Natia comedy part 378 ||Dasahara || Rabana podi

Поделиться
HTML-код
  • Опубликовано: 20 окт 2023
  • DownLoad Sofikart app - play.google.com/store/apps/de...
    Black colour neck t shirt - www.sofikart.com/page/product...
    Broken-Heart Printed T-shirt - www.sofikart.com/page/product...
    Skull Printed T-shirt - www.sofikart.com/page/product...
    More design T shirts - www.sofikart.com/page/product...
    Main toka T shirt - www.sofikart.com/page/product...
    Aji bhari manda laguchi blue - www.sofikart.com/page/product...
    Aji bhari manda laguchi pink - www.sofikart.com/page/product...
    100% friendshirp black - www.sofikart.com/page/product...
    Mu isiskul re padhuchi t shirt - www.sofikart.com/page/product...
    Friends forever pink T-shirt - www.sofikart.com/page/product...
    Friends forever yellow - www.sofikart.com/page/product...
    Maa ran t - shirt - www.sofikart.com/page/product...
    Madichal T -shirt - www.sofikart.com/page/product...
    Natia Puja tshirt - www.sofikart.com/page/product...
    Order more T-shirt - www.sofikart.com/page/product...
    Like our Facebook Page - / utkalcartoonworld

Комментарии • 1,2 тыс.

  • @Madhaba_Dora
    @Madhaba_Dora 9 месяцев назад +611

    ସମସ୍ତ ଙ୍କୁ ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏ମା ଦୂର୍ଗା ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧି ପ୍ରଦାନ କରୁ !😀ଜୟ ମାଁ ଦୂର୍ଗା 🙏🙏🙏

    • @kendujharatok
      @kendujharatok 9 месяцев назад +17

      Tate bodhe jana padilani semane puja bulibaku jaiki chicken khauchhanti kai comment kalutita se bisayare

    • @rinturana621
      @rinturana621 9 месяцев назад +7

      Tora ki6i kama nai ki be

    • @kendujharatok
      @kendujharatok 9 месяцев назад

      @@rinturana621 kaku kahuchhube

    • @Mrommchannel87
      @Mrommchannel87 9 месяцев назад +4

      Tate nida laguni kire sakal ta tu arambha heigalu

    • @krushnachandrasahu3915
      @krushnachandrasahu3915 9 месяцев назад +10

      Tu bodhe utkal cartoon channel ku paeisha deichu nae sethi pani to comment viral houchi

  • @user-do7vy3xn8x
    @user-do7vy3xn8x 9 месяцев назад +4

    ଗୋଟିଏ ରାବଣ କୁ ତ ଦଣ୍ଡ ମିଳିଯିବ କିନ୍ତୁ ଏ ସଂସାର ର ହଜାର ହଜାର ରାବଣ କୁ କିଏ କଣ କହିପାରିବ😢😢😢

  • @kumudinibehera330
    @kumudinibehera330 9 месяцев назад +21

    Happy dasahara utkal cartoon world natia team members ❤❤❤❤❤❤❤❤❤❤❤❤❤❤

  • @Krishnadasbls180
    @Krishnadasbls180 9 месяцев назад +105

    ସମସ୍ତଙ୍କୁ ନବରାତ୍ରି ଓ ଦଶହରା ଅବସରରେ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜୟ ମାଆ ଦୁର୍ଗା🙏🥰

  • @Badrinath_Dora
    @Badrinath_Dora 9 месяцев назад +16

    'या देवी सर्वभूतेषु विद्या-रूपेण संस्थिता। नमस्तस्यै नमस्तस्यै नमस्तस्यै नमो नमः॥' Jai maa Durga 🙏🙏🙏

  • @Nabikalar929
    @Nabikalar929 9 месяцев назад +17

    ସମସ୍ତ ଙ୍କୁ ପବିତ୍ର ଦଶହରା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ମା ଦୁର୍ଗା 🙏🙏🙏🙏🙏

  • @Sudhansu__Jena
    @Sudhansu__Jena 9 месяцев назад +13

    ସମସ୍ତଙ୍କୁ ଦଶହରାର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା ଦୁର୍ଗା ସମସ୍ତଙ୍କୁ ଭଲରେ ରଖନ୍ତୁ🙏🙏

