Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସବୁ ପୂଜା ପର୍ବାଣୀ ରେ natia comdy team ଯେଉଁ ଭଳି ଉପହାର ଦେଉଛନ୍ତି ସେଥିପାଇଁ ଅନେକ ଅନେକ ଅନେକ ଅନେକ ଧନ୍ୟବାଦ୍ ଉତ୍କଳ ବାବୁ ଓ ସମସ୍ତ team member ମାନଙ୍କୁ 🙏🥰💐💐💐😭
I love you too
I love you darling chumaa 😘
❤❤😊pmo@@rdxgopinath5540
ପବିତ୍ର ଦୋଳ ପୂର୍ଣ୍ଣିମା ର ଆପଣ ମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏❤️🙏 🤞🥰😊
ସମସ୍ତ ଙ୍କୁ ମୋ ତରଫରୁ Advance Happy Holi And ଦୋଳ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🔱 ଜୟ ଜଗନ୍ନାଥ 🙏 Always Awesome 😀 Comedy Natia 😂😂😂
Mo taraf ru v advance happy Holi
ଯେଉଁମାନେ ନିଜ ବାପା ଓ ମାଆ ଙ୍କୁ ଭଲ ପାଉଥାନ୍ତି ,ସେମାନେ ଏହି comment ku like କରନ୍ତୁ 🙏🙏🙏🤗ଏହି episode ଟି ବହୁତ ମଜା ଲାଗିଲା , ଭିମା ଅଜା ର ମାଡ ବହୁତ ମଜା ଲାଗିଲା । ଡ଼ାଙ୍ଗ, ନଟିଆ ଆଉ ଗେଣ୍ଡୁ ଘୋଡଫାଇଟ୍ ବହୁତ୍ ମଜା ଦାର ଥିଲା।ସକାଳୁ ଏହି episode ପାଇଁ ଅନେଇ ବସିଥିଲି,🤣🤣🤣 ବହୁତ୍ ମଜା ଲାଗିଲା।
ସକାଳୁ ସକାଳୁ ନଟିଆ କମେଡି ଦେଖି ମଜା ଆସିଗଲାନଟିଆ ଲାଗି like 👍ଗୋଟେ ହଉଜୟ ଜଗନ୍ନାଥ ⭕❗⭕
ଜୟ ଜଗନ୍ନାଥ ଯେଉଁ ମାନେ ନଟିଆ କମେଡି ଦେଖୁଛନ୍ତି ସମସ୍ତେ ଖୁସିରେ ରୁହନ୍ତୁ
ଆଉ ଯେଉଁ ମାନେ ନଟିଆ କମେଡି ଦେଖୁ ନାହାନ୍ତି ସେମାନେ
Thank you & same to you
Thank you
Jay Jagannath ⭕❗⭕🙏 bro
Au jau mane natia comedy dekhunahanti
ସୁଭ ସକାଳ ✨Advance ଦୋଳ ପୂଣ୍ଣିମା ର ସୁଭେଚ୍ଛା ଓ ଅଭିନନ୍ଦନ ❤ଜୟ ଜଗନ୍ନାଥ 🙏
ଜୟ ରଧାଗୋବିନ୍ଦ 🙏🙏🙏ଆଜିର episode ବହୁତ ବହୁତ ଭଲ ଲାଗିଲା। ନଟିଆ ଦ୍ୱରା ଆଜି ମୁଁ ଦୋଳଗୋବିନ୍ଦ ଙ୍କର ଦର୍ଶନ କଲି, thank you ଉତ୍କଳ ଟିମ୍ ❤️
ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐🥰ପ୍ରଭୁ ଜଗନ୍ନାଥ ସବୁବେଳେ ସୁରକ୍ଷିତ ରଖନ୍ତୁ ଆପଣ ଙ୍କୁ ଓ ଆପଣଙ୍କ ପରିବାରକୁ 🙏🥰
