ବାବୁ ମହଲ: 'ଆଳୁ ଚାଟ୍' | Babu Mahal # 247 : Alu Chat | Odia Cartoon Comedy
HTML-код
- Опубликовано: 24 ноя 2024
- ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିବା ଦ୍ଵାରା ବଜାରରେ ଏବେ ଘୋର ଆଳୁ ସଙ୍କଟ ପରିଲିକ୍ଷିତ ହଉଛି, ଯାହାଦ୍ଵାରା ଗୁପ୍ଚୁପ, ଚାଟ୍ ଆଦି ବିକୁଥିବା ଛୋଟ ବ୍ୟବସାୟୀ ମାନେ ଅନେକ ହଇରାଣରେ ପଡୁଛନ୍ତି । ଏମିତି କିଛି କାହାଣୀକୁ ନେଇ ଏଥର ବାବୁ ମହଲରେ 'ଆଳୁ ଚାଟ୍ '।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 247 : ଆଳୁ ଚାଟ୍ ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE | SHARE | SUBSCRIBE
Also Watch:
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍...
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 RUclips: / dharitrilive
👉 Instagram: / dharitrilive
#BabuMahal #OdiaCartoon #OdiaComedy #Odisha #PotatoCrisis
Amaku chat dia ❤
Love from salepur nischintakoili CTC ❤
ହେରା ସନିଆ ଭାଈ ସକାଳୁ ସକାଳୁ ତୁମ ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା ଯେ😅❤
😂😂
Hn
Hi...sonali
Hn je😅😅
@@Subhashree0987 WhatsApp...?
First comment ❤🎉
ସନିଆ ଭାଇ ପୁରା ମଲ୍ଟି ଟ୍ୟାଲେଣ୍ଟ ।ସବୁ କାମ ତାଙ୍କୁ ଜଣା ।
Hn satare
ସବୁଭଲ ହେଲେ କଣ ହବ ସନିଆ ର କିଛି କାମ ସଫଳ ହୋଇ ପାରୁନି. ସେଥିପାଇଁ ଭଲ ଲାଗୁନି
ଜୟ ଜଗନ୍ନାଥ ସାଙ୍ଗମାନେ ସନିଆ ଭାଈ ଆମକୁ କହୁନ ଆମେ ଚାଟ ଖାଇବାକୁ ଜିବୁଜେ ❤❤❤👌👌👌👌
ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗ ନିଜ ମାତୃଭାଷା ।
ଜୟ ଜଗନ୍ନାଥ ଜୟ ମା ଲଷ୍ମୀ 😍🙂🥰💗
Bhala laguchhi
🥹ଜୟ ଜଗନ୍ନାଥ ⭕‼️⭕🙏🚩
.
👇
Sai 😂
କିଏ କିଏ boudh ରୁ ଦେଖୁଛନ୍ତି
Mu
Mu
Mu bi❤
Jay jagannath 🙏❣️❤
ସନିଆ ଜମା କାମକୁ ନୁହେଁ
Love from Boudh ♥️
Sm 😊
❤❤❤❤❤bahut maja lagila
Good morning Sania vai
Jay jagannath
Beautiful ❤️ laguchi video
BJP ପାଇଁ ଆଳୁ ଆସୁନି
ଆଳୁ ରେଟ୍ ବଡିଚି
BJD ଜିନ୍ଦାବାଦ
Kali ku independence day❤❤❤
ହେରା ସନିଆ ଭାଇ ବହୁତ ସୁନ୍ଦର ଭିଡିଓ 😊😅
ସନିଆ ଭାଇ
ଖୁବ୍ ଭଲ ହେଇଛି
ଭାଇ ହାତକୁ ଦି ହାତ ହେଇ pada ଯେ
ଆଉ ଭାଗ୍ୟ ବଦଳି ଯିବ ଯେ
😮
Jay hind
କୋଉ ମାନେ ମୋ ପରି ବଡ଼ ହୋଇ କିବି cartoon ଦେଖୁଛ like karo ❤😊❤
Mu 😅😅
ସ୍ୱାଧୀନତା ଦିବସ ଭିଡିଓ ଦେଖିବା ପାଇଁ କିଏ କିଏ ଅପେଖା କରିଛ ?