  • @khushbugupta9975
    @khushbugupta9975 9 месяцев назад +22

    Happy dushara puja to all utkal cortoon world members Jay maa durga 🙏🙏

  • @Madhaba_Dora
    @Madhaba_Dora 9 месяцев назад +561

    ପ୍ରଭୁ ରାମଚନ୍ଦ୍ର ସିନା ରାବଣ ଙ୍କୁ ବଧ କରିଥିଲେ , କିନ୍ତୁ ଆଜି ବି ଆମ ସମାଜରେ ଏମିତି ରାବଣ ବୁଲୁଛନ୍ତି!!ଯଦି ଲୋକମାନେ ଏକଜୁଟ ହେବେ , ଆଉ ଅନ୍ୟାୟ ବିରୁଦ୍ଧରେ ସମସ୍ତେ ଲଢିବେ ତେବେ ହଜାର ହଜାର ରାବଣ ଆସିଲେ ବି କାହାର କିଛି କ୍ଷତି କରିପାରିବେନି ! ଭିଡିଓ ଟି ବହୁତ ଭଲ ଲାଗିଲା 🥰ଜୟ ମାଁ ଦୂର୍ଗା 🙏

  • @kamalakantapadmini9676
    @kamalakantapadmini9676 9 месяцев назад +23

    ସତ ରେ ନଟିଆ ର ବାପା ରୋ କାନ ଚାପୁଡ଼ା ଟା ବୋହୁତ ହସ ଲାଗିଲା😂😂😂😂😂❤❤❤

  • @pareshkumarbehera1483
    @pareshkumarbehera1483 9 месяцев назад +15

    ଜୟ ମା ଦୁର୍ଗା*🙏/ଜୟ ଶ୍ରୀଜଗନ୍ନାଥ*🙏/💐ଶୁଭ ମହାଅଷ୍ଟମୀ🔱/Super👌😂episode/Thanks to UCW team.

  • @jssetv2084
    @jssetv2084 24 дня назад +4

    ପିଲାଦିନେ କିଏ କିଏ ଖୁସି ଭଳି ବାପାଙ୍କ କାନ୍ଧରେ ବସି ଦଶରା ମେଢ଼ ଦେଖିଚ ଲାଇକ କର

  • @mskulu
    @mskulu 9 месяцев назад +8

    ଶାରଦୀୟ ଦୁର୍ଗାପୂଜା ର ହାର୍ଦିକ ଅଭିନନ୍ଦନ 🙏 ଜୟ ମା ଦୁର୍ଗା ❤

  • @santoshibehera6380
    @santoshibehera6380 9 месяцев назад +26

    Happy dussehra utkal cartoon world Jay mata di 🙏❤️🙏❤️🙏

  • @arabindabehera95
    @arabindabehera95 9 месяцев назад +13

    ପବିତ୍ର ଦୁର୍ଗାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଗତଜନନୀ ମା' ଦୁର୍ଗାଙ୍କ ଆଶୀର୍ବାଦ ସବୁବେଳେ ଆମ ସମସ୍ତଙ୍କ ଉପରେ ରହିଥାଉ।❤❤❤❤

  • @Noob_gemar..
    @Noob_gemar.. 9 месяцев назад +16

    Happy Dasahara to All Utkala cartoon and friend 😊❤❤🎉

  • @cutesasmita057
    @cutesasmita057 9 месяцев назад +7

    Nice episode ❤️ହାପି ଦଶହରା ନଟିଆ family😌 ଆଉ ମୋର ସବୁ youtube friends 🥰ଡାଙ୍ଗ ନେଉଳ voice so cute 🤩

  • @MANAS.GAMING649
    @MANAS.GAMING649 9 месяцев назад +14

    ସମସ୍ତ ଙ୍କୁ ଦଶ ହରା ଉପଲକ୍ଷେ ହାର୍ଦିକ ଶୁଭକାମନା ❤❤❤❤ ମର ସାଙ୍ଗମାନେ❤❤❤

  • @namitasahunamita
    @namitasahunamita 9 месяцев назад +16

    ଦଶହରା ରେ ସମସ୍ତ ଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା //ଜୟ ମା ଦୁର୍ଗା ଦେବି 🙏🙏🙏