Tumaku bi prabhu volo re rakhantu ❤️😘🙂. Jay Jagannatha 🙏🏼🌺🪔
Dhany bada
ଏହି ସୁନ୍ଦର ଏପିସୋଡ ପାଇଁ ଧନ୍ଯବାଦ 👍 ସମସ୍ତଙ୍କୁ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲିପର୍ବ ର ଶୁଭେଚ୍ଛା 🙏
iufr
@@rajusahu-em8qd JM d
Gandu ର ବାପା ଠିକ୍ କହିଛି 👉 ଗାଧେଇ ପଡ଼ି ଦେହକୁ ଚକ୍ ଚକ୍ କରିଦେଲେ କେହି ପବିତ୍ର ହୁଅନ୍ତି ନି , ବରଂ ମନକୁ ପବିତ୍ର ରଖିବା ଉଚିତ 💛 !! Utkal Babu 🤘 ନଟିଆ ର Holi ରେ Comedy ଆସିବ ଟି ??. Waiting For ହୋଲି episode 🤓 ଏହି ଭିଡିଓ ଟି ଭାରି ମଜା ଆସିଗଲା 😃ଜୟ ରାଧା କୃଷ୍ଣ 🙏
Right 👍
💀🤣
@@biranchisahoo2620 ok
L ke texl lo oo qq
ପବିତ୍ର ଦୋଳ ପୂର୍ଣ୍ଣିମା ର ହାର୍ଦିକ ଶୁଭେଛା ଓ ଶୁଭାମନା। ଜୟ ରାଧେ କୃଷ୍ଣ 🙏🙏
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦିକ ଅଭିନନ୍ଦନ 🙏ଜୟ ଶ୍ରୀ ରାଧା କୃଷ୍ଣ 🙏
Neula ra jou hasa😀😅😅😅😅😅😅😅
I am waiting for Holi episode 🥰🥰
Kjhhkll
ନଟିଆ କୁ କେଉଁ ମାନେ ଭଲପାଅ ଗୋଟିଏ ଲାଇକ କର👍👍👍
👍
Hii
Sgf
Sakalu natia aau khusi ku dekhi mu b khusi heigali. Apana mane b khusi ta 👍🏻👍🏻
ଜୟ ଜଗନ୍ନାଥ ସର୍ବେ ଭବନ୍ତୁ ସୁଖିନଃ ଖୁବ ସୁନ୍ଦର 👌♥️ ଦୋଳ ଉତ୍ସବ ଭଲ ଲାଗିଲା 👌👍
beautiful quote "Mana pabitra thile gadia ganga"
ବହୁତ୍ ଭଲ ଆମ ଓଡ଼ିଆ ପରମ୍ପରା ସଂସ୍କୃତି କୁ ସମ୍ମାନ ଦେଉ ଥିବାରୁ ଉତ୍କଳ ଭାଇ ଭଉଣୀ ମାନଙ୍କୁ ହୃଦୟ ରୁ dhnyabad 🙏🏻ଆମ ଲିଙ୍ଗିପୁର୍ ରେ ୪ ତାରିଖ ରେ ଦୋଳ ଆସିବ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ଯେ
ପବିତ୍ର ଦୋଳ ପୂର୍ଣ୍ଣିମା ଏବଂ ହୋଲି ର ହାର୍ଦିକ ଅଭିନନ୍ଦନ ଜୟ ଶ୍ରୀ ରାଧେ କୃଷ୍ଣ
ଜୟ ହରେକୃଷ୍ଣ*/Nice episode, Happy Dola purnima(in Advance), Thanks to UC team.