1947august15
Mu wait karichi
ଭ୍ରମ: ଅପେଖା
ସଂଶୋଧନ: ଅପେକ୍ଷା
Love ❤😂😢😮😅😊 2:06 2:07
Sania comedy re sabu episode mun dekhe mate bhari badhiya lage...plz select my comment
*ଧନ୍ୟବାଦ ସନିଆ ଭାଇ😊 ଚାଟ୍ ଦୋକାନ ପାଇଁ କିନ୍ତୁ କ'ଣ କରିବା ଆଳୁ ଦାମ୍ ରେଟ ଶୁଣିଲା ପରେ କିଣିବା ପାଇଁ ଓ ଖାଇବାକୁ ଡର ଲାଗୁଛି😳ଆମ ପୁଣେ ସହରରେ ଆଳୁ ୧କେଜି ୫୦/- ଅଛି*
😊😊😊😊
❤😮😮
ଆଜିର ଭିଡିଓ ଟି ବହୁତ୍ ଭଲ ଲାଗୁଛି ❤ 😊😊 ଜୟ ଜଗନ୍ନାଥ 🙏🏻 🙌 ବାବୁ ମହଲ
Jay jagannath
Jai jaban jai kisan 🐅🐅🐅🐅
Tommrrow is very special day for every india Wishes happy independence day ❤️
Balasore bhai and bhauni sabu like kara😮😮😮❤❤
Happy independence day 🇮🇳🇮🇳🇮🇳🇮🇳
କିଏ କିଏ Cuttack ra ଦେଖୁଚ Like kara 🙏👌👌
Yes
Tuma ghara kouthi 🎉
Totally jagatsinghpur ❤
ଏ ସୋନିଆ ଦ୍ଵାରା କିଛି ଗୋଟେ ହେଇ ପାରିବ ନାହିଁ
🎉😅🎉🎉😅😅
କିନ୍ତୁ କରିଥିଲେ
Veri nice
Happy Independence day 💐💐💐
Bhai kali pai ଜଲ୍ଦୀ ଜଲ୍ଦୀ ଧରିତ୍ରୀ channel re independence Day 🇮🇳 ର video ପଠାନ୍ତୁ
Tomorrow is independence day of our country who is ready for 78th independence day of india
Happy independence all of you 🇮🇳🥰
Sabu khusi to
Okok like. Eys
happy independence day soniaa vai
Sania bhai kya bad hai ❤❤❤❤❤
Thank you 🙏
Nice story 👌👌👍👍
Video ta bahut bhala lagila❤
❤
ଆଜିର ଭିଡିଓ ଟି ବହୁତ୍ ଭଲ ଲାଗିଲା❤କାଲି ବି ସ୍ଵାଧୀନତା ଦିବସ ଆସୁଛି ସେଥିପାଇଁ ଆପଣ କାଲି ଯାହାବି ହେଲେ ଆମ ଭାରତ ମାତା ର ସ୍ଵାଧୀନ ଭାରତ ର ଭିଡିଓ ଆଣି ଆମ ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ଅନୁରୋଧ 🙏🏻
ଜୟ ଭାରତ ମାତା କି --' ଜୟ '🇮🇳🇮🇳🙏
Advance, Happy independence day 🫡🇮🇳🇮🇳 Jai Hind
ହେରା ସାନିଆ ଭାଇ ଚା ଦୋକାନ ଗୋଟେ କରିବା କି 😅😅❤
Kali asiba vdio❤❤
Good morning all of you
Independence day 🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ଖୁବ ସୁନ୍ଦର😄
PsemceEk😃😫😫😫
Pwah😙
Friends all 😊 Sania is tha best 😊❤ Jay jagannatha ⭕‼️⭕🛕🚩🙏
Jay jagannath ସମସ୍ତେ ଓଡ଼ିଆ ଭାଷା ପାଇଁ ଗର୍ବ ❤❤❤
Mora aji happy Birthday hele 0 like 😢
😂
Happy birthday 🎉🎂🎉
@@manishanayak-hy8nu thanks for you 💝😇
ଜୟ ମା ଆଳୁ😂😅😊
Wow. 🔥🔥❤️🔥🔥🔥🔥❤️❤️🔥🔥❤️
Happy independenceday
Any one from angul❤❤❤❤
Happy independence day dear 🇮🇳🇮🇳🇮🇳🇮🇳🇮🇳
Kia kia bls ru dekhu cha like tika hau ❤
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏ଆଳୁ ରେଟ ଶୀଘ୍ର କମିଯାଉ, ସନିଆ ଭାଇର ବେପାର ବଢିଚାଲୁ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
Jay jagannath
Kia jajpur sukinda ru dekhu chha
Hera sanya bhai ❤❤😂😅
😮
Ama bada thakur Jagannath nka paike like gote haijau 🙏🙏🙏
Jay jagannath 🙏
Ilovemyln
Happy independence day all friends ❤️🩹🎉🎉🎉🎉❤
Chat with pillar potato is an innovative idea. Very funny.