  • @jyotshnameher152
    @jyotshnameher152 9 месяцев назад +32

    Happy dasahara to All utkala cartoon and friends 🥰🥰🥰❤❤❤

  • @Sudhansu__Jena
    @Sudhansu__Jena 9 месяцев назад +10

    ଦଶହରାର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଉତ୍କଳ ବାବୁ 🥰❤️ ଏବଂ ସମସ୍ତ ucw team କୁ ମଧ୍ୟ🥰❤️
    ଜୟ ମା ଦୁର୍ଗା 🙏🙏🙏

  • @amitkumarsipu7698
    @amitkumarsipu7698 9 месяцев назад +76

    ପବିତ୍ର ବିଜୟା ଦଶମୀ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା...🙏 ଶୁଭ ସକାଳ...✨💖🌄

  • @JobsinOdisha2024
    @JobsinOdisha2024 9 месяцев назад +2

    Such a nice concept,but ଦୁଃଖ ର କଥା ଏହା ଯେ ଆମ ଲୋକମାନେ କେହି support ପାଈଁ ଏକଜୁଟ ହୁଅନ୍ତିନି, କେବଳ ସେ ହିଁ ଲଢେ ଯେ ଭୁକ୍ତ ଭୋଗି, ଅନ୍ୟ ମାନେ ସେ ପର୍ଯ୍ୟନ୍ତ ଦେଖୁଥାନ୍ତି ଏବଂ ମଜା ନେଉଥାନ୍ତି ଏବଂ ଲଢ଼ନ୍ତି ସେତେବେଳେ ଯେତେବେଳେ ନିଜେ suffer ହୁଅନ୍ତି. ଜୟ ଜଗନ୍ନାଥ,ସମସ୍ତଙ୍କୁ ଅନ୍ୟାୟ ବିରୋଧ ରେ ଏକଜୁଟ ହେଇ ଲଢ଼ିବାକୁ ଶକ୍ତି ଦିଅନ୍ତୁ. ଜୟ ମା ଦୁର୍ଗା 🙏.

  • @8shradha1
    @8shradha1 9 месяцев назад +29

    HAPPY durga puja natia members 🙏🏻🙏🏻

  • @maaharachandiyoutubechanne3562
    @maaharachandiyoutubechanne3562 9 месяцев назад +20

    All time my favourite 😊❤natia comedy ❤

  • @Deepaknath-dv2lm
    @Deepaknath-dv2lm 9 месяцев назад +33

    ଯେଁଉ ମାନେ ନଟିଆର ଫ୍ୟାନ୍ ଗୋଟେ like kara👍

  • @alivajena6569
    @alivajena6569 9 месяцев назад +4

    ଦୁର୍ଗା ଅଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ🎉🎉🍁🍂 ଦୁର୍ଗା ମାତା ଆପଣଙ୍କ ପରିବାର କୁ ଭଲ ରେ ରଖନ୍ତୁ 🌼🌸🌺 କେଉଁ ମାନେ ଏଥର ଦଶହରା ମେଢ଼ ଦେଖିବାକୁ ଯିବ👍

  • @GolapBehera-et3wh
    @GolapBehera-et3wh 9 месяцев назад +43

    Happy durga puja all natia family members ❤️🙏🙏❤️

  • @bhabani_dec13
    @bhabani_dec13 9 месяцев назад +61

    Happy dusherra to all our utkal cartoon world member ❤ ..