ମୁଁ କେବେ ଦୋଳ ପୂର୍ଣ୍ଣିମା ଦେଖି ନଥିଲି thank you so much utkal cartoon
Super comedy 👌👌👌👌
Bahut sundar dolapurnima 👌👌
ଜୟ ଶ୍ରୀ କୃଷ୍ଣ ପବିତ୍ର ହୋଲି ଅବସର ରେ ସମସ୍ତ ଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ମୋ ତର ଫରୁ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ 🙏🙏🙏🙏🙏🙏🙏
Sabu episode thu dola purnima Bhala lagila 💚🥰💞🙏
Holi cada
Holy chadh bhai
ବୁଢ଼ା କାନ୍ଦିଲା ବେଳେ ମଜା ଆସିଗଲା 😂🤣🤣🤣🤣🤣🤣🤣
ଷଣ୍ଢ କୁ ଦି ଫାଳ କରିଦେଲି ଗରମ ତେଲ ରେ ପକଡି କରିକି କିଏ ଖାଇ ଦେବ 😅😅😅
😊😊
Natia ପାଇଁ ଗୁଟେ like ହେଉ 🥰
Nice and mind blowing episode
ସମସ୍ତଙ୍କୁ ଦୋଳପୂର୍ଣ୍ଣମୀ ଓ ହୋଲି ର ହାର୍ଦିକ ଅଭିନନ୍ଦନ🙏😊ଆଜିର ଅଧ୍ୟାୟ ଟି ବହୁତ ଭଲ ହେଇଛି ବହୁତ୍ ମଜାଦାର 🤣😂🤣😂 ବୁଢା କୁ ପାପ ଲାଗିବ🤣😂
ଯେଉଁମାନେ ନଟିଆ❤️❤️କମେଡି ଦେଖିବାକୁ ଭଲପାଅ 👍କର।ଜୟ ଜଗନ୍ନାଥ 🙏🙏🙏
Happy dola purnima, Dole cha dolagobindam
Mind blowing comedy 💯🥳
Good morning
ଯୟ ରାଧା କୃଷ୍ଣ 🙏🙏🙏🙏
ଘୋଡା ନାଚ ଦେଖି ବହୁତ ଖୁସି ଲାଗିଲା। ୪-୫ ବର୍ଷ ତଳେ ଆମ ଗାଁ ରେ b ଦୋଳ ପୂର୍ଣ୍ଣିମା ରେ ଘୋଡା ନାଚ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଖାଲି ଲାଇଟ୍ ସାଉଣ୍ଡ ଡିଯେ ଦେଖିବାକୁ ମିଳୁଛି। 🥺🥺।
ଆଉ ଯେଉ ମାନେ ଦେଖୁନାହାନ୍ତି ସେମାନେ ଖୁସିରେ ନ ରୁହନ୍ତୁତମର କଥା ବାର୍ଥ ଠିକ ନାହିଁ ଆଉ
Thanks to all utkal team for remember our culture
Fantastic.....so so so superbbb video..... Odisha re pura no 1
ଟେରା ନେହୁଳ ଆଉ ଡାଙ୍ଗ ମହା ଡିଙ୍ଗା ରାମ ହ କି ନା ସାଙ୍ଗ ମାନେ.....❤❤😂
ନଟିଆ comady ରେ ସବୁବେଳେ ହୋଲି ଉପରେ episode ଆସେ ଏଥର ଦୋଳ ପୁର୍ଣିମା Episode ଆସିଛି ଆଉ ବହୁତ ଭଲ 👍👍😃
L0
ଜୟ ଜଗନ୍ନାଥ ସମସ୍ତଙ୍କୁ ଦୋଳପୁର୍ଣିମାର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା🙏🙏🙏♥️♥️♥️ ସତରେ ଏ video ଦେଖି ହସି ହସି ମୋ ପେଟ ଦରଜ ହେଇଗଲା 👍👍👍😋😋😋
ଖୁସି ଛୁଆ ଅର୍ଥ କଣ ଯାଜପୁର,ଭଦ୍ରକ,କି ବାଲେଶ୍ଵର
Very interesting n beautiful episode.Happy Dola Purnima n Holi. ❤️
Radhe.Krishna. ki.Jay🙏🙏🙏Very nice odia comedy
ନଟିଆ କମେଡି ଦେଖି ମନ ଖୁସି ହେଇଗଲା 😊😊
Bull 🐂fighting mast lagila 🐮😂😂😂
ରାଧେ ରାଧେ 🙏🙏🙏ସମସ୍ତଙ୍କୁ ଦୋଳ ପୂର୍ଣ୍ଣିମା ହାର୍ଦିକ ଅଭିନନ୍ଦନ ଶୁଭକାମନା ❤❤❤
Ereeeee banchha..... HAPPY HOLI 2023 MORA #samastanku
Super comedy utakala bhai. Jay shree jagannath 🙏🙏🙏🙏
Jai Jagannath Nice Episode Happy Dol Pune to all
Cute story ❤️❤️ bohut maja lagila😍😍Thank you all team members 💐💐💖💖💖💖💖
Happy dolapurnima jay Jagannath
Good Morning Everyone 🌞🌻🌅🏜️🙏Jay Shree Jagannath Swamy 📿⭕❗⭕🚩🙏❤️Lot Of Love From PuriDham 🚩🙏
Very nice 👍
ଜା କୁହ ନେଉଳ ହସ ଟା ଗୋଟେ ଅଲଗା ପ୍ରକାର
❤️❤️❤️
ନଟିଆ ସବୁ ଏଫିସଡ ଜେଉଁ ମାନେ ଦେଖିଛ ତଳେ ଲାଇକ୍ କର👇👍
Natia my favourite cartoon comedy chennal ,❤️❤️🙏🙏
Mind Blowing Comedy 😂 Super Screenplay 💫💛
Jai jagannath everyone stay blessed always
Mind blowing episode 👌👌 thank you
Khusi michhare kanduchi ta bhai uthiba boli aau dola dekhiba boli . Khusi maa bht chalak.