ହେଇଟି ସନିଆ ଭାଇ ତୁମକୁ ଶୁଭ ସକାଳର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଯେ।
Jay Tridevi 🙏🏻 Jay Tridev 🙏🏻
କମେଡି ଟି ବହୁତ ଭଲ ଲାଗିଲା,, 😄👍👌 ପୁରା ସନିଆ ର ଯେମିତି ଲସି ବେପାର ଭଳି 👍👌😄🥰😊❤️💕
Mat heichii video ❤
Very nice comedy❤❤😂😂
ଯେତେ ଆଳୁ ଦର ବଡୁଛି ବଡୁ ଆମେ ଖାଇବୁ ମାନେ ଖାଇବୁ
Best Comedy 😊😊😊😊😅😆🙄😉😉
Odisha re emiti dina b dekhiba mililia
Same setution Mora 😢😢
Jay hind Bharat 🇮🇳🇮🇳🇮🇳🇮🇳🇮🇳
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏
Advance happy independence day🫡🇮🇳🇮🇳
❤️jay hind🫡❤️
Ama desha kebe swadin hei tu thila coment like Kara ❤
Kali❤❤❤
କାଲିକି ହବ 😂
@@chaitanyapujari-km7jq hm
1947 August 15😂😂
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଏ ଦେଶ ସ୍ବାଧୀନ ହୋଇଥିଲା ସତ, ହେଲେ ତମେ ଝାଡ଼ା/ପରିସ୍ରା କରି comment ଲେଖିବାକୁ ଆସିଥିଲେ ଭଲ ହେଇଥାନ୍ତା ।
ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିବା ଦ୍ଵାରା ବଜାରରେ ଏବେ ଘୋର ଆଳୁ ସଙ୍କଟ ପରିଲିକ୍ଷିତ ହଉଛି, ଯାହାଦ୍ଵାରା ଗୁପ୍ଚୁପ, ଚାଟ୍ ଆଦି ବିକୁଥିବା ଛୋଟ ବ୍ୟବସାୟୀ ମାନେ ଅନେକ ହଇରାଣରେ ପଡୁଛନ୍ତି । ଏମିତି କିଛି କାହାଣୀକୁ ନେଇ ଏଥର ବାବୁ ମହଲରେ 'ଆଳୁ ଚାଟ୍ '।
ସନିଆ ଭଳି କୋଉ ମାନେ କାମ କରନ୍ତି semane 👍🏻 kare 🥰❤️ ... Happy indian day 🇮🇳🇮🇳🇮🇳🥳🙏🏻 ____
I love you ❤️
ଏ ବର୍ଷ ଅଗଷ୍ଟ 15 କେତେ ତାରିଖ ରେ ପଡ଼ୁଚି please ଟିକେ କହିବେ
😂😂😂😅
😊😊😊 ସନିଆ ସବୁ ବେଳେ ମାଡ଼ କିଣି ଖାଉଛନ୍ତି
ଜୟ ମାଁ ମାଣିକେଶ୍ଵରୀ 🪔🙏
Kali independence day Sania Bhai tame Kali sma school ku chat nei asiba
Very Nice Comedy Video😂😂😂😅😅😅😊😊😊😮😮😮🎉🎉🎉❤❤❤😂😂😂
ହେରା ସନିଆ ଭାଇ ସକାଳୁ ସକାଳୁ ବହେ ଛେଚା ଖାଇଲ ଯେ 😂😂
Sania bhai no 1bepari
🎉🎉🎉🎉🎉
He Prabhu 🙏🙏🙏🙊🙊🙊🙏🙏🌹🌹🌹
କାଲି independence day 🇮🇳🇮🇳🇮🇳🇮🇳 କାଲି ସମସ୍ତେ କାଉଁବଳି ଭାବରେ ଏଇ ଦିନ ଟିକୁ ସ୍ମରଣ କରିବେ,,,like ❤❤❤❤ କରିବେ Jay Bharat Mata ki,,,Jay Hind
😊
ଜୟ ଭାରତ ମାତା କି ଜୟ
କିଏ କିଏ ପୁରୀ ରୁ ଦେଖୁଛନ୍ତି 😁