  • @SarasawtiBehera
    @SarasawtiBehera 9 месяцев назад +2

    ଏହି ପବିତ୍ର ଦଶହରାରେ ମୋର ସବୁ ଭାଇ ଭଉଣୀ ମାନଙ୍କୁ ନମସ୍କାର ଓ ମୋର utkal cartoon world କୁ ମୋର ଅଶେଷ ଅଶେଷ ଧନ୍ୟବାଦ୍ ଓ ଶୁଭକାମନା

  • @Pintupradhan3318
    @Pintupradhan3318 9 месяцев назад +2

    ଆଜି ଅଷ୍ଟମ ତିଥି ରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ଜୟ ମା ଦୁର୍ଗା 🙏🌺🙏

  • @surajkumardas2607
    @surajkumardas2607 9 месяцев назад +3

    ଭାଇ ମାନେ ଖାଲି ରାବଣ ର ପୁତୁଳା କୁ ପୋଡ଼ିଲେ ରାବଣ ପୋଡ଼ି ହେବନି ନିଜ ଭିତରେ ଥିବା ରାବଣ ଭଳି ଗୁଣ କୁ ପୋଡ଼ିଲେ ହିଁ ସଠିକ୍ ରାବଣ ପୋଡ଼ି ହେବ ହର ହର ମହାଦେବ 💞 ଜୟ ଶିବ 💞 ଶକ୍ତି 💞🔱❣️🔱🌿💞🔱

  • @subhadra_123
    @subhadra_123 9 месяцев назад +123

    ମୋ ତରଫରୁ ଆପଣ ସମସ୍ତ ଙ୍କୁ ମହାଷ୍ଟମୀ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ❤କାଇଁ କେବେ ଠୁ ମଣିଷ ଏଇ ଦିନ କୁ ଅପେକ୍ଷା କରିଥିଲେ👍ଆଉ କେଉଁମାନେ ମୋ କଥାରେ ସହମତ👍ଜୟ ମା ଦୁର୍ଗା🙏

  • @LOVE.IS.MY.LIFE.7807
    @LOVE.IS.MY.LIFE.7807 9 месяцев назад +4

    ପବିତ୍ର ଦଶହରା ଉପଲକ୍ଷେ ଉତ୍କଳ ଗୌରବ ର ସମସ୍ତ ସଦସ୍ୟ,ସଦସ୍ୟା ତଥା ସମଗ୍ର ଓଡ଼ିଶା ର ଜନସାଧାରଣ ଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଅଛି...ଜୟ ମା ଦୁର୍ଗା...🙏🙏🙏🙏🙏

  • @nitunmoharana2427
    @nitunmoharana2427 9 месяцев назад +27

    ସମସ୍ତ ଙ୍କୁ ଦଶହରା ର ହାର୍ଦିକ ଅଭିନନ୍ଦନ 🙏🙏🙏🙏 ଉତ୍କଳ cartoon ର ସମସ୍ତ ଙ୍କୁ ବହୁତ ବହୁତ ଅଭିନନ୍ଦନ ❤️❤️❤️❤️ ଜୟ ମା ଦୁର୍ଗା 🙏🙏🙏

  • @tulasinayak8114
    @tulasinayak8114 9 месяцев назад +29

    Happy Dusshera to all of my friends ♥️❤️🥰💐this puja brings a lots of happiness and blessings to all of you ♥️🥰 have a nice day ❤️❤️❤️