Happy dola purnama 🙏🙏beautiful episode ❤❤
ଏଇରେ ବାଞ୍ଛା ଏଇ ଡାଇଲଗ୍ ବହୁତ ଭଲ ଲାଗେ ମଚେ
Indian festival's are unic and spiritual thanks utkal cartoon world for this episode
Love this occasion from odisha 🥰🥰😍😍
@@asutoshswainasutosh1484😅😊
Pp😊
@@asutoshswainasutosh1484jdhùù
Khhushi Sundar art kari dela 🤣🤣... Aeta tk adhhika michha haegala 🤭🤭
I love natia comedy always
ବହୁତ ସୁନ୍ଦର ହୋଇଛି 😍😍😍
Happy dola purnima to all 🙏🙏🙏🙏 Jay Jagannath 🙏🙏🙏🙏🙏❤️
Neula ra hasa ta bahuta sundara lage 😁😁😁😁
❤❤❤ for Natia😊
ଜୟ ଜଗନ୍ନାଥ 🕉️🙏🙏🙏
ଠିକ୍ କଥା କହିଛନ୍ତି ଗେଣ୍ଡୁର ବାପା:- ମନ ପବିତ୍ର ଥିଲେ ଗାଡିଆ ଗଙ୍ଗା 😊🙏 ବହୁତ ସୁନ୍ଦର lagila episode ti🤩😍
7यिऊप्प्पी770प90
Naulo ra hansa ta bhadiya👍
Happy dolo purnima to all of you 🙏🙏🙏
ଆରେ ବଞ୍ଚା ଭଲ ଲାଗିଲାରେ
Good morning odisha
Very good morning
ସୁଭ ସକାଳ
ଜୟ ଜଗନ୍ନାଥ👍👌
Another episode...wow..🥰
Khushi ❤️❤️🌹🌹🌹❤️🌹❤️♥️♥️♥️
Natia cartoon is the best ❤️❣️
First view
Happy dola purnama 🥰🙏🥳 beautiful episode......❤️👌👌😜😘
Happy Holi natia comedy
Happy Dolapurnima❤
Good Morning 🔆❤️
Boys like kare girls nija name lekha 🙏🙏🙏🙏👍👍
🌄 good morning 🌞🌄🌅🌞🌄🌅🌞🌄🌅🌞🌄🌅🌞🌄😘😽☺️😊
I love to watching Natia comedy 🤣
Good morning Utkal family
Osm episode 😍
Gann ra paribesha gaan ra maja au kauthi miliba sabuthu sundara gaan ra baata barana Happy dolo purnima...
✨HAPPY DOLAPURNIMA TO ALL OF YOU 💐✨JAI SHREE KRISHNA 🙏🌼
What a view...it's remind me my old childhood days.... especially those dola jatra
13:15 🤣🤣🤣🤣🤣🤣🤣🤣🤣🤣🤣🤣👌ଦୁଇଫାଳ ହେଇଗଲା ଷଣ୍ଢ !
