @artbysahil.9641 8 дней назад +3

    Very nice ❤

  • @ArpitaSwain-my1rb
    @ArpitaSwain-my1rb 8 дней назад +2

    👍

  • @adyashaganthia1151
    @adyashaganthia1151 8 дней назад +1

    Bahut badhia comedy video heichhi😅😅😂😂😂

  • @worldallcartoon226
    @worldallcartoon226 8 дней назад +3

    Nice comedy 😂😂
    Sania Bhai❤

  • @BholeswarPradhan-pp3ou
    @BholeswarPradhan-pp3ou 2 дня назад +2

    ❤❤❤❤❤

  • @RajibBehera-zc5in
    @RajibBehera-zc5in 8 дней назад +3

    Hii ,,,helo chhoda Radhe Radhe bolo radhe radhe ♥️♥️♥️♥️

  • @user-ck4jv7rt9u
    @user-ck4jv7rt9u 8 дней назад +2

    Nice story ❤❤❤❤❤❤

  • @user-wu3qd1ri7g
    @user-wu3qd1ri7g 8 дней назад +3

    ❤❤❤😅

  • @ashutoshpattnaik6521
    @ashutoshpattnaik6521 8 дней назад +2

    😂😂😂😂😂😂😂😂saniaaa kandila heeeeheeee

  • @user-uq3zl8lp7u
    @user-uq3zl8lp7u 8 дней назад +7

    ଶନିଆ ଭାଇ ତୁମେ ବୋଧେ ରୁଚି ମସଲା ବ୍ୟବହାର କରୁନ,ନହେଲେ କହିଥାନ୍ତ "ଯାହା ହଉ ରୁଚି ବଞ୍ଚେଇ ଦେଲା"😂

  • @motivationalchannel2388
    @motivationalchannel2388 8 дней назад +2

    ଗୋପାଳ ପିଲା like କର

  • @rajeshyt9999
    @rajeshyt9999 8 дней назад +2

    ❤❤❤❤

  • @Subha-home-kitchen
    @Subha-home-kitchen 8 дней назад +2

    Nice story ❤❤

  • @user-sf9to8pb3x
    @user-sf9to8pb3x 7 дней назад +1

    Beautiful episode❤❤❤❤

  • @SoumyaKumar-zo5ul
    @SoumyaKumar-zo5ul День назад +2

    I love cartoon ❤️😍😘🥰

  • @ChandanSahoo-sk7ed
    @ChandanSahoo-sk7ed 8 дней назад +3

    Bohut bhal lagila😮

  • @GayatriPalei-yj5qc
    @GayatriPalei-yj5qc 7 дней назад +3

    🎉😊

  • @madhuripradhan4431
    @madhuripradhan4431 2 дня назад +2

    ଅନୁଗୋଳ ରୁ କିଏ କିଏ ଦେଖୁଛ ❤❤❤❤

  • @gobindsabar4657
    @gobindsabar4657 3 дня назад +3

    🎉😂❤❤

  • @Dibyabharati992
    @Dibyabharati992 8 дней назад +3

    saniya Bhai Kan Kariba 😢😢😢😢😢😢

  • @dilipAlbumvolg
    @dilipAlbumvolg 8 дней назад +2

    My 2 camant

  • @user-ly4sx9bq7p
    @user-ly4sx9bq7p 6 дней назад +1

    Bahut suder Sania bhai

  • @Anandamuduli1234
    @Anandamuduli1234 8 дней назад +6

    Jagannath nka vata like kara

  • @tapanadhikari3756
    @tapanadhikari3756 8 дней назад +2

    Hello ଶୁଭ ସକାଳ

  • @no1creation335
    @no1creation335 8 дней назад +24

    ସନିଆର g.f କିଏ Comments kara😢

  • @user-bp4mj1oo4f
    @user-bp4mj1oo4f 8 дней назад +3

    Good morning🌞

  • @MaheshkumarSatapathy
    @MaheshkumarSatapathy 8 дней назад +2

    ❤❤❤❤❤❤❤❤❤❤❤

  • @priyankasahoohii9619
    @priyankasahoohii9619 8 дней назад +3

    Hii good morning

  • @aloknayak736
    @aloknayak736 8 дней назад +4

    Bhadrak ru kia kia dekhucha like kara

  • @cutesasmita057
    @cutesasmita057 8 дней назад +9

    ଏମିତି କେଉଁ business ନାହିଁ 😁ସନିଆ ଭାଇ ତାକୁ ଚେଷ୍ଟା karinahanti😂🤣,, like ଧଡ଼ିଆ ମଉସା 🤣,,

  • @banitasahu5655
    @banitasahu5655 8 дней назад +3

    Puri ru kia dekhucha like 👍 pls 🎉

  • @jitendrakhatoi4161
    @jitendrakhatoi4161 8 дней назад +1

    Nice story 👌👌👍👍