  • @rudrapratapmohanty
    @rudrapratapmohanty 9 месяцев назад +4

    ସମସ୍ତଙ୍କୁ ସୁପ୍ରଭାତ ଉତ୍କଳ ପରିବାର🥰⭕‼️⭕

  • @zozochiku3229
    @zozochiku3229 9 месяцев назад +2

    ଖାଲି ରାବଣ ବୁଲୁ ନାହାନ୍ତି, ସୁର୍ପନେଖା ବହୁତ୍ ହେଇ ଗଲେଣି 😂😂😂

    • @GirishChandraPanda
      @GirishChandraPanda 9 месяцев назад

      କଳିଯୁଗ ନାରୀ ଆଉ 😂😂😂

  • @MidishaPradhan-rp1yr
    @MidishaPradhan-rp1yr 9 месяцев назад +34

    Super episode ❤ I love Natia comedy ❤

  • @lalitaswain-fb3vd
    @lalitaswain-fb3vd 9 месяцев назад +50

    Happy Dussehra puja to all utkal cartoon world members ❤️ 💖 Jay maa durga 🙏🙏🌺🌺

  • @sandhyaraninaik8312
    @sandhyaraninaik8312 9 месяцев назад +18

    ଯିଏ ମୋ କମେଣ୍ଟ ପଢ଼ୁଛ ତାଙ୍କୁ ମା ଦୁର୍ଗା ଖୁସି ରେ ରଖନ୍ତୁ ଜୟ ମା ଦୁର୍ଗା ❤❤❤

  • @travelwithpurna
    @travelwithpurna 9 месяцев назад +4

    ଶୁଭ ସକାଳ।।। ଦଶହରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤

  • @itishreedas4587
    @itishreedas4587 9 месяцев назад +16

    Happy Durga Puja all natia family members so beautiful 👌👌🥰🥰🥰

  • @odiaprincessblog
    @odiaprincessblog 9 месяцев назад +2

    ସାରା ଓଡ଼ିଶାବାସୀ ଓ ନଟିଆ ଟିମ୍ କୁ ଦୁର୍ଗା ଅଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ମା ଦୁର୍ଗା 🙏🙏🙏

  • @jyotshnakanhar3461
    @jyotshnakanhar3461 9 месяцев назад +52

    Utkal cartoon is the best cartoon in odisha ❤

  • @bidusmitabehera5436
    @bidusmitabehera5436 9 месяцев назад +8

    Natia camedy is the best 🎉❤

  • @razeofficial8095
    @razeofficial8095 9 месяцев назад +2

    ମାତ୍ରୁଭାଷା ମାତ୍ରୁଭୂମୀ ରେ ମମତା
    ଯା ହ୍ରୁଦେ ଯନମି ନାହିଁ
    ତାକୁ ଯଦି ଞାନୀ ଗଣରେ ଗଣିବା
    ଅଗ୍ୟାନ ରହିବେ ନାହିଁ❤❤❤❤
    ଜୟ ଓଡ଼ିଶା🚩🚩🚩

  • @Badrinath_Dora
    @Badrinath_Dora 9 месяцев назад +4

    ଏହି ଭିଡିଓ ରୁ ଆମେ ଏହା ଶିକ୍ଷା ପାଇଲୁ ଯେ 👉ଆଜି ବି ଆମ ସମାଜ ମଧ୍ୟରେ ରାବଣ ଜୀବିତ ଅଛନ୍ତି କିନ୍ତୁ, ଯଦି ଲୋକମାନେ ଏକଜୁଟ ହେବେ ଆଉ ଅନ୍ୟାୟ ବିରୁଦ୍ଧରେ ଏକାଠି ଲଢିବେ , ତେବେ ହଜାର ହଜାର ରାବଣ ଆସିଲେ ବି କାହାର କିଛି କ୍ଷତି କରିପାରିବେନି !!! ଜୟ ମାଁ ଦୂର୍ଗା 🙏🙏🙏

  • @prakashchandrakeshri.
    @prakashchandrakeshri. 9 месяцев назад +4

    କିଏ କିଏ ନଟିଆ କମେଡି ର Durga Puja episode ଦେଖିବାପାଇଁ ଅପେକ୍ଷା କରିଥିଲା❤❤❤❤👍?????????

  • @onkarjenacreations9490
    @onkarjenacreations9490 9 месяцев назад +2

    ହାପି ଦୁର୍ଗା ଅଷ୍ଟମୀ ଜୟ ମା ମହିଷା ମର୍ଦ୍ଧିନୀ 🙏🙏🙏

  • @asho143
    @asho143 9 месяцев назад +22

    Happy during puja all natia family members ❤️😘❤️❤️natia comedy Is best ❤❤❤❤❤❤💐🌹👌

  • @prstmpatra1521
    @prstmpatra1521 9 месяцев назад +13

    ସମସ୍ତ ଙ୍କୁ ମୋ ତରଫରୁ ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଙ୍କୁ 🙏 ମାଁ ଦୂର୍ଗା ଘଣ୍ଟ ଗଡ଼େଇ ରଖନ୍ତୁ ଏତିକି ମୋର ପ୍ରାର୍ଥନା 🙏 ଜୟ ମାଁ ଦୂର୍ଗା 🌺🕊️🥀🥥