ଖୁସି ଆଜି ଭଲ କାମ କଲା au🤣🤣
Jay Yadav Jay Madhab🙏❤️
Ur dist
Very entertaining 👍❤️
Beautiful episode...🥰Animation super...👌Story is Excellent 😍Comedy is also twist🙂Thank you Utkal Cartoon world❤️❤️❤️
❤
😢🎉🎉🎉🎉🎉🎉🎉🎉Hjhjj
ସବୁ ପୂଜା ପର୍ବାଣୀ ରେ natia comdy team ଯେଉଁ ଭଳି ଉପହାର ଦେଉଛନ୍ତି ସେଥିପାଇଁ ଅନେକ ଅନେକ ଅନେକ ଅନେକ ଧନ୍ୟବାଦ୍ ଉତ୍କଳ ବାବୁ ଓ ସମସ୍ତ team member ମାନଙ୍କୁ 🙏🥰💐💐💐😭
I love you too
I love you darling chumaa 😘
❤❤😊pmo@@rdxgopinath5540
ପବିତ୍ର ଦୋଳ ପୂର୍ଣ୍ଣିମା ର ଆପଣ ମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏❤️🙏 🤞🥰😊
ସମସ୍ତ ଙ୍କୁ ମୋ ତରଫରୁ Advance Happy Holi And ଦୋଳ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🔱 ଜୟ ଜଗନ୍ନାଥ 🙏 Always Awesome 😀 Comedy Natia 😂😂😂
Mo taraf ru v advance happy Holi
ଯେଉଁମାନେ ନିଜ ବାପା ଓ ମାଆ ଙ୍କୁ ଭଲ ପାଉଥାନ୍ତି ,ସେମାନେ ଏହି comment ku like କରନ୍ତୁ 🙏🙏🙏🤗
ଏହି episode ଟି ବହୁତ ମଜା ଲାଗିଲା , ଭିମା ଅଜା ର ମାଡ ବହୁତ ମଜା ଲାଗିଲା । ଡ଼ାଙ୍ଗ, ନଟିଆ ଆଉ ଗେଣ୍ଡୁ ଘୋଡଫାଇଟ୍ ବହୁତ୍ ମଜା ଦାର ଥିଲା।
ସକାଳୁ ଏହି episode ପାଇଁ ଅନେଇ ବସିଥିଲି,🤣🤣🤣 ବହୁତ୍ ମଜା ଲାଗିଲା।
ସକାଳୁ ସକାଳୁ ନଟିଆ କମେଡି ଦେଖି ମଜା ଆସିଗଲା
ନଟିଆ ଲାଗି like 👍ଗୋଟେ ହଉ
ଜୟ ଜଗନ୍ନାଥ ⭕❗⭕
ଜୟ ଜଗନ୍ନାଥ ଯେଉଁ ମାନେ ନଟିଆ କମେଡି ଦେଖୁଛନ୍ତି ସମସ୍ତେ ଖୁସିରେ ରୁହନ୍ତୁ
ଆଉ ଯେଉଁ ମାନେ ନଟିଆ କମେଡି ଦେଖୁ ନାହାନ୍ତି ସେମାନେ
Thank you & same to you
Thank you
Jay Jagannath ⭕❗⭕🙏 bro
Au jau mane natia comedy dekhunahanti
ସୁଭ ସକାଳ ✨
Advance ଦୋଳ ପୂଣ୍ଣିମା ର ସୁଭେଚ୍ଛା ଓ ଅଭିନନ୍ଦନ ❤
ଜୟ ଜଗନ୍ନାଥ 🙏
ଜୟ ରଧାଗୋବିନ୍ଦ 🙏🙏🙏
ଆଜିର episode ବହୁତ ବହୁତ ଭଲ ଲାଗିଲା। ନଟିଆ ଦ୍ୱରା ଆଜି ମୁଁ ଦୋଳଗୋବିନ୍ଦ ଙ୍କର ଦର୍ଶନ କଲି, thank you ଉତ୍କଳ ଟିମ୍ ❤️
ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐🥰
ପ୍ରଭୁ ଜଗନ୍ନାଥ ସବୁବେଳେ ସୁରକ୍ଷିତ ରଖନ୍ତୁ ଆପଣ ଙ୍କୁ ଓ ଆପଣଙ୍କ ପରିବାରକୁ 🙏🥰
Tumaku bi prabhu volo re rakhantu ❤️😘🙂. Jay Jagannatha 🙏🏼🌺🪔
Dhany bada
ଏହି ସୁନ୍ଦର ଏପିସୋଡ ପାଇଁ ଧନ୍ଯବାଦ 👍 ସମସ୍ତଙ୍କୁ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲିପର୍ବ ର ଶୁଭେଚ୍ଛା 🙏
iufr
@@rajusahu-em8qd JM d
Gandu ର ବାପା ଠିକ୍ କହିଛି 👉 ଗାଧେଇ ପଡ଼ି ଦେହକୁ ଚକ୍ ଚକ୍ କରିଦେଲେ କେହି ପବିତ୍ର ହୁଅନ୍ତି ନି , ବରଂ ମନକୁ ପବିତ୍ର ରଖିବା ଉଚିତ 💛 !! Utkal Babu 🤘 ନଟିଆ ର Holi ରେ Comedy ଆସିବ ଟି ??. Waiting For ହୋଲି episode 🤓 ଏହି ଭିଡିଓ ଟି ଭାରି ମଜା ଆସିଗଲା 😃ଜୟ ରାଧା କୃଷ୍ଣ 🙏
Right 👍
💀🤣
@@biranchisahoo2620 ok
L ke texl lo oo qq
ପବିତ୍ର ଦୋଳ ପୂର୍ଣ୍ଣିମା ର ହାର୍ଦିକ ଶୁଭେଛା ଓ ଶୁଭାମନା। ଜୟ ରାଧେ କୃଷ୍ଣ 🙏🙏
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦିକ ଅଭିନନ୍ଦନ 🙏ଜୟ ଶ୍ରୀ ରାଧା କୃଷ୍ଣ 🙏
Neula ra jou hasa😀😅😅😅😅😅😅😅
I am waiting for Holi episode 🥰🥰
Kjhhkll
ନଟିଆ କୁ କେଉଁ ମାନେ ଭଲପାଅ ଗୋଟିଏ ଲାଇକ କର👍👍👍
👍
Hii
Sgf
Sakalu natia aau khusi ku dekhi mu b khusi heigali. Apana mane b khusi ta 👍🏻👍🏻
ଜୟ ଜଗନ୍ନାଥ ସର୍ବେ ଭବନ୍ତୁ ସୁଖିନଃ ଖୁବ ସୁନ୍ଦର 👌♥️ ଦୋଳ ଉତ୍ସବ ଭଲ ଲାଗିଲା 👌👍
beautiful quote "Mana pabitra thile gadia ganga"
ବହୁତ୍ ଭଲ ଆମ ଓଡ଼ିଆ ପରମ୍ପରା ସଂସ୍କୃତି କୁ ସମ୍ମାନ ଦେଉ ଥିବାରୁ ଉତ୍କଳ ଭାଇ ଭଉଣୀ ମାନଙ୍କୁ ହୃଦୟ ରୁ dhnyabad 🙏🏻
ଆମ ଲିଙ୍ଗିପୁର୍ ରେ ୪ ତାରିଖ ରେ ଦୋଳ ଆସିବ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ଯେ
ପବିତ୍ର ଦୋଳ ପୂର୍ଣ୍ଣିମା ଏବଂ ହୋଲି ର ହାର୍ଦିକ ଅଭିନନ୍ଦନ ଜୟ ଶ୍ରୀ ରାଧେ କୃଷ୍ଣ
ଜୟ ହରେକୃଷ୍ଣ*/Nice episode, Happy Dola purnima(in Advance), Thanks to UC team.