  • @rasikkumarsahoo9255
    @rasikkumarsahoo9255 9 месяцев назад +8

    Jay maa Durga 🙏🙏🙏

  • @kalyaniswain1941
    @kalyaniswain1941 9 месяцев назад +29

    Happy dusshera to utkal cartoon members ❤ super episode 👍💯

  • @MrPaNdA_Vlog
    @MrPaNdA_Vlog 9 месяцев назад +1

    Natia pain dasahara re like te dia🎉

  • @Madhaba_Dora
    @Madhaba_Dora 9 месяцев назад +12

    Aap sabhi ko Navratri ki hardik shubhechha aur shubhkamnaen 😀 Jai mata di 🙏🙏

  • @BasavaHantal-bz9wi
    @BasavaHantal-bz9wi 9 месяцев назад +4

    ମୁଁ ଆଜି ପ୍ରତମେ ନଟିଆ କମେଡି ଦେଖିଲି❤ 1:35
    ଦଶହରା ଉପଲକ୍ଷେ ସମସ୍ତଙ୍କୁ ଆଦ୍ଦିକ ଓ ଅବିନନ୍ଦ

  • @OdishaDandaNrutya
    @OdishaDandaNrutya 8 месяцев назад +4

    ଜୟ ମା ଦୁର୍ଗା

  • @bharatibharati8735
    @bharatibharati8735 9 месяцев назад +9

    Jay maa Durga ❤❤❤❤❤❤❤❤❤❤❤❤

  • @patitapabanacreation
    @patitapabanacreation 9 месяцев назад +7

    Durga puja ra hardika avinandana to all natia family members 🎉

  • @RudraRudra-ej4mx
    @RudraRudra-ej4mx 9 месяцев назад +6

    Happy Dasahara utkal gourab all members☺☺☺☺☺☺

  • @Rajatkumar-oe4qc
    @Rajatkumar-oe4qc 9 месяцев назад

    ଏବେ ତ ରାବଣ ଘରେ ଘରେ ଅଛନ୍ତି 😢ହେଲେ ସେ କାଳ ର ସୀତା ନାହାନ୍ତି କାହିଁକି ନା ରାବଣ ଶିଖେଇ ଦେଇକି ଯାଇଛି କେମିତି କଲି ଯୁଗର ସୀତା ନିଜେ ନିଜକୁ ଏ କଲି ଯୁଗର ରାବଣ ହାତରୁ ରକ୍ଷା କରିପାରିବ 🙏🙏 ଜୟ ଶ୍ରୀ ରାମ 🙏

  • @princesukanta2052
    @princesukanta2052 9 месяцев назад +1

    ପବିତ୍ର ଦଶହରା ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା 🎉🎉🎉
    ଜୟ ଶ୍ରୀରାମ 🙏🏻🙏🏻🙏🏻
    ଭିଡ଼ିଓ ଦେଖିକି ବହୁତ ଭଲ ଲାଗିଲା 😅😅

  • @subratkurout5588
    @subratkurout5588 9 месяцев назад +5

    ବହୁତ ସୁନ୍ଦର episode ହୋଇଛି! ❤❤ଅପେକ୍ଷା ଥିଲା କୋଉ ଦିନ ଦଶହରା episode ଆସିବାର 😊ୟାକୁ ଦେଖି ମତେ ଆଣ୍ଡ ଆମ family members କୁ ବହୁତ bhala lagila😊Thank you

  • @-jagannath143
    @-jagannath143 9 месяцев назад +1

    କେଉଁ ମାନେ ନଡ଼ିଆ କମେଡି କୁ ଭଲପାଆନ୍ତି like କର😊😊❤

  • @Badrinath_Dora
    @Badrinath_Dora 9 месяцев назад +1

    Ya Devi sarvabhuteshu
    Shakti-rupen sansthita.
    Namas-tasyai namas-tasyai,
    namas-tasyai namo namaha....🙏🙏🙏

  • @bidusmitabehera5436
    @bidusmitabehera5436 9 месяцев назад +3

    Durga maa samastanku khusi re rakhantu

  • @Madhaba_Dora
    @Madhaba_Dora 9 месяцев назад +118

    ଆଜି ହେଉଛି ନବରାତ୍ରୀ ର ଅଷ୍ଟମ ଦିନ , ତେଣୁ ଏହି ଦିନ ମାଁ ଗୌରୀ ଙ୍କୁ ପୂଜା କରାଯାଏ 🙏 Happy Dussehra 🥰ଜୟ ମାଁ ଦୂର୍ଗା...🥰🙏

  • @dsjackbabu6165
    @dsjackbabu6165 9 месяцев назад +2

    ଦଶହରା ର ସମସ୍ତଙ୍କୁ ମୋ ତରଫରୁ ଅଭିନନ୍ଦନ 🎉🎉

  • @abinashbehera-2633
    @abinashbehera-2633 9 месяцев назад +10

    Jay Maa Durga ❤

  • @-BarshaRanipanda
    @-BarshaRanipanda 9 месяцев назад +10

    🙏Happy Durga Puja all Natia family members 😘 l like you Natia comedy ❤❤

  • @Msoficieal
    @Msoficieal 9 месяцев назад +14

    Happy Durga Puja all Natia family members ❤❤❤❤ Natia comedy is best😅😅

  • @hinduodia5440
    @hinduodia5440 9 месяцев назад +2

    Mora Rama Doli re Banti Haba Boli Mun ..pete na khaiki pete pieki basithili..hele kn haba di ghera bulila pare mo Nisha chhadigala..😂😂..
    Happy Dusshera For Everyone..
    ❤❤..i miss this moment 😢

  • @akashraj12343
    @akashraj12343 9 месяцев назад +1

    ନଟିଆ କମେଡି ବାଲା ବହୁତ୍ ଖରାପ୍ ଖାଇବା ବେଳେ ମୁଁ ଦେଖେ ସବୁ ବେଳେ ଝାଡ଼ା ବାନ୍ତି ଦେଖାଉ ଛନ୍ତି 😅 really I ❤ UTKAL CARTOON WORLD ❤

  • @manojbabu6690
    @manojbabu6690 9 месяцев назад +7

    ଖୁବ ସୁନ୍ଦର 🙏ଜୟ ମା ଦୁର୍ଗା🙏

  • @manojkumarjena9383
    @manojkumarjena9383 9 месяцев назад +5

    Happy Durga Puja all natia family members ❤❤🙏🏾🙏🏾🙏🏾🙏🏾

  • @purnachandrapattnayak9978
    @purnachandrapattnayak9978 9 месяцев назад +1

    ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ନଟିଆ କମେଡି ପରିବାରର ସମସ୍ତ କଳାକାର ଙ୍କୁ ହୃଦୟରୁ ଅଭିନନ୍ଦନ।

  • @SonaliBehera_0
    @SonaliBehera_0 9 месяцев назад +1

    Very nice episode❤️❤️
    ବହୁତ ଭଲ ଲାଗିଲା ଭିଡ଼ିଓ👌👌
    🙏ଜୟ ମା ଦୁର୍ଗା🙏
    ❤️iLove natia comedy❤️

  • @Tarani-hw8ps
    @Tarani-hw8ps 9 месяцев назад +3

    ଜୟ ମା ଦୂର୍ଗା 🙏🙏🙏🎉🎉

  • @bidusmitabehera5436
    @bidusmitabehera5436 9 месяцев назад +6

    Jay ma Durga ❤❤🎉

  • @mrrbnff5704
    @mrrbnff5704 9 месяцев назад +1

    Happy dhasahara Puja samastanku Maro hardika abhinandana🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @MR-odia-Status
    @MR-odia-Status 9 месяцев назад +13

    ପୋଲିସ ନାମ ଧରୁ ଧରୁ ପୋଲିସ ଆସିଗଲା ହେଲେ real life ରେ ଖବର ଦେଲେବି ଠିକ୍ ସମୟରେ ଆସୁ ନାହାଁନ୍ତି। ଏ ନଟିଆ ରେ ଯେମିତି ପୋଲିସ ନାଁ ଧରୁ ପୋଲିସ ଆସିଗଲା। Real life ରେ ସତରେ ବି ଆସିଥାନ୍ତା କି କେତେ ଭଲ ହୁଅନ୍ତା।