ମୁଁ କେବେ ଦୋଳ ପୂର୍ଣ୍ଣିମା ଦେଖି ନଥିଲି thank you so much utkal cartoon
Super comedy 👌👌👌👌
Bahut sundar dolapurnima 👌👌
ଜୟ ଶ୍ରୀ କୃଷ୍ଣ ପବିତ୍ର ହୋଲି ଅବସର ରେ ସମସ୍ତ ଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ମୋ ତର ଫରୁ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ 🙏🙏🙏🙏🙏🙏🙏
Sabu episode thu dola purnima Bhala lagila 💚🥰💞🙏
Holi cada
Holy chadh bhai
ବୁଢ଼ା କାନ୍ଦିଲା ବେଳେ ମଜା ଆସିଗଲା 😂🤣🤣🤣🤣🤣🤣🤣
ଷଣ୍ଢ କୁ ଦି ଫାଳ କରିଦେଲି ଗରମ ତେଲ ରେ ପକଡି କରିକି କିଏ ଖାଇ ଦେବ 😅😅😅
😊😊
Natia ପାଇଁ ଗୁଟେ like ହେଉ 🥰
Nice and mind blowing episode
ସମସ୍ତଙ୍କୁ ଦୋଳପୂର୍ଣ୍ଣମୀ ଓ ହୋଲି ର ହାର୍ଦିକ ଅଭିନନ୍ଦନ🙏😊
ଆଜିର ଅଧ୍ୟାୟ ଟି ବହୁତ ଭଲ ହେଇଛି ବହୁତ୍ ମଜାଦାର 🤣😂🤣😂 ବୁଢା କୁ ପାପ ଲାଗିବ🤣😂
ଯେଉଁମାନେ ନଟିଆ❤️❤️କମେଡି ଦେଖିବାକୁ ଭଲପାଅ 👍କର।
ଜୟ ଜଗନ୍ନାଥ 🙏🙏🙏
Happy dola purnima, Dole cha dolagobindam
Mind blowing comedy 💯🥳
Good morning
ଯୟ ରାଧା କୃଷ୍ଣ 🙏🙏🙏🙏
ଘୋଡା ନାଚ ଦେଖି ବହୁତ ଖୁସି ଲାଗିଲା। ୪-୫ ବର୍ଷ ତଳେ ଆମ ଗାଁ ରେ b ଦୋଳ ପୂର୍ଣ୍ଣିମା ରେ ଘୋଡା ନାଚ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଖାଲି ଲାଇଟ୍ ସାଉଣ୍ଡ ଡିଯେ ଦେଖିବାକୁ ମିଳୁଛି। 🥺🥺।
ଆଉ ଯେଉ ମାନେ ଦେଖୁନାହାନ୍ତି ସେମାନେ ଖୁସିରେ ନ ରୁହନ୍ତୁ
ତମର କଥା ବାର୍ଥ ଠିକ ନାହିଁ ଆଉ
Thanks to all utkal team for remember our culture
Fantastic.....so so so superbbb video..... Odisha re pura no 1
ଟେରା ନେହୁଳ ଆଉ ଡାଙ୍ଗ ମହା ଡିଙ୍ଗା ରାମ ହ କି ନା ସାଙ୍ଗ ମାନେ.....❤❤😂
ନଟିଆ comady ରେ ସବୁବେଳେ ହୋଲି ଉପରେ episode ଆସେ ଏଥର ଦୋଳ ପୁର୍ଣିମା Episode ଆସିଛି ଆଉ ବହୁତ ଭଲ 👍👍😃
L0
ଜୟ ଜଗନ୍ନାଥ ସମସ୍ତଙ୍କୁ ଦୋଳପୁର୍ଣିମାର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା🙏🙏🙏♥️♥️♥️ ସତରେ ଏ video ଦେଖି ହସି ହସି ମୋ ପେଟ ଦରଜ ହେଇଗଲା 👍👍👍😋😋😋
ଖୁସି ଛୁଆ ଅର୍ଥ କଣ ଯାଜପୁର,ଭଦ୍ରକ,କି ବାଲେଶ୍ଵର
Very interesting n beautiful episode.Happy Dola Purnima n Holi. ❤️
Radhe.Krishna. ki.Jay🙏🙏🙏Very nice odia comedy
ନଟିଆ କମେଡି ଦେଖି ମନ ଖୁସି ହେଇଗଲା 😊😊
Bull 🐂fighting mast lagila 🐮😂😂😂
ରାଧେ ରାଧେ 🙏🙏🙏ସମସ୍ତଙ୍କୁ ଦୋଳ ପୂର୍ଣ୍ଣିମା ହାର୍ଦିକ ଅଭିନନ୍ଦନ ଶୁଭକାମନା ❤❤❤
Ereeeee banchha..... HAPPY HOLI 2023 MORA #samastanku
Super comedy utakala bhai.