  • @nibeditasenapati763
    @nibeditasenapati763 9 месяцев назад +6

    Happy Durgapuja guys ❤❤😊

  • @Mrewsneducation
    @Mrewsneducation 9 месяцев назад +4

    Happy Dussehra,,Natia,,Gendu Danga Neula❤❤❤

  • @odiakirtanguru220
    @odiakirtanguru220 9 месяцев назад +1

    ଜୟ ମା ଦୁର୍ଗା 🙏🙏🙏🙏

  • @New_on_YouTube001
    @New_on_YouTube001 9 месяцев назад +3

    ଦଶହରା କୁ ଆସିକି କେହି କଣ leg pice ଖାଅନ୍ତି କି,ସବୁଠୁ ଖରାପ scene 😢

    • @cricketduniya17
      @cricketduniya17 9 месяцев назад +3

      Hm sehi scene ta karibara nathila😢

  • @yuvrajsamal8710
    @yuvrajsamal8710 9 месяцев назад +12

    Happy Dusshera to utkal cartoon world family members ... Jay maa Durga 🙏🙏

  • @ScaryTeacher3DLuffy-fi6ge
    @ScaryTeacher3DLuffy-fi6ge 9 месяцев назад +2

    Those who are waiting to see the next comedy should vote 🥰🥰

  • @susantalenka7580
    @susantalenka7580 9 месяцев назад +1

    ଜୟ ମା ଦୁର୍ଗା ଜୟ ମା ଆଦି ଶକ୍ତି 🙏🙏🙏🙏🙏

  • @BinodRout-hk7zu
    @BinodRout-hk7zu 9 месяцев назад +33

    Happy Durga puja natia family members natia camedy is the best🙏🙏🙏💯💯🥰🥰

  • @ShibaMatia
    @ShibaMatia 9 месяцев назад +8

    Natia comedy is best ❤❤

  • @crazydeepakkumar
    @crazydeepakkumar 9 месяцев назад +1

    ସୁପ୍ରଭାତ
    ଜୟ ମା ଦୁର୍ଗା

  • @tdkkoraputiavideo2873
    @tdkkoraputiavideo2873 9 месяцев назад +1

    ଜୟ ମାଁ ଦୂର୍ଗା

  • @saunahembram6247
    @saunahembram6247 9 месяцев назад +15

    Appreciatable message by utkal cartoon world through this video 👏 10:52 🙌

  • @chitaranjansahu1199
    @chitaranjansahu1199 9 месяцев назад

    ଏମିତି ନଡ଼ା ବାନ୍ଧି ରାବଣ କରି ପୋଡ଼ିବା ଅପେକ୍ଷା ଏ ସମାଜ ରେ ଥିବା ରାବଣ କୁ ରାମଚନ୍ଦ୍ର ରେ ପରିଣତ କରିବା ଭଲ

  • @KunalBarik-ez4mp
    @KunalBarik-ez4mp 3 месяца назад +1

    ଆରେ ନଟିଆ ତୁ ଯମ କଣ ବଡ଼ ହେଉନୁ😅😅😅😅

  • @ParthasarathiDehury-cy9di
    @ParthasarathiDehury-cy9di 9 месяцев назад +7

    I like this comedy ❤

  • @pinkydakua2374
    @pinkydakua2374 9 месяцев назад +3

    Really Hartley thanku..... Utkal kartoonworld team members .... again thank you so much for good massage..........jay maa Durga 🙏🙏

  • @santoshpastrychef
    @santoshpastrychef 9 месяцев назад

    ପବିତ୍ର ବିଜୟା ଦାଶମୀ ରେ ଦୁର୍ଗତିନାଶିନୀ ମା ଦୁର୍ଗା ସାରା ପୃଥିବୀ ର ଜନସାଧାରଣ କର ମଙ୍ଗଳ କରନ୍ତୁ 🙏🙏🙏

  • @SarojiniJenamani
    @SarojiniJenamani 9 месяцев назад +1

    ଆପଣ ଙ୍କୁ ଦଶହରା ଶୁଭେଚ୍ଛା❤❤