Jay shree jagannath 🙏🙏🙏🙏
Jai Jagannath Nice Episode Happy Dol Pune to all
Cute story ❤️❤️ bohut maja lagila😍😍
Thank you all team members 💐💐💖💖💖💖💖
Happy dolapurnima jay Jagannath
Good Morning Everyone 🌞🌻🌅🏜️🙏
Jay Shree Jagannath Swamy 📿⭕❗⭕🚩🙏
❤️Lot Of Love From PuriDham 🚩🙏
Very nice 👍
ଜା କୁହ ନେଉଳ ହସ ଟା ଗୋଟେ ଅଲଗା ପ୍ରକାର
❤️❤️❤️
ନଟିଆ ସବୁ ଏଫିସଡ ଜେଉଁ ମାନେ ଦେଖିଛ ତଳେ ଲାଇକ୍ କର👇👍
Natia my favourite cartoon comedy chennal ,❤️❤️🙏🙏
Mind Blowing Comedy 😂 Super Screenplay 💫💛
Jai jagannath everyone stay blessed always
Mind blowing episode 👌👌 thank you
Khusi michhare kanduchi ta bhai uthiba boli aau dola dekhiba boli . Khusi maa bht chalak.
Happy dola purnama 🙏🙏beautiful episode ❤❤
ଏଇରେ ବାଞ୍ଛା ଏଇ ଡାଇଲଗ୍ ବହୁତ ଭଲ ଲାଗେ ମଚେ
Indian festival's are unic and spiritual thanks utkal cartoon world for this episode
Love this occasion from odisha 🥰🥰😍😍
@@asutoshswainasutosh1484😅😊
Pp😊
@@asutoshswainasutosh1484jdhùù
@@asutoshswainasutosh1484jdhùù
Khhushi Sundar art kari dela 🤣🤣... Aeta tk adhhika michha haegala 🤭🤭
I love natia comedy always
ବହୁତ ସୁନ୍ଦର ହୋଇଛି 😍😍😍
Happy dola purnima to all 🙏🙏🙏🙏 Jay Jagannath 🙏🙏🙏🙏🙏❤️
Neula ra hasa ta bahuta sundara lage 😁😁😁😁
❤❤❤ for Natia😊
ଜୟ ଜଗନ୍ନାଥ 🕉️🙏🙏🙏
ଠିକ୍ କଥା କହିଛନ୍ତି ଗେଣ୍ଡୁର ବାପା:- ମନ ପବିତ୍ର ଥିଲେ ଗାଡିଆ ଗଙ୍ଗା 😊🙏 ବହୁତ ସୁନ୍ଦର lagila episode ti🤩😍
7यिऊप्प्पी770प90
Naulo ra hansa ta bhadiya👍
Happy dolo purnima to all of you 🙏🙏🙏
ଆରେ ବଞ୍ଚା ଭଲ ଲାଗିଲାରେ
Good morning odisha
Very good morning
ସୁଭ ସକାଳ
ଜୟ ଜଗନ୍ନାଥ👍👌
Another episode...wow..🥰
Khushi ❤️❤️🌹🌹🌹❤️🌹❤️♥️♥️♥️
Natia cartoon is the best ❤️❣️
First view
Happy dola purnama 🥰🙏🥳 beautiful episode......❤️👌👌😜😘
Happy Holi natia comedy
Happy Dolapurnima❤
Good Morning 🔆❤️
Boys like kare girls nija name lekha 🙏🙏🙏🙏👍👍
🌄 good morning 🌞🌄🌅🌞🌄🌅🌞🌄🌅🌞🌄🌅🌞🌄😘😽☺️😊
I love to watching Natia comedy 🤣
Good morning Utkal family
Osm episode 😍
Gann ra paribesha gaan ra maja au kauthi miliba sabuthu sundara gaan ra baata barana Happy dolo purnima...
✨HAPPY DOLAPURNIMA TO ALL OF YOU 💐✨JAI SHREE KRISHNA 🙏🌼
What a view...it's remind me my old childhood days.... especially those dola jatra
13:15 🤣🤣🤣🤣🤣🤣🤣🤣🤣🤣🤣🤣👌ଦୁଇଫାଳ ହେଇଗଲା ଷଣ୍ଢ !
ଖୁସି ଆଜି ଭଲ କାମ କଲା au🤣🤣
Jay Yadav Jay Madhab🙏❤️
Ur dist
Very entertaining 👍❤️
Beautiful episode...🥰
Animation super...👌
Story is Excellent 😍
Comedy is also twist🙂
Thank you Utkal Cartoon world❤️❤️❤️
❤
😢🎉🎉🎉🎉🎉🎉🎉🎉Hjhjj